JISU MU TUMAKU HRUDE RAKHIBI | ANTARA CHAKRABARTY | NEW ODIA CHRISTIAN SONG | AMIT BADANAYAK

  Рет қаралды 916,889

Amit Badanayak

Amit Badanayak

Күн бұрын

JISU MU TUMAKU HRUDE RAKHIBI || ଯୀଶୁ ମୁଁ ତୁମକୁ ହୃଦେ ରଖିବି || STUDIO VERSION || ANTARA CHAKRABARTY || LYRICS AND MUSIC AMIT BADANAYAK || NEW ODIA CHRISTIAN SONG 2020
FULL LYRICS
ଯୀଶୁ ମୁଁ ତୁମକୁ ହୃଦେ ରଖିବି
ମନ ପ୍ରାଣ ଦେଇ ପୂଜା କରିବି
ସଞ୍ଜ ସକାଳେ ମୁଁ ମଧ୍ୟାହ୍ନ କାଳେ (୨ଥର)
ତୁମ ନାମ ଭଜୁଥିବି.....
ଯୀଶୁ ମୁଁ ତୁମକୁ ହୃଦେ ରଖିବି
ମନ ପ୍ରାଣ ଦେଇ ପୂଜା କରିବି...=୦=
ତୁମ ପ୍ରେମ ମୁଁ ସ୍ମରିବି
ତୁମ ଗୁଣ ମୁଁ ଗାଇବି
ତୁମ ସେବା ମୁଁ କରିବି
ତୁମ ଆଜ୍ଞା ମୁଁ ମାନିବି
ପ୍ରାତଃ କାଳରେ ଦିବା ରଜନୀରେ (୨ଥର)
ପ୍ରାର୍ଥନାରେ ଜାଗି ରହିବି.....
ଯୀଶୁ ମୁଁ ତୁମକୁ ହୃଦେ ରଖିବି
ମନ ପ୍ରାଣ ଦେଇ ପୂଜା କରିବି...=୦=
ତୁମ ରବ ମୁଁ ଶୁଣିବି
ତୁମ ବାକ୍ୟ ମୁଁ ପଢିବି
ତୁମ ପଛେ ମୁଁ ଚାଲିବି
ତୁମ ବିଧି ମୁଁ ଶିଖିବି
ସ୍ଥିର ଚିତ୍ତରେ ଭୟ ଭକତିରେ
ତୁମ ସ୍ତୁତି କରୁଥିବି .....
ଯୀଶୁ ମୁଁ ତୁମକୁ ହୃଦେ ରଖିବି
ମନ ପ୍ରାଣ ଦେଇ ପୂଜା କରିବି...=୦=
ଗୀତ ରଚନା ଓ ସ୍ୱର ସଂଯୋଜନା
ଅମିତ୍ ବଡ଼ନାୟକ (ଶିକ୍ଷକ)
(8895583382)
କଣ୍ଠଦାନ - ଅନ୍ତରା ଚକ୍ରବର୍ତ୍ତୀ
Amit Badanayak KZbin Channel is Presenting The Studio Version of the most waited new odia christian song "Jisu Mu Tumaku Hrude Rakhibi" Nicely Sung by Antara Chakrabarty. Lyrics and Music Direction by Amit Badanayak. Kindly Watch The Studio Version and be blessed.
SONG CREDITS :
* SONG : ଯୀଶୁ ମୁଁ ତୁମକୁ ହୃଦେ ରଖିବି (Studio Version)
* SINGER : Antara Chakrabarty
* LYRICS : Amit Badanayak
* MUSIC : Amit Badanayak (8895583382)
* Music Arrangement : Amit & Chinu
* Recording & Mixing : MRR STUDIO, CUTTACK
* Recordist : Saktiswar mohapatra
* Edited by : Amit Badanayak
* Music label : AB music
* WhatsApp : 8895583382
* Contact : 7978601423
" Amit Badanayak "ଙ୍କ ଦ୍ଵାରା ପ୍ରସ୍ତୁତ ଏହି Studio Version ଭଡିଓଟି ଯଦି ଭଲ ଲାଗିଥାଏ ତେବେ " Amit Badanayak " KZbin channel କୁ like , comment ଏବଂ share କରନ୍ତୁ। ଆମ ସହ ଯୋଡ଼ି ହୋଇ ରହିବା ପାଇଁ ଏବଂ ସବୁଦିନ ନୂଆ ନୂଆ ଖ୍ରୀଷ୍ଟୀୟ ଭକ୍ତି ସଙ୍ଗୀତ ର notification ପାଇବା ପାଇଁ " Amit Badanayak " KZbin channel କୁ subscribe କରନ୍ତୁ ଏବଂ bell button 🔔 ନିଶ୍ଚୟ press କରନ୍ତୁ ।। ଧନ୍ୟବାଦ ।। PRAISE THE LORD ||
#jisumutumakuhruderakhibi
#newodiachristiansong
#antarachakrabarty
#amitbadanayak
!!* ANTI-PIRACY WARNING *!!
This content is copyright to Amit Badanayak. Any unauthorized reproduction redistribution, re-upload (audio or video) is strictly prohibited of this material. Legal action will be taken against those who violate this copyright material presented.

Пікірлер: 1 200
Morning blessings// Morning Prayer by Mathew Digal.
30:41
MATHEW DIGAL
Рет қаралды 251 М.
这三姐弟太会藏了!#小丑#天使#路飞#家庭#搞笑
00:24
家庭搞笑日记
Рет қаралды 121 МЛН
Blue Food VS Red Food Emoji Mukbang
00:33
MOOMOO STUDIO [무무 스튜디오]
Рет қаралды 35 МЛН
Best Hindi Christian Songs | Morning Praise and Worship Songs | Worship Songs
26:53
Bhala Lage Mate Jisu Nama
7:33
Human Sagar - Topic
Рет қаралды 43 М.
DHALI DIA TUMA PABITRA ATMA LYRICS SONG II SINGER - AMIT PANI
7:01
God's Loves 316
Рет қаралды 425 М.
这三姐弟太会藏了!#小丑#天使#路飞#家庭#搞笑
00:24
家庭搞笑日记
Рет қаралды 121 МЛН