False NAC Assurance Of BJD To Seal Vote Bank: Will BJP Govt Execute In Reality In Odisha?

  Рет қаралды 363,260

Kanak News

Kanak News

Күн бұрын

Пікірлер: 154
@BharatiDas-e3l
@BharatiDas-e3l 3 ай бұрын
ନବୀନ ପଟ୍ଟନାୟକ ପରମ ମାଆଗିହା ମୂଖ୍ୟମନ୍ତ୍ରୀ, ତା ଜୀବନରେ ତା, ର ନିଜ ବାପାକୁ ରଖିଥିଲା କି ନାହିଁ ସେ ନିଜେ ଜାଣେନାହିଁ। ମାଆଗିହା ଖାଲି ଘୋଷଣା କଲେ କଣ ହେବ।
@sanjauakumar8999
@sanjauakumar8999 3 ай бұрын
ମନ ଇଚ୍ଛା ଘୋଷଣା କରିଛନ୍ତି ଭୋଟ ପାଇଁ ସବୁ ତାମିଲ ଚାଲ
@trilochanmeher-rx1ng
@trilochanmeher-rx1ng 3 ай бұрын
ଲୋକଙ୍କୁ ଠକିବା କାରଣରୁ ବି ଜେ ଡି ହାରିଲା
@sagarkumarpal
@sagarkumarpal 3 ай бұрын
❤❤👌👌
@sukantaKumar-xo5ul
@sukantaKumar-xo5ul 3 ай бұрын
To sarakar ku kah rekada rakhiki kariba,kalara marile kahaba
@kanha.bindas6383
@kanha.bindas6383 3 ай бұрын
Bjp ta bada thaka 😂
@ayushmanmohanty4795
@ayushmanmohanty4795 3 ай бұрын
BJP thu bada thaka duniya re nahanti..
@rakeshkumarsahoo4878
@rakeshkumarsahoo4878 3 ай бұрын
​@@sukantaKumar-xo5ulright bro👍 ବିଜେଡି ଖାଲି ସ୍କୁଲ ରେ ରଙ୍ଗ ମାରିକି 5t ସ୍କୁଲ କରିଦେଲା, ଦେଖିଲା ବେଳକୁ ଭିତର ଫମ୍ପା, ଶଳା ଚୋର ପାଣ୍ଡିଆନ ଠକ କୁ ବିଜେଡି ଠକ।
@anilsahoo1204
@anilsahoo1204 3 ай бұрын
NAC ହେବା କିଛି ଆବଶ୍ୟକ ନାହିଁ, BJD ହାରିବା ଭୟ ରେ କହିଥିଲା, BJP ନିଜ କଥାରେ ଆଗକୁ ବଢୁ l
@sudhansusekhardash9010
@sudhansusekhardash9010 3 ай бұрын
@@anilsahoo1204 ଜନତାଙ୍କ ଦାବିକୁ ନବୀନ ଗ୍ରହଣ କରିଥିଲେ NAC ପାଈଁ।
@sudhansusekhardash9010
@sudhansusekhardash9010 3 ай бұрын
@@anilsahoo1204 bjp ହାରିବା ପାଇଁ ନିଜେ pm କହିଲେ ନବୀନ ଏବେ ବନ୍ଦୀ, ସ୍ବାସ୍ଥ୍ୟ ପାଇଁ କମିଟି ହେବା ସହ ଯାଞ୍ଚ ହେବ, ପରମ ମିଛୁଆ, ତାପରେ କଣ ହେଲା ଶପଥ ଉଛବରେ ନିମନ୍ତ୍ରଣ ହେଲା।
@harekrishnatripathy7344
@harekrishnatripathy7344 3 ай бұрын
ବିନା principle ଓ ବିନା guideline ରେ ଭୋଟ ପାଇଁ ବିଜେଡି ସବୁ ଘୋଷଣା କରି ପକାଉଥିଲା
@nishikantadas5422
@nishikantadas5422 3 ай бұрын
ବିଜେପି କାଯ୍ୟକାରି ନକରି ବିଜେଡି ଦୋଷ ଉଡ଼ାଳୁଛି ନୂଆ ସରକାର ବିଭାଗ ଘର ପାଉନି କରିବ କଣ ଲୋକଙ୍କ ପାଖରେ ମିଛ ତଥ୍ୟ ଥୋଉଛି
@SarojMajhi-g6y
@SarojMajhi-g6y 3 ай бұрын
R.T.I.re.magi.recard.bahar.karajau.sata.dhara.padib.
@pradeeptabharati8499
@pradeeptabharati8499 3 ай бұрын
False NAC declaration for Vote bank of bjd
@banchhanidhigaigaria1914
@banchhanidhigaigaria1914 3 ай бұрын
କେବେ ଭତ୍ତା ଟଙ୍କା ମାସିକ 3000 ମିଳିବ
@DebasishNayak-h3m
@DebasishNayak-h3m 3 ай бұрын
ନିଜେ ଦେଇଥିବା କଥା ପରେ ଭାବିବେ,, ଆଗେ BJD ପଛରେ ଗୋଡେଇବେ 😂
@Babubhaipatra
@Babubhaipatra 3 ай бұрын
😄😄😄​@@DebasishNayak-h3m
@jitendrabagarti9490
@jitendrabagarti9490 3 ай бұрын
Right
@nepalnag1422
@nepalnag1422 3 ай бұрын
Odisha basi janichhanti BJD kebala vote bank pain NAC ghosana karithile
@sagarjena6943
@sagarjena6943 3 ай бұрын
BJP ଖାଲି ଭାଷଣ ଦେବ
@panchanansahu2908
@panchanansahu2908 3 ай бұрын
Nabin babu lebour Payment wesges badha e thile a e ta record achhi google check kale jani padi ba kebe lagu ha ba
@premprakash9022
@premprakash9022 3 ай бұрын
Barsha juade kanak news sieade😂
@DebasishNayak-h3m
@DebasishNayak-h3m 3 ай бұрын
ଲାଭ ଯେଉଁଆଡେ news channel ସେଇଆଡେ 😮
@HareKrushna-f3d
@HareKrushna-f3d 3 ай бұрын
ମୋ ନୁଆ ସରକାର ଆମ ଆଠଗଡ଼ କୁ ନିଶ୍ଚୟ ଜିଲ୍ଲା ହିଁ କରିବେ ଏହା ତ୍ରିବାର ସତ୍ୟ ।
@hrudayaranjan8217
@hrudayaranjan8217 3 ай бұрын
ଦେଖି ରେ ଓଡ଼ିଶା ବାସୀ କଣ କରୁଥିଲା BJD ସରକାର. ସରକାର ପଳେଇଲା ବୋଲି କିଛି ଲୋକ କୁମ୍ଭାର କାନ୍ଦଣା କାନ୍ଦୁଥିଲେ , ସେମାନେ ଏବେ କଣ କହିବେ BJD ସରକାର ଭଲ ଥିଲା ନା ଖରାପ ଥିଲା😂😂😂😂
@Davidbhaiii
@Davidbhaiii 3 ай бұрын
BJP govt kn karuchi aga ku dekha
@sunilpadhy1282
@sunilpadhy1282 3 ай бұрын
Hridayarabjan kn bhul hoechi re record nhi to bonao tv paper ra to asithila na nac
@jullysamal6626
@jullysamal6626 3 ай бұрын
Bahut bhal thila ,bjp Gunda gardi murkh modi murkh khali katha kam ନାହିଁ
@ranajitjena4668
@ranajitjena4668 3 ай бұрын
ନବନି ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଏହା ଘୋଷଣା ହୋଇଥିଲା ଏବଂ ସେତେବେଳେ ସମସ୍ତ ଗଣମାଧ୍ୟମ ସଂସ୍ଥା ତାଙ୍କ ଚାନେଲ ମାଧ୍ୟମରେ ଖବର ପ୍ରସାରଣ କରିଥିଲେ କିନ୍ତୁ ଏବେକାର ଗୋଲାମ ସରକାରଙ୍କ ନଗର ଉନ୍ନୟନ ମନ୍ତ୍ରୀ ହାସ୍ୟାସ୍ପଦ ମନ୍ତବ୍ୟ ଦେଉଛନ୍ତି ତାଙ୍କ ପାଖରେ କିଛି ପ୍ରମାଣ ଥିବା ଦଲିଲ ନାହିଁ ରାଜନୀତିରେ ମନ୍ଦ ଉଦ୍ୟସ ରଖି ଗୋଲାମ ବିଜେପି ସରକାରଙ୍କ ମନ୍ତ୍ରୀଙ୍କ ଟିପ୍ପଣୀକୁ ଓଡିଶା ଜନସାଧାରଣ ଆସୁଥିବା ଦିନରେ ଉଚିତ ଜବାବ ଦେବେ
@bhaktabandhusahu3905
@bhaktabandhusahu3905 3 ай бұрын
Auu sei thaka katha loke sunibe nahii😂😂
@surendranayak117
@surendranayak117 3 ай бұрын
Bolle bolle 😂😂😂😂 dhaba 😂😂😂
@amulyanayaks1438
@amulyanayaks1438 3 ай бұрын
BJP ସରକାର କଣ କରିବ
@lalit98193
@lalit98193 3 ай бұрын
BJD election ପାଇଁ kn କରିଥିଲା 😂
@SkKajal-f9b
@SkKajal-f9b 3 ай бұрын
Bjp kadali kariba
@udayanathswain1569
@udayanathswain1569 3 ай бұрын
​@@SkKajal-f9bbjd ତମକୁ କଦଳୀ ଧରେଇଦେଇ ଥିଲା
@sagarjena6943
@sagarjena6943 3 ай бұрын
BJP ବାଲା ତମେ କରି କି ଦେଖାଅ ନ ହେଲେ ତମେ ବି ଯିବ
@niladriprasaddas898
@niladriprasaddas898 3 ай бұрын
Naveen sarkar kahithile Mohan sarkar karantu athire asubidha kouthi.
@Maamohini2563
@Maamohini2563 3 ай бұрын
କହିଦେଲେ ହେଇ ଯିବ କାଗଜ ରେ ଥିବା ଦରକାର ତାମାନେ ମୁଁ କାଲି ସୁନା ହଗି ଥିଲି ବିଶ୍ୱାସ କରିବ
@premprakash9022
@premprakash9022 3 ай бұрын
Tama news ku mu subscribe kari dekhuthili ebe mu tama news report karuchhi kahiki
@sudarsanmallick6250
@sudarsanmallick6250 3 ай бұрын
ନବୀନ ବାବୁ ଯାହା କହିନ୍ତି ତାକୁ କାମରେ କରି ଦେଖାନ୍ତି ଜୟ ନବୀନ ସାର❤❤❤❤🎉🎉🎉🎉
@suryakantamahalik3462
@suryakantamahalik3462 3 ай бұрын
ରୁଟି ଯୋଉଠି ପଡିବ kanak news ସେଇଠି ଭୁକିବ...
@AkshyaNayak-g7j
@AkshyaNayak-g7j 3 ай бұрын
Love you Naveen sir ❤️
@sudhansusekhardash9010
@sudhansusekhardash9010 3 ай бұрын
ଯାହା କହିଛନ୍ତି କରନ୍ତୁ, ନବୀନ ଯାହା କହନ୍ତି ତାହା କରି ଦେଖାନ୍ତି। Bjp ର ମିଛ ଢପ କଥା, ଶୀତଳ ଭଣ୍ଡାର କରନ୍ତୁ, ତିନି ମାସରେ ଚିଟ ଫଣ୍ଡ ପଇସା ଫେରନ୍ତୁ, ଦାଦନ ଶ୍ରମିକ ଫେରେଇ ଆଣନ୍ତୁ, ରତ୍ନ ଭଣ୍ଡାର ଖୋଲନ୍ତୁ, ସବୁ ବିଭାଇତ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ନିଅନ୍ତୁ, ନିଯୁକ୍ତି ମିଳୁ, ଯାହା କହିଥିଲେ କରନ୍ତୁ।
@Maamohini2563
@Maamohini2563 3 ай бұрын
25 ବର୍ଷ pandian ପାଦ ଚଟିଲୁ ଏବେ ବିଜେପି ସରକାର ଆସିଲା ଆମେ ଭାଷୀ ଗଲୁ ଠିକା ପକ୍କା ସବୁ ଗଲା jai bjp
@DebasishNayak-h3m
@DebasishNayak-h3m 3 ай бұрын
Yes,, ଏସବୁ କାମ ନକରି ପଛ କୁ କାହିଁକି ଏତେ ଚାହୁଛନ୍ତି,,, ଯଦି ନବିନ ସରକାର ପାଇଁ ଓଡ଼ିଶା ପଛରେ ପଡ଼ିଛି ତେବେ ବର୍ତ୍ତମାନ ର ସରକାର ଓଡ଼ିଶା କୁ ଆଗକୁ ଟାଣି ନିଅନ୍ତୁ 😅
@Deva5577-i3c
@Deva5577-i3c 3 ай бұрын
​@@DebasishNayak-h3mଭାଇ କରିବେ କରିବେ ଏବେ ପରା ଆମ ମୋହନିଆର ଫଟୋ shoot ଚାଲିଛି ଟିକେ ସରିଯାଉ ଡବଲ ଇଞ୍ଜିନ ସରକାର ଧମା ଧମ୍ ଡବଲ ଡବଲ କାମ ହେବ
@sudhansusekhardash9010
@sudhansusekhardash9010 3 ай бұрын
@@Maamohini2563 ନବୀନ ବାବୁଙ୍କ ସ୍ୱାସ୍ଥ ନେଇ pm ଏକ committee ଗଠନ କରି ଯାଞ୍ଚ କରିବେ ବୋଲି ନିର୍ବାଚନୀ ସଭାରେ କହିଥିଲେ କଣ ହେଲା ?
@sudhansusekhardash9010
@sudhansusekhardash9010 3 ай бұрын
@@DebasishNayak-h3m ନାୟକ ବାବୁ, ଆପଣ ସମତା channel ଦେଖୁ ଥିବେ, ଆମ ବିଚାରାଳୟ ର କଥା, kejirwal ଙ୍କ ଯାମିନି ତଳ କୋର୍ଟ ମୁହଁ ରେ ଦଉ ଦଉ ed hc ଯାଇ pause କରି ଦେଲେ। ଏ କି ପ୍ରକାର ବିଚାର ବ୍ୟବସ୍ଥା। କି ଗଣତନ୍ତ୍ର।
@PurnachandraBehera-if5tu
@PurnachandraBehera-if5tu 3 ай бұрын
କିଛି ହେବା ଦରକାର ନାହିଁ।
@lipunbag.7890
@lipunbag.7890 3 ай бұрын
ସିନ୍ଧେକେଲା କୋଉ ଦୃଷ୍ଟି ରୁ NAC ଦିଆ ଗଲା ଯେ ନିର୍ଣ୍ଣୟ କର।
@nilanchalnaik1921
@nilanchalnaik1921 3 ай бұрын
A MAGIA Naveen govt sabu faltu yojna😢😢😢
@patitakumarchoudhury9855
@patitakumarchoudhury9855 3 ай бұрын
NAC କରିବ ଗାଣ୍ଡି ମାରଇବ, ଆମେ ଗୁଣପୁର ବାସିନ୍ଦା NAC ରେ କାନ୍ଦୁଥିଲୁ, ଏବେ ମୁନିସପାଲିଟି ହେଲାପରେ ଗାଣ୍ଡି ମାରାଉଛୁ 🙏ହାଉସିଂ ପ୍ଲାନ ଆପ୍ରୁଭାଲ ହଉନି, ହୋଲଡିଂ ଟେକ୍ସ ମାତ୍ରାଧକ.ପ୍ଲଟ ଲେଆଉଟ ମେପ ଆପ୍ରୁଭାଲ ହେଉନି ବର୍ଷ ବର୍ଷ ଧରି.ଏମିତି ଅନେକ ଅସୁବିଧା.
@sujit_sahoo
@sujit_sahoo 3 ай бұрын
Bhala hela
@sagarjena6943
@sagarjena6943 3 ай бұрын
ତା ହେଲେ ପୁଣି ପଞ୍ଚାୟତ ହେବ ଗୁଣୁପୁର
@patitakumarchoudhury9855
@patitakumarchoudhury9855 3 ай бұрын
@@sagarjena6943 ହେଲେ ଭଲ ହୁଅନ୍ତା.
@vikaribehera3365
@vikaribehera3365 3 ай бұрын
ତୋ ମାଇପର ବୀଆ ଯୋଜନା କରିନଥିଲା ଆଉ
@hariharmahapatra4946
@hariharmahapatra4946 3 ай бұрын
BJD ଆଉ ଥରେ ଆସିଲେ କରିବ। କୋଉ ମୁହଁ ନେ଼ଇ ଭୋଟ ମାଗିବାକୁ ଜିବ। ମିଛ କହିବା BJD ଧର୍ମ।
@jagabandhugiri6980
@jagabandhugiri6980 3 ай бұрын
Jay Hind 🇮🇳🇮🇳🙏🙏
@BhimesenMajhi
@BhimesenMajhi 3 ай бұрын
Bjp ସରକାର୍ kana janiba bjd କରିଥିବା ଯୋଜନା ବା ନିଅମ।
@DebasishNayak-h3m
@DebasishNayak-h3m 3 ай бұрын
ଯାହାର ଯେତିକି ଅଉକାତ ନାଁ 😂
@SibaniGouda-wd9on
@SibaniGouda-wd9on 3 ай бұрын
Jay bjd
@pradeepkumarsinha803
@pradeepkumarsinha803 3 ай бұрын
ଏବେ ବିଜେଡି ସରକାର କିପରି ମିଥ୍ୟା ପ୍ରତିଶ୍ରୁତି ଦେଉଥିଲେ ତାହା ସ୍ପଷ୍ଟ ପ୍ରମାଣିତ ହୋଇଛି। ୨୪ ବର୍ଷରେ ଓଡ଼ିଶାବାସୀଙ୍କୁ ଅନ୍ଧାରରେ ରଖିଛି ବିଜେଡି ସରକାର । ମହାପ୍ରଭୁ ଶ୍ରୀଜଗନ୍ନାଥ ବିଜେଡି ସରକାରଙ୍କୁ ଦଣ୍ଡ ଦେଇଛନ୍ତି। ଏବଂ କ୍ଷମତାରୁ ବିଜେଡି ଦଳକୁ ହଟାଇ ଦେଇଛନ୍ତି। ଯେଉଁ ରାଜନୈତିକ ଦଳ/ସରକାର ଓଡ଼ିଶାର ନିରୀହ ଲୋକଙ୍କ ସହ ବିଶ୍ୱାସଘାତକତା କରିବେ, ସେମାନେ ବିଜେଡି ସରକାର ଭଳି ଦୁର୍ଦ୍ଦଶା ଭୋଗିବେ। କାରଣ ମହାପ୍ରଭୁ ଶ୍ରୀଜଗନ୍ନାଥ ଓଡ଼ିଶାର ମୁଖ୍ୟ ନେତା। ଆଉ ସେଥିପାଇଁ ବିଜେଡି ଯୁଗର ଅନ୍ତ ଘଟିଛି ।
@SipanPradha
@SipanPradha 3 ай бұрын
To bou bia chale maa gia
@jullysamal6626
@jullysamal6626 3 ай бұрын
Bjp EVM tampering kari ଜିତିଛି
@sabitatudu9717
@sabitatudu9717 3 ай бұрын
Chora bjp
@RajibPradhan-g9n
@RajibPradhan-g9n 3 ай бұрын
ମିଛୁଆ ନବୀନ ବାବୁ
@niranjanpanda8574
@niranjanpanda8574 3 ай бұрын
ନୂଆ ସରକାର ସବୁ ଜାଣି ଅଜଣା।ଦୁର୍ନୀତିର କାର୍ଯାନୁଷ୍ଠାନ ନାହି।
@bhaktabandhusahu3905
@bhaktabandhusahu3905 3 ай бұрын
Ruk ja bhaii .. system change karna padta h aur wo b 25 saal ka ek strong ecosystem h
@nilamanibeura9936
@nilamanibeura9936 3 ай бұрын
ଆଠଗଡ଼ରେ ସିତଳଭଣ୍ଡାରହେବା ଦରକାର
@jullysamal6626
@jullysamal6626 3 ай бұрын
ଆରେ kanak news ହାରାମି ତୁ କହୁନୁ ମାଝି କଣ କଲାଣି ବିକାଶ ନୂଆ କଣ ଜାଣିଚି ମୂର୍ଖ ହାଣ୍ଡିଆ ଗୁଟଖା ଖିଆ
@kabi9285
@kabi9285 3 ай бұрын
Thiki NAC re kichhi miluni
@akhilasethy8234
@akhilasethy8234 3 ай бұрын
ଯୁଜନା ମାଳମାଳ କରି ଥକିବାର କାରଣ ଭୁଗିଲା ବିଜେଡି
@sanjaynayak80
@sanjaynayak80 3 ай бұрын
Sabu BJD Kariba.. BJP kana khali vote naba
@sujit_sahoo
@sujit_sahoo 3 ай бұрын
25 barsa dhari kana bala upadu thila
@Davidbhaiii
@Davidbhaiii 3 ай бұрын
​@@sujit_sahooBJP kn Bala upadi deba
@bidyadhardeep432
@bidyadhardeep432 3 ай бұрын
ଅଲଗା ରାଜ୍ୟ ରେ ବିଜେପି ସରକର ଥିଲା କଣ କରିଛି ସେ kahila
@Maamohini2563
@Maamohini2563 3 ай бұрын
​@@bidyadhardeep432ତୁ ଯେତେ ମାଠିବୁ ମାଠ ମୁ ସେଇ ଦର୍ପୁଡ଼ା କାଠ
@DebasishNayak-h3m
@DebasishNayak-h3m 3 ай бұрын
25 ବର୍ଷ ମଧ୍ୟରେ ଓଡ଼ିଶା ରେ କଣ ଉନ୍ନତି ହେଇଛି,,, କାଠ ଚଷମା ପିନ୍ଧି ଦେଖ ବୋଧେ ଆଖି problem ଅଛି
@priyankagiri-t7e
@priyankagiri-t7e 3 ай бұрын
Bjd galua chora sarkar
@shaktishivanand
@shaktishivanand 3 ай бұрын
NAC naa Hele Loko Raagijibe BJP upare
@azubizu2534
@azubizu2534 3 ай бұрын
ଗାଁ ଚାରପଡା ଅଙ୍ଗନବାଡି କାଳିଆ ପଡା
@dolagobindaswain3091
@dolagobindaswain3091 3 ай бұрын
Vote rajaniti karichanti
@dolagobindaswain3091
@dolagobindaswain3091 3 ай бұрын
Kichi kagajapatra re nai bopa sampatibhabi declare karichanti
@MrMrchitta
@MrMrchitta 3 ай бұрын
Jadi gote area ku NAC ghosita hela pare sabu subidha miliparuchi tebe Govt kahiniki Panchayat Raj divas palan karuchhanti. Panchayat ku kan NAC vali sabu subidha dia jai paribani???
@jhunumandal6864
@jhunumandal6864 3 ай бұрын
jay Nabin babu🎉🎉🎉
@abanisahoo4948
@abanisahoo4948 3 ай бұрын
Sabu procedure eke dine hue nahin
@bidyasahu4587
@bidyasahu4587 3 ай бұрын
Sasana ku asithile karithanta.
@subhransu9817
@subhransu9817 3 ай бұрын
Nua silpa karantu puruna factory kama Kari diantu bekari dura heba otm Rahama kapada mill tritol suta mil emiti jete sabu factory achhi sabu kama Kari diantu bekari dura karantu
@khirendrabudek9577
@khirendrabudek9577 3 ай бұрын
A e ta thik ki
@pathanseva6324
@pathanseva6324 3 ай бұрын
Nimapara Nirvachan Mandli British Ke Time Ka GOP Kab Huga NAC.
@kabi9285
@kabi9285 3 ай бұрын
Kichhi NAC re miluni
@pradeepmanhira8641
@pradeepmanhira8641 3 ай бұрын
District bjp sarakar kari ba ki nahi
@AmarBhatra-of1xf
@AmarBhatra-of1xf 3 ай бұрын
Karya korbaku podbo😊
@prasantasahu2513
@prasantasahu2513 3 ай бұрын
Padampur k Zilla jenta,,,,,,henta NAC b....
@brajakishorepadhi4022
@brajakishorepadhi4022 3 ай бұрын
ମିଥ୍ଯା ର ସୌଦାଗର ନବୀନ ପଟ୍ଟନାୟକ।
@blessever2767
@blessever2767 3 ай бұрын
Kete tanka khaicho BJP ru bjd ku bhaya Karuchi bjp sarkar ye bjp sarkar odisha ku bhangi a kamo arambho korile
@asishkumarkhadanga9899
@asishkumarkhadanga9899 3 ай бұрын
Bhanjanagar Nac ru municipality hela
@dolagobindaswain3091
@dolagobindaswain3091 3 ай бұрын
Kagaja Patra re na Kari bopasampati Pari diclea kale
@ommprakashpanda8973
@ommprakashpanda8973 3 ай бұрын
Ahaku karjya kari kariba darkar.
@ajayakumarrout3036
@ajayakumarrout3036 3 ай бұрын
BJD RA KICHHI JOJANA KARJYAKARI KARANTUNAHIN
@lopamudramohanty1565
@lopamudramohanty1565 3 ай бұрын
Nac nahele bhal hab
@rakeshkumarsahoo4878
@rakeshkumarsahoo4878 3 ай бұрын
Tama area list re nahi ki
@hrudanandasahuofficial
@hrudanandasahuofficial 3 ай бұрын
ବିଜେଡିସରକାର ମିଛୁଆ ଛି ଛି
@subasmishra4370
@subasmishra4370 3 ай бұрын
Na heba bhala
@ConfusedLemonZester-mn7ln
@ConfusedLemonZester-mn7ln 3 ай бұрын
Bjd hojijibo just 6 months.coming congress.
@ଷଠତଶସହ
@ଷଠତଶସହ 3 ай бұрын
kakatpur nac. alaw
@AkshyaKumarMohanty-b1u
@AkshyaKumarMohanty-b1u 3 ай бұрын
Uraba Secretary still in same post. He may answer better 😂
@sarojkantamohanty2079
@sarojkantamohanty2079 3 ай бұрын
ଏହା ଥିଲା ପାଣ୍ଡୁର ଚାଲ.
@ganapatimobile7371
@ganapatimobile7371 3 ай бұрын
mui ta janithili
@sagarkumarpal
@sagarkumarpal 3 ай бұрын
🙄🙄😱😱
@Mo_odia_vlogs
@Mo_odia_vlogs 3 ай бұрын
Ghosana kari thila jitithile hei thanta...tame kara ..tame kari bani..janichu karana credit naveen sarkar ku jiba...😂
@chandramnisahoo1348
@chandramnisahoo1348 3 ай бұрын
Se ta asileni tume asila kariki dekhaa,
@biranchinarayanbehera3614
@biranchinarayanbehera3614 3 ай бұрын
Michhua bjd sarakar
@sunilpadhy1282
@sunilpadhy1282 3 ай бұрын
Record nhi to bondo korideo bholo havo And bjd korithiba sobu subidha bondo huo bjp new kise koru
@abhijitghosh9489
@abhijitghosh9489 3 ай бұрын
Why are you obsessed over BJD now? Please make shows asking current government about their manifesto. Also keep out of the road.
@premprakash9022
@premprakash9022 3 ай бұрын
Godi media go back go back
@sri1047
@sri1047 3 ай бұрын
BJP sabu newly kariba darakar
@deepakkumarpatra502
@deepakkumarpatra502 3 ай бұрын
BJP news
@suryakantamahalik3462
@suryakantamahalik3462 3 ай бұрын
ସୌମ୍ୟ ବାବୁ ହାରିହାରି ମୁଣ୍ଡ ବାଳ ପାଚିଗଲା କିନ୍ତୁ ନବୀନ ଙ୍କ ଦୟାରୁ 2019 ରେ ଜିତିଲ... ତଥାପି ଥୋବାର news କୁ ଦେଖ...
@rakeshkumarpanda8961
@rakeshkumarpanda8961 3 ай бұрын
Go court and file case on bjd for false and fake promises
@rajud3603
@rajud3603 3 ай бұрын
Semiti hele BJP birudhare mo janibare pakha pakhi 20 case book heba😂😂😂😂
@sujit_sahoo
@sujit_sahoo 3 ай бұрын
​@@rajud3603Banda ta haba
@a.k.m.studypoint0924
@a.k.m.studypoint0924 3 ай бұрын
@kanak news 34 nuhe 35 nac 1st phase, 22 nac 2nd phase
@RanjitKumarSethiRanjitKumarSet
@RanjitKumarSethiRanjitKumarSet 3 ай бұрын
Good action Naveen ku bada
@bapibalesore7554
@bapibalesore7554 3 ай бұрын
Bjd puni jitiba
@ChandanKumar-gh6lr
@ChandanKumar-gh6lr 3 ай бұрын
Swapna dekhutha
@AlekhaPatra-ss7pk
@AlekhaPatra-ss7pk 3 ай бұрын
Mithya ra saudagar
@pradeepkumarrout2786
@pradeepkumarrout2786 3 ай бұрын
BJP kan thika neichhi BJD jaha kahichhi sabu karyakari Kariba,abasyaka thile Kariba na hele nahi ,BJD pakhare bikri heithiba chhanel loka manaku bhua na bulau.
@DebasishNayak-h3m
@DebasishNayak-h3m 3 ай бұрын
ଠିକା ନେଇଛି ମାନେ,,, ସରକାର କଣ ଠିକାଦାର 😂 ଜନତା ସରକାର ଗଢ଼ନ୍ତି, ସରକାର୍ ଜନତା ଙ୍କୁ ନୁହେଁ।।।
@TALABABUGOPIBHAIEntertainments
@TALABABUGOPIBHAIEntertainments 3 ай бұрын
😂😅😅😅😅🎉🎉🎉🎉🎉🎉
@rautaraysurya3326
@rautaraysurya3326 3 ай бұрын
He sala ..e kya ho raha hai be ..😂😂
@bidyasahu4587
@bidyasahu4587 3 ай бұрын
Abe otv au argus chenel malika au karmachari ku tanka de e micha prachar kari jitila.ebe nama nia
@kailashchandra613
@kailashchandra613 3 ай бұрын
Nabinaku. Jhadapada. Jalara. Rakha. Tapara. Janapadiba
@GaneshBarada-f4f
@GaneshBarada-f4f 3 ай бұрын
Chora bjd😂😂
@RanajitroutRanajitrout
@RanajitroutRanajitrout 3 ай бұрын
Michhua bjd sarakar ra sabu gumar baharuchhi
@bhaskarmisra9169
@bhaskarmisra9169 3 ай бұрын
Madua BjD Sarkar
@deepakkumarsahoo9658
@deepakkumarsahoo9658 3 ай бұрын
Jay bjd
Friends make memories together part 2  | Trà Đặng #short #bestfriend #bff #tiktok
00:18
小蚂蚁会选到什么呢!#火影忍者 #佐助 #家庭
00:47
火影忍者一家
Рет қаралды 115 МЛН
didn't manage to catch the ball #tiktok
00:19
Анастасия Тарасова
Рет қаралды 33 МЛН