କଣ ପାଇଁ ଷ୍ଟେଜ ଉପରେ କାନ୍ଦିଲେ|| ଓଡ଼ିଶା ର NO-1ଗାୟକ -ଯୁବ ସମ୍ରାଟ ନୃସିଂହ ଚରଣ ହୋତା ||Odia Pala||

  Рет қаралды 60,224

ASHOK CREATION(LUNISAHI)

ASHOK CREATION(LUNISAHI)

Ай бұрын

Пікірлер: 54
@chhabindramansingh73
@chhabindramansingh73 Ай бұрын
ବଡ଼ମ୍ବା ର ଗର୍ବ ଗୌରବ ହୋତା ବାବୁ, ଭଗବାନ ଆପଣଙ୍କୁ ନିରୋଗ ରଖନ୍ତୁ, ଟିକେ,,,, ଛାଡ଼ନ୍ତୁ 👍🌹🙏
@biranchisrichandan8411
@biranchisrichandan8411 Ай бұрын
ଗାୟକ ହିସାବରେ ଭଲ ମାତ୍ର ଅଧିକ ଜାଣି କମ୍ ଜାଣିଛି କହିବା ଆହୁରି ଭଲ , ଷ୍ଟେଜ ରେ ଅନ୍ତର୍ନିହିତ ଗୁଣର ପରିଚୟ ଦେଲେ ସବୁଠାରୁ ଭଲ। ଗର୍ବ ଓ ନିଶା ଠାରୁ ଦୁରେଇ ରୁହନ୍ତୁ।
@krushnasahoo7401
@krushnasahoo7401 Ай бұрын
ଅମୁଲ୍ୟ ନାଥ ପାଲା ଜଗତର ଜଣେ ଶ୍ରେଷ୍ଠ ପାଳିଆ କୃଷ୍ଣ ଚନ୍ଦ୍ର ସାହୁ ଷଡ଼ଙ୍ଗୀ ଢେଙ୍କାନାଳ
@debarajswaincreation977
@debarajswaincreation977 Ай бұрын
ହୋତା ବାବୁ ପାଲା ଜଗତର ମେରୁଦଣ୍ଡ ଆପଣ ଯଦି ପାଲା ଛାଡି ଦିଅନ୍ତି ତାହେଲେ ବହୁ ପାଲା ପ୍ରେମୀ ଓ ଯୁବଦର୍ଶକଙ୍କ ମନରେ ବହୁତ ଆଘାତ ଲାଗିବ l ଆପଣ ବ୍ୟକ୍ତିଗତ ଯାହାବି ହୁଅନ୍ତୁ କିନ୍ତୁ ପାଲା ଜଗତର ବାଘ ଆପଣ ❤🙏🏻 ଆମ୍ଭ ମାହାଙ୍ଗା-ବଡଚଣା ଇତିହାସ ରେ ଆପଣଙ୍କ ପାଲା ସଦା ସ୍ମରଣୀୟ l
@sapankumarsahoo5943
@sapankumarsahoo5943 Ай бұрын
Bahuta nisare achhanti
@user-fc6vt4nf8e
@user-fc6vt4nf8e Ай бұрын
ସତ୍ୟ ନାରାୟଣ ପାଲା ରେ ସତ୍ୟ ବଦଳରେ ସାରଥି ନାମରେ ମିଛରେ ଗାଇବା ମହାପାପ ଅଟେ
@DinakrushnaMishra-sd2de
@DinakrushnaMishra-sd2de Ай бұрын
ହୋତା ବାବୁ ଆପଣ ଙ୍କୁ ଆମେ ପାଲା ଗାୟକ ହିସାବରେ ବହୁତ ପସନ୍ଦ କରୁ ହେଲେ ଆପଣ ମନ୍ଦ ଅଭ୍ୟାସ୍ ଛାଡିବାକୁ ପଡିବ ଦୟାକରି , ଅନୁରୋଧ
@SNayak-kq5wd
@SNayak-kq5wd Ай бұрын
ମଦ୍ୟ ପାନ ସ୍ୱାସ୍ଥ୍ୟ ପକ୍ଷେ କ୍ଷତି କାରକ
@prabiradash6767
@prabiradash6767 Ай бұрын
God bless you
@biwajitviswajeet
@biwajitviswajeet Ай бұрын
ସାର୍ ବହୁତ୍ ପାଲା ଗାୟକ ହେଲେ ଟିକେ Rock ford ମାରିଛନ୍ତି
@manashkumarlenka7018
@manashkumarlenka7018 Ай бұрын
Pranam sir❤❤
@priyaranjannayak4376
@priyaranjannayak4376 Ай бұрын
ମୁଁ ଗୋଟେ science ପିଲା ପୁଣି ଯୁବ ବର୍ଗ ର ପିଲା ମୋତେ ଅପଣଂକଙ୍କର ପାଲା ଏତେ ଭଲଲାଗେ କଳ୍ପନା ବାହାରେ ମୁଁ ଫିଲ୍ମ କୁ ବି ଏତେ ଭଲପାଏନି ଆପଣଙ୍କ ପାଲାକୁ ଯେତେ ଭଲପାଏ
@harishkumar-tv6is
@harishkumar-tv6is Ай бұрын
Vry nice sister
@harishkumar-tv6is
@harishkumar-tv6is Ай бұрын
Mu bi bholo pai pala
@priyaranjannayak4376
@priyaranjannayak4376 Ай бұрын
@@harishkumar-tv6is i am not sister iam brother
@srijogendraacharya8356
@srijogendraacharya8356 Ай бұрын
ସବୁବେଳେ ଇଂଟଲ୍ଲିଜେଣ୍ଟ, genius ମାନେ ପାଲା କୁ ଭଲ ପାନ୍ତି. Science ରେ କଣ ଅଛି
@priyaranjannayak4376
@priyaranjannayak4376 Ай бұрын
@@srijogendraacharya8356 ନା ଭାଇ କିଛି ଜଣ ଅଛନ୍ତି କହନ୍ତି ଯେ science ପିଲାମାନେ ଏସବୁ ଭଲ ପାନ୍ତିନି କେବଳ ଆର୍ଟ୍ସ ଛୁଆମାନେ ହିଁ ଭଲପାନ୍ତି
@ManojKumar-uu8xm
@ManojKumar-uu8xm Ай бұрын
ହୋତା ସାର୍ 🙏 ମୁଁ ଆପଣଙ୍କର ଜଣେ ନିୟମିତ ଦର୍ଶକ।ମୋର ଆପଣଙ୍କୁ ଛୋଟିଆ ଅନୁରୋଧ ଆପଣ ସେ ମନ୍ଦ ଅଭ୍ୟାସ ଟି ଛାଡି ଦିଅନ୍ତୁ।ଦେଖିବେ ପ୍ରଭୁ ସତ୍ୟନାରାୟଣ ଙ୍କ କ୍ରୁପା ରୁ ଆପଣ ସେମିତି ସମ୍ରାଟ ହେଇ ରହିବେ।
@user-qv9yy4qx4u
@user-qv9yy4qx4u Ай бұрын
Jaha se Jagannath nka echha Jay Jagannath 🙏🙏🙏
@purnachandraprusti3602
@purnachandraprusti3602 Ай бұрын
ଏ କି ପାଲା
@smaranikachannel3390
@smaranikachannel3390 Ай бұрын
Hota is best
@rajeshkumarbehera1343
@rajeshkumarbehera1343 Ай бұрын
Jemiti karma semiti fala.....ahankar adhika heigala ..aka thare ke gala sabu ....mall piyiki roll kariki kandile kana heba sir .....karma thik karantu ...bhala manisha heiki puni fera ....nisa nibarana kendra jaoo
@user-oh1yi2gt2v
@user-oh1yi2gt2v Ай бұрын
ହୋତା ସା ରେ ଆପନଙ୍କ କିଛି ହେବ ନାହିଁ
@narayanbehera5900
@narayanbehera5900 Ай бұрын
A sabu madara kamal
@likudash3594
@likudash3594 Ай бұрын
ତମ ପାଳିଆ କୁ ପୁଣି ଆଣ ପୁରୁଣା ପାଳିଆ ଭଲ ଥିଲେ 🤣🙏🙏🙏
@kanhucharannayak-kx7wt
@kanhucharannayak-kx7wt Ай бұрын
ଆମ ଡେଲାଙ୍ଗ କୁ ଗୋଟେତର ଆସିବେ ତାପରେ ପାଲା ଚଡ଼ିବେ ଅଞ୍ଜା ନମସ୍କାର
@diptimayeedash2194
@diptimayeedash2194 Ай бұрын
ଅମୁଲ୍ୟ ବାବୁଙ୍କୁ ଛାଡିବା ଦିନଠାରୁ ଆପଣଙ୍କୁ ସନି ଦଶା ପଡ଼ିଛି ଆପଣଙ୍କୁ ଅମୁଲ୍ୟ ବାବୁ କେତେ ସାହାଯ୍ୟ କରିବା ଆମେ ଦେଖିଛୁ ଆଜ୍ଞା ଆପଣଙ୍କ ପାଲାକୁ ଏ ପାଳିଆ ନୁହଁନ୍ତି ଆଜ୍ଞା
@ManasRout-mv1wl
@ManasRout-mv1wl Ай бұрын
ଖାଲି କଣ ଅମୁଲ୍ୟ ଅଛି ଆଉ କେହି ନାହାନ୍ତି କି
@diptimayeedash2194
@diptimayeedash2194 Ай бұрын
ସେ କଥା ନୁହଁ ଭାଇ କିନ୍ତୁ ଦେଖିବାକୁ ଗଲେ ଅମୁଲ୍ୟ ବାବୁ ବହୁତ ସାହାଯ୍ୟ କରୁଥିଲେ ଆମେ ଦେଖିଛୁ ନା ଜଣେ ଭଲ ଗାୟକ ପାଇଁ ଜଣେ ଭଲ ପାଳିଆ ବି ନିହାତି ଆବଶ୍ୟକ ଅମୁଲ୍ୟ ବାବୁ ଥିଲାବେଳେ ସାର୍ ଙ୍କ କେତେ ନାଁ ହେଉଛି ଆଉ କାହିଁ ସେଭଳି ହେଉନାହିଁ ଜୟ ଶ୍ରୀ ଜଗନ୍ନାଥ
@santanukumarnayak8233
@santanukumarnayak8233 Ай бұрын
Right Bhai amulya ku anile bhala huanta
@ajaymohanty6368
@ajaymohanty6368 7 күн бұрын
Gayaka babu nkara madanisa ra kamal. Kebala dhana lovi hota. Hambadha gayak.
@bibhutibhusannayak6445
@bibhutibhusannayak6445 12 күн бұрын
ଇଏ କି ପାଲା ନା କୋଉ ଗାଁ ର କି ନିଶାପ ।
@Narayan12344
@Narayan12344 Ай бұрын
Ehi garba nijaku khaila
@lingarajsahoo1056
@lingarajsahoo1056 Ай бұрын
Ama odishee sankirtan re charana barika mahodaya
@rinkusahoo857
@rinkusahoo857 Ай бұрын
Puruna palia kouade gale
@sureshchandrajena9134
@sureshchandrajena9134 Ай бұрын
May God recover your illnesses soon. Don't say any more like this. It is giving great pain to us .We pray to God for your early recovery. Jai Jagannath.
@pratibhajenamani571
@pratibhajenamani571 5 күн бұрын
Nisha adhik darichhi
@bonoshsahoo7894
@bonoshsahoo7894 Ай бұрын
ମଦ ପିଇ ଷ୍ଟେଜ କୁ ଯାଉଛନ୍ତି ।।।
@BishnuPrasada-sf2ru
@BishnuPrasada-sf2ru Ай бұрын
Apana dekhithille
@BishnuPrasada-sf2ru
@BishnuPrasada-sf2ru Ай бұрын
Na apana nka saha basi mada pie thille
@TIKISUSIL
@TIKISUSIL Ай бұрын
Tume dekhi chha ki
@ManasRout-mv1wl
@ManasRout-mv1wl Ай бұрын
ନରସିଂହ ହୋତା ରେକଡ଼ଭାଙ୍ଗି ପାରିବେ ନାହିଁ ବର୍ତମାନର ଗାୟକ ମାନେ
@user-oh1yi2gt2v
@user-oh1yi2gt2v Ай бұрын
ଆପନଙ୍କ ମେଳ କୁଆଡେ ଗଲେ
@Manu-nz8gx
@Manu-nz8gx Ай бұрын
କେହି ରହି ପାରିଲେ ନାହିଁ,
@lingarajsahoo1056
@lingarajsahoo1056 Ай бұрын
Pala jagata re Naveen pattnayak
@kasturikalaniketanpattamun3367
@kasturikalaniketanpattamun3367 Ай бұрын
Nijaku ete durbal bhani samrat
@TapuParida-xy3gf
@TapuParida-xy3gf Ай бұрын
ଏଜଣେ ଗର୍ବିଲୋକ
@mahendrasethi7469
@mahendrasethi7469 Ай бұрын
ପିକି ନାଟକ କରୁଛି
@prakashchrout8926
@prakashchrout8926 Ай бұрын
Mal tike mari deichanti
@Manu-nz8gx
@Manu-nz8gx Ай бұрын
Tikie kahinki
아이스크림으로 체감되는 요즘 물가
00:16
진영민yeongmin
Рет қаралды 39 МЛН
Жайдарман | Туған күн 2024 | Алматы
2:22:55
Jaidarman OFFICIAL / JCI
Рет қаралды 1,7 МЛН
БОЛЬШОЙ ПЕТУШОК #shorts
00:21
Паша Осадчий
Рет қаралды 9 МЛН
ନୃସିଂହ ହୋତା ପାଲା କାବରା(2)
8:19
ଲିମନ ଦିଦି
Рет қаралды 21 М.
Мужчина С Золотыми Руками 💪
0:42
EpicShortsRussia
Рет қаралды 3,2 МЛН
ЭТО САМЫЕ ОПАСНЫЕ ШАРИКИ В МИРЕ!! #shorts
0:22
МЛАДШАЯ СЕСТРА И МОРОЖЕНОЕ ИЗ АРБУЗА
0:41
ОЛЯ ПЕРЧИК
Рет қаралды 1,2 МЛН
Поймал редкий кадр🤨
0:22
FERMACHI
Рет қаралды 1,6 МЛН
БЕЛКА ПЕРЕПУТАЛА ТАРЕЛКИ #юмор #cat #топ #cats
0:13
When dad sneezes 😱😵‍💫 LeoNata family #shorts
0:26
LeoNata Family
Рет қаралды 6 МЛН