କଳ୍କୀ ଅବତାର କେଉଁଠାରେ ଜନ୍ମ ନେବେ?😲🙏 ମାଳିକାରେ ରହିଛି ପ୍ରମାଣ! | ଦିବାକର ଦାସ | ଭକ୍ତି ସମର୍ପଣ

  Рет қаралды 600,974

Bhakti Samarpan

Bhakti Samarpan

Күн бұрын

Пікірлер: 1 200
@pradipdas3479
@pradipdas3479 3 жыл бұрын
ଜୟ ଜଗନ୍ନାଥ। ବହୁତ ସୁନ୍ଦର ବାବାଙ୍କ ଉପସ୍ଥାପନା।ବହୁତ ବଢିଆ ଲାଗିଲା ବାବାଙ୍କର ମୁଖରୁ ମହାପ୍ରଭୁ କଳ୍କୀଙ୍କ ଦିବ୍ୟ କଥାମୃତ ଶ୍ରବଣ କରି। ପ୍ରତିଦିନ ଦିବାକର ବାବାଙ୍କ ପ୍ରବଚନ ଛାଡ଼ିବାକୁ ଭକ୍ତି ସମର୍ପଣକୁ ଅନୁରୋଧ। ଦୟାକରି ମାଳିକା ବର୍ଣ୍ଣିତ ସ୍ଥାନଗୁଡିକ ପରିଦର୍ଶନ କରାନ୍ତୁ।
@puniljayapuria9596
@puniljayapuria9596 3 жыл бұрын
🙏
@Middleclass-g3e
@Middleclass-g3e 3 жыл бұрын
ଜଗନ୍ନାଥ ଦାସ ଭାଗବତ ରେ ଲେଖିଛନ୍ତି ଯେ କଳ୍କୀ ଅବତାର ବ୍ରାହ୍ମଣ କୂଳ ରେ ଜନ୍ମ ହେବେ ।
@Middleclass-g3e
@Middleclass-g3e 3 жыл бұрын
ଦ୍ବାଦଶ ସ୍କନ୍ଦ ,ଦ୍ୱିତୀୟ ଅଧ୍ୟାୟ ରେ ଜଗନ୍ନାଥ ଦାସ ଅତ୍ୟନ୍ତ ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି ତାଙ୍କ ମାତା ପିତା ଓ ଜନ୍ମସ୍ଥାନ ର ନାମ ।🙏🙏🙏
@manaskumarmallick5230
@manaskumarmallick5230 3 жыл бұрын
As1
@brajarajbrcreation6899
@brajarajbrcreation6899 3 жыл бұрын
ହେ ପ୍ରଭୁ...ତୋ ଶ୍ରୀଚରଣେ ପ୍ରଣିପାତ
@SaiOfficialVlogs
@SaiOfficialVlogs 3 жыл бұрын
ମୁଁ ଜଣେ ହରିଜନ ଜାତିର ବ୍ୟକ୍ତି ଅଟେ । ହରି ଆମ୍ଭର କୂଳ ଜନ୍ମ ନେବେ ଶୁଣି ବହୁତ ଖୁସି ଲାଗୁଛି ।🙏ଜୟ ପଞ୍ଚସଖା 🙏
@hemanandadalai97
@hemanandadalai97 3 жыл бұрын
Janma neisarichanti bhai
@moguruswami5882
@moguruswami5882 3 жыл бұрын
ଭାଇ ଶ୍ରୀ ପରମଆତ୍ମା ବିଶ୍ୱପିତା ଜନ୍ମ ନେଇ କେତେ ଖେଳା ଲୀଳା କଲେଣି. ଜୟ ଶ୍ରୀ ଗୁରୁ ସ୍ୱାମୀ 🙏
@JitendraKumar-rq2dl
@JitendraKumar-rq2dl 3 жыл бұрын
ମୁଁ ଜଣେ ହରିଜନଯାତିର ନାରୀ ମୁସବୁବେଳେଭବେ ଭଗବାନମୋକେଳରେଜନ୍ମମ ନିଅତୁ ମୁଁ ଆଜି ବହୁତଖୁସିଭଗବାନ୍ଆମଯାତିରେଜନମନେବେମୋକେଳରେନହେଲାହି
@SaiOfficialVlogs
@SaiOfficialVlogs 3 жыл бұрын
@@hemanandadalai97 ଜଗତର ନାଥ ଜଗନ୍ନାଥ ଙ୍କୁ ଜଣାଥାଇ ପାରେ ।ସେ ଜନ୍ମ ହେଇଛନ୍ତି କି ନାହିଁ ।
@gopalkrushnadas2312
@gopalkrushnadas2312 3 жыл бұрын
ହଁ ଆଜ୍ଞା, ପ୍ରଭୁ ଙ୍କର ଚାରି ଯୁଗରେ ଚାରି ବର୍ଣ୍ଣ ର ଅକାଟ୍ୟ ବିଧାନ ରହିଛି l ସତ୍ୟ - ବ୍ରାହ୍ମଣ, ତ୍ରେତା - କ୍ଷତ୍ରୀୟ, ଦ୍ୱାପର - ବୈଶ୍ୟ ଓ କଳି - ଶୁଦ୍ର 🙏🙏🙏
@prasantabehera2091
@prasantabehera2091 2 жыл бұрын
ହେ ଗୁରୁଦେବ ଦିବାକର ଦାସଙ୍କ ଅନୁରୋଧ କୋଟି କୋଟି ପ୍ରଣାମ ଆପଣଙ୍କୁ ଜଣାଉଛୁ
@pujapuja8403
@pujapuja8403 2 жыл бұрын
ଜୟ ଜଗନ୍ନାଥ 😭😭😭ବିଚିତ୍ର ଲୀଳା ତୁମର ପ୍ରଭୁ 🙏mu ଜଣେ ହରିଜନ ଜାତିର ବ୍ୟକ୍ତି ଅଟେ 🙏ଶୁଣିକି ଖୁସି ଲାଗିଲା ଧନ୍ୟ ତୁମ ଲୀଳା 🙏ଧନ୍ୟ ତୁମ ମହିମା 😭😭😭😭🙏🙏
@Humanity299
@Humanity299 2 жыл бұрын
ନିଜକୁ ଛୋଟ ଜାତି ବୋଲି ଭାବୁଛନ୍ତି କି ? ହରିଜନ ମାନେ ହରିଙ୍କ ଜନ/ଭକ୍ତ। ଭକ୍ତ ହିଁ ହରିଜନ ଅନ୍ୟ କେହି ନୁହେଁ।
@shrranjanofficial9845
@shrranjanofficial9845 2 жыл бұрын
Same
@ashokkumarnayak3300
@ashokkumarnayak3300 2 жыл бұрын
@@Humanity299 , ତାହା ହେଲେ ଆପଣ ହରିଜନ ବି ।। ଆପଣ ବି ତ ଭକ୍ତ ନା
@sksamal-yh4rj
@sksamal-yh4rj 3 жыл бұрын
ଜୟ ଗୁରୁଦେବ ଗୁରୁସ୍ୱାମୀ.... ଜୟ ଚରମନାଥ
@gourangmalik1979
@gourangmalik1979 3 жыл бұрын
ଜୟ ଜଗନ୍ନାଥ 🙏🙏🙏 ଇତିହାସ ଅଛି ଭଗବାନ ଛୋଟ ଜାତି ଙ୍କୁ ଭଲ ପାଇଥାନ୍ତି କାରଣ ନିଜକୁ ବଡ଼ ବଡ଼ ଜାତି କହି ଛୋଟ ଜାତି କୁ ଏ ମଣିଷ ଘୃଣା କରନ୍ତି କିନ୍ତୁ ଭଗବାନ ତାକୁ ଆପଣେଇ ନିଅନ୍ତି ଚାହେ ସବରୀ,ସାଲବେଗ,ଦାସିଆ ବାଉରୀ ହେଉ ଭଗବାନ ତାଙ୍କ ଠାରୁ ନିଜେ ପ୍ରସାଦ ସେବନ କରିଥିଲେ ଆଜି ଵି ଆଉଗୋଟିଏ ଆଡଭୂତ କଥା ହେବାକୁ ଯାଉଛି,e ମଣିଷ ସମାଜ ର ଆଖିରେ କଳା ପଟି ପିନ୍ଧି ଯେଉଁ ଘୃଣା କରୁଛି ଗୋଟେ ମଣିଷ ଅନ୍ୟକୁ ତାକୁ ଦୂର କରିବା ପାଇଁ ଭଗବାନ ନିଶ୍ଚେ ଦିନେ ହରିଜନ କୋଳେ ଜନ୍ମ ନେବେ ମାଳିକା ସତ୍ୟ ହେବ ଜୟ ଜଗନ୍ନାଥ 🙏🙏🙏🙏
@Humanity299
@Humanity299 2 жыл бұрын
ହରିଜନ ର ଅର୍ଥ ଛୋଟ ଜାତି ନୁହେଁ। ହରିଜନ ମାନେ ହରିଙ୍କ ଭକ୍ତ। ଜାତି ଚରିତ୍ରରୁ ହୁଏ ଏବଂ ଭଗବାନ ବ୍ରାହ୍ମଣ ଓ ବ୍ରାହ୍ମଣୀ (ହରିଜନ) ଙ୍କ ଘରେ ଜନ୍ମ ନେବେ। କେତେ ଶାସ୍ତ୍ର ଜ୍ଞାନ ପଢିଛି ସେଥିରୁ ଜଣା ପଡ଼େନା ବ୍ରାହ୍ମଣ ବୋଲି। ଜଣେ ନାମ ମାତ୍ର ଶୂଦ୍ର ଯଦି ତାହାର ଦୈନିକ କର୍ମ, ଧର୍ମ କରୁଛି ତାହେଲେ ତାହାକୁ ବ୍ରାହ୍ମଣ କୁହାଯିବ। ଏବେ ଲୋକେ ନାମ ମାତ୍ର କୁ ଦେଖି ଜାତିର ପରିଚୟ କହି ଅନ୍ୟକୁ ଛୋଟ କହି ତାଙ୍କୁ ଘୃଣା କରି ମନୁଷ୍ୟ ଜାତିର ତଳକୁ ଅଛନ୍ତି।
@deepakdas4671
@deepakdas4671 3 жыл бұрын
ଆଜ୍ଞା 🙏🏼🙏🏼🙏🏼ଗୁରୁଦେବ ସଂସାର ର ଲୋକ ମାନେ କହୁଛନ୍ତୀ ହରିଜନ ଅଛୁଆଁ ଜାତୀ ବୋଲି ଆଉ ଭଗବାନ କିପରି ଅଛୁଆଁ ଜାତିରେ ଜନ୍ମ ନେବେ ଆଜ୍ଞା. ଦୟାକରି ଟିକେ ଏ ସଂସାରର ଲୋକ ମାନଙ୍କୁ କୁହନ୍ତୁ 🙏🏼🙏🏼🙏🏼🙏🏼
@sibasankarasabara164
@sibasankarasabara164 2 жыл бұрын
ହରିଜନ ଲୋକମାନେ ଜଗନ୍ନାଥ ମନ୍ଦିରରେ ପ୍ରବେଶ କରାନ୍ତି କି? ଯଦି ହଁ prof ଧରି ଆସିବୁ ଜଗନ୍ନାଥ ଙ୍କୁ ଦର୍ଶନ କରାଇବେତ?
@manasranjanbehera6877
@manasranjanbehera6877 2 жыл бұрын
Sir 3jugare bhagaban 3ti kulare ashithibaru sehilokamane garba ahankarare budirahile tenu bhagaban kalki mahaprabhu achapa kulare junma neisarileni jaii kesaba chandara
@shrranjanofficial9845
@shrranjanofficial9845 2 жыл бұрын
@@sibasankarasabara164 କାହିଁ କି କରାନ୍ତି ନାହିଁ
@maheswarkumbhar2551
@maheswarkumbhar2551 3 жыл бұрын
ବିନା ବାପା ର ଛୁଆ ରୁପରେ ଜନ୍ମ ହେବେ କଳ୍କୀ
@meghanandasahoo8344
@meghanandasahoo8344 3 жыл бұрын
ଜୟ ମହୁରା ମାଧବକଂ ର ଜୟ🙏🌹🙏
@Humanity299
@Humanity299 3 жыл бұрын
ହରିଜନ ମାନେ ହରି ଙ୍କ ଜନ। ଆମ୍ଭେମାନେ କି ଚେତୁଆ, ତୁଚ୍ଛ ଲୋକ। ଜୟ ଶ୍ରୀଜଗନ୍ନାଥ 🙏🏻
@SaiOfficialVlogs
@SaiOfficialVlogs 2 жыл бұрын
ହରିଜନ କାହାକୁ କୁହାଯାଏ ଯାଣନ୍ତୁ । ରାସ୍ତା ଘାଟ ସଫା ସୁତୁରା ରଖନ୍ତି ଅଳିଆ ଆବର୍ଜ୍ଜନା ନେଇ ପରିବେଶକୁ ସଫା କରନ୍ତି ସେମାନଙ୍କୁ କୁହାଯାଏ । ହରି ହଉଛନ୍ତି ଭଗବାନ ନାରାୟଣ ଇତ୍ୟାଦି ଇତ୍ୟାଦି ଜନ ଆର୍ଥ ହେଉଛି ଲୋକ । ବ୍ରାହ୍ମଣବି ହରିଶଙ୍କର ଅଂଶ ଅଟେ । ହରିଜନ ହେଇ ପାରିବେ କି ଯଦି ହେଇ ପାରିବେ ହରିଜନ ଲୋକ ସହିତ ଝିଅ ଓ ପୁଅ ବାହାଘର କରି କରିବେ କି ମୋର ଆପଣଙ୍କୁ ପ୍ରଶ୍ନ ।
@Humanity299
@Humanity299 2 жыл бұрын
@@SaiOfficialVlogs ତାହା ହରିଜନ ର ଠିକ୍ ଅର୍ଥ ନୁହେଁ। କିଏ କ’ଣ କହୁଛି, ମାନୁଛି ସେ ବିଷୟରେ କହୁନାହିଁ। ନାମ ଆଧାରରେ ଜାତିକୁ ତ ଛୋଟ ବୋଲି ଭାବୁଛନ୍ତି। ପୁଣି, ହରି ଙ୍କ ନାମ ସହିତ ଯୋଡ଼ା ଯାଇଥିବା ଜନ ଛୋଟ ହେଲା କେମିତି ? ରାସ୍ତା ଘାଟ ସଫା ସୁତରା କରୁ ଅବା ନ କରୁ ଭଗବାନଙ୍କ ଭକ୍ତି କରୁଥିବା ଲୋକ ହିଁ ହରିଜନ। ଆପଣଙ୍କ ଭଳି ଲୋକଙ୍କ ଏ ଭାବନା ହେଉଛି ହରିଜନ ମାନେ ଛୋଟ ବ୍ୟକ୍ତି, କାଲି ହରି ମାନେ ଛୋଟ ବ୍ୟକ୍ତି ବୋଲି ନ ଭାବିବେ ବୋଲି କ’ଣ କହିପାରିବା। ଜାତି, ଚରିତ୍ରରୁ ହେଇଥାଏ ନାମରୁ ନୁହେଁ। ଯଦି ବିବାହ କଥା କହିଲେ ନାମର ଟାଇଟିଲ ଦେଖି ବିବାହ କରିବେ ନା ଝିଅ ବା ପୁଅ ର ଚରିତ୍ର, ଜାତକ, ଯୋଗ୍ୟତା (ଶାରୀରିକ, ମାନସିକ) ଦେଖି ବିବାହ କରାଯିବ। ଭଗବାନ ହରିଜନ କୂଳେ ଜନ୍ମ ନେବେ, ଯାହାକୁ ହରିଜନ କୁହାଯାଇଛି ସେ ହେଉଛନ୍ତି ବ୍ରାହ୍ମଣ ଓ ବ୍ରାହ୍ମଣୀ। ଏକ ଚରିତ୍ରବାନ ବ୍ୟକ୍ତିର ପରିଚୟ (ବ୍ରାହ୍ମଣ) :- #1- ଆତ୍ମ-ନିୟନ୍ତ୍ରଣ ( Self Control ) #2 - ବିଶ୍ବସନୀୟତା ( Reliability ) #3 - କାର୍ଯ୍ୟରେ ଦୃଢତା ( Persistence in Action ) #4 - କର୍ମନିଷ୍ଠା ( Devotion ) #5 - ଅନ୍ତଃକରଣ ର ଶୁଦ୍ଧତା ( Conscientiousness ) #6 - ଉତ୍ତର ଦାୟିତ୍ବ ର ଭାବନା ( Feeling of Responsibility )
@mylifeismymessage6731
@mylifeismymessage6731 2 жыл бұрын
@@SaiOfficialVlogs thik kahile.
@sradhaomm139
@sradhaomm139 Жыл бұрын
Yes
@niranjanmallick431
@niranjanmallick431 2 жыл бұрын
Harijana great cast love u sc cast 🙏🙏🙏❤❤❤
@Isha-y4c
@Isha-y4c Жыл бұрын
ଓଁ ଭଗ ବତେ ବାସୁଦେବାୟ ନମଃ 🙏🙏🙏🙏🙏🙏🌺🌺🌺🌺🌺🌺🌺✨
@shyamshyamanujdas8628
@shyamshyamanujdas8628 3 жыл бұрын
ଜୟ ଶ୍ରୀ ଚରମନାଥ ଗୁରୁସ୍ୱାମୀ🙏 ବାବା ଆଉଟିକେ ଆଗକୁ କୁହନ୍ତୁ,,,, ଯୋଗୀ ବେଶ ହୋଈ ବ୍ରହ୍ମାଣ୍ଡ ଗୋସାଇଁ ମର୍ତ୍ତ୍ଯ କୁ ବିଜେ କରିବେ ଜାଗୀଥାଅ ବୋଲି ଭକତ ଜନକୁ ମହା ନିତ୍ଯ ଧାରା ଦେବେ ଦୀକ୍ଷା ରେ ଦୀକ୍ଷା ରେ ଗୋଳ ଲାଗିଥିବା ମଉନେ ରହିବ ଧାରା ସର୍ବ ତତ୍ୱ ଭକ୍ତ ଏକତ୍ର ହୋଈବେ କମ୍ପିବ ଗ୍ରାମ ମହୂରା,,,,, 🙏🙏🙏🙏🙏🙏🙏🙏
@anirudhanayak79
@anirudhanayak79 3 жыл бұрын
ଜୟ ଜଗନ୍ନାଥ,ଜୟ କଳ୍କୀ ରାମ, ଜୟ ବାବା ଦିବାକର ବାବା ଙ୍କୁ ମୋର ଭୁମିଷ୍ଟ ପ୍ରଣାମ,
@niranjannira2600
@niranjannira2600 3 жыл бұрын
Very nice bhae ruruswami
@bharatchandrabarik4000
@bharatchandrabarik4000 3 жыл бұрын
ଗୁରୁସ୍ୱାମୀ ଗୁରୁସ୍ୱାମୀ ଜୟ ଶ୍ରୀ କେଶବ
@natureandeducationalidea.766
@natureandeducationalidea.766 3 жыл бұрын
ମଣିଷ ସୁଦ୍ର ହେଇ ଜନ୍ମ ନିଏ,,, ଅର୍ଣ୍ଣ ଖାଇ ବଶ୍ୟ ହୁଏ,,, ବଳଶାଳୀ ହୋଇ କ୍ଷତ୍ରିୟ ହୁଏ, ଏବଂ ଜ୍ଞାନ ଅର୍ଜନ କରି ବ୍ରାହ୍ମଣ ହୁଏ।।। ତେଣୁ ମାଳିକା ପଢିବା ପାଇଁ କାହାକୁ ମୁଁ ମନାକରୁ ନାହିଁ କିନ୍ତୁ ମାଳିକା ସହିତ ବେଦ ,ଉପନିଷଦ ,ପୁରାଣ ଶାସ୍ତ୍ର ଓ ବିଜ୍ଞାନ ସାହିତ୍ୟ ,ଅର୍ଥନୀତି ଏବଂ ଦର୍ଶନ ଶାସ୍ତ୍ର ଇତ୍ୟାଦି ବି ପଢନ୍ତୁ।।। ଅସଲି ଜ୍ଞାନ ସେଇଠୁ ପାଇବେ।।। କାରଣ ସେସବୁ ଭିତରୁ ବେଦ ହିଁ ଏକ ପରମ ଜ୍ଞାନର ଭଣ୍ଡାର।।। ଆଉ ଯିଏ ପକୃତ ଜ୍ଞାନୀ ସିଏ ହିଁ ବ୍ରାହ୍ମଣ ।।। ତେଣୁ କୂଳଗୋତ୍ର ଅନୁସାରେ ଜାତିର ସୃଷ୍ଟି ହୁଏ ନାହିଁ ବରଂ କର୍ମ ଅନୁସାରେ ଜାତି ସୃଷ୍ଟି ହୁଏ।।। କିନ୍ତୁ ଭାରତୀୟ ଆଇନ୍ ବ୍ୟବସ୍ଥା ଅନୁଯାୟୀ ସମସ୍ତେ ନିଜ ଇଛା ଅନୁସାରେ ସବୁ କର୍ମ ସ୍ୱାଧୀନ ଭାବରେ କରିପାରିବେ।।।ସେଥିପାଇଁ କର୍ମ ଉପରେ କ୍ଷମା ପାର୍ଥନା କରି ବେଦ ଅନୁଯାୟୀ ଯଦି ଗୋଟିଏ ଉଦାହରଣ ଦେବି,,,ତେବେ ବ୍ରାହ୍ମଣ ପୁଅ ହେଇ ଯଦି କୁକୁଡ଼ା ଦୋକାନ କରି କୁକୁଡ଼ା ମାରି ଜୀବ ହତ୍ୟା କରି ମାଂସ ବିକ୍ରି କରୁଛି କି ଲାଟ୍ରିନ୍ ସଫା କରୁଛି ତେବେ ସେ ବ୍ରାହ୍ମଣ ପଦବାଚ୍ୟ ନୁହେଁ,,,,ସେ ସେଇଠି ସୁଦ୍ର କିନ୍ତୁ ସୁଦ୍ର ହେଇ ଯଦି ଜଣେ ଦେବ ପୂଜା କରୁଛି ଓ ବେଦ ଜାଣିଛି ଏବଂ ପାଠ ସାଠ ପଢି ଜଣେ ଜ୍ଞାନୀ ତେବେ ସେ ସେଇଠି ହିଁ ପକୃତ ବ୍ରାହ୍ମଣ ।।। ଏହିକଥା ମୁଁ କହୁନି ବରଂ ଭଗବାନ ପର୍ଶୁରାମ ଏହିକଥା କହିଛନ୍ତି।।।। ସମ୍ରାଟ୍ ଅଶୋକଙ୍କ ଗୁରୁ ଚାଣକ୍ୟ ବି ଏହିକଥା କହିଛନ୍ତି।।। ତେଣୁ ମାଳିକା ପଢ ଓ ତା ସହିତ ବେଦ ପୁରାଣ ଏବଂ ଉପନିଷଦ ଇତ୍ୟାଦି ପଢନ୍ତୁ ,,,,ଆଖି ଖୋଲି ଯିବ କିନ୍ତୁ ଅନ୍ଧବିଶ୍ୱାସୀ ହୁଅ ନାହିଁ,,କି ,,,ଅନ୍ଧଭଳି କାହାକୁ ଗ୍ରହଣ କରନାହିଁ ।।। ଜୟ ଜଗନ୍ନାଥ।।
@Humanity299
@Humanity299 2 жыл бұрын
ଶୂଦ୍ର ହେଇ କିଏ ଜନ୍ମ ହୁଏ ନାହିଁ, ଅନ୍ନ ଖାଇ କିଏ ବୈଶ୍ୟ ହୁଏ ନାହିଁ, ବଳଶାଳୀ ହୋଇ କିଏ କ୍ଷତ୍ରିୟ ହୁଏ ନାହିଁ ଏବଂ ଜ୍ଞାନ ଉପାର୍ଜନ କଲେ କିଏ ବ୍ରାହ୍ମଣ ହୁଏ ନାହିଁ। ଚରିତ୍ରରୁ ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ ତଥା ଶୂଦ୍ର ହୋଇଥାଏ। କର୍ମ (ସୁକର୍ମ) ଛୋଟ ହୋଇନଥାଏ, କର୍ମ କୁ କେମିତି କରାଗଲା ତାକୁ ନେଇ ମହତ୍ତ୍ବ ଅଧିକ କମ୍ ହୋଇଥାଏ। ମହତ୍ତ୍ବ କୁ ଦେଖି ଜାତିର ନିର୍ଣ୍ଣୟ ହୋଇଥାଏ। ହରିଜନ ଏମାନଙ୍କ ଭିତରୁ କାହାକୁ ବି କୁହାଯାଇପାରେ ଯଦି ଏମାନେ ଭକ୍ତ ତାହେଲେ। ଏକ ଚରିତ୍ରବାନ ବ୍ୟକ୍ତିର ପରିଚୟ :- #1- ଆତ୍ମ-ନିୟନ୍ତ୍ରଣ ( Self Control ) #2 - ବିଶ୍ବସନୀୟତା ( Reliability ) #3 - କାର୍ଯ୍ୟରେ ଦୃଢତା ( Persistence in Action ) #4 - କର୍ମନିଷ୍ଠା ( Devotion ) #5 - ଅନ୍ତଃକରଣ ର ଶୁଦ୍ଧତା ( Conscientiousness ) #6 - ଉତ୍ତର ଦାୟିତ୍ବ ର ଭାବନା ( Feeling of Responsibility ) ମାଂସ ବିକ୍ରି କରିବା ମାନେ, ଦୂର୍ବଳ ଉପରେ ସବଳ ର ଅତ୍ୟାଚାର ଏକ ପଶୁ ସ୍ବଭାବ, ସ୍ବାର୍ଥ ପାଇଁ ଜୀବ ହତ୍ୟା କାରୀ ପାପି କୁ ମନୁଷ୍ୟ କୁହାଯିବ ନାହିଁ। ତାହେଲେ ସେ ଶୂଦ୍ର ହେଲା କେମିତି ? ଲାଟ୍ରିନ୍ ସଫା କରିବା କ’ଣ ଛୋଟ କାମ ? ଯଦି ଛୋଟ ତାହେଲେ କାହିଁକି କରିବା ?
@sudanandabadaraita4589
@sudanandabadaraita4589 2 жыл бұрын
Taha hele malikara barnana kana micha
@painterhemant
@painterhemant 2 жыл бұрын
ତା ମାନେ ଆପଣ କହୁଛନ୍ତି ଯେ ଶୁଦ୍ର ମାନେ କେବଳ ଛୋଟ କାମ କରନ୍ତି।
@painterhemant
@painterhemant 2 жыл бұрын
ଶୁଦ୍ର ମାନେ କେବଳ ଖରାପ କାମ କରନ୍ତି
@painterhemant
@painterhemant 2 жыл бұрын
ବଡ଼ ଜାତିର ଲୋକମାନେ ଏହାକୁ ଛୁଆଁ ଅଛୁଆଁ ରେ ପରିଣତ କରିସାରିଛନ୍ତି
@bhagabatabhoi2663
@bhagabatabhoi2663 3 жыл бұрын
Bahuta sundar hoichi Mo Manaku bahuta Ananda Kaliki Abatar
@nirashapatra4155
@nirashapatra4155 3 жыл бұрын
Baba apanku dhanyabad satya katha prakash karidele🙏🙏🙏
@saswatsahu9828
@saswatsahu9828 3 жыл бұрын
Jay Jagannath 🙏 Malika ra pratyek katha sata heuchi.... Jay Panchasakha
@jariakuliatv129
@jariakuliatv129 3 жыл бұрын
🙏ଜୟ କଳ୍କୀ ପୁରୁଷ ଚରମନାଥ ଗୁରୁଃସ୍ୱାମୀ 🙏
@shradhaspadajena8290
@shradhaspadajena8290 2 жыл бұрын
Kesaba thakura kalaki abatara🙏🙏🙏🙏
@jariakuliatv129
@jariakuliatv129 2 жыл бұрын
@@shradhaspadajena8290 🙏ଗୁରୁଃସ୍ୱାମୀ
@jharanajena4294
@jharanajena4294 2 жыл бұрын
Guruswami🙏🙏🙏
@rupajessyvlog5248
@rupajessyvlog5248 2 жыл бұрын
Guruswami 🙏🙏🙏
@kartiknath5446
@kartiknath5446 3 жыл бұрын
Jai jagnnnath swami Jai pancha sakha
@BISWAMITRAPRADHAN8658.
@BISWAMITRAPRADHAN8658. 3 жыл бұрын
ଗୁପ୍ତ ଜରିଆ,ସମ୍ବଳ ନଗ୍ର ମାହାଙ୍ଗା ରେ କଳ୍କୀ ଅବତାର ଲୀଳା କରିଛନ୍ତି।🙏🙏🙏
@badalbhai3467
@badalbhai3467 3 жыл бұрын
Yes bhai guruswami
@BISWAMITRAPRADHAN8658.
@BISWAMITRAPRADHAN8658. 3 жыл бұрын
@@badalbhai3467 ଗୁରୁସ୍ବାମୀ🙏🙏 ଭାଇ
@Humanity299
@Humanity299 3 жыл бұрын
ମାହାଙ୍ଗା ନୁହେଁ। ମାହାଙ୍ଗା କୁ କମଳପୁର ବୋଲି ଡାକନ୍ତି କି ? ତମେ ବୋଧେ ଭିଡ଼ିଓଟିକୁ ଶେଷ ଯାଏଁ ଦେଖି ନାହଁ।
@badalbhai3467
@badalbhai3467 3 жыл бұрын
Sambala nagrare hari jana kule lila karuthibe hari nama hei thiba keshaba sundara jagate padiba Josobanta dass ,pancha sakha
@badalbhai3467
@badalbhai3467 3 жыл бұрын
Tame kichhi janina
@mamatabehera6714
@mamatabehera6714 3 жыл бұрын
Pranama baba
@shyamshyamanujdas8628
@shyamshyamanujdas8628 3 жыл бұрын
ଜୟ ଶ୍ରୀ ଚରମନାଥ ଗୁରୁସ୍ୱାମୀ🙏 ବାବା ବହୁତ ସୁନ୍ଦର🌹🌹🌹🌹🌹🌹🌹🌹🌹🌹🌹🌹🌹
@dibyajyotisatapathy9014
@dibyajyotisatapathy9014 Жыл бұрын
ଗୁରୁ ସ୍ୱାମୀ 🙏
@santoshkumarpatra9859
@santoshkumarpatra9859 3 жыл бұрын
ହେ ମହାପ୍ରଭୁ 🙏🙏🙏 ..... 🙏🙏🙏🙏
@deepaknayak9289
@deepaknayak9289 3 жыл бұрын
ଓଁ କେଶବ ଚନଦ୍ରାୟ ନମଃ,🙏🌹🙏
@mylifeismymessage9942
@mylifeismymessage9942 3 жыл бұрын
ଜୟ ଶ୍ରୀ କେଶବଚନ୍ଦ୍ର।
@sunilsethy6630
@sunilsethy6630 2 жыл бұрын
HarijanaManakara Mangala,Udhar pain Harijane Kule janme Heba Bhagaban Kalki Nihati Darakara,Harijane,Sudra,Adibasi Semanaku Akulare Chahibasichanti Se Kemiti Dustaku binasa karibe.Jai Kalki ❤️❤️❤️
@basantkumarjena9518
@basantkumarjena9518 3 жыл бұрын
Guru Swamy Saranam Saranam Natha Saranam
@mylifeismymessage9942
@mylifeismymessage9942 3 жыл бұрын
ଦିବା ଙ୍କର ବାବା ଙ୍କ ଦମ ଅଛି ,ସତ କୁ ପ୍ରକାଶ କରିବା ଲାଗି।ଆପଣଙ୍କୁ ପ୍ରଭୁ ଙ୍କ କୃପା ବର୍ଷା ହେଉ ଯାଉ।
@sudeshnadash362
@sudeshnadash362 Жыл бұрын
ଦିବାକର ବାବା ପ୍ରଣାମ 🙏🙏 ମୁଁ ବରଗଡ଼ ଡିସ୍ଟିକ୍ ଭେଡେନ ବ୍ଲକ ଉଦେପୁର ଗ୍ରାମ ରୁ ସୁଦେଷ୍ଣା ଦାଶ ଦେଖୁଛି ଜୟେ ଅଚ୍ୟୁତ 🙏🙏🌺🌺 ଜୟେ ପଞ୍ଚସଖା 🙏🙏🌺🌺 ଜୟେ ଜଗନ୍ନାଥ 🙏🙏🌺🌺 ଜୟେ କଲ୍କୀ ରାମ 🙏🙏🌺🌺
@PrakashPandaCreation
@PrakashPandaCreation 3 жыл бұрын
Jay Jagannath
@rohitdeep6678
@rohitdeep6678 3 жыл бұрын
Jay Sri Jagannath dhaniya mahaprabhu tuma lila mo jane Harijan samudayaka janjati ra bahut khusi lagila ki jay jagannath 🙏🏻🌼💕🌸💮💮🥰❣️♥️♥️🙏🏻🙏🏻
@sudeshnadash362
@sudeshnadash362 Жыл бұрын
ଶ୍ରୀ ରାମ ଜୟେ ରାମ ଜୟେ ଜୟେ ରାମ 🙏🙏
@chandanbisoi5010
@chandanbisoi5010 3 жыл бұрын
Jay Jagannath Jay Maa Kali Jay Maa Tarini Sankata Harini
@sibanisibani6721
@sibanisibani6721 3 жыл бұрын
Jay gurudev🛐🙏
@kullukullu7867
@kullukullu7867 3 жыл бұрын
Baba koti koti pranam
@sradhaomm139
@sradhaomm139 Жыл бұрын
Bhaut khushi laguchi prabhu hari amaku ate vala paanti dunia ta chota dekhuchanti hele vagban nuha
@bipinbehera7379
@bipinbehera7379 3 жыл бұрын
Jay kalki jay
@emcwallah8717
@emcwallah8717 2 жыл бұрын
ଆଜିର ଆଧୁନିକ ଶିକ୍ଷା ଏ ଗୁଡାକୁ ଅନ୍ଧ ବିଶ୍ୱାସ ବୋଲି ଧରୁଛି
@ManojKumar-vw4dw
@ManojKumar-vw4dw 3 жыл бұрын
⛳Jai Jagarnnath⛳
@satyajitbhakti8458
@satyajitbhakti8458 3 жыл бұрын
ଜୟ ପଞ୍ଚସଖା🙏🙏🙏🙏🙏
@Deepak_Sunani
@Deepak_Sunani 3 жыл бұрын
Jay jagannaath kalki ama kule janma nebe ame sabu dhanya hei gala 🙏🌺🙏🌺🙏🌺
@sarojchandrakak4157
@sarojchandrakak4157 3 жыл бұрын
ପ୍ରଭୁଙ୍କ ସଦିଚ୍ଛା ପୂର୍ଣ୍ଣ ହେଉ 🙏🙏🙏
@narayandalai9799
@narayandalai9799 3 жыл бұрын
ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ହରେ ରାମ ହରେ ରାମ ରାମ ରାମ ହରେ ହରେ 🚩🌿ରାଧେ🚩🌿 ରାଧେ🚩🌿 ରାଧେ 🚩🌿🍀🌻
@bipinnayak9561
@bipinnayak9561 3 жыл бұрын
ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ହରେ ରାମ ହରେ ହରେ ରାମ ରାମ ରାମ ହରେ ହରେ 🙏🙏🙏🙏🙏🙏🚩🚩🚩🚩🚩
@bishnucharanbagarti7223
@bishnucharanbagarti7223 3 жыл бұрын
@@bipinnayak9561 tq
@narayandalai9799
@narayandalai9799 3 жыл бұрын
@@bipinnayak9561 jay🚩🌲 shree 🚩🍀ram🌴🌺 jay 🌱🚩sita☘️🚩 maa☘️🚩🥥🌻🍌🥥🍌☘️🌿🍀🍎🍇🌳🌱🌺🍒🌲🚩🍀🌱🍀🌴🌿☘️🍀
@soumyaranjandas4270
@soumyaranjandas4270 3 жыл бұрын
He guru ji pranam , jay jaganatha Swami nayana patha gami 🙏🙏🙏🙏
@nrusinghbarik7083
@nrusinghbarik7083 3 жыл бұрын
Jay Jagannath 🙏🙏🙏 jay baba dibakara das Maharaj aapanaku koti pranam 🙏🙏🙏
@SNSPIRITUALLIVE
@SNSPIRITUALLIVE 3 жыл бұрын
Guruswami baba🙏🙏🙏
@narayandalai9799
@narayandalai9799 3 жыл бұрын
ଜୟ ଜଗନ୍ନାଥ 🚩🚩🌺🌲🌳🌺🌲 ଜୟ ହନୁମାନ 🚩🚩🌲🌿☘️🌳🌱🌺 ଜୟ ପଞ୍ଚସଖା 🚩🚩🌳🌿☘️🌲🌱 ଜୟ ଦାଓ ମହାରାଜା 🚩🚩🌿🌿🌲🌱 ଜୟ ମାଁ ସୁଭଦ୍ରା 🚩🚩🌲🌲☘️🌳🌲🌱 ଜୟ ସୁଦର୍ଶନ 🚩🚩🌲🌲🌺🌺 ଜୟ ପତିତ ପାବନ ବାନା 🚩🚩
@manojkumarnayak1678
@manojkumarnayak1678 3 жыл бұрын
Jay jagannatha Jay bholennatha
@purnima831das4
@purnima831das4 3 жыл бұрын
Jay Jagannath 🙏🙏
@badalbhai3467
@badalbhai3467 3 жыл бұрын
Satye shree harina meba .,tretoya raghunandana dyapare shreekrishna .kalau khyatastu keshaba Keshaba thakura heuchhanti jagatara natha jagannath .
@jagankumarjena6465
@jagankumarjena6465 14 күн бұрын
ସତ୍ୟ ସତ୍ୟ ସତ୍ୟ
@jagankumarjena6465
@jagankumarjena6465 14 күн бұрын
ସତ୍ୟ ସତ୍ୟ ସତ୍ୟ
@jagankumarjena6465
@jagankumarjena6465 14 күн бұрын
ସତ୍ୟ ସତ୍ୟ ସତ୍ୟ
@jagankumarjena6465
@jagankumarjena6465 14 күн бұрын
ସତ୍ୟ ସତ୍ୟ ସତ୍ୟ
@jagankumarjena6465
@jagankumarjena6465 14 күн бұрын
ସତ୍ୟ ସତ୍ୟ ସତ୍ୟ
@sukanttisethy4531
@sukanttisethy4531 3 жыл бұрын
Dhanyawad guru
@sandhyaranidas6410
@sandhyaranidas6410 3 жыл бұрын
Baba pranam
@prasadmajhi6465
@prasadmajhi6465 2 жыл бұрын
🌄 ଜୟ ଜଗନ୍ନାଥ 💩 ଜୟ ପଞ୍ଚ ସଖା ଆବା ✍️ ସୁନ୍ଦର ଅମୃତ ରସ ମହିମା, ସତ୍ୟ ସନାତନ ମହାଶୂନ୍ୟ ଗୁରୁ ଶରଣ 🗽
@AshokKumar-AS-143
@AshokKumar-AS-143 2 жыл бұрын
Moha prabu Jai jagannath Swamy 🙏❤️
@ashokbag3012
@ashokbag3012 3 жыл бұрын
Jay Jagannath 🙏 Jay Panchasakha 🙏 Jay Kalki Mahaprabhu 🙏
@sscreation-qk9tp
@sscreation-qk9tp 3 жыл бұрын
Jay guru
@rameshlenka9762
@rameshlenka9762 3 жыл бұрын
🙏🙏 Jay Kalki Ram 🙏🙏
@krishnapradhan243
@krishnapradhan243 3 жыл бұрын
ଜୟ ଜଗନ୍ନାଥ 🙏🙏🙏🌹🌹🌹
@sudhansucreativeworld2418
@sudhansucreativeworld2418 2 жыл бұрын
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବତୁମେ ଭବତୁମେ...🙏🙏🙏
@nishamaninaik4080
@nishamaninaik4080 2 жыл бұрын
He prabhu mu bi aeka Harijana loka mu bahuta khusi hauji je ama jatire ama Hari janma nebe
@adikandasahu3171
@adikandasahu3171 3 жыл бұрын
Jay Sri Ram
@pinkypatel4543
@pinkypatel4543 3 жыл бұрын
🙏🙏🙏Jai panchasakha 🙏🙏🙏 aapana mo guru hebaku mora ichha haouchi aaou mu tumbhar chala hebaku echha haouchi 🙏🙏🙏🙏
@rajkumardharua3889
@rajkumardharua3889 2 жыл бұрын
Jay Jagannath swami nayana Patha gami bhaba tume sabu tumari Lila prabhu....🙏🙏🙏🙏
@attitudegirl..5912
@attitudegirl..5912 3 жыл бұрын
JAY JAGANNATH SWAMI 🙏🙏🙏 Gd & vry Beautiful description .... Tq gurujii 🙏🙏🙏
@rakeshgamer6812
@rakeshgamer6812 3 жыл бұрын
kzbin.info/www/bejne/haTbk51rpd6CgK8
@tarangatv4918
@tarangatv4918 2 жыл бұрын
Jay Jagannath already kalki janmo naesarichanti se janmo heba aagoru bahut pavitra aatama jaipur ra aakho pakhore janmo naechanti
@nhktapan9334
@nhktapan9334 3 жыл бұрын
ଜୟ ଜଗନ୍ନାଥ 🙏🙏 ବାବ ଆପଣ ଦୟା କରି ଗୋଟେ କଥା କୁହନ୍ତୁ କି ହରିଜନ ମାନଙ୍କୁ ଛୋଟ ଜାତି ଆଉ ନିଚ କଣ ପାଈ କୁହନ୍ତି 🙏🙏🙏
@badalbhai3467
@badalbhai3467 3 жыл бұрын
Guruswami kalki nathaya nomho
@subashbal6646
@subashbal6646 3 жыл бұрын
ଜୟ ଜଗନ୍ନାଥ ଜୟ ଅଚ୍ୟୁତାନନ୍ଦ ଜୟ ପଞ୍ଚସଖା
@prasadmajhi6465
@prasadmajhi6465 2 жыл бұрын
🌄 ବଡ଼ିଆ ମଜା ମାନେ ଦିବା ବାବା ଆନନ୍ଦ ଉଲ୍ଲାସ ଲାଗିଲା, ଆହୁରି ନୂଆ ନୂଆ ବିଡ଼ିଓ ପୋଠାନ୍ତୁ🗽
@bhaskarchandrapatra8997
@bhaskarchandrapatra8997 3 жыл бұрын
Sampurno satiya
@gouriswain2036
@gouriswain2036 3 жыл бұрын
Jay Jagannath Swami ❤️❤️🙏❤️🙏❤️🙏❤️
@bilasalakra6184
@bilasalakra6184 2 жыл бұрын
Jay Jagannath. Jay pancha sakha.Very nice
@ashokjena5932
@ashokjena5932 3 жыл бұрын
ଜୟ ପଞ୍ଚସଖା ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ
@abhayadas1629
@abhayadas1629 3 жыл бұрын
🙏🙏🙏🙏 Jay jagannath 🙏🙏🙏🙏🙏🙏🙏🙏🙏 Jay kalki🙏🙏
@ashokpanda5160
@ashokpanda5160 2 жыл бұрын
Jai Jagannath🙏dibakar dash maharaja ji🙏
@subascreation5357
@subascreation5357 3 жыл бұрын
ହେଇ ସାରିଛନ୍ତି କଳ୍କୀ ଅବତାର ଜନ୍ମ Mahangare gurusvami charama ନାଥ 🙏🙏🙏🙏🙏🙏🙏
@Humanity299
@Humanity299 3 жыл бұрын
ମାହାଙ୍ଗା ନୁହେଁ। ମାହାଙ୍ଗା କୁ କମଳପୁର ବୋଲି ଡାକନ୍ତି କି, 5:59 ଦେଖ। ତମେ ବୋଧେ ଭିଡ଼ିଓଟିକୁ ଶେଷ ଯାଏଁ ଦେଖି ନାହଁ।
@jariakuliatv129
@jariakuliatv129 2 жыл бұрын
ଠିକ କହୁଛନ୍ତି
@jharanajena4294
@jharanajena4294 2 жыл бұрын
@@Humanity299 sei mahangaku purbaru sambala grama kuhajauthila jaha jane raja nama deithile.. Jaha itihasa re achi
@Humanity299
@Humanity299 2 жыл бұрын
@@jharanajena4294 ବହୁତ ସମ୍ବଳ ଗ୍ରାମ ଅଛି ଭାରତରେ। କାହିଁକି ନା କହିଲି ଜାଣିବା ପାଇଁ ଧ୍ୟାନ ଦେଇ ଭିଡି଼ଓ ଶୁଣନ୍ତୁ।
@jaduramjani7202
@jaduramjani7202 2 жыл бұрын
Jay Jagannath swimi nayana pathgami babah tume 🙏🏼🕉️🙏🏼🕉️🙏🏼🕉️🙏🏼
@ganeshsahu4917
@ganeshsahu4917 3 жыл бұрын
Very nice 🙏
@sumitkumbhar1025
@sumitkumbhar1025 3 жыл бұрын
Jay jaganath swami nayana patha gami prabhu
@dksahoo8793
@dksahoo8793 2 жыл бұрын
ହେ ବାବା ପ୍ରଭୁ କୋଉ ବର୍ଷା ରେ ଜନ୍ମ ନେବେ ଦୟାକରନ୍ତୁ 🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻
@debajanisamal5116
@debajanisamal5116 Жыл бұрын
❤❤❤❤❤❤kalia
@tarunakumardash3783
@tarunakumardash3783 2 жыл бұрын
Thank you Baba. Your Malika prabachana is Better than Beautiful to Society.
@kishorekumarsahoo337
@kishorekumarsahoo337 3 жыл бұрын
ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ 🙏🙏🙏🙏🙏🙏🙏🙏🙏🙏🙏🙏🌹🌹🌹🌹🙏🙏🙏🙏
@gauttamsethi333
@gauttamsethi333 3 жыл бұрын
Jay Sri jagannath swami Nayana Patha Gami Bhaba tume
@SubhamDas-w6n
@SubhamDas-w6n Жыл бұрын
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭାବତୁମେ 🙏🙏🙏🙏🙏
@deepakkumarkumar4910
@deepakkumarkumar4910 2 жыл бұрын
Hay prabhu jay seer raam ki jay🙏🙏🙏🙏🙏🙏🙏
@skdsingerkumarsaroj655
@skdsingerkumarsaroj655 3 жыл бұрын
ଜୟ କକ୍ଳୀ ଜୟ ଜୟ ଜଗନ୍ନାଥ ଜୟ ଜଗଦୀଶ ହରେ ଓମ୍ ତତ୍ ସତ୍ ଓମ୍ ଇତି
@SaralaMusicOdia
@SaralaMusicOdia 2 жыл бұрын
ଜୟ ଶ୍ରୀ କୃଷ୍ଣ ଜୟ ଜଗନ୍ନାଥ
@lizapanda3318
@lizapanda3318 3 жыл бұрын
ପ୍ରଭୁ ଜଗନ୍ନାଥଙ୍କ ଙ୍କ ନିକଟରେ ମୋର ଭକ୍ତିପୂତ ପ୍ରଣାମ
@jayadrathabehera1889
@jayadrathabehera1889 3 жыл бұрын
ଜୟ ଜୟ ଜଗନ୍ନାଥ 🙏🏾🙏🏾🙏🏾
@arjundandasena5252
@arjundandasena5252 2 жыл бұрын
Jay Jagarnnath swami nayana pata gami
@SaralaMusicOdia
@SaralaMusicOdia 2 жыл бұрын
ଜୟ ଶ୍ରୀ କୃଷ୍ଣ ଜୟ ଜଗନ୍ନାଥ
@nibaranbehera1294
@nibaranbehera1294 2 жыл бұрын
Jai jaganatha
@moguruswami5882
@moguruswami5882 3 жыл бұрын
ଜୟ ଶ୍ରୀ ଗୁରୁ ସ୍ୱାମୀ 🙏🙏🙏
@surendramalik7036
@surendramalik7036 Жыл бұрын
Ay jagannath🙏 jay panchhasakha jay jagannath🙏🙏🙏
@haridas5442
@haridas5442 3 жыл бұрын
ଜୟ ଜଗନ୍ନାଥ ଜୟ ପଞ୍ଚସଖା 🙏🙏🙏 ଜୟ ମା ଜାଗୁଳାଇ
@bimalamalik8176
@bimalamalik8176 3 жыл бұрын
Jay Jagannath
@bisawajit8061
@bisawajit8061 3 жыл бұрын
Hare krishan
@nabakishoreojha6508
@nabakishoreojha6508 3 жыл бұрын
ଜୟ ଜଗନ୍ନାଥ ଜୟ ପଞ୍ଚ ସଖା ♥️🌹🙏🌹♥️
@abhayadas1629
@abhayadas1629 3 жыл бұрын
Sabu Tankari Lila, sunya, sunya, maha sunya, sunya prabhu sunya kara, Tanku chinhiba ete sahaja nuhen.samaya asile 🙏🙏🙏🙏 prabhu nischayan asibe, Jay jagannath 🙏🙏🙏🙏
Russia is searching for Kalki | Malika Bachana
15:53
Satya Bhanja
Рет қаралды 122 М.
Une nouvelle voiture pour Noël 🥹
00:28
Nicocapone
Рет қаралды 9 МЛН
Tuna 🍣 ​⁠@patrickzeinali ​⁠@ChefRush
00:48
albert_cancook
Рет қаралды 148 МЛН
My scorpion was taken away from me 😢
00:55
TyphoonFast 5
Рет қаралды 2,7 МЛН
Malika Big Future Prediction | Malika Bachana | Satya Bhanja
21:50
Satya Bhanja
Рет қаралды 257 М.