Preparation Ongoing To Hike Several Pensions To Rs 3000; Announces Odisha Minister Nityananda Gond

  Рет қаралды 297,613

Kanak News

Kanak News

Күн бұрын

Government Plans to Increase Various Pensions to Rs 3000, Says Minister Nityananda Gond
Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Get latest updates on news, politics, sports, business, current affairs, entertainment, technology, health updates from Kanak News.
Join us on WhatsApp to get latest updates : whatsapp.com/c...
For the latest Odisha News Follow us:
Website :- kanaknews.com/
Instagram :- / kanaknewsofficial
LinkedIn :- / kanak-news
Facebook :- / kanaknews
App Kanak :- play.google.co...
Twitter :- / kanak_news
Telegram :- t.me/kanaknews...
WhatsApp: whatsapp.com/c...
#KanakNews #OdishaNews #IndiaNews #NityanandaGond

Пікірлер: 144
@upendraparida2450
@upendraparida2450 3 ай бұрын
ଜୟ ବିଜେପି ଜୟ ଜଗନ୍ନାଥ 🙏🙏🙏👍ମାଡିଚାଲ
@mithunabhoi8732
@mithunabhoi8732 3 ай бұрын
୩୦୦୦ ହେବା ଦରକାର🙏🙏🙏
@rameshchandrajena9319
@rameshchandrajena9319 3 ай бұрын
ସ୍ବାଗତଂ ଲୋକଙ୍କ ମୁଖ୍ୟମନ୍ତ୍ରୀ 🙏
@pitambergondpitam6454
@pitambergondpitam6454 3 ай бұрын
କୋଉ ମାସ ରୁ ଆରମ୍ଭ ହେବ
@RajibPradhan-g9n
@RajibPradhan-g9n 3 ай бұрын
ଧନ୍ୟବାଦ ଓଡିଶା ବାସୀ, ଓଡିଶା ବାସୀ ଙ୍କ ଆଶ୍ରୀବାଦ ରୁ ସବୁ ସଫଳ ହେବ,,,,
@RajaramSingh-x3w
@RajaramSingh-x3w 2 ай бұрын
ଭତ୍ତା ବୃଦ୍ଧି ହବ କିନ୍ତୁ ନିର୍ଦ୍ଧିଷ୍ଟ ସମୟ ଜଣା ନାହିଁ,
@mrutyunjayaacharya
@mrutyunjayaacharya 26 күн бұрын
କ ହୁଥିଲେ କାହିଁକି
@bharatirana1540
@bharatirana1540 3 ай бұрын
Good Dicison
@patitakumarchoudhury9855
@patitakumarchoudhury9855 3 ай бұрын
ଋଣ ମୁଖ୍ୟମନ୍ତ୍ରୀ ସୁଝିବ କି ? ପରିଶ୍ରମ କରି ଖାଇବା ଶିଖାଅ, ଘରର ବୟସ୍କ ଲୋକଙ୍କୁ ପୁଅ, ଝିଅ ପୋଷିବାକୁ ବାଧ୍ୟ୍ୟ ବୋଲି ଆଇନ ଅଣାଯାଉ, ଆୟୁଷ୍ମାନ ଯୋଜନା ଲାଗୁ କରାଯାଉ, କ୍ଷମତା ଲୋଭରେ ଦେଶକୁ କାଙ୍ଗାଳ କରି ଦିଆ ନ ଯାଉ 🙏
@RASHIKANAIK-fv6yr
@RASHIKANAIK-fv6yr 2 ай бұрын
Beñi 8:31 u 8:40
@RanjanSahu-p4w
@RanjanSahu-p4w 2 ай бұрын
ସତରେ ଭାଇ ଏ କଥା ଟା ସରକାରଙ୍କର ମୁଣ୍ଡରେ ଆସିବା ଦରକାର
@MkDalai-zu5be
@MkDalai-zu5be 3 ай бұрын
ଏହି ମାସରୁ 3000 ହଜାର ଦିଆ ଯାଉ
@Udionayak
@Udionayak 3 ай бұрын
ଭତ୍ତା ୩୦୦୦ ଟଙ୍କ। ଶିଘ୍ର କରାଯାଉ
@priyankasahu1670
@priyankasahu1670 3 ай бұрын
Very wise decision by the present government 👍
@umasankarsahu7974
@umasankarsahu7974 3 ай бұрын
ପାଣ୍ଡୁ 500 ବଢ଼େଇ କହୁଥିଲା ମାନ୍ୟବର ମୁଖ୍ୟମନ୍ତ୍ରୀ ଭତା କେତେ କଲେ, ପୁରା ଦୁଇଗୁଣା ବଢ଼େଇଲେ ମାନେ 1000 କିନ୍ତୁ ଏବେ କେତେ ଗୁଣା ହେଲା
@BhimesenMajhi
@BhimesenMajhi 3 ай бұрын
ଖାଲି ଭାଷଣରେ କୋହିଲେ ହବନି ଶୀଘ୍ର କରିକି ଦେଖନ୍ତୁ ।
@jayantanaik7992
@jayantanaik7992 3 ай бұрын
ସରକାର ତୁରନ୍ତ ଭତ୍ତା କୁ ତିନି ହଜାର ଟଙ୍କା କୁ ବୃଦ୍ଧି କରିବାକୁ ଅନୁରୋଧ
@biswaltutorial1522
@biswaltutorial1522 3 ай бұрын
ଦୟାକରି ଭିନ୍ନକ୍ଷମ ବ୍ୟକ୍ତି ଚିହ୍ନଟ କରନ୍ତୁ କାରଣ ଭିନ୍ନକ୍ଷମ ନହୋଇ ମଧ୍ଯ ଭତ୍ତା ପାଉଛନ୍ତି ଉପଯୁକ୍ତ ହିତାଧିକାରୀ ନହୋଇ ମଧ୍ଯ କାହିଁକି ଭତ୍ତା ପାଉଛନ୍ତି ଏ ବିଷୟରେ ତଦନ୍ତ କଲେ ଆମ ଭଳି ଭିନ୍ନକ୍ଷମ ଆଉ ଅବହେଳିତ ହେବେନି
@bapunamohanty7876
@bapunamohanty7876 2 ай бұрын
Right
@tarachanmahananda6791
@tarachanmahananda6791 2 ай бұрын
Right
@DeepakKumar-rf6rr
@DeepakKumar-rf6rr 10 күн бұрын
ଭତା 3000 ,3500 କରନ୍ତୁ BJD ସରକାର କୁ bye bye କରନ୍ତୁ।
@sutamdhurua2325
@sutamdhurua2325 3 ай бұрын
Good decision
@ArunDasArunDas-i1e
@ArunDasArunDas-i1e 3 ай бұрын
ଯଦି ଏବେ bjp ଏମିଟି କହିବ କେମିତି ହେବ,ତମ କଥା ଆମେ ରଖିଲୁ ଆମ୍ କଥା ତମେ ରଖିବ,ଭୋତା ବଡିଲେ ଜଣେ ଯୁବକ କି ହଉ କି ବୁଢ଼ା ହଉ,ସେ ଖୁସି ରେ ଚଳି ପାରିବ
@mrutyunjayaacharya
@mrutyunjayaacharya 3 күн бұрын
ମିଛ କହନା
@SarojKumar-ef8nd
@SarojKumar-ef8nd 18 күн бұрын
Jay jagannath
@ଅଭୟ
@ଅଭୟ 3 ай бұрын
3000 ଟଙ୍କା ଶୀଘ୍ର କରନ୍ତୁ
@krushnachandrapatra5656
@krushnachandrapatra5656 3 ай бұрын
Good
@ashokkisan215
@ashokkisan215 3 ай бұрын
ଚାସି ମାନକୁ ମାସିକ ଭତା ଦରକାର ଚାସି ନହେଲେ. ଚାକିରିଆ ମାନେ ମରିବେ ସବୁଠୁ ଚାସି ବଡ
@BiswamitraRana-h7q
@BiswamitraRana-h7q 3 ай бұрын
ଜଦିଟଙ୍କା ଦିଅ 3OOO ଦିଅ
@biswadeepsahu6473
@biswadeepsahu6473 3 ай бұрын
Good News
@balaramswainbalaram5427
@balaramswainbalaram5427 2 ай бұрын
Good sir mohan sir ✌🏽✌🏽 egin radiba odisha re
@AlokMishra-w3e
@AlokMishra-w3e 3 ай бұрын
ଭିନ୍ନକ୍ଷମ ଭତା ଆଗେ କରାନ୍ତୁ BJP ସରକାର ପ୍ରଥମେ ଏମାନେ ବହୁତ ଅସୁବିଧାର ସମ୍ମୁଖିନ ହେଉଛନ୍ତି ଏମାନେ ଏହି ଭତା ଉପରେ ନିର୍ଭର କରୁଛନ୍ତି ଚଳିବା ପାଇଁ କାରଣ ଏମାନଙ୍କର ରୋଜଗାର ନାହିଁ ଏମାନେ ରୋଜଗାର ପାଇଁ ସକ୍ଷମ ନୁହନ୍ତି ତେଣୁ ସରକାର ପ୍ରଥମେ ଭତା ବଢାନ୍ତୁ 😢😢😢😢😢😢😢😢😢😢😢
@Xuy788
@Xuy788 3 ай бұрын
ସାର ସମାନ କାମକୁ ସମାନ ଦରମା.. ଆମର 1.5 ଲକ୍ଷ ପ୍ରାଥମିକ ଶିକ୍ଷକଙ୍କ ପରିବାର 6 ଲକ୍ଷ ଲୋକ ବିଜେପି କୁ ହୃଦୟରୁ ସମର୍ଥନ କରିଥିଲୁ... ବିଜେପି ଚାକିରିଆଙ୍କ ପରିବାର ଭୋଟ ପାଇ ନଥିଲେ 50 ତଳକୁ ଆସିଛି.. କାହିଁକି 30 ଟି seat ବିଜେପି ର ଜିତିବା ବ୍ୟବଧାନ 4000-10000 ଭୋଟ.. ତେଣୁ ସବୁ ବିଭାଗ ଭଳି ପ୍ରାଥମିକ ଶିକ୍ଷା ରେ ରେଗୁଲାର ନିଯୁକ୍ତି ଦିଆଯାଇ ବିଜେପି ଶାସିତ ରାଜ୍ୟ ଭଳି 4200/- GP ଦିଅନ୍ତୁ 🙏🏻🙏🏻
@ମୋକବିତା-ଯ5ଢ
@ମୋକବିତା-ଯ5ଢ 2 ай бұрын
ଭତ୍ତା ବଢିବ ବିଡ଼ିବ ମୋହନଙ୍କ କାର୍ଯ୍ୟ କାଳ ସରି ଯାଇ ଥିବ ବୋଧେ
@ranjanpidikaka4813
@ranjanpidikaka4813 3 ай бұрын
ସଂକଳ୍ପ ପତ୍ରରେ ଯାହା କହିଥିଲ ସେହିୟା ତ ଦେବ କୋଉ ବିଭାଗ ସହିତ ଆଲେଚନା କରିବା ଦରକାର ନାହିଁ
@balarammishra9723
@balarammishra9723 2 ай бұрын
ଭତା କୁ ବଢିବା ନିମନ୍ତେ ଆଲୋଚନା କରି ଖୁବ୍ ଶୀଘ୍ର ବଢନ୍ତୁ ଧନ୍ୟବାଦ
@AlokMishra-w3e
@AlokMishra-w3e 3 ай бұрын
JAY JAGANNATH JAY BJP
@sarojkumarsethysethy7442
@sarojkumarsethysethy7442 2 ай бұрын
କଥା ଦେଲେ 3000,ହେବ ଏବେ କଥା ରଖି ପାରୁନାହାନ୍ତି କଣ ପାଇଁ, ଭୁଆଁ ଵୁଲାନ୍ତୁ ନାହିଁ। କାମରେ ଦେଖାଅ।
@BibhuduttaBiswal
@BibhuduttaBiswal 2 ай бұрын
Congratulations
@TapoiDas
@TapoiDas 3 ай бұрын
। ସାର୍ ସବୁ ଯୋଜନାର ଶୁଭାରମ୍ଭ ଘୋଷଣା କରିଛନ୍ତି ସାର୍ ପ୍ଲିଜ୍ ନୁଆ କଳାକାର ଭତ୍ତା ପାଇଁ ଆବେଦନ କରିଥିଲୁ ୟଢଇସନ ଦେଖିଥିଲୁ ତାଙ୍କ କଥା ବୁଝନ୍ତୁ ସାର୍ ୟଢଇସନ ଦେଖିଥିଲୁ ପାସ୍ ହେଉଥିଲା ମଧ୍ୟ ନାଁ ମଧ୍ୟ ଆସି ଥିଲା ସାର୍ ପ୍ଲିଜ୍ ତାଙ୍କ କଥା ବୁଝନ୍ତୁ ସାର୍ ପ୍ଲିଜ୍
@SrikantBiswal-o9l
@SrikantBiswal-o9l 2 ай бұрын
ମୁଁ କହିଲି ତମେ ସମସ୍ତକୁ ଆଦର କରିବାକୁ ପଡ଼ିବ ନହେଲେ ଓଡ଼ିଶା ବାସି ତମଠାରୁ ଭରସା କେବେ ରହିବନି ସେଥିପାଇଁ ସମସ୍ତଙ୍କୁ ମିଳୁ ସମାନ୍ ଭାବରେ ମୋହନ୍ ଜୀ
@Kailaschandrasahoo-o1p
@Kailaschandrasahoo-o1p 10 күн бұрын
କେବେ ଦେବେ ?
@binodbiharisahoo612
@binodbiharisahoo612 3 ай бұрын
Please release soon
@banshidharua41
@banshidharua41 2 ай бұрын
ପ୍ରଧାନମନ୍ତ୍ରୀ ଅବାସ ଯୋଜନା କୁ ଅଢେଇ ଲକ୍ଷ ଟଙ୍କା କରାଯାଇ ।
@prasantswaindesyfarmer8489
@prasantswaindesyfarmer8489 3 ай бұрын
Kalakara bhatta kete miliba please update
@EARNING_KING_OF_INDIA
@EARNING_KING_OF_INDIA 3 ай бұрын
Jun masara milichi na sir
@jitendrakumarjena5175
@jitendrakumarjena5175 Ай бұрын
ଆନ୍ଦ୍ର ସରକାର ତ deuchi ସେ କୋଉଠୁ ଆଣୁଛି ଓଡ଼ିଶାରେ ତ ବହୁତ ଖଣି ଅଛି ସେ ପଇସା ଦିଆ ଯାଉ
@SrikantBiswal-o9l
@SrikantBiswal-o9l 2 ай бұрын
ସମସ୍ତକୁ ମିଳିବ 3000 ଟଙ୍କା ମୋଦୀଜୀ ଦେବେ
@upendraparida2450
@upendraparida2450 3 ай бұрын
ବିଜେଡି ଦଳ ପୁରା ଡୁବିବ ଶଳା ଚୋର ଦଳ ଶଳା ରାଜ କୋଷ ସବୁ ଖାଇଗଲ
@SudamNahak-u9l
@SudamNahak-u9l 2 ай бұрын
କଥାର ଜବାବ ରଖନ୍ତୁ ବିଜେପି ସରକାର
@Kailaschandrasahoo-o1p
@Kailaschandrasahoo-o1p 10 күн бұрын
ତିନି ମାସ ହେଇଗଲା ଆଉ କେବେ ଦେବେ
@ମୋକବିତା-ଯ5ଢ
@ମୋକବିତା-ଯ5ଢ 2 ай бұрын
କେହି ଲାଭବନ ହେବେନି ଯେହେତୁ ସବୁ ଜିନିଷ ର ଦର ବୃଦ୍ଧି ହେଉଛି
@RamaSahoo-qq6yh
@RamaSahoo-qq6yh 3 ай бұрын
Haba darkar but kahidele habani jete jaldi haba darkar e masaru lagu haba darkar
@ArunDasArunDas-i1e
@ArunDasArunDas-i1e 3 ай бұрын
Bjp କହିଥିବା କଥା ଭତା ବ୍ୟବସ୍ଥା ମୁ 3000ରୁ3500 ଦେବି କହିଚି କରି କି ଦେଖାଓ, ଏ କୋଟି କୋଟି, ଲୋକ ଭୋଟ ଦେଇ ଛନ୍ତି ଏ ଭୋତା ଆଶାରେ,ଆଉ ହେଲାପରେ ଯଦି ଚୂନ ମାରିବ bjp ଏ 5 ବରଷ ଆଉ ନୁହଁ, ମନେ ରଖ bjp Leader ମାନେ
@TrigunaPadhi
@TrigunaPadhi 5 күн бұрын
ଭତା ବଢ଼ିବା ଦରକାର ୬୦ବଷ କୁ ୩୫୦୦ କରାଯାଉ
@sudarsanpanda7700
@sudarsanpanda7700 3 ай бұрын
Plz also try to increase the epfo pension. We also contribute some amount to epfo pension fund from 1990 to 2923. But our pension is
@kirttanbiharijena689
@kirttanbiharijena689 19 күн бұрын
ଏଟା ଗାଲୁଆ ମନ୍ତ୍ରୀଙ୍କ କଥା କଥାର ଦାମ୍ ନାହିଁତ କେବଳ ଭାଷଣ
@KhageswarBehera-o8n
@KhageswarBehera-o8n Ай бұрын
Jay Gaganatha
@ArmanKhan-iq7tw
@ArmanKhan-iq7tw 2 ай бұрын
Uparwala aapko salamat rakhe
@RamaSahoo-qq6yh
@RamaSahoo-qq6yh 3 ай бұрын
Government penson bala ete Pausanti but emane paiba lagi kana jogya nuhe tankara badhajauchi gote sadharana loka paiba hakdar se kaha upare au dipent karibaku padibani please odisha government badha jau odia basinka khusi lagi
@MadhabBarad
@MadhabBarad 3 ай бұрын
Student nka scholarship badhantu
@nandakishorroutray8746
@nandakishorroutray8746 3 ай бұрын
Good BJP
@ArunnaikArunnaik-s4b
@ArunnaikArunnaik-s4b 2 ай бұрын
କଥା ରେ କହନ୍ତି ହେଲେ ଦେଇ ପାରନ୍ତି ନାହିଁ 😂😂😂😂
@sunitaratna8562
@sunitaratna8562 2 ай бұрын
❤BJP
@NirupamaPattanaik-f1f
@NirupamaPattanaik-f1f Ай бұрын
ଆଗରୁ କଣ ଜାଣି ନ ଥିଲ
@JhasketanPatel-s4w
@JhasketanPatel-s4w 3 ай бұрын
News re kahile habani first diantu....
@AkshayKumar0506
@AkshayKumar0506 3 ай бұрын
Chandra babu Naidu 4000 bhara deuchhanti Andra Pradesh re
@KhirasagarGoud-h7x
@KhirasagarGoud-h7x 3 ай бұрын
କେବେଠୁ ମିଳିବ ୩୦୦୦ ଭତ୍ତା ଟଙ୍କା
@GagneswarBag
@GagneswarBag 3 ай бұрын
Kebemilib
@ramachandrapujari1856
@ramachandrapujari1856 3 ай бұрын
B J P 3000 ଟଙ୍କା କେବେ ସୁଧା ଦେବ
@Badalsahoo-b1v
@Badalsahoo-b1v 3 ай бұрын
Khani khadan mience bahar company ku lise deidia sei tankare lokanku bhata dia
@sashikantabehera6815
@sashikantabehera6815 3 ай бұрын
Kalakaranka bhata sei anujai badhantu, ebe semane 2000 pauchhanti
@EARNING_KING_OF_INDIA
@EARNING_KING_OF_INDIA 3 ай бұрын
Ai masa ra milinanhi
@SunitaMohanty-jd2dl
@SunitaMohanty-jd2dl 9 күн бұрын
🎉
@NirupamaPattanaik-f1f
@NirupamaPattanaik-f1f Ай бұрын
ଏତେ ବଡ଼ ଆଶା ଦେଲ କାହିଁକି
@AshutoshBehera-qd3gd
@AshutoshBehera-qd3gd 2 ай бұрын
5300 ସବୁ ଭତା କରାଯାଉ
@KishorSahu-yt1xk
@KishorSahu-yt1xk 2 ай бұрын
ଆନ୍ଧ୍ର ଦେଇସାରିଲାଣି ଓଡ଼ିଶା ସରକାର ଚିନ୍ତା କରିବାରେ ଲାଗିଛି
@SuvenduKunda-d6r
@SuvenduKunda-d6r 3 ай бұрын
One month old age pension 3000 haba darkar
@SuryanarayanMajhi-b8v
@SuryanarayanMajhi-b8v 2 ай бұрын
କେବେ ଭତ୍ତାଟଙ୍କା3500 ଦେବେ ନା 3000ଦେବେ
@SsPix23
@SsPix23 3 ай бұрын
Jai bjp
@jyotsnaranimahalik-d5c
@jyotsnaranimahalik-d5c 3 ай бұрын
😢😢😢😢❤❤❤❤
@ranjankumarnaik205
@ranjankumarnaik205 3 ай бұрын
BJP ..20YEARS SARKAR RAHIBA
@chintamanibemal4798
@chintamanibemal4798 3 ай бұрын
Kebe haba.......3000......1000 diajauchhi.........kana pain.......
@ArunDasArunDas-i1e
@ArunDasArunDas-i1e 3 ай бұрын
Bjp କହିଥିବା କଥା 3000ରୁ ଅଧିକ 3500 କହିଚି ଦେବାକୁ ପଡ଼ିବ bjp leader ହେଲେ
@pratapkumarsahu1505
@pratapkumarsahu1505 2 ай бұрын
School pachika mananku kete tanka deuchhanti c m
@KhirasagarGoud-h7x
@KhirasagarGoud-h7x 3 ай бұрын
ବିକଳାଙ୍ଗ ମାନଙ୍କ ଭତ୍ତା କେତେ ମିଳିବ
@Bhopalff-f9r
@Bhopalff-f9r Ай бұрын
Suggest 31 nu milu kahuchan
@MANUHARABAG
@MANUHARABAG 3 ай бұрын
3000 HEBA KATHA
@harekrishnamahanta7592
@harekrishnamahanta7592 3 ай бұрын
D m f founds ru bhata tia
@hariharbehera5346
@hariharbehera5346 2 ай бұрын
Windows pension 3500
@jhilimiliartcraft3820
@jhilimiliartcraft3820 3 ай бұрын
Satarea na Khali amiti jojona karucha
@bikashchandrarout238
@bikashchandrarout238 3 ай бұрын
Asriwad yojna chalu rahiba na banda hoijiba
@sudhakarrout5324
@sudhakarrout5324 3 ай бұрын
3000 pauchhanti
@SaraswatipriyaDas-nq5fr
@SaraswatipriyaDas-nq5fr 2 ай бұрын
Vatta samasta ku diantu sir mo kana ku subuni
@SuvenduKunda-d6r
@SuvenduKunda-d6r 3 ай бұрын
BJP sarkaar dama achi
@RohitBariha-cm8df
@RohitBariha-cm8df Ай бұрын
Jeu sabu 40% 50% 60% achhu amesabu bhata tanka re banchichhu😢😢
@BishnupriyaSahu-sp8xw
@BishnupriyaSahu-sp8xw Ай бұрын
3000
@JemamaniPatra-m5m
@JemamaniPatra-m5m 25 күн бұрын
3000 haba darkar
@ChandanKumar-he4xn
@ChandanKumar-he4xn 3 ай бұрын
Bhattamilu 3000 Jay ho bjp
@SundarkumbharChandrika
@SundarkumbharChandrika 2 ай бұрын
3000 heba jaruri samastankara
@Bhopalff-f9r
@Bhopalff-f9r Ай бұрын
Mubaell milu
@narendrahembram4495
@narendrahembram4495 2 ай бұрын
Mantri Mahoday Sarpanch . Chairman . P .S Membar . Z .P Membar . Mananku madya Rs 3000 Lekhay Pension diya Jau .
@subashbag9162
@subashbag9162 Ай бұрын
ବଜେଟରେହିସାବହେଇଗଳାଆଗସେମାନେଖାଇବେ
@hariharbehera5346
@hariharbehera5346 2 ай бұрын
Windows pension Rs 5000 heu
@RajaPatra-xr6zl
@RajaPatra-xr6zl 2 ай бұрын
July re 1000 malichi
@AsawinikumarDas
@AsawinikumarDas 2 ай бұрын
It is Rong palise
@BasantaNayak-kk7ut
@BasantaNayak-kk7ut Ай бұрын
Bichar Bimarsha kari nathila kahuthila kanpai Bhatta 3000 samastanku diajiba boli
버블티로 부자 구별하는법4
00:11
진영민yeongmin
Рет қаралды 19 МЛН
VAMPIRE DESTROYED GIRL???? 😱
00:56
INO
Рет қаралды 7 МЛН
REAL 3D brush can draw grass Life Hack #shorts #lifehacks
00:42
MrMaximus
Рет қаралды 10 МЛН
🔵 Unveiling The Truth With Politician Sura Routray || Kanak News
25:06
버블티로 부자 구별하는법4
00:11
진영민yeongmin
Рет қаралды 19 МЛН