Рет қаралды 8,823
କଟକରେ ଆରମ୍ଭ ହେଲାଣି ଭସାଣୀ ଉତ୍ସବ | Preparations for 'Bhasani' Celebrations in Cuttack's Badambadi | Odisha Reporter
ଆଜି ଭସାଣୀ। ମା'ଙ୍କୁ ମେଲାଣି ଦେବାର ବେଳ। ଆରମ୍ଭ ହୋଇଯାଇଛି Cuttack ସହରରେ Maa Durga Vasani ଉତ୍ସବ।ମଣ୍ଡପରୁ ମେଢ଼ ଗୁଡ଼ିକୁ ବାହାର କରାଯାଇ ଭସାଣୀ ଶୋଭାଯାତ୍ରା ପାଇଁ ପ୍ରସ୍ତୁତ କରାଯାଉଛି। କଟକ ସହରର ଓଏମପି, କଲେଜ ଛକ, ରାଣୀହାଟ, ମଙ୍ଗଳାବାଗ,ମାତାମଠ ଦେଇ ପଢିହାରି ପାଠାଗାର ଦେଇ ପୁରୀଘାଟ ଦେବୀ ଗଡାରେ ବିସର୍ଜନ ହେବ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
KZbin: bit.ly/OdishaRe...
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Od...
Instagram: / odishareporter_official
#OdishaReporter #Odisha #MaaDurga #BhasaniUtsav #Bhasani #Cuttack