🔵 କାହାକୁ ମିଳିବ ନୂଆ ସ୍ବାସ୍ଥ୍ୟ କାର୍ଡ? Mukesh Mahaling Exclusive | Gopabandhu Health Card

  Рет қаралды 265,785

Kanak News

Kanak News

Күн бұрын

Пікірлер: 451
@msakscoe95sector-7cdacutta9
@msakscoe95sector-7cdacutta9 4 ай бұрын
କାର୍ଡ କଣ ପାଇଁ। ସମସ୍ତ ଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆଯାଉ। ରାଜନୀତି ନ କରାଯାଉ। ନାମ ଓ ରଙ୍ଗ ବଦଳିଲେ ସ୍ବାସ୍ଥ୍ୟ ସେବା ରେ ଉନ୍ନତି ଆସିବା ନାହିଁ। ଜନତା ଯେଉଁ ଭରଷାରେ BJP ସରକାରଙ୍କୁ ଭୋଟ ଦେଇଛନ୍ତି, ସେହି ଆଧାରରେ ସ୍ବାସ୍ଥ୍ୟ କାର୍ଡ ପ୍ରଚଳନ କରାଯାଉ। ସରକାରୀ ହସ୍ପିଟାଲରେ ଉନ୍ନତ ମାନର ସେବା ମାଗଣାରେ ଯୋଗାଇ ଦିଆଯାଉ। କାର୍ଡ ମାଧ୍ୟମରେ ବେସରକାରୀ ହସପିଟାଲକୁ ପୋଷା ଯିବାର ମାନେ କଣ? ଟିକସ ମାଧ୍ୟମରେ ସଧାରଣ ଜନତାଙ୍କ ଅର୍ଥକୁ ହରିଲୁଟ ନ କରାଯାଉ।
@NareshKumar-uk5sk
@NareshKumar-uk5sk 4 ай бұрын
Right
@MrTdas-d6b
@MrTdas-d6b 4 ай бұрын
ପ୍ରାଇଭେଟ୍ ଡାକ୍ତରଖାନା କୁ ପୋଷିବା ଯୋଜନା ବନ୍ଦ କରି ସବୁ ସରକାର ହସ୍ପିଟାଲ ରେ ସେହି ଟଙ୍କାରେ ସୁବିଧା କର
@premalatadash9678
@premalatadash9678 4 ай бұрын
Right
@studywithbijay6575
@studywithbijay6575 4 ай бұрын
Kahin ki loka Mane maribe boli. Govt hospital re lokanka abastha janicha. Kan Jane private card lagai operation karibani
@comeonstudy
@comeonstudy 4 ай бұрын
Good
@ARNMKP
@ARNMKP 4 ай бұрын
ଆୟୁଷ୍ମାନ card gote ଫାଲତୁ card, ଗୋଟିଏ ରୋଗ ପାଇଁ ଗୋଟେ fix amount ଥାଏ। Ayushman card BSKY ଭଳି ହେବା ଉଚିତ ନହେଲେ ଜନସାଧାରଣ ବହୁତ୍ ହଇରାଣ ହେବେ।
@Mr24811
@Mr24811 4 ай бұрын
ଆପଣଙ୍କୁ ଅନୁରୋଧ ଆପଣ ଯାହା କହୁଛନ୍ତି ସିଧା ସିଧା କୁହନ୍ତୁ, ଓଡ଼ିଶା ର ସମସ୍ତ ମଧ୍ୟମ ଧରଣର ବେପାରୀ,ଓ ମଧ୍ୟମ ଧରଣର ପରିବାର ଲୋକ ମାନଙ୍କୁ ନୂଆ କରି ଦିଆଯାଉ କାରଣ ଏମାନଙ୍କୁ ନିହାତି ଜରୁରୀ,କାରଣ ଏ ମାନେ କେବେ ମୁହଁ ଖୋଲି କହିପାରିବେ ନାହଁ ❤
@asishpanigrahi4902
@asishpanigrahi4902 4 ай бұрын
Right
@Queenpuja55
@Queenpuja55 4 ай бұрын
Right🎉
@kamleshbag5373
@kamleshbag5373 4 ай бұрын
Absolutely correct
@Jotrimay
@Jotrimay 3 ай бұрын
ବଡ ଦୁଃଖ ର କଥା 🙏ସେତିକି କେହି ବୁଝି ପରିବେ ନି 🙏ଏକଦମ ସତ କହିଛନ୍ତି 👍👍👍🙏
@santoshjena5811
@santoshjena5811 4 ай бұрын
BSKY ସବୁଠାରୁ ଭଲ ନବୀନ ପଟ୍ଟନାୟକ ଯୋଜନା ସବୁଠାରୁ ଭଲ❤
@bapunilifestyle8242
@bapunilifestyle8242 4 ай бұрын
ଆମ ସରକାର.. ମୋହନ ସରକାର ❤️
@dharanisahoo3644
@dharanisahoo3644 4 ай бұрын
Banda sarkar mohan sarkar ​@@bapunilifestyle8242
@sarojkumarpradhan5257
@sarojkumarpradhan5257 4 ай бұрын
Maa ghaeta ​@@bapunilifestyle8242
@debashishpatra5567
@debashishpatra5567 4 ай бұрын
Bsky best​@@bapunilifestyle8242
@anantakishornayak1073
@anantakishornayak1073 4 ай бұрын
କିପରି ଭଲ?ନୂଆ କୁ ଦେଖି‌ସାର।
@KcsahuOdishaculture
@KcsahuOdishaculture 4 ай бұрын
କେଉଁ ମାନଙ୍କୁ ମିଳୁ ବା ନମିଳୁ କାର୍ଡ କିନ୍ତୁ ଏମାନଙ୍କ ରଙ୍ଗ ମାରିବାରେ ରଙ୍ଗ ମିସ୍ତ୍ରୀ ଓଡିଶା ରେ କି ସାରା ଭାରତ ରେ ବି କେହି ନାହାନ୍ତି ADR ର ରିପୋର୍ଟ ବାହାରିଛି 79 mp ବିଜେପି ଜିତିବାରେ ଜାଲିଆତି ହୋଇଛି ADR ର ସର୍ଭେ କହୁଛି ଓଡିଶା ରେ 18 ଟି mp ହୋଇଛି
@ranajitjena4668
@ranajitjena4668 4 ай бұрын
ADR ରିପୋର୍ଟ ଏହି ଗାଲୁଆ ନେତା ମାନଙ୍କର ମୁଖା ଖୋଲିସାରିଲାଣି, ନିର୍ବାଚନରେ କିପରି ହେରାଫେରି କରିକି ନିର୍ବାଚନ ଜିତିଛନ୍ତି ଓଡିଶାର ଜନସାଧାରଣ ଜାଣିସାରିଲେଣି
@saisankarsahoo8365
@saisankarsahoo8365 4 ай бұрын
ତମେ ସବୁ ଗାଲୁଆ ଙ୍କ ବାରବାଟି ଚାଷ ଭାରତ କଂଗ୍ରେସ ସ୍ୱପ୍ନ ଦେଖୁ ତମର ମୁଣ୍ଡ କିଏ ସେ ପ୍ରଧାନମନ୍ତ୍ରୀ ହେବ ପପୁ ତ ମୁସଲମାନ ଙ୍କୁ ସାହାଯ୍ୟ କରିବ
@uttambaba6800
@uttambaba6800 4 ай бұрын
​@@saisankarsahoo8365Karu desho bhasi jibo na kon 😅😢😂
@MNDIGITALSARAKANA
@MNDIGITALSARAKANA 4 ай бұрын
Right
@MadhusudanGheebela
@MadhusudanGheebela 4 ай бұрын
40/ Rajya sarakara debe ta labha kahara khyati kahar
@prakasrout2636
@prakasrout2636 4 ай бұрын
Bjd tahele herapheri Kari jituthila
@dillippanda2603
@dillippanda2603 4 ай бұрын
ବିଜେପି ଆଜି ପରଜୟନ୍ତ ଖୋଲିକି କହୁନି 😂ଯେ ବିଜୁ ହେଲତ କାର୍ଡ ରେ ଯେମିତି ମହିଳା ମାଙ୍କୁ ୧୦ଲକ୍ଷ ପୁରୁଷ ମାନଂକୁ ୫ଲକ୍ଷ ମିଳୁଥିଲା ସେମିତି ଗପବନ୍ଧୁ ଯୋଜନାରେ ମିଳିବ ସେ କଥା ଖୋଲିକି କହୁନି 😁😁ସେଇଥି କଥା ବ୍ରହ୍ମପୁର ପ୍ରଦୀପ ପାଣିଗ୍ରାହୀ ଲୋକସଭା ରେ ପ୍ରଶ୍ନ ଉଠେଇଥିଲା ଯେ ଯେମିତି ବିଜୁ କାର୍ଡ ରେ ମହିଳାଙ୍କୁ ୧୦ଲକ୍ଷ ମିଳୁଥିଲା ପୁରୁଷଙ୍କୁ ୫ଲକ୍ଷ ମିଳୁଥିଲା ସେମିତି କର
@agreeculturelifestyle7298
@agreeculturelifestyle7298 4 ай бұрын
*ଯାହା ଯୋଜନା କରୁଛ କରିବ BSKY ତଳେ*
@udaytakrinofficial9773
@udaytakrinofficial9773 4 ай бұрын
Only Naveen
@simapatra2088
@simapatra2088 4 ай бұрын
କେବଳ ମୋହନ ସରକାର
@jitendra3034
@jitendra3034 4 ай бұрын
BJP Mo Bala sarkar mohan majhi 🇮🇳
@dharanisahoo3644
@dharanisahoo3644 4 ай бұрын
​@@simapatra2088banda mohan sarkar
@simapatra2088
@simapatra2088 4 ай бұрын
@@jitendra3034 au bjd kan mo pela sarkar
@rameshdas9755
@rameshdas9755 4 ай бұрын
ଯେଉଁ ମାନେକଂର ବିଜୁକାଡ ଅଛି ସେମାନଙ୍କୁ ଦିଅନ୍ତୁ
@PradiptaDas-sy4jn
@PradiptaDas-sy4jn 4 ай бұрын
ଏପେଲେଇପୁଅ ମୁକେଶର ଵାଡକୁ କିଟିଦିଅ ଏକନଵର ମାଦୃଚୋଦ ହାରାମି
@ସାଧାରଣଜନତା-ର9ଥ
@ସାଧାରଣଜନତା-ର9ଥ 4 ай бұрын
EVM କଥା ଆଗ ପଚାର ,କେତେ ଜାଲିଆତି କରିଛନ୍ତି ତାଙ୍କ ଜଶଶୀ ଆଦଣୀୟ ମାନନୀୟ ,ତମକୁ ଧରମ ସହିଲେ ହେଲା
@susantaparida4971
@susantaparida4971 4 ай бұрын
Bsky bhala
@khetrabhue97
@khetrabhue97 4 ай бұрын
ଓଡ଼ିଶାର ପ୍ରବାଦ ପୁରୁଷ ବିଜୁବାବୁଙ୍କ ନାମରେ ଗୋଟିଏ ଯୋଜନା ରହିବାର ଥିଲା।
@harisankarnaik1104
@harisankarnaik1104 4 ай бұрын
Middle class family paii kan????
@anatabehera1320
@anatabehera1320 4 ай бұрын
ଏମାନେ ଚାକ ଚିକଣ ହୋଇ ଖାଲି ବୁଲୁଛନ୍ତି, କୌଣସି କାମକୁ ନୁହଁନ୍ତି ଏମାନେ, ଗୋଟେ ଫାଲତୁ ସରକାର😂
@simapatra2088
@simapatra2088 4 ай бұрын
BJD mo ବାଳ ସରକାର
@pratapsinghramakanta5213
@pratapsinghramakanta5213 4 ай бұрын
ସରକାରୀ କର୍ମଚାରୀମାନଙ୍କୁ ସ୍ୱାସ୍ଥ୍ୟ ବୀମା ଟିଏ ଦେଇ ପାରିଲ ନାହିଁ. ପୂର୍ବ ସରକାର ଦେଲେ ବା..ଆଉ ତମେ ଦେଲ ପେ..
@Villager_mind
@Villager_mind 4 ай бұрын
ଭାଇ ମୋ ବାପା ଜଣେ ସରକାରୀ ନିମ୍ନ କର୍ମଚାରୀ ହେଲା ମୁଁ ଜଣେ ପ୍ରାଇଭେଟ୍ କମ୍ପାନୀରେ ସ୍ୱଳ୍ପ ବେତନ କାମ କରୁଚି ହେଲେ ମୁଁ ସମସ୍ତ ପ୍ରକାର ସରକାରୀ ବ୍ୟବସ୍ଥା ର ସୁବିଧା ପାଇ ପାରିନାହିଁ, ନା ରାସନ୍ କାର୍ଡ ନା ସ୍ବାସ୍ଥ୍ୟ କାର୍ଡ, କାରଣ ମୋ ବାପା ଜଣ ସରକାରୀ କର୍ମଚାରୀ
@mrutyunjayaacharya
@mrutyunjayaacharya 3 ай бұрын
ଏହି ଥର ଟିଏ ବିଜେପି।ଆଉ ଲୋକ ମନ କରିଵେ ନାହିଁ।ଗାଲୁଆ ଦଳ 😂
@dillipjena5818
@dillipjena5818 4 ай бұрын
ଏଇଟା ଠିକ୍ ନୁହେଁ, ସମସ୍ତେ କର ଦେଉଛନ୍ତି ତେଣୁ ସମସ୍ତ ଙ୍କୁ ସୁବିଧା ମିଳିବା ଦରକାର ।
@vigorousaspirants
@vigorousaspirants 4 ай бұрын
😂😂bhai asubhidhaa milbaa darkaar
@soumyajeetsahu7345
@soumyajeetsahu7345 4 ай бұрын
Thik katha...
@TapanMallick-m7s
@TapanMallick-m7s 4 ай бұрын
ଆଜ୍ଞା ଏ ଠାକୁଆ ବିଜେପି ଚୋର ଦଳ ମାନଙ୍କ ଠାରୁ କଣ trp ନେଉଛନ୍ତି । ଲାଜ ଲାଗୁନି ଛି ଛି ଛି । 😮😮😮😮
@rameshdas9755
@rameshdas9755 4 ай бұрын
ଗୁଳିଆ କରି କହୁଛନ୍ତି ସଫାକରି କୁହ
@RINKUUUUUU12333
@RINKUUUUUU12333 4 ай бұрын
ମାଗିଆ ବିଜେପି ର କଥା ବଡ ବଡ କାମରେ ଜିରୋ
@simapatra2088
@simapatra2088 4 ай бұрын
Au BJD neta mo ବାଳ
@rinkubarik2806
@rinkubarik2806 4 ай бұрын
ଆଗ ୩୦୦ ୟୁନିଟ୍ ବିଜୁଳି ଫ୍ରୀ କେବେ ଦବ ମ ୩୦୦୦ ଭତ୍ତା କଥା କୁଆଡ଼େ ଗଲା ନାଁ ବୈଜୟନ୍ତ ପଣ୍ଡା ର ଋଣ ଛାଡ଼ କରିବାରେ ଚାଲି ଗଲା
@siteshnayak8604
@siteshnayak8604 4 ай бұрын
Prati mahila nku v every month re 1000 miliba kahithile bhai 😂😂
@rinkubarik2806
@rinkubarik2806 4 ай бұрын
@@siteshnayak8604 1000 nai aga 10 tanka lekhaen every month Dau Jana padiba 😆
@arabindapanda7021
@arabindapanda7021 4 ай бұрын
BSKY NABIN CARD BISAYARE PACHARIBARA THILA
@Diptimayeepandavloge
@Diptimayeepandavloge 4 ай бұрын
ଯୋଜନା ଠିକ୍ ହେଲେ ଭଲ ତୁଳନାରେ ରୋଗୀ ଠକାମୀ ଶିକାର ନ ହେବେ ସେଥି ପାଇଁ ସରକାର ସଚେତନ ହୁଅନ୍ତୁ
@jpradhan2140
@jpradhan2140 4 ай бұрын
ତମେ ବାଳ ଟା ଦେବ ମୂର୍ଖ ସରକାର
@simapatra2088
@simapatra2088 4 ай бұрын
Tame ate pathua au pandian ra kan pai cucumu thila
@khetrabhue97
@khetrabhue97 4 ай бұрын
ପୁରୁଣା ବୋତଲ ରେ ନୂଆଁ ମଦ
@bibhutibhusandixit1772
@bibhutibhusandixit1772 4 ай бұрын
Nua botalare puruna mada
@khetrabhue97
@khetrabhue97 4 ай бұрын
@@bibhutibhusandixit1772 ପୁରୁଣା ବୋତଲ ମାନେ ନବୀନ ଯୋଜନା ଆଉ ନୂଆ ମଦ ମାନେ ସବୁ ଯୋଜନା ନବୀନ ଙ୍କର ନୁଆଁ ସରକାର ନାଁ ବଦଳାଇ ଛନ୍ତି
@kashinathsamantaray6941
@kashinathsamantaray6941 4 ай бұрын
ଏ ଶଳା କିଛି ଦେବିନି 5 ବର୍ଷ ମିଛ ପ୍ରତିଶୃତି ଯାହା bjd ଦେଇଛି ଏମାନେ କାଟିବେ
@Jitendraaaaaaaaa
@Jitendraaaaaaaaa 4 ай бұрын
ଅଶି ବର୍ଷ ଉପରେ ଥିବା ଲୋକଙ୍କୁ ମିଳିବ ଗୋପବନ୍ଧୁ ସ୍ବାସ୍ଥ୍ୟ ଯୋଜନା ମିଳିବ ବୋଧେ
@prakashkumarjena.babusan.n3760
@prakashkumarjena.babusan.n3760 4 ай бұрын
ଜୟ ଜଗନ୍ନାଥ ଜୟ ବିଜେପି 🙏🙏🙏
@Shibarampatra-r5i
@Shibarampatra-r5i 3 ай бұрын
ଯୋଗ୍ୟ ହିତାଧୀକାରୀ ଚିହ୍ନଟ କରି ସ୍ଵାସ୍ଥ୍ୟ କଡ଼୍ ଦିଆଯାଉ ଅଯୋଗ୍ୟ ହିତାଧୀକାରୀ ଙ୍କ କରାଯାଉ
@puspakjena223
@puspakjena223 4 ай бұрын
Jay Naveen pattnayak Sir best
@MITTALGURUJI
@MITTALGURUJI 4 ай бұрын
ପ୍ରତି ହିତାଧିକାରୀଙ୍କୁ ଯଦି ଗୋଟିଏ ଗୋଟିଏ ନିର୍ଦିଷ୍ଟ କାର୍ଡ issue କରାଯିବ ତେବେ ସମସ୍ୟା ଅଧିକ ବଢ଼ିଯିବ... For Example... କାର୍ଡ ଧାରୀ ଯଦି କୌଣସି କାରଣରୁ ଦୁର୍ଘଟଣା ରେ ସମ୍ମୁଖୀନ ହୁଏ ତେବେ ଦୁର୍ଘଟଣା ଗ୍ରସ୍ତ ଲୋକ ପାଖରେ ସେଇ ସମୟରେ କାର୍ଡ ନଥାଇ ପାରେ...ବା ସେ କାର୍ଡ କୋଉଠି ରଖିଛି ତାହା କହିବା ପାଇଁ ଅକ୍ଷମ ହୋଇପାରେ.....ସେ କେମିତି ଚିକିତ୍ସା ପାଇବ?
@anuradhakhatua5886
@anuradhakhatua5886 3 ай бұрын
ଯେଉଁ ମାନଙ୍କର ରା଼ସନକାର୍ଡ ନାହିଁ ସେମାନେ କଣ କରିବେ ସେମାନଙ୍କୁ କଣ ଗୋପବନ୍ଧୁ କାର୍ଡ ମିଳିବନି କି
@sarfaroshkitamanna8388
@sarfaroshkitamanna8388 4 ай бұрын
Bjd jindabad bjp ku kick dia
@BibhutiDalei-hz7xs
@BibhutiDalei-hz7xs 4 ай бұрын
ଏଇ କୁକୁର ଗୋଟେ ପଟ ରେ ନବୀନଙ୍କୁ ଗିରଫ କରିବାକୁ କହୁଛି ଅନ୍ୟ ପଟେ ମୋଦିଙ୍କୁ ଯଶସ୍ଵି ବୋଲି କହୁଛି । ମୋଦି କଣ ଭାରତର ଟେକି ପକାଇଲେ ଯେ ଯଶଶ୍ଵି ହୋଇଗଲେ ?
@SubasiniMohapatra-h9k
@SubasiniMohapatra-h9k 4 ай бұрын
ସାର୍ ସରକାରୀ ହୁଅନ୍ତୁ ବା ବେସରକାରୀ ହୁଅନ୍ତୁ ଯାହାର କାଡ଼ ନାହିଁ ତାଂକୁ ଦିଅନ୍ତୁ କାରଣ ରୋଗ ସମସ୍ତଙ୍କୁ ହେଉଛି
@rabindranayak8475
@rabindranayak8475 4 ай бұрын
ଠକ ଚୋର.. ଯାହା କହିଲେ ବି ଏମାନଙ୍କୁ କିଛି ବି ଫରକ୍ ପଡିବନି। ଆଉ ବାବୁ ଅଗରୁ ଥିବା ବିଧାକ। ଏ ବାବୁ ପୂର୍ବରୁ assembly ରେ OLD PENSION ଲାଗୁ କରିବା ଲାଗି ପ୍ରଶ୍ନ ଉଠାଇ ଥିଲେ। ଏମାନଙ୍କ ପାଟି କୋଉଟା ଗାଣ୍ଡୀ କୋଉଟା ଜାଣି ପାରିବନି।
@brahmaachary3955
@brahmaachary3955 4 ай бұрын
ସମସ୍ତଙ୍କୁ ସ୍ୱାସ୍ଥ୍ୟ କାର୍ଡ ଦେବାକୁ ପଡ଼ିବ, ନଚେତ୍ ଠିକ୍ ସମୟରେ ଜବାବ ଦିଆ ଯିବ, ଦାଦନ ଶ୍ରମିକ ସମସ୍ୟା ଉପରେ ଦୃଷ୍ଟି ଆକର୍ଷଣ କରିବା କଥା କଣ ପଦକ୍ଷେପ ସରକାର ନେଉଛି, ଜୟ ଜଗନ୍ନାଥ
@meenaketanpradhan0
@meenaketanpradhan0 3 ай бұрын
ସବୁବେଳେ ସ୍ପଷ୍ଟ କଥା କହୁ ସରକାର ବାରମ୍ବାର ଗୋଟିଏ କଥା କୁହାଯାଉଛି 👍🏻
@antaryamimishra449
@antaryamimishra449 4 ай бұрын
ଏ ମନ୍ତ୍ରୀ ର ଲିଙ୍ଗ କାଟି ଦିଅ
@joneshnayak5638
@joneshnayak5638 4 ай бұрын
😂😂
@sudhansuroul8094
@sudhansuroul8094 4 ай бұрын
Ta linga lageidaba😅😅😅
@brajakiahordalai599
@brajakiahordalai599 4 ай бұрын
କାଟି ହେବନି ଏହାର ମହାଲିଙ୍ଗ
@ch.krushnabehera
@ch.krushnabehera 4 ай бұрын
ଆଜ୍ଞା ନବୀନ କାର୍ଡରେ ମୋର ସ୍ଵାସ୍ଥ୍ୟ ସେବା ପାଇଥିଲୁ ଏବଂ ପାଉଛୁ ମୋର ରାସନ୍ କାର୍ଡ ରେ ନା ଏଡ୍ ହୋଇ ନଥିବାରୁ ଏଥିରେ ମୁଁ ଚିକିତ୍ସା ସେବା ପାଇପାରୁଛୁ ମୁଁ ରାସନ୍ କାର୍ଡ ପାଇବା ପାଇଁ ଯୋଜ୍ଞ ଅଟେ ମୋର ହୋଇ ପାରୁନି ପ୍ଲିଜ୍ ମୋତେ ଶୀଘ୍ର ଏଡ୍ କରାଯାଉ ବୋଲି ମୋର ଅନୁରୋଧ
@DEEPAKMALIK-ln7cm
@DEEPAKMALIK-ln7cm 4 ай бұрын
ବିଜେପି ମାନେ ତାଙ୍କ ମାଁ, ଭଉଣୀ, ଝିଅ ଓ ପତ୍ନୀ ମାନଙ୍କୁ ବେଶ୍ୟା ପଡ଼ାରେ ଭଡ଼ା ଲଗାଇ ଜନତା ମାନଙ୍କୁ ଟଙ୍କା ଦିଆଯାଉ
@TarunKumarSahoo-jb8xh
@TarunKumarSahoo-jb8xh 4 ай бұрын
ଏବେ ଲୋକ ୧୦ ଲକ୍ଷ ଟଙ୍କା ନା ୧୫ ଲକ୍ଷ ଟଙ୍କାର ସୁବିଧା ପାଇବେ?
@shuvendradash8391
@shuvendradash8391 4 ай бұрын
ସବୁ ତମେ ଖତମ କରିଦେବ ତମେ କଥା ରେ ଦାମ୍ ନାହିଁ
@kedarnathpanda3120
@kedarnathpanda3120 3 ай бұрын
ମଧ୍ୟବିତ୍ତ ପରିବାର କୌଣସି ସୁବିଧା ପାଉନାହାନ୍ତି
@SubhendukumarSahani
@SubhendukumarSahani 4 ай бұрын
ଜୟ ଶ୍ରୀ ରାମ
@subratnayak79
@subratnayak79 4 ай бұрын
ଏ ଲୋକ ଙ୍କୁ ସ୍ଵାସ୍ଥ୍ୟ ବିଭାଗ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ କିଏ ଦେଲା
@HemantakumarJena-gz5xu
@HemantakumarJena-gz5xu 4 ай бұрын
ଠକ ଟାଉଟର ଆଉ ଥରେ Elkcen ହଉ ଜଣା ପଡିବ😊😊😊😊😊
@manoranjanbehera7517
@manoranjanbehera7517 4 ай бұрын
Bsky good❤
@Villager_mind
@Villager_mind 4 ай бұрын
ଭାଇ ମୋ ବାପା ଜଣେ ସରକାରୀ ନିମ୍ନ କର୍ମଚାରୀ ହେଲା ମୁଁ ଜଣେ ପ୍ରାଇଭେଟ୍ କମ୍ପାନୀରେ ସ୍ୱଳ୍ପ ବେତନ କାମ କରୁଚି ହେଲେ ମୁଁ ସମସ୍ତ ପ୍ରକାର ସରକାରୀ ବ୍ୟବସ୍ଥା ର ସୁବିଧା ପାଇ ପାରିନାହିଁ, ନା ରାସନ୍ କାର୍ଡ ନା ସ୍ବାସ୍ଥ୍ୟ କାର୍ଡ, କାରଣ ମୋ ବାପା ଜଣ ସରକାରୀ କର୍ମଚାରୀ
@malayapradhan8400
@malayapradhan8400 4 ай бұрын
ମାଗଣା ଚାଉଳ,ମାଗଣା କାଳିଆ, ମାଗଣା ଡାଲମା, ମାଗଣା ମନ୍ଦିର, ମାଗଣା ପାଇଖାନ,ମାଗଣା ବିଜୁଳି, ମାଗଣା ଗ୍ୟାସ, ମାଗଣା ଅଣ୍ଡା ଦେବା ବନ୍ଦ କରି ସମସ୍ତଙ୍କୁ ସ୍ବାସ୍ଥ୍ୟ ଯୋଜନା ରେ ଭର୍ତି କର। 50 ଲକ୍ଷ୍ ଖର୍ଚ୍ଚ ହେଲେ ମଧ୍ୟ ଜଣେ🎉 ବି ଯେମିତି ଛଟ ପଟ ହୋଇ ନ ମରେ
@akshayamallick5543
@akshayamallick5543 4 ай бұрын
Right
@bhaktarampande6162
@bhaktarampande6162 4 ай бұрын
ନୀର୍ବାଚନି ଇସତାହାରେ କିଏ କଣ କହିଲେ ଆପଣଙ୍କର 300ୟୁନିଟ ଏଲେକ୍ଟ୍ରୀ ଗରିବ ଙ୍କପାଇନୁହ, 76000ହାଜର ଟଙ୍କା ପାଇବ ଜେ ଦେବା ଏଇଟା ବାଣ୍ଡ୍ ନାକଣ
@GOD...hey.
@GOD...hey. 4 ай бұрын
Reporter did a brilliant job. He has asked very important questions 😊😊🙏🙏
@dillipkumarswain5636
@dillipkumarswain5636 4 ай бұрын
କେତେ ଟଙ୍କାର ସୁବିଧା ହିତାଧିାରୀମାନେ ପାଇବେ
@SubhendukumarSahani
@SubhendukumarSahani 4 ай бұрын
ଜୟ ଶ୍ରୀ କୃଷ୍ଣ
@Shibarampatra-r5i
@Shibarampatra-r5i 2 ай бұрын
ମିଳିଲେ କଣହଵ ନବୀନ ପଟ୍ଟନାୟକ ଯେଉଁ କାର୍ଡ ଦେଇ ଥିଲେ ସେଥିରେ ବହୁତ୍ ଅଯୋଗ୍ୟ ଅଛନ୍ତି ଏହା ର ତଦନ୍ତ କରି ଦିଅନ୍ତୁ
@SubhendukumarSahani
@SubhendukumarSahani 4 ай бұрын
ଜୟ ଶ୍ରୀ ଜଗନ୍ନାଥ
@ASHESHKUMAR143
@ASHESHKUMAR143 4 ай бұрын
ସବୁ ମିଛ ମିଛ ଜୁମୁଲା ସରକାର୍ 😂
@niharpalai3774
@niharpalai3774 4 ай бұрын
ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ବହୁତ୍ ଭଲ, ଆମ ଓଡ଼ିଶା ର ଲୋକମାନେ ପୁରା ଭାରତ ବର୍ଷରେ ସୁବିଧା ପାଇବେ। ବହୁତ୍ ବହୁତ୍ ଧନ୍ୟବାଦ individual card bi ମିଳିବ 🙏
@PankajSabar-hu7rw
@PankajSabar-hu7rw 4 ай бұрын
ଏ ମହାଲିଙ୍ଗ ବିମା କଡା ରେ କେତେ ଦେବ କୁହ
@HarisKhandul
@HarisKhandul 4 ай бұрын
Happy ea Bala katha gapuci taku question pachara gala kn sia ans dauchikn
@DebiGoud440V
@DebiGoud440V 4 ай бұрын
ଖ୍ୟମତା ହେଉଛି ଅଳ୍ପ ଦିନ. ଦେଖି ଚାହି କର କାମ. ନ ହେଲେ ନେବ ନାମ
@rabindratripathy4740
@rabindratripathy4740 4 ай бұрын
ସରକାରୀ ଡାକ୍ତରଖାନା ଗୁଡ଼ିକରେ ଷ୍ଟାଫ୍ ଅଭାବକୁ ପୂରଣ କରାଯାଇ ସେହି ଟଙ୍କା ରେ ଉପକରଣ କିଣାଯାଉ୪୫୦ କୋଟି ଟଙ୍କା ଖର୍ଚ୍ଚ କରି ସୁବିଧା ସୁଯୋଗ ସୃଷ୍ଟି କରାଗଲେ ଭଲ ହେବ।
@Studytiem24
@Studytiem24 4 ай бұрын
What is the status of Nabin card
@pitambarsingh7904
@pitambarsingh7904 3 ай бұрын
ସ୍ବାସ୍ଥ୍ୟ କାର୍ଡ ପାଇବାକୁ ନିର୍ଦ୍ଧିଷ୍ଟ ସମୟ ଉଲ୍ଲେଖ ନାହିଁ ସେହି ସମୟରେ ରୋଗୀ ଚିକିତ୍ସା ପାଇବେ କିପରି
@premanandachoudhury4374
@premanandachoudhury4374 4 ай бұрын
ବିଜେପି ସରକାର ପୁଞ୍ଜିପତି ପାଇଁ ଗରିବ ପାଇଁ ନୁହେଁ ମତେ ସତୁରି ବୟସ ମତେ ଲାଗୁଚି ଦେଶ ନଷ୍ଟ ହେଇ ଜୀବ
@LishaaOjha
@LishaaOjha 4 ай бұрын
Are Bhai eea sabu goli gapa chhada.....jemite gapa kahila bhali laguchee
@nilanchalasahu120
@nilanchalasahu120 4 ай бұрын
ପଶ୍ଚିମଓଡ଼ିଶା ର ମହାପୁରୁଷ ମାନଙ୍କ ନାମରେ କାହିକି କେଉଯୋଜନା ଭି ହଉନାହାନ୍ତି
@JudhistirSahu-z6v
@JudhistirSahu-z6v 4 ай бұрын
ଏ ଡ ସ୍ ହେଲେ କାମ ଦେବ
@basantasahu4553
@basantasahu4553 4 ай бұрын
Gandi kundia roga re b kama daba bhai 😂😅
@JagannathPradhan-st4gy
@JagannathPradhan-st4gy 4 ай бұрын
କେଉଁ ମାନଂକୁ ମିଳିବ କାର୍ଡ କେମିତି. ମିଳିବ କେଉଁ ପକାର ମିଳିବ କାହା ମାଧ୍ୟମରେ ମିଳିବ
@DhadubandhuLenka
@DhadubandhuLenka 3 ай бұрын
ଆଗ କାମକରି ଦଖାଅ ଏଇଟା କୁହାଳିଆଟା ମିଛୁଆଟା ଗାଲୁଆଟା
@Udyanathbarik-sr6rw
@Udyanathbarik-sr6rw 2 ай бұрын
BSKY ସବୁ ଠାରୁ ଭଲଜୋଜନା
@nimaicharandeheri9064
@nimaicharandeheri9064 4 ай бұрын
sonepur, ଜିଲ୍ଲା ବିନିକା ତହସିଲ ଅନ୍ତର୍ଗତ ମହାଦେବ ପାଲି phc, ପ୍ରାଥମିକ ଡାକ୍ତରଖାନା ପୁରୁଣା, ଅଟେ ତାହାର bulding ନିର୍ମାଣ କାର୍ଯ୍ୟ ମନ୍ଥର ଗତି ରେ ଚାଲିଛି, ଓ ଡାକ୍ତର କାଗଜପତ୍ରରେ ଥିଲେ ମଧ୍ୟ, ଡାକ୍ତର କେବେ ଆସୁନାହାନ୍ତି ଏ ନୁ ଡକ୍ଟର ଡକ୍ଟର ଯୋଗାଇ ଦେବାକୁ ଅନୁରୋଧ
@sureshchandrabhoi5409
@sureshchandrabhoi5409 3 ай бұрын
ମନ୍ତ୍ରୀ ମନକୁ ଓଡ଼ିଆ ଭଲ ଭାବେ କହି ଆସୁନି. ଏମାନେ କେଉଁ ବାହାର ରାଜ୍ୟରୁ ଆସିଛନ୍ତି ନା କଣ?
@brainthought5795
@brainthought5795 3 ай бұрын
ଗୋଟିଏ ପରିବାରରେ ପାଞ୍ଚ ଜଣ ଅଛନ୍ତି କେତେ ଜଣଙ୍କୁ କାଠ ମିଳିବ ?
@anishadash9651
@anishadash9651 3 ай бұрын
ବିଜେପି ସରକାର ର ନୂଆ ଯୋଜନା କିଛି ନାହିଁ ,ଫଳତୁ କଥା
@jitendrakumardash4054
@jitendrakumardash4054 4 ай бұрын
ଆମେ ନବୀନ କାର୍ଡ ପାଇଛୁ,,କଣ କରିବୁ,,ଆମ ନା ରହିବା ନା କଟିଯିବ,ଦୟାକରି କହିବେକି ସ୍ୱାସ୍ଥ୍ୟ ମନ୍ତ୍ରୀ sir
@sanjayakumar146
@sanjayakumar146 4 ай бұрын
ଏମାନେ କହୁଛ ନ୍ତୀ ଗୋଟେ କରୁଛ ନ୍ତୀ ଗୋଟେ ଆଉ ବିଶ୍ୱାସ କରିବା ଟା ଭୁଲ୍❌
@reemamaohapatra9821
@reemamaohapatra9821 4 ай бұрын
Jay Nabin patnayak
@bijaykumarsinha6146
@bijaykumarsinha6146 4 ай бұрын
ଜୟ ଜଗନ୍ନାଥ, ଆମେ ଯେଉଁ ମାନେ ତଳିଆ କର୍ମଚାରୀଙ୍କୁ ଏହି ଯୋଜନାରେ ଲାଭ ମିଳିବ ନା ନାହିଁ? ଆମେ ତ ଖୁବ୍ କମ୍ ପେନସନ ପାଉଛନ୍ତି, ସେମାନଙ୍କ ପାଖରେ ଆଉ କିଛି ବନ୍ଚୁନାହିଁ ହେଲଥ ପାଇଁ ଖର୍ଚ୍ଚ କରିବାକୁ। ଦୟାକରି ଜଣାନ୍ତୁ।
@MahendraSabar-u3y
@MahendraSabar-u3y 4 ай бұрын
Hero of speech....B..J..P.. party... work Zero....😊😊😊😊😊
@BichitraSwain-t3c
@BichitraSwain-t3c 4 ай бұрын
Kebei bsky pari heie paribani
@SashikantNayak-z1y
@SashikantNayak-z1y 4 ай бұрын
BJP leaders bahaspat maru chhanti....BSKY card bhala thila
@bimalkumarjena7838
@bimalkumarjena7838 4 ай бұрын
Bala mantri
@subrataran
@subrataran 4 ай бұрын
Bjp government is very good
@sudarsanmantri1210
@sudarsanmantri1210 4 ай бұрын
Good information for people kanak news channel
@Ramesh-qq3us
@Ramesh-qq3us 4 ай бұрын
କେତେ ଲିମିଟ ପୁରୁଷ ଏବଂ ସ୍ତ୍ରୀ ପାଇଁ କିଛି ଜଣା ନାହିଁ
@aarzoo4168
@aarzoo4168 4 ай бұрын
Middle classs ku bi dia jau
@MeghanadBehera-g5e
@MeghanadBehera-g5e 3 ай бұрын
Bsky or ayusman chalu Double engine sarkar 11:25
@bijaykumarsinha6146
@bijaykumarsinha6146 4 ай бұрын
ରୀଟାୟାଡ କର୍ମଚାରୀ ପାଇବେ ନା ନାହିଁ?
@Nilamanidas-zo7gv
@Nilamanidas-zo7gv 4 ай бұрын
Bala benifit heba
@grandvisual7014
@grandvisual7014 3 ай бұрын
ସବୁ ଦାଦନ ତ ଓଡ଼ିଶା ଆସିବେ ଭାରି । ଆଉ କେହି ଦାଦନ ରହିବେ ନାହିଁ bjp ର ନରା ଥିଲା । ବାହାରେ କାର୍ଡ କଣ ଦରକାର ହେବା
@soumyaranjanmohapatra1033
@soumyaranjanmohapatra1033 4 ай бұрын
" ହାତୀ ପାଡିବ ପାଡିବ ବୋଲି ଫୁସ୍ " ତମେ କିଛି କରିପାରିବନି ଲୋକ ହତାଶ
@aarzoo4168
@aarzoo4168 4 ай бұрын
Annual income kete thile Ayushman Bhart card or New scheme lagu heba .No Castizm saab ka saath saab ka bikaas hona chahiye
@SatyanandaMallik-vc6us
@SatyanandaMallik-vc6us 4 ай бұрын
Ayush man jojona bharat sarkaar ra odisa bjet ru kahi ki tanka diagala
@binakanaik3123
@binakanaik3123 4 ай бұрын
ସ୍ୱାସ୍ଥ୍ୟ ଉପକେନ୍ଦ୍ର ରୁ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର..... ଏବେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର କଲେ ଲାଭ କଣ ହେଲା? ଆଉ କିଛି ପରିବର୍ତ୍ତନ ହେବ କି......
@dillipcreation
@dillipcreation 4 ай бұрын
ଆରେ କାର୍ଡ କଥା କହୁଛ 300 ୟୁନିଟ୍ ବିଜୁଳି କୁଆଡେ ଗଲା ଧରମା କହିଥିଲା ଏଲେକ୍ସନ ଇସ୍ତାହାର ଦବ ବୋଲି
@bhaktarampande6162
@bhaktarampande6162 4 ай бұрын
ପୁରୁଷ, ମହିଳା ମାନଙ୍କ ମଧ୍ୟରେ କେତେ ପାଇବେ କହିଲେନିଯେ
@AbhimanyuNaik-dm3gn
@AbhimanyuNaik-dm3gn 4 ай бұрын
ଆମର ରାସନକାଡ ନାହିଁ ଆମେକଣ କରିବୁ ଆମେ ଭୋଟ ଦେଇନୁକିସରକାର ପଦକ୍ଷେପ ନିଅନ୍ତୁ ଆମେ ଗରିବ ଆମକୁ ନାହିଁ
黑天使被操控了#short #angel #clown
00:40
Super Beauty team
Рет қаралды 61 МЛН
Don’t Choose The Wrong Box 😱
00:41
Topper Guild
Рет қаралды 62 МЛН
VIP ACCESS
00:47
Natan por Aí
Рет қаралды 30 МЛН
🔴 LIVE || 7PM Bulletin || 19th December 2024 || Kanak News
26:21
11PM Headlines || 19th December 2024 || Kanak News
2:17
Kanak News
Рет қаралды 1,8 М.
黑天使被操控了#short #angel #clown
00:40
Super Beauty team
Рет қаралды 61 МЛН