Рет қаралды 18,410
ବରଗଡ ଜିଲ୍ଲା ରାଜବୋରାସମ୍ବର ବ୍ଲକ ର ଗୁଟେ ସୁନ୍ଦର ଗାଁ ଦହିଗାଁ । ଇ ଗାଁରେ ଅନେକ ପ୍ରକାରର୍ ଲୋକ ଆଉ ପୁରୁଣା କଳାକାର୍ ଦେଖବାର୍ କେ ପାଏବେ । ପୂର୍ବେ ଇ ଗାଁରେ ଦେବତା ମାନକର୍ ବାସ ଥିଲା ହେଥିର୍ ଲାଗି ଗାଁ ର ନାଁ ଦେଗାଁ ବୋଲି କହୁଥିଲେ । ପରେ ପରେ ଇ ଗାଁରେ କେତନି ଟେ ଗାଏ,ଦାମୁର୍, ଭଏଁଷ ରଖୁଥିଲେ ଆଉ ବହୁତ ଟେ ଦହି ,ଗୁରସ ମିଲୁଥିଲା ବୋଲି ଇ ଗାଁର ନାଁ ଦେଗାଁ ରୁ ଦହିଗାଁ ବୋଲି ରଖଲେ ।
ଆପଣ ମାନେ ଯଦି ଚାହୁଁଛନ୍ ଆପଣଙ୍କ ର ଗାଁ ବି ଦୁନିଆଁ ଦେଖୁ । ଆମର୍ ସାଙ୍ଗେ ଯୋଗାଯୋଗ କରୁନ୍ ,ଆମେ ଦେଖାମୁ ଆପଣଙ୍କର ଗାଁ ।
ଯୋଗାଯୋଗ ଠିକନା
6370685750
ମେନେଜର୍
#jr_sushant
#Dahigaon
#old_culture