Рет қаралды 4,799
ଥରେ କ୍ରିଷ୍ଣା ରାଧା ଙ୍କୁ ପଚାରିଲେ :~ରାଧେ ଦୁନିଆରେ ଏମିତି କେଉଁ ସ୍ଥାନ ଅଛି ଯେଉଁଠି ମୁଁ ନାଇଁ...? 😊
ରାଧା ହସି ହସି କହିଲେ.... ମୋ ଭାଗ୍ୟରେ...😢!!ଏତେ କଷ୍ଟ,
ପ୍ରେମ,ପ୍ରଚେଷ୍ଟା ପରେ ମଧ୍ୟ ଆପଣ ମୋ ଭାଗ୍ୟରେ ନାହାନ୍ତି 😭...!!
କ୍ରିଷ୍ଣା ପୁଣି ପଚାରିଲେ :~ମୁଁ ଅନ୍ୟତ୍ର ବିବାହ କରି ମଧ୍ୟ ମୋ ନାମ ସହ ତୁମ ନାମ ସଂଯୋଗ କିପରି ହେଲା ଯାହା ଯୁଗ ଯୁଗ ପାଇଁ ଚିରନ୍ତନ ସତ୍ୟ ଏବଂ ଉଦାହରଣ ଅଟେ....!
ରାଧା କାନ୍ଦି କାନ୍ଦି ଉତ୍ତର ଦେଲେ....ପ୍ରଭୁ ସେଇଟା ମୋର
ସୌଭାଗ୍ୟ ଅଟେ... 🙏🥰🙏
ଜୟ ଶ୍ରୀ କ୍ରିଷ୍ଣା 💝🥰💝
❤️
😊🙏ରାଧେ ରାଧେ 🙏😊 #machine #textilefactory #factory #textilemachine #weavingmachine