Jibana Do Chhakire Ashara Alok Ep 383 30 SEPT 2023

  Рет қаралды 869,946

OTV

OTV

Күн бұрын

This show is the most challenging show as it focuses on resolving real life issues of the people. It looks into family complications, misunderstanding among groups of people and also few controversial issues faced by the public. Senior artist Sukant Rath anchors the show and makes sure to get justice to the people involved and resolve real life issues.
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website odishatv.in/
News In Odia: otvkhabar.in/
Android App: bit.ly/OTVAndr...
iOS App: bit.ly/OTViOSApp
Watch Live: odishatv.in/li...
KZbin: goo.gl/Ehz6OP
Watch our latest news in English: bit.ly/3wTgKxc
Facebook: / otvkhabar
OTV English Facebook : / otvnews
Telegram @otvtelegram @otvkhabar
Twitter: / otvnews
Instagram: / otvnews
#Jibana Do Chhakire Ashara Alok Ep 383#OdishaTV #OTV

Пікірлер: 425
@Manini14
@Manini14 11 ай бұрын
ଆଶାର ଆଲୋକ ଦେଖିଲେ ବହୁତ୍ କିଛି ଜ୍ଞାନ ଶିଖିବାକୁ ମିଳୁଛି ଆଶାର ଆଲୋକ ର ପୁରା ଟିମ୍ କୁ ଧନ୍ୟ ବାଦ୍
@pratimaparloursagarika3918
@pratimaparloursagarika3918 11 ай бұрын
ସୁକାନ୍ତ ଭାଇ ଆପଣ ଙ୍କ ର ଏତେ ସୁନ୍ଦର ବୁଝାମଣା ମୋ ହୃଦୟ ଚାହେଁ ଆପଣଙ୍କ ପରି ମୋର ଜଣେ ବଡ ଭାଇ ମୋ ପାଖ ରେ ଥାନ୍ତେକି
@sujitsahu272
@sujitsahu272 11 ай бұрын
ସୁକାନ୍ତ ଭାଇ ଙ୍କୁ ମୋର ଗୋଟିଏ ଅନୁରୋଧ କି ଅତୀତ ରେ ଏଇ ଆଶାର ଆଲୋକ ମଞ୍ଚରେ ଯେଉଁ ପରିବାରଟିଏ ଏକାଠି ହୋଇଛନ୍ତି , ସେହି ପରିବାରଟି ବର୍ତ୍ତମାନ ଅତୀତକୁ ଭୁଲି ହସଖୁସୀରେ ଜୀବନ ବିତାଉଛନ୍ତି କି ପୁଣି ଥରେ ସେମାନେ ଅତୀତରେ ଯେମିତି ଅଲଗା ରହୁଥିଲେ ସେମିତି ରହୁଛନ୍ତି । ଏହାର ତଦାରଖ କରି କିଛି ଭଲ ଏପିସୋଡ୍‌ ଉପସ୍ଥାପନ କଲେ ବହୁତ ଭଲ ହୁଅନ୍ତା । ଯାହାଦ୍ଵାରା କି ଯେଉଁମାନେ ଅଲଗା ହେଇଯାଉଛନ୍ତି ସେମାନେ ଟିକିଏ ଭାବନ୍ତେ କି ଆମେ ମଧ୍ୟ ଏକାଠି ମିଶି କରି ହସ ଖୁସୀରେ ଜୀବନ ବିତାଇବୁ । ଜୟ ଜଗନ୍ନାଥ🙏🙏🙏
@Jyoti-ww4wz
@Jyoti-ww4wz 11 ай бұрын
ଅଛି ଏ ଭିଡିଓ। ଆପଣ ଓଟିଭି ରେ ଖୋଜନ୍ତୁ। ମିଳିଯିବ ଲକଡାଉନ ସମୟ ରେ ବହୁତ ସମାଧାନ ହେଇଥିବା ପରିବାର କୁ ଦେଖାଇଥିଲେ।
@jaghyasenebasti123
@jaghyasenebasti123 11 ай бұрын
Right
@swadhinmohanty779
@swadhinmohanty779 10 ай бұрын
Thik kahicha Bhai. Aemiti haba katha
@ashokpradhan2956
@ashokpradhan2956 2 ай бұрын
😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊
@Surabhibiswal
@Surabhibiswal Ай бұрын
Satare puni sei mananku dekhibaku ichha hauchi
@prasannakumarmaharana3997
@prasannakumarmaharana3997 11 ай бұрын
ମିହିରି ଦାସ ସାରଙ୍କ କଥା ମନେ ପଡ଼ୁଛି । ସୁକାନ୍ତ ଭାଇ ଓ ପୁରା ଟିମ୍ ଭଲ ବୁଦ୍ଧି ଲଗେଇ ଗୋଟେ ସସାଂର ବସେଇଦେଲେ । ସମସ୍ତଙ୍କୁ ଧନ୍ୟବାଦ . ଜୟ ଜଗନ୍ନାଥ
@banambarparida7249
@banambarparida7249 10 ай бұрын
9 4:38
@dillippila4960
@dillippila4960 9 ай бұрын
ଦୁଇ କୋମଳ ହୃଦୟ ର ମିଳନ ଆଃ କି ସୁନ୍ଦର ଦୃଶ୍ୟ ଜୟ ଜଗନ୍ନାଥ
@subasinigiri8882
@subasinigiri8882 11 ай бұрын
ବହୁତ ଭଲ ଲାଗିଲା ସୁଖରେ ଘର ସଂସାର କର
@kailashdash2067
@kailashdash2067 11 ай бұрын
ସର୍ବ ପ୍ରଥମେ ଓଟିଭିର ସମସ୍ତ କର୍ମ କର୍ତାଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ୍ ।❤ ସଂସାର ଭିତରେ ଘର କରିଥିଲେ,ପଥର ପଡ଼ିଲେ ସହି। ଉଭୟଙ୍କୁ କିଛି କିଛି ସହିବାକୁ, ନଇଁ ବାକୁ ପଡ଼ିବ ।❤ ଆଚରଣ ଓ ଉଚ୍ଚାରଣରେ ସଂଯମତା ରଖିବା ନିହାତି ଆବଶ୍ୟକ ।ଦୁହେଁ ମିଶି ଯିବା ଠିକ୍ ହେବ ।
@hscretions6055
@hscretions6055 11 ай бұрын
ଯେଉଁ ପୁରୁଷ ନାରୀ ଉପରକୁ ହାତ ଉଠାଇ ବ ସେ ପୁରୁଷ ନୁହେଁ ସେ ଗୋଟେ କା ପୁରୁଷ
@dhananjayadas9722
@dhananjayadas9722 11 ай бұрын
ଯେଉଁ ନାରୀ ପୁରୁଷ ଉପରକୁ ହାତ ଉଠାଏ ତାଙ୍କୁ କଣ କହିବା sir
@abhimanyubehera7051
@abhimanyubehera7051 8 ай бұрын
Bala na au
@Aw0ndhd
@Aw0ndhd 5 ай бұрын
Gote gote stree rakhyasi thanti. Aie nije kahibe mote maar aau mada khaiki maa gharku paleibe
@nrusingharoul7389
@nrusingharoul7389 8 ай бұрын
ଏ ଜୀବନ ଦୁଇ ଦିନ ହସ ଖୁସିରେ ଚାଲିଯିବ ସାରାଯିବନ
@RitaDakua-t8y
@RitaDakua-t8y 10 ай бұрын
ସତରେ ଆଶାର ଆଲୋକ ଦେଖିଲେ ବେହୁତ୍ ଭଲ ଲାଗୁଛି କାହିଁକି ନା ଦୁଇ ଜଣନଙ୍କୁ ମିଶାଇ ଥିବାରୁ
@PrasantaVolga
@PrasantaVolga 11 ай бұрын
ଓଟିଭି କୁ ଅନୁରୋଧ ଦୟା କରି ଏ ପୋଗ୍ରାମ କେବେ ବନ୍ଦ କରିବେନି plzz
@vinayakghosh08
@vinayakghosh08 11 ай бұрын
ମୋ ବୁଝିବାରେ ଝିଅ ଅପେକ୍ଷା ପୁଅ ପକ୍ଷରେ ଭୁଲ କମ୍। ସମ୍ଭବତଃ ମିହିରୀ ଭାଇ ଥିଲେ ଦୃଶ୍ୟ ଆଉ ଟିକେ ଭିନ୍ନ ହେଇଥାନ୍ତା।
@Nisha0523
@Nisha0523 9 ай бұрын
Pura episode dekhila pare b jhia ku dosa deuchha?
@prakrutipremiromeo9697
@prakrutipremiromeo9697 10 ай бұрын
ଝିଅ ର ଟିକେ ବହୁତ୍ ଦୋଷ ରହୁଛି ଯେତିକି ଲାଗୁଛି,,, ଯାହା ହଉ ଏକାଠି ରୁହ, ଭଗବାନ ଙ୍କ ପାଖରେ ପ୍ରାର୍ଥନା 🙏🙏
@priyadarshinipanda1582
@priyadarshinipanda1582 11 ай бұрын
ଆଖିରେ ଲୁହ ଆସିଯାଇଛି😢
@ranjan3954
@ranjan3954 9 ай бұрын
ଭଗବାନ୍ ସମସ୍ତଙ୍କୁ ଭଲରେ ରଖି ଥାଆନ୍ତୁ , ଆପଣଙ୍କ ପ୍ରଚେଷ୍ଟା କେତେ ଜୀବନ କୁ ସୁଦୃଢ କରୁଛି, ଧନ୍ୟବାଦ୍
@nilamadhabajena9091
@nilamadhabajena9091 11 ай бұрын
ଆଶାର ଆଲୋକ ସମସ୍ତେ ଙ୍କୁ ଧନ୍ୟବାଦ 🙏🙏
@mitupuja3547
@mitupuja3547 9 ай бұрын
ଏଠି ପ୍ରାୟ ସବୁ ଶାଶୁ ଘରେ ଝିଅ ଘର ଯଦି ଗରିବ ଥିବେ ନା ଶାଶୁ ଘର ଲୋକ ଝିଅ ଘର ଲୋକକୁ ସନ୍ନମାନ ଦିଆତିନି ଆଉ ଝିଅ ର କୋଉଠୁ ଆସିବ ତାଙ୍କ ବାପା ମା କୁ ସନ୍ନମାନ ଦେବାକୁ କଣ ଝିଅ ମା ବାପା କଣ ତାଙ୍କ ପାଇଁ ବଡ ନୁହଁ
@dipikapanda1096
@dipikapanda1096 9 ай бұрын
Thik kahil
@sriya_dash_143
@sriya_dash_143 8 ай бұрын
Thik katha mo life re hauchi amiti jadi jhia ghara loka gariba huanti sasu ghara loka amiti katha kuhanti ki family ku bi respect diantini sabu agara bhala huanti pachare adhika kuhanti family name re nija bahu name re
@MJBhajanSandhya
@MJBhajanSandhya 7 ай бұрын
ମତେ ବହୁତ ଦୁଃଖ ଲାଗୁଚି l କଣ ଏଇ ଛୋଟ ଛୋଟ କଥା ଅଯଥା ସନ୍ଦେହ ମଣିଷର ପରିବାରକୁ ନଷ୍ଟ କରିଦେଉଛି l ଏ ସବୁକୁ ମନରେ ନ ରଖି ସଂସାର ଗଢିବାକୁ ଚେଷ୍ଟା କର l ଏବଂ ସ୍ୱାମୀର ମନ ଜାଣିବା ସ୍ତ୍ରୀ ର ପରମ କର୍ତ୍ତବ୍ୟ ଏବଂ ସ୍ୱାମୀର ବି l ଅଯଥା କଥାକୁ ନେଇ ସ୍ୱାମୀକୁ ସନ୍ଦେହ କରିବା ଠିକ ବି ନୁହେଁ l
@premalatanayak7422
@premalatanayak7422 11 ай бұрын
ପ୍ରଥମେ ଏମାନଙ୍କୁ କୁହନ୍ତୁ stage ଉପରେ ମମି ବଦଳରେ ମାଆ ବା ବୋଉ କୁହନ୍ତୁ । ଶୁଣିବାକୁ ଆଦୌ ଭଲ ଲାଗୁନି । ପଛରେ ସେମାନେ ଯାହା ବି ଡାକୁଥାନ୍ତୁ । ଆପଣ ମାନଙ୍କୁ ଅନୁରୋଧ ଯେଉଁମାନେ ବି ଏଠିକୁ ଆସୁଛନ୍ତି ସମସ୍ତଙ୍କୁ ଆପଣମାନେ ଏକଥା କୁହନ୍ତୁ🙏
@mystylemylife5485
@mystylemylife5485 11 ай бұрын
I miss you miher bhai😢😢😢😢😢😢😢😢😢😢😢😢😢😢😢😢😢
@UgreesanPradhan
@UgreesanPradhan 11 ай бұрын
Really very heart touching.... Apananku mora hrudayaru pranam bhangi jaithiba sansara Swami stree ra sampark auu thare jodi hue bhagwan kichhi gote madhyama bananti kichhi bhul bhujhabana ku bhuli jae jete bele ame nua sampark tiwari Karu eha ajikali ra juba pidhi upare nisthit bhabare prabhab pakaeiba .......and relationship= love +respect+care aha hi salutation... 🙏🙏🙏🙏🙏🙏🙏🙏🙏
@sushantasamal1537
@sushantasamal1537 11 ай бұрын
Bhala manisa 2 jana au bahut bhala 2 janaka family tq ashara aloka
@prakashbhuyan7694
@prakashbhuyan7694 11 ай бұрын
Veri nice sar
@purnachandrananda9881
@purnachandrananda9881 11 ай бұрын
Thanks To 0tv judge sir sumant Sir & teem member last seen is emotional god bless you that your family
@mrnayaknayak5048
@mrnayaknayak5048 11 ай бұрын
ଜଉ ମାନେ ପରିବାର କୁ ଖୁସେରେ ରଖିବା ପାଇଁ ଚାହାନ୍ତି ସେମାନେ କେବେ ଆଶାର ଆଲୋକ କୁ ଆସିବେ ନାହିଁ କାରଣ ମନସବୁବେଲେ ଶ୍ୱଚ୍ଚ ରଖେଲେ ପରିବାର ସାଅନ୍ତିରେ ରହିବ ଜୟ ହିନ୍ଦ
@mrnyk286
@mrnyk286 9 ай бұрын
Odia b thik re lekhi parunu chhhiiiii
@silunayak728
@silunayak728 10 ай бұрын
Last moment emotional bhai & bhauja sabu bele khusi re ruha god bless you both ❤❤❤❤
@manjulatabiswal3347
@manjulatabiswal3347 11 ай бұрын
ଏତେ ବଢ଼ିଆ ବଢିଆ ଲୋକ ଏଇ ମଞ୍ଚ ରେ ଥିବା ଅବସ୍ଥା ରେ ଏତେ ଭଲ ଭଲ କଥା ତମଙ୍କୁ ବୁଖାଉଛନ୍ତି ହେଲେ ବୁଝି ପାରୁନ କଣ ପାଇଁ ବହୁତ ବହୁତ ଧନ୍ୟବାଦ ଦେବି ସୁକାନ୍ତ ସାର ଙ୍କୁ ଏମାନଙ୍କୁ ମିସେଇବା କୁ ବହୁତ୍ ଚେଷ୍ଟା କରୁଥିବା ରୁ
@sayadallauddin1780
@sayadallauddin1780 11 ай бұрын
Nice👍👏😊 judgements by jibana do chakire asara aloka
@subhampradhan1535
@subhampradhan1535 11 ай бұрын
ଦୁହିଁଙ୍କ ମଧ୍ୟରେ ଏବେ ବି ଭଲ ପାଇବା ଅଛି
@Ankitapatra652
@Ankitapatra652 11 ай бұрын
So heart touching episode!🙏🏻🙏🏻🙏🏻huge respect & love for ashha ra alok team!!
@gitanjalimahapatra2355
@gitanjalimahapatra2355 10 ай бұрын
Super bhalare ruha bhagwaan tamaku khusire rakhantu🙏🙏🙏
@kanchandas3241
@kanchandas3241 7 ай бұрын
ପଛ କଥ ଭୁଲିଯାଇ ସୁଖର ସଂସାର ଗଢି଼ତୋଳ ଜୟ ଜଗନ୍ନାଥ ସବୁବେଳେ ଖୁସିରେ ରଖନ୍ତୁ
@jaysahoo9416
@jaysahoo9416 11 ай бұрын
42:26 sir mo akhiru luha ashigala thanks a lot sir
@raghunathbehera4170
@raghunathbehera4170 11 ай бұрын
Bohut sundar lagila aee episode ❤❤❤
@babushortcreation
@babushortcreation 8 ай бұрын
ବହୁତ ସୁନ୍ଦର 🙏
@SulochanaJena-cc8yf
@SulochanaJena-cc8yf 10 ай бұрын
Really mo akhire luha asigala bhagwaan karantu emiti khusi re ruhanti jhagada nalagantu
@marndibabuproductioncuttac8337
@marndibabuproductioncuttac8337 11 ай бұрын
🙏🙏🙏🙏🙏satare bohut khusi lagila 😢😢😢
@satyapalai4972
@satyapalai4972 11 ай бұрын
Kede sundar jodi kn pain jhagda lagi emiti haucha.... Jay jaganath🙏
@cutysanuofficial
@cutysanuofficial 11 ай бұрын
Great job sir❤❤❤
@BinodAparajita
@BinodAparajita 10 ай бұрын
Jhia bahut chalaki
@suchitrasathapathy8592
@suchitrasathapathy8592 11 ай бұрын
ଝିଅ ର ସହିବା ଶକ୍ତି ଜମା ନାହିଁ ।
@ChailBihariPandey-yt8yn
@ChailBihariPandey-yt8yn 11 ай бұрын
JAYA JAGANNATH
@DON-BBSR
@DON-BBSR 11 ай бұрын
Great tem great OTV 🙏
@satyaban429
@satyaban429 11 ай бұрын
ସବୁ ଶାର ମାନକୁ ମୋର କୋଟି କୋଟି ପ୍ରଣାମ ?🙏🏻🙏🏻🙏🙏ବଢିଆ ଲାଗିଲା ଭିଡିଓ ପୁରା ଶୁପର 🙏🏻🙏🏻🙏🙏
@jyotiranjandas4625
@jyotiranjandas4625 9 ай бұрын
Thank you OTV ❤❤
@Ankitapatra652
@Ankitapatra652 11 ай бұрын
god bless you both!🙏🏻🙏🏻..
@aarushworldyoutubechannel9217
@aarushworldyoutubechannel9217 11 ай бұрын
Bhala paiba badhiba... Good job sir and mem.. 🥰🥰
@laxmanbari3407
@laxmanbari3407 10 ай бұрын
@kabitaparida5831
@kabitaparida5831 11 ай бұрын
Last sceen..... Its a lovely video
@itzsubrat888
@itzsubrat888 11 ай бұрын
Good job sir,👏👏👏👏👏
@biswajitsahoogaminglover9051
@biswajitsahoogaminglover9051 11 ай бұрын
😂❤❤😂😂😂😊😊 really sir mu bi dekhiki last seen ku nijaku rokiparilini Kandi baru 😢😢😢
@debasisparida2539
@debasisparida2539 11 ай бұрын
Sir bahute khussi lagila
@sanusubrat2623
@sanusubrat2623 11 ай бұрын
Wow congratulations to both of love......
@rishikamittal6244
@rishikamittal6244 10 ай бұрын
Thank you sukanta
@chandrakantaswain5062
@chandrakantaswain5062 11 ай бұрын
Jay shree jaganath Swami 🙏❤️🙏
@tapaswinilenka7641
@tapaswinilenka7641 11 ай бұрын
Last seen ଆଖି ରେ ଲୁହ ଆସିଗଲା 😢God bless you 😇😇💞💕
@SanjaykumarDalai-w2h
@SanjaykumarDalai-w2h 11 ай бұрын
À bapo auu puo bahut chalakha
@amarendrabehera1302
@amarendrabehera1302 11 ай бұрын
ଅତି ସୁନ୍ଦର
@nilamadhabojha5969
@nilamadhabojha5969 11 ай бұрын
Really ... misunderstanding ku nei ete gudae katha😢😢....last ku mu bi na Kandi rahiparilini....😢
@suryakant9046
@suryakant9046 10 ай бұрын
God bless you both ❣️ and to your Child 💓.
@prasantadeep8699
@prasantadeep8699 9 ай бұрын
Good sir
@dipubehera7667
@dipubehera7667 11 ай бұрын
Love you sukanta bro God bless you amiti sabubele smile dia samasta paribarku Jay jagannath 🙏🙏🙏💞💞💞
@dolagobindasahoo9267
@dolagobindasahoo9267 11 ай бұрын
ଦେଲୁ ନାରୀ, ହେଲୁ ପାରି । ଏହି କଥାକୁ ଯେଉଁ ଦିନ ଝିଅର ବାପ ମା" ଠିକରେ ବୁଝିବେ,ତେବେ ଯାଇଁ ଝିଅ ତା ଶାଶୁ ଘରେ ଶାନ୍ତିରେ ରହି ପାରିବେ ।କାହିଁକି ଝିଅ ଶାଶୁ ଘର ଲୋକଙ୍କ ବିନା ପରାମର୍ଶରେ ବାପ ଘରକୁ ଯିବ ? ଝିଅ ଘର ଲୋକେ କାହିଁକି ତାକୁ ପ୍ରଶ୍ରୟ ଦେବେ ?ଅଧିକାଂଶ କ୍ଷେତ୍ରରେ କେବଳ ଏଇଥିପାଇଁ ବୋହୂମାନେ,ଶାଶୁ ଘର ଲୋକଙ୍କ ମୁଣ୍ଡ ବିନ୍ଧାର କାରଣ ହେଉଛନ୍ତି । ଏ ଝିଅଟି ପୂର୍ଣ୍ଣ ଅହଙ୍କାରୀ । ଇଏ କେବଳ ନବାକୁ ଇଚ୍ଛାକରେ,କିନ୍ତୁ ଦବାକୁ ନୁହେଁ । ସଂସ୍କାରିତ ଝିଅ ହେଇଥିଲେ , ଆସୁ ଆସୁ ସମସ୍ତଙ୍କୁ ଆପଣେଇ ନେଇଥାନ୍ତା । ତାପରେ ସେ ଦେଖିଥାନ୍ତା ,ଏତେ ସ୍ନେହ ମିଲିଥାନ୍ତା ଯେ ତାକୁ ସେ ବୋହି ପାରି ନଥାନ୍ତା । ବିଚାରକ ମଣ୍ଡଳୀ କହିଲେ "ଶ୍ରଦ୍ଧା ଦେଲେ ସମ୍ମାନ ମିଳେ " ।ମୋତେ କୁହନ୍ତୁ ,ବୋହୂର ସମ୍ମାନ ଆଗ ନା ଶଶୁରଙ୍କ ଶ୍ରଦ୍ଧା ଆଗ ? ଶଶୁର ବୋହୂକୁ ନିର୍ଯାତନା ଦବା ପାଇଁ,ପୁଅ ବାହାଘର କରିଥିଲେ କି ?ଦୁଇଟି ବୋହୂ ମଧ୍ୟରେ ଜଣେ ଭଲରେ ଚଳୁଛି, ଅନ୍ୟ ଜଣେ କାହିଁକି ନୁହେଁ । କଥାରେ ଅଛି ପ୍ରକୃତି ନୈବ ମୁଚ୍ୟତେ । ଯେତେ ମିଶିଲେ କଣ ହବ,ଏମାନେ ଯେ ସୁଖରେ ଘର ସଂସାର କରିବେ , ତାର ଆଶା ବହୁ କ୍ଷୀଣ । ତଥାପି ଠାକୁରଙ୍କୁ ଡାକୁଛି ,ସବୁ ରାଗ ରୋଷ ଭୁଲି ଏମାନେ, ସପରିବାରେ ଭଲରେ ରୁହନ୍ତୁ ।
@nrusinghasahoo2998
@nrusinghasahoo2998 11 ай бұрын
Very nice 👍👍 thanks
@priyadarshinipanda1582
@priyadarshinipanda1582 11 ай бұрын
Cute both❤
@bibhudattanayak4809
@bibhudattanayak4809 11 ай бұрын
Make happy family 💝
@ranjitbiswal4631
@ranjitbiswal4631 11 ай бұрын
ଏ ସ୍ତ୍ରୀ ର ଭୁଲ
@sukantrautaray9364
@sukantrautaray9364 11 ай бұрын
Asar alok gote badaprayas . thanks to all judges.jai Jagannath
@saratchandrajena6513
@saratchandrajena6513 10 ай бұрын
I like it
@chitrasenasamal1116
@chitrasenasamal1116 11 ай бұрын
jhia besi raagi janapaduchhi..jhia ra bhul adhikaa
@abinashpanda4931
@abinashpanda4931 9 ай бұрын
Bahut sundar ....❤❤❤❤akhiru paniasigala.....first time kou gote media ru gote ghara basiba dekhili.....❤❤❤
@subhransudash8098
@subhransudash8098 11 ай бұрын
Bhai aajira video bahut maja lagila
@laxmitvr9651
@laxmitvr9651 11 ай бұрын
The great odisha 👌🌹🙏🙏🙏🙏🙏
@pujanaik2950
@pujanaik2950 11 ай бұрын
God bless you both of you
@ajayamallick7732
@ajayamallick7732 11 ай бұрын
ଝିଅର ନାଟକ ବହୁତ ସେ ସୁରତର ରହିବାକୁ ଚାହୁଁଛି
@shuvamsinipani6437
@shuvamsinipani6437 11 ай бұрын
3:54
@shuvamsinipani6437
@shuvamsinipani6437 11 ай бұрын
4:35
@suchismitashaw3420
@suchismitashaw3420 11 ай бұрын
Good 👍👍
@manaskumarmajhee2675
@manaskumarmajhee2675 11 ай бұрын
One said bichar
@Premlalgopal-fi7tj
@Premlalgopal-fi7tj 11 ай бұрын
Good bless you both
@Prakash1947
@Prakash1947 10 ай бұрын
Bhai mane aga bahut paisa income kara tapare baha hua. Kou episode re b dhani loka nku mu dekhuni. Jia b asuchi semane economically weak.
@hariharharihar1800
@hariharharihar1800 11 ай бұрын
Lawer sir nkar good judgement
@kalucharankalu
@kalucharankalu 11 ай бұрын
Asar alok timku thanks
@beherasagar9745
@beherasagar9745 7 ай бұрын
ପରି ବାର ମିଶିଲା ବହୁତ ଖୁସି ଲାଗିଲା ଜୟ ଜଗନ୍ନାଥ
@laxmipriyabiswal9942
@laxmipriyabiswal9942 11 ай бұрын
Bhut vala
@rasmotarina4985
@rasmotarina4985 11 ай бұрын
Jay jagannath 🙏🙏🙏
@sabitaprusty8035
@sabitaprusty8035 11 ай бұрын
ଆଜିକାଲି ଏ ମୋବାଇଲ ଫୋନ ପାଇଁ ସବୁ କଥା ସାଙ୍ଗେ ସାଙ୍ଗେ ସବୁ କଥା ପ୍ରଚାର ହୋଇ ଯାଉଛି। ଆଗରୁ ଚିଠି ପତ୍ର ର ଆଦାନ ପ୍ରଦାନ ଥିଲା। ମୋବାଇଲ ଫୋନ ଯେତିକି ସୁବିଧା ସେତିକି ଅସୁବିଧା। ମାନେ ପରିବାର ରେ ଅଶାନ୍ତି। ମେନ୍ ବୁଝା ମଣା ଠିକ୍ ହେବା ଦରକାର।
@bharatpradhan2462
@bharatpradhan2462 11 ай бұрын
ପବଲିକ ମନେରଖିବା କଥା ବହୁ କଉଠୁ ଅଣାଜାଇଛୀ. ଆଉ ସେଠାକାର ଗତି ପ୍ରକୁତି କଣ ଭୁଲିଜିବା.
@akashku10
@akashku10 10 ай бұрын
Sukanta sir you are relly great
@ncr9358
@ncr9358 10 ай бұрын
Good luck with this capl
@arjunkumar-zq1rf
@arjunkumar-zq1rf Ай бұрын
ଶଶୁର ର ପ୍ରବଳ ଦୋଷ ଜଣା ପଡ଼ୁଛି😮
@chandrasekharnayak8871
@chandrasekharnayak8871 11 ай бұрын
❤ iam very happy, enjoy a new life,
@krushnachandranayak2111
@krushnachandranayak2111 11 ай бұрын
Jay Jagannath 🙏🙏🙏
@soumyaannodyne
@soumyaannodyne 5 ай бұрын
Jay jagannath tanku khushire rakhantu
@MantuSwain-e1b
@MantuSwain-e1b 8 ай бұрын
Bhangi jaithiba family ku puni thare sajadi deba you are great sir
@ramv6583
@ramv6583 11 ай бұрын
So good shushnta sir
@diptimayeeswain7434
@diptimayeeswain7434 11 ай бұрын
Right sir 😊
@bababhai3657
@bababhai3657 11 ай бұрын
Ati sundar ❤😊
@KunalNayak-u8d
@KunalNayak-u8d 11 ай бұрын
Right.sir
@GangadharSahu-p8e
@GangadharSahu-p8e 11 ай бұрын
Sia &mam apan nka jorjment very nice
@KISHANKUMAR-xw9jq
@KISHANKUMAR-xw9jq 11 ай бұрын
Good work otv
@RameshMohanty-p1f
@RameshMohanty-p1f Ай бұрын
Very good .
@odishajhiaodishi4255
@odishajhiaodishi4255 11 ай бұрын
Apana mane ama mananku kandei dauchanti sir 😢🙏🙏🙏🙏🙏🙏🙏🙏🙏🙏🙏🙏🙏🙏👍👍 apan mane emti agaku success achieve karantu jaya jagannath
@rataibeshra7876
@rataibeshra7876 11 ай бұрын
Good
Jibana Do Chhakire Ashara Alok Ep 376   05 AUG 2023
44:59
А ВЫ ЛЮБИТЕ ШКОЛУ?? #shorts
00:20
Паша Осадчий
Рет қаралды 8 МЛН
Dalema Ku Rakhibi Nai//Odia Comedy//Funny Angulia//Khordha Toka
29:41
Funny Angulia
Рет қаралды 6 МЛН
Jibana Do Chhakire Ashara Alok Ep 373   15 JULY 2023
45:51
А ВЫ ЛЮБИТЕ ШКОЛУ?? #shorts
00:20
Паша Осадчий
Рет қаралды 8 МЛН