କାନ ଧରୁଛୁ B.ed କରି ଭୁଲ୍ ହେଇଗଲା ! Non B.ed Teacher recruitment, candidate protest, Bhubaneswar.

  Рет қаралды 206,132

Pratidin TV

Pratidin TV

Күн бұрын

Пікірлер: 619
@narendrabariha4668
@narendrabariha4668 2 ай бұрын
संस्कृत भाषा ର specific ରହିଛି।ତେଣୁ ଜଣେ ସଂସ୍କୃତ ଭାଷାରେ ଶିକ୍ଷାଶାସ୍ତ୍ରୀ କରିଥିବା candidate ହିଁ ସଂସ୍କୃତ ଶିକ୍ଷକ ହେବା ଉଚିତ୍।
@niraartacademy
@niraartacademy Ай бұрын
@@narendrabariha4668 sanskrit honours bala b podhei paribe with normal b Ed
@SatyamShibam-l3x
@SatyamShibam-l3x Ай бұрын
@@narendrabariha4668 ,ଠିକ଼୍କଥା । ହେଲେ Entrance ଦେବାରେ ଅସୁବିଧା କଣ ଅଛି ?
@jayantakumarparida1625
@jayantakumarparida1625 2 ай бұрын
କାହାକୁ କହିବା କପାଳରେ ସିନା କର ମାରିବା। ଯେଉଁଠି ବିଜ୍ଞାନ ଶିକ୍ଷକମାନେ ମାତୃଭାଷା ଓଡ଼ିଆ ପଢ଼ାଉଛନ୍ତି।ଏହି ହେଉଛି ଆମ ଓଡ଼ିଆ ଅସ୍ମିତା।
@swapnilpattnayak6193
@swapnilpattnayak6193 2 ай бұрын
@@jayantakumarparida1625 sir eata sarkar nka bhool, apano sarakar nku kuhantu vigyana sikhyaka nku kahni ki ingita Karu chanti , sarkar niyamo badalau nahati boli kn science teacher dai
@Satyabhamapattanayak
@Satyabhamapattanayak Ай бұрын
Sata Katha sir odia honours re re BA karichi bekar basichi
@naikfoods
@naikfoods 2 ай бұрын
जयतु संस्कृतम् जयतु भारतम्
@bebilipsabiswal8605
@bebilipsabiswal8605 2 ай бұрын
ସଂସ୍କୃତ ଆଉ ହିନ୍ଦୀ ଶିକ୍ଷକ tgt ରେ କେବଳ ନିଜ ବିଷୟରେ ଆବେଦନ କରିପାରିବେ, ତେବେ ଅନ୍ୟମାନେ କଣ ପାଇଁ ହିନ୍ଦୀ ଓ ସଂସ୍କୃତ ରେ ଆବେଦନ କରିବେ। ଭାଷା କୁ ଏତେ ଅପମାନ କଣ ପାଇଁ ?କଣ art's ପିଲା CBZ ଆଉ pcm ରେ ଆବେଦନ କରୁଛନ୍ତି କି? OAVS ରେ ହିନ୍ଦୀ ଆଉ ସଂସ୍କୃତ post ହିଁ ବହାରୁନି, ତବେ ଆଶାୟୀ ମାନେ କଣ କରିବେ? ମୁଁ ଆଶାୟୀ ନୁହଁ, କିନ୍ତୁ ଏମାନଙ୍କର ଦାବି କୁ support କରୁଛି।
@रश्मिरञ्जनप्रधानः
@रश्मिरञ्जनप्रधानः 2 ай бұрын
ଧନ୍ୟବାଦ ଭଉନି
@basudevbehera1747
@basudevbehera1747 2 ай бұрын
Bhauni hindi au sanskrit arts re hin duta subject seita bodhe bhulijauchhannti . Arts re bi hindi au sanskrit ki bi allow karichi. Au gote Katha kahiba ame manibhu science ta nuhe hindi ki sanskriti
@wnwplleader
@wnwplleader 2 ай бұрын
Thank u bhai
@manojbarik3588
@manojbarik3588 2 ай бұрын
Tume thakuchha...tume b Jane Hindi pilaa naaa????sata kuha....but thik kathaa kahuchha
@swapnilpattnayak6193
@swapnilpattnayak6193 2 ай бұрын
@@bebilipsabiswal8605 eata sarkar ra bhool sarkar niyamo change koriba kotha , semiti re Jodi kou pilla ra CBZ ki PCM na hue ta se obviously ea job koriba ku posand karibo , semiti re ea samaya re government job te paiba bahutt kasta ta se kahni ki chadibo , sampurna bhool achi sarkar nkara se kichi gote niyamo change Karu nahanti jaha chali thila taha chalu
@Dirty_Politics_365.
@Dirty_Politics_365. 2 ай бұрын
ମୁଁ ଜଣେ general b.ed ଅଧିକାରୀ କିନ୍ତୁ ଏହି ଭାଇ ଭଉଣୀ ମାନଙ୍କ ଦାବି ଯୁକ୍ତିଯୁକ୍ତ।
@DebasisParida-ex7rl
@DebasisParida-ex7rl 2 ай бұрын
Prelims ଡ଼ର ଆଉ କିଛି ନୁହେଁ
@AnnapurnaJena-h5d
@AnnapurnaJena-h5d 2 ай бұрын
​@@DebasisParida-ex7rlAndhra bed 😂😂
@DebasisParida-ex7rl
@DebasisParida-ex7rl 2 ай бұрын
@@AnnapurnaJena-h5d ଓଡ଼ିଶା govt re seat kete kahine please didi
@DebasisParida-ex7rl
@DebasisParida-ex7rl 2 ай бұрын
Au apana nkara kn odisha govt b.ed tebe kou post re achhanti apana
@SushantaBakul
@SushantaBakul 2 ай бұрын
Bhaj laguchhi na kn
@jyotirekhabej8
@jyotirekhabej8 2 ай бұрын
We need justice Pura thik kotha
@ODIACartoonTV100k
@ODIACartoonTV100k 2 ай бұрын
ତମେ bed କରୁଥିଲ ତାହେଲେ ତମେ job ପାଉନ କାହିଁକି General bed pila କେମିତି ପାଇଯାଉଛନ୍ତି ତାହେଲେ ତମ ଠୁ General BED ପିଲା ଅଧିକ intelligence 😂 ତମେ ପରା କେବଳ Hindi, sankrit ରେ କରିଛ ପାଇବା କଥା ଗଧ ମାନେ ସବୁ ଠୁ Hindi sankarti ରେ ଛୁଆ କମ ହେଲେ ବି ଅବଜେକ୍ସନ
@moviezone5828
@moviezone5828 Ай бұрын
Tamara kou bed kiii ?????
@jyotirekhabej8
@jyotirekhabej8 Ай бұрын
@moviezone5828 Sikshya sastri n ur
@Kusharajofficial
@Kusharajofficial 2 ай бұрын
Bhai mu bi Keonjhar district ru belong kare ....Tama katha Bhai bahut bhala lagilaa au confidence saha kahuchanti Bhai thank you so much ....😊❤
@durgashankar8156
@durgashankar8156 2 ай бұрын
ଧନ୍ୟବାଦ୍ ଯୋଉ ଭାଇ ଭଉଣୀ ମାନେ ସଂସ୍କୃତ ପାଇଁ ଲଢ଼ୁଛନ୍ତି । ବିନା entrance ପଇସା ଦେଇ B.Ed କରି ଶିକ୍ଷକ ହେବା ଗୋଟେ ଦୁର୍ଭାଗ୍ୟର ବିଷୟ । କିନ୍ତୁ ହଜାର ହଜାର ଶିକ୍ଷାଶାସ୍ତ୍ରୀ କରି ବେକାର ରହିବେ ।
@PinakiMisra-vh7iu
@PinakiMisra-vh7iu 2 ай бұрын
जयतु संस्कृतम् जयतु भारतम् जयतु संस्कृतम्
@MonalisaBhuyan-v8j
@MonalisaBhuyan-v8j 2 ай бұрын
Tq pratidina
@sujitrout2819
@sujitrout2819 2 ай бұрын
ହିନ୍ଦୀ ଆଉ ସଂସ୍କୃତ B. Ed ପିଲା ଚାହୁଁଛନ୍ତି ଜେନେରାଲ୍ B.Ed ପିଲା ଆମ ପୋଷ୍ଟ ନେଇଯାଉଛନ୍ତି ହେଲେ କେମିତି ନେଉଛନ୍ତି ସରକାରଙ୍କ ଦ୍ଵାରା ପରୀକ୍ଷାରେ ପରିଶ୍ରମ କରି ପାଠ ପଢ଼ି ନେଉଛନ୍ତି, ତମେ ମାନେ ସଂସ୍କୃତ ରେ B.ed କରିଛ ତମର ଅଧିକ ଜ୍ଞାନ ଥିବା କଥା ହେଲେ ଜଣେ ଅଣସଂସ୍କୃତ ପିଲା ତୁମ ବିଷୟରେ ପଢ଼ିକି ଚାକିରୀ କରୁଛି ତୁମମାନଙ୍କୁ ଲାଜ ଲାଗିବା କଥା.
@nikkinikhil207
@nikkinikhil207 2 ай бұрын
Tu pua gote kama arts pilanku kaha se jee & Neet exam debe
@adorablemeera7477
@adorablemeera7477 2 ай бұрын
Bhai tike contact karo mate chalo ame b strick kariba
@gourangacharanmaharana9425
@gourangacharanmaharana9425 2 ай бұрын
Right 100%
@gourangacharanmaharana9425
@gourangacharanmaharana9425 2 ай бұрын
Hmm Chala aame bi strike kariba
@shreyasony7378
@shreyasony7378 2 ай бұрын
Ooo ghosi ghosi teacher heijiba??????kete janicha kabya sastra....?????kete janicha vasha bigyan??????? So......vasan marantuni Jadi general bed pila hindi au Sanskrit teacher heiparibe ...ta hindi sanskrit bed karithila pila nku b general bed ra post re allow kariki dekhao..... dekhiba kete sahas
@laxmipradhan6785
@laxmipradhan6785 2 ай бұрын
जय तु संस्कृतम् जय तु भारतम् 🙏
@tapurinkucreation8438
@tapurinkucreation8438 20 күн бұрын
ଆରେ ଭାଇ.... B. Ed ହେଉଛି ଗୋଟେ ଟ୍ରେନିଂ course, ଟିକେ ଭଲସେ ବୁଝ. ଟ୍ରେନିଂ course ମାନେ ପିଲା ଙ୍କୁ କେଉଁ ଶୈଳୀରେ ପଢ଼େଇବାକୁ ପଡେ ତାହା ଆମକୁ ବି. ଇଡି course ରେ ଶିକ୍ଷା ଦିଆଯାଏ, ଏଠାରେ ଶିକ୍ଷା ଦିଆ ଯାଏ ନାହିଁ କି ପିଲା ଙ୍କୁ ସଂସ୍କୃତ ଭାଷା କି ହିନ୍ଦୀ ଭାଷା ଶିଖାଅ ବୋଲି. ତେଣୁ ଯେହେତୁ ତୁମେ ସଂସ୍କୃତ ଭାଷାରେ graduation କରିଛ ତେଣୁ ତୁମେ ସଂସ୍କୃତ ଭାଷା କୁ ଚୟନ କରି ସେଇଥିରେ ନିଜର ଟ୍ରେନିଂ ପ୍ରୋଗ୍ରାମ ବା ବି. ଇଡି କୁ ଶେଷ କଲ, ତା ମାନେ ନୁହେଁ ତୁମେ ସଂସ୍କୃତ ଭାଷା ରଖି ବି. ଇଡି କରିଛ ବୋଲି ତୁମେ ସଂସ୍କୃତ ଭାଷା ପିଲା ଙ୍କୁ ଶିଖେଇବ. ତୁମେ ଯଦି ସଂସ୍କୃତ ରେ pG କରିଛ ତେବେ ତୁମେ ଜଣେ ସଂସ୍କୃତ ଭାଷାରେ ବିଜ୍ଞ ବୋଲି ପ୍ରମାଣିତ. ତେଣୁ teaching ଟ୍ରେନିଂ/ B. Ed ଜଣେ କେଉଁ ବି ଭାଷା ଚୟନ କରି course ସମାପ୍ତ କରି ପାରିବ. ତା ମାନେ ନୁହେଁ ସେ ସେହି ବିଷୟର ଶିକ୍ଷକ ହେବ. ବି. ଇଡି ଗୋଟେ ଶିକ୍ଷକ ହେବା ପାଇଁ ତାଲିମ course.. ଏବଂ ସେଥିପାଇଁ ପାଇଁ ତାଲିମ ସରିବା ପରେ ଓଡ଼ିଶାରେ ଶିକ୍ଷକ ହେବାକୁ... OSSTET ଭଳି ପରୀକ୍ଷା ର ବ୍ୟବସ୍ଥା ସରକାର ତ କରିଛନ୍ତି. ଏଥିରେ ଯେଉଁ ବିଷୟରେ ଜଣେ ଉତୀର୍ଣ୍ଣ ହେବ ସେ ହିଁ ସେହି ବିଷୟରେ ଶିକ୍ଷକ ହେବ. ତୁମେ ମାନେ ଯଦି ସଂସ୍କୃତ ରେ ବା ହିନ୍ଦୀ ରେ ବି. ଇଡି କରି ଏତେ ପାରଙ୍ଗମ ଅଛ ବୋଲି ଭାବୁଛ, ତାହେଲେ ଜଣେ ଜେନେରାଲ ବି.ଇଡି ପିଲା ତମ seat ତମ ଠୁ ନେଇଯିବ ବୋଲି ତୁମେ କାହିଁକି ଚିନ୍ତା କରୁଛ, ତାହେଲେ ତୁମେ ସଂସ୍କୃତ ରେ ଦୁର୍ବଳ ବୋଲି ନିଜ କୁ ନିଜେ ପ୍ରମାଣିତ କରୁଛ. ଜଣେ ଜେନେରାଲ ବି. ଇଡି ପିଲା ତୁମ ଠୁ ତୁମ ବିଷୟରେ ଏତେ ଅଧିକ ଜ୍ଞାନ କେମିତି ଆହୋରଣ କରିବ ଯେ.. ସେ Sanskrit Osstet ଓ Sanskrit RHT, LTR ଭଳି ମହା ପରୀକ୍ଷା କୁ ଅତିକ୍ରମ କରିଯିବା, ତାହା ପୁଣି ତୁମ ସଂସ୍କୃତ / ହିନ୍ଦୀ ପିଲା ଙ୍କୁ ପଛରେ ପକେଇ 😁 ଏହା କେମିତି ସମ୍ଭବ? ତୁମେ ମାନେ କାହିଁକି ଆନ୍ଦୋଳନ କରୁଛ ଓ ସରକାର ଙ୍କୁ ଦୋଷ ଦେଉଛ ତାହା ବୁଝି ହେଉନାହିଁ, ନିଜେ ହଗିବନି କି ପଦା ଛାଡିବନି 😂 ନା କଣ???
@anupbhol5562
@anupbhol5562 2 ай бұрын
वन्दे संस्कृतमातरम् ❤
@pujabehera5685
@pujabehera5685 2 ай бұрын
ଗୁରୁ ବିନା ଜୀବନ ହିଁ ଅନ୍ଧକାର ମୟ.....ସେ ସରକାରଙ୍କ ର ବି ଗୁରୁ ଅଛନ୍ତି ଜୀବନ ରେ.... ପ୍ରଭୁ 🙏 କେବେ ଆଉ ଅବତାର ନେବ ଆଉ ଦୁଷ୍ଟ ବଦମାସ୍ ଝାବଡ ମାନଙ୍କୁ ଶାସ୍ତି ଦେଵ
@PrasantaMohapatra-yg8fo
@PrasantaMohapatra-yg8fo 2 ай бұрын
ଏ ସରକାର ବିଜେଡି ର ଵି ଟିମ୍........... ଏ ସରକାର ର ସ୍ଥାୟୀତ୍ବ ବିଜେଡିର ଦାୟିତ୍ୱ।। କାରଣ..... ଯେଉଁମାନଙ୍କର ପ୍ରଚେଷ୍ଟାରେ ଏ ସରକାର କ୍ଷମତାସିନ ହେଲା.... ସେମାନେ ଆଜି ଅବହେଳିତ , ଉପେକ୍ଷିତ, ତେଣୁ ଆପଣମାନଙ୍କ ଅଵସ୍ତା ସେଇଆ ହେଵାରେ କିଛି ବିଚିତ୍ରତା ନୁହ.। ଏଠି ଆଉ କଣ ଆଶାକରାଯିବା ଦରକାର।।
@RupNarayanMajhi
@RupNarayanMajhi 2 ай бұрын
ନବୀନ ବାବୁ ନିଜେ BJP ର product
@रश्मिरञ्जनप्रधानः
@रश्मिरञ्जनप्रधानः 2 ай бұрын
जयतु संस्कृतम्
@sureshsahoo2983
@sureshsahoo2983 2 ай бұрын
Right kahila bhauni 👍👍👍👏👏
@narendrabariha4668
@narendrabariha4668 2 ай бұрын
ଯଦି ଅଣ ସଂସ୍କୃତ ପିଲାମାନେ ସଂସ୍କୃତ ଶିକ୍ଷକ ପାଇଁ apply କରିପାରୁଛନ୍ତି, ତେବେ ସଂସ୍କୃତ ଭାଷାରେ ଶିକ୍ଷାଶାସ୍ତ୍ରୀ କରିଥିବା ପିଲାମାନେ ମଧ୍ୟ general subject ରେ ଆବେଦନ କରିପାରିବା କଥା। କାରଣ high school teacher ପାଇଁ b.ed skill ଦରକାର, ଭାଷାରେ କଣ ଅଛି? ସଂସ୍କୃତ ଭାଷାରେ ଶିକ୍ଷାଶାସ୍ତ୍ରୀ କରିଥିବା ପିଲାମାନଙ୍କ ପାଇଁ general subject ରେ teacher ହେବା ପାଇଁ ସରକାର announce କରୁ। ସରକାର୍ announce କରୁ,ଯେ ସମସ୍ତ ସଂସ୍କୃତ ଶିକ୍ଷାଶାସ୍ତ୍ରୀ candidate ସବୁ subject ରେ apply କରିବା ପାଇଁ eligible (science, English,geog, history,mil.....), am I right 👍👍
@PujaraniPradhan-ne5lr
@PujaraniPradhan-ne5lr Ай бұрын
Apono bodhe Jani nahanti.... Eita bi allow achhi.. Sanskrit B.ed pila bi Arts re apply kariparibe.... Ei Mane ajatha re ranga dekhauchanti.... Are bhai Mora arts... Mu Janichi.... Yanko bhitoru 50 ta asile bi Mo saha ... History Geography au English Odia re paribe nahin.
@pravasranjannayak2144
@pravasranjannayak2144 2 ай бұрын
Absolutely right
@sudamrout9048
@sudamrout9048 2 ай бұрын
CORRECT
@tophanswain6027
@tophanswain6027 2 ай бұрын
ତୁମ୍ଭ ମାନଙ୍କର ସମସ୍ୟା ହେଉଛି ପ୍ରିଲିମିନାରୀ ପରୀକ୍ଷା । ଯଦି ଅଧିକ ପିଲା ମାନେ apply କରିବେ ତ ପ୍ରିଲିମିନାରୀ ପରୀକ୍ଷା ହେବ ହେବା ବି ଦରକାର ନହେଲେ TGT ARTS/PCM/CBZ ପିଲା ମାନଙ୍କ ପ୍ରିଲିମିନାରୀ ପରୀକ୍ଷା ଉଠାଯାଉ । ଗୋଟେ inequality ରହିଯିବ ସଂସ୍କୃତ ଭାଷାରେ ପରୀକ୍ଷା ଦେବା ଟା ସହଜ କଥା ନୁହେଁ ଯଦି ତୁମେ ମାନେ ସତରେ ସଂସ୍କୃତ ପଢ଼ିଛ ତେବେ ଡରିବାର କଣ ଅଛି ପରୀକ୍ଷା ହେଲେ ତମେ ମାନେ ହିଁ ଚାକିରି କରିବ
@AnnapurnaJena-h5d
@AnnapurnaJena-h5d 2 ай бұрын
Andhra bed Kari patha ghosi ghasi pass Kari chakiri Kari school re patha suna😂😂😂
@tophanswain6027
@tophanswain6027 2 ай бұрын
@@AnnapurnaJena-h5d nai madam emti kahibar Katha nuhe semane +2 shastri karichhanti. +3 upasastri karichhanti b .ed bi sanskrit re karichhanti semane dabi karibe na kintu prilimns diantu semane prilimns ku dariki ethi andolana karuchhanti😂 nehele actually problem tankara kichhi nai
@fanzone4755
@fanzone4755 2 ай бұрын
Jadi patha padhicha exam ku ete kn pai darucha jie dele kn heba
@bharati986
@bharati986 2 ай бұрын
ତମେ ଯାଇଥିଲ ବୋଧେ strike ku na ​@@tophanswain6027
@bharati986
@bharati986 2 ай бұрын
Patha padhicha jadi jaha kuhajauchi bujhiparuthibe apana।
@itishreesabar1891
@itishreesabar1891 2 ай бұрын
Good....lage raho.....👍👍
@prakashkumarjena.babusan.n3760
@prakashkumarjena.babusan.n3760 2 ай бұрын
ଜୟ ଜଗନ୍ନାଥ ଜୟ ବିଜେପି ଜୟ ମୋହନ ସରକାର 🙏🙏🙏🙏
@BlessR-l7x
@BlessR-l7x 2 ай бұрын
25 ବର୍ଷ ଶୁଇ ଥିଲ କି ବ୍ୟବସ୍ଥା ସବୁ କ୍ଷେତ୍ର ରେ ହୁଗୁଳି ଯାଇଛି ଦର୍ଯ୍ୟ ଧର ଚିତ୍କାର କଲେ କିଛି ହବନି
@kumarbabu2663
@kumarbabu2663 2 ай бұрын
ଉଚିତ ପଦକ୍ଷେପ.. ଲାଗେ ରହୋ 🙏🏻👍🏻😘
@poonammahatme6699
@poonammahatme6699 2 ай бұрын
ଏମାନେ ସବୁ ଡରୁଛନ୍ତି । ଭାବୁଛନ୍ତି ବିନା ପରୀକ୍ଷାରେ ଚାକିରି କରିବେ।
@mamatamohanta6802
@mamatamohanta6802 2 ай бұрын
ବିନା ପରୀକ୍ଷା ରେ କେହି ଆଉ ଚାକିରି ପାଉଛନ୍ତି ନା teachership ପାଇଁ
@104-dibyaranjansahoo4
@104-dibyaranjansahoo4 2 ай бұрын
Are tume nije Bina entrance re Andhra bed karichha ta au kan kahiba nijara ta okat nahi regular bed kariba pain.
@poonammahatme6699
@poonammahatme6699 2 ай бұрын
@@104-dibyaranjansahoo4 aare babu padha padhi kara samaya barbad karani u need only one post tame jadi thik se hardwork kariba Tama thu gote post kehi nei paribe nahi. Faltu re time waste karani. Au rahila mo katha mu junior teacher paichi and SSB tgt re select heichi. Smart hua murka bhalia huani.
@MamitaPanda-d2g
@MamitaPanda-d2g 2 ай бұрын
​@@poonammahatme6699 Jadi satare tame teacher bohut dukhara katha, tume semananka dabi suniparuna bodhe au thare dekha jaiki vdo first ru, ethi Bina exam re job paiba katha asila kouthu. Tume kn nijaku eka bhabucha jie exam deiki job karipariba boli mate ta kain laguni tume nije aga teacher thiba boli.
@hrudamahanta7005
@hrudamahanta7005 2 ай бұрын
Right
@mukeshmahakud4829
@mukeshmahakud4829 2 ай бұрын
Totally Valueless
@jashobantamajhi9898
@jashobantamajhi9898 2 ай бұрын
Very good sloka
@ProbingVisions
@ProbingVisions 2 ай бұрын
ବାସ୍ତବିକ୍ କଥାଟି ଯୁକ୍ତିଯୁକ୍ତ ❤👍
@shekharnayak7859
@shekharnayak7859 Ай бұрын
ଭାଇ ହିନ୍ଦୀ ଶିକ୍ଷକ ପାଇଁ ଭି special BEd ଦରକାର
@rajlaxmiray4980
@rajlaxmiray4980 2 ай бұрын
Perfect word
@wnwplleader
@wnwplleader 2 ай бұрын
Great Abinas bhai ସତ କହିଛନ୍ତି ଆମ ସଂସ୍କୃତ ପୋଷ୍ଟ କୁ କିଏ ନେଇଯିବ ଆମେ କେବେବି ତାଙ୍କୁ ଛାଡ଼ିବୁନି
@PubgHack-rm5gr
@PubgHack-rm5gr 2 ай бұрын
odia bi gote language English bi gote language sanskriti bi gote language Hindi bi gote language jadi odia ahu english re jadi general bed lagiba thahele sanskriti ahu hindi re kanhiki nhue sanskriti kan rocket science ki
@sujitrout2819
@sujitrout2819 2 ай бұрын
ଭୋକ ବିକଳରେ ତାଟିଆ କାମୁଡିବା ପରି ହେଉଛନ୍ତି ହିନ୍ଦୀ ଆଉ ସଂସ୍କୃତ ପିଲା ଆରେ ଭାଇ ସରକାର osstet aau CBT କଣ ପାଇଁ କରୁଛନ୍ତି ଗୋଟେ ଭଲ ଦକ୍ଷ ପିଲା ଆସୁ, ତମେ ପଢିକି ଦକ୍ଷ ହୁଏ ରାଲି କରନି
@PallabiMahanta-b4x
@PallabiMahanta-b4x 2 ай бұрын
A bhie nku dhanyabad
@sachipanda7966
@sachipanda7966 2 ай бұрын
You are a good weiter and also mil teacher
@prangyanayak4330
@prangyanayak4330 2 ай бұрын
Thank you
@uhujhfhhgh8
@uhujhfhhgh8 2 ай бұрын
ନୂଆ ସରକାର ଆସିଛି... So ଅପଣଂକ ଦାବି ବିଷୟ ରେ ଅବଗତ ନାହାନ୍ତି.. ଆଗରୁ ଯାହା advertisement criteria ଥିଲା ତାକୁ copy paste କରି ଦେଇଛନ୍ତି.. ଶାନ୍ତି ପୂର୍ଣ୍ଣ ଭାବେ ଦୃଷ୍ଟି ଆକର୍ଷଣ କରନ୍ତୁ.. ଦାବି ପୂରଣ ହେବ ବୋଲି ଆଶା
@sajani567
@sajani567 2 ай бұрын
U r rt
@tahartunnessa410
@tahartunnessa410 2 ай бұрын
Right
@prasantsaan3799
@prasantsaan3799 2 ай бұрын
ଦାବୀ ଯୁକ୍ତି ଯୁକ୍ତ, ନ୍ୟାୟ ପାଇବା ଯୋଗ୍ୟ
@Utkalodisha-w8l
@Utkalodisha-w8l 2 ай бұрын
ଦକ୍ଷୀଣ ଭାରତ ହିନ୍ଦୀ ପ୍ରଚାର ସମିତି, ମାଡ୍ରାସ ରୁ ଯେଉଁମାନେ ହିନ୍ଦୀ B.Ed କରିଛନ୍ତି ସେମାନେ ସବୁ ବହି ପକେଇ ଟିପିକୀ ପାସ କରିଛନ୍ତି ଏହି କଥା ନିତ୍ୟାନ୍ତ ସତ କଥା ମିଡିଆ ଭାଇ ତୁମକୁ ଯଦି ଭରସା ନାହିଁ ଥରେ ଯାଇକି ଚେକ୍ କରି ଆସ 11 ଟା ହିନ୍ଦି BEd ସେଣ୍ଟର ଅଛି (ଆନ୍ଧ୍ର ପ୍ରଦେଶ ରେ 2 ଟା, ତେଲେଙ୍ଗାନା ରେ 1 ଟା, କର୍ଣ୍ଣାଟକ 5 ଟା, ତାମିଲନାଡୁ 1 ଟା ଏବଂ କେରଳ ରେ 2 ଟା)
@pinkibhue-z9h
@pinkibhue-z9h Ай бұрын
Right bhai
@hrushikeshparida7888
@hrushikeshparida7888 Ай бұрын
ସଂସ୍କୃତ ଭାଷାର ସ୍ୱତନ୍ତ୍ରତା ରହିଛି । ଯେଉଁମାନେ ସଂସ୍କୃତ ଭାଷାରେ ଶିକ୍ଷାଶାସ୍ତ୍ରୀ (B.ED) କରିଥିବେ ,କେବଳ ସେହିମାନେ ହିଁ ନିଯୁକ୍ତି ପାଇବାକୁ ଯୋଗ୍ୟ ବିବେଚିତ ହେବେ ।ଏବଂ ଏହା ସହିତ ପୂର୍ବ ସରକାରରେ ଏହି ଭାଷା ସହିତ ବୈଷୟିକ ଶିକ୍ଷାକୁ ଯାହା ଯୋଡ଼ା ହୋଇଛି,ତାହାକୁ ସମ୍ପୂର୍ଣ୍ଣ ଏହି ସରକାର ଉଚ୍ଛେଦ କରିବାକୁ ଅନୁରୋଧ।
@jnanaranjansahu
@jnanaranjansahu 2 ай бұрын
Correct, trained teachers required for specific subject
@SatyamShibam-l3x
@SatyamShibam-l3x 2 ай бұрын
ଏମାନଙ୍କର ଶିକ୍ଷାଗତ ଯୋଗ୍ଯତା ହେଲା, 'Without classroom education '. ଏମାନେ, Preliminary ପରୀକ୍ଷାରେ qualify କରିପାରିବେ କି ନାହିଁ, ସେଇଥିପାଇଁ ଡରୁଛନ୍ତି।
@Rkstudy77
@Rkstudy77 2 ай бұрын
Tu jadi ete padhichhu jaiki nija nija post re compitition karunu
@ODIACartoonTV100k
@ODIACartoonTV100k 2 ай бұрын
​@@Rkstudy77 ତମେ bed କରୁଥିଲ ତାହେଲେ ତମେ job ପାଉନ କାହିଁକି General bed pila କେମିତି ପାଇଯାଉଛନ୍ତି ତାହେଲେ ତମ ଠୁ General BED ପିଲା ଅଧିକ intelligence 😂 ତମେ ପରା କେବଳ Hindi, sankrit ରେ କରିଛ ପାଇବା କଥା ଗଧ ମାନେ ସବୁ ଠୁ Hindi sankarti ରେ ଛୁଆ କମ ହେଲେ ବି ଅବଜେକ୍ସନ
@sujitrout2819
@sujitrout2819 2 ай бұрын
B.ed କରିଥିବା sub ରେ ପଢ଼ିକି ପରୀକ୍ଷା ଦେବା ହେଉଛି ଅଭ୍ୟାସ ଅନ୍ୟ B. Ed କରି ସ୍ୱଳ୍ପ ସମୟରେ ପାଠ ପଢ଼ି ସରକାରଙ୍କ ଦ୍ଵାରା ପରିଚାଳିତ ପରୀକ୍ଷାରେ ପାସ୍ କରିବା ହେଉଛି talent 🫡🫡
@mamatamohanta6802
@mamatamohanta6802 2 ай бұрын
ସମସ୍ତେ ନିଜର ନିଜର field ରେ Hero . . ତେଣୁ without class room କହିବା ଟା ଠିକ୍ ନୁହଁ ।
@NamitaMajhi-yq2cg
@NamitaMajhi-yq2cg 2 ай бұрын
Yes
@dharmendramajhipqw3442
@dharmendramajhipqw3442 2 ай бұрын
Very good protect
@jayasahu9169
@jayasahu9169 2 ай бұрын
ମୂର୍ଖ ସରକାର......
@banamalibehera8781
@banamalibehera8781 Ай бұрын
NAVEENTA MURKHA.
@abhimanyusethy5701
@abhimanyusethy5701 2 ай бұрын
ସଂସ୍କୃତ ରେ ଗୋଟିଏ ଶ୍ୱଳ୍କ କୁହନ୍ତୁ ଗୁରୁଜୀ,,, ଆମରକୁଷଃ ରୁ,,,,।
@Tanujkanhar-h1i
@Tanujkanhar-h1i 2 ай бұрын
ଶ୍ଲୋକ. ଆମରକୁଷ ନୁହେଁ.ଅମରକୋଷ
@entertainmentfunda1916
@entertainmentfunda1916 2 ай бұрын
ଭାଇ ଆପଣ ଓଡ଼ିଆ ଆଗ ଶିଖନ୍ତୁ, ତା ପରେ ଅମରକୋଷ, ଆମରକୁଷଃ କହିବେ
@biswamitrajena407
@biswamitrajena407 2 ай бұрын
😅😅😅
@susmitamandal5450
@susmitamandal5450 2 ай бұрын
ଆମରକୁଷଃ ❌ ଅମରକୋଷଃ✔️
@KrushnaballabhaBarik
@KrushnaballabhaBarik 2 ай бұрын
Correct ​@@susmitamandal5450
@mahaprabhusangeet
@mahaprabhusangeet 2 ай бұрын
ସଂସ୍କୃତକୁ ଭାରତର ରାଷ୍ଟ୍ର ଭାଷା ହେବା ଉଚିତ
@sujitrout2819
@sujitrout2819 2 ай бұрын
ମିଡିଆ ଭାଇଙ୍କୁ ଅନୁରୋଧ କିଛି ନ ଜାଣି ନ ବୁଝି ଏମାନଙ୍କ କଥା କୁ news ରେ ଛାଡ଼ନ୍ତୁନି, ଏମାନେ ହେଲେ ଗୋଟେ ଗୋଟେ ପାଗଳ, ଏଇଟା 2024 ମସିହା ଏତେ ଓଲୁ ଭଳି ହୁଅନି ଆଜିକା ସମୟରେ talent dekha ଯାଏ କିଏ କୋଉଥିରେ B.ed କରି certificate ରଖିଚି ଦେଖା ଯାଏନି.
@nikkinikhil207
@nikkinikhil207 2 ай бұрын
Tu gote kama kare arts pilanku kaha Neet & Jee exam debe
@adorablemeera7477
@adorablemeera7477 2 ай бұрын
Bhai contact karo plz
@sachindash4760
@sachindash4760 2 ай бұрын
Jadi talente dekha .. tebe b.ed biburhei diya ..jaha echa jiye exam dei nija talent re job Kariba ..Sanskrit pila.b .ed entrance dei pauchanti..ghare basi andhra b.ed Kari nuhe
@SatyamShibam-l3x
@SatyamShibam-l3x Ай бұрын
Odisha re Andhra BEd ban haba darkar. Emane ghare basi BEd certificate pauchhanti. Ye gote trend heigalani.Emane job paile Pilankara future kan heba ?
@k.tbrother9272
@k.tbrother9272 Ай бұрын
Right
@basumandal6209
@basumandal6209 2 ай бұрын
Joyguru joy sree Jagannath joy NOBINBABU OK
@Sanatani_Yaduvanshi-b5z
@Sanatani_Yaduvanshi-b5z Ай бұрын
ଏଠାରେ ବିହୀତ ପଦକ୍ଷେପ ନେବା ଉଚିତ୍
@mahaprabhusangeet
@mahaprabhusangeet 2 ай бұрын
ଜଣେ ସଂସ୍କୃତ ଶିକ୍ଷକ ସମସ୍ତ ଭାଷା ସାହିତ୍ୟ ପଢ଼ାଇ ପାରିବେ ।
@tunumallick7739
@tunumallick7739 2 ай бұрын
Solution କରି Post ବାହାର କର - Students ଙ୍କ ସାଙ୍ଗେ ଖେଳନି ସରକାର ଜଳିଯିବ
@tejaswinipatra7094
@tejaswinipatra7094 2 ай бұрын
Pura right katha kahichanti vai
@LoveStory-bj1iw
@LoveStory-bj1iw Ай бұрын
ଏତେ କାଇଁ କାନ୍ଧୁଛ ଯିଏ Entrace clear କରିବ ସେ ଚାକିରୀ ପାଇବ ଯିଏ apply କଲା କଣ ହେଲା ଏତେ କାଢୁଆ ଯଦି ଯଉଥିରେ ତମେ ଏତେ ପାରଙ୍ଗମ ସେଥିରେ 130, 150 ରଖୁନ ଅଲଗା stram ପିଲା ଆଉ ଆଉ ପାଇବେ ନାହିଁ ,ଯିଏ କାନ ଧରି କହୁଚ bed କରି ଭୁଲ କରିଛ ଠିକ କଥା କାରଣ ତମ ପାଖରେ entrace pass ପାଇଁ Quality ନାହିଁ ବାହାର ରାଜ୍ୟରୁ ଖାଲି Bed କଲେ କଣ ହେବ ,ବା ଆମ ରାଜ୍ୟ ରେ bed କଲେ କଣ ହେବ ମୁଣ୍ଡରେ ମସଲା ନ ରହିଲେ ପରା ଚାକିରୀ ନାହିଁ ବୁଝିବା ଦରକାର ,କାରଣ ବର୍ତ୍ତମାନ ଯିଏ 3rd division ପିଲା ଚାକିରୀ ପାଇ ଯାଉଛି କିନ୍ତୁ 1st class ପିଲାଟି ଚାକିରୀ ନାହିଁ କାରଣ ମସଲା ନାହିଁ ମୁଣ୍ଡରେ ତେଣୁ ପରିଶ୍ରମ କର ଅଧିକ ରୁ ଅଧିକ aau 1000 ଜଣ ଭିତରେ success ହୁଅ Strike କଲେ କଣ ହେବ
@Lipun-lk4eu
@Lipun-lk4eu 2 ай бұрын
ଏହି ସରକାର ଠାରୁ ହିନ୍ଦୀ ଏବଂ ସଂସ୍କୃତ ର ମାନ୍ୟତା ପାଇବା ଆସା ଛାଡି଼ଦେବା ଉଚିତ୍ ପରି ଲାଗୁଛି ?,ଅର୍ଥାତ୍ ଓଡି଼ଶାରେ ଓଡିଆ ଅସ୍ମୀତା ଆରମ୍ଭ ! ଜୟ ଜଗନ୍ନାଥ🙏🙏🙏
@merabharatmahan6537
@merabharatmahan6537 2 ай бұрын
Pandu Banda au dauni ki chatibaku
@sureshkumarnahak5859
@sureshkumarnahak5859 2 ай бұрын
Exam heba, jahar qlty achhi paiba? Again hindi /sanskrit normal b. Ed curriculum same naa? Tume kouthi thila sabu hindi sanskrit tchr pain preliminary nathila direct main exm deithilo? Bartamaan maja lagibo
@kunilatasahoo3908
@kunilatasahoo3908 2 ай бұрын
​@@sureshkumarnahak5859tame prithibi re ruhani jao mangal grahare rahiba,prithibi loka mangal grahare rahiba jaha gote patha padhi alaga bisay parikshya deba seia
@entertainmentfunda1916
@entertainmentfunda1916 2 ай бұрын
Sanskrit Teacher ଙ୍କୁ TGT apply apply କରିବାକୁ ସୁଯୋଗ ଦିଆଯାଉ ତାପରେ ଆପଣଙ୍କୁ Sanskrit & Hindi ପିଲା କଣ କରିପାରିବେ ଜାଣିବେ
@SrungarajPatra
@SrungarajPatra 2 ай бұрын
ପାଣ୍ଡୁ ର ଚାମଚା
@mr_liger_350
@mr_liger_350 2 ай бұрын
Good very I am also saport u
@PritirekhaPadhi-w5d
@PritirekhaPadhi-w5d 2 ай бұрын
Mu sanskrit chhatri jane...e niyam thik nuhna, bt gote katha bujhi paruni संस्कृत chhatra chhatri nka tharu ana sasnkrit pila kn agei jauchanti ki....? Patha padha chakiri paiba semane ama thu agei ta paribeni संस्कृत re 🙏🙏🙏
@saswatibehera6282
@saswatibehera6282 2 ай бұрын
You are 100% right dear. Gen b.ed pila au sanskrit b.ed pila nku compare kale shikshashastri pila hin sanskrit re bhala karibe na so ye strike kn pain karuchanti kejani....tapare sanskrit pila nkara only mains sethire v problem tankara....laguchi jaumane strike ku jaichanti tanka nija upare confidence nahin......jie patha padhiba se job paiba.....bekar re ete faltu pala chaleichanti......ye hindi sanskrit pila nka pain ebe puni LTR postponed..... Only mains debe sethire ete role.... Darijauchanti auu....😅
@PritirekhaPadhi-w5d
@PritirekhaPadhi-w5d 2 ай бұрын
@saswatibehera6282 govt emana nka pain jadi prelims mandatory kari deba chakiri kariba muskil heijiba....bcz mu as a Sanskrit student janichi...kete math,eng upare amar gyana......
@saswatibehera6282
@saswatibehera6282 2 ай бұрын
@@PritirekhaPadhi-w5d absolutely but cut off ta tama anusare hin jiba i mean sanskrit pila nka cut off ta alga jiba..... Don't worry about it , if prelims hela daribare kichhi nahin sanskrit pila nka ra bht kam hin cut off jiba anya mananka apeksha
@Hemrajsahu
@Hemrajsahu 2 ай бұрын
True words
@SBADITZ
@SBADITZ 2 ай бұрын
Kya baat hai bhaii❤
@Ambassador_Christ
@Ambassador_Christ 2 ай бұрын
ମୂର୍ଖ ଗୁଡା କିଛି ଜାଣିନାହାନ୍ତି ଯେ କୌଣସି ରେ Bed କରିଥିଲେ ସଂସ୍କୃତି ରେ ପଢ଼େଇପାରିବେ କେମିତକେମିତି 😡😡
@KrushnaballabhaBarik
@KrushnaballabhaBarik 2 ай бұрын
ଆଉ ଯିଏ 10th, +2,+3, Sanskrit ଥାଇ ସଂସ୍କୃତ pg ,kariki GenBEd କରିଛି ସିଏ ଯୋଗ୍ୟ ନା ଅଯୋଗ୍ୟ ମେମ୍
@Ambassador_Christ
@Ambassador_Christ 2 ай бұрын
@KrushnaballabhaBarik exactly they are eligible
@KrushnaballabhaBarik
@KrushnaballabhaBarik 2 ай бұрын
@@Ambassador_Christ thanks
@niraartacademy
@niraartacademy 2 ай бұрын
ଏମାନେ ସବୁ ଆନ୍ଧ୍ର ବିଏଡ୍ ତେଣୁ ଡରୁଛନ୍ତି 😂
@sachindash4760
@sachindash4760 2 ай бұрын
ଆନ୍ଧ୍ର B.ed Katiba ku ehi prayas..sabu pila entrance dei Centra Sanskrit University r 10 ti campus re b .ed କରିଛନ୍ତି ତେଣୁ ପିଲା ଙ୍କ ର ଦାବି କେବଳ ସଂସ୍କୃତ ରେ b.ed (ଶିକ୍ଷାଶାସ୍ତ୍ର)karithiba ପିଲା ଙ୍କୁ ହିଁ ସୁଯୋଗ ଦିଆ ଯାଉ
@Hemrajsahu
@Hemrajsahu 2 ай бұрын
Absolutely right
@Debdev-d6i
@Debdev-d6i Ай бұрын
ଆଜିକାଲି ସେଇ ଆନ୍ଧ୍ର bed କରି ବହୁତ ପିଲା job କରୁଛନ୍ତି। ସେମାନେ ta କ୍ଲାସ କରୁନାହାନ୍ତି ଯାହା ପିଲାଙ୍କୁ ପଢ଼େଇବେ ଆଉ
@123sona45
@123sona45 Ай бұрын
Kai tu nija subject re chakiri karunu eiade siade munnha Kai maruchu 😂
@niraartacademy
@niraartacademy Ай бұрын
@123sona45 poisa deiki chakri karuni entrance qualify kariki koru6i
@nirmalprasad4154
@nirmalprasad4154 2 ай бұрын
ତା ହେଲେ Arts, pcm, cbz ପିଲା ଆପଣ ମାନଙ୍କ ଠାରୁ ବହୁତ ଦକ୍ଷ ନହେଲେ ଏଇ ଆନ୍ଦୋଳନ ଭିତ୍ତିହୀନ
@sachindash4760
@sachindash4760 2 ай бұрын
Amar ଆନ୍ଦୋଳନ..ଆମ subject re kebal ame hin dabu ..jiye jeun subject r se nija subject re exam debe ,..,samaste nija subject re dakhya
@pallabibehera2677
@pallabibehera2677 2 ай бұрын
ମୋର ସରକାରଙ୍କୁ ଅନୁରୋଧ ଯିଏ +୩ରେ ହିନ୍ଦୀ honours rakhhi ପଢ଼ିଛନ୍ତି। ସେମାନେ ଜେନେରାଲ B.ed karithhile bi tanku ପକେଇବାକୁ ସୁଯୋଗ ଦିଅନ୍ତୁ।
@priyabratamallik3277
@priyabratamallik3277 2 ай бұрын
Rt
@Hemrajsahu
@Hemrajsahu 2 ай бұрын
Gd decision
@sriguruayurveda8988
@sriguruayurveda8988 2 ай бұрын
Eita thki kaths
@sujitrout2819
@sujitrout2819 2 ай бұрын
ହିନ୍ଦୀ, ସଂସ୍କୃତ B.ed ପିଲାଙ୍କୁ ଗାଁରେ ସରପଞ୍ଚ କହିଛନ୍ତି ତୋ ଭାଗରେ ବାପା ପଡ଼ିଲା ତୁ କେବଳ ତାକୁ ଖାଇବାକୁ ଦେବୁ ମା କୁ ଦେବୁନି ଏମାନେ ମା କୁ ବି ଦେବେନି ଆରେ ଭାଇ ସଂସ୍କୃତ, ହିନ୍ଦୀ ପିଲା ଶୁଣ ଯଦି arts ପିଲା ଅନ୍ୟ ବିଷୟରେ ଅଭିଜ୍ଞତା ରଖିଛନ୍ତି ସରକାରଙ୍କ ଆୟୋଜିତ ପରୀକ୍ଷାରେ ପାଠ ପଢ଼ି ଚାକିରୀ କରୁଛନ୍ତି ସେଇଟା ତାଙ୍କର talent .
@adorablemeera7477
@adorablemeera7477 2 ай бұрын
Contact me plz
@sachindash4760
@sachindash4760 2 ай бұрын
Hmm ନିଜ ଘରେ ଘରେ ଭାତ ମିଳୁନି ବୋଲି ଅନ୍ୟ ଘରେ ପଶି ..talent re chori Kari khaiba। .eha t kahucha ...Nija subject re job karantu samaste
@sujitrout2819
@sujitrout2819 2 ай бұрын
@@adorablemeera7477 Apana maane bi rally karantu genral B.ed pila
@narendrabariha4668
@narendrabariha4668 2 ай бұрын
ଜଣେ general b.ed (ଅଣ ସଂସ୍କୃତ b.edଧାରୀ)କଲା ପିଲା ଯଦି ସଂସ୍କୃତ ଶିକ୍ଷକ ହେଇପାରୁଛି , ତା ପାଇଁ କିଛି guidelines ନାହିଁ,ତେବେ ଜଣେ ସଂସ୍କୃତ ଭାଷାରେ ଶିକ୍ଷାଶାସ୍ତ୍ରୀ (b.ed in sans)ପିଲା ବି general subject ରେ ଆବେଦନ କରିବା କଥା
@k.tbrother9272
@k.tbrother9272 Ай бұрын
Are bhakua jahara graduation re Sanskrit ba Sanskrit re graduation karichi sue pokei pariba jehetu tar gote sub Sanskrit ochi
@dancersunandaniku2566
@dancersunandaniku2566 2 ай бұрын
ମଝିରେ ବା ପାଇଥିଲ ସଂସ୍କୃତ ଶିକ୍ଷକ।
@SriHariRadhaKrishna
@SriHariRadhaKrishna Ай бұрын
ତମ ମୁହଁକୁ ଟିକେ ଲଜ୍ୟା ନାହିଁ.. ମିଛ କହୁଛ ସବୁ..
@lijadas1547
@lijadas1547 2 ай бұрын
Amara CBZ re b PCM pilanku allow kara jauchi...Arts re b commerce pilanku allow karajauchi govt ae sabu ku b change karu....
@entertainmentfunda1916
@entertainmentfunda1916 2 ай бұрын
Right
@s_kumar6934
@s_kumar6934 2 ай бұрын
Cbz re pcm ta allow heu nahi... Kuch v
@dailylife1956
@dailylife1956 2 ай бұрын
Kouthi Cbz re Pcm pilanku nia jauchi... False comment kanhiki lekhucha
@s_kumar6934
@s_kumar6934 2 ай бұрын
@@dailylife1956 seita ta mu b kahuchi... Amane sabu bekar katha kahi ki delay karibaku chahuchnti
@sujitgarnaik1345
@sujitgarnaik1345 2 ай бұрын
Bhai jahara math chem bot|zoo thiba +୩ re se duita re apply Kari pariba
@dhanuramgond9662
@dhanuramgond9662 2 ай бұрын
Odisha CM- haye haye Education minister - haye haye We want justice Change the resulation
@prafullanayakprafulla21
@prafullanayakprafulla21 2 ай бұрын
Jordar,biruddh,kantu
@prafullanayakprafulla21
@prafullanayakprafulla21 2 ай бұрын
Pratap,sadangi,uttardiantu,sehijanichanti,sankuta,kan
@mihirranjanbodkia9749
@mihirranjanbodkia9749 2 ай бұрын
ପାଠ ପଢ଼ ରେ ବାବୁ ଆଉ exam ଦିଅ ଆଉ ଚାକିରି ନିଅ ଗୋଟେ ପ୍ରହସନ ଚଲେଇଛନ୍ତି
@debasmitadas1565
@debasmitadas1565 2 ай бұрын
Tume pandito bohut
@suchismitabehera1515
@suchismitabehera1515 2 ай бұрын
Tume jetiki sahajare kahijaucha semiti heithile corruption huantani sabu ta sadhu eithina
@suchismitabehera1515
@suchismitabehera1515 2 ай бұрын
Patha padhi padhi loka budha heigaleni job gote miluni sethire puni non b. Ed pila asi aply karileni
@mihirranjanbodkia9749
@mihirranjanbodkia9749 2 ай бұрын
@@debasmitadas1565 କାଇଁ madam ସତ କହିଲେ badhuchi କି
@ajubaitharu8678
@ajubaitharu8678 2 ай бұрын
Kn madam...apna jani nahanti ki aame apnka thu Kam ba ..
@HelloCrypto-t1v
@HelloCrypto-t1v 2 ай бұрын
Verygood
@bijaypanda1843
@bijaypanda1843 2 ай бұрын
ଠିକ କହିଲେ ✔️✔️✔️✔️
@Ds...12313
@Ds...12313 17 күн бұрын
Jiye pokauchi pokau tame mane ସଂସ୍କୃତ ରେ ଏତେ ପଢ଼ିଚ ତୋ ତାଙ୍କୁ kain ଡରୁଚ।। ସେମାନେ ତମ ସହ compair hebe ତୋ ଜିତିବା ତୋ ତମେ ହିଁ😅😅😅
@Odiadevotee129
@Odiadevotee129 2 ай бұрын
Commerce pila TGT ARTS re apply karuchhanti and PCM pila TGT CBZ re apply bi karuchhanti .....Gote Arts pila kanhiki Sanskrit and Hindi re apply kariparibani
@bharati986
@bharati986 2 ай бұрын
Seita govt ku pachara
@User.no.420
@User.no.420 2 ай бұрын
ଏକଥା ଭାଷା କୁହେନି ଭାଇ, ଭାରତୀୟ ସଂସ୍କୃତି କୁହେ ବସୁଧୈବ କୁଟୁମ୍ବ କମ୍
@Saratreacts
@Saratreacts Ай бұрын
Jay hindi
@PrasanthBabiVlogs
@PrasanthBabiVlogs 2 ай бұрын
Vote ଦେଇଛ ଏବେ ଖାଅ ଲଡ଼ୁ
@RupNarayanMajhi
@RupNarayanMajhi 2 ай бұрын
ଲଜ୍ଜା ଲଜ୍ଜା
@biswanathpradhan344
@biswanathpradhan344 2 ай бұрын
Huuuu helaa auuuu
@dhanuramgond9662
@dhanuramgond9662 2 ай бұрын
Right to fight
@bismay12345
@bismay12345 2 ай бұрын
Competition badhijiba . Tenu e mane channia
@nikkinikhil207
@nikkinikhil207 2 ай бұрын
Are pua sanskrit pila to subject Bina se course Kari padhei paribe tu asi gote sanskrit word meaning bujha...ta pare competition katha dekhiba
@adorablemeera7477
@adorablemeera7477 2 ай бұрын
Bhai contact karo
@haripriyapujari2788
@haripriyapujari2788 2 ай бұрын
Sikhya shastri pilamane kebala sankruta bidyalaya ,mahabidyalaya re padhaiba uchit.... general scl re kahin patha padheibe tgt post re ...ethi Sanskrit honours+general b.ed pila b pathabpadhei paribe ...pilamananku patha padheibar achhi Sanskrit book...sikshya shastri training dia jibani....au govt approve karichi bali pila general b ed kariki Sanskrit re osstet clear karichhanti...ebe semane kana karibe ...Thelagadi lageibeki ... exam deiki pass kara post nia
@prakashpradhan3428
@prakashpradhan3428 2 ай бұрын
Hindi bed karithiba pila arts pilanku darunahanti Emane prelims exam ku daruchhanti
@Rkstudy77
@Rkstudy77 2 ай бұрын
Tahale tama arts re au kaha ghare pasiba boli , education dia heichhi ki ..
@saudaminidas4804
@saudaminidas4804 2 ай бұрын
Sanskrit pilanka pain hauchi kichi salutations nihati abasyak General B.Ed bale sanskrit post kanhi apply karibe se post kebala sikhya sastri students nka pain
@DebasisParida-ex7rl
@DebasisParida-ex7rl 2 ай бұрын
@@saudaminidas4804 thik je mam je Sanskrit pila au general pila nka bhitare Kia besi bhala score Kariba kathha apana kuhantu ta? Puni only mains hauchi no prelims The alaga pila pauchhanti but semane nuhann why? Knowledge matter kare apana jani paruchhanti na nainn
@MRIC-z5s
@MRIC-z5s Ай бұрын
Odisha stateରେ :- B.ED candidate ---- 3 crore + ହେଲା ନ୍ ------😂😂😂😂😂😂😂 ୟେ ତ ଖାଲି trailer ଆ ଏ - ଆଉ କେ କେ Problems ହେବ ଦେଖ 😂😂😂😂😂 ଏକ ବର୍ଷ ପରେ ଖାଲି B.ED students ର Strike ଲାଗିବ
@Radhe.Krishna-j6l
@Radhe.Krishna-j6l 27 күн бұрын
Sanskruta bhasa ku Mora koti koti pranam. Mote sanskruta bhasa bhari bhala Lage. Hele ganita mo jibana sethipai ganita re pg karibaku padila
@lalmohanmahananda4260
@lalmohanmahananda4260 2 ай бұрын
entrance re pass kara job p nio,tamku other b.ed. pila paribeni score kari
@Sam-j3j9r
@Sam-j3j9r 2 ай бұрын
Correct
@ankitamishra3770
@ankitamishra3770 2 ай бұрын
Chal
@sujitgarnaik1345
@sujitgarnaik1345 2 ай бұрын
Bhai prelims exam heba bodhe ?
@SushantaBakul
@SushantaBakul 2 ай бұрын
Bhai prilim b heba main b heba ,je prilim and Main re qualify karib se hi job pibe
@sujitgarnaik1345
@sujitgarnaik1345 2 ай бұрын
@@lalmohanmahananda4260 general bed pila 2ta re apply karibe... sanskrit/Hindi bed pila arts re apply Kari paribe ki ? ?? Alga bed ta hele semane kn pain karichanti...jadi sabu saman
@ashissethy3936
@ashissethy3936 2 ай бұрын
#court re case thila #kan hela
@Gurubachan688
@Gurubachan688 2 ай бұрын
ସଂସ୍କୃତ ଭାଷାୟା ଅଭିବ୍ୟକ୍ତି ପ୍ରକାଶ୍ୟ । ତୁମେମାନେ ସଂସ୍କୃତ ଭାଷାରେ ବିଇଡି କରିଛ ତ କେବଳ ସଂସ୍କୃତ ଭାଷାରେ କୁହ । ସଂସ୍କୃତ ପ୍ରଶ୍ନ କୁ ଓଡ଼ିଆ ରେ ଉତ୍ତର ଲେଖିବ ।
@krushnamohantripathy3785
@krushnamohantripathy3785 2 ай бұрын
Almost CBSE, ICSE and BSEO students have already studied Sanskrit and hind till 10th/+2. Those who clear the competitive exam without corruption, will get the job. The government will take care of it .And the government should give preference to those who have done special BED/PG in Sanskrit/hindi
@Ashutosh-br5sd
@Ashutosh-br5sd 2 ай бұрын
Write
@rathbaisalini8872
@rathbaisalini8872 2 ай бұрын
ସଂସ୍କୃତ and Hindi syllabus ରୁ ଉଠାଇବା ଦରକାର l କିଛି ଆବଶ୍ୟକ ନାହିଁ 😂
@kabidibyendumallick3539
@kabidibyendumallick3539 2 ай бұрын
ଆପଣମାନଙ୍କ ଦାବି ଯୁକ୍ତିଯୁକ୍ତ, ଆପଣମାନେ Hindi/Sanskrit BED କରିଛନ୍ତି, ଆପଣଙ୍କ ପାଖରେ ଯଥେଷ୍ଟ ଜ୍ଞାନ ଅଛି, କିନ୍ତୁ ଅନ୍ୟ BED ପିଲାଙ୍କ ଠାରେ ଯଦି ଜ୍ଞାନ ନାହିଁ, ତେବେ ସେମାନେ କିପରି OSSTET ପାସ ଓ CBT ରେ ଅଧିକ ମାର୍କ ରଖି ଚାକିରୀ ପାଉଛନ୍ତି, ତେଣୁ ପିଲାଙ୍କୁ ଆକ୍ଷେପ ନକରି ସରକାରଙ୍କୁ ଶିକ୍ଷାଗତ ଯୋଗ୍ୟତା ପରିବର୍ତନ କରିବା ପାଇଁ ଅନୁରୋଧ କରନ୍ତୁ, କାରଣ ଏଠାରେ ଅନ୍ୟ BED ପିଲାଙ୍କ କିଛି ଭୁଲ ନାହିଁ, ସରକାର ସେମାନଙ୍କୁ ସୁଯୋଗ ଦେଉଛନ୍ତି, ସେମାନେ ଆବେଦନ କରୁଛନ୍ତି l
@biswajitapatra253
@biswajitapatra253 Ай бұрын
Chaliab mohan majhi thiki karichhanti
@deepanita356
@deepanita356 Ай бұрын
Chenaa krichnti
@WCShiv
@WCShiv 2 ай бұрын
Hindi and Sanskrit are arts subject ..so there is no wrong if all arts pila can apply for the post ..😊😊
@dailylife1956
@dailylife1956 2 ай бұрын
Competion ku kanhiki darucha.. Sidha kuha ki ama samastanku direct posting dia jau..😂 general Bed pila competition badheidebe naa😂
@sujitgarnaik1345
@sujitgarnaik1345 2 ай бұрын
Ethi competition katha nuha...kauta thik seta kuhantu...gote sanskrit bed pila general bed re pakeipariba ki
@tapanpatra7455
@tapanpatra7455 2 ай бұрын
Semiti hela govt ku kuha gote minimum mark rakhiba pai pass heba pai ta nahala Hindi sanskrit pila free job ahita thiki means competition time re free job
@Rkstudy77
@Rkstudy77 2 ай бұрын
Compitition katha nuhe, 1st katha hela Sanskrit au Hindi pilanku arts post re chance diajauchhi ki... Ans me
@adorablemeera7477
@adorablemeera7477 2 ай бұрын
Contact me plz
@sachindash4760
@sachindash4760 2 ай бұрын
​@@tapanpatra7455minimum mark katha kn khauchanti . Sanskrit re 2023 RHT re ur cut off - 150 ru 125.25 au ssb tgt re 126 ..
@dineshnaik3697
@dineshnaik3697 2 ай бұрын
Sabhu thi best congress government asile hebo
@dusmantanayak9526
@dusmantanayak9526 2 ай бұрын
ତମେ ସବୁ ଭୁଲିଯାଅ
@Hemrajsahu
@Hemrajsahu 2 ай бұрын
Sarkar jadi eha sune tebe ଯେଉଁମାନେ sanskrit re au hindi re b ed pass କରିଛନ୍ତି ସେମାନେ b strike ku jibe
Quilt Challenge, No Skills, Just Luck#Funnyfamily #Partygames #Funny
00:32
Family Games Media
Рет қаралды 55 МЛН
UFC 310 : Рахмонов VS Мачадо Гэрри
05:00
Setanta Sports UFC
Рет қаралды 1,2 МЛН
ନୂଆ ବୋହୂ ଧାନ କାମ କଲେ…always happy life
12:10
Run Full Movie | R Madhavan, Atul Kulkarni, Meera Jamsine, Vivek | South Movie
2:08:20