🔵 Unveiling The Truth With Spiritual Guru Kesab Maharaj || Kanak News

  Рет қаралды 2,088,052

Kanak News

Kanak News

Күн бұрын

Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Get latest updates on news, politics, sports, business, current affairs, entertainment, technology, health updates from Kanak News.
For the latest Odisha News Follow us:
Website :- kanaknews.com/
Instagram :- / kanaknewsofficial
LinkedIn :- / kanak-news
Facebook :- / kanaknews
App Kanak :- play.google.co...
Twitter :- / kanak_news
Telegram :- t.me/kanaknews...
#KanakNews #Odisha #spirituality

Пікірлер: 1 200
@Trending_lyrics_07
@Trending_lyrics_07 Жыл бұрын
ଜୀବନ ରେ ପ୍ରଥମ ଥର ପାଇଁ ମୁଁ kanak news କୁ ପୁରା ଦେଖିଲି। ଆଉ ମନ ରୁ ଧନ୍ୟବାଦ ଦେବାକୁ ଇଚ୍ଛା ହେଉଛି 😊। thank you
@SS_GANER
@SS_GANER 26 күн бұрын
Dvs❤
@SS_GANER
@SS_GANER 26 күн бұрын
Xvaf😂
@SS_GANER
@SS_GANER 26 күн бұрын
🎉xcvax
@oldschoolhr2225
@oldschoolhr2225 11 ай бұрын
ବାଃ ବାଃ ବାଃ, କେତେ ସୁନ୍ଦର ଜ୍ଞାନ ଏ ଛୋଟ କୁନି ବାଳକ ଙ୍କର ❤❤❤ just listen his Odia language depth 👏👏👏
@biranjanaditya731
@biranjanaditya731 Жыл бұрын
ଧନ୍ୟ ତମର ଜୀବନ କୁନି ବାବା ଆପଣଙ୍କ ପରି ଆମେ ସମସ୍ତେ ହେବ ଦରକାର
@brsongsbhajan2330
@brsongsbhajan2330 Жыл бұрын
କେଶବ ଦାସ ଦ୍ଵିତୀକୃଷ୍ଣଙ୍କ ପ୍ରବଚନ ଅତ୍ୟନ୍ତ ମର୍ମସ୍ପର୍ଶୀ । ଜୟ ଜଗନ୍ନାଥ🙏
@sanjuktadalai
@sanjuktadalai Жыл бұрын
ଧନ୍ୟ ତୁମେ କୁନି ସନ୍ଥ ! ଧନ୍ୟ ଆମ ଏଇ ଉତ୍କଳ ଜନନୀ ତୁମ ପରି ଧ୍ରୁବ , ପ୍ରହ୍ଲାଦ ସନ୍ତାନ କୁ ପାଇ । ଆସୁଛି ସତ୍ୟ ଯୁଗ , ଆସିବ ମାନବ ସମାଜର ବିରାଟ ପରିବର୍ତ୍ତନ ଏଇ ଭଳି ସନ୍ଥ ବୈଷ୍ଣବ ଙ୍କ ସାନିଧ୍ୟ ଲାଭ କରି । ମହାପ୍ରଭୁ ଜଗନ୍ନାଥଙ୍କ ସନାତନ ଧର୍ମ ସାରା ବିଶ୍ଵ କୁ ଆହ୍ଲାଦିତ କରିବ ସୁନିଶ୍ଚିତ ଏଥିରେ ସନ୍ଦେହ ନାହିଁ ।🙏🏻🙏🏻🙏🏻🙏🏻🙏🏻🌹🌹
@JajatiBhuyan-d8z
@JajatiBhuyan-d8z Жыл бұрын
Kuni baba bada hele Vanda baba
@SusantSamal-p6f
@SusantSamal-p6f Жыл бұрын
​@@JajatiBhuyan-d8z 😂😂😂Tume bhari bhala tuma nam kan
@JajatiBhuyan-d8z
@JajatiBhuyan-d8z Жыл бұрын
Vaba bahula na hei prakruti sta hua , di patha ghosiki kahi dela ,sabu vaba bahula hei Gala , sethi pai odisha sa re sarathi sura ka avaba nahi , nije nijara guru huha kouta vala kharap janina, ea kana bujheiba
@choudhurysnehapravadas9337
@choudhurysnehapravadas9337 Жыл бұрын
Good
@barsapanda2042
@barsapanda2042 11 ай бұрын
😂😂
@itspabitracreation4130
@itspabitracreation4130 Жыл бұрын
ମାନସ ଭାଇ ଙ୍କ ଉପସ୍ଥାପନା ଶୈଳୀ ଅତି ସୁନ୍ଦର ꫰꫰ କୁନି ବାବା ଙ୍କ ବହୁତ ଜ୍ଞାନ ꫰
@ashokbaral1201
@ashokbaral1201 Жыл бұрын
ପ୍ରଭୂ ଜଗନ୍ନାଥଙ୍କ କୃପାରୁ କୁନିବାବା ଆଗକୁ ବଢ଼ିବାରେ sahayak ହୁଅନ୍ତୁ
@sarojvlogs2913
@sarojvlogs2913 Жыл бұрын
ଅତି ସୁନ୍ଦର ଭାବରେ ପ୍ରବଚନ ଶ୍ରବଣ କଲେ ବାବା 🙏
@smitabehera8601
@smitabehera8601 Жыл бұрын
ଆପଣ ଙ୍କ ପରିଶ୍ରମ ବୃଥା ଜୀବନୀ ବାବା ମୋର ଭାଗଵନଙ୍କ ଠାରେ ପ୍ରାଥାନା🙏 ଜୟ ଜଗନ୍ନାଥ
@manumajhi5469
@manumajhi5469 Жыл бұрын
ଧନ୍ୟ ଆପଣ କୁନି ବାବା, ଯଦି ସମସ୍ତଙ୍କ ମାତା ପିତା ନିଜ ପିଲାଙ୍କୁ ଏ ଭଳି ସଂସ୍କାର ଦିଅନ୍ତେ, ଭାଗବତ ପାଠ କରିବା ଶିଖାନ୍ତି ତେବେ ଏ ଭଳି ଜ୍ଞାନ ଅର୍ଜନ କରନ୍ତେ....
@ChailBihariPandey-yt8yn
@ChailBihariPandey-yt8yn Жыл бұрын
Jay Shree Krishna
@punimadas2945
@punimadas2945 9 ай бұрын
⁹99⁰​@@ChailBihariPandey-yt8yn
@dandapanipattnayak4424
@dandapanipattnayak4424 9 ай бұрын
😊😊
@goodartitude.9917
@goodartitude.9917 Жыл бұрын
ଆଜି ଭଳି ଦୁନିଆଁ ରେ ଏତେ କମ ବୟସ ରୁ ଏତେ ଜ୍ଞାନୀ ସଂସ୍କୃତ ରେ ପ୍ରାରଙ୍ଗମ ଧନ୍ୟ ଧନ୍ୟ ତୁମେ କେଶବ. 🙏ମୁଁ ଭାବୁଛି ଚରଣ ରାମ ଦାସ ଆଉ ଥରେ ଏ ଓଡ଼ିଶା ଧରାପୃଷ୍ଟ କୁ ଆପଣଙ୍କ ଆତ୍ମାରେ ଆସିଛନ୍ତି. 🙏ମୁଁ ଭାବୁଛି ତୁମ ଭଳି ଅନେକ ପିଲା ଏମିତି ବାହାରିଲେ ଏ କଳିଯୁଗ ଆହୁରି କିଛି ବର୍ଷ ଲମ୍ବିଯିବ.. 🙏ଜୟ ଜଗନ୍ନାଥ 🙏⚫️❗️⚫️🙏
@DujadhanRajgond
@DujadhanRajgond 9 күн бұрын
Patrakar ebato emiti bahut sundar baba ko bi bahut bahut danya bhad
@jugalsahu6671
@jugalsahu6671 Жыл бұрын
ସବୁ ରାମ କୃଷ୍ଣ ଭଗବାନ ର ଲୀଳା ତାଙ୍କ ଆଶୀର୍ବାଦ ଅଛି
@HiranyaBehera-d4v
@HiranyaBehera-d4v 7 ай бұрын
Tata gandi marila sala madhura Chu
@spsunilpradhan
@spsunilpradhan Жыл бұрын
ସେ ଯାକୁ ହୁଅନ୍ତି ସଦୟ,ଜ୍ଞାନ ତା ହୃଦରୁ ଉଦୟ. 🙏🙏🙏🙏🙏🙏
@saikalaniketan6677
@saikalaniketan6677 Жыл бұрын
ଜୟ ଜଗନ୍ନାଥ ।ପ୍ରଭୁ ତମକୁ ଭଲରେ ରଖନ୍ତୁ। ତମ ପିତାମାତାଙ୍କୁ ପ୍ରଣାମ
@rajendraswainswain6878
@rajendraswainswain6878 Жыл бұрын
Lord Jagatnath ,even Jesus,Allah has not any power but citizens have every power SO BETTER TO EDUCATE EVERY CHILD ,Giving occupation training yo every child with occupation loan yo get a dedicated leader from.such child.Kuni baba can not create leaders but flatter religious politicians.
@ashokbehera1264
@ashokbehera1264 7 ай бұрын
ଧନ୍ୟବାଦ ଭାଇ❤
@jayakrushnabehera8564
@jayakrushnabehera8564 7 ай бұрын
@IndrajitSahoo-j7o
@IndrajitSahoo-j7o Жыл бұрын
ବାଃ. କି ବିଚାର. ଜୟ ହେଉ ପ୍ରଭୁ ପରଂବ୍ରହ୍ମ ଙ୍କର. କୁନି ଭକ୍ତଙ୍କର କଲ୍ୟାଣ କର ପ୍ରଭୁ 🙏
@alekhchandrabeja5578
@alekhchandrabeja5578 Жыл бұрын
କୁନି ବାବା ଆପଣ ମାନବ ସମାଜର ପ୍ରେରଣା,ଗର୍ବ,ଗୌରବ ।ଧନ୍ୟ ଆପଣଙ୍କ ପିତା ମାତା ।
@manojpuri100k
@manojpuri100k Жыл бұрын
Amiti gote episode dekhiki bhari khusi lagila kanak news ku bohut bohut dhanyawad Jay Jagannath ⭕❗⭕🙏
@chikunaik-id3yr
@chikunaik-id3yr 18 күн бұрын
बिस्वकर्मा
@SuperNoName310
@SuperNoName310 11 ай бұрын
ବହୁତ୍ power full ପିଲା, ଓଡ଼ିଶା ଧନ୍ୟ ନିଶ୍ଚିତ ଏମିତି ପିଲା ପାଇ ଏବଂ ଭଗବାନଙ୍କ ଠାରେ ସମସ୍ତେ ଚିରରୁଣୀ 🙏🙏🙏
@khatitime6793
@khatitime6793 10 ай бұрын
ଭଗବାନ୍ ଏହି କୁନି ପ୍ରବଚକ ଙ୍କୁ ବହୁତ୍ ଆଗକୁ ନେଇଯାନ୍ତୁ।। ଜୟ ଶ୍ରୀ ଜଗନ୍ନାଥ 🙏🏻🙏🏻 ⭕❗⭕🙏🏻🙏🏻....
@chandrikanaik6588
@chandrikanaik6588 Жыл бұрын
ଭଗବାନ ସହାୟ ହୁଅନ୍ତୁ.... ଜୟ ଜଗନ୍ନାଥ। ଭଜନ ଗୁଡିକ ଅତ୍ଯନ୍ତ ମାର୍ମିକ ଓ ହ୍ରୁଦୟ ସ୍ପର୍ଶୀ।
@RASHMITANAIK-zz3cr
@RASHMITANAIK-zz3cr 9 ай бұрын
ଭଗବାନ ରାମ କୃଷ୍ଣ ଆପଣଙ୍କୁ ବହୁତ୍ ଆଗକୁ ନିଅନ୍ତୁ
@raghunarhkarjee947
@raghunarhkarjee947 Жыл бұрын
ସତ୍ୟ ସନାନ୍ତନ ହିନ୍ଦୁ ଧର୍ମ ର ଜୟ ହେଉ !ଜୟ ଜଗନ୍ନାଥ 🕉️🕉️🕉️🕉️🕉️🕉️🕉️🚩🚩🚩🚩🚩🚩🚩🚩🚩🚩🙏🙏🙏🙏🙏🙏🙏🙏🙏
@bhagabanapradhan8138
@bhagabanapradhan8138 16 сағат бұрын
ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଟି ବହୁତ ସୁନ୍ଦର ଥିଲା ଧନ୍ୟବାଦ।
@SarojiniJinu-rh9gq
@SarojiniJinu-rh9gq Жыл бұрын
ଜୟ ଜଗନ୍ନାଥ ମହାପ୍ରଭୁ 🙏 ଆପଣ ଙ୍କୁ ଜଗନ୍ନାଥ ମହାପ୍ରଭୁ 🌑❗🌑 ଭଲରେ ରଖିଥାନ୍ତୁ ❤❤❤
@unkumar7627
@unkumar7627 Жыл бұрын
ଧନ୍ୟ ଧନ୍ୟ କେଶବଦାସ ଜୀ। ଧନ୍ୟ ଧନ୍ୟ ତାଙ୍କର ପିତା ମାତା ଯିଏ ଏଭଳି ପୁତ୍ରକୁ ଜନ୍ମ ଦେଇଛନ୍ତି।
@ChhabilaMunda
@ChhabilaMunda Жыл бұрын
ଜୟ ଜଗନ୍ନାଥ 🙏 ଏ କୁନି ଗୁରୁଜୀ ହେଉଛନ୍ତି, ପ୍ରଭୁ ଶ୍ରୀ କୃଷ୍ଣଙ୍କ ଅଂଶ
@bhagabatbarik2521
@bhagabatbarik2521 Жыл бұрын
ବହୁତୀ ଖୁସି ଲାଗିଲା ଆଙ୍କର କଥା ଶୁଣି ବହୁତ ଭଲ ପ୍ରଶ୍ନ କରୁଛନ୍ତି
@saihimanshubarik
@saihimanshubarik Жыл бұрын
ବହୁତ ସୁନ୍ଦର ଉପସ୍ଥାପନା 🙏 ଜୟ ସନାତନୀ
@prangya411
@prangya411 Жыл бұрын
ବହୁତ୍ ସୁନ୍ଦର ଲାଗିଲା ବାବା ଙ୍କ କଥା ଶ୍ରବଣ କରିକି ଜୟ ଜଗନ୍ନାଥ 🙏🙏🙏
@panigrahisbiology2204
@panigrahisbiology2204 Жыл бұрын
ଜୟ ଜଗନ୍ନାଥ... କୁନି ବାବାଙ୍କର ଜୟ ହେଉ
@Jugbalgond7777
@Jugbalgond7777 2 ай бұрын
🌅ବହୁତ ସୁନ୍ଦର କଥା କହିଲେ କୁନି ବାବା ଆପଣଙ୍କୁ କୋଟି କୋଟି ପ୍ରଣାମ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🌺🌺🌺🕯️🕯️🕯️
@real_reeton4239
@real_reeton4239 Жыл бұрын
Best Interview Manash Bhai❤
@RabindranathNayak-vd6bh
@RabindranathNayak-vd6bh 10 ай бұрын
ଅତି ସୁନ୍ଦର
@genuineformal3219
@genuineformal3219 Жыл бұрын
dhanya tumar mata pita ohh guru nku koti koti pranam.....
@dkamalpriyaachary9938
@dkamalpriyaachary9938 Жыл бұрын
Bahuta khusi lagila suniki ..bahuta bahut dhanybad..
@likunsamal3296
@likunsamal3296 Жыл бұрын
ସତରେ କୁନିବାବା ଙ୍କ କଥା ରେ ବହୁତ ମିଠା ଅଛି ଯେତେ ଶୁଣିଲେ ବି ଆହୁରି ଶୁଣିବାକୁ ଇଛା ହେଉଛି 🙏🙏
@un.status3624
@un.status3624 Жыл бұрын
ଠିକ କହିଲେ ଭାଇ
@manaranjanmaharana5663
@manaranjanmaharana5663 Жыл бұрын
Right bro😊
@RamRam-ww5gj
@RamRam-ww5gj 9 ай бұрын
​@@un.status3624ggyg
@sukumarbehera584
@sukumarbehera584 22 күн бұрын
ବହୁତ ସୁନ୍ଦର କୁନି ବାବାଙ୍କୁ କିଛି ଧର୍ମ ବିଷୟରେ ଜଣାଇଲେ ଜୟ ଜଗନ୍ନାଥ
@narayanasahoo4501
@narayanasahoo4501 Жыл бұрын
ଅତି ସୁନ୍ଦର ଆପଣ ଆଗାମୀ ଦିନରେ ସମାଜକୁ ପରିବର୍ତ୍ତନ କରିବାରେ ଚେଷ୍ଟା କରିବେ ବୋଲି ଆଶା
@user-Kartik9887
@user-Kartik9887 Жыл бұрын
ଭଗବାନ ଶ୍ରୀ କୃଷ୍ଣ ଙ୍କ ଲୀଳା ଅପୂର୍ବ ରାଧେ ରାଧେ
@brajeswarisingh909
@brajeswarisingh909 Жыл бұрын
କୁନିବାବା, ସବୁ ସେହି କାଳିଆର ଇଛା ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ l ଆପଣଙ୍କ କଥା ଶୁଣିବାକୁ ବହୁତ ଭଲ ଲାଗେ
@mamatadas8767
@mamatadas8767 8 ай бұрын
Jay gurudev. Jay Jagannath 🙏🙏🙏🌷🌷🌷🌷
@SantoshchandraRath-md3mc
@SantoshchandraRath-md3mc Жыл бұрын
ଜୟ ଜଗନ୍ନାଥ କୁନି ବାବା, ଆପଣତ ଜ୍ଞାନର ଗନ୍ତାଘର । ଆପଣଙ୍କ ମୁଖ ନିଃସୃତ ବାଣୀ ଶୁଣି ବହୁତ ଖୁସି ଲାଗିଲା ।ଆପଣଙ୍କ ବାଣୀ ଟିକିଏ ସନାତନୀ ବିରୋଧୀ ମାନେ ଶୁଣିଲେ ଅବଶ୍ୟ ସୁଧୁରିଯାଅନ୍ତେ ।।
@purnachandramohanta4639
@purnachandramohanta4639 9 ай бұрын
କୁନି ବାବା ତ କହିଲେ ସମସ୍ତେ ସନାତନୀ ହେଇ ଜନ୍ମ ହୋଇଛନ୍ତି ତେବେ ସନତାନୀ ବିରୋଧୀ ପୁଣି କିଏ?
@jayakrishna865
@jayakrishna865 8 ай бұрын
ବାବାଙ୍କୁ ଜଗନ୍ନାଥ ଦୀର୍ଘାୟୁ କରନ୍ତୁ, ଆହୁରି ଜ୍ଞାନ ଆହରଣ କରନ୍ତୁ ଏବଂ ଜଗତବାସୀଙ୍କୁ ଉତ୍ତମ ଦିଗଦର୍ଶନ ଦିଅନ୍ତୁ। ଜୟ ଜଗନ୍ନାଥ।
@guptaprasadsahu5458
@guptaprasadsahu5458 Жыл бұрын
A episode besi bholo lagila....ete kam age re ete mind kemiti achi... God gift ka
@harekrushnapagal1405
@harekrushnapagal1405 11 ай бұрын
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ ପ୍ରଭୁ ସବୁ ତୁମ ଇଛା ମହାବାହୁ କାଳିଆ ସାଆନ୍ତେ ସବୁ ତୁମ ଇଛା ମହାବାହୁ କାଳିଆ ସାଆନ୍ତେ ❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤
@sibanisankar6328
@sibanisankar6328 Жыл бұрын
ଅତି ସୁନ୍ଦର ଜୟ ଜଗନ୍ନାଥ 🙏
@SusantSamal-p6f
@SusantSamal-p6f Жыл бұрын
...Jay shree guruswami saranam kunibaba
@anilkusahoo33539
@anilkusahoo33539 Жыл бұрын
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ ⭕‼️⭕
@nibeditapradhan-do2ey
@nibeditapradhan-do2ey 11 ай бұрын
Ati sundar katha upastapana...kuni prabacha ku Kati Kati pranam 🙏🙏🙏
@_Jyoti123
@_Jyoti123 11 ай бұрын
ବହୁତ ସୁନ୍ଦର ❤ ଜୟ ଜଗନ୍ନାଥ 🙏🌼
@kanistakonhar736
@kanistakonhar736 Жыл бұрын
ଭାଇ ଙ୍କ ବହୁତ ସ୍ମରଣ ଶକ୍ତି ଅଛି ତେଣୁ ବହୁତ ଧନ୍ୟବାଦ୍। କିନ୍ତୁ ସତ୍ୟ କଣ ସେ ଜାଣିବା ର ଆବଶ୍ୟକା ଅଛି ।ଦେଶ ପାଇଁ ଆବଶ୍ୟକତା କଣ ଅଛି ସେ ଜାଣିବା ଦରକାର । ସନାତନ ଧର୍ମ କଥା ଭାଇ କହୁ ଛନ୍ତି କିନ୍ତୁ ସତ୍ୟ ସନାତନ ଧର୍ମ କଥା ବୋଧେ ଜାଣି ନାହାଁନ୍ତି ତେଣୁ ସେ ବିଷୟ ରେ ଜାଣିଲେ ଆମ ଜଗତର ବହୁତ କଲ୍ୟାଣ ହୋଇ ପାରନ୍ତା ମୁଁ ଭାବୁଛି।
@sindhukhanduala3614
@sindhukhanduala3614 Жыл бұрын
ହୁଁ ନ କହିଲେ ଭୂତ ଶୁଣିଦବ।ମାନସ ଭାଇ ସେଇଟା ହିଁ କରୁଛନ୍ତି। ଜୟ ଜଗନ୍ନାଥ ❤
@SanjayaOjha-uw3ce
@SanjayaOjha-uw3ce 9 ай бұрын
Mane kn
@dhabalebehera8374
@dhabalebehera8374 Жыл бұрын
ଅତି ସୁନ୍ଧର
@Deba_Bhai_Official
@Deba_Bhai_Official Жыл бұрын
ଜୟ ଜଗନ୍ନାଥ ଆଜ୍ଞା 🙏⭕‼️⭕🙏 କେଶବ ବାବା ❤ ବହୁତ ସୁନ୍ଦର
@sanjoykumardas2902
@sanjoykumardas2902 4 ай бұрын
ମାନସ ରଂଜନ ଙ୍କୁ ବହୁତ ବହୁତ ଧନ୍ୟବାଦ ସହ ଠାକୁରଙ୍କ ଆଶିର୍ବାଦ । ଖୁବ୍ ଭଲ ଲାଗିଲା କେଶବ ଦାସ ବାବା ଙ୍କ ବାର୍ତ୍ତା ।
@nikunjabihariparida1038
@nikunjabihariparida1038 10 ай бұрын
ସତ୍ୟ ହିଁ ସନାତନ 🙏💐
@keshabasahu6260
@keshabasahu6260 11 ай бұрын
ପ୍ରଣାମ... ସ ତ ବୁ ଧି ଦା ତା.. ଜୟ ଜଗନ୍ନାଥ
@kshitishpradhan5049
@kshitishpradhan5049 Жыл бұрын
Odisha needs this type of person... I am glad this type of interview.
@akashmalik6970
@akashmalik6970 Жыл бұрын
Dgkm
@RaghunathSahooR7
@RaghunathSahooR7 Жыл бұрын
ବହୁତ ସୁନ୍ଦର। ପରିପକ୍ଵ ଉତ୍ତର ଦେଲେ।
@satyajitbehera1235
@satyajitbehera1235 Жыл бұрын
Kuni babunku mora Pranama , mu jetebele apananka video dekhe bahut ananda lage .apananku Prabhu bhalare rakhantu .
@manojsahoo6413
@manojsahoo6413 9 ай бұрын
ଜୟ ଜଗନ୍ନାଥ 🙏🌺🙏
@abiramgamango-nv6hf
@abiramgamango-nv6hf Жыл бұрын
ଆଜ୍ଞା 🙏କୁନି ବାବା ସତ କହିଛନ୍ତି, ଯେ ଜ୍ଞାନ ଆଉ ବୁଦ୍ଧି ଏଥିରେ ଜ୍ଞାନ ଗୁରୁଜୀଙ୍କ ଆଉ ଧର୍ମତପ୍ଵ ଧର୍ମଗୁରୁ ମାନଙ୍କ ଠାରୁ ପାଇବେ କିନ୍ତୁ ବୁଦ୍ଧି ନିଜର ଅଭିଜ୍ଞତା ଓ ବୟସଅନୁକ୍ରମରେ ପାଇବେ, ବାପା ମାଆ ମୁଖ୍ୟ ଭୂମିକା ର . ...,... ଏହି ମଣିଷପାଖରେ ଅସମ୍ଭବ କିଛି ନାହି
@rajendraswainswain6878
@rajendraswainswain6878 Жыл бұрын
The Kunis baba is neglected by his parents to learn school education properly and ruined their own.child just in blind believes.
@karunakarbiswal2969
@karunakarbiswal2969 11 ай бұрын
ଆପଣଙ୍କ ଜ୍ଞାନ ବହୁତ ମହାନ, ନିଶ୍ଚିତ ସମାଜକୁ ଦିଗଦର୍ଶନ ଦେବ.......
@sarojkumarpradhan1917
@sarojkumarpradhan1917 Жыл бұрын
Excellent curiosity excellent dialog excellent courage excellent topic excellent thanks
@SujataPati-i7h
@SujataPati-i7h Жыл бұрын
Dhanay kuni baba thakura nka tha re bahut vakti samarpana vaba dhanay bapa
@kirankumar-el6sx
@kirankumar-el6sx Жыл бұрын
ଅତି ସୁନ୍ଦର ଉପସ୍ଥାପନା 👌
@rasmiranjanrout-o9q
@rasmiranjanrout-o9q 8 ай бұрын
ସୁନ୍ଦର ଉପସ୍ଥାପନା 🙏
@Suresheditz074
@Suresheditz074 Жыл бұрын
Excellent topic
@smitamohanty3302
@smitamohanty3302 4 ай бұрын
Very beautiful
@amareshchandrarout6997
@amareshchandrarout6997 Жыл бұрын
Thanks Kanak news present this episode..🙏
@vloggingwithhawa
@vloggingwithhawa Жыл бұрын
ଆହା ବହୁତ୍ ସୁନ୍ଦର ବହୁତ୍ ସୁନ୍ଦର ❤ ପ୍ରବଚନ ଜୟ ଜଗନ୍ନାଥ ପ୍ରଭୁ
@Pruseth_10
@Pruseth_10 Жыл бұрын
ବହୁତ ଭଲ ଭଗବାନ ତୁମକୁ ଭଲ ରେ ରଖି ଥାନ୍ତୁ
@srmmohapatra3386
@srmmohapatra3386 8 ай бұрын
Incredible programme, carry on...
@psssaren90
@psssaren90 Жыл бұрын
Sobu thu ehi episode bholo lagila 😊😊😊 jay kanak news
@jtvodiaentertainment5879
@jtvodiaentertainment5879 10 ай бұрын
ଜଣେ ବାପା ଗୋଟେ ଡାକ୍ତର ପୁଅ ଜନ୍ମ ଦେଲେ ଏତେ ଗର୍ବ ଅନୁଭବ କରିବେ ନାହିଁ, ଯେତେ ଅନୁଭବ କରୁଥିବେ କୁନି ପ୍ରବଚକ ଙ୍କ ବାପା ମା, ଧନ୍ୟ ସେ ପିତା ମାତା ଧନ୍ୟ ତାଙ୍କର ସଂସ୍କାର, ଧନ୍ୟ ତାଙ୍କର ପିଲା ଜନ୍ମ କରିବା ସାର୍ଥକତା ଜୟ ଜଗନ୍ନାଥ, ଜୟ ଗୁରୁ ଗୋବିନ୍ଦାୟ ନମଃ
@jagadishsingh1174
@jagadishsingh1174 Жыл бұрын
Many many thanks to Keshab ji and the Anchor.
@DillipRath-h7o
@DillipRath-h7o 3 ай бұрын
Heaven Born Shine
@sipunnrutyasree9637
@sipunnrutyasree9637 Жыл бұрын
Tq kanak tv🙏
@KishoreJena-dl5fe
@KishoreJena-dl5fe 9 ай бұрын
Jayajaganatha jaya ho🙏🙏🙏🚩🚩🚩🕉🕉🕉jaya kuni baba jaya jo ati sundara lagila apnka katha interveiw neuthiba upajukata bekti thile dhaniyabad sir🎉🎉
@mantusahu8079
@mantusahu8079 Жыл бұрын
Jay Jagannath mahaprabhu Jay kuni keshav prabhu ❤🙏🙏🙏
@shudhanshuofficialjunagarh9396
@shudhanshuofficialjunagarh9396 8 ай бұрын
ଜୟ ଜଗନ୍ନାଥ ଧନ୍ୟ ତୁମେ ଏଇ ବୟସରେ ପ୍ରଭୁଙ୍କ ର ଏତେ ନିକଟତ ର ହୋଇଥିବାରୁ
@sanjuktabiswal1569
@sanjuktabiswal1569 Жыл бұрын
କୁନି ପୁଅ ତୋତେ ଭଗବାନ ଙ୍କ କୃପା ଅଛି ଓ ସରସ୍ୱତୀ କଣ୍ଠରେ ବିଜେ କରାଇଅଛନ୍ତି. ବୟସ ଅନୁସାରେ ବହୁତ ଜଣାଅଛି ବହୁତ ଆଗକୁ ଯିବୁରେ ପୁଅ ପ୍ରଭୁଙ୍କ ଆଶୀର୍ବାଦ ଅଛି
@rajendraswainswain6878
@rajendraswainswain6878 Жыл бұрын
No,the boy is neglected school education fir which unable analyze about God about memory power abd about discussion about religious value.
@Xxxlgey
@Xxxlgey Жыл бұрын
​@@rajendraswainswain6878English ରେ କମେଣ୍ଟ ଲେଖୁଛୁ ଯଦି ସଠିକ୍ ଭାବରେ ଲେଖିବୁ, ଏତେ spelling mistake କ'ଣ ପାଇଁ ??
@PranabBastia
@PranabBastia Жыл бұрын
​@@rajendraswainswain68781st Tu school jaa au english sikh thik se .... Se thik school jauchi au thik patha patha padhuchi
@rajendraswainswain6878
@rajendraswainswain6878 Жыл бұрын
@@Xxxlgey Thanks.You.may correct spelling mistake and translate it inti Oriya if youlove secular India.If you.like only Hinduism nothing to say.Thsnk you for your commenting in stead of flattering.
@rajendraswainswain6878
@rajendraswainswain6878 Жыл бұрын
@@Xxxlgey I WILL HAVE TO answer International,national regional news along with local phone ,domestic work. BEFORE COMPLETING A COMMENT NEW ONE IS COMING FOR WHICH NO TIME FOR CORRECTION , even to write in regional language.Hence I may be excused.
@munnuoram7683
@munnuoram7683 9 ай бұрын
Bahut khusi lagila apanka katha suni ki❤🚩🚩jai Sri Ram🚩🙏🙏jai jagannath 🙏
@PramodaMaharana-w3d
@PramodaMaharana-w3d Жыл бұрын
Beautiful episode❤
@mamatadas1284
@mamatadas1284 Жыл бұрын
Exilent kuni baba & exilent kanak news
@SanyasiDalapati
@SanyasiDalapati Жыл бұрын
🕉️ବା ବା କେଶବ ଦାସ ଙ୍କୁ ମହା ପ୍ରଭୁ ଶ୍ରୀ ଜଗନ୍ନାଥ ଭଲରେ ରଖନ୍ତୁ ଆମେ ସବୁବେଳେ ପ୍ରବଚନ ଶୁଣୁଥିଲୁ ଜୟ ଜଗନ୍ନାଥ, 🙏🙏🙏🙊🙉🙈👍
@rajendraswainswain6878
@rajendraswainswain6878 Жыл бұрын
No there is also time to learn school education especially science geigeaphy ,Mathematics,history English to analyze about religious value as so many concepts are based on blind believes.
@gangadharrout9499
@gangadharrout9499 Ай бұрын
Jay shree krishna 🙏
@PRADEEPBEHERA-gt7hg
@PRADEEPBEHERA-gt7hg Жыл бұрын
🙏🥰🥰ସବୁବେଳେ ଭଲ ରେ ରୁହନ୍ତୁ 🥰🥰🙏
@SujataPati-i7h
@SujataPati-i7h Жыл бұрын
Tuma katha suni bahut santi lagichi o jibana dhanay heijuchi tuma ku bahut bahut dhanay bad ❤❤❤❤❤❤❤❤❤😂😂
@bichitramayadunia3834
@bichitramayadunia3834 Жыл бұрын
Bahut sundar Jay jagannath 🙏
@srinibasbariha1096
@srinibasbariha1096 Жыл бұрын
Gurukrupahi kebalam.daiba pradatta pratibha re balajogi bidwan..se pastatya bidyare madhya se ballian.thank you for this presentation. Namaste
@sardareditz2027
@sardareditz2027 Жыл бұрын
Our next CM of Odisha 😇 jay jagannath 🙏
@educationaltips4299
@educationaltips4299 Жыл бұрын
😂
@ganeshtiki9642
@ganeshtiki9642 7 ай бұрын
RAM,🚩🚩, RAM, 🚩🚩, RAM
@JeetKumar-km8uw
@JeetKumar-km8uw Жыл бұрын
ଜୟ ବାବା କୁନିପ୍ରବଚକ 🙏🏻🙏🏻🙏🏻🙏🏻
@KumarswainKumarswain
@KumarswainKumarswain 8 ай бұрын
❤❤
@KumarswainKumarswain
@KumarswainKumarswain 8 ай бұрын
🥱🥱🥱👍👍👍👍👌👌👌👌
@SaritaPadhan-xr8tq
@SaritaPadhan-xr8tq Жыл бұрын
Jày Jagannath.babankara katha bahut hrudayaswasi
@sagarmalik4892
@sagarmalik4892 Жыл бұрын
Very beautiful prabhuji
@panchananbehera1217
@panchananbehera1217 Жыл бұрын
Jay Guru Bahut Sundar,God bless U.💐🙏💐🙏
@KingOfWhatsappstatus21
@KingOfWhatsappstatus21 Жыл бұрын
ମୁଁ ପୁରା ଏକମତ କେଶବ ଦାସ ଦୂତିକୃଷ୍ଣ ସତ୍ୟ ସନାତନ ନିତ୍ୟ ନରନ୍ତନ
Pranam Odisha : Kuni Prabachak Keshab Das Dwitikrishna | NandighoshaTV
25:29
ТИПИЧНОЕ ПОВЕДЕНИЕ МАМЫ
00:21
SIDELNIKOVVV
Рет қаралды 1,6 МЛН
小路飞嫁祸姐姐搞破坏 #路飞#海贼王
00:45
路飞与唐舞桐
Рет қаралды 29 МЛН
إخفاء الطعام سرًا تحت الطاولة للتناول لاحقًا 😏🍽️
00:28
حرف إبداعية للمنزل في 5 دقائق
Рет қаралды 79 МЛН
Миллионер | 2 - серия
16:04
Million Show
Рет қаралды 1,4 МЛН
🔵 Unveiling The Truth With Jatra Actress Rani Panda || Kanak News
23:22
ТИПИЧНОЕ ПОВЕДЕНИЕ МАМЫ
00:21
SIDELNIKOVVV
Рет қаралды 1,6 МЛН