Jibana Do Chhakire Ashara Alok Ep 342| Sampti pai bapa-jhia samprakare phata

  Рет қаралды 349,879

OTV

OTV

Күн бұрын

Пікірлер: 441
@jyotsnaraniparamanik4415
@jyotsnaraniparamanik4415 Жыл бұрын
Thank you Sir...I'm proud of you 🙏ଏହି episode ଟେ ଦେଖି ମୁଁ ଗୋଟେ ଝିଅ ହିସାବରେ ମୋତେ ଲାଜଲାଗୁଛି ଆଉ ସେ ବୁଢାବାପାଙ୍କ ଲାଗି ଦୁଃଖ ବି ଲାଗୁଛି 😢ଧନ୍ୟରେ ତମେ ଝିଅମାନେ😠😠
@sagarikadas2413
@sagarikadas2413 Жыл бұрын
Ki juha hela bapa ma nku part Kariba na kn?? Laja laguchi ....chhi
@truptiranjansahani7404
@truptiranjansahani7404 Жыл бұрын
😊
@suchismita2315
@suchismita2315 Жыл бұрын
Thik katha bhauni
@manasranjanpatra5605
@manasranjanpatra5605 Жыл бұрын
ଏଇଠି ଜଣା ପଡିଲା ଗୋଟିଏ ବାପା ବା ମା ପାଞ୍ଚ ପୁଅ ବା ଝିଅ ପାଳି ପାରନ୍ତି। କିନ୍ତୁ ପାଞ୍ଚ ପୁଅ ବା ଝିଅ ଗୋଟିଏ ବାପା ବା ମା କୁ ପାଳି ପାରନ୍ତି ନାହିଁ।
@bidyadhardash2619
@bidyadhardash2619 Жыл бұрын
Nice comment
@friendsforever2463
@friendsforever2463 Жыл бұрын
Absolutely right brother ❤️❤️
@meera9818
@meera9818 Жыл бұрын
Thik katha bhai 👍😒
@manoramabhuyan6275
@manoramabhuyan6275 Жыл бұрын
Absolutely right.
@SujataRoyDailyVlogs
@SujataRoyDailyVlogs Жыл бұрын
Right
@satamasabar
@satamasabar Жыл бұрын
ଏମାନେ ବାପା ଛାହୁନାନ୍ତି ସମ୍ଫତି ଛାହୁଚନ୍ତି 🙏ଜୟ ଜଗନ୍ନାଥ🙏🙏🙏
@Twins_Lifestyle
@Twins_Lifestyle Жыл бұрын
ସବୁ ଦେବୀ ନାରୀ ହୋଇପାରିବେ କିନ୍ତୁ ସବୁ ନାରୀ ଦେବୀ ହୋଇପାରିବେ ନାହିଁ... ସବୁ ମାଆ ନାରୀ ହୋଇ ପାରିବେ କିନ୍ତୁ ସବୁ ନାରୀ ମାଆ ହୋଇପାରିବେ ନାହିଁ... ସବୁ ସୁକନ୍ୟା କନ୍ୟା ହୋଇପାରିବେ କିନ୍ତୁ ସବୁ କନ୍ୟା ସୁକନ୍ୟା ହୋଇପାରିବେ ନାହିଁ... ତେଣୁ ହେ ମୋର ମହାମହିମ ମାନବ ସମାଜ ବୁଝି ବିଚାରି ଆଗେଇ ଯାଅ....... ଅର୍ଥଲୋଭି ସନ୍ତାନ ପ୍ରକୃତ ସନ୍ତାନ ପଦବାଚ୍ୟ ନୁହେଁ
@9439380959
@9439380959 Жыл бұрын
କୋଡିଏ ବର୍ଷ ଲେଖା ଜଣ ଜଣ ଝିଅ କୁ ବାପା ଘରେ ରଖିଛନ୍ତି ମଣିଷ କରି ଦେଇନେଇକି ବାହା ବି କରେଇଛନ୍ତି । ତାର ହିସାବ ତ ବାପା ରଖିପାରିଥାନ୍ତେ ନା । ସେସବୁ କରିବା ଯଦି ବାପା ଙ୍କ କର୍ତ୍ତବ୍ୟ ଥିଲା ବାହା ହେଇଗଲ ବୋଲି କଣ ତୁମ ଝିଅ ମାନଙ୍କ କିଛି କର୍ତ୍ତବ୍ୟ ନାହିଁ । ଏତେ ନିର୍ଲଜ ଝିଅ ଗୁଡାକ ବାପା ମା ଙ୍କୁ କିଏ କେତେ ଦିନ ନେଇରଖିଛନ୍ତି ତାର ହିସାବ କରୁଛନ୍ତି। ଛି... ଦୁହିତା ନାଁ ରେ କଳଙ୍କ ତମେ ସବୁ । ସମ୍ପତି ପାଇଁ ଦାଣ୍ଡ ରେ ପଡି ହାଟ ରେ ଗଡ଼ିଲଣି
@sukantabehera4551
@sukantabehera4551 Жыл бұрын
Eta Brahampur, Ganjam money paien emane sabu kicchi karibe. Ethi Blood relation dekhunahanti. Ea nirla Jhia gudak
@sankarbehera3251
@sankarbehera3251 Жыл бұрын
Perfect said 😊
@mithunrout4367
@mithunrout4367 Жыл бұрын
Thik kahichanti didi tike bi laja nahi a mananku
@bhanjadakua5670
@bhanjadakua5670 Жыл бұрын
ଏଇଠେ ଜଣାପଡିଲା ଆମେ ନବୁ ହେଲେ ଦବୁନି ବା ବା ବା କଳିଜୁଗ 🙏🙏😭😭👍
@basantasatapathy9339
@basantasatapathy9339 Жыл бұрын
ସେବାରମୂଲ୍ୟ କେହିବି ଦେଇପାରିବ ନାହିଁ ତେଣୁ ଅଧା କାଢି ଦିଅ ଅବଶିଷ୍ଟ ସମାନ ବାଣ୍ଟି ଦିଅ
@najmunbibi7575
@najmunbibi7575 11 ай бұрын
​@@basantasatapathy9339ni ni
@narottambeheranarottambehe3631
@narottambeheranarottambehe3631 Жыл бұрын
ଅଲାଜୁକି ଝିଅ ମାନେ , ଏଭଳି ଝିଅ କୋଉ ବାପା , ମା କୁ ନମିଳୁ ! ସୁଆଥପର ଝିଅ ମାନେ ନିଜ ସୁଆଥ ପାଇଁ ବାପାକୁ ଭୁଲି ଯାଇଛନ୍ତି ବେଇମାନ ଝିଅ ମାନେ ?
@EVENTHOUGH-ux1mbX44
@EVENTHOUGH-ux1mbX44 9 ай бұрын
ହେ ପ୍ରଭୁ କନ ଏଇ ଘୋର କଲି କାଳ 😢
@kabitabarikyes7228
@kabitabarikyes7228 Жыл бұрын
He Prabhu କାହିଁକି ଲୋକମାନଙ୍କ ମନରେ ଏମିତି ଚିନ୍ତା ଧାରା ଲୋକେ ପିଲା ଜନ୍ମ କରିବା ପାଇଁ ଡରିବେ joumane ନିଜପିଲା ପାଇଁ ସମ୍ପତ୍ତି ଚିନ୍ତା କରୁଛ ବାପା ମାଆ କଥା ଥରୁ ଟେ ଭାବୁନ ତୁମ ପିଲାମାନେ ମଧ୍ୟ ବଡ଼ ହେଲାପରେ ତାଙ୍କ ପିଲ କଥା ଚିନ୍ତା କରିବେ ଆଉ ତୁମ କଥା କାହିଁ ଭାବିବେ ଯଦି ନିଜ ପିଲଙ୍କଠୁ ଭଲବ୍ୟବହାର ଚାହୁଁଛ plz ନିଜ ବାପା ମା ଙ୍କୁ ଏମିତି କରନି
@hemanandsabar6409
@hemanandsabar6409 Жыл бұрын
All rights
@himanshupradhan7039
@himanshupradhan7039 Жыл бұрын
ଛି ଛି ଛି ଏ ଝିଅ ମାନକୁ ଲଜ୍ଜା ନାହିଁ ବାପା ର ସେବା ଵଦଳରେ ଜାଗା ସୁନା ରୂପା ଟଙ୍କା ଦରକାର୍ ଦେଖ ଅଡିଶା ବାସି କହନ୍ତି ଆଜିକାଲି ଝିଅ ହେଲେ ଭଲ କିନ୍ତୁ ଝିଅ ପୁଅ କେହି ବି ଭଲ ନୁହଁ ଏମିତି ଝିଅ ଜନ୍ମ କରିବା ଭୁଲ୍।
@pchandrabadtya4405
@pchandrabadtya4405 Жыл бұрын
ହେ ଭାଗବାନ ଏମିତି ଝିଅ କାହାକୁ ନଦିଅନ୍ତୁ 🙏🙏🙏
@prasannapadhi6778
@prasannapadhi6778 Жыл бұрын
Bandhya.didi.apananka.bapa.ma.apanaku.thik.sanskar.deichhanti
@tarakiranpatnaik1049
@tarakiranpatnaik1049 Жыл бұрын
ସେଥିପାଇଁ ବୟସ ର ଅପରାହ୍ନ ରେ ସମ୍ପତି ଥିଲେ ଭଲ
@odiajhialija
@odiajhialija Жыл бұрын
ଆମ ଗାଁ ରେ ବି ଏମିତି ଗୋଟେ family ଅଛି। ସେ ବି 5 ଜଣ ଭଉଣୀ ବାପା ଘରେ ଯିଏ ଅଛି ସବୁ ଭଉଣୀ ମାନେ ତା ନା ରେ ସବୁ ସମ୍ପତି କରିଦେଲେ ସେ ଭଉଣୀ ବାପା ଘରେ ରହି ଆଉ 4 ଭଉଣୀ ଙ୍କ ସବୁକଥା ବୁଝୁଛି ଯେମିତି ଗୋଟେ ଭାଇ ବୁଝେ। ଏ ଠୀ ଯଦି ଏ ଭଉଣୀ କୁ ସବୁ ଦେଇଦେବ ଠିକ୍ ହବ ସେ ବି ସମସ୍ତ ଙ୍କୁ ଝିଅ ପରି ଖୋଜିବାକୁ ରାଜି ଅଛି
@ssssmissofficial3598
@ssssmissofficial3598 9 ай бұрын
Miss you gelu bapa please come back mo dhana bapa ❤❤❤love you bapa 😢😢😭😭😭😭🙏🙏
@arabindrout1612
@arabindrout1612 Жыл бұрын
ସବୁ ସମ୍ପତ୍ତି ଅନାଥାଶ୍ରମରେ ଦାନ କରାଯାଉ
@Piyushnayakofficial
@Piyushnayakofficial Жыл бұрын
ଝିଅ ମାନେ ତମ ଶଶୁର ଘରେ କଣ ସମ୍ପତି ନାଇଁ କି. ବାପା ସମ୍ପତି କୁ ଲୋଭ କରୁଚ 😄😄
@meera9818
@meera9818 Жыл бұрын
ନଥିବ ବୋଧେ କିଛି ସମ୍ପତ୍ତି 🤔🤨🧐
@rabindra2338
@rabindra2338 Жыл бұрын
😂😂😂😂😂
@prasphutitanayak8776
@prasphutitanayak8776 Жыл бұрын
My parents are my world,pray to god for their long life 😘🙏🏿 i can't do anything for them 😭
@dipa5857
@dipa5857 Жыл бұрын
ଭଉଣୀ ମାନଙ୍କ ଭିତରେ କିଛି ନଁହି ସ୍ୱାମୀ ଦେବତା ଙ୍କ ହାତ ବହୁତ ଲମ୍ବା
@rabindra2338
@rabindra2338 Жыл бұрын
😂😂😂😂😂
@puspalatasahoo2391
@puspalatasahoo2391 Жыл бұрын
Right 👍👍
@sanghamitrarana9095
@sanghamitrarana9095 Жыл бұрын
100% right
@jasminerayrika4669
@jasminerayrika4669 Жыл бұрын
Swami mananku strictly mana b kari haba ki mo bapa sampati re mora ichha nahi
@SOUMYASUNA143
@SOUMYASUNA143 Жыл бұрын
Omg I'm proud for my father Life re emiti ka jhia 1 time A mane kebala sampati pain asuchhanti .. Bapanka prati vala paiba kahara nahin ...
@alekhkumarpanda7999
@alekhkumarpanda7999 Жыл бұрын
ପଇସା ଜୀବନରେ ସବୁ କିଛି ନୁହେଁ ବାପାଙ୍କ ସେବା ଠାରୁ ଆଉ କିଛି ନାହିଁ ଏ।ବୟସରେ ବାପାଙ୍କ ସହ ମିଶି ଚଳନ୍ତୁ
@chittaodiavlogs8247
@chittaodiavlogs8247 8 ай бұрын
Asara alokare Gote manisa pari Manisha dekheli Gopabandhu sir🙏🙏🙏🙏🙏
@khulananahak1618
@khulananahak1618 Жыл бұрын
ମୋପାଇଁ ଦୁନିଆଁର ସବୁଠୁବଡସମ୍ପତିବାପାମାଆଙ୍କଖିସିଆଉଆଶ୍ରୀବାଦ
@KRISHNA-eh2kj
@KRISHNA-eh2kj Жыл бұрын
ମଝି ଝିଅକୁ ଟିକେ ଅଧିକା ଦରକାରେ ତୋ ପୁଅ ଝିଅ ଦେବେ ତତେ ଟିକେ ସମୟ କୁ ଅପେକ୍ଷା କରେ...I 🤣🤣
@malayabastia1635
@malayabastia1635 Жыл бұрын
ଏମାନେ ଝିଅ ନୁହନ୍ତି ସମ୍ପତି ଲୋଭି କାଙ୍ଗାଳି
@babitakhuntia7203
@babitakhuntia7203 Жыл бұрын
Dhanya re jhia..Marijuana re
@subashchandrarath8358
@subashchandrarath8358 Жыл бұрын
ହରେ ୟଙ୍କେ ହରେ ତାଙ୍କେ , ୟାଙ୍କେ ତାଙ୍କେ ହରେ ହରେ , ତାଙ୍କେ ୟାଂକେ ରାମ ରାମ
@chakradharswain9603
@chakradharswain9603 Жыл бұрын
ଯେଉଁ ଝିଅ ବାପା କଥା ବୁଝିବା, ସେ ଝିଅ ସମ୍ପତ୍ତିର ଅଧାରୁ ଅଧିକ ପାଇବା ଦରକାର🙏🙏🙏🙏🙏🙏🙏🙏🙏💅🙏
@tarakiranpatnaik1049
@tarakiranpatnaik1049 Жыл бұрын
ଏଯାକୁ କିଛି ଏବେ ଦିଅନାହିଁ... ବାପା ଙ୍କ ପରେ ଯାହା
@anupamapatra8072
@anupamapatra8072 Жыл бұрын
ମୋ ମତରେ ବାପା ମଲେ ସମ୍ପତି ପାଇବା କଥା । ଏବେ କିଛି ଦେବା ଦରକାର ନାହିଁ।ବାପା ମଲେ ସମାନ ଭାଗ ହେବେ। ଏବେ କିଛି ସମ୍ପତି ଦେବା ଉଚିତ୍ ନୁହେଁ। ଆଲାଯୁକି ଝିଅ ମାନଙ୍କୁ ଲାଜ୍ୟା ନାହିଁ ବାପା ସମ୍ପତି କୁ ଲୋଭ କରୁଛନ୍ତି ତମ ସ୍ବାମୀ ମାନଙ୍କର ରୋଜଗାର ନାହିଁ କି ଛି ଛି ଛି???
@bipashapanda6359
@bipashapanda6359 Жыл бұрын
ସ୍ୱମୀ ମାନଙ୍କୁ ମୋର ଅଶେଷ ଅଶେଷ ଧନ୍ୟବାଦ
@prasannapadhi6778
@prasannapadhi6778 Жыл бұрын
Arnamuna.didi. right.kahichanti
@Twins_Lifestyle
@Twins_Lifestyle Жыл бұрын
ଆଇନରେ ଏ କଥା ବି ଅଛି ବାପା ମାଆଙ୍କ ସେବା କରିବା
@MrRudra-pj4wc
@MrRudra-pj4wc Жыл бұрын
He prabhu
@sushantmuduli5365
@sushantmuduli5365 Жыл бұрын
Khali ସମ୍ପତି ଦରକାର ବାପର ସେବା ନାହିଁ ,
@pravasranjannayak2144
@pravasranjannayak2144 Жыл бұрын
Gopabandhu sir is absolutely right..
@santoshkumar68849
@santoshkumar68849 Жыл бұрын
ଏ ତ ସମ୍ପତି ଲୋଭି ସବୁ
@malisethi5688
@malisethi5688 Жыл бұрын
Gopabandhu sir nka decission 👌👍🙏🙏🙏.
@deepakbaitharu6675
@deepakbaitharu6675 Жыл бұрын
ଜିଏ ଘରେ ରହୁଛି ସିଏ ସବୁ ପାଇବାକଥା କାରଣ ଯଦି ଥାଇକି ପଚାରୁନାହାନନ୍ତି ନଥିଲେ କଣ ପଚାରନ୍ତେ
@JaiShreeRam-mv3my
@JaiShreeRam-mv3my Жыл бұрын
ହଁ ସେ ଦ୍ଵିତୀୟ ଝିଅଙ୍କ ସ୍ଵାମୀଙ୍କୁ ଘୋରଜ୍ବାଇଁ କରିକି ରଖିଛନ୍ତି ଯେତେବଳେ ସିଏ ଯାହା ହେଲେ ବି ଅଧିକା ସମ୍ପତ୍ତି ପାଇବେ ନା । ଆଉ ବାକି ସବୁ ଭଉଣୀ ମାନେ ଶଶୁର ଘୋର କୁ ଯାଇକି ବି ଭାଗ ମାଗୁଛ ତମ ମାନଙ୍କୁ ଲାଜ ଲାଗୁନି ଛି... । ବାପା ଙ୍କ ସହ କୋଜିଆ କରୁଛ। ସବୁଠୁ ବଡ଼ ଭଉଣୀ ବାଦମାସ। ଭିକାରୀ ନା କଣ ଏଠି ଗୋଟେ ମାସ ସେଠୀ ଗୋଟେ ମାସ ବୁଲି ବୁଲି ରହିବେ ତା ପୁଣି ଧନ ସମ୍ପତି ରହିକି। ସିଏ ମଉସା ତ ସ୍ଥିର କରିଛନ୍ତି ସମସ୍ତଙ୍କୁ ଭାଗ ଦେଇକି ବି ଜଣଙ୍କୁ ଟିକେ ଅଧିକା ଦେଇକି ତାଙ୍କ ପାଖରେ ରହିବି ବୋଲି । ଗୋପବନ୍ଧୁ ସାର୍ ବହୁତ୍ ଭଲ ମନ୍ତବ୍ୟ ଦେଲେ। ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ୍ ସାର୍।
@Ram7yt
@Ram7yt Жыл бұрын
ମୋଟ୍ 14 ଭରଣ ଜମି ଅଛି । ବାପାର 4 ଭରଣ ଓ ଝିଅମାନଙ୍କର 10 ଭରଣ । ଯେଉଁ ଝିଅ ବାପାର ଶେବା କରିବ , ସେ ବାପା ପଛନ୍ଦରେ ସମ୍ପତ୍ତିର ଉତ୍ତରା ଅଧିକାରି ହେବ । ଯେଉଁ ଝିଅର ସ୍ୱାମି ବାପାର ପାଳିତ ପୁତ୍ର ହେବ , ସେ ଚାରିଜଣ ଝିଅକୁ ନିଜର ଭଉଣି ଭାବିକିରି ଦଶହରା ଓ ରଜ ପର୍ବ ପର୍ବାଣିରେ 1000 କିମ୍ବା 1500 ଟଙ୍କାର ଭାରଦେବ । ଯାହ ଫଳରେ ସମ୍ପର୍କ ମଜଭୁତ ରହିବ ।
@Kancha_Lanka
@Kancha_Lanka Жыл бұрын
ମଝିଆଣି ଟା ବହୁତ ସୁନ୍ଦର ହେଇଚି ❤
@mukeshsahu2034
@mukeshsahu2034 9 ай бұрын
Lalua 😂
@pragnyapaikaray289
@pragnyapaikaray289 Жыл бұрын
Gopabandhu sir 🙏🙏🙏apana great
@simanchalapradhan2234
@simanchalapradhan2234 Жыл бұрын
Dhanya jhia tame 😜😜😜
@samirsethi9747
@samirsethi9747 Жыл бұрын
ମୋରି ମତରେ ବାପାଙ୍କ ର ଭଲ ମଦ କଥା ବୁଝିବା କଥା ହେଲେ ଧନ ଲୋଭରେ ବାପାଙ୍କ ର ସେବା କରୁଛନ୍ତି
@Swapanalisa
@Swapanalisa 11 ай бұрын
Gopabandhu sir great 👍
@Susamakitchen123
@Susamakitchen123 11 ай бұрын
ଏ ଝିଅମାନେ ଖାଲି ବାପର ଧନ ନେବାପାଇଁ ରେଡି ଅଛନ୍ତି କିନ୍ତୁ ବାପଙ୍କ ପ୍ରତି ଦାୟିତ୍ଵ କର୍ତ୍ତବ୍ୟ କିଛି ନାହିଁ,
@lopamudrajena6993
@lopamudrajena6993 Жыл бұрын
Gopabandhu sir apananka katha bahut sunder au pura thik kahichanty
@bkmanoj6057
@bkmanoj6057 Жыл бұрын
Dhana maya
@abhayajena9099
@abhayajena9099 Жыл бұрын
Sir ,apana prakrita jaudg ,god bless you sir 🙏🙏🙏
@SeemaSeema_6099
@SeemaSeema_6099 9 ай бұрын
ଏମାନଙ୍କର ବାପା ଦରକାର ନାଇ ସଂପତ୍ତି ଦରକାର ମୁହଁ ରେ ଲାଜ ନାଇ ଏଇ ତିନି ଝିଅ ବେଶୀ ନିଜ ଭଉଣୀ କୁ ସହିପରୁନାହାନ୍ତି ଛି ଛି ତାଙ୍କ ସ୍ବାମୀ ମାନଙ୍କ ମୁହଁରେ ଲାଜ ନାଇ ଟିକେ ଛି ଛି
@asutoshraj3651
@asutoshraj3651 Жыл бұрын
Sir thik kahuchhanti... Au bapa thik kahichanti.... Sukanta babu, Namrats madam thik kahunahanti one sided karuchhanti... Bapa nkara samapati ra adhikara bapankara jie karuchhi se taku debe... Sana bhauni seva karuchhi se seva karuchhi anya bhauni mane tanka dei sahajya karile seshare samaan bhag paiba.... Sir thik katha kahuchhanti I salute tou
@babitanaik100
@babitanaik100 Жыл бұрын
Tume ki jhia chhi. Baba nku khusire rakha.. banchibaku dia..
@jagasahu8962
@jagasahu8962 10 ай бұрын
Ki bhalia jhia au ki bhalia anka swamy, amane kebala sampati pain asichhanti, bapa juade jauchi jau...chhi...
@kunulifestylevlogs
@kunulifestylevlogs Жыл бұрын
ବାପା ଆପଣ ସମ୍ପତିକୁ ସମ୍ମାନ ଭାଗ କରି ସମସ୍ତିକୁ ଦେଇଦିଆନ୍ତୁ କହିବି ଆପଣଙ୍କର ନୁହଁନ୍ତି ସବୁ ସେବା କରୁଛନ୍ତି ଅପନଙ୍କ ଧନକୁ ନେବ। ପାଇଁ ଖାଲିଗୋଟେଥର କହିଦି ଅ ସମ୍ପତି କାହାକୁ ମିଳି ବନି ବୋଲି କେହି ଆପଣଙ୍କ ପାଖରେ ରହିବେ ନାହିଁ ।😢 କେବଳ ଜଣେ ଲୋକ ସାରାଜୀବନ ରହିବାପାଇଁ ଆସିଥାଏ ।ସେହେଉଛନ୍ତି ବୋଉ 😂 ଆଉ କେhi nuhanti😊
@srutisree
@srutisree Жыл бұрын
He bhagwan e Mane kete bhagyaban baba achanti please duniya ru chaligale bujhiba kana hareicha Sara jivan se tamaku kana deichanti bhaba🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻 i misss you baba please asijao mo pakhaku😭😭😭😭😭😭
@Susamakitchen123
@Susamakitchen123 11 ай бұрын
ସାର୍ ଠିକ୍‌ କହୁଛନ୍ତି
@gajendraprasadsahu703
@gajendraprasadsahu703 11 ай бұрын
Manisa Jivanara lobha jivanaku nasta karidiye.jai jagganatha 🙏🙏🙏
@Radhakrushnavlog
@Radhakrushnavlog Жыл бұрын
ଶେଷରେ ବାପାଙ୍କୁ ଏଠିକି ଆଣିଲ ହେରି ଛି
@sanjuktabaidya6203
@sanjuktabaidya6203 Жыл бұрын
ଧନ୍ଯ ଝିଅ ଜନ୍ମମ ଟିକେ ବାପ ଓ ମାଆଙ୍କୁ ସେବା କର ନଅ ହେଲେ କେହି ଝିଅ ଜନ୍ମମ କରିବେ ନାହିଁ
@bibhutibhusanmaharana8061
@bibhutibhusanmaharana8061 Жыл бұрын
Gopabandhu sir always great...Salut you sir
@padmalayakitchen1635
@padmalayakitchen1635 Жыл бұрын
Gopabandhu Sir is a great personality 👌
@babybhoi9507
@babybhoi9507 Жыл бұрын
​@PRAN SAAB 😅.
@UfuKsy-fg4ie
@UfuKsy-fg4ie Жыл бұрын
​@@babybhoi9507by Ni Ok TX in
@sushantmuduli5365
@sushantmuduli5365 Жыл бұрын
ଏ apisod ରେ ଓଲଟା argument ହଉଚି ପୁଅ ବଦଳରେ ଝିଅ କହୁଚି
@tulasihaibru5218
@tulasihaibru5218 Жыл бұрын
Bapa maa apana manaku chotaru balamanda sabu bhuju tile au bhaha saha kareile au puni bapa nku adhika
@sikunnayak255
@sikunnayak255 Жыл бұрын
କାହିଁକି ଲମାଁ କାନ୍ଦାବୁବା କରୁଛ ତମରଅସଲ କଥା ସମ୍ପତ୍ତି ପାଇଁ ସମସ୍ତେ ଜାଣନ୍ତି ଖାଲିହାତେ ଆଶିଛେ ଖାଲିହାତେ ଜିବା ତଥାପି ଲୋଭ ଛାଡୁନି ଆଉ ବ୍ରାହ୍ମଣ କୁଆଡେ ଦୋଷଦେଉଛ ଲୋଭିଆଟା ବୋଲି କଳିଯୁଗ ହେଲା କହୁଛ କଳି କଣଗଛରେ ଫଳୁଚି ଏହି ଜୁଗୁରୁ ପରା ପାଠଶାଠ ପଢିଛ ମଡେଲ ଗାର୍ଲ୍ କିଛି,,ବୁଝୁନ ଧେ,,
@SibaNaik-e3z
@SibaNaik-e3z 10 ай бұрын
❤❤❤
@Prakash-gq4tc
@Prakash-gq4tc Жыл бұрын
Gopabandu sir you are great
@cutysanuofficial
@cutysanuofficial 11 ай бұрын
Bapa maa nku amiti lajya diantuni🙏🙏🙏🙏🙏nija nija bhaga nabaku asucha jebe Bapa maa choto thu bada karichhanti se bhaga kia deba😡chiii
@pritimarout7518
@pritimarout7518 Жыл бұрын
Thik mo3number bhai parika
@kaminimohanamohanty8573
@kaminimohanamohanty8573 Жыл бұрын
ସମସ୍ତ ସମ୍ପତି ରୁ ଅଧା ରହିବ ସେବା କାରି ଝିଅ ପାଖରେ ବାକି ଅଧା ବାପା ଓ ପାଞ୍ଚ ଝିଅ ମାନଙ୍କ ମଧ୍ୟ ରେ ସମାନ ଭାବରେ ବାଣ୍ଟିଦେଲେ ଭଲ ହୁଅନ୍ତା
@mohanlalchhatria4983
@mohanlalchhatria4983 Жыл бұрын
Gopabandhu Sir u r great.
@susilkumarjena6740
@susilkumarjena6740 Жыл бұрын
Right sir .bapa bachithila parjyanta kahaku bhaga miliba dabakatha nuhe.
@bhagirathinayak9996
@bhagirathinayak9996 Жыл бұрын
Bapa thik karichhanti
@laxminayanpurohit5563
@laxminayanpurohit5563 Жыл бұрын
ସମାଜର ଲୋକ ମାନେ ଦେଖ ପୁଅ ବାପା ମାଁ ସେବା କରେ ନାହିଁ ବେଲି କୁହାଯାଏ ହେଲେ ଝିଅ ମାନେ ବି ଏମିତି କରିପାରନ୍ତି। ଏହା ହିଁ ସମାଜର ସତ୍ଯ
@santoshsatapathy4249
@santoshsatapathy4249 10 ай бұрын
Samaya .sampad sampark sabubele samantar rastare chalanti prathame bapa ta pare sampatti
@odishavillagecreation6826
@odishavillagecreation6826 Жыл бұрын
ଏ ବିଷୟ ଟି ଦେଖି ଭାରି ଦୁଃଖ ଲାଗୁଚି 🙏
@babitaswain6552
@babitaswain6552 Жыл бұрын
Dhanyabat jhia mananku tame mane ta nija bapa nka seba kariparuna sasu sasur seba kn kariba.. Laja lagiba darkar sampati pai emiti jagaku asichha chhi chhi tama mananku
@basudevmohapatra1238
@basudevmohapatra1238 Жыл бұрын
Bapa seba jou jhia karuchi se sabu sampati ra adhikar
@sasmitabhujabala5098
@sasmitabhujabala5098 Жыл бұрын
Bapa sampati ru bhaga nabaku kahucha Chhi chhi chhi
@debasishpujari9977
@debasishpujari9977 Жыл бұрын
Sir bilkul thik kahile ,
@upendrasahoo6718
@upendrasahoo6718 Жыл бұрын
Dhik re tuma bhali jhia mananku. Dhana pain bapa ku aaji athi baseichha
@thenewday4885
@thenewday4885 Жыл бұрын
Good decision Gopabandhu sir
@villagegirllali3689
@villagegirllali3689 Жыл бұрын
Pua pain bapa maa kimba Swami stree problem solve heuthila,kintu aji jhia manank pain bapa nku athi basibaku padila chii🙏🙏🙏
@LilabatiDash-wh9kt
@LilabatiDash-wh9kt Жыл бұрын
Mousa Assa mo pakhare Rahiba sampati sabu puri jagannathanku dana kari diya Emane tama ku santi re rakhibe ni
@saraswatimunda3469
@saraswatimunda3469 7 ай бұрын
Sebakaruchi jiaoku sabudeba darkat gapabandu sir right . Disiton
@Prakash-gq4tc
@Prakash-gq4tc Жыл бұрын
ଝିଅ ଜନ୍ମ କରି ଭୁଲ୍ କଲ
@debashritagiri8494
@debashritagiri8494 Жыл бұрын
Good descision
@PratibhaRani-f2m
@PratibhaRani-f2m 11 ай бұрын
Dhanya re jhio mananku jhio naa re tame mane kananka
@tofankumarbehera737
@tofankumarbehera737 Жыл бұрын
ସେ ଝିଅ ମାନଙ୍କୁ କିଛି ବି ଦବାକଥା ନୁହଁ😡😡😡😡😡
@pradeepjena9898
@pradeepjena9898 Жыл бұрын
Thik allochana Hellenic.
@RKMohapatra-n5x
@RKMohapatra-n5x Жыл бұрын
All the daughters are required to carry out the proposal of Gopabandhu Sir, Retired judge for for the sake of humanity.
@jhunushreesankhua5704
@jhunushreesankhua5704 Жыл бұрын
Jhia janam Kari bapa apana bhul karichanty 🙏🏼🙏🏼🙏🏼
@sangeetanayak3143
@sangeetanayak3143 Жыл бұрын
Se bapa jadi health issues hele ta se 9 bharana jami poleiba..... A jhiamane bhujhiba darkar....
@hkmusic150
@hkmusic150 Жыл бұрын
100% Right Madam
@KRISHNA-eh2kj
@KRISHNA-eh2kj Жыл бұрын
ଆଛା ଝିଅ ମାନେ ବାପା କୁ ବି ଭାଗ ବାଣ୍ଟୁନା ଏଇ ମଞ୍ଚ ଉପରେ ବୃଦ୍ଧା ବୟସରେ ସେବା କଣ କରିବ ପୁଅ ନାଇଁ ତମେ ସାହାରା ସମ୍ପତ୍ତି ଦରକାରେ ଲଜ୍ଜା ଲାଗୁନି...😏😏
@mdtabrejmdtabrej4227
@mdtabrejmdtabrej4227 Жыл бұрын
90th
@pallabipallabi9118
@pallabipallabi9118 Жыл бұрын
Bapa maa pakhaku jiba taa hi bohut bada katha Amount ru kn miliba,nije bhi sei amount rojgar karipariba Please bapa maa ku duraauni, I miss always my parents,my big brother,and my all relatives. Please guess love your parents.
@madhusmitabehera5253
@madhusmitabehera5253 Жыл бұрын
Majhire basithiba jhia au BADA jhia a duijananka ra sampati pae bahut lobha, tama chhua mane bi asabu dekhuchanti au semane bi thik bujhiparuthibe tankara maa kete thik achhanti
@chittaodiavlogs8247
@chittaodiavlogs8247 8 ай бұрын
Upastapaka nka katha vala lagilani 😞 Gopabandhu sir 🙏🏻 super great sir
@parmeswarpadhan8243
@parmeswarpadhan8243 Жыл бұрын
You're right
@Angelvarsha1234
@Angelvarsha1234 Жыл бұрын
Bhagwan k juga hela re 😭😭😭😭Janma kala bapa nku b chaduna sampati pain ....😭😭pua mane emti huanti ,,hele jhia mane b emti kala 😭😭😭😭chi dhika tuma jibana .....🙏🙏🙏🙏
@jyotshnamayeenayak4653
@jyotshnamayeenayak4653 Жыл бұрын
Seba karuthiba jhia sabu kichhi paebaku hakdar .
@lopitanayak3392
@lopitanayak3392 9 ай бұрын
Jhia mane jemiti sampati pani ladhei karuchanti .bapa ,maa nka seba kariba pani semiti ladhei kale vala haba .kahaku kichi dia jibani jie se ghare rahiba jie bapa nka seba kariba Tara sabu .
@Susamakitchen123
@Susamakitchen123 11 ай бұрын
ବିଚାର ଭୁଲ ହେଉଛି
@T10813
@T10813 Жыл бұрын
ବୁଢ଼ା ମଉସା କଥା tk ବୁଝ କି ବାଳ ସମ୍ପତି । ତାଙ୍କ ସେବା ବହୁତ୍ ବଡ ସମ୍ପତି। ଲାଜ ଲାଗୁନି ବୁଢ଼ା ବାପା କୁ haeran କରୁଚ ।ତମର ପୁଅ ଝିଅ ଅଛନ୍ତି ତମେ b emite heba
РОДИТЕЛИ НА ШКОЛЬНОМ ПРАЗДНИКЕ
01:00
SIDELNIKOVVV
Рет қаралды 3,9 МЛН
小丑家的感情危机!#小丑#天使#家庭
00:15
家庭搞笑日记
Рет қаралды 32 МЛН
Smart Sigma Kid #funny #sigma
00:14
CRAZY GREAPA
Рет қаралды 11 МЛН
Jibana Do Chhakire Ashara Alok Ep 373   15 JULY 2023
45:51
РОДИТЕЛИ НА ШКОЛЬНОМ ПРАЗДНИКЕ
01:00
SIDELNIKOVVV
Рет қаралды 3,9 МЛН