କଖାରୁ ଫସଲର ଫୁଲ କଷି ଝଡ଼ିବାର କାରଣ ଓ ସମାଧାନ Pumpkin fruit drying & fruit drop and it's solution

  Рет қаралды 94,774

KRUSHI SAMPADA

KRUSHI SAMPADA

Күн бұрын

Hi
Arabinda Sahoo
Agriculturist
KRUSHI SAMPADA
Fruit drop of pumpkin
କଖାରୁ କଷି ଝଡ଼ିବା
Fruit dropping in Pumpkin now a days is a common factor for reduction of yield.There are 5 reason for fruit dropping. The major cause is lack of natural pollination by bees honeybees due to use is high does of pesticide .
So artificial pollination is necessary by hand.Lack of watering also reduce the blooming of female flower. Use of balanced fertilizer promot blooming of female flower. Calcium deficiency drop the pumpkin fruit.So spraying of calcium chloride @10gm/lit save flower dropping.
Spray NPK :19:19:19 3gm per lit afternoon
Thank you
krushi sampada
WATCH NEXT :
କଖାରୁ ଚାଷ
• ଶୀତ ଦିନିଆ କଖାରୁ ଚାଷ P...
କଖାରୁ ଫଳ ମାଛି
• କଖାରୁ ଫସଲରେ ଫଳ ମାଛି ପର...
ଧିଙ୍ଗିରି ଛତୁ
• ଧିଙ୍ଗିରି ଛତୁ DHINGIRI...
#pumpkinfruitdrop #pumpkin
#pumpkinpollination #fertilizer
#pumpkinfertilizer #agriculture #krushisampada #odia

Пікірлер: 59
@rajeshmohanty5735
@rajeshmohanty5735 Жыл бұрын
Thanks for your information sir 🙏
@gouravgaming2890
@gouravgaming2890 3 жыл бұрын
Very intersting
@soumyaranjanjena3059
@soumyaranjanjena3059 3 жыл бұрын
Nice video sir
@binatibarik7979
@binatibarik7979 3 жыл бұрын
Very very nice video
@baonk5693
@baonk5693 3 жыл бұрын
Good presentation
@kueenaswain4306
@kueenaswain4306 3 жыл бұрын
Thank u for information.
@adhyatmika9958
@adhyatmika9958 2 жыл бұрын
Thank you sir 🙏
@dhrubacharan4064
@dhrubacharan4064 3 жыл бұрын
Sir good videos
@susilasahoo2652
@susilasahoo2652 2 жыл бұрын
Sir. Thank you for this information.
@muktanaik4783
@muktanaik4783 Жыл бұрын
Thanks
@susilasahoo2652
@susilasahoo2652 Жыл бұрын
@@muktanaik4783 farmer from bbsr
@sonaliparida1215
@sonaliparida1215 11 ай бұрын
Thank you
@krushisampada
@krushisampada 11 ай бұрын
You're welcome
@aaonischintakoili5509
@aaonischintakoili5509 3 жыл бұрын
Good
@JijarSunpokhari
@JijarSunpokhari 3 жыл бұрын
ବଇତାଳୁ ଅମଳ ସମୟ ରେ ପଚିଥାଏ କାହିଁକି
@ManojSahoo-z9z
@ManojSahoo-z9z 3 ай бұрын
ସାରେ କଖାରୁ ଫୁଲଵେଶୀ ହୁଏ କଖାରୁ ଗୋତେହୁଏନାହିୈ ପରାଗ କଲେବୀହୁଏନାହି🎉🎉🎉🎉🎉କଷିଝଡିଯାଉଛୀ
@PareshNaik-q3o
@PareshNaik-q3o 19 күн бұрын
Barsaa dinare kaubihan chasakale bhala heba
@BhanumatiPanda
@BhanumatiPanda 2 ай бұрын
🎉
@shivalalhembram9178
@shivalalhembram9178 Ай бұрын
Horman kow samay re spray koriba
@JaganathaDas-lw1wi
@JaganathaDas-lw1wi 2 жыл бұрын
Jaganath.das.jay.krishana.gopal
@avtargaming4096
@avtargaming4096 8 ай бұрын
Sir mara kakharu gachha 60 da mai fulo asuchi but ondira fulo asu nahi kon karibi
@manoramapanda4761
@manoramapanda4761 11 ай бұрын
Spray gacha re kariba na gacha mulare?
@krushisampada
@krushisampada 11 ай бұрын
ଗଛ ରେ ସ୍ପ୍ରେ କରନ୍ତୁ
@baneswarinaik2168
@baneswarinaik2168 Жыл бұрын
🙏🙏Jadi kakharu dunka dhala hei gole kn kora jibo .plz sir tike kahibe ki
@purnachandrasahoo2742
@purnachandrasahoo2742 Жыл бұрын
କଖାରୁ ଚାଷର ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଭିଡିଓ ଟିକେଦୟାପୂର୍ବକ ଛାଡନ୍ତୁ
@narayancharankandi5386
@narayancharankandi5386 3 жыл бұрын
Sir azotobactor କୁ କଖାରୁ ଫସଲରେ ବ୍ୟବହାର କରିପରିବୁକି ? କିପରି
@krushisampada
@krushisampada 3 жыл бұрын
Azotobactor ଏକର ପ୍ରତି 4kg କୁ 50kg ଗୋବର ଖତ ସହ ମିଶାଇ ପ୍ରୟୋଗ କରି ପାରିବେ।
@asaranias4086
@asaranias4086 Жыл бұрын
sar Kakharu gachha re mai phula aasu Nahin Kan kariba
@narayancharankandi5386
@narayancharankandi5386 3 жыл бұрын
Sir ମୁ ଏବେ ପୋଟଳ ଚେର ଲଗାଉଛି, ଏଥିରେ rootex powder ବ୍ୟବହାର କରିପାରିବି କି ? ପୋଟଳ ଚାଷ ବିଷୟରେ ଏକ video ବନାନ୍ତୁ।
@pradhanpradhan748
@pradhanpradhan748 Жыл бұрын
potoll mula sada rogha muthik
@manaskumarpradhan761
@manaskumarpradhan761 Жыл бұрын
Kakharu re andira phula phutunahin kana karajiba
@krushisampada
@krushisampada Жыл бұрын
ଅଧିକ ଥଣ୍ଡା ପଡିଲେ hybrid କିସମ କଖାରୁରେ ମାଈ ଫୁଲ ଅଧିକ ଆସିଥାଏ।ତେଣୁ hybrid କଖାରୁ ସହିତ ଦେଶୀ କଖାରୁ ଲଗାନ୍ତୁ।urea ସାର ଏକର ପ୍ରତି 30kg ପ୍ରାୟୋଗ କରନ୍ତୁ।urea ସାର lit ପ୍ରତି 10gm ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।
@lambodarmahanta1930
@lambodarmahanta1930 3 жыл бұрын
Female hormone for pumpkin? Any brand recom...
@ranjanbarikmuna4313
@ranjanbarikmuna4313 2 жыл бұрын
Please contact number Kichhi pachharibara thilla
@pramodnayak9404
@pramodnayak9404 Жыл бұрын
Kakharu Patra mocha heichi sir medicine kuhantu
@krushisampada
@krushisampada Жыл бұрын
କଖାରୁ ଫସଲରେ ଶୋଷକ ପୋକ ଧଳା ମାଛ ଓ ପତ୍ରଡିଆଁ ପୋକ ଲାଗିଲେ ପତ୍ର ମୋଚା ହୋଇଥାଏ।ଫସଲରେ ହଳଦିଆ ଅଠାଳିଆ କାର୍ଡ ଏକର ପ୍ରତି 15ଟି ବ୍ୟବହାର କରନ୍ତୁ।Imidachloprid 30.5%SC lit ପ୍ରତି 0.5ml ବା Difenthuron 50%WP lit ପ୍ରତି 1.5gm ବା Alika lit ପ୍ରତି 0.5ml ହିସାବରେ ସ୍ପ୍ରେ କରନ୍ତୁ।7ଦିନ ଅନ୍ତରରେ 2ଥର ସ୍ପ୍ରେ କରନ୍ତୁ।
@sudarsannayak3787
@sudarsannayak3787 Жыл бұрын
Mor b samite heuchhi
@sudarshanmohanta2711
@sudarshanmohanta2711 3 жыл бұрын
Kakharu bodo size heba pain medicine
@krushisampada
@krushisampada 3 жыл бұрын
ହର୍ମୋନେ Fantac plus lit ପ୍ରତି 0.5ml ହିସବାରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।
@manoranjanprusty9981
@manoranjanprusty9981 3 жыл бұрын
Gpod
@swamidhireshananda2847
@swamidhireshananda2847 10 ай бұрын
କଖାରୁ ଚାଷରେ ସାହେବି ରୋଗ କେମିତି ନିୟନ୍ତ୍ରଣ କରା ହେବା । ତାର ଉପଚାର କଣ
@krushisampada
@krushisampada 10 ай бұрын
ଆକ୍ରାନ୍ତ ପତ୍ର କୁ ଛିଣ୍ଡାଇ ନଷ୍ଟ କରନ୍ତୁ।ହଳଦିଆ ଅଠାଳିଆ କାର୍ଡ ଏକର ପ୍ରତି 15 ଟି ବ୍ୟବହାର କରନ୍ତୁ। Diafenthuron 50%WP lit ପ୍ରତି 2gm ବା MOVENTO lit ପ୍ରତି 1ml ହିସାବରେ ସ୍ପ୍ରେ କରନ୍ତୁ।7ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।
@bhanjodisha9862
@bhanjodisha9862 3 жыл бұрын
Kokharu Alpo kichi bada hella pare , pachila color asithaye ebang norom hoi Jaye ,pore pochi nosto jaithaye, karon Kon hoi pare l decembare logei thili, February re phulo pr a churo matra re asithila , February madha bhago prajayanto prajanto pray adhiko pholo rahithila, February sesore konosi pholo rohila nahi , 7 ru10 Dina re thore jolo modei thaye . Na jolo satejota karono ru apori hela.
@krushisampada
@krushisampada 3 жыл бұрын
କଖାରୁ ଫସଲରେ ଫଳ ମାଛି ଲାଗିଲେ ଫଳ ପାଚି ଯାଇଥାଏ ଓ ତା ମଧ୍ୟରେ ପୋକ ହୋଇଯାଏ।ଏହି ଫଳ ମାଛିକୁ କିପରି ନିୟନ୍ତ୍ରଣ କରାଯିବ ତାହାର vedio ପ୍ରସ୍ତୁତ କରାଯାଇଛି ତାହାକୁ ଦେଖି ପାରିବେ କୃଷି ସମ୍ପଦ। କାର୍ଯ୍ୟକ୍ରମ ଦେଖି ଥିବାରୁ ଧନ୍ୟବାଦ
@bhanjodisha9862
@bhanjodisha9862 3 жыл бұрын
@@krushisampada thenk you
@balmikinaik9855
@balmikinaik9855 2 жыл бұрын
କଖାରୁ ପତ୍ର ହଲଦିଆ କାହିଁକି ହେଉଛି
@bibekanandamajhi1189
@bibekanandamajhi1189 2 жыл бұрын
Jayjghanta
@nirupamamohanta1355
@nirupamamohanta1355 Жыл бұрын
ସାର ଲାଉ କଷି ଝଡିଯାଉଛି କଣ କରିବି? ଟିକିଏ କହିବେ ?
@krushisampada
@krushisampada Жыл бұрын
ଜୈବିକ ସାର BIOZYME ଏକର ପ୍ରତି 10kg ପ୍ରାୟୋଗ କରନ୍ତୁ। NPK 0:52:34 lit ପ୍ରତି 5gm ସହିତ Boron 20% lit ପ୍ରତି 1gm ମିଶାଇ ଅପରାହ୍ନରେ ସ୍ପ୍ରେ କରନ୍ତୁ।2ଦିନ ପରେ Hormone Fantac plus lit ପ୍ରତି 0.5ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।15ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।
@srikantakanhar2086
@srikantakanhar2086 3 жыл бұрын
କଖାରୁ କସି ଫାଟି ଯିବା କାରଣ କଣ ଏହାର ଉପଚାର କଣ
@krushisampada
@krushisampada 3 жыл бұрын
କଖାରୁ ଫସଲରେ boron ଅଣୁ ସାର ଅଭାବ ହେଲେ କଖାରୁ କଷି ଫାଟି ଯାଇଥାଏ।ସେଥିପାଇଁ ଅଣୁ ସାର CHAMAK lit ପ୍ରତି 3gm ସହିତ NPK 0:52:34 Lit ପ୍ରତି 3gm ହିସାବରେ ସ୍ପ୍ରେ କରନ୍ତୁ।ଧନ୍ୟବାଦ।
@narayancharankandi5386
@narayancharankandi5386 3 жыл бұрын
କଖାରୁ ପତ୍ର ପାଚିଲା ପଡି ଯାଉଛି ଏବଂ ଫଳ ଛୋଟ ହୋଇ ରହୁଛି। ଏହାର କାରଣ କ'ଣ ? ଏହାର ସମାଧାନ କ'ଣ ଅଟେ ?
@krushisampada
@krushisampada 3 жыл бұрын
ପତ୍ର ହଳଦିଆ ହେବାର କାରଣ ନିମ୍ନମୁଖୀ ପତ୍ର ପୋଡ଼ା ରୋଗ ର ଲକ୍ଷଣ।ବିହନ ଲଗାଇବା ପୂର୍ବରୁ Carbendazim 50%DP 1kg ବିହନ ପିଛା 2gm ରେ ବିଶୋଧନ କରନ୍ତୁ।Amistar top lit ପ୍ରତି 1.5ml ବା NATIVO Lit ପ୍ରତି 0.6gm ବା DELCY lit ପ୍ରତି1ml ହିସାବରେ ସ୍ପ୍ରେ କରନ୍ତୁ।7ଦିନ ଅନ୍ତରରେ 2ଥର ସ୍ପ୍ରେ କରନ୍ତୁ।ଫସଲାରେ ଜୈବିକ ଖତ BIOZYME ଏକର ପ୍ରତି 12Kg ପ୍ରୟୋଗ କରନ୍ତୁ।ଫଳ ଆସିବ ସମୟରେ NPK 19:19:19Lit ପ୍ରତି 5gm ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।10ଦିନ ଅନ୍ତରରେ 2ଥର ସ୍ପ୍ରେ କରନ୍ତୁ।ARJUN F1 ବିହନ ଲଗାନ୍ତୁ।
@saisundarnayak3537
@saisundarnayak3537 2 жыл бұрын
Sir besi jhaduchhi
@ashokkumarnandi242
@ashokkumarnandi242 2 жыл бұрын
aha Kama deuni
@kabirajmallik2943
@kabirajmallik2943 7 ай бұрын
Sir mobile number
@krushisampada
@krushisampada 7 ай бұрын
7008498896
Incredible: Teacher builds airplane to teach kids behavior! #shorts
00:32
Fabiosa Stories
Рет қаралды 12 МЛН
Стойкость Фёдора поразила всех!
00:58
МИНУС БАЛЛ
Рет қаралды 6 МЛН