Рет қаралды 15,440
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସରଗୁଲ ଗାଁର୍ ଝି ସୌମ୍ୟାରାଣୀ ହୋତା ସିଆରପିଏଫରେ ସାମିଲ ହେବେ । ମାର୍ଚ୍ଚ ମାସେ ଚାକିରୀନେ ଯୋଗ୍ ଦେବେ ସୌମ୍ୟା । ସେ ଛୋଟ୍ ଦିନୁ ଏକା ଦେଶ୍ ସେବା କରବାର୍ ଲାଗି ଚାହୁଁଥିଲେ । ସୌମ୍ୟା ବିନା କିଛି ଟ୍ରେନିଂରେ ନିଜେ ନିଜର ହିସାବେ ଚେଷ୍ଟା କରିକି ସେ ଇ ସଫଲତା ପାଇଛନ୍ । ୨୦୧୭ନେ ସେ ଲିଖିତ୍ ପରୀକ୍ଷା ଦେଇଥିବାର୍ ବେଲକେ ୨୦୧୯ନେ ଶାରୀରିକ୍ ପରୀକ୍ଷା ଦେଇଥିଲେ । ଆର୍ ଏବେ ୨୦୨୧ନେ ସେ ବଛା ହେଇଛନ୍ । ତ ଇନେଇକରି ନିଜେ କାଣା କହୁଛନ୍ ସୌମ୍ୟା ଦେଖମା ଇ ଭିଡିଓନେ ।
About Us!
ପହରା, ଆମର ସମିଆ ଆର ସମାଜର ଦର୍ପନ।
ଆମର ତିହାର ବାହାରର ଉସନାଖି,
ଆମରଘର,ପରିବାର ଆର ସମ୍ପର୍କର ଗହକି।
ପହରା, ଆମର ଉଷତ ଆନନ୍ଦର କଥାନି।
ଆମର ଭାଷାଥି, ଆମକୁ କହେବେ ଆମର ନନୀ।
ଆମର ଗାନା ବାଜନା, ଆମର ତିହାର ବରପନ, ଆମର ଗାଁ ମା ଆରୁ ଭାଇ ବହେନକର କଥା।
ଆମର ନନୀ ମାନେ ଆମକୁ ବାଟ ଦେଖାବେ ଆରୁ ଆମକୁ ଶୂନାବେ ଆମର ଭାଷାଥି ଦୁନିଆଁ ଯାକର ଖବର।
ପହରା, ଆମର ନୂଆ ଜୀବନ ଆରୁ ନୂଆ ସପନର ପ୍ଲାଟଫର୍ମ। ଆଗକେ ବଢବାର ଲାଗି ପହରା ଆମର ସିଡି ।
ପହରା ଆମର କଥା, ତୁମର କଥା, ଆମର ସମକର କଥା। ଆମର ସମିଆର ସବୁଠୁ ସୁନ୍ଦର କଥା।
ଆମେ ଠିଆ ହେମୁ ଆପନମାନଙ୍କର ସୁଖ ଆର ଦୁଖ ଥି। ଆମେ ଆମର ଭାଷା ଆର ସଂସ୍କୃତିର ପହରାଦାର ହୋଇ କରି
ସବୁବେଲେ ଠିଆ ହେମୁ ଆପଣଙ୍କର ସାଙ୍ଗେ।
ପହରା, ଆମର ଭାଷାଥି ଆମର ତୁଲସୀ ଚଉରା।
Subscriber If you are watching this video on KZbin, Like our page if you are on Facebook and Stay Connected with Awesome Sambalpuri Videos!
Contact Us:- paharaa24x7@gmail.com If you finds your content in our videos!
Thanks & Regards
www.Paharaa.com
#ସମାଜ #ସଂସ୍କୃତି #ସମାଚାର