Manoranjan Mishra Live: BJD Vs BJP Over PMAY Allocation

  Рет қаралды 529,182

Kanak News

Kanak News

Күн бұрын

Пікірлер
@arunparida3802
@arunparida3802 Жыл бұрын
ଆବାସ୍ ଯୋଜନା ଗାଁ ଗାଁ ବୁଲି ମିଡ଼ିଆ ମାଧ୍ୟମରେ ତଦନ୍ତ ହେବ ଆଉ ଯେଉଁ ମାନେ କଚା ଘରେ ଅଛନ୍ତି ତାଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମିଳିବା ଦରକାର ମିଡ଼ିଆ ମାଧ୍ୟମରେ ହେଲେ ସଠିକ୍ ଲୋକଙ୍କୁ ମିଳିବ
@ManapMallick-fr5uj
@ManapMallick-fr5uj Жыл бұрын
Shar jaldi tadanta karajau
@chocolatyarrya4468
@chocolatyarrya4468 Жыл бұрын
BJD ସରକାର କାହିଁ କି ସଠିକ୍ ଲିଷ୍ଟ ଦେଇ ପାରୁନି BJD ସରକାର ଗୋଟିଏ ଟିମ୍ ଗଠନ କରି ଡାଇରେକ୍ଟ ଗାଁ ଗାଁ କୁ ଯାଇ ସମସ୍ତ ଗରିବ ଲୋକଙ୍କ ସର୍ଭେ କରି ଯୋଗ୍ୟ ଲୋକଙ୍କୁ କାହିଁ ଦଉନି ଏମିତି କଲେ ଗୋଟାଏ ବି ଯୋଗ୍ୟ ଲୋକ ବଞ୍ଚିତ ନହୁଅନ୍ତି 🙏🙏🙏🙏
@sukantagadaba
@sukantagadaba Жыл бұрын
😊
@sukantagadaba
@sukantagadaba Жыл бұрын
😊
@sukantagadaba
@sukantagadaba Жыл бұрын
😊
@sukantagadaba
@sukantagadaba Жыл бұрын
😊
@sukantagadaba
@sukantagadaba Жыл бұрын
😊
@BJPBHANJANAGAR
@BJPBHANJANAGAR Жыл бұрын
ସବୁ ବିଜେଡ଼ି ଦଳ ର ନେତା ଖାଇଯାଇଛନ୍ତି।
@nejamsk4428
@nejamsk4428 Жыл бұрын
Ddx
@PurnachandraGiri-v6d
@PurnachandraGiri-v6d 9 ай бұрын
P
@chocolatyarrya4468
@chocolatyarrya4468 Жыл бұрын
BJD ଲିଷ୍ଟ ଦଉ ସମସ୍ତ ଆବେଦନ କାରିଙ୍କ ତାପରେ ଅସଲ କଥା ଜଣା ପଡ଼ିବ l
@verendarsinghbujji2772
@verendarsinghbujji2772 Жыл бұрын
6t
@verendarsinghbujji2772
@verendarsinghbujji2772 Жыл бұрын
66
@pradeepkhamari5353
@pradeepkhamari5353 Жыл бұрын
70.000 ହଜାର ଟଙ୍କାରେ ଘର ପାଇଥିବା ଲୋକଙ୍କ ନାମ ଏହି ଲିଷ୍ଟରେ ପୁଣି ନାମ ରହିଛି
@monalishasahu2751
@monalishasahu2751 Жыл бұрын
୪୨ ଲକ୍ଷ ଘର ଯଦି ଓଡ଼ିଶାକୁ ଦରକାର ତାହେଲେ ୨୩ ବର୍ଷ ଶାସନ ରେ କନ ସବୁ ପରିବାର ଗରିବ ହୋଇଗଲେ
@chocolatyarrya4468
@chocolatyarrya4468 Жыл бұрын
ଗରିବ ଲୋକ ଆହୁରି ଗରିବ ହେଇ ଯାଉ ଛନ୍ତି ଏବଂ ଧନୀ ଲୋକ ଆହୁରି ଧନୀ ହେଉଛନ୍ତି ଗରିବ ଯୋଗ୍ୟ ଲୋକଙ୍କ ପାଖକୁ ଏଯୋଜନା ଗୁଡା ପହଞ୍ଚି ପାରୁନି ଧନୀ ଲୋକଙ୍କ ଦ୍ୱାରା ହଡ଼ପ ହଉଛି
@surajsahu2564
@surajsahu2564 Жыл бұрын
ଯୋଗ୍ୟ ହିତାଧିକାରୀଙ୍କ ତାଲିକା କାଟି ଅଯୋଗ୍ୟ ହିତଧୀକାରୀ ଙ୍କ ନାମ ଆସିଛି, ଯଦି ଯୋଗ୍ୟ ହିତାଧିକାରୀଙ୍କ ନାମ ନ ଆସିଲେ ବହୁତ ଜୋର୍ ରେ ଆନ୍ଦୋଳନ ହେବ !
@kalunayak4430
@kalunayak4430 Жыл бұрын
ନେତା ଓ ଅଫିସରମାନେ ଶାସକ ଦଳର ବଡବଡିଆଙ୍କୁ ଗାଁ ମାନଙ୍କରେ ଘର ବିକି ଦେଉଛନ୍ତି
@baapimohanty335
@baapimohanty335 Жыл бұрын
୪୨ ରୁ ୨୭ ଗଲେ ୧୭ ନୁହେଁ ୧୫ ମନୋରଞ୍ଜନ ସାର୍, ଟିକେ ଧ୍ୟାନ ଦେବେ !
@manasranjannayak8570
@manasranjannayak8570 Жыл бұрын
ଠିକ କହିଲେ ଭାଇ
@jitendrabishi8066
@jitendrabishi8066 Жыл бұрын
😂😂😂
@sanjibakumarbhuyan7231
@sanjibakumarbhuyan7231 Жыл бұрын
ନେତା ସବୁ ଇଲେକ୍ସନ ହେଲେ ଆଗ ଆଗ ଆସିବେ ଅମୁକ ଦେବୁ ସମୁକ ଦେବୁ , କିନ୍ତୁ ସେହି ଗୋଟିଏ ଦିନ ପାଇଁ କଥା
@susantanath8775
@susantanath8775 Жыл бұрын
🌹🕉ହେ ସରକାର ଯେପରି ଲୋକଙ୍କ ସାଙ୍ଗରେ ଖେଳୁଛ ସେମିତି ସରକାରଙ୍କ ବିନାଶ ଘଟିବ 🕉🌹🙏🙏🙏🙏🙏
@chocolatyarrya4468
@chocolatyarrya4468 Жыл бұрын
BJD ର ଅସଲ ମୁଖା ଖୋଲି ଯିବ ଓଡ଼ିଶା ରେ କେତେ ଗରିବ ଅଛନ୍ତି ତାହା ଜଣା ପଡ଼ିବ ଆଉ କେତେ କଣ ଉନ୍ନତି ହୋଇଛି ତାହା ଜଣା ପଡ଼ିବ ସେଥି ପାଇଁ BJD ସମସ୍ତ ଙ୍କ ଲିଷ୍ଟ ଦଉ ନାହାନ୍ତି l ସେଥି ଯୋଗୁଁ ଗରିବ ଲୋକ ହଇରାଣ ହଉଛନ୍ତି l
@arunparida3802
@arunparida3802 Жыл бұрын
ମନୋରଞ୍ଜନ ବାବୁ ନମସ୍କାର ମୁଁ, ଅରୁଣ କୁମାର ପରିଡ଼ା, ସରକାର,ଘର, ଦେଉଛନ୍ତି କହୁଛନ୍ତି ଘର ଆମେ ଦେଲୁ ହେଲେ ସେ ଘର ଗଲା କୁଆଡେ ଘର ସରକାର ଦେଉଛନ୍ତି ହେଲେ ଘର ମିଡ଼ିଆ ମାଧ୍ୟମରେ ତଦନ୍ତ ହେଈ ଘର ମିଳିବା ଦରକାର
@babulapatiarbabulapatiar8338
@babulapatiarbabulapatiar8338 Жыл бұрын
ବିଜେଡି ଦେଇ ପାରୁନି ଠିକ୍ ରେ ବିଜେପି କର୍ମୀ କୁ ଦିଅ ଠିକଣା ପହଞ୍ଚେବେ
@ଅଭୟ
@ଅଭୟ Жыл бұрын
କେନ୍ଦ୍ର 9ଲକ୍ଷ ପ୍ରଧାନ ଆବାସ ଦେଳେ ରାଜ୍ୟ ସରକାର 9 ଲକ୍ଷ ବିଯୁପକ୍କା ଘର ଦେଲେ ବହୁତ ଗରିବ ଲୋକ ଉପକୃତ ହେଇପରାନ୍ତେ
@prashankumarnayak9136
@prashankumarnayak9136 Жыл бұрын
ସତର ଲକ୍ଷ ବିଜୁ ପକ୍କା ଘର ଦେଇଦିଅ ଓଡ଼ିଶା ବାସି ଖୁସି ହେବେ ଜୟ ଜଗନ୍ନାଥ
@lipikumari1773
@lipikumari1773 Жыл бұрын
ଓଃ ଏବେ ମୋନେ ପଡ଼ିଲା BJD ର ଗରିବ ଲୋକଙ୍କୁ ଘର ଦରକାର୍ ବୋଲି ଅଗୋକୁ ଭୋଟ ପାଇବା ପାଇଁ ଚାଲ ଚଳାଉଛି ନବୀନ ସରକାର୍
@munnabhai6012
@munnabhai6012 Жыл бұрын
ଖାଲି ଚପଲରେ ମାଡ଼ ଦରକାର ବିଜେଡି ବାଲା ଙ୍କୁ ,,,, ଲିଷ୍ଟ୍ ରେ ସବୁ ବିଜେଡି କର୍ମୀ ଙ୍କ ନାମ ।
@annapurnapatra5219
@annapurnapatra5219 Жыл бұрын
ମନରଞ୍ଜନ ବାବୁ ଟିକେ ଦୟା କରି ସରକାର ପାଖରେ ପହ ଚା ଅ 30ବର୍ଷ ହେଲା ଘର ନାଆଛି ମିଳୁନିକାହିଁକି ଆମର 3ଟା ଝିଅ ଗୁଟେପୁଅ ଜମିବାଡ଼ି ନାହିଁ 4ଉଜୁକାର ବସେସ ନାହିଁ ଗରିବ କାହାକୁ କୁହନ୍ତି ଧନିକି ଡବଲ ମିଳୁଛି ଏସରକାରକୁ ଧରମ ସହିବନି
@rkbehera8829
@rkbehera8829 Жыл бұрын
ଲିଲି ମହାନ୍ତି ଙ୍କୁ ଟିକିଏ ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ କୁ ପଠାନ୍ତୁ ତାଙ୍କୁ ଦେଖାଇ ଦିଆଯିବ ଘର କିଏ ପାଇଛି
@mrdambaru20
@mrdambaru20 Жыл бұрын
ସାର ଗରିବ ଲୋକମାନଙ୍କୁ ଗୋଟେ ଘର ପିଛା 5000 ଓ10000ଟଙ୍କା ମାଗୁଛନ୍ତି ନ ଦେଲେ ଘର ଦେଉନାହାନ୍ତି ରାଜନିତୀ ଲୋକେ
@madhabparabhoi4945
@madhabparabhoi4945 Жыл бұрын
ବିଜେଡି ସରକାର ଗାଁ କୁ ଆସି ଘର ଦେଖି ସିଲେସନ୍ କରବା କଥା
@nandakumarahir8055
@nandakumarahir8055 Жыл бұрын
ବିଜେପି ଵାଲା ଯାହା କହୁଛନ୍ତି ତାହା ପୁରା ସତ ଦୁଇ ତିନ ଥର ଘର ପାଇଲେଣି ଆସନ୍ତୁ ଦେଖା ଇ ଦେବି
@lipikumari1773
@lipikumari1773 Жыл бұрын
ଏ ସବୁ ବନ୍ଦ୍ କର ଅମୋକୁ ଘର ଦରକାର୍ ନାହିଁ ଆଉ ଭୋଟ ପାଇଁ କହିବ ନାହିଁ ଆମେ ଭଟ୍ ଦେବୁ ନାହିଁ ଆପଣ ମାନେ ଖୁସିତ.........!
@supperhungama5599
@supperhungama5599 Жыл бұрын
ହେ ବେ ଶଳା ତୁ କେନ୍ଦ୍ର କୁ ହିସାବ ଦଉନଥିବୁ ସେଥିପାଇଁ ଓଡିଶା କୁ ପୋଟାଲ ବନ୍ଧୁ କରିଥିବେ
@rameshbarik29
@rameshbarik29 Жыл бұрын
ଆମ,ରାହାସୋଇ, ପଞ୍ଚାୟତ ରେ,ଭିସଣ, ଗଣ୍ଡଗୋଳ, ଚାଲିଗଲାଣି, କେବଳ, ଇନ୍ଦିରା ଆବାସ ଯୋଜନା ଘର, ବିଷୟରେ, କାରଣ, ଆମ ଙ୍ଗା, ଲୋକ ମାନଙ୍କୁ, ପ୍ରକୁତରେ, ହିତାଧିକାରୀ ମାନଙ୍କୁ, ଘର ବଖରାଟିଏ ମିଳିବାଟା, ଅସମ୍ଭବ, ହୋଇ,ଜଣାଉଛି,କାରଣ,ଆମ,ପଞ୍ଜାୟତରେ, ପ୍ରମିଳା ମଲ୍ଲିକଙ୍କୁ,କୁହ, ଗରିବ ମାନଙ୍କୁ,ଘର,ନ,ମିଳିଲେ, ପ୍ରତ୍ୟେକ, ଗରିବଙ୍କ,ନିତ୍ସାସ,ପଡ଼ିବ, ଗରିବଙ୍କ, ଅଭିଶାପ,ପଡ଼ିବ, କାରଣ,ଦଳ, ମଜଭୁତ କରିବାକୁ,ମାଡ୍ରାସ,ତେଲିଆ, ମୁଣ୍ଡରେ ତେଲ, ମାରୁଛନ୍ତି, ସେଥିପାଇଁ ଆମେ ଗରିବ ମାନଙ୍କୁ ଇନ୍ଦିରା ଆବାସ ଘର ବଖରାଟିଏ, ମିଳିନାହିଁ, କିନ୍ତୁ,ଅଜୋଗ୍ୟ, ହିତାଧିକାରୀ ମାନଙ୍କୁ, ତାଙ୍କ, ବାପା, ନାଆଁ ରେ,ମା, ନାଆଁ ରେ,ସ୍ତୀ, ନାଆଁ ରେ, ମିଳୁଛି, ହେଲେ, ଆମେ ସବୁ ଦିନ ମଜୁରିଆ ପରିବାରର, ମିଳିନାହିଁ, ଏହି ଦୁଃଖ ନିବେଦନ ଆପଣ ମାନେ ଭାବୁଥିବେ, ସେଥିପାଇଁ ଆମେ ଗରିବ ମାନଙ୍କୁ, ଜଗନ୍ନାଥ ଗୋସାଇଁ କାଳିଆ ଠାକୁର, ଭରସା, କାରଣ, ନ୍ୟାୟ, ଅନ୍ୟାୟ ଅତ୍ୟାଚାର ଶୋଷଣ,କାରି, ମାନଙ୍କୁ, ଭଗବାନ, ବିଚାର,କରିବେ,
@jitendrabishi8066
@jitendrabishi8066 Жыл бұрын
Apan nka matare mu sahamati sir😢
@susantsahu1252
@susantsahu1252 Жыл бұрын
ଆମକୁତ ଘର ଆସିଚି କହିଲେ ତାପରେ ପଚାରିଲାା ବେଲେ ଆସିନି କହିଲେ
@kabisuryabehera8572
@kabisuryabehera8572 Жыл бұрын
ଯେତେ ବହକା ଲେଲିନ ମହାନ୍ତି, ଆମ ଗାଁକୁ ଆସନ୍ତୁ ଘରକେ 4/5ଟା ଇନ୍ଦିରା ଆବାସ ପାଇଛନ୍ତି. ବିଜେଡି ଲୋକେ,
@santoshjena5811
@santoshjena5811 Жыл бұрын
BJP.BJD କଳିରେ ଗରିବ ଲୋକମାନେ ହଇରାଣ ହେଉଛନ୍ତି,,
@rrchannel2686
@rrchannel2686 Жыл бұрын
PMAY AWAS ଘର ଥାଇ ପୁଣି ନାଁ ଆସିଛି
@ArunakumarparidaParida-xl8zh
@ArunakumarparidaParida-xl8zh Жыл бұрын
ଠିକ୍ କଥା ଯୋଉ ମାନେ ଘର ପାଇଁ ଛନ୍ତି ସେଈ ମାନେ ଙ୍କୁ ଘର ମିଳୁଛି
@sanjibakumarbhuyan7231
@sanjibakumarbhuyan7231 Жыл бұрын
ଓଡ଼ିଶା ରେ ତିତଲି ଓ ଫନି ବାତ୍ୟା ଆସିବା ସମୟରେ ଲୋକଙ୍କ କେତେ କ୍ଷତି ସହିଲେ କିନ୍ତୁ କୋୖଣସି ଘର ଦେଲେ ନାହିଁ, ଇଲେକ୍ସନ ପାଇଁ ଏବେ ରିପୋର୍ଟ ଦେଉଛନ୍ତି
@juanapradhan8725
@juanapradhan8725 Жыл бұрын
ଓଡ଼ିଶାରେ ୧/୨ ଘର ଦେଇ ରାଜନତି କରନାହିଁ ଲକଙ୍କୁ ଯଥା ଶୀଘ୍ର ଘର ଦିଆଯାଉ ଗରବଙ୍କୁ ଆଉ କଲ ବଲ କରନାହିଁ
@maheswaraharijan5496
@maheswaraharijan5496 Жыл бұрын
17ଲକ୍ଷ ପରିବାର ୫ ଜଣ ଲାଖା ଜେତେ ଭଟ୍ ସବୁ କଂଗ୍ରେସ ରେ ଜିବ ମାର ତାଲି 🙋‍♂️
@kumarmajhi6971
@kumarmajhi6971 Жыл бұрын
Pradhanmantri aawas ଘର କୁ bjd ବିଜୁ ପକ୍କା ଘର ବୋଲି ଓଡ଼ିଶା ରେ ଦେଖାଉଛି
@lipikumari1773
@lipikumari1773 Жыл бұрын
ଗରିବ ଲୋକଙ୍କୁ ଘର ଦରକାର୍ ହେଲେ ଧୋନି ଲୋକଙ୍କ ନାଁ ଲିଷ୍ଟ୍ ରେ ଆସୁଛି ଗରିବ ଲୋକ ଯିବେ କୁଆଡେ ସରକାର୍ କଣ ଦେଖୁଛି ନବୀନ ସରକାର୍
@rrchannel2686
@rrchannel2686 Жыл бұрын
ଉପଯୁକ୍ତ ଲୋକଙ୍କୁ ଘର ମିଳିନାହିଁ
@kalidas8262
@kalidas8262 Жыл бұрын
ଲେଲିନ ହେଲେ ପ୍ରବଳ ଗାଲୁଆ
@bataprusty2926
@bataprusty2926 Жыл бұрын
2022 ବିଜେଡି ସଭାପତି ଆମ ଘର ସାଇଟ୍ ରେ ଥୀଲେ ହେଲେ ଆମ କୁ କିଛି ନାହିଁ 2023ରେ ଆମ ଗାଁ ବିଜେଡି ସଭାପତି ଅଛନ୍ତି କିଛି ନାହିଁ
@prashantkumarjena2632
@prashantkumarjena2632 Жыл бұрын
ଘର ଲିଷ୍ଟ ଯାହାର ଅଛି ତାକୁ ଘର ଦିଅନ୍ତୁ ସମୟ ନଷ୍ଟ କରନ୍ତୁ ନାହିଁ,। ସମୟ ଆଉ ନାହିଁ,। ଘର ଗରିବଙ୍କ ନାଁ ନେଇ ମିଛୁଆ ରାଜନୀତି କରୁଛନ୍ତି,। ବର୍ଷ। ସମୟରେ କିଏ ଘର କରିବ,
@bikeridersudama8357
@bikeridersudama8357 Жыл бұрын
100% BJD choro
@prafulladas9168
@prafulladas9168 Жыл бұрын
୨୨ବର୍ଷ ଧରି ଲୋକେ ତୁମକୁ ଭରଷାକଲେ ଅଥଚ ତୁମକୁ ଲାଜ । ତୁମକୁ କେତେ ଦେଲେ ମଧ୍ୟ ନଅଣ୍ଟ ହେବ । କାରଣ ତୁମେ ପରପଇସାରେ ମଙ୍ଗଳବାର କରିବାର ଜାଣିଛ । ପୁଣି ଖଣ୍ଡି,ପାଣି, କୃଷି ଇତ୍ୟାଦି ଇତ୍ୟାଦି ସମସ୍ତ ସର୍ବସ୍ଵାହା କରି ବକ୍ତା ମୁଖପାତ୍ର ପରି କେତେ ଭୁରୁଡ଼ୁ ମାରିବା ଜଣା ।
@pradeepkumarsinha803
@pradeepkumarsinha803 Жыл бұрын
ଲକ୍ଷ କଣ ଯଦି କୋଟିଏ ହିସାବରେ PMAY ଯୋଜନାର ଘର ଆସିଲେ ବି ଯୋଗ୍ଯ ହିତାଧିକାରୀମାନେ ତଥାପି ଘର ପାଇବେ ନାହିଁ...
@RameshBarik-z6b
@RameshBarik-z6b Жыл бұрын
ଆମ, ଜାଜପୁର ଜିଲ୍ଲାର ଦସରଥ ପୁର ବ୍ଲକର ଏବଂ ରାହାସୋଇ ପଞ୍ଚାୟତର ଲୋକେ ରାଜନୀତି ଦଳର ପ୍ରାର୍ଥୀ ମାନଙ୍କୁ ହୁସିଆରି କରାଇ ଦିଅନ୍ତୁ ଉପୁରି ରୋଜଗାର ବନ୍ଦ ଡାକରା ଜନଜୀବନ ବ୍ୟାହତ ହୋଇଛି ଆମକୁ କନ୍ଦାଉଛନ୍ତି ଆମେ ଗରିବ ଲୋକମାନେ ହତାଶ ହୋଇ ଜାଉଛୁ ହେଲେ ଆମେ ଅଯଥାରେ ଦୁଃଖ ଛଡ଼ା ସୁଖ ନାହିଁ ଲୁହ ଛଡ଼ା ହସ ନାହିଁ ତେଣୁ ଆମ ରାହାସୋଇ ପଞ୍ଚାୟତର ଲୋକେ ଆମ ଗରିବଙ୍କ ଠାରୁ ହଡ଼ପ କରୁଅଛନ୍ତି ସେଥିପାଇଁ ମୋର ସରକାରଙ୍କୁ ଅନୁରୋଧ ବ୍ଲକର କର୍ମଚାରୀ ମାନଙ୍କୁ ହୁସିଆରି କରାଇ ଦିଅନ୍ତୁ ଉପୁରି ରୋଜଗାର ବନ୍ଦ କରିବା ପାଇଁ ନହେଲେ ସେମାନେ ସବୁ ବେଳେ ହଡ଼ପ ଚୋରି ଡକାୟତ ଲୁଣ୍ଠନ କରିବାରେ ସିମା ଟପିବା ପାଇଁ ଚେଷ୍ଟା କରୁଛନ୍ତି ଆମ ଗରିବଙ୍କ ଲୁହରେ ହସ ଫିଟାଇବା ପାଇଁ ଚେଷ୍ଟା କରନ୍ତୁ କିଛି ଆମେ ଗରିବ ଲୋକମାନେ ଆପଣ ମାନଙ୍କୁ ସାହାଯ୍ୟ ସହଯୋଗ ମାଗୁଛି କାରଣ ସେମାନେ ସବୁ ବେଳେ ହଡ଼ପ ଚୋରି ଡକାୟତ ଲୁଣ୍ଠନ କରିବାରେ ବ୍ୟସ୍ତ
@RameshBarik-z6b
@RameshBarik-z6b Жыл бұрын
ଏଇଟାକୋଉ ରାଜନୀତି ଧର୍ମର, ନିୟମ ଲାଗୁ,କରା, ଜାଇଛି ଯୋଉ, ଲୋକଟି ଗରିବ ଅସହାୟ ଭାବରେ, ବର୍ଷକୁ ବର୍ଷ ଘର ଛାଇଲେ ପଇସା ନପାଇବାରୁ ସୁରକ୍ଷା,, ପାଇବାକୁ ଜୋଗ୍ୟ ହିତାଧି କାରି ହୋଇ ଥିଲେବି,ସିଏ, ଇଟା କାନ୍ଥରେ ବାଲିମାଟି ଜୋଡେଇ କରିକି ଆଜବେଷ୍ଟସ ପକାଇ ପାଷ୍ଟର କରିକି ଚଳୁଅଛି ସେଥିପାଇଁ କଣ ତାର ଘର ଖଣ୍ଡେ ପାଇବାକୁ, ଜୋଗ୍ୟ ହିତାଧି କାରି, ତାଲିକାରୁ ବାଦ, ପଡ଼ିବ ରାଜନୀତି ଦଳର ପ୍ରାର୍ଥୀ ମାନଙ୍କର,, ଏହିଟା ରାଜନୀତିରେ, କୋଉ ଧର୍ମ ଏହିଟା ରାଜନୀତିର ଖେଳ ଚାଲିଛି ଜାଲିଆତି ଏବଂ ଅନିୟମିତତା ହେଉଥିବା ରାଜ୍ୟର ସବୁ ବ୍ଲକରେ କର୍ମଚାରୀ ମାନେ ଚୋର ଡକାୟତ ଦଳ କୁଜି ନେତାମାନେ ସବୁ ଚୋର ଡକାୟତ ଦଳ, ତାଙ୍କୁ ଧର୍ମ ସହିଲେ ବଡ଼ କଥା କାରଣ ଆମ ଗରିବ ଲୋକଙ୍କ ନିସ୍ବାସରେ ଜଗନ୍ନାଥ ପ୍ରଭୁ ଦଣ୍ଡ ଦୋଉନ୍ତୁ ସେମାନଙ୍କୁ ଉପଯୁକ୍ତ ଭାବରେ ଦଣ୍ଡ ଦୋଉନ୍ତୁ ଜଗନ୍ନାଥ ପ୍ରଭୁ ଭାବଗ୍ରାହୀ ଭାବର ଠାକୁର ଜଗନ୍ନାଥ ସେମାନଙ୍କୁ
@SuprabhatBharat7751
@SuprabhatBharat7751 Жыл бұрын
କି କଥା କହୁଛନ୍ତି ଆଜ୍ଞା ଆପଣମାନେ ପୂର୍ବରୁ ସବୁ ଯୋଗ୍ୟ ପ୍ରାର୍ଥୀଙ୍କୁ ଆବାସ ବଣ୍ଟନ କରିଛନ୍ତି ? ଲଜ୍ୟା...ଲଜ୍ୟା....କଣ ଆଉ କହିବି ଆପଣମାନଙ୍କୁ ? ଆଜ୍ଞା ପୁରୀ ( ଶ୍ରୀକ୍ଷେତ୍ର ) ର ୧ ନମ୍ୱର୍ ୱାର୍ଡର area ପୁନର୍ବାର ଚେକ୍ କରାଯାଉ ! ସତ କଣ ଆଉ ମିଛ କଣ ଆପେ ଜାଣିଯିବେ ! Kanak news channel ନିଜ ଆଡୁ survey କରି ସତ୍ୟ ଲୋକଲୋଚନକୁ ଆଣିବାକୁ ଚେଷ୍ଟା କରିବ କି ? ଏ bjp ଓ bjd ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ 😊 ! ଜଣେ ଲୋକର ପୁରୀରେ ନିଜସ୍ଵ କୋଠାଘର ଥାଇ ଅନ୍ୟ ଏକ ପ୍ଲଟ ରେ ଆବାସ ଯୋଜନାରେ ଦୁଇ ମହଲା କୋଠାଘର, ଅନ୍ୟ ଏକ ବ୍ୟକ୍ତିର ସର୍ଭିସ ଥାଇ ଅନ୍ୟ ରୋଜୋଗର ର ପନ୍ତା ଥାଇ ଓ କାର ଥାଇ ଆବାସ ଯୋଜନାରେ ଘର ତୋଳିଛନ୍ତି, ଗୋଟିଏ ପ୍ଲଟ ନମ୍ୱର୍ ଦେଇ ୭/୮ ଟି ପରିବାରକୁ ଆବାସ ଯୋଜନା ମିଳିବା ସନ୍ଦେହ ର କଥା, inquary କରିବାକୁ ଆସୁଥିବା ଅଫିସର ଙ୍କ pocket ଗରମ୍ ହେଇଗଲେ ସବୁ ଠିକ୍ ହେଇଯାଉଚି ଆଜ୍ଞା, ସେଥିରେ ନେତା, କୁଜିନେତା ସମସ୍ତଙ୍କର share ରହୁଛି ! କଣ ନା ସ୍ୱଚ୍ଛ ଶାସନ ? ଚୋଡ଼ିପୁଅ ବାଳ ଶାସନ କରୁଚ ତମେ
@nilambarmajhi948
@nilambarmajhi948 Жыл бұрын
Lelin galua Tama khatha barta sabu negetive person odisha basinku Kan bhabuchha
@prakashswain5750
@prakashswain5750 Жыл бұрын
ବିଜେଡି ବିଜେପି ଝଗଡା ଭିତରେ ଘର ମିଲିବନି
@satyaranjandas1837
@satyaranjandas1837 Жыл бұрын
&&,ynñ to sir kindly see my email and I have to
@lokanathpatel7780
@lokanathpatel7780 Жыл бұрын
କୋଶଳ ରାଜ୍ୟର ଗଠନ ଆବଶ୍ୟକତା ଅଛି
@laxmidharmirror5500
@laxmidharmirror5500 Жыл бұрын
ଆବାସ ଯୋଜନା ରେ ହିତାଧିକାରୀ ଙ୍କ ନାମ ପରିଚୟ ଏବଂ ସେମାନଙ୍କର ଶେଷ 10 ବର୍ଷ ର ପାରିବାରିକ ଆର୍ଥିକ ସ୍ଥିତି କୁ ବ୍ୟକ୍ତି ଙ୍କ ପରିବାର joint family ଫୋଟୋ ସହ ଆବାସ ଘର ଉପରେ ଏକ ନାମ ଫଳକ ରହୁ ଏବଂ ସରକାରୀ ବାରଣ୍ଡା ରେ ସାର୍ବଜନୀନ ହେଉ ଯାହା ଫଳରେ ଲୋକେ ଜାଣିବେ
@bhaduramtudu5624
@bhaduramtudu5624 Жыл бұрын
ଓଡ଼ିଶା ର ମୁଖ୍ୟ ମନ୍ତ୍ରୀ କୁହନ୍ତି ଓଡିଶା no 1 ଏ ତେ ମାତ୍ରାରେ ଗରିବ ଲୋକ ଆସିଲେ କୋଆ ଡେ
@gsantoshreddy2544
@gsantoshreddy2544 Жыл бұрын
ଲୋକ ସବୁ ଜାଣିଛନ୍ତି କିଏ ଦଉଚି ଘର
@umeshdas5317
@umeshdas5317 Жыл бұрын
ପ୍ରକୃତ ହିତାଧିକାରୀ ଙ୍କୁ ପକ୍କାଘର ପାଇଁ ମିଳୁ ନାହିଁ। ଏହା ର ପ୍ରକୃତ ସତ୍ୟତା ରାଜ୍ୟବାସୀଙ୍କୁ ବୁଝାଇବାକୁ ବାକି ନାହଁ? ଏହା ର ପ୍ରକୃତ ତଥ୍ୟ ଲୋକଲୋଚନକୁ ଆସିପାରୁନାହି। ତୁରନ୍ତ ଆବଶ୍ୟକ ପଦକ୍ଷେପ ନିଆନଗଲେ ଭଲ ହୃଅନ୍ତା।
@ramasingmajhiramasingmajhi8541
@ramasingmajhiramasingmajhi8541 Жыл бұрын
Thanks kanak news
@GooliSahoo
@GooliSahoo Жыл бұрын
BJD chora sarkar
@raghunarhkarjee947
@raghunarhkarjee947 Жыл бұрын
କାହାକୁ ନଦେଲେ ନାହିଁ ପଛେ ମୋର ସରୋଜ ଭଣଜା କୁ ଘର ଖଣ୍ଡେ ମିଳୁ!ବର୍ତମାନ ତାର ରହିବାକୁ ଘର ଖଣ୍ଡେ ବି ନାହିଁ
@KunjaParida-dy2du
@KunjaParida-dy2du Жыл бұрын
100% bjd ra bhulu gute katha bjd ra mate vutadi ghar nia BJP kan kariba srinagar re
@bimalbhatra1902
@bimalbhatra1902 Жыл бұрын
ସପ୍ନ ସପ୍ନାରେ ରଈଗଲା ସାର ଘର
@annapurnapatra5219
@annapurnapatra5219 10 ай бұрын
ତେଜସରବାବୁ ସରପଞ୍ଚ କୁ ଧରନ୍ତୁ ଗାଁର ସଭା ହଉନି ଚେକିଗିରେ ଆସିତେଗାକୁ ଛାଡୁନାହାନ୍ତି 3ତାଲା ସରକାର ଘର ତାହାର ଦୟା କରି ଯୋଗ୍ୟ ଗରିବଙ୍କୁ ଘର ଦିଅନ୍ତୁ ବାଲେଶ୍ୱର ଖ ଇ ରା ବ୍ଲକ ଅନୀତିକୁରୁକ ଭୁକିଲାକୁକୁର ମୁହଁରେ ମାଂସ ଫିଙ୍ଗି ଲା ଭଳି ଯିଏ ଟାନୁଆ ଲୁକଙ୍କୁ ଘର. ମିଳିଗଲେ ପ୍ରତି ବାଦ କରିବକିଏ
@Ratisuchi1234
@Ratisuchi1234 Жыл бұрын
BJD hatao odisha banchao
@sukantimallick1372
@sukantimallick1372 Жыл бұрын
ମିଡ଼ିଆ ଭାଇ ମାନେ ତୁମେ ମାନେ ପତେକ ଗାଁ ରେ ବୁଲି ନାହାନ୍ତି,ଭଲ ନୁଉଜୁ ମିନନ୍ତା,
@niranjantandi4759
@niranjantandi4759 Жыл бұрын
ଏକ୍।ଦମ୍।ରାଇଟ୍ ଆଲୋଚନା ।କରାଯାଇଛି
@jagabandhupujari4019
@jagabandhupujari4019 Жыл бұрын
Right sir
@muktiranjanpatra4538
@muktiranjanpatra4538 Жыл бұрын
Good news odiaa ODISHA
@manamaharna391
@manamaharna391 Жыл бұрын
Laxmi maharna goro milinahi balasor patorpoda pocaawto
@jalilkhan1227
@jalilkhan1227 Жыл бұрын
Sanmaniya Manoranjan Mishra Debate Nirapakhya bhabare upasthapana karanti, Question ubhaya pakhya ku pacharanti, Sesare sundar bhabare conclusion bahara kari dianti jaha ki public nkar upakar re asi jai thai, ଘର ଲୋକଙ୍କୁ କାହିଁକି ମିଳିଲା ନାହିଁ ଏବେ ଘର ଅଛି ନା ସରିଗଲା। ଏବେ ମିଳିବ ନା ନାହିଁ । କି ସୁନ୍ଦର ଉପସ୍ଥାପନା ଧନ୍ଯବାଦ ସାର୍ ଆପଣଙ୍କୁ From Jalil khan Social worker Nuapalli Bhubaneswar
@narayanadas507
@narayanadas507 25 күн бұрын
Right🙏👍
@pramoddash8003
@pramoddash8003 Жыл бұрын
BJD,samiti,savya,,Baxiplli,,panchyat,,Rangailuda,,block,,Durniti,,Ra,, No,1
@sibanandadigal2399
@sibanandadigal2399 Жыл бұрын
ଲେଲିନ ବାବୁ କନ୍ଧମାଳ ବୁଲି ଆସି ଦେଖି କହୁଛି ତ
@tulsibhoi3155
@tulsibhoi3155 Жыл бұрын
BJD karmi nak ban savali chaichi
@bataprusty2926
@bataprusty2926 Жыл бұрын
ହାଏ
@tirpathidas1996
@tirpathidas1996 Жыл бұрын
Ja.bjp
@Jbsskkumar
@Jbsskkumar Жыл бұрын
ଯେତିକି ଘର ଦରକାର ସେତିକି ଦବ କେନ୍ଦ୍ର ରାଜ୍ୟ କଣ ସୁଖିଲାରେ ଛୁଆ ଖେଳେଇବ ? ମାଘିଆ, ଟାପୁଛିଣ୍ଡା ,ବଡବେମାରିଆ, ରାଣ୍ଡିଚୋଦା,ଘୁଷୁଡିଘିଆ,ଖୋଡଫୁଟା ଯାକ ଗୋଟିଏ ଘର ଦବା ପାଇଁ ଆଠ ଦଶଥର inquiry ରେ ଆସିଲେ ଗୋଟା ବେଧ ଅଫିସର କହିଲା ଏଥର ଯଦି ତମର ଘର ନହେବ ତାହେଲେ ମୋ ହାତ ଛିଣ୍ଡି ଯିବ ସିଏ ଗଲା ଆଉ ଗୋଟେ ଆସିଲା ଚୁଲିରେ ଗୋଡ ପୁରେଇ ଦେଖିଲା ଆଉ ଗୋଟିଏ ଆସିଲା ଆଧାର କାର୍ଡ ରାସନ କାର୍ଡ ଆଉ ଯେତେ ପ୍ରକାର କାର୍ଡ ଅଛି ସବୁ ଦେଖିଲା ଏମିତି ହେଇ ହେଇ ପାଞ୍ଚ ବର୍ଷ ପାଇ ଗଲା ତାପରେ ଆସିଲା କଂଗ୍ରେସ ସରପଞ୍ଚ ଏଥର ଦେଖିଲା ବେଳକୁ ବାଣ୍ଡ ଲିଷ୍ଟରେ ଆଉ ନା ନାହିଁ।ମାଘିଆଯାକ ଏଇ ଥରକ ଭୋଟ ବେଳେ ହାବୁଡେ ପଡିବ ଯିବ କୁଆଡେ
@radhapriyakanhar8330
@radhapriyakanhar8330 Жыл бұрын
ବିଜୁ ପକାଘର କେତେଗୋଟି
@jagannathgomango9704
@jagannathgomango9704 Жыл бұрын
Michhuaa BJD neta Leninbabu,.Dalia adhare re BJD Banti deichhanti.vote 22 barsa shasan karichhanti.
@jhadeswarigadaba7444
@jhadeswarigadaba7444 Жыл бұрын
Bjp abang bjd athar gage athar asiba kebal garibara sathi congres samaste bhabiki vote odia dhanya bad
@hirankuldip1081
@hirankuldip1081 Жыл бұрын
BJd ro kujinata manoko hatore sobu list
@jayantimeleka8982
@jayantimeleka8982 Жыл бұрын
Bjd khai gola
@ajaychhatriaajaychhatria-xp1vf
@ajaychhatriaajaychhatria-xp1vf Жыл бұрын
Good 👍
@Sahoo5009
@Sahoo5009 Жыл бұрын
କିଛି କରି ପାରିବନି ଭାଇ ।ଏଠି ସବୁ ଏମିତି । ଜୀବନ ପଳେଇବ ହେଲେ ଘର ପାଇବନି । ସବୁ ଆନ୍ଦୋଳନ ଦୁଇ ଦିନ ଗଲେ କୁଆଡ଼େ ପାଣିରେ ମିଳେଇ ଯିବ । କେତେ ଆନ୍ଦୋଳନ ଆମେ ଦେଖିଛୁ, ସେତିକି ଥାଉ ।
@muktiranjanpatra4538
@muktiranjanpatra4538 Жыл бұрын
THANK you INDIA PM NARENDRA MODI SIR JI And NeW INDIA UPA RASTAPATI SRI MUKTIRANJAN PATRA ODISHA INDIA 🪔🪔🇮🇳🇮🇳
@akshayakurout4136
@akshayakurout4136 Жыл бұрын
BJP hatao
@sabitamishra3678
@sabitamishra3678 Жыл бұрын
Modi bantibe sarkari chakiri abisayare alochana karantu manoranjan babu
@abinashmallick6116
@abinashmallick6116 Жыл бұрын
BJD baka parti ate paesa khai jananti
@bataprusty2926
@bataprusty2926 Жыл бұрын
👍👍👍👍👍👍
@balaramsethi4240
@balaramsethi4240 Жыл бұрын
Bjd or bjp 2jan mg
@RatnakarMohanti-xn6gj
@RatnakarMohanti-xn6gj Жыл бұрын
Garib ke liye ya jogya ke lie kahase ayega? Sab to ajogya lokon nku mil chuka, janch karna jruri, 🇮🇳🙏🙏🙏
@sonalifestyle2667
@sonalifestyle2667 Жыл бұрын
2024 bjd gone
@golapbagarti4519
@golapbagarti4519 Жыл бұрын
Right sir √
@RatnakarMohanti-xn6gj
@RatnakarMohanti-xn6gj Жыл бұрын
🙏kanak news, yogiji jeyse mantri ki sashan ya kanon hona jaruri,tab jake odishase vrastachar hatega🇮🇳🇮🇳🇮🇳🇮🇳🇮🇳🙏
@manojkumarswain2508
@manojkumarswain2508 Жыл бұрын
BJP. 🏘🏘🏘🏘🏘🏘🏘🏘🏘
@routashoksanmyuta3024
@routashoksanmyuta3024 Жыл бұрын
Khali deidele janani.Khali eithipaine bjp jiti paruni.
@muktiranjanpatra4538
@muktiranjanpatra4538 Жыл бұрын
Good news INDIA
@sunil5604
@sunil5604 Жыл бұрын
Biju pakka ghara kuade gala... Ebe kana pain biju pakka ghara banta heuu naii
@Sahoo5009
@Sahoo5009 Жыл бұрын
ନବୀନ ଗାଣ୍ଡିରେ ଦମ ନାହିଁ ଘର ଦେବାକୁ । ସେଥିପାଇଁ ଆବାସ ଯୋଜନା କୁ ୩ ବର୍ଷ ହେଲା ଅନେଇକୀ ବସିଚି, ଆସିଲେ ବିଜେଡି ଲୋକଙ୍କୁ ଘର ଦିଆଯିବ । ଅନ୍ୟକୁ ନୁହଁ ।👍
@lokanathpatel7780
@lokanathpatel7780 Жыл бұрын
ଚୋର କିଏ ଲୋକେ ଜାଣି ଛନ୍ତି
@aryan4213
@aryan4213 Жыл бұрын
Good
@ashok760.
@ashok760. Жыл бұрын
Ajogya loka jete nei galeni
@subashbaraj8705
@subashbaraj8705 Жыл бұрын
One family has got 3,4 houses, Thanks,
@biswojibal823
@biswojibal823 Жыл бұрын
Jete dele bi bjd sarakara ku paibani.
@aryan4213
@aryan4213 Жыл бұрын
Sabu dhalia paibe bjd
@KunjaParida-dy2du
@KunjaParida-dy2du Жыл бұрын
Sata heuchi bapa gute Maa gute bjd ghar deuchi sata
🔴 LIVE || 7PM Bulletin || 24th December 2024 || Kanak News
32:40
Cheerleader Transformation That Left Everyone Speechless! #shorts
00:27
Fabiosa Best Lifehacks
Рет қаралды 16 МЛН
Арыстанның айқасы, Тәуіржанның шайқасы!
25:51
QosLike / ҚосЛайк / Косылайық
Рет қаралды 700 М.
Enceinte et en Bazard: Les Chroniques du Nettoyage ! 🚽✨
00:21
Two More French
Рет қаралды 42 МЛН
ବିଜେପି ପାଇଁ 'ଆବାସ' ଅଡୁଆ
25:57
Nandighosha TV
Рет қаралды 96 М.
7PM Headlines ||| 24th December 2024 ||| Kanak News |||
2:42
Kanak News
Рет қаралды 6 М.
Cheerleader Transformation That Left Everyone Speechless! #shorts
00:27
Fabiosa Best Lifehacks
Рет қаралды 16 МЛН