KZ
bin
Негізгі бет
Қазірдің өзінде танымал
Тікелей эфир
Ұнаған бейнелер
Қайтадан қараңыз
Жазылымдар
Кіру
Тіркелу
Ең жақсы KZbin
Фильм және анимация
Автокөліктер мен көлік құралдары
Музыка
Үй жануарлары мен аңдар
Спорт
Ойындар
Комедия
Ойын-сауық
Тәжірибелік нұсқаулар және стиль
Ғылым және технология
Jibana Do Chhakire Ashara Alok Ep 390 18 NOV 2023
44:58
କେତେ କଷ୍ଟ ଚାଲିଛି ମୋନାଲି ରେ / Rupa Pin2 Khushi
19:56
VIP ACCESS
00:47
СКАНДАЛЬНЫЙ бой Али, когда в ринге ему противостояли сразу ДВОЕ #shorts
01:12
Cool Items!🥰 New Gadgets, Smart Appliances, Kitchen Tools Utensils, Home Cleaning, Beauty #shorts
00:40
Қарғалардың анасы бар ма? | 1 серия | Сериал «QARGA 2» | КОНКУРС
41:02
Jibana Do Chhakire Ashara Alok Ep 380 09 SEPT 2023
Рет қаралды 1,116,786
Facebook
Twitter
Жүктеу
1
Жазылу 11 МЛН
OTV
Күн бұрын
Пікірлер: 1 700
@gopalchandra1415
Жыл бұрын
ସତରେ ତୁଳସି ମା ତୁମେ ମାନବି ନା ଦେବି 🙏🏼 କଳିଯୁଗ ରେ ତୁମେ ସାକ୍ଷାତ୍ ଠାକୁରାଣୀ 🙏🏼
@Pramod-ko1zk
11 ай бұрын
❤❤❤❤❤❤❤❤❤
@jitendrakumarmaharana9687
10 ай бұрын
ଏ ହେଉଛି ଗୋଟିଏ ନାରୀର ପ୍ରକୃତ ସୌନ୍ଦର୍ଯ୍ୟ। ତୁଳସୀ ନାମ ର ମହତ୍ତ୍ଵ ମର୍ଯ୍ୟାଦା ମହାନତା ଯଥାର୍ଥ ଅଟେ । ଏହିପରି ନାରୀ ଙ୍କୁ ହୃଦୟରୁ ନମସ୍କାର ।
@Nasimakahtun-v1r
4 ай бұрын
E budha mankada gote psycho
@bijayjena7703
3 ай бұрын
Oooooooooooloooo
@NarendraPrusty-tk1ln
2 ай бұрын
Bhagaban kahiki emiti lokaku kasta dianti kejani
@freefireforce769
Жыл бұрын
ସତରେ ମା ତୁଳସୀଙ୍କୁ ବହୁତ ବହୁତ ଧନ୍ୟବାଦ. ଭଗବାନ ତୁମକୁ ଭଲରେ ରଖନ୍ତୁ
@suchitrasathapathy8592
Жыл бұрын
ସ୍ତ୍ରୀ କଳା ଏ ବଦମାସ୍ ବହୁତ୍ ସୁନ୍ଦର୍।ବହୁତ୍ ମାଡ ଦରକାର୍ ଏ ଠକ ମାଙ୍କଡକୁ ।
@m.rsonuff5070
Жыл бұрын
Ri8😂
@m.rsonuff5070
Жыл бұрын
Hii❤
@JyotsnaRani-m3l
Жыл бұрын
😂😂😂😂😂😂
@mamatasethy6283
Жыл бұрын
😂😂😂😂
@debadarshigautamdas3306
11 ай бұрын
😅hn bhai
@dasbenudhar1167
Жыл бұрын
ତୁଳସୀ ନାମ ଟିକୁ ସାର୍ଥକ କରିଛନ୍ତି ହୂରଦାୟ ରୁ ଧନ୍ୟବାଦ ଭଉଣୀ ଙ୍କୁ
@MrJituVlogs143
Жыл бұрын
OMG ତୁଳସୀ ଭଳି ଗୋଟେ ସ୍ତ୍ରୀ ମୋ ଭାଗ୍ୟ ରେ ମିଲୁ ଭଗବାନ 🙏🙏🙏
@chinmayeepuhan175
Жыл бұрын
Are bhai tame 2nd parsuram nuhanta
@Chinmaypadhi09
Ай бұрын
😂😂@@chinmayeepuhan175
@harishnayak8993
Жыл бұрын
ତୁଳସୀ ପରି ଝିଅ ବା ସ୍ତ୍ରୀ ଭାଗ୍ୟରେ ଥିଲେ ମିଳେ ତାଙ୍କ ପଦ ତଳେ ମୋର କୋଟି କୋଟି ପ୍ରଣାମ,ତୁଳସୀ ପରି ଝିଅ ବା ନାରୀ ଏ ଦୁନିଆଁରେ ମିଳିବା ବହୁତ୍ କଷ୍ଟ,ଏମିତି କିଛି ନାରୀ ଅଛନ୍ତି ବୋଲି ତ ସଂସାର ଚାଲିଚି,ମୁଁ ଭଗବାନଙ୍କ ପାଖରେ ଏତିକି ପ୍ରାର୍ଥନା କରୁଚି କି ତୁଳସୀ ପରି ନାରୀ ବା ସ୍ତ୍ରୀ ଏ ଦୁନିଆର ସବୁ ପୁରୁଷଙ୍କୁ ମିଳୁ ଜୟ ଜଗନ୍ନାଥ
@cloud9_200
Жыл бұрын
ଏବଂ ଏଇ ଭଳି ସ୍ବାମୀ କୋଉ ତୁଳସୀ କୁ ନ ମିଳୁ
@Satyajit423
Жыл бұрын
ସତରେ ମା ତୁଳସୀ 🙏 ତମେ great ତମର ଭାବନା ବହୁତ ସତ୍ୟ.ଆଉ ମୁଁ ପ୍ରଥମ ଥର ପାଇଁ ଦେଖିଲି ଆମ ଓଡିଶା ରେ ଏମିତି ବି ଦେବି ଅଛନ୍ତି ତମକୁ କୋଟି କୋଟି ପ୍ରଣାମ 🙏🙏🙏🙏
@SriJagannath-yk9jy
Жыл бұрын
ଭୋଉଣୀ ଏ ଲୋକ ପାଖକୁ ଯାଅ ନାହିଁ ତୁମ ଦୁଇ ପିଲା ଙ୍କ ଜୀବନ ନଷ୍ଟ ହେଇଯିବ। ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା ତୁମ କୁ ଶକ୍ତି ଦିଅନ୍ତୁ।😢😢😢😢
@Queensandhya143
Жыл бұрын
ତୁଳସୀ ବହୁତ୍ ସୁନ୍ଦର ଟିକେ black ହେଲେ କଣ ହେଲା ଫେସ୍ କଟ ବହୁତ ସୁନ୍ଦର
@arunkumarprusty1968
Жыл бұрын
ଭଦ୍ର ମହିଳା ତୁଳସୀ ମା'କୁ ବହୁତ ବହୁତ ଧନ୍ୟବାଦ।ତାଙ୍କର ମୂର୍ଖ ସ୍ବାମୀଙ୍କ ଏପରି ଆଚରଣ ପାଇଁ ପ୍ରକୃତରେ କଠୋର ରୁ କଠୋରତମ ଦଣ୍ଡବିଧାନ କରାଯିବା ଉଚିତ।
@sasmitaodiavlogsvideos823
Жыл бұрын
Sir mo bapa semiti heuchhnti maa sabu bele kasta pauchhnti ame 3sister gotia Bhai se Sana sabu bele jhagada karuchhnti kaha katha manu nahanti ghare sabu. Bele pati tunda chalichi
@arunkumarprusty1968
Жыл бұрын
@@sasmitaodiavlogsvideos823 ଝିଅ, ଆପଣଙ୍କ ଦୁଃଖରେ ମୁଁ ମର୍ମାହତ।କେବଳ ସମବେଦନା ଜଣାଇବା ବ୍ୟତିତ ମୋ ପାଖରେ କୌଣସି ଉତ୍ତର ନାହିଁ।ଯଦି କେହି କିଛି ନବୁଝି ଭୁଲ୍ ବାଟରେ ଯିବେ ତେବେ ସେ ଭଗବାନଙ୍କ ଦରବାରରେ ଦଣ୍ଡିତ ହେବେ।ବୟସ ଅଧିକ ହେଲେ କାହାର ନା କାହାର ସହାୟତା ଆବଶ୍ୟକ ହେବ।ସେତେବେଳେ କେହି ପାଖରେ ନଥିବେ।ତେଣୁ ବେଳହୁଁ ସାବଧାନ ହେବା ଉଚିତ ହେବ।
@AbrazKhan1996
Жыл бұрын
Number dedo sir.. ❤
@SonaliBiswal-fu6ju
Жыл бұрын
😢😢😢😢😢😢
@SonaliBiswal-fu6ju
Жыл бұрын
😢😢😢😢😢😢
@ranjitparida6572
Жыл бұрын
ସେ ଶଳା କୁ ସୋ ବାହାରକୁ କାଢ଼ିକି ପିଟା ହଉ ତା ଘୁଷୁରୀ ମୁହଁ କୁ ଠେକୁଆ ନାକ କୁ ଫଟା ,,,,ଶଳା ମେଣ୍ଢା ଘିଆ 😮😮
@binayluha8471
Жыл бұрын
Thik kahila bhai
@SuryanarayanMohanty-v6h
Жыл бұрын
Right
@allworldshorts6156
Жыл бұрын
ତୁଳସୀ ଭଳିଆ ମା କୁ କୋଟି କୋଟି ପ୍ରଣାମ ❤❤❤
@soumyasucharita3826
Жыл бұрын
Her innocence has my whole heart!!♥️ ଏମିତି ସ୍ତ୍ରୀ ବିରଳ, ଧନ୍ୟ ତୁଳସୀ। ସ୍ତ୍ରୀ ର ଭରସା ନାହିଁ ତା ସ୍ବାମୀ ଉପରେ, ସେ ତା ପାଖରେ ରହିବା ଉଚିତ୍ ନୁହେଁ ମା, ଅଭଦ୍ର ସ୍ବାମୀ। ଅଯୋଗ୍ୟ ସ୍ବାମୀ। ମୁଣ୍ଡରେ ପଥର ଛେଚି ଦବାକୁ ଇଚ୍ଛା ହଉଚି।😠
@miss_mohanty...8115
Жыл бұрын
I agree with you dd
@satyatapasvolg3817
Жыл бұрын
Right 👍👍👍
@soumyaannodyne
9 ай бұрын
Right❤❤❤
@dolagobindasahoo9267
Жыл бұрын
ସ୍ତ୍ରୀକୁ ସମ୍ମାନ ଦେଇ ଯେ ଶିଖିନି ନୁହେଁ ସେ ସ୍ୱାମିରେ ଗଣା । ପ୍ରକୃତି ତାହାର ବଦଳିବ ନାହିଁ ହେଉଥିବ ବାଟ ବଣା । ଏଭଳି ଲମ୍ପଟ ପୁରୁଷ ପାଖରେ ତୁଳସୀ ରହିବ ଯେବେ । ପ୍ରତି ମୁହୂର୍ତ୍ତରେ ତା ମୁଣ୍ଡ ଉପରେ ଖଣ୍ଡା ଝୁଲୁ ଥିବ ତେବେ ।
@aratinayaknayak9245
Жыл бұрын
Righti bhai kahichhnti
@reetanayak7251
Жыл бұрын
So beautifully written.. brother 🎉
@tricklesglam8010
Жыл бұрын
Khub Sundar lekha
@puspanjalipattnaik7107
Жыл бұрын
Wow nice lines
@SunitaChoudhury-cb9bb
Жыл бұрын
Bahut sunder lekhi chhanti Bhai 👌🙏
@juliepradhan2418
Жыл бұрын
ହେ ଠାକୁର…ନିହ୍-ସନ୍ତାନ କୋଳରେ ପିଲାଟିଏ ଦିଅ କିନ୍ତୁ ଏପରି ମଣିଷକୁ ଏ ଦୁନୀଆରେ ବାଲି ମୁଠାଏର ମଧ୍ୟ ଯୋଗ୍ୟ ନ କର 🙏🏻🙏🏻🙏🏻
@omkardash4472
Жыл бұрын
ସ୍ୱାମୀ ଦରକାର ନାହିଁ ମା, ତମେ ଏକୁଟିଆ ଦୁନିଆ ସହ ଲଢ଼ି ପାରିବ, ଈଶ୍ୱର ଅଛନ୍ତି
@jugalakishorebehera2753
Жыл бұрын
ତୁଳସୀ ମା ଯୋଗୁଁ ମୋ ଆଖିରୁ ଲୁହ ଆସିଗଲା, 🙏🙏🙏
@ranianiexpress7071
Жыл бұрын
Same 😭😭😭😭
@panchuanaikpanchuanaik5109
Жыл бұрын
😢😢😢😢😢
@malisethi5688
Жыл бұрын
ଏ ବୁଢା ପାଖରେ ନ ରହିବା ଟା ହିଁ ତୁଳସୀଙ୍କ ପାଇଁ ମଙ୍ଗଳ ହବ ବୋଲି ମୁଁ ଭାବୁଚି. କାରଣ ଏଭଳି ଲୋକ ସୁଧୁରିବା ଭାରୀ କଷ୍ଟ. ଭଗବାନ ତୁଳସୀଙ୍କୁ ସହାୟ ହୁଅନ୍ତୁ 🙏🙏. ଜୟ ଜଗନ୍ନାଥ 🙏🙏
@gopalamajhifreefree1909
Жыл бұрын
You grade Tulasi super
@mamitasingh1698
Жыл бұрын
ମିସ୍ତ୍ରୀ ମାନଙ୍କର ହଜାର ସ୍ତ୍ରୀ। ଯୋଉମାନେ ମିସ୍ତ୍ରୀ ତାଙ୍କର ହଜାର ସ୍ତ୍ରୀ
@citizen1999
Жыл бұрын
Mo Aaja nkara ta gote
@surjyalilabatiDhabalpurg-nh5lg
4 ай бұрын
thik .mu janichi
@mastertejassworldofpaintin2355
Жыл бұрын
ତୁଳସୀ ଭଉଣୀ ଆପଣ ବହୁତ ସରଳ🙏.. ଏ ସ୍ୱାର୍ଥପର ଦୁନିଆ ଆପଣଙ୍କ ଭଳି ମଣିଷଙ୍କ ପାଇଁ ତିଷ୍ଠି ରହିଛି l ଆପଣ କିନ୍ତୁ ଅନ୍ୟାୟକୁ ପ୍ରଶ୍ରୟ ଦେଇ ନିଜର କ୍ଷତି କରୁଛନ୍ତି l ସେମିତି କରନ୍ତୁନି l ଆପଣ ନିଜ କଥା ମଧ୍ୟ ଚିନ୍ତା କରନ୍ତୁ l
@sarojiniprusty2908
Жыл бұрын
Saralata nuhe ..mu ta bokami kahibi....
@ananyapradhan5291
Жыл бұрын
Mada darkar yanku....e Swami ku bi au ye stree ku bi
@AbhayaMallick-cl-
Жыл бұрын
111
@narendramohanta2356
Жыл бұрын
@@sarojiniprusty2908😅😅
@SM_music_vdeos
Жыл бұрын
ଏଟା ହେଲା ତୁଙ୍ଗୁରୁ ସାନ ଭାଇ ଟା 😂😂😂😂😂😂
@suchitrasathapathy8592
Жыл бұрын
ତୁଳସୀ ହିଁ ପ୍ରକୃତ ଭାରତୀୟ ନାରୀ🙏🙏🙏🙏🙏
@mr_pradhan_0_9
Жыл бұрын
Right ❤
@maminasahoo1356
Жыл бұрын
ଏ ଲୋକ ମାନସିକ ଭାବେ ଠିକ୍ ତ ? ମାନସିକ ଅସନ୍ତୁଳନ ଥିଲା ପରି ତ ଲାଗୁଛି... କଥା ବାର୍ତ୍ତା ତ କିଛି ତାଳମେଳ ଖାଉନି...
@jyotiranjan7043
Жыл бұрын
Right
@Situn__15
Жыл бұрын
ପ୍ରଥମେ salute ଦେବି ତୁଳସୀ ଙ୍କୁ କି, ନାରୀ ଯୁଗେ ଯୁଗେ ପୁଜନିୟ ବୋଲି ସେ ହେଉ ଛନ୍ତି ଜଳନ୍ତା ଉଦାହଣ. 🙏🏻🙏🏻🙏🏻ଏ ଯୋଉ ଲୋକ କୁ ମଣିଷ ଦେଖିଲେ ରୂପ ଆଉ ଗୁଣ ଦୁଇଟା କୁ ଘୃଣା କରିବ ସେ କହୁଛି Black night, ଏ ଭଳି ମଣିଷ କୁ ଜୀବନ ରୁ ମାରି ଦବା କଥା, ଏ ଲୋକ ପାଇଁ ମୃତ୍ୟୁ ଦଣ୍ଡ ହି ଉପଯୁକ୍ତ ଶାସ୍ତି 😡
@haradhanbehera9681
Жыл бұрын
Tulasi u are really great 🙏🙏🙏କିନ୍ତୁ ଏ ସମାଜରେ ବଂଚିବାକୁ ହେଲେ ନିଜକୁ stronge କରିବାକୁ ପଡିବ....
@Drsiddharthspradhan
Жыл бұрын
ହେ ଭଗବାନ ଏମିତି କା ସ୍ଵାମୀ କାହାରି କୁ ନମିଳୁ🙏🏻 ! ତୁଳସୀ ମା କୁ ମୋର 🙏🏻🙏🏻 !
@biswajita614
Жыл бұрын
ଜୀବନ ରେ ପ୍ରଥମ ଥର ମୁଁ ତୁଳସୀ ମା ଭଳି ଝିଅ ଦେଖିଲି...ଆଖିରୁ ଲୁହ ଆସିଗଲା
@sidhitumpuli
Жыл бұрын
ଠିକ୍ କଥା 😢
@mandakinigiri7613
Жыл бұрын
L
@punyatoyarout2600
Жыл бұрын
Thik katha
@prasantarout3863
Жыл бұрын
Jay jagannath
@MR-BLACK-v9i
Жыл бұрын
@@sidhitumpuli11111111111111111111111111111111111111111111111111111111111111111111111111111111111111111111111❤❤❤
@pradeepsahoo7350
Жыл бұрын
ଧନ୍ୟ ମା ତୁଳସୀ ତୁମପରି ସମସ୍ତେ ହେଇ ପାରିବେନି 🙏🙏🙏🙏🙏
@sandhyamarandi5592
Жыл бұрын
Parsuram ଯେ ପର୍ଯ୍ୟନ୍ତ ନିଜ ଭୁଲ କୁ ନିଜେ ବୁଝିପାରିନି ସେ ପର୍ଯ୍ୟନ୍ତ ତାକୁ କେହି ବୁଝେଇ ପାରିବେନି। ତାକୁ ଖାଲି ମାଡ଼ ଦରକାର।
@lipsaodiavlogs.
Жыл бұрын
ଏ ନଣ୍ଡା ମୁଣ୍ଡିଆ ପେଚା ମୁହା କୁ ଖାଲି ବିଛୁଆତି ଡାଙ୍ଗ ରେ ମାଡ଼ ଦରକାର but ତୁଳସୀ your real great 👏 👍 big salute to you
@Ratsita709
Жыл бұрын
ପ୍ରଥମ ଥର ପାଇଁ ତୁଳସୀ ର କଥା ଶୁଣି ଆଖି ରୁ ଲୁହ ଅସିଗଲା
@amitkumargouda3163
Жыл бұрын
Sem yrrr😢😢
@ranjansutar5344
Жыл бұрын
🎉nadaku mara
@bhagyashreedalbehera2234
Жыл бұрын
Same
@KhusiRishi143
Жыл бұрын
Satare bahut kasta lagila😭😭😭😭😭
@rajendragouda5784
Жыл бұрын
ଆରେ ଭାଇ ଏହି ପରି ଘରଣୀ ଘରୁ ବାହାର କରୁଛୁ ଧୀକ୍ ତୋର ଜିବନ କିନ୍ତୁ ମନେ ରଖ ସମୟ ଆସିବ ତୁ ହିଁ ତାହାରି ପାଖକୁ ଯାଇ ପେଟକୁ ମୁଠେ ଖାଇବା ପାଇଁ ମାଗିବୁ ମାଁ ତୁଳସୀ କଥା ଆଳରେ ପଦେ କହଲୁ କିଛି ଦିନ ପରେ ମୁଁ ସୁଖରେ ରହିବି ତୁ କଣ କରିବୁ ଏହି ପଦିଏ କଥା ପାଇଁ ମୁଁ ବହୁତ ଖୁସି ଜୟ ଜଗନ୍ନାଥ ତୁମ୍ଭେ ହିଁ ଭରସା
@bhagyashreenayak8990
Жыл бұрын
ତୁଳସୀ କୁ ମୋର କୋଟି ପ୍ରଣାମ ଧନ୍ୟରେ ତୁଳସୀ କୋଉ ମାଟିରେ ଗଢା
@sabitatripathy1702
3 ай бұрын
ତୁଳସୀ ତୁମେ ପ୍ରକୃତରେ ବୃନ୍ଦାବତୀ ତୁମକୁ ମୋ ହୃଦୟ ପ୍ରଦେଶର ଅନେକ ଦୂରରୁ ଅନେକ ଶୁଭେଚ୍ଛା ଓ ଶୁଭକାମନା ❤
@Twins_Lifestyle
Жыл бұрын
ପର୍ଶୁରାମ ଲୋକ ଟା ପ୍ରକୃତରେ ପାଗଳ... ଏଥିରେ କ'ଣ ଆଲୋଚନା ହଉଛି ସେ କିଛି ନ ବୁଝି ବସିଛି ଭଳି ଲାଗୁଛି....
@gaganinayak7997
Жыл бұрын
Parsuram satare gote pasu samajara chalani jana nahin sansara kana jananahin
@PralayaSethi-wc2gh
Жыл бұрын
ଆମ ଭଦ୍ରକ ଜିଲ୍ଲା କୁ ଅସ୍ନମାନ କରିଵା ଭଳି କଥାଟେ। ଏମିତି ଲୋକଙ୍କୁ ଫାସି ଦେଇଦିଅନ୍ତ। ଓ ସେଇ ଭଉଣୀ ଙ୍କୁ ମୋର ହୃଦୟରୁ ସ୍ନମାନ ଜଣାଉଛି।
@Ayesha-Simran-Vloger
Жыл бұрын
ତୁଳସୀ ଭଉଣୀ ତୁମେ ସତରେ ତୁଳସୀ 🙏
@Rudranarayan450
Жыл бұрын
ମୋ ପାଟିରୁ ବହୁତ ଖରାପ ଭାଷା ବାହାରୁଛି.... ହେଲେ ମୋ ପରିବାର ର ସବୁ ସଦସ୍ୟ ଦେଖୁଥିବାରୁ ମୁଁ କିଛି କହିପାରୁନି.... ଖାଲି ଏତିକି କହୁଛି ତୁ ଶଳା ମୋ ଆଗକୁ କେବେ ଆସେ ସତରେ ଏମିତି ମାଡ ମାରିବି ଶଳା ତୋ ମୁହଁ ବି ଆଉ କାହାକୁ ଦେଖେଇ ପାରିବୁନି....
@laxmikantabehera9195
Жыл бұрын
Salute Tulasi Maa 🙏 You are great !
@GouttamKumar-by9pg
16 күн бұрын
ମା ତୁଳସୀ ତୁମେ ବହୁତ ଭଲ ଭଗବାନ ତୁମକୁ ଖୁସି ରେ ରଖନ୍ତୁ
@basudevmishra1367
Жыл бұрын
ସତରେ ଆଖିରୁ ଲୁହ ଅସିଗଲା।।।ଧନ୍ୟ ତୁଳସି ଲୋ🙏🙏🙏ସେ ନଣ୍ଡା କୁ ଆଉ ବୁଝାଓ ନି। ମାଡ଼ ମାରି ବୁଝାଓ
@surendrahembram3889
Жыл бұрын
ଆଜିକା ଦିନରେ ଏମିତିକା ସ୍ତ୍ରୀ ବହୁତ କମ ମିଳିବେ ନା ଯେମିତି ଗୁଣ ବି ସେମିତି 👍👍❤️❤️❤️❤️
@chinmaybehera6583
Жыл бұрын
ତୁଳସୀ ତମେ ସତରେ ମୋ ଆଖିରୁ ଲୁହ ବୁହାଇଦେଲ । ଏତେ ସରଳ, ଏତେ ନିଷ୍ପାପ, ଏତେ ବଡ଼ ହୃଦୟର ଅଧିକାରିଣୀ ହେବା ଆଜିକା ଦୁନିଆରେ ଖୁବ ବିରଳ ।
@villagegirl1523
Жыл бұрын
କାଳିଆ ଭୁଆଁ ନଣ୍ଡା 😅😅😅😅 ଧଳା ରାତ୍ରି 😅😅😅😅
@SriJagannath-yk9jy
Жыл бұрын
ଏ ଛତରା କୁ ଖାଲି ମାଡ଼ ମାରି ବା କଥା ପେଟ୍ରୋଲ ପକେଇ ଜାଳି ଦେବା କଥା
@SanjeetMohanty24
Жыл бұрын
ତୁଳସୀ ନା ର ସାର୍ଥକ କରିଛନ୍ତି, ସତରେ ଆମର ସଂସ୍କାର କେତେ ଉଚ୍ଚକୋଟୀର ତାହା ତୁଳସୀ ଭଳି ମହିଳା ଉଦାହରଣ 🙏🙏🙏
@uniqueusha3532
Жыл бұрын
ତୁଳସୀ ମା ବହୁତ ସୁନ୍ଦର। ତାଙ୍କ ମନ ବହୁତ ସଫା ।
@TapasBabuChannel
Жыл бұрын
ଏମିତି ଝିଅ କୁ ଏ ଶଳା ଦୁଃଖ ଦଉଚି ଶଳା ଛେଳି ମୁହା
@MousumiDas-wk6hk
Жыл бұрын
Niriha jhio mane nhi dukho panti
@ashokkumardas6003
Жыл бұрын
ତୁଳସୀ GOD BLESS YOU, ତୁମ ଭଳି ନାରୀ କୁ କୋଟି ପ୍ରଣାମ , ଆଉ ତା ସ୍ବାମୀ କୁ ତ ମୋ ପାଟି ଖରାପ କରିବାକୁ ଚାହୁ ନାହିଁ, ତାକୁ ଗୋଡେଇକି ପିଟିବା କଥା
@SasmitaMeher-x9p
Жыл бұрын
ତୁଳସୀ ମା ତମେ 😢ଏବେ ଭଲ ହୁଅନ ସେମିତି ରାକ୍ଷସ କୁ ଦଣ୍ଡ ଦେବା ଦରକାର ମାଡ ମାରିବା କଥା ମାଫ କରନି
@ashokrout4704
Жыл бұрын
ଧନ୍ୟବାଦ ଆଶାର ଆଲୋକ 👍ଆପଣ ଙ୍କର ବହୁତ ଭଲ ଅଧ୍ୟାୟ ଟି ଥିଲା
@rakaraka3563
Жыл бұрын
Bhagaban emitika swyami kahaku nadiantu🙏🏻🙏🏻
@jyotirmayeesahoo842
Жыл бұрын
Salute ତୁଳସୀ ମାଆ 🙏🙏🙏
@babypradhanbabypradhan5559
Жыл бұрын
Salute ତୁଳସୀ ମାଆ
@babypradhanbabypradhan5559
Жыл бұрын
👏👏👏👏👏
@TapasBabuChannel
Жыл бұрын
ତୁଳସୀ ଙ୍କୁ ଭଗବାନ ଖୁସି ରେ ରଖନ୍ତୁ। ଆଉ ଏ ଶଳା ଟାକୁ ଖାଲି ଭିଡିଓ ରେ ଦେଖିଲି ଯଦି ସାମ୍ନା ରେ ପାଇବି ଶଳା କୁ ବନ୍ଧିକି ଲଙ୍ଗଳା କରି ଏମିତି ମାରିବି kahihauni
@romya399
Жыл бұрын
You are great ତୁଳସୀ ମା 🙏
@kulmanipradhan6737
Жыл бұрын
ଲୋକ କୁହନ୍ତି ତୁଳସୀ ଦୁଇ ପତ୍ରରୁ ବାସେ ହେଲେ ମାଁ ତୁମେ ଏମିତି ତୁଳସୀ ତୁମର ପଦ କତୁରୀ ମୁଣ୍ଡ ଯାଏଁ ବାସୁଛି ମାଁ ଆଜି ସାକ୍ଷାତ ତୁଳସୀ ଦେଖୁଛି ମୁଁ❤❤❤❤🙏
@er.debasishpadhi6271
Жыл бұрын
Dhanya re maa tu satare sarbang saha.❤dhanya to bapa maa dhanya to sanskar.jaganath nka kruparu to ra mangal heu.
@debd7630
Жыл бұрын
ଶଳା ଆମେ ଗୋଟେ ସମ୍ଭାଳି ପାରୁନୁ । ଧନ୍ୟ ତୋ ଚାବି କିରେ । କି ଚାବି ତୋର । ବା ବା ରେ
@bikashmohapatramotivationa4294
Жыл бұрын
ତୁଳସୀ ସିରିଏଲ ଟିକେ ଅଧିକ ଦେଖୀ ଦେଇଛି ତୁଳସୀ 😂😂😂
@balaramnatha2249
2 ай бұрын
ମୋ ସ୍ତ୍ରୀ ଜଦି ଏମିତି ତୁଳସୀ ପରି ହେଇଥାନ୍ତି ମୋ ଜୀବନରେ ଦୂଖ ବୋଲି କିଛି ନଥାନ୍ତା,କି ଭାଗ୍ୟ ରେ ସଳା ଚନ୍ଦାର ଏମିତି ସ୍ତ୍ରୀଟେ ପାଇଛି
@sangitapalai8909
Жыл бұрын
ଏଇଟା ଗୋଟେ ପାଗଳ ଧରିକୀ ଛେଚ
@sabitatripathy1702
3 ай бұрын
ଏହି ପରି ନାରୀ ସମାଜ ର ସମ୍ମାନ ❤
@manojrout8569
Жыл бұрын
ଏ ଫାଟୁଆ ରଙ୍ଗିନୀ ମୁଦିଅକୁ କୁ ଖାଲି ମାଡ ଦରକାର 😂😂😂😂😂😂😂 ମହାଲ ମଣ୍ଡା😮😮😮
@rajendragouda5784
7 ай бұрын
ମାଁ ତୋତେ କୋଟି କୋଟି🙏🙏🙏🙏🙏 ଯେଉଁ ମାଁ ଏବଂ ଭଉଣୀ ମାନେ ଏହି ଏପିସୁଟି ଦେଖୁ ଛନ୍ତି ତୁଳସୀ ଭଲେ ସେଏ ଗରିବ ଏବଂ ଅସିଖିତ ଝିଅ ପାଖରୁ କିଛି ସିଖ ଏତିକି ମୋର ଅନୁରୋଧ ଠାକୁରଙ୍କୁ ମୋର କୋଟି ଅନୁରୋଧ ଏହି ଝିଅ ଟିକୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ🙏 ତୁମ୍ଭେ ହିଁ ଭରସା
@maminasahoo1356
Жыл бұрын
" ତୁଳସୀ " ପରି ତୁଳସୀ ମାଆ... 🙏
@mrsushant1010
10 ай бұрын
ଭଉଣୀ ସେ ଲୋକ ପାଖ କୁ କେବେ ବି ଯିବା କଥା ନୁହଁ ସେ ଲୋକ କେବେ ବିI ସୁଧୁରିବନି
@sangitapalai8909
Жыл бұрын
ପାଗଳ କୁ ପୋଲିସ କୀ ଦେଇଦିଅ
@debashishmahanta4948
Жыл бұрын
ଶିକ୍ଷାର ଅଭାବ ଯୋଗୁ ଆଜି ସମାଜ ରେ ଏଇ ଅବସ୍ଥା
@akashsahoo6301
Жыл бұрын
Honestly the woman is respected.❤❤
@mysarthakcreations
3 ай бұрын
Tulashi Maa Dhanya tume🙏🙏
@santoshkar6951
Жыл бұрын
Aji lagila mihir sir nka jagaku sukant bhai fulfil kariparile .
@chittaranjannaik1636
Жыл бұрын
ଶଳା ର କଦଳୀ କାଟି ଦେଲେ ସବୁ ଠିକ୍ ହେଇ ଜୀବ
@CreationOdia1234
Жыл бұрын
ଏମିତି ନାରୀ ସତରେ ମହାନ୍ ଏମିତି ଖରାପ୍ ସ୍ବାମୀ କୁ ଦେବତା କହୁଛି କିନ୍ତୁ ବହୁତ୍ ଭଲ ଝିଅଟି ଏ ଝିଅ
@tapunatapu1957
2 ай бұрын
ମା ତୁମକୁ ସାଲୁଟ ❤❤😢😢
@krushna5454
Жыл бұрын
ଆରେ ଇଏ ଆମ ଭଦ୍ରକ ରେ ଗୋଟେ ପାଗଳା
@nalinimohapatra4033
Жыл бұрын
ଆମ ଦେଶର ଶାସନ ବ୍ୟବସ୍ଥା ହିଁ ଏଥିପାଇଁ ଦାୟୀ ନଚେତ୍ ଏଭଳି ଘଟଣା କରିବାକୁ ଲୋକେ ଭୟ କରନ୍ତେ
@puspanjalisahu1534
Жыл бұрын
ଧନ୍ୟ ମାଆ ତୁଳସୀ ତୁମ🙏🙏🙏🙏😭😭
@trajendraprasad2260
Жыл бұрын
ତୁଳସୀ ତୁ ମହାନ ବହୁଣି ତୋତେ କୋଟି ପ୍ରଣାମ ମୋର ଭଗବାନ ପାକରେ ପ୍ରାର୍ଥନା ଭଲ ରୁହ ଆଶାର ଆଲୋକ best ନାହିଁ ନାହିଁ ରେ ହଁ ହେଲା
@khageswardas6295
Жыл бұрын
She is a great woman.I salute him.
@SuchitraKar-lb8wx
9 ай бұрын
କୋଟି ପ୍ରଣାମ ତୁଳସୀ 🙏🙏🙏🙏🙏🙏🙏🙏
@satyaban429
Жыл бұрын
ଇଏ ଶଳା ଟକଲୁ ଆଦି ମାନବ ଭଳିଆ ଦିଶୁଚି ତାକୁ ଶଳା କହୁଛି Black night .
@karyabantisabar3041
Жыл бұрын
😂
@barshaeditz455
Жыл бұрын
ହନୁ ଭଳିଆ ମୁହ।।ଛି ରେ ବେହା।।।।ଦିନେ ଏ ହନୁ ସେ ସ୍ତ୍ରୀ ଲୋକ ଙ୍କୁ ମାରିଦେବେ।।(ALean,କେଉଁ ଦୁନିଆରୁ ଆସିଲ ବନ୍ଧୁ)
@gaganinayak7997
Жыл бұрын
Satakatha
@DiptimayeeMohapatra-m2s
Жыл бұрын
Nai madam hanu eia thu bahut bhal dekhibaku..eia saha kaha vali Jani bi hauni
@SAIDARSHAN134
Жыл бұрын
ଆଖିରୁ ଲୁହ ଆସିଗଲା 😢
@balaramnath2903
Жыл бұрын
ଭଗବାନ ଜଦି ଏମିତିକା ସ୍ତ୍ରୀଟେ ମୋତେ ଦେଇଥାନ୍ତେ ଆଜି ମୋ ଘର ମନ୍ଦିର ପରି ରହିଥାନ୍ତା, ଭଗବାନ ଜାହାକୁ କାନଦେଇଛନ୍ତି ତାକୁ ସୁନାଦେଇନାହାନ୍ତି ଜାହାକୁସୁନା ଦେଇଛନ୍ତି ତାକୁ କାନ ଦେଇନାହାନ୍ତି
@Ankuu29
Жыл бұрын
Huge respect for this strong lady!!🙏🏻🙏🏻😌
@kishanumesh1850
Жыл бұрын
ଅନୁରୋଧ, କି ଏ ମଞ୍ଚ ରେ 4ଟା ହାବିଲଦାର ଙ୍କୁ ମଧ୍ୟ ବସା ଯାଉ, ଦରକାର ପଡ଼ିଲେ ଉତ୍ତମ ମଧ୍ୟମ ରେ କାମରେ ଆସିବେ
@odiasmartnews
Жыл бұрын
ଗୋଲାପ ହିରୋ କୁ ବଳି ଦେଇଦିଅ,ଭାଇ ରେ ତୁ ଭୁଲ ରେ ମଣିଷ ଜନ୍ମ ନେଇଯାଇଛୁ
@bhagabati770
Жыл бұрын
ତୁମ ପରି ଦେବୀ କୁ 🙏🙏🙏🙏🙏🙏
@padmalayasahoo6221
Жыл бұрын
Tulasi you are really great, You are such a good person. May God fulfill your dreams.
@MadhusmitaMadhu-y8q
9 ай бұрын
Jay Jagannath 😮🙏🏼🙏🏼🙏🏼🙏🏼🙏🏼
@truptimayeepanda3340
Жыл бұрын
ଏ ଭଳି ଅମଣିଷକୁ ଜହର ଦେଇ ମାରିଦେବା କଥା
@ABINASH_BISWAl_
Жыл бұрын
😂😂😂
@Rudra_Bhai_official34
Жыл бұрын
ଅତି ସୁନ୍ଦର ଚିନ୍ତାଧାରା,so beautiful
@sagarikamohapatrasings
Жыл бұрын
Stree black night hele ,a lokata ta patimankada vali dekhajauchhi😂😂😂😂😂
@puspatripathy6180
Жыл бұрын
ପାତି ମାଙ୍କଡ ନୁହେଁ ହନୁ ହନୁ
@tricklesglam8010
Жыл бұрын
Seriously sethipain bhagwan ghoda ku singha dei nahanty 😅😅😅 nije କଳା କୁ face structure ଅତି କଦର୍ଯ୍ୟ ... ତାର market ଭାଓ ଦେଖ😮😅😅😅😅😂😂😂😂😂
@omkarsha1753
Жыл бұрын
Ta stree ku se kahila tame bi kahuchha black night
@manoramapanda4761
Жыл бұрын
😂😂😂Right
@jasminerayrika4669
Жыл бұрын
He na ma... apana mane jani nahanti se para kahila mu gora thili ta saha rahiki kala hei gali😂😂😂😂😂
@KalingaTandia
Жыл бұрын
ଏମିତି କେତେଜଣ ତୁଳସୀ ଭଳି ମା ଙ୍କ ପାଇଁ ଏ ଦୁନିଆଁ ଚାଲିଛି । 😂
@thedash.ing.
Жыл бұрын
ଶିକ୍ଷା ର ଅଭାବ
@BipinBroker-se8oc
Жыл бұрын
ତୁଳସୀ ମା 🙏🙏🙏
@babisahoo8244
Жыл бұрын
Tulasi tuma ku koti pranam 🙏🙏
@benudharakanhar8425
Жыл бұрын
ସତରେ ତୁଳସୀ ମାଅ ତୁମେ ମାନବି ନା ଦେବି? କଳିଯୁଗ ରେ ତୁମେ ସାକ୍ଷୀତ ଠାକୁରାଣୀ। କଳିଯୁଗରେ ଏମିତି ମାଂ ମାନେ ଅଛନ୍ତି ବଳି ମୁଁ ଭାବି ନ ଥିଲୀ। ସେହେଲେ ଦେବତା ଏହି ପଦଟି ମୋ ଆଖି ରୁ ଲୁହ ନିଗାଡ଼ି ଦେଲା। ତୁମେ ହେଉଛ ସାକ୍ଷ୍ୟାତ ତୁଳସୀ ଦେବି। ତୁମକୁ କଟି କଟି ଦଣ୍ଡବତ ହେଃ ମାଆ...............
@pruthwirajrana7268
Жыл бұрын
ତୁଳସୀ ମାକୁ କୋଟି କୋଟି ପ୍ରଣାମ 🙏🙏🙏🙏
@AmitabhaMohanty
5 ай бұрын
Tulasi maaa tm gote devi maaaa tama chinta dhara ku bahut bahut salut ❤❤❤❤❤❤
44:58
Jibana Do Chhakire Ashara Alok Ep 390 18 NOV 2023
OTV
Рет қаралды 1,1 МЛН
19:56
କେତେ କଷ୍ଟ ଚାଲିଛି ମୋନାଲି ରେ / Rupa Pin2 Khushi
Rupa,pin2,khushi express
Рет қаралды 39 М.
00:47
VIP ACCESS
Natan por Aí
Рет қаралды 30 МЛН
01:12
СКАНДАЛЬНЫЙ бой Али, когда в ринге ему противостояли сразу ДВОЕ #shorts
BalcevMMA_BOXING
Рет қаралды 1,2 МЛН
00:40
Cool Items!🥰 New Gadgets, Smart Appliances, Kitchen Tools Utensils, Home Cleaning, Beauty #shorts
Cool Items Official
Рет қаралды 75 МЛН
41:02
Қарғалардың анасы бар ма? | 1 серия | Сериал «QARGA 2» | КОНКУРС
OMIR
Рет қаралды 1,4 МЛН
45:44
Jibana Do Chhakire Ashara Alok Ep 368 10 JUNE 2023
OTV
Рет қаралды 645 М.
45:37
Jibana Do Chhakire Ashara Alok Ep 382 23 SEPT 2023
OTV
Рет қаралды 961 М.
10:44
Др. Закир Найк ва Собиқ Мусулмон йигит билан баҳси
MADINA STUDIO TV
Рет қаралды 3,7 МЛН
41:05
Jibana Do Chakire Ashara Alok Ep 89 17 Dec 2017 || Real Life Issues
OTV
Рет қаралды 721 М.
17:33
Nandighosha Diary | Sankar | Exclusive Interview With Jagannath Mohapatra Swain | NandighoshaTV
Nandighosha TV
Рет қаралды 184 М.
42:28
Jibana Do Chhakire Ashara Alok Ep 305 | Elderly Couple Abandoned By Family
OTV
Рет қаралды 1,6 МЛН
59:51
Pakistani Author Tarek Fatah in Aap Ki Adalat 2016 (Full Episode)
IndiaTV
Рет қаралды 20 МЛН
44:45
Jibana Do Chhakire Ashara Alok Ep 381 16 SEPT 2023
OTV
Рет қаралды 1,2 МЛН
44:07
Jibana Do Chhakire Ashara Alok Ep 332| Mo swami collectornka pua
OTV
Рет қаралды 317 М.
43:44
Ashara Alok Ep 320 18 JUNE 2022| ନିଜ ସ୍ତ୍ରୀ କୁ ଷ୍ଟେସନରେ କାହିଁକି ଛାଡିଲେ ସତ୍ୟାନନ୍ଦ ?
OTV
Рет қаралды 368 М.
00:47
VIP ACCESS
Natan por Aí
Рет қаралды 30 МЛН