Justice Biswanath Rath admires the step of the Government of Odisha to form the new Law Commission

  Рет қаралды 2,576

Kalinga TV

Kalinga TV

Күн бұрын

Пікірлер: 5
@asutosh501
@asutosh501 6 сағат бұрын
🙏🙏ହୋମଗାର୍ଡ ମାନଙ୍କୁ ଗଲା ସରକାରଙ୍କ ପୋଲିସ ଡିପାର୍ଟମେଣ୍ଟ ଆମ ହୋମଗାର୍ଡ ମାନଙ୍କୁ ବିଭିନ୍ନ ମିଛ କେଶ ରେ ଯୋଡି, ଜଣକ ନାମରେ କିଛି କେଶ ନଥିଲେ ବି ଡ଼ିପାର୍ଟମେଣ୍ଟ ଜଣକ ଦୋଷ ରେ ଆଉ ଅନ୍ୟ ଜଣକୁ ସେଥିରେ ଯୋଡି ଚାକିରିରୁ ବହିଷ୍କାର କରୁଛନ୍ତି ଵା କରାଯାଉଛି.. ହୋମଗାର୍ଡମାନଙ୍କୁ କଣ ଖାଲି ଚାକିରିରୁ ବହିଷ୍କାର କରିବାର ପ୍ରାଧାନ୍ୟ ଅଛି. ବଡବଡ଼ିଆବାବୁ ମାନଙ୍କୁ କଣ ଖାଲି କ୍ଷମତା ଦିଆଯାଇଛି ହୋମଗାର୍ଡମାନଙ୍କୁ ବହିଷ୍କାର କରିବାକୁ. ଭୁଲଥିଲେ ତା ପାଇଁ କଣ ଆଉ ଅନ୍ୟ କିଛି ଦଣ୍ଡବିଧାନ ଲେଖା ନାହିଁ. ହୋମଗାର୍ଡ ରୁଲ୍ସ ରେ କେବଳ ବହିଷ୍କାର ଛଡା ଅନ୍ୟ ଦଣ୍ଡ ବିଧାନ ନାହିଁ କି..ପୋଲିସ ରେଗୁଲାର କର୍ମଚାରୀ ଜେଲରୁ ଫେରି ଚାକିରୀ କରୁଛନ୍ତି, ବଡବଡ଼ବାବୁମାନେ ଭିଜିଲାନ୍ସ ଟ୍ରାପିଙ୍ଗ ହୋଇ ପୁନର୍ବାର ଚାକିରୀ କରୁଛନ୍ତି.ଜଣଙ୍କ ନାମରେ FIR ଥିଲେ ବି ସରକାରୀ ଚାକିରୀ କରିପାରୁଛି. ହେଲେ ହୋମଗାର୍ଡମାନଙ୍କୁ ଖାଲି ଚାକିରିରୁ ବହିଷ୍କାର ଭଳି ଦଣ୍ଡ ଛଡା ଅନ୍ୟ କିଛି ଦଣ୍ଡ ମିଳିଲା ନାହିଁ. ଛୋଟ ହେଉ ଅବା ବଡ଼ ଭୁଲ ହୋମଗାର୍ଡମାନଙ୍କୁ କେବଳ ବହିଷ୍କାର ଛଡା ଅନ୍ୟ ଦଣ୍ଡ ଆଜି ପର୍ଯ୍ୟନ୍ତ କାହାରିକୁ ମିଳିଲା ନାହିଁ, ସରକାର ଏଥିପ୍ରତି ନଜର ଦେବା ଦରକାର.ଏହାକୁ କୌଣସି ରାଜନୈତିକ ବ୍ୟକ୍ତିବିଶେଷ କିମ୍ବା କୌଣସି ନ୍ୟୁଜ ଚ୍ୟାନେଲ ଅନ୍ୟାନ୍ୟ ସଂଗଠନ କେହି ଏ ବିଷୟରେ ମୁଁହ ଖୋଲୁନାହାନ୍ତି କି କହୁନାହାନ୍ତି. ସେଥିପାଇଁ ପୋଲିସ ଡିପାର୍ଟମେଣ୍ଟ ମନଇଛା ହୋମଗାର୍ଡମାନଙ୍କ ଉପରେ ଜୁଲମ ଚଲାଇଛନ୍ତି. କେବେ ହୋମଗାର୍ଡମାନେ ଏଭଳି ଇଂଗ୍ରେଜ ପୋଲିସବାବୁମାନଙ୍କଠାରୁ ସ୍ୱାଧୀନତା ପାଇବ. ମୋର ସରକାରଙ୍କୁ ନିବେଦନ ଆମ ହୋମଗାର୍ଡଙ୍କ ପ୍ରତି କରାଯାଇଥିବା ଅନ୍ୟାୟକୁ ପୁନଃ ବିଚାର କରି ସରକାର ଆମମାନଙ୍କୁ ନ୍ୟାୟ ଦିଅନ୍ତୁ.🙏🙏
@DharmendraSahoo-mz6xn
@DharmendraSahoo-mz6xn 17 сағат бұрын
Sir, ଆପଣ ବିନା ପକ୍ଷପାତିତା ର ସାଧାରଣ ଲୋକଙ୍କୁ ନାୟ ପ୍ରଦାନ କରନ୍ତୁ
@NirojDash-fl8zt
@NirojDash-fl8zt 18 сағат бұрын
Jami ra kisam change darakar
@MANASSIR24
@MANASSIR24 5 сағат бұрын
ରତ୍ନଭଣ୍ଡାର ରୁ କଣ କଣ ମିଳିଲା ଆମେ ଜାଣିପାରିଲୁନି । ରତ୍ନଭଣ୍ଡାର ଖୋଲାର ସୁଫଳ କଣ ଆମେ ପାଇପାରିଲୁନି
@KanyajumariDas
@KanyajumariDas 18 сағат бұрын
Sir mura bahut problem. 1=Purusha Commission Darakar achi...