Odisha CM Mohan Majhi briefs media over State Cabinet's approval of 11 proposals | Kalinga TV

  Рет қаралды 128,049

Kalinga TV

Kalinga TV

Күн бұрын

Kalinga TV is the fastest growing television channel in Odisha. Kalinga TV, being one of the most trusted channels in the state is always on attempt to bring authenticated and real time news to its viewers. We believe on unbiased coverage. Kalinga TV delivers reliable information across all platforms i.e. TV, Internet and Mobile.
Visit Our Website: kalingatv.com/
Android App: play.google.co...
iOS App: apple.co/2M2KhQA
Watch Live: kalingatv.com/live
KZbin: / kalingatv24x7
Facebook: / kalingamedia
Twitter: / kalingatv24x7
Instagram: / kalingatv24x7
#kalingatv #kalingatvlive #kalinganews

Пікірлер: 163
@susantkumarsamal7885
@susantkumarsamal7885 3 күн бұрын
ବହୁତ ଧନ୍ୟବାଦ ଆଜ୍ଞା, କିନ୍ତୁ ଠିକା ଚାକିରୀ ସମୟକୁ ମୂଳ ଚାକିରୀ ରେ ହିସାବ କରିବାର ଅଛି, ତେବେ ଯାଇ କର୍ମଚାରୀଙ୍କ ଚାକିରୀ 25 ବର୍ଷ ହେଇ ପାରିବ l ପୂର୍ବ ସରକାରଙ୍କ ସମୟରୁ ଗୋଟିଏ ଦାବି ଥିଲା ଠିକା ସମୟକୁ ମୂଳ ଚାକିରୀରେ ଗଣନା କରି notional increments ସହିତ ଏହି କର୍ମଚାରୀଙ୍କୁ ବରିଷ୍ଠତା ପ୍ରଦାନ କରିବା, କିନ୍ତୁ ପୂର୍ଵ ସରକାର 2013 ମସିହା ପୂର୍ବର ଠିକା କର୍ମଚାରୀଙ୍କ ପ୍ରତି ଘୋର ଅନ୍ୟାୟ କଲେ, ଆପଣ ବି ସେତେବେଳେ ଏହା ବିରୁଦ୍ଧରେ ସ୍ୱର ଉତୋଳନ କରି ଚର୍ଚ୍ଚାକୁ ଆସିଥିଲେ l ଏବେ ଆପଣଙ୍କ ସରକାର, ଏହି ଭଳି କିଛି କର୍ମଚାରୀଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ବିଶେଷ ଅନୁରୋଧ 🙏 2013 ମସିହା ପୂର୍ବରୁ ଠିକା ନିଯୁକ୍ତି ପାଇଥିବା ସରକାରୀ କର୍ମଚାରୀଙ୍କର 6 ବର୍ଷ ମୂଳ ଚାକିରୀରେ ଗଣନାକରି 6ଟି notional increment ପ୍ରଦାନ କରିବା ପାଇଁ ମୋହନ ସରକାରଙ୍କୁ ବିନମ୍ର ନିବେଦନ🙏 🙏ଜୟ ଜଗନ୍ନାଥ🙏
@sasmitahota6558
@sasmitahota6558 3 күн бұрын
🙏🏻
@utkalbharattv5910
@utkalbharattv5910 3 күн бұрын
ରାଜ୍ୟ ରୁ ସଂପୂର୍ଣ୍ଣ ଭାବ ରେ ଠିକା ପ୍ରଥା ଶେଷ କରି ରାଜ୍ୟ ସରକାର କର୍ମଚାରୀ ଙ୍କୁ ସ୍ଥାୟୀ ନିଯୁକ୍ତି ସହ ଅନ୍ୟାନ୍ୟ ସରକାରୀ ସୁବିଧା ପାଇଁ ଘୋଷଣା କରିବା ଦରକାର।
@ajayakumar1469
@ajayakumar1469 3 күн бұрын
ସମାନ କାମକୁ ସମାନ ଦରମା କୁଆଡେ ଗଲା ??
@LeehibanandaMohanty
@LeehibanandaMohanty 3 күн бұрын
100 percent agree bhai
@nirmalabehera4724
@nirmalabehera4724 3 күн бұрын
ଗାଁ ସାଥି ମାନଙ୍କୁ ଦେଇଥିବା ପ୍ରତିଶୃତି ଏ କ୍ୟାବିନେଟ୍ ରେ ମଧ୍ୟ ପୂରଣ ହେଲାନାହିଁ।
@arvindsahu6864
@arvindsahu6864 3 күн бұрын
😂
@duryodhan999
@duryodhan999 2 күн бұрын
next congress
@DarasinghSahu-gr9uc
@DarasinghSahu-gr9uc 2 күн бұрын
Bhuli gale
@dk23965
@dk23965 3 күн бұрын
ପ୍ରାଥମିକ ଶିକ୍ଷକ ରେଗୁଲାର କେବେ ହେବେ ଠିକା ବ୍ୟବସ୍ଥା କେବେ ଉଠିବ ଓଡ଼ିଶା ରୁ😢😢
@MNMP2024
@MNMP2024 3 күн бұрын
ସମାଜରେ ପ୍ରାୟ 80 ପ୍ରତିଶତ ଦୁର୍ବଳ ! ହେବେକି ସେମାନେ ସବଳ!🙏
@SubhendukumarSahani
@SubhendukumarSahani 3 күн бұрын
ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ରାମ ଜୟ ଶ୍ରୀ କୃଷ୍ଣ
@dipanjalisethy7242
@dipanjalisethy7242 3 күн бұрын
sir gs nk pai kan kale darama
@priyabratamohapatra3172
@priyabratamohapatra3172 3 күн бұрын
"ଶିକ୍ଷକ ମାରଣ ନୀତି"କୁ କେବିବେଟ୍ ଅନୁମୋଦନ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ମହୋଦୟ ଙ୍କୁ ଅଜସ୍ର ପ୍ରଣାମ ଓ କୃତଜ୍ଞତା । ଜୟ ଜଗନ୍ନାଥ #GIA2008_2018 #OSNLEA
@d.jayadevdora9063
@d.jayadevdora9063 3 күн бұрын
3000 k bhata kebe daba 😂
@PradeepkuBagh
@PradeepkuBagh 3 күн бұрын
ଗ୍ରମରଖୀ ଙ୍କୁ 1800 ଟଙ୍କା ରେ ସୁଭଦ୍ରା ଯୋଜନା ରୁ ବିଚ୍ୟୁତ କରି କି କଣ ସ୍ବାବଲମ୍ବୀ କରୁଛ ଆଜ୍ଞା
@RajashreeMohanty-d1t
@RajashreeMohanty-d1t 3 күн бұрын
୨୦୦୮ ରୁ ୨୦୧୮ ପଯ୍ର୍ୟନ୍ତ ଅଳ୍ପ ବେତନରେ ଖଟୁଥିବା ଅଧ୍ୟାପକ ମାନଙ୍କ ପାଇଁ କିଛି କରନ୍ତୁ ସେମାନଙ୍କୁ ନୟମିତ କଲେ ତାଙ୍କର ପରିବାର ଭଲରେ ରହିପାରିଵେ ଦୟାକରି କିଛି କରନ୍ତୁ ସେମାନଙ୍କ ପାଇଁ । ନମସ୍କାର
@maheshraj6053
@maheshraj6053 3 күн бұрын
ସାର୍ ମୁଁ ଜଣେ 100%ଭିନ୍ନକ୍ଷମ କିନ୍ତୁ ମୋତେ ଘର ପାଇଁ ମନା କରୁଛନ୍ତି ,
@PrasanjitDash-jt2nm
@PrasanjitDash-jt2nm 3 күн бұрын
Age relaxation kan hela ??
@narensahu6522
@narensahu6522 3 күн бұрын
Tate jete age dele bi tu paribuni
@JOYBOY_YT_LUFFY
@JOYBOY_YT_LUFFY 3 күн бұрын
Junior teacher regular kebe hebe
@DebanathChhtria
@DebanathChhtria 3 күн бұрын
Solar borewell khanana kebe
@SUBHAMKUMAR22761
@SUBHAMKUMAR22761 3 күн бұрын
Bhai mor be same question. Status re pending at divison dekhauchay
@NarayanNanda-e1o
@NarayanNanda-e1o 3 күн бұрын
Su swagatm. Bhargabi nadi bridge chandan pur. Adha rahigala. 🙏🙏🙏🙏🙏
@NupurPatra-p3i
@NupurPatra-p3i 3 күн бұрын
2009 ru mo bapa expert korichanti,aji jae mote rehabilitation scheme chakri painahin,tike bichar kole bhola huonta, namaskar sir,jay jagannath
@sambitkhuntia4194
@sambitkhuntia4194 3 күн бұрын
Home guard kebe asiba
@RanjitaDigal-qx2xb
@RanjitaDigal-qx2xb 3 күн бұрын
ଆଉଟ୍ ସରସିଂ ର ସଂ ANM ପିଲାମାନଙ୍କର କଥା କାହିଁକି ଆଲଚନା କରାଜାଉ ନାହିଁ। ଆମକୁ ତ ବାହାର କରି ଦେଲେ ଏବେ ମହନ ସାର୍ ସାନ୍ତି ରେ ଅଛନ୍ତି। ଆମ ANM ପିଲାମାନଙ୍କ କଥା ଟିକେ ଚିନ୍ତା କରନ୍ତୁ ମହନ ସାର୍🙏🙏🙏
@surendrakhilar4409
@surendrakhilar4409 3 күн бұрын
ବୁଢ଼ା ବୁଢ଼ୀ ଙ୍କ ଭତ୍ତା 3000କୁଆଡେ ଗଲା ସେ ମୁଖ୍ୟ ମନ୍ତ୍ରୀ ବହୁତ ଚାଲାକ ସେ ଜାଣିଛି ବୁଢା ବୁଢ଼ୀ ଆନ୍ଦୋଳନ କରିପାରିବେ ନାହିଁ ନିର୍ବାଚନ ପୂର୍ବରୁ କହି ଠକିଦେଲା ଟିକେ ଲାଜ ଲାଗିବା କଥା 80ବର୍ଷ ବୁଢା ମାନଙ୍କୁ 3500ଦେଲ 60ରୁ 79ବର୍ଷ ବୁଢା ବୁଢ଼ୀ ହତାଶ ହେଲେ
@muskan-i6g7o
@muskan-i6g7o 3 күн бұрын
Old age pension 3000 କବେ ଦବ bjp ସରକାର୍, ମିଛୁଆ ସରକାର୍ ପ୍ରତିଶ୍ରୁତି ରଖୁନ କଣ ପାଇଁ ବୃଦ୍ଧ,ବୃଦ୍ଧା ଙ୍କୁ କେତେ ଦିନ ଠକିବ,ତମକୁ ଲାଜ ଲାଗୁନି ଛି ଛି ଛି ବେଲଜ୍ୟ ସରକାର୍
@Akm12513
@Akm12513 3 күн бұрын
Dia galani 3500 paileni
@Bhubaneswarfoodvlog2918
@Bhubaneswarfoodvlog2918 3 күн бұрын
@@Akm12513 60-80 ବର୍ଷ ର ବୃଦ୍ଧ ବୟସରେ ସେମାନେ ଗୋଟେ ଟଙ୍କା ପାଉ ନାହାଁନ୍ତି,ଅଭିଶାପ ପଡ଼ିବ ସରକାର ଅଧା ରୁ ବିଦାୟ ନେବ
@user-fi2zx2dk9j
@user-fi2zx2dk9j 3 күн бұрын
​@@Akm12513 kia paichhi bhai ... Tamaki kin😅😅
@brajakishorputel9132
@brajakishorputel9132 2 күн бұрын
Mora 95 % achhi mate milini 3500 kebala 2 ki 3 janaku milichhi kahile list re name nahin 8 , 9 janaku milini au 8 , 9 janaku debapain puni 1year lagaideba bjp janahita kama karuni 😢
@dinabandhurout4232
@dinabandhurout4232 Күн бұрын
ବେସରକାରୀ କାର୍ଯ୍ୟ କରୁଥିବା ଲୋକମାନଙ୍କ ଦୁଖଃ କଣ ସରକାର ଦେଖି ପାରୁ ନାହାଁନ୍ତି
@BibhuprasadMishra-t9m
@BibhuprasadMishra-t9m 3 күн бұрын
Upeer age limit upto 43 years କର
@Nyemwddhd
@Nyemwddhd 18 сағат бұрын
ସବୁ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ରେ ଜଣେ ଲେଖାଏ ନର୍ସିଂ ଅଫିସର ଙ୍କୁ ରଖାଯାଉ, ନର୍ସିଂ ଅଫିସର ମାନେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ରେ ଭଲ ସେବା ଯୋଗାଇଦେବେ, ଏବଂ ଏବେ ବି ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ରେ ନର୍ସିଂ ଅଫିସର ମାନେ ଭଲ ସେବା ଯୋଗାଇ ଦେଉଛନ୍ତି,
@amarkumarmallik7819
@amarkumarmallik7819 3 күн бұрын
ଆମକୁ NPS ବା UPS ଦରକାର ନାହିଁ l ଆମକୁ OPS ଦରକାର l we want OPS
@jaijagannathomjagannath7537
@jaijagannathomjagannath7537 2 күн бұрын
Part plot kebe sale heba
@mokabita206
@mokabita206 3 күн бұрын
ବିରୋଧୀ ଦଳ ରେ ଥିଲା ବେଳେ ଗାଁ ସାଥୀ ଙ୍କ ପାଇଁ ବହୁତ ବଡ ଭାଷଣ ଏବେ ମନେପଡ଼ୁନି
@agreeculturelifestyle7298
@agreeculturelifestyle7298 3 күн бұрын
କିଡନୀ ଡାଇଲେସିସ ରୋଗୀ ଙ୍କୁ ଚିହ୍ନଟ କରି AP ସରକାର ପରି ପେନସନ ର ବ୍ୟବସ୍ଥା କଲେ ରୋଗୀ ଉପକୃତ ହେବେ ।
@Sourav-yr8mc
@Sourav-yr8mc 3 күн бұрын
Age limit (21-40) karajau every government job Pai.
@rjj32
@rjj32 3 күн бұрын
45 upper age limit
@Jai_jagganath
@Jai_jagganath 3 күн бұрын
60 years karajiba darkar.
@sudhansupurohit6509
@sudhansupurohit6509 3 күн бұрын
Upper age limit 65 heba darkar aau retirement age 75 yrs
@Jai_jagganath
@Jai_jagganath 3 күн бұрын
@@sudhansupurohit6509 😆😆😆😆. Au reservation ta b adhika hba darkar.
@mr.noname6109
@mr.noname6109 3 күн бұрын
Semti hele khali budha loka mane job paibe au young pila unemployed hei rahijibe, unemployment rate badhiba.
@rajanjena8958
@rajanjena8958 3 күн бұрын
ଆପଣ ନ କହି ପାର୍ଲ୍ୟାମେଣ୍ଟରୀ ଆଫେଆର୍ସ ମିନିଷ୍ଟରୀ ଆସି କହିବା କଥା। କିନ୍ତୁ ଆପଣ କହିବା ରେ ମଧ୍ୟ ନିଆରା ପାଣିଆ ବାରି ହେଉଛି।
@surjittripathy7536
@surjittripathy7536 2 күн бұрын
ସାମ୍ବାଦିକ ପେନସନ ବିଷୟରେ ପ୍ରସ୍ତାବ ନେଲେ ଭଲ ହୁଅନ୍ତା
@umeshchandrarout5774
@umeshchandrarout5774 3 күн бұрын
Below 10 year service?
@NupurPatra-p3i
@NupurPatra-p3i 3 күн бұрын
Rehabilitation scheme chakri diantu
@bidesisahoo9859
@bidesisahoo9859 3 күн бұрын
ମିଛ ମୋହନ ସରକାର କେବେ ମିଳିବ ଘର ବଡବଡକଥା କୁହନାହି
@sasibhushantanti9
@sasibhushantanti9 3 күн бұрын
ସମସ୍ତଙ୍କୁ ୩୦୦୦ ହଜାର ପେନସନ ଦେବାକୁ ସକଂଳ୍ପ ପତ୍ରରେ କହିଥିଲ ତାହା ଅକ୍ଷରେ ଅକ୍ଷରେ ପାଳନ କଲ କି ଆଜ୍ଞା,,,,, ଦୟାକରି ଦିବ୍ୟାଙ୍ଗ କିମ୍ବା ବିଧବା ମାଁ ମାନଙ୍କୁ ୩୦୦୦ ଟଙ୍କା ପେନସନ୍ ଦେବାର ବ୍ୟବସ୍ଥା କର ମୋହନ ସରକାର,,,ବିଜେପି ସରକାର ଆପଣଙ୍କୁ ବିନିତ ପ୍ରାର୍ଥନା 🙏🙏🙏🙏🙏🙏🙏🙏🙏🙏
@kiranmeher5824
@kiranmeher5824 13 сағат бұрын
ଆଜ୍ଞା ଆପଣ election ରେ ଦେଇଥିବା ପ୍ରତିଶ୍ରୁତି "equal work equal pay" କେବେ ଲାଗୁ କରିବେ??? କେବେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ରୁ Schematic ନାମକ କଲଙ୍କ ଉଠିବ ???? କେବେ directly regular posting ପାଇବେ ??? ଆମକୁ 11,000 ରୁ 16,000 କରି lollipop ଦିଆ ଯାଇଛି| ଓଡିଶା ରେ ସମସ୍ତେ ରେଗୁଲାର posting ପାଇଲା ବେଳେ ପ୍ରାଥମିକ ଶିକ୍ଷକ କଣ ପାଇଁ Schematic ରେ ପେଷି ହେଉଛୁ???
@sambitkhuntia4194
@sambitkhuntia4194 3 күн бұрын
Home guard recruitment kebe asiba
@kulamanijena-zd1cr
@kulamanijena-zd1cr 3 күн бұрын
Dear cm due to Goan Sathi Nabin govt is defite. You better know. As you are cm ple promise your word. Take action about monthely prosahan of GS.
@userisdied817
@userisdied817 2 күн бұрын
Sir nka kahiba kam pause adhika😂😂😂
@BestSocialReformer-l3p
@BestSocialReformer-l3p 7 сағат бұрын
ସମ୍ମାନନୀୟ ମୁଖ୍ୟମନ୍ତ୍ରୀ ମୋହନ ଭାଇ ମୁଁ କେନ୍ଦୁଝର ରୁ ଲେଖୁଛି ଚାକିରୀ କରିବା କୁ ନେଇ ଆପଣ ଙ୍କ ଉପରେ ଲକ୍ଷ ଲକ୍ଷ ଶିକ୍ଷିତ ଦରିଦ୍ର ବେକାରୀ ଯୁବକ ଯୁବତୀ ଙ୍କ ଆଶା ତଥା ବିଶ୍ୱାସ ଯେ ଜଣେ ନ୍ୟାୟ ନିରପେକ୍ଷ ମୁଖ୍ୟମନ୍ତ୍ରୀ ହିସାବରେ ମାସକୁ ଆଠ ଦଶ ହଜାର ଦରମା ଦେଲେ ମଧ୍ୟ ଆମେ ଚାକିରୀ କରିବାକୁ ଇଛୁକ ଅଟୁ ଏମୀ ସ୍କୁଲ ହାଇସ୍କୁଲ ମାନଙ୍କ ରେ ମଧ୍ୟ ଦଶ ବାର ହଜାର ଦରମାରେ ପାଠ ପଢ଼େଇ ବାକୁ ଇଛୁକ ଅଛୁ କାମ ଦରମା ଦିଅନ୍ତୁ କିଛି ନାଇଁ ମହାଶୟ କିନ୍ତୁ ଆମକୁ ଚାକିରୀ ଦରକାର ଆଜ୍ଞା ଆଶା କରି ଆପଣ ନିଶ୍ଚିତ ଆମ ଅନୁରୋଧକୁ ରକ୍ଷା କରିଲେ ମହାପ୍ରଭୁ ଜଗନ୍ନାଥ ଙ୍କ ଆଶୀର୍ବାଦ ନିଶ୍ଚୟ ରହିଥିବ
@lizaraninayak1542
@lizaraninayak1542 3 күн бұрын
Sir sitala vandar kebe haba
@Akm12513
@Akm12513 3 күн бұрын
2038 April 5
@AnilDevri
@AnilDevri 3 күн бұрын
Odissa rea ops lagu karajau
@KaliaNayak-h2u
@KaliaNayak-h2u 3 күн бұрын
Jay shree jagannath 🙏 Jay shree Ram
@RajkishorMajhi-tf2bh
@RajkishorMajhi-tf2bh 3 күн бұрын
Darkar nahi sir Amara
@Hemantkumarsahoo-xk6ht
@Hemantkumarsahoo-xk6ht 3 күн бұрын
Ama CM bahuta vala
@sambitkhuntia4194
@sambitkhuntia4194 3 күн бұрын
Home guard kebe asiba recruitment kebe asiba
@bidesisahoo9859
@bidesisahoo9859 3 күн бұрын
ମୋହନ ସାରେ ଛି ଛି ଛି ପିଏମ ଓଷା ଯୋଜନା କେବେ ଲୋନ ମିଳିବ ନା ପିଲା ପାଠ ପଢିବା ଅଧାରୁ ବନ୍ଦ କରିବେ ମୋର ଦୁଇ ପିଲା ପାଠ ପଢିବା ଛାଡିବେ ପାଠଯୋଗୁ କିଛି ନାହିଁ କେବଳ ବଡବଡ କଥା କହୁଛନ୍ତି
@Bhubaneswarfoodvlog2918
@Bhubaneswarfoodvlog2918 3 күн бұрын
ନବୀନ ପଟ୍ଟନାୟକ ଆମର ମୁଖ୍ୟମନ୍ତ୍ରୀ
@ArabindaSahoo-r5q
@ArabindaSahoo-r5q 3 күн бұрын
Lajya Nahin Re Gendalia
@Bhubaneswarfoodvlog2918
@Bhubaneswarfoodvlog2918 3 күн бұрын
@ArabindaSahoo-r5q ନା ମୂର୍ଖ
@Bestlife31808
@Bestlife31808 3 күн бұрын
naaabiiiinaaaa 😅😅
@Bhubaneswarfoodvlog2918
@Bhubaneswarfoodvlog2918 3 күн бұрын
ନବୀନ ପଟ୍ଟନାୟକ ୨୪ ବର୍ଷ ଥିଲା ତୁମ ମୁହଁ ଚୁପ୍ ଥିଲା ,ଏବେ ଭୁକିଲେ କଣ ହବ
@LaxmanKumarBeheraF
@LaxmanKumarBeheraF 3 күн бұрын
ଭିଡ଼ିଥା 😂
@SubalSahu-w1m
@SubalSahu-w1m 3 күн бұрын
3:22
@JayasenKhemundu-u9p
@JayasenKhemundu-u9p 3 күн бұрын
ବେକାରି ସମସ୍ୟା ଦୂର କରିବା ପାଇଁ କିଛି ପଦକ୍ଷପ ନେଇ ନାହାନ୍ତି
@mr.noname6109
@mr.noname6109 3 күн бұрын
Industry asuchi Odisha ku bekari samashya dura heba
@strongdetermination3014
@strongdetermination3014 3 күн бұрын
Kindly increase the age limit to 43 year in all govt job examination
@bibhisanmali7446
@bibhisanmali7446 3 күн бұрын
ସାର୍ ଲୋକ manka ଦ୍ୱାରା ବିସ୍ଥାପିତ ପରିବାରଙ୍କୁ ପାଇଁ କୌଣସି ଆଇନ।କିମ୍ବା ଯୋଜନା ନାହିକି sir
@bibhisanmali7446
@bibhisanmali7446 3 күн бұрын
ସାର୍ ବର୍ତ୍ତମାନ ସୁଦ୍ଧା ଆମ ଭାରତ ବାସି ୭୭ତମ ସ୍ଵାଧୀନତା ପର୍ବ ମାନୁଚୁ କିନ୍ତୁ ମୋ ମତରେ ଆମେ ଆଜି ବି ପରାଧୀନ କାରଣ ଆଜିବି ଆମେ କେତେ ଗୁଡିଏ ସଂଖ୍ୟା ଗରିଷ୍ଟ ସ୍ଵତନ୍ତ୍ର ଗୋଷ୍ଟି ବା ସମ୍ପ୍ରଦାୟ ର ବିଭିନ୍ନ ପ୍ରକାର ର ମାନସିକ,ଶାରୀରିକ,ଆର୍ଥିକ, ସାମ୍ପ୍ରଦାୟିକ ଅତ୍ୟାଚାର ର ଶିଖାର ହେଉଛୁ ତୋ ସ୍ଵାଧୀନ କେତେବେଳେ ହେଳୁ ତୋ ଏଥି ପାଇଁ କୌଣସି ଆଇନ ବା ସମ୍ବିଧିନିକ ନୀତି ବ୍ୟେବସ୍ତା ଅଛିକି ସାର୍ କି କୌଣସି ଯୋଜନା ଅଛିକି ଦୟାକରି କୌଣସି ବୁଦ୍ଧି ଯିବି କି ମନୁଷ୍ୟ ର ମାନବିକ୍ ତା ଥିବା ବ୍ୟେକ୍ତି ବିଶେଷ ଶୁ ମତାମତ ପ୍ରଦାନ କରିବା ହେବେ ଜୟ ମାଆ ଭବାନି😢😢😢😢😂😂😂😂
@kalicharanpanda4079
@kalicharanpanda4079 3 күн бұрын
Sabu tumbhara faida. 😮😮😮
@Kichi-Nua234
@Kichi-Nua234 2 күн бұрын
କିଛି ବାଳ ମିଳୁନି
@sahadevbhuyan8897
@sahadevbhuyan8897 3 күн бұрын
OTET Tharu odare diyajau
@mahimanaik5698
@mahimanaik5698 3 күн бұрын
🙏🙏🙏🙏🙏🙏
@DigalMahananda
@DigalMahananda 3 күн бұрын
@ManojKumarSwain-k8x
@ManojKumarSwain-k8x 3 күн бұрын
3000 bharta paisa katha kahuna cabinet re gm BJP
@sunilkumarpatnaik6953
@sunilkumarpatnaik6953 3 күн бұрын
CLEANINGNESS of polited Rivers may be focused. More Encouragments required for backyard of every residents of villagers wit MINI VEGETABLES Gardening / MINI POLTRY FARMING / Mini Fish Farm / Mini Cattle Farming etc etc are required.
@dipakmohapatra3429
@dipakmohapatra3429 3 күн бұрын
Kindly increase general age 43
@coolboy2202
@coolboy2202 3 күн бұрын
We want only ops...ups gte chhala...😢
@allinone7756
@allinone7756 3 күн бұрын
When the cabinet will approve the age relaxation in State Govt. Job??? We are waiting for this.
@rjj32
@rjj32 3 күн бұрын
@@allinone7756 wait kari kari 43 b heijiba ..tenu jete late karuchanti sete adhika kohala karantu ..45 paain demand karajau
@allinone7756
@allinone7756 3 күн бұрын
@rjj32 mu pura young achi. Mora sabu attempt aei year ru start karibi. Bahut pila demand karuchanti semana nku opportunity nihati miliba darkar.
@reenaappat2790
@reenaappat2790 3 күн бұрын
Aame 24 hours hostel re rahuchu sc st department kintu aam r salary bahut kam. Aam ku kebe regular karibe
@bijayapattnaik4807
@bijayapattnaik4807 3 күн бұрын
2008 to 2018 gia dio😢
@minakumaripatra-rg9ed
@minakumaripatra-rg9ed 3 күн бұрын
ଦୁର୍ବଳ ସରକାର କା ମୋବି ଦୁର୍ବଳ
@pabankumarluha3016
@pabankumarluha3016 3 күн бұрын
Majhi sir aap kis pension scheme mein samil hein
@omsairamomsairam463
@omsairamomsairam463 3 күн бұрын
Disability ghara miliba ta
@AjayaMuthamajhi
@AjayaMuthamajhi 3 күн бұрын
ଏକ ଲକ୍ଷ କୁଡ଼ିଆ ହଜାର ରେ ଲେଟିନ ପାଇଁ ବି ଯୋଗ୍ୟ ନୁହେଁ
@jamudarpingua4841
@jamudarpingua4841 3 күн бұрын
Education re kikhi cabernet mohora asuni ki sir
@jambeshwarbarik6989
@jambeshwarbarik6989 3 күн бұрын
Obc quota kebe miliba 27 % as per central government
@RanjanKumar-mx1ki
@RanjanKumar-mx1ki 3 күн бұрын
Very good Sir 🙏🙏🙏💐💐💐
@SoubhagyaRanjandas-g9j
@SoubhagyaRanjandas-g9j 2 күн бұрын
Old pention nanhi old pention kara contract ual ku courent kars old pention lagu kara na hele jiba 2029
@REENADIGAL-jk3pc
@REENADIGAL-jk3pc 3 күн бұрын
Every job for age limit increase karajau sethi pilanka future acchi ajatha gapantu ni cm sir bahut daya kaleni apana lokanku🙏🏻🙏🏻
@parthakalyari4687
@parthakalyari4687 3 күн бұрын
High school re peon post kebe aasiba
@mr.noname6109
@mr.noname6109 3 күн бұрын
Se school ra headmaster saha katha hua, tamaku rakhideba
@SamirakumarMishra-uf7uk
@SamirakumarMishra-uf7uk 3 күн бұрын
chakirianka ra.rajanitianka darama kam kara.srmika mananka darama badhaa.sabu gharoi karana kara.
@AshokKumarmohanty-qf1zi
@AshokKumarmohanty-qf1zi 3 күн бұрын
S&me deptt ra new aided school ra NPS nahni tebe new aided bi UPS subidha ମିଳିବ
@Sandhyaranipanigrahy-dp6dx
@Sandhyaranipanigrahy-dp6dx 3 күн бұрын
Justice for all gaon sathi mate 😭😭😭
@mognaamonaaa1491
@mognaamonaaa1491 3 күн бұрын
ସେ ପାନିଆ ମରା ଭାଷଣ ବନ୍ଦ କର ହୋ ଭତା ଆଗ ଦିଅ
@trilochanpadhan4377
@trilochanpadhan4377 3 күн бұрын
Jts ku regular kara Nahele tankra kopa padi na sunichhita See u in next election's
@arr-h7v
@arr-h7v 3 күн бұрын
Hitech survey saruni kain
@tahasilrana6522
@tahasilrana6522 3 күн бұрын
Sir hele Nari prati anyaya
@shuvendradash8391
@shuvendradash8391 3 күн бұрын
ସଲା ବିଜେପି ସରକାର ତମକୁ tk ଲାଜ ଲାଗୁନି 3000 ଭତ୍ତା କୁଆଡେ ଗଲା ରେ ହଉ ହଉ 2029 ଦେଖା ହେବ
@mr.noname6109
@mr.noname6109 3 күн бұрын
Kahinki khali ଭତ୍ତା ଭତ୍ତା ହଉଛ
@binakanaik3123
@binakanaik3123 3 күн бұрын
6 years contractual hele au 25 labho hobo kuadu
@JudhistirNaik-r9u
@JudhistirNaik-r9u 3 күн бұрын
Why are you politicians ops, it's injustice to govt servent.
@nibeditasethy7734
@nibeditasethy7734 3 күн бұрын
Age limit ku badha jau
@LeehibanandaMohanty
@LeehibanandaMohanty 3 күн бұрын
Contractual ku permanent kebe?majhi babu
@GolakBaral
@GolakBaral 3 күн бұрын
Puruna story sunantuni. Only for ops
@pradipmahananda5028
@pradipmahananda5028 2 күн бұрын
Old age pensions 3000 kuade gala
@Deekay2ab
@Deekay2ab 3 күн бұрын
Birodhi thila bele gaon sathi pain kete darad thila,ebe tanka proschahan rasi kahiki debaku kuntha bodh heuchi.Pratham cabinet ru saptam cabinet meeting helani,kahiki cabinet re kichi faisala hoi paruni?
@Suryakanta.Mallick
@Suryakanta.Mallick 3 күн бұрын
Rihabilitation. Pilanka. Katha. Kan. Heala
@ashirbadrath1753
@ashirbadrath1753 3 күн бұрын
Optcl re kebe asiba recruitment
@RaniTandia-m7o
@RaniTandia-m7o 3 күн бұрын
Age should be 43year for competitive exam
@bikashchandrabehera4247
@bikashchandrabehera4247 3 күн бұрын
Disability special school re job karichhu darama 10000 matra Kemiti family chaleibu se bisayare tk ama Cm sir bujhantu labour thu kam darama kemit chalibu.
@saratkumarmohanty9531
@saratkumarmohanty9531 3 күн бұрын
ଟଂକା ୧୦ ହଜାର ରେ ଆପଣମାନେ ଚଳି ପାରିବେ ତ ?
@secularchutiye5852
@secularchutiye5852 3 күн бұрын
Kie daba
@LelinDey
@LelinDey 3 күн бұрын
୧୨୦୦୦୦ ରେ କଣ ଚାଳ ଘର କରିବ ମୋହନ ମାଝୀ ମହାଶୟ । ଶଳା ତୁମେ ସବୁ ଗାଣ୍ଡୀ ମରା ଗୁରୁ । ମୁଁ ବିଜେପି ସମର୍ଥକ ହେଇ ମଧ୍ଯ ତୁମ ଶାସନରେ ସନ୍ତୁଷ୍ଟ ନୁହଁ ।
@ashisasianajokaervlogs2353
@ashisasianajokaervlogs2353 3 күн бұрын
3000 bhata kaeee sir
@manojkumarprusty7149
@manojkumarprusty7149 3 күн бұрын
Forester/Li Nijukti kebe karibe sarkar....1.5 year hei gala..... Shame on Odisha Govt
@SamirakumarMishra-uf7uk
@SamirakumarMishra-uf7uk 3 күн бұрын
prathame kam mulya re khadya miliba odishare taha byabastha kara.urnata krushi.siltalabhandara.
@MohinBarik
@MohinBarik 3 күн бұрын
Khajuri gachha ra ki guna ga........
@AjikyaAjikya
@AjikyaAjikya 3 күн бұрын
Age 43 karajau
@SubalSahu-w1m
@SubalSahu-w1m 3 күн бұрын
C.M.sir,pwcs pain working capital ManJurkara Jao🎉🎉🎉🎉🎉🎉🎉
Миллионер | 6 - серия
28:05
Million Show
Рет қаралды 1,6 МЛН
String Competition for iPhone! 😱
00:37
Alan Chikin Chow
Рет қаралды 30 МЛН
ಜೀವನದಲ್ಲಿ ತಣ್ಣಗಿರೋದು ಹೇಗೆ?
35:45
Jnanayogashrama, Vijayapura
Рет қаралды 913 М.