Army Major, fiancee Assault case: Police recreates crime scene with 7 detained 'road romeos' || KTV

  Рет қаралды 49,639

Kalinga TV

Kalinga TV

Күн бұрын

Kalinga TV is the fastest growing television channel in Odisha. Kalinga TV, being one of the most trusted channels in the state is always on attempt to bring authenticated and real time news to its viewers. We believe on unbiased coverage. Kalinga TV delivers reliable information across all platforms i.e. TV, Internet and Mobile.
Visit Our Website: kalingatv.com/
Android App: play.google.co...
iOS App: apple.co/2M2KhQA
Watch Live: kalingatv.com/live
KZbin: / kalingatv24x7
Facebook: / kalingamedia
Twitter: / kalingatv24x7
Instagram: / kalingatv24x7
#kalingatv #kalingatvlive #kalinganews

Пікірлер: 188
@Dremy_Date
@Dremy_Date Сағат бұрын
ରୋଡ଼ ରୋମିଓ 7 ଜଣ ଙ୍କୁ ଗୋଗୋଛ ବାଡିଆ ଦିଅ ଥାର୍ଡ଼ ଡ଼ିଗ୍ରୀ ଦିଆଯାଉ
@DearLifeIndia
@DearLifeIndia 3 сағат бұрын
ମାଲ ପିଇକି ବୁଲ ଖାଲି
@himansuchandramohanta
@himansuchandramohanta 3 сағат бұрын
ଶଳା ମାନଙ୍କୁ ଜେଲରେ ଦିଅ
@SamsuluddinKhan
@SamsuluddinKhan Сағат бұрын
ସେମାନେ ସବୁ ଇଂଜିନିୟରିଂ ପିଲା ତାଂକୁ ଏ ଆର୍ମି ଅଫିସର ଫୁଟାଣି ଦେଖେଇ ଗାଳି ଗୁଲଜ କରିଛି। ସେଠାକୁ ଦେଖ। ପିଲାଙ୍କ କିଛି ଦୋଷ ନାହିଁ।
@sanjaykumarnayak3521
@sanjaykumarnayak3521 Сағат бұрын
Se magia toka nka ra prabala dosa
@hrusikeshmallik3221
@hrusikeshmallik3221 2 сағат бұрын
ରୋଡ ରୋମିୟ ଅପେକ୍ଷା ପୋଲିସ ସାକାରର କଳା କାରନାମା ସମ୍ପର୍କରେ ଖୋଳତାଡ଼ କରନ୍ତୁ
@SujataRoyDailyVlogs
@SujataRoyDailyVlogs 2 сағат бұрын
Right
@kalyanpanda5885
@kalyanpanda5885 2 сағат бұрын
ସେମାନଙ୍କୁ ନେଇ ନୂଆ ଖେଳ ଖେଳିବ ପୋଲିସ
@Always-n3t
@Always-n3t 2 сағат бұрын
ରାଣ୍ଡି ଖାନାର ଝିଅ ଟା..... ମାତାଲି ଟା
@krushnaprasadmohanty3831
@krushnaprasadmohanty3831 Сағат бұрын
ନିର୍ଭୟା ଘଟଣାରେ - ଥିଲେ ପୁରୁଷ ବନ୍ଧୁ - ସମୟ ବିଳମ୍ବିତ ରାତ୍ରୀ - ଭରତପୁର ଘଟଣାରେ - ମଧ୍ୟ ପୁରୁଷ ବନ୍ଧୁ - ବିଳମ୍ୱିତ ରାତ୍ରୀ - କିନ୍ତୁ ଫରକ ଏତିକି ଅଙ୍କିତା / ଉଭୟ ପ୍ରବଳ ମଦ୍ୟପାନ କରିଥିଲେ - ଜଣେ ଉଚ୍ଚଶିକ୍ଷିତା ଯୁବତୀ ରାତି ଅଧରେ ମଦ ପିଇ ଘରକୁ ଫେରିବା କେତେଦୂର ଯୁକ୍ତିଯୁକ୍ତ ? ରାତି ଅଧରେ ମଦ ପିଇ ଫେରିଲେ କ'ଣ କ'ଣ ଯେ ଘଟିବ - ତାହା ପୋଲିସ କ'ଣ - ଭଗବାନ ବି ଗ୍ୟାରେଣ୍ଟି ଦେଇପାରିବେ ନାହିଁ !
@rajeshnayak8166
@rajeshnayak8166 2 сағат бұрын
If the police had registered the FIR and done their duty on that day, all this unnecessary drama could have been avoided. The police department would have been able to focus on and resolve other issues as well.
@sandhyamaharana1357
@sandhyamaharana1357 2 сағат бұрын
Right
@ranjeetanayak9704
@ranjeetanayak9704 Сағат бұрын
True
@amalendusinghnaik5585
@amalendusinghnaik5585 2 сағат бұрын
ସେ ଝିଅ ବି ବରାବର ଦୋଷୀ।
@biswaranjannayak795
@biswaranjannayak795 2 сағат бұрын
Absolutely right bro
@biswaranjannayak795
@biswaranjannayak795 2 сағат бұрын
Bhai se jhiaa acting କରୁଛି
@ajitkumarsamal7202
@ajitkumarsamal7202 2 сағат бұрын
Jhia ku gheriki comment mariba humiliate karibe tahele kn sie react karibeni?? Jadi nija ra kie relative heithile se jagare kn eia kahithanta?? Tokanku mada peiki comments maribaku support kara aau jhia birodha kala boli crime heigala??
@akumar-y5h
@akumar-y5h 2 сағат бұрын
କୋଉ ଖୁସି ରେ
@dravaranibal590
@dravaranibal590 3 сағат бұрын
ମାତାଲି ଝିଅ, ସେମାନେ ରୋଡ ରୋମିଓ ନୁହନ୍ତି
@chittamuni
@chittamuni 2 сағат бұрын
Semane bhai kana sadhu santha. Rati 1 re kana karuthile?
@dayanidhimurmu8548
@dayanidhimurmu8548 57 минут бұрын
ଆଉ ସେ ନିଶା Madam କଣ କରୁଥିଲେ କି ???
@dbki9524
@dbki9524 54 минут бұрын
@@chittamuni raati 1 re au kan kaama thiba??? Career Barbaad ra rachana karuthile....
@amalendusinghnaik5585
@amalendusinghnaik5585 2 сағат бұрын
ରାତି ରେ ନାଇଟି ପିନ୍ଧିଲେ ସିନା ଆରାମ ଲାଗିବ
@salamkhan2534
@salamkhan2534 Сағат бұрын
Haan sabu fatafat 😂
@dayanidhimurmu8548
@dayanidhimurmu8548 2 сағат бұрын
Army ସ୍ତ୍ରୀ ର ସବୁ ଭୁଲ ,,,, ସେ ମଦ ନିଶା ରେ କିଛି ଜାଣି ପାରୁନି
@SoumysRa
@SoumysRa Сағат бұрын
Tama bhauni heithile kan kahithanta
@armansabar259
@armansabar259 Сағат бұрын
ମୋତେ ଲାଗୁଛି ଏଥିରେ ଏହି ଲୋକ ବି ସାମିଲ ଥିବେ
@b078sandeepbehera7
@b078sandeepbehera7 Сағат бұрын
Au Tu sabu Jani paruchu na??
@spicyupdates
@spicyupdates Сағат бұрын
ଆମ bhauni mal piyi road re jatra korunahanti ​@@SoumysRa
@sumantakumarbilas9887
@sumantakumarbilas9887 Сағат бұрын
A mahiya ଅନ୍ଧ ଭକ୍ତ
@NiranjanBehera-fh8ro
@NiranjanBehera-fh8ro 2 сағат бұрын
Toki ra bi dosa.. acchi..
@bijayapppradhan4563
@bijayapppradhan4563 Сағат бұрын
To wb ନା
@Sams-g7h
@Sams-g7h 3 сағат бұрын
ମାତଳୀ ଅଭଦ୍ର ଝିଅ
@basantarout9538
@basantarout9538 2 сағат бұрын
Up ପରି ଜଦି ଏଠି ସରକାର encounter buldozer ନୀତି ଆଦରି ନିଅନ୍ତି ତ ଓଡିଶା ଅପରାଧ ମୁକ୍ତ ହବ.. ପୁଲିସ ଅପରାଧି ସବୁ ସାବାଡ ହେଇ ଯିବେ.. ଏଥିରେ crime branch ନୂହେଁ CBI ତଦନ୍ତ କର
@SantubeMusic
@SantubeMusic 2 сағат бұрын
Bull dozer action superim court band karichi abe😢
@yoyo-gl7bw
@yoyo-gl7bw 2 сағат бұрын
Real footage dekha ta pare comment kara
@ଜୟଜଗନ୍ନାଥ-ଠ8ଡ
@ଜୟଜଗନ୍ନାଥ-ଠ8ଡ 3 сағат бұрын
ଝିଅ ର ଗଲୁ ପ୍ରବଳ ମଦ ପିଇଛି. ଟୋକା ଙ୍କ ସହ ଝଗଡା କରିଛି ଟୋକା ଙ୍କୁ ମାରିବାକୁ ଯାଉଛି ମେଜର କଥା ମାନିନୀ.. ଥାନା ରେ ବି ଝଗଡା କରିଛି ତାଙ୍କୁ ଆଇନ ପଢ଼ାଉଛି.. ଝିଅ ର ସବୁ ଭୁଲ ଆମେ ସବୁ ଭିଡିଓ ଦେଖି ସାରିଲୁଣି... ଗୋଟେ ମିଛେଇ ଝିଅ ପାଇଁ ଓଡିଶା ଲୋକ ଭାସି ଗଲେ ପୋଲିସ army ମୁହାଁ ମୁହିଁ ହେଲେ...
@amaparbani6415
@amaparbani6415 3 сағат бұрын
Bala ta dekhilu bala ta bujhilu....adha video dekhi Sabu janigalu...se mada piu ki jaha Karu..se bike re jauthila emane kie comments karibaku...semane kaun thika neichhanti
@tusarpanda5148
@tusarpanda5148 2 сағат бұрын
ପ୍ରତିଦିନ ଭୁବନେଶ୍ୱର ରୁ ସମ୍ବଲପୁର ପର୍ଜନ୍ତ୍ ୧୦୦୦ କମେଟ କରାଯାଉଛି .କେସ ଫାଇଲ ତ ଗୋଟେ କରଜାଉନି..କମେଟ୍ ଗୋଟେ ବଡ଼ issu ନୁହେଁ😮😮😮​@@amaparbani6415
@SantubeMusic
@SantubeMusic 2 сағат бұрын
Right
@sarbebhabantusukhinahah
@sarbebhabantusukhinahah 2 сағат бұрын
@@amaparbani6415se jhia ta bedhei ta ok
@tunanari6397
@tunanari6397 Сағат бұрын
Tu kahuchu jhia mada pichi, jadi pi nathanta ta hele baki sabu thik ta ?
@ranjanbaral9351
@ranjanbaral9351 2 сағат бұрын
କିଛି ହବନି। ବିଜେଡି ବାଲା କହିବେ ଏ ସରକାର କିଛି action ନେଉନାହାନ୍ତି। ବିଜେପି ବାଲା କହିବେ ପୂର୍ବ ସରକାର ସମୟରେ ବହୁତ ଏମିତି ହେଉଥିଲା। ଆଉ ମଡିଆ ବାଲା ମସଲା ଢାଳି ଗୋଟିଏ ବାକ୍ୟରେ ସରୁଥିବା କଥାକୁ ଲହରେଇ ୧୦ ମିନିଟ ପରିବେଷଣ କରିବେ। ଆମେ ଭକୁଆଙ୍କ ପରି ଶୁଣିବୁ। ପୂର୍ବ ସରକାର ପର ସରକାର କିଛି ନାହିଁ। ପୂର୍ବ ସରକାର କ୍ଷମତାରୁ ଗଲେଣି।ଏଣୁ ବର୍ତ୍ତମାନ ସରକାର କଣ କରିବା କଥା କରନ୍ତୁ।
@mukundapangi7818
@mukundapangi7818 Сағат бұрын
Bola heichi besi over acting koritile
@mukundapangi7818
@mukundapangi7818 Сағат бұрын
Bahuta bola heichi kahikina besi odisha re rahi chief minister who boli ki koichi arami juti kaiba seti koiba jinda bad
@dravaranibal590
@dravaranibal590 3 сағат бұрын
ପୁଅ ମାନେ crime କରିନାହାନ୍ତି, କରିଥିଲେ ସେ ଝିଅ rape ହେଇଥାନ୍ତା, ତୁମେ ସେ bedhei jhia ପାଇଁ ପୁଅ ମାନଙ୍କ life barbad କରନି please
@ajitkumarsamal7202
@ajitkumarsamal7202 2 сағат бұрын
Achha tahele pua mada peiki bulibe? Jhia nku comment maribe gathering heiki? Jadi jhia mada peidela crime tahele mada ban kn pain hauni?? Emiti pua nku jail re pureiba darkar atleast 2 years Jadi ei toka nka upare action na hue tahele army action nau interfere kariki
@dbki9524
@dbki9524 2 сағат бұрын
Police station nighty au half pant katha tk kuha
@sandhyamaharana1357
@sandhyamaharana1357 2 сағат бұрын
​@@ajitkumarsamal7202 right
@subhrajitmohapatra2080
@subhrajitmohapatra2080 Сағат бұрын
Hau se Toka jail ru bharile toh bhauni ku pathai dabu tanka pakha ku friendship kariba ku...
@sanjaykumarnayak3521
@sanjaykumarnayak3521 57 минут бұрын
Se toka magia nkar career barabada
@manasnayak.09
@manasnayak.09 2 сағат бұрын
ଏଗୁଡ଼ିକ ସବୁ ଆଈ ମାଆ କାହାଣୀ। ଯେତେବେଳେ ସେ ଅଭିଯୋଗ କଲା ସେତିକିବେଳେ କିଛି ଛୋଡ଼ି ପାରିଲେନି ଏବେ ସବୁ ଛୋଡ଼ି ପକେଇବେ
@jayramkhatua3735
@jayramkhatua3735 3 сағат бұрын
7 janaku jail bharidia
@saradasahoo2409
@saradasahoo2409 39 минут бұрын
ସତ କହିଲେ ଏଠି ଦୋଷ ଗୋଟେ ଅଣ୍ଡିରଚଣ୍ଡି କିନ୍ନର ବେଶଧାରୀ ମାଇ ମଦୁଆ ଏଠି ଓଡିଶାର ଜନସାଧାରଣ ଓଡିଶା ପ୍ରଶାସନ ଓଡିଶା ପୋଲିସ ସମସ୍ତଙ୍କର ମୁଣ୍ଡ ତଳକୁ କରିଦେଲା ଏବେ ଏ ସାତଜଣ ଆଉ ଭରତପୁର ଥାନାର କିଛି ପୋଲିସ କର୍ମଚାରୀଙ୍କ ଜୀବନ ନର୍କ କରିଦବ ।ମେଜର ମାହିଆ ଆଗକୁ ନୀଶ ମୋଡା ଛେଳିହବ ହେ ଜଗନ୍ନାଥ ମହାପ୍ରଭୁ ତମ ପାଖରେ ଗୁହାରି ଏତେ ଅନ୍ଯାୟ ଆଗରୁ ଏହାର ମୃତ୍ୟୁ ହେଇଯାଉ
@AngadaSrutiRishabh
@AngadaSrutiRishabh 3 сағат бұрын
ଫାଷ୍ଟ ଏ ଭିଡ଼ିଓ ମୁଁ ଦେଖିଲି
@JagannathSahoo-vb4rj
@JagannathSahoo-vb4rj Сағат бұрын
ଚାନ୍ଚଲ୍ୟ କଲା କିଏ ସାରା ଦେଶରେ ----- ପୋଲିସ ଅଭିଯୋଗ ଶୁଣିଥିଲେ ଏ ଭଳି କାଣ୍ଡ ହୋଇଥାନ୍ତା କାହିଁକି, ପୋଲିସ ବାଲା ଗାଣ୍ଡୀ ରେ ବଡ଼ ଚର୍ବି
@opnia
@opnia 3 сағат бұрын
Garbi matali Jhia.. .....siye gote advocate ... Siye to dadagiri dekhauchi police station..
@RajaRaja-bl6cx
@RajaRaja-bl6cx 2 сағат бұрын
ଅରୁଣ ବୋତ୍ରl ଜାମୁ କୋଳି ଗପ କୋଉ ଦିନ ଆସିବ
@sandipkumar-gt3tw
@sandipkumar-gt3tw 2 сағат бұрын
Nikamma Odisha Police.. Shame Shame.. International news hei galalni.. Odisha Naa pakeile... Laja laguni au bibek badhuni kemiti..
@PujaFurniture-o1b
@PujaFurniture-o1b 48 минут бұрын
ଏଠି ସବୁ ମଦ ର କମାଲ ସେ ଝିଅ ମଦ ସେ ପିଲାମାନେ ମଦ ସେପୋଲିଷ୍ ମଦ ସମସ୍ତ ମଦର ଭୁଲ୍ ସବୁ ମଦର କମାଲ୍
@Ss-20245
@Ss-20245 3 сағат бұрын
Road Romeo hele tume kn Tv Romeo.
@MM-gl9by
@MM-gl9by 2 сағат бұрын
Who stopped the couple on the road?It's not a fault of the girl if she is brave.
@TarunKumarSahoo-jb8xh
@TarunKumarSahoo-jb8xh 15 минут бұрын
ଗୋଟେ ହାତରେ ତାଳି ବାଜେନି । ତାହା ବୋଲି ନୁହେଁ ସବୁ କ୍ଷେତ୍ରରେ ମହିଳା ଙ୍କ ତରଫରୁ ଭୁଲ ଥାଏ କିନ୍ତୁ ଏହି ଘଟଣା ଏକ ଭିନ୍ନ । କେବଳ ସେନାବାହିନୀର ଅଧିକାରୀ ବୋଲି ଏକ ପାଖିଆ ନିଷ୍ପତ୍ତି ନ ନିଆଯାଉ ଛାତ୍ର, ପୁଲିସ, ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀ ସମସ୍ତ ଙ୍କୁ ଦଣ୍ଡିତ କରାଯାଉ।
@dravaranibal590
@dravaranibal590 3 сағат бұрын
ସେ ଝିଅକୁ ଜେଲ୍ ରେ ପୁରାଅ
@Jit007Z
@Jit007Z Сағат бұрын
10 Year Jail pathao sabu Road Romeo nku...
@sabitaprusty8035
@sabitaprusty8035 Сағат бұрын
ଏଣିକି ସବୁ ବୁଝି ସୁଝି କମେଣ୍ଟ ଲେଖି ବା ଦରକାର। ଏ ଝିଅ ପାଣି ରେ ସର ପକାଇ ଦେଲା। ବେକାର ରେ ସମୟ ନଷ୍ଟ ହେଲା। ପଥ ହାନି, ପ୍ରାଣ ପିଡା। ଏଣିକି ପୋଲିସ ସଚେତନ ହୋଇ ଆଗକୁ ଠିକ୍ ନ୍ୟାୟ କରିବ ବେ ।ସତ୍ ପଥ ର ରାସ୍ତା ସବୁବେଳେ ପରିଷ୍କାର। ଜୟ ଜଗନ୍ନାଥ। ସମସ୍ତ ଙ୍କର ମଂଗଳ ହେବ।
@shayaarsid5298
@shayaarsid5298 53 минут бұрын
କଳିଙ୍ଗ ଟିଭି wala tame kebethu character certificate delani , tanku Road Romeo କହିବାକୁ ତମେ କିଏ...????ତୁମକୁ କିଏ haq dela ,tame nije haucha sabu gote gote Faltu loka Au Faltu TV TRP lovi , paisa ପାଇବାକୁ କାହାର character kharap କରିବାକୁ ବି pachhauna
@kirttanmahanta9806
@kirttanmahanta9806 25 минут бұрын
U. P c.m has best of India.
@dhyanachandramahanta3671
@dhyanachandramahanta3671 16 минут бұрын
Crime Road ରେ ହୋଇନାହିଁ ବରଂ ଏହା ଥାନା ରେ ହୋଇଛି l ତେଣୁ crime scene ର recreation କରାଯାଉ
@SatyaranjanNayak-x3l
@SatyaranjanNayak-x3l Сағат бұрын
Police department rahiba kana darkar crime branch sabu jagare branch office kholiba darkar police department upare biswas nahi
@manashnayak2794
@manashnayak2794 53 минут бұрын
ଥରେ ନୟା ପଲି ଥାନା ପୁଲିସି ଵାଲାଙ୍କୁ ଧରତୁ ମୋହନ ମାଝୀ କହିଥିଲେ ଲୋକଙ୍କୁ ଭଲ ବ୍ୟବ ହାର କରିବ ଏଫ୍ୟାର ଲେଖିବାକୁ କାଗଜ କଲମ ଦବ କିଂତୁ ପୁଲିସି ଵାଲା କଥା ବାର୍ତା ଠିକି କରୁନାହାନ୍ତି
@kanhajikumar
@kanhajikumar 2 сағат бұрын
Bharatpur station ra kebe crime scene heba
@aaro486
@aaro486 2 сағат бұрын
It's Odisha BJP, not UP Yogiji police. If it had happened in UP all police official, with road romeo langada dikhai hota.
@pintusahoo-informative
@pintusahoo-informative 2 сағат бұрын
ଯୋଉମାନେ ସେ mejor aau ତା girlfriend କୁ support କରୁଛନ୍ତି...ଦୟାକରି ସତ୍ୟତା ଜାଣିକି support କର,କାରଣ ବହୁତ୍ ସତ୍ୟତା ଲୁଚି ରହିଛି
@salbegpradhan4118
@salbegpradhan4118 Сағат бұрын
Tu kahi de
@armansabar259
@armansabar259 Сағат бұрын
Tu ସବୁ ଜାଣିଛୁ au
@spicyupdates
@spicyupdates Сағат бұрын
​@@salbegpradhan4118 se jhio ra ବି ଭୁଲ ଅଛି.. ତା bf chup chap ଅଛି.. ଝିଅର ବହୁତ igo ଜଣା ପଡୁଛି
@Born2Stock
@Born2Stock Сағат бұрын
ଆଉ ତୁମ ପରିକା ଯେଉଁମାନେ ସତ ନ ଜାଣିକି Police କୁ Support କରୁଛନ୍ତି ଦୟାକରି ସତ୍ୟତା ଜାଣିକି Support କର କାରଣ ଓଡିଶା ରେ ବି Corruption କରୁଥିବା Police ଓ‌ ଗୁଣ୍ଡା ଅଛନ୍ତି , Jay Hind 🇮🇳Jai Jawan
@pintusahoo-informative
@pintusahoo-informative 55 минут бұрын
@@armansabar259 ସବୁ ଗୁମର ଖୋଲୁଛି....ଧୀରେ ଧୀରେ ଆପଣ ବି ଜାଣିପାରିବେ
@JogeswarMajhi-lt7hj
@JogeswarMajhi-lt7hj Сағат бұрын
ଅରୁଣ ବୋଥ୍ରା ର ଜାମୁକୋଳି ଗପ,,ଟଏଲେଟ୍ ଗପ ରେ ସୀମିତ ନ ରହୁ
@duryodhanpradhan6000
@duryodhanpradhan6000 Сағат бұрын
ପ୍ରକୃତ ଘଟଣା କାହାର କିଛି ନ ଜାଣି ସାତ ଜଣଙ୍କୁ ରୋଡ ରୋମିଓ କିମ୍ବା ଅଭିଯୁକ୍ତ ବୋଲି କେମିତି କହିପାରୁଛ, ବେକାର ମିଡିଆ
@likun282
@likun282 11 минут бұрын
Samir ଭାଇ କୁ ହାତ ଲଗେଇ ଦେଲା କହୁଥିବା ଛୁଡି ପୁଅ କୁଆଡେ ଗଲୁ ରେ
@sbp1650
@sbp1650 2 сағат бұрын
I recall anjana mishra case and then adv i roy and his upbringing black
@RanjanKumar-mx1ki
@RanjanKumar-mx1ki Сағат бұрын
୫ ଜଣ ପୋଲିସ କୁ କାହିଁକି ଆରେଷ୍ଟ କରାଯଉ ନାହିଁ
@santoshmaharana5800
@santoshmaharana5800 Сағат бұрын
ତା ଠାରୁ ବଳିଗଲା ପୋଲିସ୍ ର ଦୁର୍ବ୍ୟବହାର
@GurucharanSenapati-if1ks
@GurucharanSenapati-if1ks 2 сағат бұрын
9:54 Dcp sri vijual dekhantu . iic nku seve karntu sadharan lokanku marntu
@ramakantanaik2835
@ramakantanaik2835 Сағат бұрын
ଆର୍ମି ର ବାନ୍ଧଵି ବୋଲି କଣ ଇନ୍ଦ୍ର ଚନ୍ଦ୍ର ମାନିବନାହିଁ ମହୋନ ମାଝୀ ଙ୍କୁ ଚିହ୍ନି ନ ଆମ ଓଡିଶାର cm
@Siddharth_Symphony
@Siddharth_Symphony 21 минут бұрын
Scene recreation ବିଷୟ ରେ କିଛିବି news ପାଖରେ ନାହିଁ ଶୁଖିଲା ରେ ହାଲ୍ଲା
@sjb2811
@sjb2811 30 минут бұрын
ladies te ମଦ ପିଇ କି ନାଟକ କରୁଛି,,ସେଇଟା ଭିଡିଓ ରୁ ସ୍ପଷ୍ଟ ଜନିହାଉଚି,,ladies boli acting kariki ସମସ୍ତଙ୍କୁ ଫସେଇଦେଲା,,ନ ହେଲେ army ଅଫସର ra court -martial ହେଇସାରନ୍ତନି
@mukeshkumar11111
@mukeshkumar11111 2 сағат бұрын
Kalinga news, police bisayare Kia kahiba
@beautyenhancebysimi6727
@beautyenhancebysimi6727 Сағат бұрын
Ete time bachasha hela but police kemiti jani parilani petroling teem kan karuthile fir keun adhar re smart city kuhajauchi ..... Bhubaneswar ko ?
@OpSamirVlog
@OpSamirVlog Сағат бұрын
Army department pai ye gote କଳଙ୍କି। Army officer ra wife ଯଦି ବାର ରେ ଡ୍ରିଙ୍କ କରେ ତାହାଲେ ଏଥିରୁ ଜଣା ପଡେ। ଆର୍ମି କେତେ ଶୃଙ୍ଖଳିତ।
@giridharinetam8982
@giridharinetam8982 42 минут бұрын
Police station ra CCTV kuade gola?
@DrDhirendraMohanty
@DrDhirendraMohanty 2 сағат бұрын
ଅରୁଣ ବୁଥ୍ରା ମହାଶୟ ଥିବାରୁ ଆଶା କରାଯାଉଛି ତଦନ୍ତ ଠିକୀରେ ପରିଚାଳିତ ହେଉଥିବ ଏବଂ ପ୍ରକୁତ ଦୂଷି କୁ ଦଣ୍ଡ ମିଳିବ.
@sudhakarnayak2958
@sudhakarnayak2958 2 сағат бұрын
Odisha police ko Jail Other Hand over to Army Indian Army is Grade choro iic And Ladies police Why Night drass others Room iic Ladies police Kaya Khrath Jababo Do Odisha police
@sksahoo6119
@sksahoo6119 2 сағат бұрын
POLICE,DO NOT DIVERT YOUR CRIME AGAINST ARMY PERSONNEL.
@ramanathnanda5995
@ramanathnanda5995 2 сағат бұрын
Romeo manaku Greece patthaidia ai mananka. Pain desa aji utthuchhi paduchhi dhandha lagaichhanti
@KulamaniPanda-r3r
@KulamaniPanda-r3r 2 сағат бұрын
ଆରେ ଏ ତ ସେଇ ଅରୁଣ ଏ କି ରିପୋର୍ଟ ଦେବ ଦୁଇ ଜଣ ବିଜେଡି ଚୋର
@manoranjanmullick3487
@manoranjanmullick3487 2 сағат бұрын
ମୋଦି ଯୋଗୁ କୁଶାସନ ଚାଲିଛି ଓଡିଶା ରେ, କଂଗ୍ରେସ ଆସିଲେ ସବୁ ଓଡିଶା ପୋଲିସ ହେବେ ସାବାଡ଼ 🇮🇳
@nandansahu3832
@nandansahu3832 2 сағат бұрын
Cong bele anjana mishra case heithila au taparathu odishare cong nahi
@aamy00
@aamy00 2 сағат бұрын
DCP's remark is astonishing
@manojdash62
@manojdash62 Сағат бұрын
Truth always astonished
@pradipkumarmishra9214
@pradipkumarmishra9214 2 сағат бұрын
Recreation of a Movie? Where is CCTV Footage??
@akpanda833
@akpanda833 3 сағат бұрын
Is suspension a punishment
@JalladUddin
@JalladUddin Сағат бұрын
Orissa Government failure.....
@Jit007Z
@Jit007Z Сағат бұрын
7 Road Romeo nku...Jail pathao
@sufizareen7999
@sufizareen7999 2 сағат бұрын
Road romeos aren't mainculprit indeed culprits are police department
@bkispotta8631
@bkispotta8631 2 сағат бұрын
ମାତାଲ୍ ଝିଅ ପାଇଁ ୭ ଜଣ ପୁଅ ପିଲା ଙ୍କର ଜୀବନ ବର୍ବାଦ ନ ହେଉ... ସମସ୍ତେ ଜାଣି ସାରିଲେଣି ସତ କଣ....
@chittcreativity
@chittcreativity 2 сағат бұрын
Oho.... bjp suppoter boli...... Ki..
@ranjitkumarmishra9095
@ranjitkumarmishra9095 45 минут бұрын
ସବୁ ଭୁଲ୍ ସେହି ହିନ୍ଦୀ ଭାଷା ରେ ଗପୁଥିବା lady ର । ସେ ମହିଳା ଜଣଙ୍କ ଅତ୍ୟନ୍ତ ଉଦ୍ଧତ ଓ ଅଭଦ୍ର । ଏହି ବାବଦରେ ଅନେକ ଗୁଡିଏ video ଆସିଛି ଯେଉଁଥିରେ ଏହି ମହିଳା ଜଣଙ୍କ ଅତ୍ୟନ୍ତ ଉଦ୍ଧତ ଓ ଅଭଦ୍ର ଭାବରେ ଥାନା ଭିତରେ ପୋଲିସ୍ କୁ ଓ ରାସ୍ତାରେ ସେହି local Odia ପିଲା ମାନଙ୍କୁ misbehave କରୁଛି । ତା ପରେ ବି police ଓ ସେହି ଓଡିଆ ପିଲାମାନେ ତାକୁ politely behave କରୁଛନ୍ତି । ସେହି lady ଓଡିଶା ଓ ଓଡିଆ ମାନଙ୍କ ପାଇଁ ଅପ ଶବ୍ଦ ମଧ୍ୟ ବ୍ୟବହାର କରୁଛି । ଏହା ଓଡିଶା କୁ ବଦନାମ କରିବା ପାଇଁ ଏକ ସୁପରିକଳ୍ପିତ ଚକ୍ରାନ୍ତ । Prper investigation ନକରି Odisha police ତଥା ସେହି ଓଡିଆ ପିଲାମାନଙ୍କୁ ଦୋଷାରୋପ କରିବା ଆଦୌ ଉଚିତ୍ ନୁହେଁ ।
@pramodajena4066
@pramodajena4066 2 сағат бұрын
FIR kariba pain jaithiba loka against re police dwara fir , ee ta bahut bada aparadh police ra
@ajaykumardash9999
@ajaykumardash9999 Сағат бұрын
Sabu road romiyanku tatkal Honble Yogi jyisa final kardena chahihy
@user-sitara
@user-sitara Сағат бұрын
ରାଣ୍ଡି ତ ମଦ ପି ପୁରା ମାତାଲ
@biswanathsethi8499
@biswanathsethi8499 2 сағат бұрын
Eahi case ray road Romeo uparay drudha karjaya anustana grahana karajiba
@Sksudhir75
@Sksudhir75 2 сағат бұрын
ଜଣେ ସାଧାରଣ ନାଗରିକ ପାଇଁ ଏମିତି କଲେ ବେଶ୍ ବଢିଆ ହୁଅନ୍ତା
@chittcreativity
@chittcreativity 2 сағат бұрын
Bjd ra loka mane heithile..... Road romeo heithante.... Semane BJP ra loka.... Sethi pain Bhadra pila....
@p-u-515
@p-u-515 Сағат бұрын
Ab ye ladkon ko bachane ke liye ladki or unke sathi ko fasaya jayega. Ladke raste pe daru pi ke ghumenge or ladki raatko raste pe ghumegi bhi nahin
@gautamsenapati4591
@gautamsenapati4591 2 сағат бұрын
Actually what conflict and arguement would have happened at chandaka but well trained, savers of law molested & tortured a lady at ploice station... If police would have reacted, situation would be very normal
@muna8509
@muna8509 Сағат бұрын
Kichhi tathya nahin...kaain Agatha pacharucha...ama samaya nasta karucha....same same repeat karuchi
@saisusanta5329
@saisusanta5329 Сағат бұрын
Police station re kana haithila demo kara
@bulumohapatra8106
@bulumohapatra8106 2 сағат бұрын
Y sabu jatra hoauchee dismissed kro service ru
@pradeep9762
@pradeep9762 3 сағат бұрын
Odisha police job aaaaathu 😂😂
@hemantsamal1977
@hemantsamal1977 Сағат бұрын
This laddy was intentionally created seen , this video clearly showing.....she is trying to make fool clearly .....these students are not showing any harassment, in fact the laddy is trying to thrust these students......
@bagabhaipradhan18
@bagabhaipradhan18 46 минут бұрын
BJD samaya re Crime Branch was known as Coverup Branch.Can it now rectify its past record? Odisha Police ku Uttam Pradesh pattha jau. Zero tolerance kya hota hai, UP Mukhyamantri Mahant Yogi Adityanath se sikshya niantu Odisha Mukhyamantri.
@DasarathiDash-i9h
@DasarathiDash-i9h 41 минут бұрын
Police pitila police ku Arrest nkari Apila manaku coat Faruad karuchhanti Aha heuchhi odisa police r nyaya
@pradeep9762
@pradeep9762 3 сағат бұрын
JAY hind ki sena brothers ❤❤❤
@kedarsonparida6492
@kedarsonparida6492 2 сағат бұрын
NIGHT PINDHA PHOTO TA CHHADILU DEKHIBA SAMBADIKA
@akumar-y5h
@akumar-y5h 2 сағат бұрын
Couldn't understand for recreation... Dita padile semane nije kahidebe
@pratapbehera9694
@pratapbehera9694 Сағат бұрын
A women janaka kete bhadra taha restaurant ru janapaduchhi
@Trader_kola_
@Trader_kola_ 55 минут бұрын
Jhio boli Sabu sympathy thare bhabi ki dekha ei jaga re jadi jhio badale gote puo thile se road Romio Sabu jhio heithile kn heithanta 😂
@padminikishan5886
@padminikishan5886 Сағат бұрын
Road romio chada police ku complaint lekhuni kana pai ... complaint lekhila ki petroling team gala ni kana pai se road romio pachha katha
@KamalakantaSahoo-m2s
@KamalakantaSahoo-m2s 50 минут бұрын
Arun buttra thik ripot diani borakuli kahltha kahiba
@Ss-20245
@Ss-20245 3 сағат бұрын
Gaai udhata, Sandha drubala
@AjayakumarGochhi
@AjayakumarGochhi 3 сағат бұрын
😂😂😂
@chinmaykumarnayak2502
@chinmaykumarnayak2502 3 сағат бұрын
New sarkar asila sata kintu Agaru jau puruna paisa khia officer mane thile semanankara kan.Jadi sarkar kichi padkhepa no neba puruna sarkar Au new sarkar bhitare kichi farak rahiba nahin.
@jojojyoti2061
@jojojyoti2061 3 сағат бұрын
Pua mananku fasei dia jauchi
@SangaBhai-dx3xc
@SangaBhai-dx3xc 2 сағат бұрын
Kn ate natak hauchi kechi ame jani parunu odisha basi
@PriyanshiSahoo-xr6hw
@PriyanshiSahoo-xr6hw 36 минут бұрын
Jiye jaha hau hele pua mane pura fasi gale case re apatu police sepatu army police bancheile army tekiki nei paleibe army au police ku kn kahile police au odisha re rakheidebeni pura paribaraku tk tk vul pain pura family nasta
@padminikishan5886
@padminikishan5886 Сағат бұрын
Ama gaan re road romio sabudin jua kheluchanti petroling team ase tar adha paisa nei ki jaye au kichi kare ni police ra dosha dekha road romio ta pachha katha
@chintu313
@chintu313 Сағат бұрын
Mada peiki matal hauchi kn kahuchi sa toki nije jani paruni...
这三姐弟太会藏了!#小丑#天使#路飞#家庭#搞笑
00:24
家庭搞笑日记
Рет қаралды 125 МЛН
Minecraft Creeper Family is back! #minecraft #funny #memes
00:26
HAH Chaos in the Bathroom 🚽✨ Smart Tools for the Throne 😜
00:49
123 GO! Kevin
Рет қаралды 13 МЛН
Остановили аттракцион из-за дочки!
00:42
Victoria Portfolio
Рет қаралды 3,2 МЛН
A Planned Arrest | To Catch a Smuggler | हिन्दी | National Geographic
21:30
National Geographic India
Рет қаралды 3 МЛН
这三姐弟太会藏了!#小丑#天使#路飞#家庭#搞笑
00:24
家庭搞笑日记
Рет қаралды 125 МЛН