🔵 Exclusive With VK Pandian | Dharmendra Pradhan Vs VK Pandian

  Рет қаралды 301,307

Kanak News

Kanak News

Ай бұрын

Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Get latest updates on news, politics, sports, business, current affairs, entertainment, technology, health updates from Kanak News.
Join us on WhatsApp to get latest updates : whatsapp.com/channel/0029Va9q...
For the latest Odisha News Follow us:
Website :- kanaknews.com/
Instagram :- / kanaknewsofficial
LinkedIn :- / kanak-news
Facebook :- / kanaknews
App Kanak :- play.google.com/store/apps/de...
Twitter :- / kanak_news
Telegram :- t.me/kanaknewsofficial
WhatsApp: whatsapp.com/channel/0029Va9q...
#KanakNews #Odisha #vkpandian

Пікірлер: 765
@lalitparida1132
@lalitparida1132 28 күн бұрын
ଜନ ସାଧରଣ ରାଗିକି ତାତିଲେଣି, ଯଦି ଭଲ ଦଶା ଅଛି ଗାଁ କୁ ପଳା। ବଞ୍ଚିଯିବ । ନଚେତ୍ ଏଇଠି ଫଟୋ ହୋଇଯିବ ।
@smrutishikhadas5344
@smrutishikhadas5344 14 күн бұрын
😂😂
@user-zi7uy7ff1h
@user-zi7uy7ff1h 9 күн бұрын
Right
@user-uk7bk3on6c
@user-uk7bk3on6c 8 күн бұрын
​@@smrutishikhadas5344t 0:08
@dibya63
@dibya63 Ай бұрын
ଏତେ ଦିନ ପରେ vk pandian ଙ୍କ କୋଉ odia channel direct interview ନେଲା
@sidhitumpuli
@sidhitumpuli 21 күн бұрын
My fav ଧାମନଗର MLA suraj suryabansi❤
@suvransudey3655
@suvransudey3655 Ай бұрын
ବିଜେପି ନେତାମାନେ ଓଡିଶାର ଜଣ ସାଧାରଣଙ୍କୁ ଆଉ କେତେଦିନ ମିଛ ସତ କହି ବୋକା ବନାଇବେ ଓଡିଶାର ଜନ ସାଧାରଣଙ୍କୁ l
@Mithi03278
@Mithi03278 Ай бұрын
ଓଡିଶା ଆମର ଜଗନ୍ନାଥ ଙ୍କ ରାଜ୍ୟ। ଏଠି ଭଗବାନ ବଡ଼ ପଣ୍ଡା ଙ୍କୁ ଯେତିକି ଭଲ ପାଆନ୍ତି ଦାସିଆ ବାଉରୀ କୁ ବି ସେତିକି ଭଲ ପାଆନ୍ତି, ସେତିକି ଭଲ ଭକ୍ତ ସାଲବେଗ ଙ୍କୁ ବି ପାଆନ୍ତି। ଭିକାରୀ ବଳ ଙ୍କ ଭଜନ ତାଙ୍କର ଯେତିକି ପ୍ରିୟ ସିକନ୍ଦର ଆଲାମ ଙ୍କ ଭଜନ ବି ସେତିକି ପ୍ରିୟ। ତେଣୁ ଜାତି ଧର୍ମ ନା ରେ ସବୁଆଡେ ଦଙ୍ଗା କରୁଥିବା ଦଳ କୁ ଆମ ଶାନ୍ତି ପ୍ରିୟ ଜଗନ୍ନାଥ ଙ୍କ ରାଜ୍ୟରେ ସ୍ଥାନ ମିଳିବା ଉଚିତ୍ ନୁହେଁ। So for peace and development of Odisha, supporting only Naveen babu❤️ and BJD❤.Jai Sri Jagannath 🙏
@rudraprasadsarangi6644
@rudraprasadsarangi6644 Ай бұрын
Supporting Naveen Babu is good... But Is Naveen babu the real leader of Odisha? Ask yourself.... Yes The Bharatiya Janta party is working on Hindutwa ideology not secularism but change should have to be happened... That's how we can kick this outsider out of our state...
@vihaanr2480
@vihaanr2480 29 күн бұрын
@@rudraprasadsarangi6644 Kou duniyare banchuchanti apana Kejani😁. Ajika date re jhia aau pua saman. Jhiamane b puanka saha tala dei progress karichalichanti. So jwain aau bohu b same marjyada ra. Pandiannka wife Odia jhia, ias hisabare b 25 years hela semane Odishare kama karichanti. Supreme Court b jhia manananku same adhikar deichanti nija ghara upare. It’s upto their choice they will settle in their work field and his wifes motherland.And moreover all over country, Citizenship act laguheichi. So everybody is Indian and one can choose his work field anywhere may it be political .
@vihaanr2480
@vihaanr2480 29 күн бұрын
@@rudraprasadsarangi6644Educated Aware People of Odisha only Support BJD and Naveen babu; not the Jumla party which has no development agenda; but does politics on religion, area, hate speeches etc. This is 2024, not 1000 B.C .
@rudraprasadsarangi6644
@rudraprasadsarangi6644 29 күн бұрын
@@vihaanr2480 I think it's a ₹500 deal has already been made... 👌
@rudraprasadsarangi6644
@rudraprasadsarangi6644 29 күн бұрын
@@vihaanr2480 Educated!.. You think odisha doesnot have it's son/daughter to fit for the power corridor... It's our fate..a CM who never tell in our mother tongue properly although in power for 24 long years... Why he can't faith on any of his cabinet colleague... But a bureaucrat who should never interfere with my state politics by curly odia language is giving political speeches, doing political campaign.. How can a CM allow these nonsense!.. I am not saying BJP is the best alternative... But change should be there.. I think it's our people blind faith over Naveen Babu which made him so arrogant that, he thinks he can throw any person and we will accept it! Think again.
@PratikDas-zs3zw
@PratikDas-zs3zw Ай бұрын
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ନୀତି ଆଦର୍ଶ ଆଜି 5T ସଚିବ ଙ୍କୁ ସାଧାରଣ ଜନତା ଙ୍କୁ ଭଲ ପାଇବା ଶିଖାଇଛି!
@RoshanRanjanMahapatra
@RoshanRanjanMahapatra Ай бұрын
ମାନ୍ୟବର ମୁଖ୍ୟମନ୍ତ୍ରୀ କହିଛନ୍ତି ଛାତ୍ର ଛାତ୍ରୀ ହେଉଛନ୍ତି ଦେଶର ଶ୍ରେଷ୍ଠ ସମ୍ପଦ ତେଣୁ ମୁଖ୍ୟମନ୍ତ୍ରୀ ଓ 5t ଅଧ୍ୟକ୍ଷ ବିଭିନ୍ନ ଯୋଜନା ଦ୍ୱାରା ସହାୟତା ଯୋଗାଇ ଦେଇଛନ୍ତି!
@Sambalpur955
@Sambalpur955 Ай бұрын
ଏସି ବସ ରେ ବସି ଯୋଉ ହିସାବରେ ପାଣ୍ଡୁ ଭାଷଣ ମାରୁଛି ସେ ନିଜକୁ ମୁଖ୍ୟମନ୍ତ୍ରୀ ଭାବି ସାରିଲାଣି
@PratyushJena2015
@PratyushJena2015 9 күн бұрын
Taa bando re niaa lagao
@JharanaraniPatra-ko8vr
@JharanaraniPatra-ko8vr Ай бұрын
ଲୋକ ଙ୍କ ପାଇଁ ଆଗେ ନିଜେ କାମ କର ତା ପରେ ଅନ୍ୟ ର କାର୍ଯ୍ୟ କୁ ସମାଲୋଚନା କରିବେ ଧର୍ମେନ୍ଦ୍ର ବାବୁ l
@nileshdas9404
@nileshdas9404 Ай бұрын
ଜଗନ୍ନାଥ ପ୍ରେମୀ ମାନଙ୍କ ପାଇଁ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ଏକ ବହୁତ ଗର୍ବ ଅନୁଭବ କରିବାର ପ୍ରକଳ୍ପ ।
@tikeswarNeha
@tikeswarNeha Ай бұрын
Aamar gaan re road nahin Pola nahin nadi re Seita age tiaari kara
@nileshdas9404
@nileshdas9404 Ай бұрын
@@tikeswarNeha ଏକା ସମୟ ରେ ସବୁ କାମ ସମ୍ଭବ ନୁହେଁ ତେଣୁ ଧୀରେ ଧୀରେ ସବୁ ହେବ ।
@CHINMAYA683
@CHINMAYA683 Ай бұрын
ଓଡିଶା ବାସୀ ସବୁ ଜାଣିଛନ୍ତି ଯେ ବିଜେପି ଦଳ ଗୋଟିଏ ଫମ୍ପା ଦଳ ଖାଲି ବଡ଼ ବଡ଼ ଭାଷଣ ମାରିବା ଛଡ଼ା ଆଉ କିଛି ଜାଣି ନାହିଁ ତୁମେ ମାନେ।
@hackbot1430
@hackbot1430 26 күн бұрын
Dhey re bayaaa
@sasmitaswain1653
@sasmitaswain1653 20 күн бұрын
Bjd dala ku tike kuha ratnavandara kholantu
@Music-yf4iy
@Music-yf4iy 17 күн бұрын
2024 BJD Ra gandi phatiba Jai sree ram bjp
@user-gg1nm4ze2x
@user-gg1nm4ze2x 11 күн бұрын
Odisha re total bjp
@itsbikram24
@itsbikram24 Ай бұрын
ଓଡ଼ିଶା ରେ ଏଥର ବିଜେପି ସରକାର। କଂଗ୍ରେସ ସରକାର ଛତିଶଗଡ଼ ଥିଲା କେତେ ବାଟ ଗଲେ । କର୍ଣାଟକ ତାମିଲନାଡୁ କାବେରୀ ନଦି ର ଜଳ ଟ୍ରିବୁନାଲ କୁ ଗଲେ ଏବେ କଣ ହୋଇଛି । ଓଡ଼ିଶା ରେ ଲୋକ ଜାଣିଛନ୍ତି କିଏ କଣ କରିଛନ୍ତି । ରତ୍ନଭଣ୍ଡାର କାହିଁକି୨୦୧୮ ରୁ ଖୋଲୁନଥିଲେ । ଯେମିତି ଲାଗୁଛି ଏଠି ସାମ୍ବାଦିକ ପ୍ରଶ୍ନ ଦିଆଯାଇଥିବା ପ୍ରଶ୍ନ ପଚାରୁଛନ୍ତି ଯେମିତି କେବଳ ଶୁଣିବାକୁ ପାଲଟା ପ୍ରଶ୍ନ ପଚାରିବାକୁ କହିନାହାନ୍ତି ବସ୍।
@itzsatya9028
@itzsatya9028 Ай бұрын
ଯାହା ହଉ ବହୁତ୍ ଦିନ ପାରେ ପାଣ୍ଡିଆନ ଙ୍କ interview ନେବାକୁ ଗୋଟେ ଓଡ଼ିଆ ମିଡିଆ ଯୋଗ୍ୟତା ପାଇଲା।ଏଇଟା ବରା ଦିଆ interview ନୁହଁ ତ?ଡର ବଢ଼ିଲାନି ବାବୁ ଙ୍କର ନ ହେଲେ ଓଡ଼ିଆ ମିଡିଆ କୁ କେବେ bite ନ ଦେଉଥିବା ଲୋକ ଆଜି...ଟିକେ ଭଲ ଜବାବ ସବାଲ ହେଉ । ଏ ସାମ୍ବାଦିକ କାମକୁ ନୁହଁ ।
@omprakashdas8454
@omprakashdas8454 15 күн бұрын
Chaula bara au biri bara😂😂😂
@SnehanjaliPriyadarshini-yb8db
@SnehanjaliPriyadarshini-yb8db Ай бұрын
ରାଜ୍ୟରେ ଫେକ୍ ନିଉଜ ଦେବାରେ ବିରୋଧୀ ବିଜେପି ଦଳ ପୁରା ପୁରି ମହିର। ହେଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶଙ୍ଖ ଚିହ୍ନ ଆଙ୍କି ଦେଖାଇ ଦେଇଛନ୍ତି ଆଗାମୀ ନିର୍ବାଚନରେ ବିଜେଡି ଓଡ଼ିଶାରେ ଆସିବ।
@GOPALBEHERA-iw3fl
@GOPALBEHERA-iw3fl Ай бұрын
ନୀତିନିଷ୍ଠ ନବୀନବାବୁ ରାଜନୀତି ଜୀବନରେ ସେବାକୁ ଅଧିକ ଗୁରୁତ୍ୱ ଦେଇ ଆସୁଛନ୍ତି. ସେ ଗୁଜବକୁ ଏବଂ ମିଛ କଥାକୁ ଆଦୌ ପସନ୍ଦ କରନ୍ତିନାହିଁ l
@suryakantasahoo5526
@suryakantasahoo5526 Ай бұрын
Na vai sata kahila gote katha Au gote dala jiti nahi odisha re BJD kahiki sabu jojana Banda karideba BJP boli michha re kahuchi. Kie kahichi ta Naa kuha
@akhaykumarsahoo4390
@akhaykumarsahoo4390 Ай бұрын
​@@suryakantasahoo5526 Tamil pandu hatao ODISHA BANCHAOO
@sanjayseerjansamong4502
@sanjayseerjansamong4502 12 күн бұрын
Silent killer naveen Odisha ଲାଗି ଫିଟ୍ nathile 2014 ରୁ,, bcz ଓଡ଼ିଶା କୁ ଗରିବୀ ଆଉ ଋଣ ଭାର 1 No।। Nagada ସ୍ଥିତି ବଦଳେଇ ପାରିଲେନି ଜିରୋ ନୋ ଏକ୍ସ cm ok
@JharanaraniPatra-ko8vr
@JharanaraniPatra-ko8vr Ай бұрын
ଓଡିଶା ର ଗରିବୀ ରାଜ୍ୟ ରୁ ଏକ ପ୍ରଗତିଶୀଳ ରାଜ୍ୟ ରେ ପରିଣତ କରି ପାରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ!
@RinaRath701
@RinaRath701 Ай бұрын
ବିଜୁ ଜନତା ଦଳ ସବୁବେଳେ ଲୋକ ଙ୍କ ବିକାଶ ପାଇଁ କାର୍ଯ୍ୟ କରୁଛି ଆଗକୁ ମଧ୍ୟ କରିବ ବିଜେପି ରାଜ୍ୟ ସାକାରଙ୍କୁ ଯେତେ ବଦନାମ କରିଲେ କିଛି ଫରକ ପଡିବ ନାହିଁ l
@pitambartudu2437
@pitambartudu2437 13 күн бұрын
ଗୁଣ୍ଡାରାଜ ବିଜେଡି, ୧00% ଫରକ ପଡିବ
@durga_edits_
@durga_edits_ 11 күн бұрын
Farak padigala re pua
@bhaskarswain606
@bhaskarswain606 11 күн бұрын
To ichhare
@RoshanRanjanMahapatra
@RoshanRanjanMahapatra Ай бұрын
ଶିକ୍ଷା ହେଉ କି ସ୍ୱାସ୍ଥ୍ୟ ହେଉ ଗମନାଗମନ ହେଉ କି ମଠ ମନ୍ଦିର ହେଉ ବିକାଶ ପାଇଁ ଅହରହ କାର୍ଯ୍ୟକରୁଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l
@user-dk7pp8mj2u
@user-dk7pp8mj2u 11 күн бұрын
u r right but tume jadi odia hoithanta tebe varasa paithante odisha basi. jie ethire agree karu ha. like kara
@jyotisahu621
@jyotisahu621 Ай бұрын
ପରାଜୟ ଜାଣିବା ପରେ ସରକାରୀ ଅଧିକାରୀଙ୍କୁ ବିରୋଧ କରିବା ବିଜେପି ବିରୋଧୀ ଦଳର ଅଭ୍ୟାସ ହୋଇଗଲାଣି l
@ashutoshpadhiary
@ashutoshpadhiary Ай бұрын
Pandura chatipaka...kau bala sarakari
@suryakantasahoo5526
@suryakantasahoo5526 Ай бұрын
Hm but bjd kintu vala re achhi Pandian ku nei au Tama vali batipela ku nei. kharap lageni bele bele pandian katha vabila bele
@akhaykumarsahoo4390
@akhaykumarsahoo4390 Ай бұрын
Tamil pandu hatao ODISHA BANCHAOO
@dassuraj990
@dassuraj990 Ай бұрын
only BJD
@dassuraj990
@dassuraj990 Ай бұрын
💚💚💚💚💚
@GOPALBEHERA-iw3fl
@GOPALBEHERA-iw3fl Ай бұрын
ବିଜେପି ହାରିବ ଜାଣିଲା ପରେ ଅନ୍ୟାୟ ଓ ଅନିତି ଉପାୟରେ ଜିତିବା ପାଇଁ ଚେଷ୍ଟା କରୁଛି ରାଜ୍ୟ ବିଜେପି ଏଥିରେ କିଛି ସୁଫଳ ମିଳିବ ନାହିଁ l
@ashutoshpadhiary
@ashutoshpadhiary Ай бұрын
Bjp jagare bjd lahide....
@saisuryaofficial2552
@saisuryaofficial2552 Ай бұрын
pandia ra tala chatibaku darama neucha na magana re chatucha
@slalmunda7126
@slalmunda7126 Ай бұрын
ଭାଇ ଓଡ଼ିଶା ରେ ଏତେ ଓଡ଼ିଆ ଥାଇ ତାମିଲ କୁଆଡୁ ଆସିଲା, ତାମିଲ୍ କୁ ନ ନେଈ କ'ଣ ଓଡ଼ିଶାର ରାଜନୀତି ଚାଲିବ ନାହିଁ ଆଉ ତାମିଲି ହାତରେ ଓଡ଼ିଶା ଶାସନ ଟେକି ଦିଅନ୍ତୁ ନାହିଁ ନ ହେଲେ ଶଳା ଚୋର ସବୁ ଓଡ଼ିଶା ବାସୀଙ୍କୁ ଆପ୍ୟାୟିତ କରି ରାଜ୍ୟ ଚଲାଇବା କ ଣ ତାରି ବିନା ଓଡ଼ିଶା ବାସି। ଚଳିତ ପାରିବ ନାହିଁ।
@sukantimallick1372
@sukantimallick1372 23 күн бұрын
ବିଜେପି ରେ ଜିଏ ମୁଖ୍ୟମନ୍ତ୍ରୀ ହବ ତୁ ତାକୁ ମାରି ଦବୁ ନା ସଳା,, ନବ ଦାସ କଥା କଣ ହେଲା,,,ତୁ ତାକୁ ମାରିଛୁ ନା ସଳା,,,ମୋ ପାଖରେ evidence ଅଛି ଦେବି କି😂😂
@MukieMujanini
@MukieMujanini 15 күн бұрын
Evidence thik achi apank ae comment pin karantu au strictly pil file karantu rti magantu dekhiba apan kete sahasi au sachot byaktito
@GOPALBEHERA-iw3fl
@GOPALBEHERA-iw3fl Ай бұрын
ଓଡ଼ିଶା ସାରା ଦେଶ ରେ ଶାନ୍ତି ଓ ଶୃଙ୍ଖଳା ପାଇଁ ବହୁତ ପ୍ରସଂସା ସାଉଣ୍ଟୁଛି ଯାହା ବିଜେପି ଦଳ ନେତା ମାନେ ସହି ପାରୁନହାନ୍ତି lସେଥିପାଇଁ ଶାନ୍ତିପ୍ରୀୟ ଓଡ଼ିଶାରେ ସବୁବେଳେ ଅଶାନ୍ତି ସୃଷ୍ଟି କରୁଛନ୍ତି l
@suryakantasahoo5526
@suryakantasahoo5526 Ай бұрын
Hm naba das vali ghatana pura janei dauchi kete srunkhana odisha😂😂😂
@digitaltuducreation3133
@digitaltuducreation3133 Ай бұрын
ନବୀନଙ୍କର ଅଇଁଠାଖିଆ କୁକୁର ରେ ଦେଖ ଓଡିଶା ମୟୁରଭଂଜ ର କି ଅବସ୍ଥା-kzbin.info/www/bejne/q2G4moSAirh5h5Ysi=xmTz6hV0NLWohoRq
@akhaykumarsahoo4390
@akhaykumarsahoo4390 Ай бұрын
TAMIL pandu hatao ODISHA BANCHAOO
@GeetaPani
@GeetaPani 20 күн бұрын
Right
@dhineshveluswamy6936
@dhineshveluswamy6936 16 күн бұрын
Well said
@PratikDas-zs3zw
@PratikDas-zs3zw Ай бұрын
ଓଡିଶା ବାସୀଙ୍କ ସୁନ୍ଦର ଭବିଷ୍ୟତ ଓ ରାଜ୍ୟକୁ ବିକାଶ ର ରାଜ୍ୟ ରୂପେ ସମୃଦ୍ଧିର ଶିଖରରେ ପହଞ୍ଚାଇବା ପାଇଁ ସବୁବେଳେ ଚେଷ୍ଟିତ ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l
@kjrboytarun
@kjrboytarun Ай бұрын
Odisha re sabu fort neta achhanti but (🫂Reality) ✅Pandian is discipline person and good man
@rajendrakumarmohanty1026
@rajendrakumarmohanty1026 Ай бұрын
ବିଜୁ ଜନତା ଦଳ ସଶକ୍ତ ଏବଂ ସମୃଦ୍ଧ ଦଳ ଅଞ୍ଚଳିକ ଦଳ ହୋଇ ମଧ୍ୟ ତାର ଜନ କଲ୍ୟାଣ ଯୋଜନା ପାଇଁ ଆଜି ଓଡ଼ିଶାରେ ଦୀର୍ଘ ବର୍ଷ ଧରି ଶାସନ କରି ଆସୁଛି l
@RajaNaik545
@RajaNaik545 Ай бұрын
ବିଜେଡି ପୂର୍ବପେକ୍ଷା ଓଡିଶାର ଲୋକଙ୍କ ହୃଦୟକୁ ଜିଣି ପାରିଛି.ଲୋକେ ନବୀନବାବୁଙ୍କୁ ମୁଖ୍ୟମନ୍ତ୍ରୀ ହିସାବରେ ଚାହାଁନ୍ତି l
@akshayswain....
@akshayswain.... Ай бұрын
Bjd choro
@digitaltuducreation3133
@digitaltuducreation3133 Ай бұрын
ନବୀନଙ୍କର ଅଇଁଠାଖିଆ କୁକୁର ରେ ଦେଖ ଓଡିଶା ମୟୁରଭଂଜ ର କି ଅବସ୍ଥା-kzbin.info/www/bejne/q2G4moSAirh5h5Ysi=xmTz6hV0NLWohoRq
@tikeswarNeha
@tikeswarNeha Ай бұрын
Tama priya nabin babu vala odia kahi parantini😂
@Sonamuduli-
@Sonamuduli- Ай бұрын
ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଜୁ ଜନତା ଦଳର ଲୋକ ପ୍ରୀୟତା ଦେଖି ଓଡ଼ିଶା ବିରୋଧୀ ବିଜେପି ଦଳର ନେତା ଓ କର୍ମୀ ମାନେ ଗୁଣ୍ଡା ଗିରି ଆରମ୍ଭ କରିଛନ୍ତି। ଓଡ଼ିଶା ବାସୀ ଏହାର ଉଚିତ ଜବାବ ଦେବେ।
@BabuluHembramBabu-ti2ro
@BabuluHembramBabu-ti2ro Ай бұрын
Bando sala kukura Naveen gandi chat
@BabuluHembramBabu-ti2ro
@BabuluHembramBabu-ti2ro Ай бұрын
Naveen bando sala
@BabuluHembramBabu-ti2ro
@BabuluHembramBabu-ti2ro Ай бұрын
Naveen bando Kan karichoty
@ambarishswain3233
@ambarishswain3233 Ай бұрын
Nabina gote Ajogya Aparaga c.m, Magana khia Dadan mananku bujhei hebani
@digitaltuducreation3133
@digitaltuducreation3133 Ай бұрын
ନବୀନଙ୍କର ଅଇଁଠାଖିଆ କୁକୁର ରେ ଦେଖ ଓଡିଶା ମୟୁରଭଂଜ ର କି ଅବସ୍ଥା-kzbin.info/www/bejne/q2G4moSAirh5h5Ysi=xmTz6hV0NLWohoRq
@rajendrakumarmohanty1026
@rajendrakumarmohanty1026 Ай бұрын
ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଦୃଢ ବିଶ୍ୱାସ ଓ ନିଷ୍ପତ୍ତି ପାଇଁ ଆଜି ଓଡ଼ିଶା ଏକ ସ୍ୱତନ୍ତ୍ର ରାଜ୍ୟ ଭାବରେ ପରିଚିତ ହୋଇ ପାରିଛି।
@surajkumarparida4295
@surajkumarparida4295 Ай бұрын
I am not a big fan of any political party we have at present, but I am amazed by the way Pandian sir points out every issue with so much depth. It might be a result of working closely with CM. If you ask other members, they wouldn't be able to provide proper issues with evidence. He is knowledgeable, and although he may have personal ambitions in the political sphere, we should at least give him a chance. Other members are not great when it comes to listening to the voice of the people and resolving issues, as they are mainly concerned with making money and becoming affluent. We need educated leaders like this man. I believe there might be others who are genuinely interested in serving people, but I don't know much about other political members but this man seems genuine.
@user-qe9tp9hi4u
@user-qe9tp9hi4u 11 күн бұрын
ସନ୍ୟାସୀ ହେଇଗଲେ କି ନାହିଁ। ଗେରୁଆ ବସ୍ତ୍ର ପରିଧାନ କରିଘର ଘର ବୁଲି ଭିକ୍ଷା କରନ୍ତୁ। ଯେପରି ଜଗନ୍ନାଥ ଙ୍କୁ ଭିକ୍ଷା କରେଇ ଥିଲେ ।
@JharanaraniPatra-ko8vr
@JharanaraniPatra-ko8vr Ай бұрын
ଓଡିଶା ବିଜେପି ନେତା ମାନେ ଓଡିଶା ର କେତେ କ୍ଷତି କରୁଛନ୍ତି ଆଜି ଓଡିଶା ବାସୀ ଭଲ ଭାବରେ ଜାଣିଗଲେ!
@anantanag6541
@anantanag6541 Ай бұрын
ଯଦି ନବୀନ ପଟ୍ଟନାୟକ ଦୁହିନୁ ହର୍ ଇ ଯିବା , CM kie heba ହୋ
@suvransudey3655
@suvransudey3655 Ай бұрын
ନବୀନ ବାବୁ ଓଡିଶା ପାଇଁ ଯୋଉ ସବୁ ବିକାଶ କରିଛନ୍ତି ତାହାର ସମସ୍ତ କଥା ସ୍ୱର୍ଣ ଅକ୍ଷର ରେ ଲେଖା ହେବ l ତାଙ୍କର ଏ ସବୁ କାର୍ଯ୍ୟ ପାଇଁ ଓଡିଶାର ଜଣ ସାଧାରଣା ତାଙ୍କୁ କୋଟି ଧନ୍ୟବାଦ ଜଣାଉଛି l
@JharanaraniPatra-ko8vr
@JharanaraniPatra-ko8vr Ай бұрын
ଲୋକମାନଙ୍କ ସହ କଥା ହୋଇ ସେମାନଙ୍କ ଅସୁବିଧା ଏବଂ ଦୁଃଖରେ ଭାଗିଦାର ହେଉଛନ୍ତି ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
@SnehanjaliPriyadarshini-yb8db
@SnehanjaliPriyadarshini-yb8db Ай бұрын
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାହା ବି ପ୍ରତିଶ୍ରୁତି ଦିଅନ୍ତି ତାହାକୁ ସୁଚାରୁରୂପେ ସମ୍ପାଦନା କରିବାର ସାମର୍ଥ୍ୟ ମଧ୍ୟ ରଖନ୍ତି, ଏହାହିଁ ତାଙ୍କର ଶାସନର ନୀତି ବିଜେପି ଭଳି ମିଡ଼ିଆ ଆଗରେ ମିଛ ଓ ଗୁଜପ ରଖି ନଥାନ୍ତି
@RoshanRanjanMahapatra
@RoshanRanjanMahapatra Ай бұрын
ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଏବଂ 5T ଅଧ୍ୟକ୍ଷ vk ପାଣ୍ଡିଆନ ପିଲା ମାନଙ୍କ ଭବିଷ୍ୟତ କୁ ନେଇ ବେଶ ଉତ୍ସାହିତ ଅଛନ୍ତି ତେଣୁ ସେମାନଙ୍କୁ ଏହି ଛାତ୍ର ବୃତ୍ତି ପ୍ରଦାନ କରିଛନ୍ତି।
@crbproduction5437
@crbproduction5437 Ай бұрын
Pandian ku kuha 5 tarik Ticket Kari thiba Tamilnadu jiba pae
@satyajitsathuamahapatra6100
@satyajitsathuamahapatra6100 Ай бұрын
Odisha pain bahut kama karichanti manyavar mukhyamantri navin babu
@nileshdas9404
@nileshdas9404 Ай бұрын
ସବୁ ବେଳେ ବିରୋଧୀ ଦଳ ର ନେତା ମାନେ ଆମ Bjd ସୁପ୍ରିମୋ ଙ୍କୁ ବଦନାମ୍ କରିବା ପାଇଁ ଚେଷ୍ଟା କରିଛନ୍ତି ହେଲେ ଭଗବାନ ଙ୍କ ଆଶୀର୍ବାଦ ରୁ ବିଫଳ ହୋଇଛନ୍ତି ।
@Radh497
@Radh497 25 күн бұрын
Ethara alaga heba falafala karana Navin pattnayak rajya chalunahanti ok
@user-fx6mx4st3m
@user-fx6mx4st3m 24 күн бұрын
​@@Radh497ନବୀନ ପଟ୍ଟନାୟକ ରାଜ୍ୟ ଚଳାଉ ଚନ୍ତି କି ନାଇଁ ମୁଁ କହି ପାରିବିନି କିନ୍ତୁ ନବୀନ ପଟ୍ଟନାୟକ ତାଙ୍କ ନିଜ ପାଇଁ କଣ କରି ଛନ୍ତି କୁହ ଯେଉଁଠି ଦେଶରେ ପ୍ରଧାନ ମୋଦି ପାଇଁ ଦିନକ ରେ କେବଳ ପେଶାକ ପାଇଁ ୨୦ଲକ୍ଷ ଟଙ୍କା ଖର୍ଚ୍ଚ ହୁଏ ସେଇଠି ଆମ ମୂଖ୍ୟ ମନ୍ତ୍ରୀ ଦୁଇ ହଜାର ଟଙ୍କା ର ପେଶାକ ପିଦ୍ଧନ୍ତି
@PratikDas-zs3zw
@PratikDas-zs3zw Ай бұрын
ମୁଖ୍ୟମନ୍ତ୍ରୀ ଙ୍କ ଭିଜନ କୁ ରୂପରେଖ ଦେଉଛନ୍ତି 5T ଓ ନବୀନ ଓଡିଶା ର ଅଧ୍ୟକ୍ଷ ମାନ୍ୟବର ଭି କେ ପାଣ୍ଡିଆନ ବାବୁ ଏସବୁ ବିରୋଧୀଙ୍କୁ ଅସହ୍ୟ ହେଉଛି l
@rajendrakumarmohanty1026
@rajendrakumarmohanty1026 Ай бұрын
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଷଷ୍ଠ ଥର ପାଇଁ ଓଡିଶା ରେ ରେକର୍ଡ ସଂଖ୍ୟକ ସିଟ ଜିତି ସରକାର ଗଢିବା ଆଉ ବିଜେପି କୁ ଅସଲ ଜାଗା ଦେଖାଇ ଦେବ l
@CHINMAYA683
@CHINMAYA683 Ай бұрын
ଓଡିଶା ରେ ବିଜେପି କ୍ଷମତା ହାସଲ ଉଦ୍ଦେଶ୍ୟ ରେ ରାଜ୍ୟ ବାସୀ ଙ୍କ ମନରେ ବିଦ୍ବେଷ ଭାବ ସୃଷ୍ଟି କରିବା ପାଇଁ ଚେଷ୍ଟା କରୁଛି l
@rajendrakumarmohanty1026
@rajendrakumarmohanty1026 29 күн бұрын
ନବୀନ ବାବୁ ଓଡିଶା ର ବିକାଶ ପଥ କୁ ବହୁତ ଆଗକୁ ନେଇଛନ୍ତି |
@RoshanRanjanMahapatra
@RoshanRanjanMahapatra Ай бұрын
ରାଜ୍ୟ ସରକାର 5T ମାଧ୍ୟମରେ ନୂଆ ଛାତ୍ର ବୃତ୍ତି ପ୍ରଦାନ କରି ଓଡିଶାକୁ ସଶକ୍ତ କରିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ନୂଆ ଦିଶା ଦେଖାଇ ପାରିଛନ୍ତି।
@RinaRath701
@RinaRath701 Ай бұрын
ବିଜେପି କିଛିଦିନ ଜୋଟ ଅପେକ୍ଷାରେ ନିରବ ଥିଲେ. ଯେବେ ନବୀନବାବୁ ଗ୍ରହଣ କଲେନାହିଁ ଏଣିକି ବିରୁଦ୍ଧରେ ମୁହଁ ଖୋଲିବା ଆରମ୍ଭଛନ୍ତି l
@nirmalbehera2741
@nirmalbehera2741 Ай бұрын
Menta ra mukhya pandian
@chandrakantapanda5546
@chandrakantapanda5546 Ай бұрын
Only for king 👑 MODI 🙏 sir bjpbjpbjpbjpbjp sarkar amara odisha amara ok thanks 🙏👍
@swaramayeedas437
@swaramayeedas437 Ай бұрын
କାର୍ତ୍ତିକ ପାଣ୍ଡିଆନ ସାର ଲୋକଙ୍କୁ ସବୁବେଳେ ସଠିକ କଥା ଆଉ ସତ୍ୟ ନ୍ୟାୟ ରହି ଲୋକଙ୍କ ସେବାକରି ଚାଲିଛନ୍ତି l
@Jagrutii74
@Jagrutii74 Ай бұрын
Pradip panigrahi is our new chief minister in odisha
@shaiili6204m
@shaiili6204m Ай бұрын
BJP ଦଳ ନିଜ Agenda re ଦେଶ ପାଇଁ ଓ ରାଜ୍ୟ ପାଇଁ Development ରଖିବା ବଦଳରେ, ଅଯଥା କଥା ରେ ଭ୍ରମିତ କରୁଛି। 1. ଧର୍ମ ନାମ ରେ ଅଯଥା କଳହ 2. ⁠ଓଡ଼ିଆ ଅସ୍ମିତା, ଯାହାର meaning ସେମାନେ ବି କହି ପାରିବେନି 3.କ୍ରୀତଦାସ ପରି pointless କଥା ଲୋକ ଙ୍କ ମନ ରେ feed କରିବା through news and social media influence . 4.ମୁଖ୍ୟମନ୍ତ୍ରୀ ଙ୍କ ଓଡ଼ିଆ ଉପରେ ଟିପ୍ପଣୀ ଦବା ଓ ଜିଲ୍ଲାର capital ପରି ନିର୍ବୋଧ ପ୍ରଶ୍ନ ପଚାରିବା ଯେତେବେଳେ କି ଓଡ଼ିଆ ଅସ୍ମିତା ପାଇଁ Naveen pattnaik ଓଡିଆ ଭାଷା ପାଇଁ ଶାସ୍ତ୍ରୀୟ ମାନ୍ୟତା ଆଣିବା ଠାରୁ ଓଡିଆ ଭାଷା ବିଶ୍ୱ ସମ୍ମିଳନୀ ପରି ବହୁ ପଦକ୍ଷେପ ନେଇ ଛନ୍ତି। ଯେଉଁ ମାନେ ପାଣ୍ଡିଆନ ନା ରେ ଅପ ପ୍ରଚାର କରୁଛନ୍ତି ଥରେ ଆଖି ଖୋଲି ବିଶ୍ଳେଷଣ କଲେ ଜାଣି ପାରିବେ ସେ ଧର୍ମେନ୍ଦ୍ର ଓ ଅପରାଜିତା ଙ୍କ ତୁଳନାରେ ଓଡିଶା ପାଇଁ ବହୁତ୍ ଅଧିକ ଉନ୍ନତିମୂଳକ କାମ କରିଛନ୍ତି।
@digitaltuducreation3133
@digitaltuducreation3133 Ай бұрын
ନବୀନଙ୍କର ଅଇଁଠାଖିଆ କୁକୁର ରେ ଦେଖ ଓଡିଶା ମୟୁରଭଂଜ ର କି ଅବସ୍ଥା-kzbin.info/www/bejne/q2G4moSAirh5h5Ysi=xmTz6hV0NLWohoRq
@dassuraj990
@dassuraj990 Ай бұрын
RIGHT
@user-lb4bf7rj1m
@user-lb4bf7rj1m 27 күн бұрын
Are tate kete mili6i, jagannath na re 4000 cr, bag na re 1400 cr au per 1 vacancy 15 lakh to 20 lakh sabu karuchhanti au kete develop haba kaha ta
@prasantsahoo3088
@prasantsahoo3088 26 күн бұрын
Dharma ku neiki rajaniti karucha!! Karucha boli ta patiru tamara jharipaduchi
@DontMindDost
@DontMindDost 23 күн бұрын
ଯଦି ରାଜ୍ୟରେ Educated ଲୋକ ଶାସନରେ ମୁଖ୍ୟ ହେବେ ତେବେ ଦେଶ ଆଗକୁ ଯିବ...... ହେଲେ ଅଧିକାଂଶ ଓଡ଼ିଶାର ନେତା ମନ୍ତୀ ଲୁଟିବା,ଗୁଣ୍ଡା ଗରଦୀ କରିବାରେ ନମ୍ବର -1 ସେଥିପାଇଁ Pandyan Sir ଚାକିରୀ ଛାଡି ରାଜନୀତି କୁ ଆସିଲେ.... ଭବିଷ୍ୟତେରେ C. M ହେବେ???
@suvransudey3655
@suvransudey3655 Ай бұрын
ନବୀନ ବାବୁ ନିଜର 25 ବର୍ଷ ର ଶାସନ କାଳରେ ରାଜ୍ୟକୁ ସଫଳତାର ଶୀର୍ଷ ସ୍ଥାନକୁ ନେଇ ଯାଇଛନ୍ତି l ସ୍ୱାସ୍ଥ୍ୟ ଠୁ ଆରମ୍ଭ କରି ରାସ୍ତା ଘାଟ ଓ ଅନ୍ୟାନ୍ୟ ସମସ୍ତ କ୍ଷେତ୍ରରେ ରାଜ୍ୟ ରେ ଉନ୍ନତି ହୋଇଛି l ହେଲେ ଏଇ 25 ବର୍ଷ ମଧ୍ୟରେ ବିଜେପି ଓଡିଶା ରେ କରିଛି କେବଳ ଦୁର୍ନୀତି l
@RajaNaik545
@RajaNaik545 Ай бұрын
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶା ର ସବୁ କ୍ଷେତ୍ର ର ସବୁ ଶ୍ରେଣୀ ର ଲୋକଙ୍କ ବିକାଶ କୁ ସମାନ ଗୁରୁତ୍ୱ ଦିଅନ୍ତି l
@digitaltuducreation3133
@digitaltuducreation3133 Ай бұрын
ନବୀନଙ୍କର ଅଇଁଠାଖିଆ କୁକୁର ରେ ଦେଖ ଓଡିଶା ମୟୁରଭଂଜ ର କି ଅବସ୍ଥା-kzbin.info/www/bejne/q2G4moSAirh5h5Ysi=xmTz6hV0NLWohoRq
@tikeswarNeha
@tikeswarNeha Ай бұрын
Bikas ku nuha bekarii ku
@AkashNayak-dv4yx
@AkashNayak-dv4yx Ай бұрын
ନବୀନ ଙ୍କ ବିକାଶ ଦେଖୁ ଯିଏ ବିଜେଡି କୁ ଭୋଟ ଦେବ, ସେ ଗଜମୂର୍ଖ କିମ୍ବା ଘୋଡା ମଦୁଆ ହୋଇଥୁବା ନବୀନା ଭଳି. 1. 15000 ପ୍ରାଥମିକ ବିଦ୍ୟାଳୟ ବନ୍ଦ 2. 300 ରୁ ଅଧୂକ ପ୍ଲାଣ୍ଡ ବନ୍ଦ 3. ଶିକ୍ଷକ ନିଯୁକ୍ତି 10 ଲକ୍ଷ ରେ ବିକ୍ରି, ବିନା ପରୀକ୍ଷା ରେ aso ପିଲା ଚାକିରୀ ପାଇଲେ,8 ବର୍ଷ ହେଲା ପ୍ରାଥମିକ ବିଦ୍ୟାଳୟ ରେ ନିଯୁକ୍ତି ନାହିଁ। 4. ଡାକ୍ତର ଅଭାବ, 5. ଜଳସେଚନ ନାହିଁ କି କୋଲଡଷ୍ଟର ଗୋଟିଏ ହେଲାନି 6. ସବୁ କ୍ଷେତ୍ରରେ ଦୁର୍ନୀତି 7. ଓଡିଶା ଶିଶୁ ମୃତୁହାର ଏବଂ ମାତୃମୃତୁହାର ରେ ପ୍ରଥମ 8. ବେକାରୀ ରେ ଓଡିଶା ପ୍ରଥମ ୨. ଦାଦନରେ ଓଡିଶା ପ୍ରଥମ 10. ମହଙ୍ଗା ଓଡିଶା ରେ 4.20% ଭାରତରେ ସର୍ବାଧୂକ. ଶେଷ ରେ... ମୋର ବି କିଛି ଟା point ଅଛି,,, ,🧐🧐😯😯 ନବିନ ଜିତିଲେ କଣ ଅସୁବିଧା ହେବ,,, ?????😮😯 1. ନାରୀ ମାନଙ୍କ ପ୍ରତି ଦୁଷ୍କର୍ମ ହେଲେ ଦୋଷୀ ଦଣ୍ଡ ପାଇବନି, 2. ଦାଦନ ସଂଖ୍ୟା ବୃଦ୍ଧି ପାଇବ. 3. ନିବିନ ନାମ ରେ ରାଜ୍ୟ କୁ ଅନ୍ୟ ଲୋକ ଚଲେଇବ, 4. ଦୁର୍ନୀତି, ଭ୍ରଷ୍ଟାଚାର ବୃଦ୍ଧି ପାଇବ 5. ଓଡ଼ିଶା ର ଖଣିଜ ସମ୍ପଦ ହ୍ରାସ ପାଇଯିବ, 6. ଶେଷରେ ଓଡ଼ିଶା କୁ ବିକି ଦେଇ ନବିନ ଯମ ପୁର କୁ ଯିବ, ସେଠି ନର୍କ ଯନ୍ତ୍ରଣା ଭୋଗିବ, ଏହି ଭଳି ଆହୁରି ଅନେକ ସମସ୍ୟା ଅଛି, କହିବ ଯଦି ଉତ୍ତର ଦେବି,so don't vote to BJD please ,Jay jaganath 🙏🙏
@sasmitaswain1653
@sasmitaswain1653 20 күн бұрын
Tahele sc st ku cott kahiki
@rmurmuproduction4571
@rmurmuproduction4571 19 күн бұрын
No never eita pura mi6
@pratikkumar7166
@pratikkumar7166 Ай бұрын
Trying to create heat against bjp😂😂😂ye darr acha laga mujhe🎉🎉
@sugyanpanigrahi435
@sugyanpanigrahi435 Ай бұрын
Aita thik katha kahuchanti V.K.Pandian Sir
@RAJENDRAMAHAPATRA-ph5ou
@RAJENDRAMAHAPATRA-ph5ou Ай бұрын
ଅପରାଧୀ ପ୍ରେମୀ BJP ଦଳକୁ ଓଡ଼ିଶାର ସଚେତନ ଜନତା ପୁଣିଥରେ ଆଗାମୀ ନିର୍ବାଚନରେ ଉଚିତ୍ ଜବାବ ଦେବେ ।
@itschinmayeepradhan3633
@itschinmayeepradhan3633 29 күн бұрын
ଓଡିଶା ଆଜି ଅଭାବୀରୁ ପ୍ରଭାବୀର ପରିଚୟ ପାଇଛି କେବଳ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମ ପାଇଁ l
@user-bb8eu1wm8f
@user-bb8eu1wm8f Ай бұрын
Pandian sir kama sabu to develop heuchi kintu jou parimana re tanka karcha houchi ama odisha ra tanka luti nia heuni ta 1400 koti tanka parikrama prokalpa re kharcha heichi. Au 25 yr bjd sasan kolani bjd ro advertising bahut adhik kn pain a advertising re apan besi popular houchanti.bag 2 tare kn ate tanka karcha heichi.devlopment nare lutuchanti odisha ku.sethipain changes nihati darkar.kie kete lutuchi Jana podijiba
@rajendrakumarmohanty1026
@rajendrakumarmohanty1026 Ай бұрын
ଓଡ଼ିଶାବାସୀ ନବୀନବାବୁଙ୍କ ବିକାଶ ମୂଳକ କାର୍ଯ୍ୟରେ ଖୁସି ଅଛନ୍ତି l ସେମାନେ ପୁଣି ଥରେ ନବୀନ ବାବୁଙ୍କୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ କରିବେ l
@Zodnd1254
@Zodnd1254 13 күн бұрын
ଏଥର ୧୦ ଜୁନ ରେ ଦେଖିବୁ।❤
@bikramroutaray935
@bikramroutaray935 Ай бұрын
25 ବର୍ଷ ରେ ଓଡିଶା ରେ ମହାନଦୀ ରେ କେତେ ଡ୍ୟାମ କରିଛ???
@jyotisahu621
@jyotisahu621 Ай бұрын
ଯିଏ ଦୁର୍ବଳ ସେ ଆଶ୍ରା ଖୋଜେ. ଲୋକେ ଜାଣିଛନ୍ତି ବିଜେଡି ଓ ବିଜେପି ଭିତରୁ କିଏ ଦୁର୍ବଳ. ବିଜେପିର ଗାଲୁଗପ କିଏବା ବିଶ୍ୱାସ କରିବ l
@SubhransuBarik-qe9tx
@SubhransuBarik-qe9tx 20 күн бұрын
Sir you are a great politician And pure hindu. jay Jagannath 🙏🙏🙏
@sujaypatra1729
@sujaypatra1729 Ай бұрын
କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜାଣି ଶୁଣି ଛତିଶଗଡ ରାଜ୍ୟ ପାଇଁ ଲଢେଇ କରୁଛନ୍ତି, ଜଣେ ଓଡ଼ିଆ ପୁଅ ହୋଇ ଏହା କେମିତି କରିପାରିଲେ.
@sujaypatra1729
@sujaypatra1729 Ай бұрын
ଓଡ଼ିଶାର ସ୍ୱାର୍ଥ ଓ ହକ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଦା ସର୍ବଦା କାର୍ଯ୍ୟ କରିଆସୁଛନ୍ତି.
@suvransudey3655
@suvransudey3655 Ай бұрын
ଓଡ଼ିଶା ତଥା ଓଡ଼ିଶାର ଅଗଣିତ ଜଣ ସାଧାରଣଙ୍କ ପାଇଁ ବିଜୁ ଜନତା ଦଳର ଯୋଉ ସେବା ଓ ସମର୍ପଣ କରିଛି ତାହାର ବର୍ଣ୍ଣନା ନାହିଁ l
@prabirjena2147
@prabirjena2147 Ай бұрын
କ୍ରୀତଦାସଙ୍କ ତାଲିକା ହୁଏ, ନାୟକଙ୍କ ନୂହେଁ
@JharanaraniPatra-ko8vr
@JharanaraniPatra-ko8vr Ай бұрын
ନିର୍ବାଚନ ସମୟରେ ଭୋଟ ଆଶାରେ ମିଛ ଆଶା ଦେଖାଇ ଲୋକ ମାନଙ୍କ ସହ ପ୍ରତାରଣା କରେ ବିଜେପି ଦଳ l
@aiamoodisha
@aiamoodisha Ай бұрын
ଆରେ ଇଏ କିଏ ମୁଖ୍ୟମନ୍ତ୍ରୀ ପାର୍ଥୀ କିଏ ବୋଲି ପଚାରିବ
@sujaypatra1729
@sujaypatra1729 Ай бұрын
ସବୁବେଳେ କେନ୍ଦ୍ର ମନ୍ତ୍ରୀ ଆମ ପ୍ରିୟ ନବୀନ ବାବୁ ଙ୍କ ଉପରେ ମିଛ ସଡଯନ୍ତ୍ର ର ଛାପ ଲଗେଇବା ପାଇଁ ଚେଷ୍ଟା କରି ବାରମ୍ବାର ବିଫଳ ହେଉଛନ୍ତି.
@omprakashdas8454
@omprakashdas8454 15 күн бұрын
What about Southern Odisha development? ?
@JharanaraniPatra-ko8vr
@JharanaraniPatra-ko8vr Ай бұрын
ବିଜେପି ଶାସିତ ରାଜ୍ୟ ଠାରୁ ଅନ୍ୟ ରାଜ୍ୟ ର ସ୍ଥିତି କେତେ ଉନ୍ନତ ତାହା ଆଉ କାହାକୁ ଅଛପା ନାହିଁ।
@itschinmayeepradhan3633
@itschinmayeepradhan3633 29 күн бұрын
କେନ୍ଦ୍ର ବିଜେପି ନେତାମାନେ ଯଦି ବିକାଶ କରିଛନ୍ତି, ତେବେ କେନ୍ଦ୍ରରୁ ମାଳ ମାଳ ନେତା ମାନଙ୍କୁ ଆଣି ପ୍ରଚାର କାହିଁକି କରୁଛନ୍ତି ଓଡ଼ିଶା ବିଜେପି କଣ ଭୀରୁ l
@RoshanRanjanMahapatra
@RoshanRanjanMahapatra Ай бұрын
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁପ୍ରାଣରେ ଅନୁପ୍ରାଣିତ ହୋଇ 5T ଅଧକ୍ଷଙ୍କ ଜରିଆରେ ସ୍କୁଲ ଗୁଡିକର ରୂପାନ୍ତରଣ କରାଇ ଆଧୁନିକ ଶିକ୍ଷାଦାନ ଦେବା ପାଇଁ ଏକ ନୁଆ ପ୍ରଚେଷ୍ଟା.
@SnehanjaliPriyadarshini-yb8db
@SnehanjaliPriyadarshini-yb8db Ай бұрын
ନବୀନ ବାବୁଙ୍କ ବିଭିନ୍ନ ଯୋଜନାରେ ଓଡ଼ିଶା ବାସୀ ଉପକୃତ ହେଉଛନ୍ତି, ଏଥିରେ ଲୋକେ ଅତ୍ୟନ୍ତ ଆନନ୍ଦିତ ଅଛନ୍ତି କିନ୍ତୁ ଏମାନଙ୍କର ମୁଣ୍ଡ ବିନ୍ଧା କାହିଁକି ହେଉଛି l
@nileshdas9404
@nileshdas9404 Ай бұрын
ଓଡ଼ିଶା ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହୋଦୟ ଥିଲେ ଆଉ ଏବେ ମଧ୍ୟ ମୁଖ୍ୟମନ୍ତ୍ରୀ ଭାବେ ଓଡ଼ିଶା ରେ ରହିବେ ।
@vihaanr2480
@vihaanr2480 Ай бұрын
For Odisha, Only BJD❤ and Naveen babu❤, very good and Polite leader. Bhasana nuhe, kama re Biswas karanti Naveen and Odisha ra ground level re continuously development karichalichanti . Election asile Natakbaazi and Bhasana mariki ta pare haji jauthiba netanku vote dei habani . Odisha gote Santipriya rajya. Ethi Dictatorship aau danga ku kebe v prasraya miliba nahi. Jai Shree Jagannath 🙏
@nileshdas9404
@nileshdas9404 Ай бұрын
ପରିକ୍ରମା ପ୍ରକଳ୍ପ ବନ୍ଦ କରିବା ର ମୁଖ୍ୟ ଉଦ୍ଦେଶ୍ୟ ଏହା ଥିଲା କି ନବୀନ ବାବୁ ଯଦି ପ୍ରକଳ୍ପ କରି ଦେବେ ତ ଓଡ଼ିଶା ବାସୀ ତାଙ୍କୁ ଭଲ ପାଇବା ରେ ଭରପୁର କରିଦେବେ, ଏହା ଥିଲା bjp ର ଚିନ୍ତା ଧାରା ।
@JharanaraniPatra-ko8vr
@JharanaraniPatra-ko8vr Ай бұрын
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ବାବୁ ଚାହିଁଥିଲେ ଏଠାରେ ଟେକ୍ସଟାଇଲ ପାର୍କ କରିପାରିଥାନ୍ତେ ସମ୍ବଳପୁରୀ ଶାଢ଼ୀ କୁ ବୁଣାକାର ମାନଙ୍କୁ ମାନ୍ୟତା ଦେଇପାରିଥାନ୍ତେ କିନ୍ତୁ କେନ୍ଦ୍ର ମନ୍ତ୍ରୀ ଭାଷଣ ଦେବା ଛଡା ଆଉ କୁଛି କରିପାରିଲେ ନାହିଁ l
@itschinmayeepradhan3633
@itschinmayeepradhan3633 29 күн бұрын
ଧର୍ମେନ୍ଦ୍ର ପ୍ରଧାନ କ୍ଷତାକୁ ଆସିବା ପାଇଁ ମହାପ୍ରଭୁଙ୍କ ନାଁରେ କେତେ ମିଛ କହୁଛନ୍ତି,ଏଭଳି ମିଛୁଆ ଲୋକଙ୍କ ଠାରୁ ଓଡ଼ିଶା ବାସୀ ଦୁରେଇ ରୁହନ୍ତୁ l
@crbproduction5437
@crbproduction5437 Ай бұрын
Kanak news sir mananku request BJD pura michhuaa...
@jasaswiniswain3783
@jasaswiniswain3783 Ай бұрын
ସେହି ବିରୋଧୀ ଦଳର ନେତାମାନଙ୍କ ଭଳି ନୁହେଁ ଆମ ବିଜୁ ଜନତା ଦଳ ନେତାମାନେ ସେମାନଙ୍କ ସହିତ ତୁଳନା କରିବା ଟା ଆଦୈ ଠିକ୍ ନୁହେଁ।
@JharanaraniPatra-ko8vr
@JharanaraniPatra-ko8vr Ай бұрын
ବିକଶିତ ଓଡିଶା ର ସ୍ବପ୍ନ କୁ ସାକାର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାହା ଆଜି ଓଡିଶା ବାସୀ ଙ୍କ ପାଇଁ ଉପହାର ହୋଇ ପାରିଛି!
@loveguru4599
@loveguru4599 26 күн бұрын
ପ୍ରିୟ ଭାଇ ଓ ଭଉଣି ମାନେ ଉପଯୁକ୍ତ ଲୋକକୁ ଭୋଟ ଦେଇ ନୂଆଁ ମୁହଁ ସରକାର କରନ୍ତୁ ବିଜେଡି ର ପାଣ୍ଡୁ କଥା ସୁଣନ୍ତୁ ନାହିଁ କଣ କରିଛନ୍ତି ନବିନ ପ୍ରାଇଭେଟ ସ୍କୁଲ ଆଉ ଗରିବ ଯିବେ ସରକାରୀ ବିଦ୍ୟାଳୟ ଅଣ୍ଡା ... ଚତୁଆ ପାଇଁ, ମଦ ଯିଏ ଅଧିକ ବିକିବ ତାକୁ ପୁରସ୍କାର , ଓଡ଼ିଶା ପୋଲିସକୁ ନିଜ ହାତମୁଠାକୁ ଆପଣ ଜାଣି ଥିବେ ଆପଣଙ୍କର ଅସୁବିଧା ସମୟରେ ପୋଲିସ ସାହାର୍ଯ୍ୟ କରେନି କେବଳ ବିଜେଡ଼ି ପାଟି ଲୋକ, ଆମ ରାଜ୍ୟରେ ଭରପୁର ଖଣିଜ ପଦାର୍ଥ ଅଛି ବିକ୍ରିର ହିସାବ ନାହିଁ, ଆଉ ଏତେ କମ୍ପାନି ଥାଉ ଥାଉ ଆମ ଭାଇମାନେ ବାହାର ରାଜ୍ୟରେ କାମକରୁଛନ୍ତି ନିଜ ପରିବାର ପାଇଁ ..ମାଗଣା ବିଜୁଳି ଲୋଭରେ ଅନ୍ତୁନି ଆମର ଶିତଳଭଣ୍ଡାର ନାହିଁ ବାହାର ରାଜ୍ୟରୁ ସବୁ ରାସନ୍ ଆସିବ Tax ଆକାରରେ ଚାରିଗୁଣା ଯିବ..,😢
@Sonamuduli-
@Sonamuduli- Ай бұрын
ନବୀନବାବୁ ହେଉଛନ୍ତି ଓଡ଼ିଶାର ଜଣେ ଜନପ୍ରିୟ ନେତା.ଦୀର୍ଘଦିନ ଧରି ସେ ମୁଖ୍ୟମନ୍ତ୍ରୀ ହୋଇ ଲୋକଙ୍କ ସେବା କାର୍ଯ୍ୟ କରିଚାଲିଛନ୍ତି l
@sweety_from_kashmir
@sweety_from_kashmir Ай бұрын
Tahele se modi ku kahin ki support karuthila
@digitaltuducreation3133
@digitaltuducreation3133 Ай бұрын
ନବୀନଙ୍କର ଅଇଁଠାଖିଆ କୁକୁର ରେ ଦେଖ ଓଡିଶା ମୟୁରଭଂଜ ର କି ଅବସ୍ଥା-kzbin.info/www/bejne/q2G4moSAirh5h5Ysi=xmTz6hV0NLWohoRq
@RoshanRanjanMahapatra
@RoshanRanjanMahapatra Ай бұрын
ଶିକ୍ଷା ପାଇଁ ଏହି ଛାତ୍ର ବୃତ୍ତି ଛାତ୍ର ଛାତ୍ରୀମାନଙ୍କୁ ବେଶ ସହାୟକ ହେବ, ସେଥିପାଇଁ ରାଜ୍ୟ ସରକାର ଏକ ବଡ ପଦକ୍ଷେପ ଗ୍ରହଣ କରିଛନ୍ତି.
@SnehanjaliPriyadarshini-yb8db
@SnehanjaliPriyadarshini-yb8db Ай бұрын
ଓଡ଼ିଶା ର ଶିକ୍ଷା ଠାରୁ ସ୍ବାସ୍ଥ୍ୟ ଓ କୃଷି ଠାରୁ କ୍ରୀଡା ସମସ୍ତ କ୍ଷେତ୍ରରେ ସମୀକ୍ଷା କରି ସବୁଥିରେ ଉନ୍ନତି ଆଣି ଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l
@RAMAKANTABARIK-ce4vq
@RAMAKANTABARIK-ce4vq Ай бұрын
ବିଜେପି ଦଳକୁ ଓଡ଼ିଶାବାସୀ ବେଶ ଭଲ ଭାବେ ଜାଣିଛନ୍ତି, ଏମାନଙ୍କର ଉପରେ ଗୋଟିଏ ରୂପ, ଭିତରେ ଭୟଙ୍କର ରୂପ
@sweety_from_kashmir
@sweety_from_kashmir Ай бұрын
Seithi pain ta bjd sabu bele bjp ku support karuthila 2019 ru 2024 jae sabu bill re
@suryakantasahoo5526
@suryakantasahoo5526 Ай бұрын
Hm vai ame 24 Barsha re dekhile na😂😂😂😂 kie vaya au kie daruchi
@manoswinijena3884
@manoswinijena3884 Ай бұрын
ନବୀନ ସରକାର ଓଡ଼ିଶା , ଓଡ଼ିଆ ଙ୍କର ସାମଗ୍ରୀକ ବିକାଶ ହୋଇଛି।
@RameshMishra-gf8ze
@RameshMishra-gf8ze Ай бұрын
ଓଡ଼ିଶାର ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥ ଜଗନ୍ନାଥ ଠାକୁର 4 କୋଟି ଲୋକ ଙ୍କ ମାଲିକ।
@swaramayeedas437
@swaramayeedas437 Ай бұрын
ରାଜ୍ୟ ସରକାରଙ୍କ ସହିତ ସହଯୋଗ କରି ନୂଆ ଓଡିଶା ତିଆରି କରିବା ପଛରେ ପାଣ୍ଡିଆନ ସାରଙ୍କ ଏକ ବଡ଼ ଭୁମିକା ରହିଛି l
@moorthit6964
@moorthit6964 26 күн бұрын
He is aid not cm..patnak ji just 75 years..still earlier to say like this . Jayalalitha by birth she is kannadika 91-96 2001-06 11-16 cm of tn M gr by birth malayali.. Cm tn from1977-88 Stalin karunanithi both telugu people ruled 22 years..
@gyanaranjannayak7648
@gyanaranjannayak7648 5 күн бұрын
Sir you are great
@user-ly7nq6yc1z
@user-ly7nq6yc1z Ай бұрын
ଯଦି ପାଣ୍ଡିଆନ ବାବୁ ଆମର ନେତା ହେବେ ତେବେ ଏହା ଓଡ଼ିଆ ମାନଙ୍କ ଅପମାନ ହେବ, କୌଣସି statement ଦେବା ପାଇଁ ଓଡିଶା ର BJD ନେତା ଯୋଗ୍ୟ ନୁହେଁ କି? ପାଣ୍ଡିଆନ ବାବୁ ଓଡ଼ିଆ ମାନଙ୍କୁ ମୂର୍ଖ ଏବଂ କ୍ରୀତଦାସ ଭାବୁଛନ୍ତି, ଓଡ଼ିଆ ମାନଙ୍କୁ ଲଜ୍ୟା ଲାଗିବା କଥା, ସତର୍କ ହୁଅ ନହେଲେ ନାମ ନେବ, ଜୟ ଜଗନ୍ନାଥ
@nileshdas9404
@nileshdas9404 Ай бұрын
ଆମ ପାଣ୍ଡିଆନ୍ ବାବୁ ଜନତା ଙ୍କ ଦୁଃଖ ଦେଖି ସହି ନ ପାରି ଜନତା ଙ୍କ ସାହାଯ୍ୟ ପାଇଁ ହାଥ ବଢାଇଛନ୍ତି ।
@AkeshKumarmahakur-cb5eg
@AkeshKumarmahakur-cb5eg Ай бұрын
Mo band badhei chhi
@tikeswarNeha
@tikeswarNeha Ай бұрын
😂😂😂
@nileshdas9404
@nileshdas9404 Ай бұрын
@@AkeshKumarmahakur-cb5eg ନିଜ ଭାଷା ପ୍ରଥମେ ଠିକ୍ କରନ୍ତୁ
@subratdas9585
@subratdas9585 27 күн бұрын
Pagala janata bujhiparunahanti pandu ra chal😂
@muralidharbehera6433
@muralidharbehera6433 26 күн бұрын
Tuma Odisha re tume Mane sabu kan karuchha ki , tamilnadu ru aasi athi sashana karibe
@itschinmayeepradhan3633
@itschinmayeepradhan3633 29 күн бұрын
ଜନତାଙ୍କ ଆଖି ଧୂଳି ଦେବାରେ ଓଡିଶା ବିଜେପି ସେଥିରେ ମାହିର, ଏହାକୁ ଓଡ଼ିଶାବାସୀ ଜାଣିସାରିଛନ୍ତିl
@SnehanjaliPriyadarshini-yb8db
@SnehanjaliPriyadarshini-yb8db Ай бұрын
ଲାଜ ଲାଗିବା କଥା ଜଣେ ଓଡ଼ିଆ ଭାବେ କେନ୍ଦ୍ର ମନ୍ତ୍ରୀ ହୋଇ ବି ଓଡ଼ିଶା ପାଇଁ ଆଜି ଯାହେଁ କିଛି କରି ପାରିଲେନି କିନ୍ତୁ ଓଡ଼ିଶାର ବିକାଶ ବିରୋଧରେ କହିବା ପାଇଁ ସର୍ବଦା ଆଗେଇ ଆସିଛନ୍ତି
@sujaypatra1729
@sujaypatra1729 Ай бұрын
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବଦନାମ କରିବା ପାଇଁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ବାବୁ ନୂଆ ଷଡଯନ୍ତ୍ର ରଚି ଥିଲେ.
@sujaypatra1729
@sujaypatra1729 Ай бұрын
ଛତିଶଗଡ ପାଇଁ କେନ୍ଦ୍ର ମନ୍ତ୍ରୀଙ୍କର ଏତେ ଦରଦ କାହିଁକି, ତାହାର ପୋଲ ଖୋଲିଛନ୍ତି 5 ଟି ଅଧକ୍ଷ ଭି କେ ପାଣ୍ଡିଆନ ସାର.
@JharanaraniPatra-ko8vr
@JharanaraniPatra-ko8vr Ай бұрын
ମିଛ ଭାଷଣ ଦେବା ରେ କେହି ପାରିବେ ନାହିଁ ଆମ ରାଜ୍ୟ ବିଜେପି ନେତାଙ୍କ ପରି ସେମାନେ ଯାହା କୁହନ୍ତି ତାହା କରନ୍ତି ନାହିଁ l
@FAKIRJENA-du2zs
@FAKIRJENA-du2zs Ай бұрын
ନବିନ ବାବୁ ଓ ଚେଲା ପାଣ୍ଡିଆ ବେଆଇନ ଭାବେ ଓଡ଼ିଶା ରାଜ କୋଶ ରୁ ହଜାର ହଜାର କୋଟି ଟଙ୍କା ଖୋଳ କରିବା ଓ ଦଳୀୟ ପ୍ରଚାର ଅଭିଯୋଗରେ ଇ ଡି ଦ୍ଵାରା arrest ହୋଇ ଜେଲରେ ରହିବେ ଓ ତାଙ୍କ ଆୟ ବହିର୍ ଭୂତ ସମ୍ପତି ବ୍ୟାଜାପ୍ତ ହେବା ଥୟ l RTI ତଥ୍ୟ ସମ୍ବଳିତ ଅଟେ l
Why You Should Always Help Others ❤️
00:40
Alan Chikin Chow
Рет қаралды 112 МЛН
Неприятная Встреча На Мосту - Полярная звезда #shorts
00:59
Полярная звезда - Kuzey Yıldızı
Рет қаралды 1,7 МЛН
Modi & Naveen In Bhubaneswar: Food Security Act
7:10
Kanak News
Рет қаралды 2,2 МЛН
PM Modi's Target To BJD; VK Pandian Responds | Know The Details
3:12