KZ
bin
Негізгі бет
Қазірдің өзінде танымал
Тікелей эфир
Ұнаған бейнелер
Қайтадан қараңыз
Жазылымдар
Кіру
Тіркелу
Ең жақсы KZbin
Фильм және анимация
Автокөліктер мен көлік құралдары
Музыка
Үй жануарлары мен аңдар
Спорт
Ойындар
Комедия
Ойын-сауық
Тәжірибелік нұсқаулар және стиль
Ғылым және технология
Podcast With Senior Leader Bijoy Mohapatra | Exclusive Interview |Veteran Politician Bijoy Mohapatra
47:46
Former MLA Pranab Prakash Das criticizes the leaders who leave the party on BJD Foundation Day
6:52
Sigma Kid Mistake #funny #sigma
00:17
ВОТ ПОЧЕМУ Япония живет в будущем 🤫 Утилизация масла #япония #токио #путешествия #shorts
00:59
Қарғалардың анасы бар ма? | 1 серия | Сериал «QARGA 2» | КОНКУРС
41:02
Try this prank with your friends 😂 @karina-kola
00:18
BJD party president Naveen Patnaik's special message to workers on 28th Foundation Day || KTV
Рет қаралды 71,962
Facebook
Twitter
Жүктеу
0
Жазылу 3,6 МЛН
Kalinga TV
Күн бұрын
Пікірлер: 1 100
@imjyotipanda5262
13 сағат бұрын
ଯେଉଁ ମାନେ କହୁଥିଲେ ନବୀନ ବାବୁ ଓଡ଼ିଆ ଜାଣି ନାହାନ୍ତି ଆଜି conform ହେଇଗଲେ ତ ଆମ ନବୀନ ବାବୁ କେତେ ସୁନ୍ଦର୍ ଓଡ଼ିଆ କହୁଛନ୍ତି
@soumyaranjanpallai9100
8 сағат бұрын
Voice massage
@leafy550
8 сағат бұрын
@@soumyaranjanpallai9100 Mohan babu ta Odia lekha bi Padhi paru nahanti Modi uth Kahile uthuchi baas Kahile basuchi Navin Pattanayak e kama kariba ni
@singhnnsingh
7 сағат бұрын
AI vdo
@subashgadanayak6323
6 сағат бұрын
Budha samna ra pic ta diantu
@SunaDs-Reaction
5 сағат бұрын
Samna re lcd lagiechi 😂😂
@fakirmohansahoo2079
14 сағат бұрын
ନବୀନ ବାବୁଙ୍କୁ ହୃଦୟ ରୁ କୋଟି କୋଟି ପ୍ରଣାମ, ଜୟ ଜଗନ୍ନାଥ 🙏🙏🙏🥲🥲🥲🇮🇳🇮🇳🇮🇳
@Tanmay-j2l
13 сағат бұрын
Naveen madua
@bipinbiharibehera4562
11 сағат бұрын
Tuma ghare pasithileki😂😂😂
@rabindramohapatra4986
12 сағат бұрын
ନବୀନବାବୁ ଏତେ ସୁନ୍ଦର ଓଡିଆ କହୁଥିବାରୁ ଆପଣ ଶହେ ସଲାମ ବିଜେଡ଼ି ଜିନ୍ଦାବାଦ ନବୀନ ବାବୁ ଜିନ୍ଦାବାଦ 🙏🌹🌹🙏
@ganeshfarmhouse4737
14 сағат бұрын
ମୁଁ ବହୁତ୍ ଖୁସି ଆପଣ ସମ୍ପୂର୍ଣ୍ଣ ଓଡ଼ିଆ କହିଲେ ଜୟ ନବୀନ ପଟ୍ଟନାୟକ ଜୟ ଜଗନ୍ନାଥ 🙏
@fakirmohansahoo2079
14 сағат бұрын
ଆଗାମୀ ନିର୍ବାଚନ ରେ ବିଜୁଜନତା ଦଳ ୧୩୦ ସିଟ୍ ରେ ଉଡିକି ଆସିବ, ନବୀନ ପଟ୍ଟନାୟକ ଜିନ୍ଦାବାଦ,❤❤❤👍🏾👍🏾👍🏾👍🏾🇮🇳🇮🇳🇮🇳🇮🇳🇮🇳😱😱😱😱😱🙏🙏🙏🙏
@sujitmansingh8965
13 сағат бұрын
Swapan dekha nahi
@akhaykumarsahoo4390
13 сағат бұрын
Balaa naaaa 😂😂😂
@BabajiNaik-k8r
13 сағат бұрын
To tharu au kehi murkha loka nahanti
@RabindraMardi-sn6jq
13 сағат бұрын
Hou au 5barsha wait kar...nobin script reader..
@Tanmay-j2l
13 сағат бұрын
Bjd ra nijara leader nahanti ketebele pyari ketebele pandian
@RamanaSisa333
14 сағат бұрын
ବହୁତ ସୁନ୍ଦର ବାର୍ତ୍ତା ଦେଇଛନ୍ତି ଆଜ୍ଞା ଆପଣ ଙ୍କୁ ଅନେକ ଅନେକ ଶୁଭେଚ୍ଛା ସହ ଧନ୍ୟବାଦ୍
@Unknown-te9dh
14 сағат бұрын
ନବୀନ ପଟ୍ଟନାୟକ ପରି ନେତା ଏତେ ସହଜେ ମିଳିବନି 😢 ଆମ ନମ୍ବର ୧ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ❤
@melisha4236
13 сағат бұрын
Se mariiba darkar
@Unknown-te9dh
13 сағат бұрын
@melisha4236 କଣ ପାଇଁ ଏମିତି କହୁଛ , ଟିକେ କହିଲ
@PATTANAIK_GAMER
11 сағат бұрын
@@Unknown-te9dhmohan majhi tara nazayaz baap sethipain 😂😂😂😂
@Unknown-te9dh
11 сағат бұрын
@@PATTANAIK_GAMER ନାହିଁ ମୋ କଣ କହୁଛ ଟିକେ ଭାବିକି କୁହ 😉
@biranchinarayansarangi9439
14 сағат бұрын
ଧନ୍ୟବାଦ sir 🙏 ଆଶାକରୁ ଖୁବ ଶୀଘ୍ର ବିଜେଡି ଓଡିଶା ଶାସନର ଭାର ସମ୍ଭାଳି ଉନ୍ନତିର ଶ୍ରେଷ୍ଠ ସୀମାରେ ପହଞ୍ଚାଇ ପାରିବ l ଜୟ ବିଜେଡି ଜୟ ନଵୀନ 👍👍
@SimanchalChaudhuri143
15 сағат бұрын
Sir ବଢିଆ ବାର୍ତ୍ତା ଦେଇଛନ୍ତି
@Deva5577-i3c
15 сағат бұрын
ଏମିତି ଟିକେ Sir ଙ୍କୁ ଦେଖିଦେଲେ😍 ଆମକୁ କେତେ ଯେ ଖୁସି ଲାଗେ ତାହା କେବଳ ଆମେ ହିଁ ଜାଣୁ... ଜୟ ନବୀନ୍ ଓଡିଶା 💖💖💖🙏🏻🙏🏻🙏🏻🙏🏻ଜୟ ଆମ ବିଜେଡି 💚💚💚💚💚💚💚✌🏻✌🏻✌🏻✌🏻✌🏻✌🏻✌🏻✌🏻✌🏻🔥🔥🔥🔥🔥🔥🔥🔥
@SambhunathRout-pe7gh
13 сағат бұрын
@@Deva5577-i3c Dhanyabad ❤❤❤
@bhikaripradhan6203
10 сағат бұрын
ଦିଲ୍ ସେ ଲଭ ୟୁ ନବୀନ ବାବୁ ❤🎉❤
@santoshkumarsahoo4170
15 сағат бұрын
ଆପଣ ଆଗେଇ ଚାଲନ୍ତୁ ଓଡ଼ିଶାବାସୀ ଆପଣଙ୍କ ସାଙ୍ଗରେ ଅଛନ୍ତି ଜୟ ଜଗନ୍ନାଥ ଜୟ ନବୀନ
@ranajitjena4668
14 сағат бұрын
ଓଡିଶାର ସମସ୍ତ ଜନସାଧାରଣଙ୍କ ହୃଦୟରେ ଆଜିବି ନବୀନ ପଟ୍ଟନାୟକ ହେଉଛନ୍ତି ଓଡିଶାର ମୁଖ୍ୟମନ୍ତ୍ରୀ.
@Jayjagannathswami533
14 сағат бұрын
ଆପଣ ସବୁ ବେଳେ ଆମ ମୁଖ୍ୟମନ୍ତ୍ରୀ ସବୁ ବେଳେ ବି ରହିବେ ଆଉ କେତେ ଚୋର ଦଳ ଡକାୟତ ଅଛନ୍ତି ଆପଣ ଙ୍କ ବିରୋଧ ରେ କହୁଛନ୍ତି ।।।।ଆପଣ ସବୁ ବେଳେ ଏମିତି ଅନେକ ଦିନ ଧରି ସୁସ୍ଥ ରହିବେ ।।।। ପୁଣି ମୁଖ୍ୟମନ୍ତ୍ରୀ ହେବେ ଜୟ ବିଜୁ ଜନ୍ତା ଦଳ ।।
@melisha4236
13 сағат бұрын
Han.. se to immortal... Kebe mariboni. 😂
@NamitaSahoo-k4q
14 сағат бұрын
ଦେଖରେ ବିଜେପି ବାଲା ଆମ ନବୀନ ବାବୁ
@SarojMohanta-m1v
13 сағат бұрын
Agoru keun gumfhare soyana kori thile
@rkpradhan.
13 сағат бұрын
@@SarojMohanta-m1vତମେ ଉଠେଇ ଦେଲନି କାହିଁକି 😂
@akhaykumarsahoo4390
13 сағат бұрын
Madua😢😢😅😅
@ashishkumarmaharana143
13 сағат бұрын
Pandu Kuade Gola😂😂😂
@viralboy_ashu
14 сағат бұрын
ଅତି ସୁନ୍ଦର ବାର୍ତ୍ତା thank u sir
@gitanjalimallik86
14 сағат бұрын
Jay ଓଡିଶା ଜୟ ନବୀନ 🙏ଆମେ ସବୁବେଳେ ଅପଣଂକ ସହିତ ଅଛୁ 🙏
@Abinash.Das19
13 сағат бұрын
ଆମ ନବୀନ ପଟ୍ଟନାୟକ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଆମ ହୁଦୟ ରେ ଅଛି ଦେଶରେ ଗୁରୁ ଗୋବିନ୍ଦ ❤❤❤❤ ଆମ ନବୀନ ଆମ ପାଖ ରେ ଅଛି ଆଉ ଥିବ ମଧ୍ଯ ❤❤
@rabindramohapatra4986
12 сағат бұрын
ନବୀନବାବୁ ଜିନ୍ଦାବାଦ 🙏🌹🙏 ବିଜେଡି ଜିନ୍ଦାବାଦ 🙏🙏🙏
@jitendraswain7661
14 сағат бұрын
Ama Naveen sir ❤❤❤ ହାରି କି ଭି ଆମ ଭିତରେ ଆଜି ଭି ଜିତିକି ଅଛନ୍ତି, ଆମ ପ୍ରିୟ ନେତା ❤🙏
@SabitriPradhan-g7d
13 сағат бұрын
ଓଡ଼ିଶା ଆଉ ଓଡ଼ିଆଙ୍କ ଦୁଃଖ ଆପଣଙ୍କଠାରୁ ଅଧିକ ଆଉ କେହି ବୁଝି ପାରିବେ ନାହିଁ ସାର୍ କୋଟି କୋଟି ପ୍ରଣାମ
@BasantaBehera-gl3li
15 сағат бұрын
ଜୟ ଜଗନ୍ନାଥ 🙏🙏 ଜୟ ନବୀନ ସାର୍ 🙏🙏 💚💚💚💚💚💚💚💚💚💚💚💚💚 💐💐💐💐💐💐💐💐💐💐💐💐💐
@User.no.420
12 сағат бұрын
ଓଡ଼ିଶାରୁ ଅନାହାର ଦୂର କରିଥିବା ଜନନାୟକ ନବୀନ ପଟ୍ଟନାୟକ 💚
@hrusikeshkhatei1441
15 сағат бұрын
ଜୟ ନବୀନ ଜୟ ଓଡିଶା 🙏
@OmmJagannathSwami
14 сағат бұрын
ଓଡ଼ିଶା ର ମୁଖ୍ୟମନ୍ତ୍ରୀ କହିଲେ କେବଳ ନବୀନ ବାବୁଙ୍କୁ ହିଁ ସମସ୍ତେ ଜାଣନ୍ତି ଖାଲି ରାଜ୍ୟ ନୁହେଁ ଦେଶ ଆଉ ବିଦେଶ ରେ ମଧ୍ୟ🙏❤️
@soumyaranjandas8641
15 сағат бұрын
ନବୀନ ପଟ୍ଟନାୟକ ସାର 🙏🙏🙏🙏🙏🙏🙏💚💚💚💚💚💚🙏🙏🙏🙏🙏💪💪💪💪💪💪💪💪💪
@sudhansusekhardash9010
14 сағат бұрын
ନବୀନ ନବୀନ, ନବୀନ ପଟ୍ଟନାୟକ ଜିନ୍ଦାବାଦ ❤❤
@NilakanthaMajhi-f5m
14 сағат бұрын
ନବୀନ ପଟ୍ଟନାୟକଜିନ୍ଦା ବାଦ୍
@narayannahak575
12 сағат бұрын
ଏସବୁ କେବଳ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯୋଗୁଁ ସମ୍ଭବ ହୋଇପାରିଛି। ଜୟ ନବୀନ
@bijayparida8085
15 сағат бұрын
ନବୀନ ବାବୁ ଧନ୍ୟବାଦ ❤❤❤❤❤❤❤❤❤
@Swarna7655
13 сағат бұрын
ଯଦି ଆପଣ ନିର୍ବାଚନ ସମୟରେ ଲୋକଙ୍କ ସାମ୍ନା କୁ ଆସିଥାନ୍ତି ତେବେ ଆଜି bjp ନୁହେଁ bjd ହିଁ ଓଡ଼ିଶା ରେ ଦଳ ଗଢ଼ିଥାନ୍ତା ।
@tapasranjanjena4294
13 сағат бұрын
ଆଜ଼ି ର କଥା ଶୁଣି ପୁରା ସବୁ ରେଡି ଆମ ନବୀନ ପାଇଁ 🙏🏽🙏🏽
@jayantadash2677
14 сағат бұрын
ଆମ ଭାରତରେ ଏହି ତ ଜଣେ ନେତା ଆଉ ସବୁ ସଳା କଥା କୁହା କୁତା
@JuguMajhi-oq1vg
14 сағат бұрын
ଜୟ ନବୀନ ଜୟ ବିଜେଡ଼ି
@suravibar1435
13 сағат бұрын
Jay Naveen sir 🙏🙏 Jay BJD ❤️❤️❤️ ଜଗନ୍ନାଥ ଆପଣଙ୍କୁ ଏମିତି ସୁସ୍ଥ ରଖନ୍ତୁ ବହୁତ ବହୁତ ଶୁଭେଚ୍ଛା
@GobindaBehera-n3o
14 сағат бұрын
very good sir
@debasishmishra9206
14 сағат бұрын
ନବୀନ ବାବୁ, ଜିନ୍ଦାବାଦ ❤️❤️❤️
@rabijena4494
15 сағат бұрын
Jay jagannath jay Naveen sir good 👍
@souryadevansh1796
14 сағат бұрын
ଆମ ଓଡିଶା 🙏🙏🙏🙏 ନବୀନ ଓଡିଶା 🙏🙏🙏🙏🙏🙏
@SonaliSamal-e4x
15 сағат бұрын
ଜୟ ଜଗନ୍ନାଥ ଜୟ ବିଜୁ ଜନତା ଦଳ
@fearless4421
14 сағат бұрын
ଧନ୍ୟବାଦ ନବୀନ ବାବୁ ଆପଣ ଏହି ଭଳି ଓଡ଼ିଆରେ ଭାଷଣ ଦିଅନ୍ତୁ ଏବଂ ଦଳର ଉପସଭାପତି ଭାବରେ ବିଜୟ ମହାପାତ୍ର ଙ୍କୁ ରଖନ୍ତୁ। ଏହା ବ୍ୟତୀତ ଅରୁଣ ସାହୁ ଙ୍କୁ ଦଳର ସମ୍ପାଦକ ଦାୟିତ୍ବ ଦିଅନ୍ତୁ। ଆପଣ ଦୁଇ ମାସ ମଧ୍ୟରେ ନିଜେ ଜାଣିପାରିବେ ଲୋକଙ୍କର ସମର୍ଥନ ଦଳକୁ 147 ଆସନରେ ପହଞ୍ଚାଇ ଦେବ। ଏହା ମୋର ଗ୍ୟାରେଣ୍ଟି।
@PuspanjaliBehera-e1v
15 сағат бұрын
Great political leader, Naveen sir
@fakirmohansahoo2079
14 сағат бұрын
ନବୀନ ବାବୁ ଜିନ୍ଦାବାଦ, ଜିନ୍ଦାବାଦ,🇮🇳🇮🇳🇮🇳🇮🇳🇮🇳🇮🇳👍🏾👍🏾👍🏾👍🏾👍🏾👍🏾👍🏾😱😱😱😱😱😱😱😱
@SibaRamreddy-x455s
12 сағат бұрын
ଜିନ୍ଦାବାଦ ଜିନ୍ଦାବାଦ
@bibhuprasad4906
15 сағат бұрын
Naveen tume aage badho, hum tumara Sathe hai.
@satyapriyasahoo5
9 сағат бұрын
ଆଜି ସାରଙ୍କ ଓଡିଆ ଶୁଣି ମୋତେ ବହୁତ୍ ଖୁସି ଲାଗିଲା ଜଗନ୍ନାଥ ଆପଣଙ୍କୁ ଦୀର୍ଘାୟୁ କରନ୍ତୁ ଓ ଆପଣ ସବୁବେଳେ ଲୋକଙ୍କ ହୃଦୟରେ ଏମିତି ରହିଥାନ୍ତୁ
@AmaraBehera-qd5fo
15 сағат бұрын
Jaya jagannath and Jaya Naveen Patnaik sir BJD Jay 💚💚💚💚
@PradyumnaKhilar-m6i
14 сағат бұрын
ରାଧେ ରାଧେ ରାଧେ ରାଧେ ରାଧେ ରାଧେ ରାଧେ ରାଧେ
@Dhruvah77
15 сағат бұрын
Love you Navin sir
@pakkachenal8594
5 сағат бұрын
ବହୁତ ସୁନ୍ଦର
@nbodiaexpress4158
15 сағат бұрын
Jay naveen 🎉
@chandansahoo2464
13 сағат бұрын
ନବୀନ ବାବୁ ତୁମଙ୍କୁ ହୃଦୟରୁ କୋଟି କୋଟି ନମସ୍କାର ତୁମେ ଆମ ହୃଦୟରେ ସବୁଦିନ ପାଇଁ ରହିଥିବ
@jadunathhansdah1783
15 сағат бұрын
God bless you sir.
@brundabanrout9655
5 сағат бұрын
ଆପଣ ଓଡିଶା ର ଜନସାଧାରଣ ଜନମନସ ରେ ଅଛନ୍ତି
@rabinarayankulu8363
15 сағат бұрын
Naveen odisha ❤
@kanhak.ssahoo7261
13 сағат бұрын
ନବୀନ ପଟ୍ଟନାୟକ ସବୁ ବେଳେ ଓଡ଼ିଶା ବାସୀ ଙ୍କ ପାଇଁ ଅଛି ରହିଛି ରହିଥିବ ନବୀନ ବାବୁ ଜିନ୍ଦାବାଦ
@anamswain4858
15 сағат бұрын
Great hero of odisha
@dilipbehera342
14 сағат бұрын
ଦେଖ ଅନ୍ଧଭକ୍ତ ନବୀନ ବାବୁଙ୍କ ଭାଷଣ
@santoshswain9686
11 сағат бұрын
Odissa.lotera.nabina
@bramhanandpattnaik4695
15 сағат бұрын
Jay Jay Nabin Jay ODISHA Jay Jagannath 🙏
@kishorchsahoo3745
15 сағат бұрын
🎉 aapna KU, mahaprabhu, Lingaraj, sustha, Kari, diya NTU 🎉
@GobindaBehera-n3o
14 сағат бұрын
Jay maa samalei
@ktccreation9722
15 сағат бұрын
ପଦବୀ ଅବା କ୍ଷମତା କ୍ଷଣସ୍ଥାୟୀ କିନ୍ତୁ ବିଜେଡି ପାଇଁ ଲୋକଙ୍କ ଭଲପାଇବା ଚିରସ୍ଥାୟୀ, ଯାହା ଦୀର୍ଘ ୨୮ବର୍ଷ ହେବ ଅବ୍ୟାହତ ରହିଛି। ସେବା ଓ ସମ୍ମାନର ଏହି ଯାତ୍ରା ନିରନ୍ତର ରହିବ ବିଜେଡି ଲୋକଙ୍କ ସ୍ୱର ହୋଇ ସର୍ବଦା ଥିବ। #bjd@28 #BijuJanataDalOdisha #BJDFoundationDay #BJDWithOdisha
@gurucharanaroutray5955
5 сағат бұрын
ଜୟ ଜଗନ୍ନାଥ 🚩🚩🙏🙏🙏🙏 ଜୟ ବିଜେଡ଼ି
@premanjanbarik4066
14 сағат бұрын
God.bless.you.sir🙏🙏🙏
@TrilochanMoharana-r3p
6 сағат бұрын
Nice sir Super video ❤🎉
@sarbeswargajendar3435
15 сағат бұрын
Next ama cm navin
@Lipun-lk4eu
13 сағат бұрын
Thank you sir🙏
@rosalinsahoo5149
14 сағат бұрын
Naveen sir jindabad 🙏
@hemantabahera8047
11 сағат бұрын
U R GREAT SIR ODISA NO 1CM🙏🌹🙏🌹🙏🌹🙏🌹🙏🌹🙏🙏🌹🙏🌹🌹🙏
@BasantaBehera-gl3li
15 сағат бұрын
Thank you Naveen sir 🙏🙏🙏🙏🙏🙏🙏💚💚💚💚💚💚💚💚💚💚
@ManasNayak-52717
14 сағат бұрын
ମୋ ପସନ୍ଦ ର ମୁଖ୍ୟମନ୍ତ୍ରୀ ନବୀନ ବାବୁ 💐🌹⭐🙏
@SimanchalChaudhuri143
15 сағат бұрын
Jay Naveen 🙏🙏👍👍👍
@HgyuuFiyf
5 сағат бұрын
Jay shree jagannath Naveen sir and Bunu Bhai fan 🌹 come back to BJD 🙏🏼 Sai Baba ka asirbad rahe 🌹🌹🙏🏼🌹🌹🎉❤
@saiprasad9902
15 сағат бұрын
Ama bartaman ra mukhyamantri nabin Pattnaik 🎉
@KamalMandangi-s9q
8 сағат бұрын
ନବୀନ ବାବୁ ଜିନ୍ଦାବାଦ ବିଜେଡି ❤❤❤🙏🙏🙏👍👌
@rajumalick1338
15 сағат бұрын
ଜୟ ନବୀନ 🙏🙏🙏
@krishnakhandagiri9887
13 сағат бұрын
Jay bjd Jay naveen babu ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ କୋଟି କୋଟି ପ୍ରଣାମ ହୃଦୟରୁ ସେ ଓଡ଼ିଶା ପାଇଁ ବହୁତ କିଛି କରି ସେ ଓଡ଼ିଶାକୁ ବିଶ୍ବ ଦରବାର ରେ ପହଞ୍ଚାଇ ଛନ୍ତି
@JagdishSahoo-j3s
15 сағат бұрын
ଜୟ ବିଜେଡି 👌👌
@shrinibaspatra169
6 сағат бұрын
ନବୀନ ବାବୁ ଅଜୟ, ନବୀନ ପଟନାୟକ ଜିନ୍ଦାବାଦ....
@santoshkumarsahoo4170
15 сағат бұрын
ଜୟ ବିଜେଡ଼ି ଜୟ ନବିବ ଜୟ ଜଗନ୍ନାଥ
@amitkumarsahoo6828
15 сағат бұрын
I love you sir
@ସାଧାରଣଜନତା-ର9ଥ
Сағат бұрын
ଅତି ସୁନ୍ଦର ନବୀନ ବାବୁଙ୍କ ଭାଷଣ
@chandanrath6201
15 сағат бұрын
Miss you sir❤
@manaspattnaik3307
14 сағат бұрын
Kiye kala
@bhabanireddy4668
14 сағат бұрын
ଜେଉ ମାନେ ବିଜେଡ଼ି ଦଳ ଗଠନ କରି ଥିଲେ, ଆଜି ସେ ମାନଙ୍କୁ ଧକା ମାରି ଦଳ ରୁ ବାହାର କରି ଥିଲେ
@jyotimanaspalai4486
15 сағат бұрын
ଜୟ ବିଜେଡି
@HrushikeshSamantaray-tb5xn
15 сағат бұрын
Am odisha Nabin Odisha
@SadashivJani-gt2sx
13 сағат бұрын
ଜୟ ନବୀନ ଜୟ ବିଜେଡି ❤️❤️❤️❤️🎉🎉🎉🎉
@SanjayaNayak-dn6mu
15 сағат бұрын
👍🙏❤️beautiful speach....
@sureshkumarsahoo3194
5 сағат бұрын
ଜୟ ଜଗନ୍ନାଥ ଜୟ ନବୀନ ପଟ୍ଟନାୟକ
@rupalidas5828
15 сағат бұрын
Nabin sir ama CM 💚🙏🙏💚🙏💚🙏💚🙏💚🙏💚🙏💚🙏💚🙏💚🙏💚🙏🙏💚🙏💚🙏💚🙏💚
@itishreemohanty139
14 сағат бұрын
"ମୋ ପ୍ରିୟ ନେତା " ଇତିଶ୍ରୀ ମହାନ୍ତି l ନିର୍ମଳ ଭାବର ମୂର୍ତ୍ତୀଟିଏ ତମେ ହସ ହସ ତୁମ ମୁଖ, ଓଡିଶା ବାସୀଙ୍କ ହୃଦୟରେ ଘର ତୋଳି ଦେଇଛ ସୁଖ l ମୋ ହେତୁ ପାଇଲା ଦେଖୁଛି ତୁମକୁ ମୁଖ୍ୟମନ୍ତ୍ରୀ ପ୍ରିୟ ନେତା, କୋଟି ଓଡିଆଙ୍କ ଦୁଃଖ ଶୁଣୁଥିଲ ସାଜି ଓଡିଶାର ଦାତା l ପିନ୍ଧୁଥିଲେ ଶାଢ଼ି ଫଟାକୁ ଲୁଚାଇ ମୁଠାଇ ନଥିଲା ଦାନା, ଉପାସରେ ରହି ଦିନ କାଟୁଥିଲେ ପେଟେ ଦେଇ ଓଦାକନା l ଲୁହ ପୋଛିବାକୁ ମୁକୁଟ ପିନ୍ଧିଲ ଦୁଃଖରେ ହୋଇଲ ଠିଆ, ଶଙ୍ଖଧ୍ୱନି ତୁମ ବିଚ୍ଛୁରିତ ହେଲା ଖୁସି କଅଁଳିଲା ନୂଆ l ଦୁଃଖୀ ମାଆଟିର ଅନ୍ଧର ଲଉଡ଼ି ଦୁଃଖୀ ଭଉଣୀର ଭାଇ, ଉଜୁଡ଼ା ଫସଲ ଦେଖି ଚାଷୀଟିର ଦୁଃଖେ ଗଲେ ଭାଗୀ ହୋଇ l ତୁମ ତୁଲ୍ୟ କେହି ଲାଗନ୍ତିନି ଜଣେ ତୁମକୁ ଖୋଜୁଛି ମନ, ଆଜିବି ଝୁରୁଛି ହୃଦୟ କହୁଛି ମୋ ପ୍ରିୟ ନେତା ନବୀନ l 🙏🙏🙏 କେନ୍ଦ୍ରାପଡ଼ା
@swadhinsamal519
15 сағат бұрын
ସାର 🙏ନବୀନ ବାବୁ 🙏
@PrakashGouda-t8g
7 сағат бұрын
ହେ ନଵିନ୍ ବାବୁ ଆମେ ତୁମ ଫ୍ୟାନ 🙏🙏🙏
@bikashparida4761
15 сағат бұрын
Jay naveen Pattanayak jinda bad
@subhamNayak99
10 сағат бұрын
ଜୟ ନବୀନ 😢😢😢😢😢
@pitambarpradhan6348
15 сағат бұрын
Sir love you ❤🙏🙏🙏🙏🙏
@rasmiranjanmohanta1875
12 сағат бұрын
ଦେଖରେ ଭାଇମାନେ ଓଡ଼ିଆ ଭାଷା ଶିଖଛନ୍ତି ଆଉ ଓଡ଼ିଆ ରେ ହିଁ ଭାଷଣ ଦେଉଛନ୍ତି ❤❤❤ ହେଲେ ବି ବିରୋଧୀ ଦଳର ନେତାମାନେ କହିବେ ଓଡ଼ିଆ ଜାଣି ନାହାନ୍ତି ବୋଲି 😂😂
@dinabandhubehera3971
15 сағат бұрын
Naveen sir great
@DUKHIAHANSDAH-mt6eu
14 сағат бұрын
ଆଗରୁ ଏମିତି ଲୋକଙ୍କ ସାମ୍ନାକୁ ଆସିଥିଲେ ହାରି ନ ଥାଆନ୍ତି
@SibaRamreddy-x455s
12 сағат бұрын
ମିଛ କହିଲେ କିଏ କ'ଣ କରିବ ସିଏ ୩୦୦ୟୁନିଟି କହିଲେ ୪୦୦ମିଛରେ କହିଲେ ହୁଅନ୍ତା
@benudharparida1996
15 сағат бұрын
ନବୀନ 💚💚💚🥳🥳🥳
@bibhuprasad4906
15 сағат бұрын
BJD jindabad.
@dilippatra7900
14 сағат бұрын
ଜୟ ଜଗନ୍ନାଥ ଜୟ ନବୀନ ଜୟ ବିଜେଡି
47:46
Podcast With Senior Leader Bijoy Mohapatra | Exclusive Interview |Veteran Politician Bijoy Mohapatra
Odisha Reporter
Рет қаралды 53 М.
6:52
Former MLA Pranab Prakash Das criticizes the leaders who leave the party on BJD Foundation Day
Kalinga TV
Рет қаралды 31 М.
00:17
Sigma Kid Mistake #funny #sigma
CRAZY GREAPA
Рет қаралды 30 МЛН
00:59
ВОТ ПОЧЕМУ Япония живет в будущем 🤫 Утилизация масла #япония #токио #путешествия #shorts
Холли Лолли Live
Рет қаралды 4,7 МЛН
41:02
Қарғалардың анасы бар ма? | 1 серия | Сериал «QARGA 2» | КОНКУРС
OMIR
Рет қаралды 1,4 МЛН
00:18
Try this prank with your friends 😂 @karina-kola
Andrey Grechka
Рет қаралды 9 МЛН
2:12
MP Sulata Deo praises BJD Supremo Naveen Patnaik || Kalinga TV
Kalinga TV
Рет қаралды 78 М.
4:01
ଶଙ୍ଖ ଭବନରେ ଇପ୍ସିତା ସାହୁଙ୍କୁ ଚାପୁଡ଼ା ମାଡ଼, ଚେୟାର ପକାକୁ ନେଇ ହୋଇଥିଲା ବିବାଦ | 27th BJD Foundation Day
Prameya News7
Рет қаралды 10 М.
5:34
କହିଲେ ନବୀନ, ଛନକା ପଶିଛି BJP ଛାତିରେ, EVM ତ୍ରୁଟି ପଦାରେ ପକେଇବ BJD ! Naveen patnaik backs ballot papers.
Pratidin TV
Рет қаралды 58 М.
2:47
Guard of Honor is given to Former Governor Raghubar Das as he said good bye to Odisha
Kalinga TV
Рет қаралды 29 М.
4:38
ନବୀନଙ୍କ ଅଭିଯୋଗର କଡ଼ା କାଉଣ୍ଟର କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ|| Dharmendra Pradhan
Argus News
Рет қаралды 13 М.
🔴 Big Breaking | ଆରପାରିରେ ମନମୋହନ ସିଂହ | Former PM Manmohan Singh Passes Away | OTV
OTV
Рет қаралды 299
1:06:18
РАҲБАРЛАР ЭШИТИБ ОЛИНГЛАР... БИРОРТАНГ СОҒ ҚОЛМАЙСАН...
Taftish UZ
Рет қаралды 194 М.
6:17
Naveen Patnaik Reaches Sankha Bhawan to Mark BJD's 28th Foundation Day | BJD Foundation Day 2024
Nandighosha TV
Рет қаралды 35 М.
11:51
ବର୍ଷିଲେ ନବୀନ,କାଉଣ୍ଟର କଲେ ଧର୍ମେନ୍ଦ୍ର|BJD Foundation Day|Naveen Patnaik|Dharmendra Pradhan Counter BJD
News18 Odia
Рет қаралды 56 М.
19:35
Reporter Live: Naveen Patnaik Changes Stance On BJD Successor | Know What BJD Supremo Said
Kanak News
Рет қаралды 56 М.
00:17
Sigma Kid Mistake #funny #sigma
CRAZY GREAPA
Рет қаралды 30 МЛН