No video

କଳା କାରନାମାର ହାଟ❗ଦେହ ବେପାର ହୁଏ❗

  Рет қаралды 1,324,221

Charigarh Vlogs

Charigarh Vlogs

Күн бұрын

Welcome to fresh new vlog , in this video we are showing you a tribal village, it comes under Which is surrounded by mountains and dense forest . There are maximum number of people are daily labourers and less numbers of people depends on Cultivation . All the time there is fear of wild animals and reptiles . #triballife #odiavlog #charigarhvlogs #nightlife #video #foodvlog #villagevlog #villagelife #foodrecipe #tribalfood #mountainview #mountainvillage #mountain lifestyle #video #odisha #keonjhar #telkoi #odisha tribal life #truestory #groundreport #groundzero #underdevelopment #mountainlife #mountainlifestyle #tribalarea #uneducated #oldaged #mountainlifestyle #mountainview #odiavideo #tribalwomen #travelvlog #nopeopleinvillage #winterspecial #video #mountainlifestyle #tribalmarket #trivalmarketfood #travel #ranipanda #video #mountainlifestyle #villagelife #mahalmanda #desidrink #travelvlog #charigarhvlogs #redlight #redlightarea #sexualworker

Пікірлер: 698
@prasantapattanaik862
@prasantapattanaik862 2 ай бұрын
ଗାଉଁଲି ହାଟ ଭଲ ଲାଗିଲା। ଜଁଗଲ୍ ଜାତ ଦ୍ରବ୍ଯ ଖାଣ୍ଟି ତଟକା ମିଳୁଛି। ଆଦିବାସୀ ହାଟ ଯୋଗୁଁ ସବୁ ଜଙ୍ଗଲି ଜିନିଷ ଓ ଆଦିବାସୀ ଜିନିଷ ମିଳେ। ଖାଇବା ଜିନିଷ ତ ସହଜେ ହାଟରେ ମିଳିଥାଏ।ଅନେକ ସ୍ଥାନରେ /ପାର୍କ ରେ ଓୟୋ ରେ ଦେହ ବ୍ୟବସାୟ ଆମେ ଶୁଣି ଥିଲୁ। କିନ୍ତୁ ଏଠି ଆଦିବାସୀ ହାଟରେ ଦେହ ବ୍ୟବସାୟ ଶୁଣି ଭାରି ଦୁଃଖ ଲାଗିଲା।ଏମାନେ ମଜା ପାଇଁ ଦେହ ସୁଖ ନେଉ ନାହାନ୍ତି। ବରଂ ଆର୍ଥିକ ଅସୁବିଧା ପାଇଁ ଏ ସବୁ କରୁଛନ୍ତି ଯାହା ସମାଜକୁ କଳୁଷିତ ଓ ରୋଗଗ୍ରସ୍ତ କରୁଛି। ସରକାର ଏ ସବୁର ନିରାକରଣ କରିବା କଥା। ଦୋକାନୀଙ୍କ ଦୋକାନଘର ଯୋଗାଇ ଦେଲେ ଭଲ ହୁଅନ୍ତା।ଆଉ ହେଲା ସରକାର ମଦ ବନ୍ଦ କଲେ ବି ଆଦିବାସୀଂକୁ ଏଥିରୁ ବାଦ୍ ଦେବା ଉଚିତ।କାରଣ ଏହା ତାଂକ କୋଉଳିକ ପାନୀୟ। ପାହାଡ଼ ଜଁଗଲ୍ ଭିତରେ ଏମାନଙ୍କ ଜୀବନର ଏକ ସ୍ଵତନ୍ତ୍ର ରୁଚି ଅଛି ଯାହା ଆଧୁନିକ ଜୀବନ ଚର୍ଯାରେ ନାହିଁ।
@AsishkumarDas-ne5yw
@AsishkumarDas-ne5yw 2 ай бұрын
😊😊😊😊😊😊😊😊😊😊😊😊😊
@Bablu_33.
@Bablu_33. 2 ай бұрын
Halo brother this is village name and dist name written u
@naraharipatra-vu1kr
@naraharipatra-vu1kr 2 ай бұрын
Kk😊glfgtz cc gmk ଓ, ,ଔର ରୋରଡସ ସନ​@@AsishkumarDas-ne5yw
@mahavir453
@mahavir453 2 ай бұрын
JAI HO🙏🚩 YE KON SI JAGAH HAI KOI TO BATAAIYE PLEASE
@KumudiniNahak
@KumudiniNahak 2 ай бұрын
😊😊😊😊😊😊😊😊😊😊😊😊😊😊
@niranjanbehura5258
@niranjanbehura5258 2 ай бұрын
ଆଦିବାସି ଲୋକ ବହୁତ୍ ସରଳ ଜଙ୍ଗଲ ଜାତ ଦ୍ରବ୍ଯ ଉପରେ ଏମାନେ ନିର୍ଭର କରିଥାନ୍ତି ଜୟ ଜଗନ୍ନାଥ
@goutamlohar1987
@goutamlohar1987 2 ай бұрын
ଭୁଲ, ରିପୋର୍ଟ କରୁଚୁ ରେ ଭାଇ ଆମର ଏହି ହାଟ ରୁ 50 ମିଟର ଦୂରରେ ମୋ ଘର ଏଠି ମୁଁ ଜନ୍ମ ହଇଛି ଏମିତି କିଛି ଭି ଏଠି ହୁଏନା ସବୁ ହାଟ ଅପେକ୍ଷା ଆମ ହାଟ ଶାନ୍ତି ପୁର୍ଣ ହାଟ ଆମ ହାଟ କୁ ଏମିତି ବଦନାମ କାଇଁକି କରୁଛୁ
@maasihasani1907
@maasihasani1907 2 ай бұрын
ଏହାକୁ ନିଦୁମ୍ ପିଟିଦେହ ଗୋଡ ଆତ ବାନ୍ଦୀ କି
@sibusoren9651
@sibusoren9651 2 ай бұрын
Jiye vdo katu6 pota lagantu sekiba
@rohitroshan2830
@rohitroshan2830 2 ай бұрын
Mgh e panasa manji janini. Kahuchhi ebodhe panasa manji
@LifeandThinking3820
@LifeandThinking3820 2 ай бұрын
Mg ku badao sola
@manoranjanmohapatra2811
@manoranjanmohapatra2811 2 ай бұрын
Thiki kahila bhai
@hsinformationandvlogs8057
@hsinformationandvlogs8057 2 ай бұрын
ଦେହ ବ୍ୟବସାୟ ମିଛ କଥା ଭଳି ଲାଗୁଛି.....
@Mindblowing-fe6xe
@Mindblowing-fe6xe Ай бұрын
ପୁରା ମିଛ
@binubehera868
@binubehera868 Ай бұрын
Hmm Bhai taku pito Sola ku
@YtRajesh8658
@YtRajesh8658 Ай бұрын
ପୁରା ମିଛ ଭାଇ
@swapnilhembram
@swapnilhembram Ай бұрын
ଭାଇ ଏଇଟା ଆମ ହାଟ ଆମେ ଜାଣିଛୁ..... ସଳାଟାକୁ ମାଡ ଦରକାର
@Papurath8
@Papurath8 2 ай бұрын
ଏମିତି ନାଁ ଲେଖେନା ମାଡ଼ ଖାଇବୁ,,, କଳା କାରନାମା କ'ଣ ଧନ୍ଦା ଚାଲିଛି ଏଠି
@DJRAMATUBE
@DJRAMATUBE 19 күн бұрын
ସେ ନିଜେ ଗାଣ୍ଡି ଦେଖଉ ଥିଲା ତ ସେଥି ପାଇ କହିଲା ଦେହ ବେପାର ହଉଚି
@Babu-1974
@Babu-1974 16 күн бұрын
ଏଟା ପରମ ବେଧ ଛୁଆ ଟେ. ୟାର କଥା ଗୋଟେ ଆଉ କାମ ଗୋଟେ
@bijaysingh2441
@bijaysingh2441 7 күн бұрын
Bhai ta adress khajiba se loko kouthi miliba
@SukindadisumBabuofficial
@SukindadisumBabuofficial 2 ай бұрын
ଥରେ କେଉଁଝର ରେ ମାଡ଼ ରୁ ବଂଚିଥିଲୁ ,ଏବେ ଯାଜପୁର ରେ ମାଡ଼ ଖାଇବୁ .ଆମ ଯାଜପୁର କୁ ବଦନାମ କରୁଛୁ / ଏଇ ଲୋକଟାକୁ ଯାଜପୁର ରେ ଯେହୁଁତି ଦେଖିବ ମାର m g ku
@bholanathmarndi7264
@bholanathmarndi7264 2 ай бұрын
ବାଡେଇ ପକାଅ ମିଛ ପ୍ରଚାର କରୁଛି
@Babu-1974
@Babu-1974 16 күн бұрын
ଭାଇ ରେ ୟେ. ମାଗିହା ବେପାର ଚକ୍କର ରେ କରୁଛି କେମିତି ୟେ ବେଧ ଛୁଆ କୁ ban କରିବା କହିଲେ bhai
@bulubehera8570
@bulubehera8570 2 ай бұрын
Odisha ର original ରୂପ ଦେଖି, ବହୁତ୍ ବଢ଼ିଆ ଲାଗିଲା, ଏହି ହଉଚି ମଣିଷ ର ଜୀବନ, ବlସ୍ ମଜା ଆସିଗଲା, ଭାଈ ତୁମକୁ ଧନ୍ୟବାଦ୍ ଆମ ଓଡ଼ିଶା ର ମୂଳ ପିଣ୍ଡକୁ present କରିଥିବାରୁ ❤❤❤
@jkmahanandia3075
@jkmahanandia3075 8 күн бұрын
To maa bia😂
@user-hq1gj6xb5y
@user-hq1gj6xb5y 2 ай бұрын
ମାଡଖିଆ ମିଛଟାରେ ଵଦନାମ କରୁଛୁ ଏ ହାଟକୁ
@reactionwithrahul1
@reactionwithrahul1 2 ай бұрын
Yaa ku longola kori pitibe sola .se hatoku aau thore jau
@PappuPapu-vf7ok
@PappuPapu-vf7ok 2 ай бұрын
ମା।।। ମିଛୁଆ
@SukantaLenka-yj7kh
@SukantaLenka-yj7kh 2 ай бұрын
Apanankara video bahuta Ananda dia bhai❤❤
@sunilrauto5923
@sunilrauto5923 2 ай бұрын
ଆପଣ ଙ୍କ ଭଦ୍ର ବ୍ୟବହାର ବହୁତ୍ ଭଲ ଲାଗେ
@ranjitrajofficial7034
@ranjitrajofficial7034 Ай бұрын
ଏଇ ଲୋକଟା ଗାଲୁଆ ଲୋକଟା... ଆମ ଗାଁ ହାଟକୁ ବଦନାମ୍ କରୁଛି ଏଥର ନାମ ନବ
@jayhind6187
@jayhind6187 2 ай бұрын
ସୁନ୍ଦର ଭିଡିଓ
@chandraisoren3615
@chandraisoren3615 2 ай бұрын
ଗାଣ୍ଡି ମରା ବେକାର ରେ ଆଦିବାସୀ ମାନଙ୍କୁ ବଦନାମ୍ କର ନାହିଁ ପ୍ରମାଣ ଦେଖା ହିନ୍ଜିଳା ହେଇଥିବେ
@ChandanKumar-gh6lr
@ChandanKumar-gh6lr 2 ай бұрын
Report koridio yutube ku
@debaadattamohapatra545
@debaadattamohapatra545 2 ай бұрын
Asigala line re​@@user-cb8hs4di7v
@thedarkhorse2121
@thedarkhorse2121 2 ай бұрын
ଦେହ ବ୍ୟବସାଇ ର ଶବ୍ଦ ପ୍ରୟୋଗ କରି ସେହି ସ୍ଥାନ ର ନାମ ବଦନାମ୍ କରନ୍ତୁ ନାହିଁ ।
@judhisthiranaik2503
@judhisthiranaik2503 2 ай бұрын
ଭାଇ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, କାରଣ ଗାଁ ଗହଳି ହାଟ ଦେଖାଉ ଥିବାରୁ, ବହୁତ ଭଲ ଲାଗିଲା l
@rameswarsoren9096
@rameswarsoren9096 2 ай бұрын
ନା ଭାଇ ସେଭଳି କିଛି ନାହିଁ ମୁଁ ସେଠିକାର ଲୋକାଲ ପିଲା।
@Papurath8
@Papurath8 2 ай бұрын
ଏ ଶଳା ଆମ ହାଟକୁ ବଦନାମ କରୁଛି
@user-cb8hs4di7v
@user-cb8hs4di7v 2 ай бұрын
ଗୁଡେ଼ଇ ଗୁଡେ଼ଇ ପିଟ...ଏ ସଳା ଟାକୁ
@dbrothertourist2452
@dbrothertourist2452 2 ай бұрын
Aeita kou jagare hato houchhi.. jaga na ta kn bhai
@user-uh9se6gs6b
@user-uh9se6gs6b 2 ай бұрын
Bhai Eita Kouthika Hato ki?
@KarunakarMarndi-hc3jc
@KarunakarMarndi-hc3jc 2 ай бұрын
Mari ki Chhutu Kari diyo taku
@krishnamahakud2954
@krishnamahakud2954 2 ай бұрын
ଠିକ୍ ଅଛି ଓଡିଶା ର ପରମ୍ପରା ସଂସ୍କୃତ ର ବଜାର ନୂଆଁ ନୂଆଁ ଯାଗା ର ସଂସ୍କୃତି ଦେଖେଇ ଥିବାରୁ ଧନ୍ୟବାଦ କିନ୍ତୁ ଦେହ ବେପାର ପାଇଁ କହିଛନ୍ତି ତା ହାର ପ୍ରମାଣ ଦେବାକୁ ପଡ଼ିବ ନଚେତ ତୁ ମାଦରଚୁତ ତର ଭିୟୂ ପାଇଁ ମିଛ କହି ଏମିତି ବଦନାମ କରୁଛୁ
@sushantarout4872
@sushantarout4872 2 ай бұрын
ଜୟ ଜଗନ୍ନାଥ, ଏମିତି ସବୁବେଳେ ହସୁଥାଅ,
@sinnibasseenu7918
@sinnibasseenu7918 23 сағат бұрын
ଯାଜପୁର ରେ ମୁଁ ଥିଲା ବେଳେ ସବୁ ସପ୍ତାହ ରେ ମୁଁ ଏ ବଜାର କୁ ଯାଏ,,, ଆପଣ ଯାହା ଖୋଜିବେ ପ୍ରାୟ ସବୁ ମିଳିଯିବ ଏ ବଜାର ରେ
@MTRJose
@MTRJose 2 ай бұрын
ଏହି ହାଟ ରେ କିଛି ବି ଧନ୍ଦା କରାଜଏ ନାହିଁ
@biruamamalaxmi541
@biruamamalaxmi541 2 ай бұрын
Galua ସୁକିନ୍ଦା areea ରେ ରହିକି ଗାଲୁ ମାରୁଚୁ
@bholanathmarndi7264
@bholanathmarndi7264 2 ай бұрын
ତାକୁ ବଡେଇ ବା ଦରକାର ମିଛ ପ୍ରଚାର କରୁଛି ନିଜ vedio ଯେମିତି ବେସି ଦେଖିବେ ବୋଲି
@rahul_lyrics_k155
@rahul_lyrics_k155 Ай бұрын
ବାଳ ଟିକେ ଭିୟୁ ପାଇଁ ତମେ ହାଟ ଟାକୁ ଦେହ ବ୍ୟବସାୟରେ ପରିଣତ କରିଦେଲ😡😡😡😡😡
@krishnahembram2585
@krishnahembram2585 Ай бұрын
Kauthi paibi chapalre badeibe
@Hanan-to7ex
@Hanan-to7ex 2 ай бұрын
I love my Odisha❤❤❤
@dhaneswarbarik-dx4ol
@dhaneswarbarik-dx4ol 2 ай бұрын
ସବୁ ଠିକ୍ ଅଛି, କିନ୍ତୁ କୋଉ କ୍ଲାସ୍ ଯାଏଁ ଯାଇଚ...ସେଇଟାକୁ ସୁନୁସୁନିଆ ଶାଗ କୁହାଯାଏ,କହିଲା କ'ଣ ନା ସୁନି ସୁନି ଶାଗ...
@user-cb8hs4di7v
@user-cb8hs4di7v 2 ай бұрын
ଲୋକ ଟା ଭଲ ନୁହେଁ
@silisili5649
@silisili5649 2 ай бұрын
Jay jagannath 🚩🚩
@user-yn2wp5bw1t
@user-yn2wp5bw1t 2 ай бұрын
Aau dine Jodi aamo jati bisoyare negetive ward kahibo tebe v careful understand
@user-cb8hs4di7v
@user-cb8hs4di7v 2 ай бұрын
FIR
@anantamurmu453
@anantamurmu453 Ай бұрын
Adibasi jetiki sorolo...setiki khatarnaak...
@ranjitrajofficial7034
@ranjitrajofficial7034 Ай бұрын
ସତ କଣ ସେଇଟା ଆଗ ଜାଣିବାକୁ ଚେଷ୍ଟା କର ତା ପରେ ମତ ଦେଲେ ଭଲ ହୁଅନ୍ତା.... ଅଯଥାରେ ମିଥ୍ୟା କଥାରେ ଡେଇଁଲେ କିଛି ହବନି..... ଧନ୍ୟବାଦ୍
@jagadishdehuri1445
@jagadishdehuri1445 2 ай бұрын
ଭାଇ ତମ ଗାଁ ହାଟରେ ଦେହ ବେପାର ହୁଏ ତାମେ ଯାଇକି ଦେଖି ଥିଲକି ମିଛ କଥା ତମ କେଂଝେର ରେ ଦେହ ବେପାର ହୁଏ ଭାଇ ମିଛରେ ଯାଜପୁର TATA Mainci କୁ ବଦନାମ କରୁଛ
@AkhilKumar-cx9dc
@AkhilKumar-cx9dc 8 күн бұрын
ତୁ ମାଫିଆ ଟା
@debendrasasamal912
@debendrasasamal912 Ай бұрын
ଭଲ ଲାଗିଲା ଧନ୍ୟବାଦ୍
@Ranjangulu
@Ranjangulu 12 күн бұрын
😡😡😡😡
@BaidharNaik-my1cj
@BaidharNaik-my1cj Ай бұрын
Repoter ଭାଇ କେତେ ଦିନ ରୁ ଜାଣି ଛ ଏ ହାଟ ବିଷୟ ରେ ତେଲକୋଇ କଉଛ Keonjhar ହାଟ ମାନଙ୍କରେ ଦେହବେପାର ହୁଏ କି? ନିଜ କୁ ବିକି ଦିଅ ନାହିଁ
@pratappatra8489
@pratappatra8489 2 ай бұрын
Jay jagannatha 🙏🙏🙏🙏
@damodarhembram9243
@damodarhembram9243 2 ай бұрын
ଗରିବ ଲୋକମାନଙ୍କ ମଜାକ ଉଡାଉ ଛ 😅
@DhanaramBeshra
@DhanaramBeshra 2 ай бұрын
Koujoga bhai
@user-cb8hs4di7v
@user-cb8hs4di7v 2 ай бұрын
Bes leka kuli kate FIR pe
@ranjitdigal323
@ranjitdigal323 2 ай бұрын
Good 👍
@CharigarhVlogs1614
@CharigarhVlogs1614 2 ай бұрын
🙏🙏🙏🙏🙏🙏 share this video and subscribe this channel 🙏🙏🙏🙏
@RM-xh3js
@RM-xh3js 2 ай бұрын
ମିଛ
@Naranmarndi46
@Naranmarndi46 2 ай бұрын
ଆମ area କୁ ଆସ ପୁଅ ବହେ ମାଡ଼ ଖାଇବୁ
@BtdigitalDisom
@BtdigitalDisom 2 ай бұрын
ଆପଣଙ୍କ ପ୍ରୟାସ ପାଇଁ ବହୁତ୍ ବହୁତ୍ ଧନ୍ୟବାଦ ଖଣି ଇରିଆରେ ଦେହ ବେପାର କିଛି ନୂଆ କଥା ନୁହେଁ ଆପଣଙ୍କ ପ୍ରତେକ ଭିଡିଓ ରେ ଆଦିବାସୀ ଗାଁ ର ସମସ୍ୟା ଓ ତାଙ୍କର ଜୀବନ ଶୈଳୀ ଦେଖାନ୍ତି ଏଣୁ ଏଭଳି କାର୍ଯ୍ୟ କରି ଆଦିବାସୀଙ୍କ ସମସ୍ୟା କୁ ଲୋକ ଲୋଚନକୁ ଆଣୁ ଥାନ୍ତୁ 👍👍👍👍
@banmalibehra.i.organicmen
@banmalibehra.i.organicmen 2 ай бұрын
ସତରେ କ'ଣ ଏଠି ଦେହ ବେପାର ହୁଏ
@user-cb8hs4di7v
@user-cb8hs4di7v 2 ай бұрын
Kie be tu sola
@ranjitrajofficial7034
@ranjitrajofficial7034 Ай бұрын
ହଁ ତୋ ମାଆ ଆଉ ତୋ ଭଉଣୀ ଆସୀକି ଏଠି ବିଆ ବେପାର କରୁଥିଲେ 😂😂😂😂
@ranjitrajofficial7034
@ranjitrajofficial7034 Ай бұрын
ସତ କଣ ଜାଣିନୁ ବହୁତ୍ କହୁଛୁ ବୁଝିଲୁ....
@JogendraSahoo-ql4rp
@JogendraSahoo-ql4rp 27 күн бұрын
Good ❤❤❤❤
@tuducreations5764
@tuducreations5764 2 ай бұрын
Views ପାଇଁ thumbnail ରେ ଦେହ ବ୍ୟବସାୟ ଲେଖିଛୁ,, Monther ଚୁଦ୍,, ସେ ଗାଁ, ସେ ହାଟ ବିଷୟ ରେ ତୁ ଜାଣିଛୁ,, ଶୋଳା ବଦନାମ୍ କରୁଛୁ,,
@Headmis1234
@Headmis1234 29 күн бұрын
ୟେ ତ ପଇସା ଏମିତି କରୁଛି ୟାକୁ ମାଡ଼ ଦରକାର
@SK24NYK
@SK24NYK 2 ай бұрын
Awesome bahi good work genuine videos
@ssahu5635
@ssahu5635 2 ай бұрын
@rebatimishal2986
@rebatimishal2986 2 ай бұрын
Nice video
@kalicharannaik7270
@kalicharannaik7270 2 ай бұрын
Good
@CharigarhVlogs1614
@CharigarhVlogs1614 2 ай бұрын
🙏🙏🙏🙏🙏🙏 share this video and subscribe this channel 🙏🙏🙏🙏 🙏🙏🙏
@ranjitrajofficial7034
@ranjitrajofficial7034 Ай бұрын
​@@CharigarhVlogs1614ତୋ ମା ଵିଆ କୁ share କରିବେ
@user-wj6we1np7s
@user-wj6we1np7s 5 күн бұрын
Mu TELKOI balabhadrapur
@pks4343
@pks4343 Ай бұрын
କଳିଙ୍ଗନଗର ଡ଼ୁବୁରି ହାଟରେ ଭିଡ଼ିଓ କର ଆସିକି. ପ୍ରତି ଗୁରୁବାର ଦିନ ହାଟ ହୁଏ
@ShivaramBehera-wo8ft
@ShivaramBehera-wo8ft 2 ай бұрын
God bless you my dear brother 💞
@CharigarhVlogs1614
@CharigarhVlogs1614 2 ай бұрын
🙏🙏🙏🙏🙏🙏🙏🙏🙏🙏🙏🙏🙏
@ranjitrajofficial7034
@ranjitrajofficial7034 Ай бұрын
​@@CharigarhVlogs1614କ୍ଷମା ମାଗିବୁ ତୋ ଭଲ କଥା ନ ହେଲେ ନାମ ନବୁ ରେ ପୁଅ
@user-wr6df1rb7d
@user-wr6df1rb7d Ай бұрын
Balo blog
@subratbehera8293
@subratbehera8293 2 ай бұрын
Very nice blog bhai
@jeeban.
@jeeban. Күн бұрын
ଶଳା ମିଛୁଆ.... କହିଲା ଦେହ ବ୍ୟବସାୟ ମୁଁ tata mines ରେ 5 ବର୍ଷ ରହିଚି.... 😄😄😄😄
@adarsabehera356
@adarsabehera356 2 ай бұрын
👍👍👍
@user-dz9wb2dp9h
@user-dz9wb2dp9h Ай бұрын
Love from Keonjhar❤❤❤
@bibegal
@bibegal 2 ай бұрын
VERY nice
@sukulmurmu4334
@sukulmurmu4334 2 ай бұрын
ଆମ ମୟୁରଭଞ୍ଜ ର dantiamuhan ହାଟ କୁ ଥରେ ଆସ ରେ ପୁଅ ତୁ ନିହାତି ମାଡ଼ ଖାଇବୁ, ଏମିତି ଯଦି ଆଉ ଥରେ ଆମ୍ ଆଦିବାସୀ ମାନଙ୍କୁ କହିବୁ ତୁ ତୋ ଖାଇବୁ ମାଡ଼
@Pravatdiamond
@Pravatdiamond 2 ай бұрын
Good 👍👍👍👍🎉🎉🎉🎉❤❤
@dipakkumarpatra574
@dipakkumarpatra574 2 ай бұрын
Great bro
@AjayaNayak-uf8nd
@AjayaNayak-uf8nd 6 сағат бұрын
ଦେହ ବ୍ୟାପାର କଥା ମିଛ ଅଟେ।
@SanjayKumar-uz3qi
@SanjayKumar-uz3qi 2 ай бұрын
ପ୍ରକୃତ ରେ ହାଟ ଟା ଦେଖି ବହୁତ ଖୁସି ଲାଗିଲା ନୁଆଁ ନୁଆଁ ଜିନିଷ ସବୁ ଜାଣି ବାକୁ ମିଳିଲା
@BhesajaUdabar-iq4yb
@BhesajaUdabar-iq4yb 5 күн бұрын
ଭାଇ ସୁନ୍ଦର ହାଟ ହେଲେ ତୁ ଯୋ ଲେଖିଛୁ ମାଘିଆ ତତେ ମାଡ଼ ଦେବାର ଅଛି 😡😡🤬😡😡😡
@bikashjena5727
@bikashjena5727 Ай бұрын
କିଛି ମାଡୁଆ ପ୍ରକୃତି ର ଲୋକ ଅଛନ୍ତି ଏ ଲୋକ ବି ସେୟା । କିଛି ଜାଣିନି କୁକୁଡ଼ା ଲଢେଇ କରୁଥିବା ବେଳେ ଦେହ ବ୍ୟବସାୟ କହିଲେଣି
@baijayantipingua9830
@baijayantipingua9830 2 ай бұрын
Bhai amebi se ariaku au se hataku jau kahi ameta dekhi nahu ki jani nahu deha bepara hua buli bina pramanara kahi kahuchhanti
@bholanathmarndi7264
@bholanathmarndi7264 2 ай бұрын
ବାଡେଇ ପକାଅ ମିଛ ପ୍ରଚାର କରୁଛି
@pareshhansda2934
@pareshhansda2934 Ай бұрын
ଆପଣ ଲବ ହାଂସଦା ଅପେକ୍ଷା ବହୁତ ଭଲ ଭିଡିଓ କରୁଛନ୍ତି ଆପଣ ଗାଁ ର ସମସ୍ୟା ଦେଖେଇବା ସହ ତାଙ୍କର ଚଳନି ଦେଖୁଛନ୍ତି ଯାହା ସରକାର ଙ୍କ ପାଖରେ ପହଞ୍ଚିବ ସେଥି ପାଇଁ ଆପଣଙ୍କ ଭିଡିଓ ସବୁ ମୋତେ ଭଲ ଲାଗେ
@munathewriter1234
@munathewriter1234 2 ай бұрын
ହୁଁ ଭାଇ ଠିକ୍ କଥା ଟା ଦେଖେଇଥିବାରୁ thanks ଯେତେ ଶୀଘ୍ର ସମ୍ଭବ ମୋହନ ମାଝୀ ଙ୍କୁ ସେ ହାଟ ର ଦେହ ବେପାରୀ ମାନଙ୍କୁ ଜେଲ୍ ରେ ପୁରେଇ ବାର ବ୍ୟବସ୍ଥା ହେବ କେବଳ ଆପଣ ଭାଇ ଟିକେ ଭିଡିଓ କୁ viral କରନ୍ତୁ 👍👍👍👌👌
@ranjitrajofficial7034
@ranjitrajofficial7034 Ай бұрын
Tu maa ghia kichhi na janiki bahut deunchhu..... to maa aao to bhauni bodhe a hata ku aasiki athi dhanda karuchhanti na re harami
@YtRajesh8658
@YtRajesh8658 Ай бұрын
ଭାଇ ବହୁତ୍ ବଡ଼ ଭୁଲ କରୁଛ ଏମିତି ଭିଡିଓ କରିକି ।। ଆମ ଗାଁ ଟାଟା କାଇଁ ଅମେତଜନିନୁ ।। ଶଳା ଗଣ୍ଡିମରା ଲାଇକ ପାଇବା ପାଇଁ ମନ ଇଚ୍ଛା ଭିଡ଼ିଓ କରୁଛୁନା ଆଉ ଥରେ ଯାଜପୁର କୁ ଆସେ 🖕🖕🖕
@ChittaranjanSankhua-oy9ke
@ChittaranjanSankhua-oy9ke 2 ай бұрын
ହାଟ କେଉଁ ଜାଗାରେ
@Stylish_star_satya
@Stylish_star_satya 2 ай бұрын
Good evening sir ❤
@CharigarhVlogs1614
@CharigarhVlogs1614 2 ай бұрын
🙏🙏🙏🙏🙏 share this video and subscribe this channel 🙏🙏🙏🙏
@nasannsrstudio4985
@nasannsrstudio4985 2 ай бұрын
ବହୁତ ସୁନ୍ଦର ହେଇଚି ସାର ଭିଡ଼ିଓ ଟା
@pradeepdash287
@pradeepdash287 2 ай бұрын
Lyo
@sashibhusanhembram7235
@sashibhusanhembram7235 2 ай бұрын
Adibasinku bodnam karantu nahi.nija chanel ku promot karibapain.proman kariparibe ki,deha bepara hauchi bali. Bhagya bhala police apanaku dakinahi.
@CharigarhVlogs1614
@CharigarhVlogs1614 2 ай бұрын
🙏🙏🙏🙏🙏🙏 share this video and subscribe this channel 🙏🙏🙏🙏🙏
@bholanathmarndi7264
@bholanathmarndi7264 2 ай бұрын
​@@CharigarhVlogs1614promot kariba pain michha prachar karantu nahi na hele ମାଡ khaibe
@Pradeeppanda143
@Pradeeppanda143 2 ай бұрын
​@@CharigarhVlogs1614 Emiti Michha apaprachara karile kehi b subscribe karibeni ... Olti Unsubscribe karidebe
@prasantakumarsahoo1109
@prasantakumarsahoo1109 11 күн бұрын
ଭାଇଖାଲିରେଟପଚାର ନଵାରନାହିକିଛି
@suryanandasoren6659
@suryanandasoren6659 Ай бұрын
ଆଦିବାସୀଙ୍କୁ ଠିକ୍ ଭବରେନ ଜାଣି ଏପରି ଖରାପ୍ ଚିତ୍ରଣ କରନ୍ତୁ ନାହିଁ
@swaticreation6559
@swaticreation6559 Ай бұрын
ଆଦିବାସୀ ଏରିଆ ସ୍ୱାଭିମାନ ଓ଼ ଇଜ୍ଜତ ରେ ଗରିବ ଲୋକ ସବୁ ବଞ୍ଚନ୍ତି,,, ବଜାର ଏରିଆ ଭଳି ମାଳିସାହି ଯାନ୍ତି ନାହିଁ... ଆଉ ତୁ ଏକ ହାରାମଜାଦୀ,,, ପ୍ରଣାମ ଦେଇ ନ ପାରିବୁ ଯଦି ନେଙ୍ଗଳା କରି ମାଟି ହାଣ୍ଡି ଗାଁ ଦାଣ୍ଡରେ ବୁଇବେ..... ନିୟମ ଅନୁଯାଇ
@tapanmarndi2787
@tapanmarndi2787 2 ай бұрын
ଆମ ଠୋ ୨୫km ଆମର ସବୁ ବେଳେ ଏଇ ହାଟ।
@user-cb8hs4di7v
@user-cb8hs4di7v 2 ай бұрын
Laga ante dalepe
@tapanmarndi2787
@tapanmarndi2787 2 ай бұрын
@@user-cb8hs4di7v akay vedio teyarij....?!
@mangalentertainment6898
@mangalentertainment6898 2 ай бұрын
Thomel ରେ ଠିକ ସେ ଲେଖ ନହେଲେ ମାଡ ଖାଇବୁ,ଏମିତି ମୂର୍ଖ vlog ର ପାଇଁ ଆମ ଆଦିବାସୀ ସମାଜକୁ ବର୍ବାଦ କରୁଛନ୍ତି।
@baburajnahakbaburajnahak8425
@baburajnahakbaburajnahak8425 2 ай бұрын
ଜୟ ଜଗନ୍ନାଥ 😅❤
@CharigarhVlogs1614
@CharigarhVlogs1614 2 ай бұрын
🙏🙏🙏🙏🙏 share this video and subscribe this channel 🙏🙏🙏🙏
@KulamaniBhuyan-xj8vi
@KulamaniBhuyan-xj8vi 2 ай бұрын
Nice looking beautiful video
@CharigarhVlogs1614
@CharigarhVlogs1614 2 ай бұрын
🙏🙏🙏🙏🙏🙏 share this video and subscribe this channel 🙏🙏🙏🙏🙏🙏
@ranjitrajofficial7034
@ranjitrajofficial7034 Ай бұрын
​@@CharigarhVlogs1614ତୋ ଘରକୁ ଯାଇକି ଗେହିବେ କହୁନୁ
@BADSHA9494
@BADSHA9494 26 күн бұрын
ମୋ ଘର ପା ସେଇଠି
@SucessloveCreation
@SucessloveCreation Ай бұрын
Charigarh vlogs ତୁ ଆଓ ଥରେ ଏ ହାଟକୁ ଆସେ , ତ ଅବସ୍ଥା ସାଙ୍ଘାତିକ ହେବ, ମିଛ ଟାରେ ଆମ ହାଟ ନାଁ ରେ ବଦନାମ କରୁଛୁ,
@TaniTanveerTribal
@TaniTanveerTribal 2 ай бұрын
Love from Thakurmunda, Mayurbhanj ❤
@sonukhansonukhan8387
@sonukhansonukhan8387 2 ай бұрын
Welcome. Tata manies. Hats ra. Maga. Khub. Sunder. Swagat. Bhai
@naturalforestfood1221
@naturalforestfood1221 2 ай бұрын
ଭାଇ ମାନେ ଏହାକୁ ଯେଉଁଠି ଦେଖିବ ସେଇଠି ମାଡ଼ ମାରିବ .....
@user-nz8tg9jf9b
@user-nz8tg9jf9b 2 ай бұрын
Jay Shree Ram 🧘🏻📖🙏
@varietube623
@varietube623 2 ай бұрын
Bahut bhala lagila hata❤
@rahul_lyrics_k155
@rahul_lyrics_k155 Ай бұрын
ଏମିତିଆ ବି ୟୁଟୁବର୍ ଅଛନ୍ତି ବାଳ ଜାଣିନଥିଲି। ଛି 😡😡
@subratapanigrahi3628
@subratapanigrahi3628 Ай бұрын
ଶଳା ଆଦିବାସୀ ଦେହ ବେପାର କେବେ ଠୁ କଲାଣି ରେ MG, ଆଦିବାସୀ ଖଟି ଖାଇବା ପସନ୍ଦ କରେ, ତାର ଦେହ ବେପାର କରିବାରେ କୌଣସି ଆବଶ୍ୟକତା ନାହିଁ
@kapilendramohanta9767
@kapilendramohanta9767 Ай бұрын
ସେ ଚଣ୍ଡାଲ vlogging ଉପରେ ଯେଉଁ headline ଟା ଦେଇଚ୍ଛ ତାକୁ deleat କରିବାକୁ ଅନୁରୋଧ ନହେଲେ କାହା ହବୁଡ଼ିରେ ପିଠି ସେକା ଖାଇ ଯିବ ହାତ ସହିତ ଏରିଆର ବଦନାମ କରୁଛି
@SushilBeck-v7t
@SushilBeck-v7t Ай бұрын
Blogger ଭାଇ please ଏମିତି ଲେଖିକି ଗା ଲୋକଙ୍କୁ ଖରାପ କହଁନି plz plz ଗାଁ ଲୋକେ ବହୁତ ସରଳ ଥାଆନ୍ତି so plz plz 🙏🙏🙏🙏🙏🙏🙏
@kishorpradhan2019
@kishorpradhan2019 2 ай бұрын
ହାଟ କୋଉ ଜାଗା ତାନାକନ
@IKrishnaKamara
@IKrishnaKamara 2 ай бұрын
Love From Keonjhar Swampatna Sir ❤🎉
@gulshankumarofficial1595
@gulshankumarofficial1595 2 ай бұрын
ଦେହ ବ୍ୟବସ୍ୟା ନ ଦେଖିଲେ ବିଶ୍ୱାସ କରି ହେବ ନାହିଁ
@rrunitgang7344
@rrunitgang7344 2 ай бұрын
ଭାଇ ସେମିତି କିଛି ହୁଏ ନାହିଁ, ମୁଁ ଏହି ଗ୍ରାମ ର ପିଲା,
@bholanathmarndi7264
@bholanathmarndi7264 2 ай бұрын
ମିଛ ପ୍ରଚାର କରୁଛି ନିଜ vedio ଲୋକ ଦେଖିବା ପାଇଁ ଏମିତି କରୁଛି
@BISU_ON_FIRE
@BISU_ON_FIRE 11 күн бұрын
Are bhai kichi b
@manojstudio566
@manojstudio566 2 ай бұрын
ଭାଇ ହାଟକୁ ବୁଲି ବାକୁ ଯାଉଛ କିଛି ଲୋକଙ୍କୁ ବିସ୍କୁଟ ଗୋଟେ ପାଣି ବୋତଲ ଦିଅନ୍ତୁ ବହୁତ ଭଲ ହେବ please ❤❤❤😂
@baghasingh2777
@baghasingh2777 2 ай бұрын
ଆରେ ଭାଇ ଭୁଲ କଥା କହୁଛ.
@hrhansdah3233
@hrhansdah3233 2 ай бұрын
ମାଡ ଖାଇବୁ ଏମିତି କିଛି ହୁଏନାହିଁ
@Rusumajhi3010
@Rusumajhi3010 2 ай бұрын
ଆଜ୍ଞା ତୁମେ ଭଲ ଜିନିଷ ଦେଖୁଛ ମୋତେ ଭଲ ଲାଗେ ତୁମ କଥାରେ ଭଲ ଲାଗେ। I Like you.
@ranjitrajofficial7034
@ranjitrajofficial7034 Ай бұрын
ହଁ ସେ ତ ଜଉ ଭାଡୁଆ ତାକୁ ଚାଟିପକା
@abhayamohanty9300
@abhayamohanty9300 2 ай бұрын
Han Hou Valla.👍👍
@CharigarhVlogs1614
@CharigarhVlogs1614 2 ай бұрын
🙏🙏🙏🙏🙏 share this video and subscribe this channel 🙏🙏🙏🙏🙏🙏
@ranjitrajofficial7034
@ranjitrajofficial7034 Ай бұрын
​@@CharigarhVlogs1614ତୋ କଥାରେ ଯଦି ସତ୍ୟ ଅଛି ସାମ୍ନା କୁ ଆସେ ରେ ଘୁଷୁରୀ ଘିଆ
@JadumaniMahanta-kg2cu
@JadumaniMahanta-kg2cu 2 сағат бұрын
Epari Katha kuhajae nai bhala sikya dia au dukha sukha Anya sabu dekhei kahichhala
@CharigarhVlogs1614
@CharigarhVlogs1614 Сағат бұрын
🙏🙏🙏🙏🙏🙏🙏🙏 ଆପଣଙ୍କ ମତାମତ ପାଇଁ ଅଶେଷ ଧନ୍ୟବାଦ ଜ୍ଞାପନ କରିବା ସହ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି ଆପଣଙ୍କୁ ସୁଖଶାନ୍ତିରେ ରଖିଥାନ୍ତୁ🙏🙏🙏🙏🙏 share this video and subscribe this channel 🙏🙏🙏🙏
@ssshakti4763
@ssshakti4763 2 ай бұрын
ବଦମାସ vlogger view ପାଇଁ thumbnail
@pareshchandra9918
@pareshchandra9918 2 күн бұрын
ତ ମା ଆଉ ତ ଭଉଣୀ କୁ ନେଇ ବେପାର କର..... ପଇସା ମିଳିବ.... ମଦାରୀ
@SanatParida-vr9pp
@SanatParida-vr9pp 2 ай бұрын
Verygoodhats
@krushnamahanta2960
@krushnamahanta2960 4 күн бұрын
ମିଛ ରେ ହାଟ କୁ ବଦନାମ କରନ୍ତୁ ନାହିଁ
大家都拉出了什么#小丑 #shorts
00:35
好人小丑
Рет қаралды 77 МЛН
Nurse's Mission: Bringing Joy to Young Lives #shorts
00:17
Fabiosa Stories
Рет қаралды 13 МЛН
Zombie Boy Saved My Life 💚
00:29
Alan Chikin Chow
Рет қаралды 33 МЛН
Gli occhiali da sole non mi hanno coperto! 😎
00:13
Senza Limiti
Рет қаралды 24 МЛН
Wholesale Fish Market Balugaon Chilika|Odisha|Biggest Fish Market
15:20
SEEMANCHAL VLOGS
Рет қаралды 116 М.
大家都拉出了什么#小丑 #shorts
00:35
好人小丑
Рет қаралды 77 МЛН