କଳ୍ପନା ନାୟକ ପାଲା

  Рет қаралды 2,215

CHAITANYA TV

CHAITANYA TV

Күн бұрын

କଳ୍ପନା ନାୟକ ପାଲା#youtubeshorts video
ଗାୟୀକା - କଳ୍ପନା ନାୟକ
ବାୟକ - ବେଦାନ୍ତ ବାବୁ
ବିଷୟ - ହେଉଳରେ ଦିଅଁ ସେଠି ବେବତା ନାହିଁ
thank you for watching this video in this playlists - Odia pala come
ସଂଜ୍ଞା-
ପାଲା ହେଉଛି ଆମ ଓଡିଶାବାସୀଙ୍କର ଏକ ସର୍ବପ୍ରାଚୀନ
ପରମ୍ପରା ଶୀକ୍ଷଣୀୟ,ଏବଂ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ,
ବିଶେଷକରି ଏହା ,ସାହିତ୍ୟିକ, ଆଧାତ୍ମିକ ଏବଂ ସାଂସ୍କୃତିକ
କାର୍ଯ୍ୟକର୍ମ ଭାବେ ପରିଗପଣିତ,ପାଲାର ବିଶୟବସ୍ତୁକୁ ଯିଏ
ବ୍ୟାଖ୍ୟା କରନ୍ତି ଏବଂ ମୁଖ୍ୟ ହେଉଛନ୍ତି ଗାୟିକା ବା ଗାୟକ
ସେ ପୁରାଣ ଅଷ୍ଟାଦଶପୁରଣ, ଭାଗବତ,ରାମାୟଣ ଇତ୍ୟାଦିର
ବିଷୟବସ୍ତୁକୁ ଆଧାର କରି ତାଙ୍କର କରିଥିବା ବିଶୟକୁ
ଆଲୋଚନା କରନ୍ତି |
ଗୋଟିଏ ପଲାଦଳରେ ଜଣେ ହେଲେ ବାୟକ ଯିଏକି ମୁଦଙ୍ଗ ବଜାନ୍ତି ଅନ୍ୟଜଣେ ହେଲେ ଶ୍ରୀପାଳିଆଯିଏ ଭଜନ ଏବଂ ଓଡିଶୀ ଇତ୍ୟାଦି ସୁନ୍ଦର ଭାବରେ ଗାନ କରନ୍ତି ଏବଂ ଆଉ ତିନିଜଣ ହେଲେ ପାଳିଆ ଯିଏ ପାଳି ଧରି ଗାୟକ ବା ଗାୟୀକାଙ୍କୁ ସାହାଯ୍ୟ କରନ୍ତି, ଗାୟକ ବା ଗାୟିକାଙ୍କୁ ନେଇ ସମୁଦାୟ ୬ ଜଣ ପାଲା କରିଥାନ୍ତି ,ଏହା ହେଉଛି ପାଲାର ସଂଜ୍ଞା

Пікірлер
Odia pala// kalpana Nayak pala #CHAITANYA TV #youtubeshorts
16:13
CHAITANYA TV
Рет қаралды 155 М.
Cool Parenting Gadget Against Mosquitos! 🦟👶 #gen
00:21
TheSoul Music Family
Рет қаралды 30 МЛН
World‘s Strongest Man VS Apple
01:00
Browney
Рет қаралды 69 МЛН
pumpkins #shorts
00:39
Mr DegrEE
Рет қаралды 118 МЛН
gy, kalpana rout ,   6370389476
7:29
Gautam Chhatoi
Рет қаралды 6 М.
Советский мультфильм про нашу жизнь !
13:49
Дедушка Аргентинца
Рет қаралды 5 МЛН
odia pala //Kalpana Nayak pala odia//#youtubshorts #CHAITANYA TV
10:25
ହଠାତ କିଏ ପହଁଚିଲେ ଘରେ / Rupa Pin2 Khushi
25:49
Rupa,pin2,khushi express
Рет қаралды 229 М.
Cool Parenting Gadget Against Mosquitos! 🦟👶 #gen
00:21
TheSoul Music Family
Рет қаралды 30 МЛН