Special Report: Girl From Balasore Writes To Odisha CM, Seeks Help For Higher Studies

  Рет қаралды 1,727,153

Kanak News

Kanak News

Күн бұрын

Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'.
For the latest Odisha News Follow us:
Website :- kanaknews.com/
Instagram :- www.instagram....
LinkedIn :- / kanak-news
Facebook :- / kanaknews
App Kanak :- play.google.co...
Twitter :- / kanak_news
Telegram :- t.me/kanaknews...
#KanakNews #Odisha #Balasore

Пікірлер: 1 300
@gyanaranjanprusty406
@gyanaranjanprusty406 2 жыл бұрын
ମାନନୀୟ ମୁଖ୍ୟମନ୍ତ୍ରୀ ଙ୍କୁ ଅନୁରୋଧ ଏ ଝିଅଟିର ଚିଠି ପ୍ରତି ଧ୍ୟାନ ଦେଵେ ଏବଂ ନିଜେ ନ ଯାଇ ପାରିଲେ ସେଠାକାର ଲୋକାଲ MLA କିମ୍ବା ବିଭାଗୀୟ ଅଧିକାରୀ ମାନଙ୍କୁ କୁହନ୍ତୁ ସେଇ ଝିଅଟିର ସମସ୍ତ କଥା ବୁଝିବା ପାଇଁ ଏମିତି ବହୁତ ଝିଅ ଅଛନ୍ତି ଯୋଉମାନେ ପାଖରେ ବହୁତ ଭଲ କଳା ଥିଲେ ବି ସେମାନଙ୍କ ପରିସ୍ଥିତି ତାଙ୍କୁ ଉପରକୁ ଉଠେଇ ଦଉନି ସେମାନେ ବଣ ମଲ୍ଲୀ ଫୁଟିକି ଝଡ଼ିପଡ଼ୁଛନ୍ତି...
@gitanjalibarik8674
@gitanjalibarik8674 2 жыл бұрын
R8 bro
@ସଚେତନନାଗରିକ
@ସଚେତନନାଗରିକ 2 жыл бұрын
ବ୍ରହ୍ମପୁର ଦୀପିକା କୁ ନ୍ୟାୟ ଦେବା ପାଇଁ ଟିକେ ମୁଖ୍ୟମନ୍ତ୍ରୀ କୁ ଅନୁରୋଧ କର, Love in relationship, vailantain day ଭଳି କୁତ୍ସିତ ବିଦେଶୀ ପ୍ରଥା ପାଳନ ଉପରେ ରୋକ ଲଗାଇବା ପାଇଁ ଅନୁରୋଧ କର, ନ ହେଲେ ଦୀପିକା ଭଳି ଅନେକ ଉଚ୍ଚ ଶିକ୍ଷିତ ହିନ୍ଦୁ ଯୁବକ ଯୁବତୀମାନେ ବିନା ବିବାହ ପୂର୍ବରୁ ଯୌନ ସମ୍ପର୍କ ସ୍ଥାପନ କରିବା,ସନ୍ତାନ ପ୍ରସବ କରିବା ଘଟଣା ଆଗକୁ ବୃଦ୍ଧି ପାଇବ, ତେଣୁ ବେଳ ଥାଉ ଥାଉ ଏ ଭଳି ପ୍ରଥା ବିରୋଧରେ ଜନସଚେତନତା କରାଗଲେ ବହୁତ ଭଲ ହୁଅନ୍ତା
@mukeahhanu9329
@mukeahhanu9329 2 жыл бұрын
I'mp
@rabindramajhi4081
@rabindramajhi4081 2 жыл бұрын
କି ଧର୍ମଭାବ..!!! କି ଜାତିଭେଦ...!!! ଧର୍ମ ଏକ ମାନବ ଧର୍ମ। ଜାତି ଏକ ମାନବ (ସ୍ତ୍ରୀ/ପୁରୁଷ)। ଧନ୍ୟ ତୁମ ପୂଜା ଅର୍ଚ୍ଚନା। ମାନବ ସେବା ହିଁ ମାଧବ ସେବା ଗୁଣ ଗାଉଛ। ମଣିଷ କୁ ମାନବିକତା ଦେଖାଇ ପାରୁ ନାହଁ। କାହିଁକି ଏ ସବୁ ମତଭେଦ..????🙏🙏🙏
@ସଚେତନନାଗରିକ
@ସଚେତନନାଗରିକ 2 жыл бұрын
ନିର୍ଲଜ ବ୍ରାହ୍ମଣ ମାନଙ୍କୁ କିଏ ବୁଝେଇବ ? ଏ ମାନଙ୍କୁ ଜୋତା ମାଡ଼ ମାରିଲେ ଭଲ ବାଟକୁ ଆସିବେ
@ManojKumar-km3tw
@ManojKumar-km3tw 2 жыл бұрын
Very good mama
@akashdc1470
@akashdc1470 2 жыл бұрын
Sata Katha Bhai 👍🙏
@pankajinimishra1139
@pankajinimishra1139 2 жыл бұрын
Sarkar ta jati Veda srusti Karu chhanti
@ranjanhembrom4373
@ranjanhembrom4373 2 жыл бұрын
@@ସଚେତନନାଗରିକ thik kahicha Bhai
@gayatriartandpoetry9832
@gayatriartandpoetry9832 2 жыл бұрын
ମଣିଷ ମଣିଷ ର ମନକୁ ଭଲପାଅ.. ସବୁ ମଣିଷ ସମାନ.. ଦୟା କରି 🙏 ଜାତି ଭେଦ ଭାବ ଦୂର କରନ୍ତୁ.. ଏଥିପାଇଁ କିଛି ନିୟମ କାଢନ୍ତୁ ମାନନୀୟ ମୁଖ୍ୟ ମନ୍ତ୍ରୀ
@rasmiranjanmohanty8620
@rasmiranjanmohanty8620 2 жыл бұрын
O
@duryodhanmallik4033
@duryodhanmallik4033 2 жыл бұрын
You are right
@nabaghanabehera390
@nabaghanabehera390 2 жыл бұрын
Right sister
@chandrasekharnayaka9658
@chandrasekharnayaka9658 2 жыл бұрын
Right
@kahijanilekathasundar
@kahijanilekathasundar 2 жыл бұрын
ଏକ ନମ୍ବର ଚୋର ହେଉଚି ନବୀନ, ସିଏ କି ସାହାଯ୍ୟ କରିବ
@narayansamal5222
@narayansamal5222 2 жыл бұрын
ସୁଭଦ୍ରାକୁ ସାହାଯ୍ଯ କରିଥିବା ସମସ୍ତଙ୍କୁ ଅନେକ ଅନେକ ଧନ୍ୟବାଦ ଆଉ ନମସ୍କାର 🙏🙏🙏
@krushnapradhan7642
@krushnapradhan7642 2 жыл бұрын
Mote tikie subhadra phone pe number debe
@sipun2712
@sipun2712 2 жыл бұрын
plz tanka ghara adrees diantu ame tanku help karibu
@pakunkhatuapakun5053
@pakunkhatuapakun5053 2 жыл бұрын
Like
@ସଚେତନନାଗରିକ
@ସଚେତନନାଗରିକ 2 жыл бұрын
ସୁଭଦ୍ରା କୁ ଘୃଣା କରିଥିବା ଗାଁ ଲୋକ ମାନଙ୍କୁ କଣ ଧନ୍ୟବାଦ ଜଣେଇବ ନାହିଁ ?
@rakeshkumarbal5541
@rakeshkumarbal5541 2 жыл бұрын
ଭଉଣୀ ତୁ ଲୋକଙ୍କ କଥା ଶୁଣିବୁନି ତ କର୍ମ ରେ ତୁ ଆଗେଇଚାଲେ ଭଗବାନ ତ ସାଙ୍ଗରେ ଅଛନ୍ତି🙏🙏🙏
@barshad..musicalfountain359
@barshad..musicalfountain359 2 жыл бұрын
I'm just proud of this girl and her independent thought... I salute her courage... She should be given enough scope.. I guarantee, she will bring change one day... Jay jagannath..
@jagannathswain1693
@jagannathswain1693 2 жыл бұрын
Yes absolutely barsha mam
@manoramapanda5802
@manoramapanda5802 2 жыл бұрын
Good
@nrusinghasutar7808
@nrusinghasutar7808 2 жыл бұрын
You are great little girl. God bless you subhadra .
@msdhani.lovers
@msdhani.lovers 2 жыл бұрын
P
@satyajitsahoo5851
@satyajitsahoo5851 2 жыл бұрын
Very happy to see her getting helping hands!!🤟🔥🙏
@omsairam2627
@omsairam2627 2 жыл бұрын
God bless you,Subhadra!
@ସଚେତନନାଗରିକ
@ସଚେତନନାଗରିକ 2 жыл бұрын
ସେ ଗାଁ ନାମ କଣ ?
@g.anjali3593
@g.anjali3593 2 жыл бұрын
ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଆମ୍ଭେ ମାନବ ସମାଜର ଭାବିବା ଉଚିତ୍ । ଯେତେବେଳେ ଜଣେ ରୋଗୀ କୁ ରକ୍ତ ଦରକାର ପଡେ ସେତେବେଳେ ତ କେହି ଜାତି, ଧର୍ମ, ବର୍ଣ୍ଣ ବିଚାର କରି ନଥାଏ, ହେଲେ ଆଜି ମଧ୍ୟ ଜାତି ବିବାଦ ଲାଗି ରହିଛି। Please sister keep your ambitions..👍👍 great 👍👍
@MrAshok07655
@MrAshok07655 2 жыл бұрын
ସାହାଯ୍ୟ କରନ୍ତୁ ଏ ଭଉଣି ଟିକୁ ଦୁନିଆଁ କୁ ଦେଖେଇଲା ପରି ନୁହେଁ ବରଂ ଗୋଟିଏ ସ୍ବାଭିମାନି ନାଗରିକ ପରି 💔💔 ଜୟ ଜଗନ୍ନାଥ 🙏🙏
@apshortvlogs9744
@apshortvlogs9744 2 жыл бұрын
ଶୁଭଦ୍ରାକୁ ସାହାଯ୍ୟ କରୁଥିବା ଲୋକଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଦେଉଛି.
@prabhasnibas9097
@prabhasnibas9097 2 жыл бұрын
ମୁଁ ସୁନା ଭଉଣୀ ସୁଭଦ୍ରା ଭଉଣୀ ଭଗବାନ ଏମିତି ଖୁସି ରେ ରଖନ୍ତୁ।
@EExpertise077
@EExpertise077 2 жыл бұрын
🤔🙄
@ସଚେତନନାଗରିକ
@ସଚେତନନାଗରିକ 2 жыл бұрын
ଟିକେ ଦୀପିକା ଭଉଣୀ ପାଇଁ ଭଗବାନ କୁ କୁହ, ତା ସ୍ବାମୀ ରାଣ୍ଡୁଆ ଦିନେଶ କୁ ସଦବୁଦ୍ଧି ଦିଅନ୍ତୁ, ଭଲରେ ରୁହନ୍ତୁ
@Lipunsarat
@Lipunsarat 2 жыл бұрын
ବହୁତ ଭଲ ରେ ରୁହ ଭଉଣୀ ଭଲ ପାଠ ପଢ ତମ ସ୍ୱପନ ପୁରଣ ହଉ ଜୟ ଜଗନ୍ନାଥ 🙏
@pitambarsahoo4388
@pitambarsahoo4388 2 жыл бұрын
Please help this innocent girl CM Sir 🙏
@manashsoren3342
@manashsoren3342 2 жыл бұрын
ମାନନୀୟ ଶ୍ରୀଯୁକ୍ତ ନବୀନ ପଟ୍ଟନାୟ ଭକ୍ତ ଝିଅକୁ ଆନ୍ତରୀକ ସହକାରେ ଯାହାଯ୍ କରୁନ୍ତୁ
@daily.ca.quiz.
@daily.ca.quiz. 2 жыл бұрын
Salute.. To.. Her. Courage and anxiety.. Towards.. Study, ❤❤
@tanmayrout790
@tanmayrout790 2 жыл бұрын
Mind-blowing words
@purnapradhan9553
@purnapradhan9553 7 ай бұрын
❤ସୁଭ ଦ୍ରା ତମକୁ ଇଶ୍ବର ଶକ୍ତି ଦିଅନ୍ତୁ ମା ❤ ତୁମର ଚଲା ପଥ କୁସୁମିତ ହେଉ❤ଜୟ ଜଗନ୍ନାଥ ❤
@pradoshkumar7833
@pradoshkumar7833 2 жыл бұрын
ଯିଏ ବି ସାହାଯ୍ୟ କରୁଛ ସମାଜ କୁ ଦେଖେଇକି ସାହାଯ୍ୟ କର ହେଲା. ଧନ୍ୟ ରେ
@diptikantasahu1800
@diptikantasahu1800 2 жыл бұрын
Pura right
@ANDigital-bk4qu
@ANDigital-bk4qu 2 жыл бұрын
Samaja ku dekheiba drkar dekheile Sina kichhi sikhibe ...jau loko mane ninda karuthile jati pratha ku nei semananka muha Abe talaku heijaichi ...no dekheile janibe kemiti Abe bi manabikata banchi rahichi.
@pradoshkumar7833
@pradoshkumar7833 2 жыл бұрын
@@ANDigital-bk4qu ଆପଣ କଥା ଏକଦମ ଠିକ
@pradeepbiswal1962
@pradeepbiswal1962 2 жыл бұрын
ଧନ୍ୟବାଦ୍ ସମସ୍ତଙ୍କୁ...🙏🙏🙏🙏 ଜୟ ଜଗନ୍ନାଥ ସ୍ଵାମୀ 🙏🙏🙏🙏
@chinmayakumardash6661
@chinmayakumardash6661 2 жыл бұрын
ଏଇ କିଛି ଦିନ ତଳେ ଆମେ ଆଜାଦି ର ୭୫ ବର୍ଷ ଅମୃତ ଉତ୍ସବ ପାଳନ କରୁଥିଲେ ଏଇ ହେଉଛି କଣ ଆଜାଦି ର ଅମୃତ ଉତ୍ସବ ଅଜି ବି ଏଇ ଭାରତ ବର୍ଷ ରେ ଜାତିବାଦ କୁ ନେଇ ପ୍ରଶ୍ନ ଉଠୁଛି ଏଇ କଣ ଆମ ସ୍ଵାଧୀନତା......? ମାନ୍ୟବର ସରକାର ଙ୍କୁ ଅନୁରୋଧ କି ଏଇ ଜାତିବାଦ ପ୍ରଥା ଆଉ କେତେଦିନ.....? ଆମେ ଗୋଟିଏ ସଭ୍ୟ ଏବଂ ସୃଜନଶିଳ ସମାଜ ଭିତରେ ବଞ୍ଚିବା କୁ ଚାହୁଁ ଦୟା କରି ଏହାର ନିରପେକ୍ଷ ବିଚାର କରାଯାଉ..! ବନ୍ଦେ ଉତ୍କଳଜନନୀ
@basudevrath3520
@basudevrath3520 2 жыл бұрын
ବିନାଶ୍ରୟେ ନ ବର୍ତ୍ତନ୍ତି କବିତା,ବନିତା ଲତା । ସରକାର ଦୟାଶୀଳ ହେବା ଦରକାର ।
@bspriya2327
@bspriya2327 2 жыл бұрын
Right 👍
@priyabratamallik3277
@priyabratamallik3277 2 жыл бұрын
Right kahila 👍👍👍
@ସଚେତନନାଗରିକ
@ସଚେତନନାଗରିକ 2 жыл бұрын
@@basudevrath3520 ଏ ଭଳି ନିର୍ଲଜ ବ୍ରାହ୍ମଣ ମାନଙ୍କୁ ଜୋତା ମାଡ଼ ଦରକାର, ତା ହେଲେ ଭଲ ବାଟକୁ ଆସିବେ ମୋର ବିଶ୍ୱାସ
@saratdalai9265
@saratdalai9265 2 жыл бұрын
@@ସଚେତନନାଗରିକ Bhai namaku Brahmana matra chandal tharu ahuri hina atanti emane
@saiarpitanayak885
@saiarpitanayak885 2 жыл бұрын
I just proud of this girl 👍❤️❤️❤️
@Scorpion_poo
@Scorpion_poo 2 жыл бұрын
😢😢😢😢😢 god bless u girl...hope u will get all the happiness nd full fill all ur dreams 🥺🙏
@ranjansundaray2968
@ranjansundaray2968 2 жыл бұрын
ଭଗବାନ କରନ୍ତୁ ତୁମର ସବୁ ଇଚ୍ଛା ପୂର୍ଣ୍ଣ ହେଉ । ଜୟ ଜଗନ୍ନାଥ। ଦୟା କରି ସୁଭଦ୍ରା କୁ ସାହାଯ୍ୟ କରନ୍ତୁ।
@sangeetasahoo244
@sangeetasahoo244 2 жыл бұрын
God bless u Subhadra...awesome words...
@srajusethi9060
@srajusethi9060 2 жыл бұрын
ମଣିଷ ପଣିଆ ନିଶ୍ଚୟ ଅଛି । ବହୁତ ଭଲ କାମ ।
@Dhameshpatamajhi-n2j
@Dhameshpatamajhi-n2j 2 жыл бұрын
#Hebiswsigana
@prasantakumarbehera3534
@prasantakumarbehera3534 2 жыл бұрын
ଜଗନ୍ନାଥଙ୍କ କୃପାରୁ ତୁମ ଭବିଷ୍ୟତ ଉଜ୍ଜ୍ୱଳ ହେଉ
@BR.Technical-t8o
@BR.Technical-t8o 2 жыл бұрын
You are powerful girl'🥰🥰🥰 god bless you sister 🥰🥰🥰
@purnachandrapradhan4848
@purnachandrapradhan4848 2 жыл бұрын
ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ କୃପା ରୁ ସବୁ କିଛି ଠିକ୍ ହୋଇ ଯିବ ଭଉଣୀ।🙏🙏🙏
@ସଚେତନନାଗରିକ
@ସଚେତନନାଗରିକ 2 жыл бұрын
ଭଗବାନ ମାନଙ୍କ ଭିତରେ କଣ ପାଇଁ ଉଚ୍ଚନୀଚ ଭେଦଭାବ କରୁଛୁ ? କେବଳ ଜଗନ୍ନାଥ କୃପା ନୁହେଁ ମୂର୍ଖ, ସମସ୍ତ ଭଗବାନ ମାନଙ୍କ କୃପାରୁ କହିବା ଶିଖ.
@purnachandrapradhan4848
@purnachandrapradhan4848 2 жыл бұрын
ମୁଁ ଭେଦ ଭାବ କରୁନି ଦେବା ଦେବୀ ଙ୍କୁ ଆଉ ରହିଲା କଥା ଆପଣ କହିଲେ ମୂର୍ଖ । ତୁ କୋଉ ପଣ୍ଡିତ ତ ମାଘିଆ ଶଳା
@subhendunayak6548
@subhendunayak6548 2 жыл бұрын
Salute Salute Salute To This Girl
@anantakumar2023
@anantakumar2023 2 жыл бұрын
Thankyou all bz all r great ❤️🙏🙏🙏 bz all r help full person God bless you subhadra ..
@hariharbishoyi9181
@hariharbishoyi9181 2 жыл бұрын
Proud of you legend girl 💗💗 👌👌👌🙏🙏👍👍 please cm sir help this girl
@arpitadigal7364
@arpitadigal7364 2 жыл бұрын
You are powerful girl 🥰🥰🥰🥰 God bless you 🙏🙏👏👏💞
@bimalkumarsethy2013
@bimalkumarsethy2013 2 жыл бұрын
Very very thank you little sister The god bless you 🙏
@ramakantasahu9173
@ramakantasahu9173 2 жыл бұрын
ସୁଭଦ୍ରା ଭଉଣୀ କୁ ସାହାଯ୍ୟ କରିଥିବାରୁ ବହୁତ ବହୁତ ଧନ୍ୟବାଦ
@kiranketan7348
@kiranketan7348 2 жыл бұрын
God bless you subhadra.i am proud of you.
@gayatriartandpoetry9832
@gayatriartandpoetry9832 2 жыл бұрын
ଦୟାକରି ଏ ଛୁଆଁ ଅଛୁଆଁ. ଜାତି ଭେଦ ଭାବ ଦୂର କରନ୍ତୁ...
@ସଚେତନନାଗରିକ
@ସଚେତନନାଗରିକ 2 жыл бұрын
ବ୍ରାହ୍ମଣ ଲୋକ ମାନଙ୍କୁ ଜୋତା ମାଡ଼ ଦରକାର, ତା ହେଲେ ଛୁଆଁ ଅଛୁଆଁ ଜାତିବେଦ ଦୂର ହେବ
@ସଚେତନନାଗରିକ
@ସଚେତନନାଗରିକ 2 жыл бұрын
ବ୍ରାହ୍ମଣ ଲୋକ ମାନଙ୍କୁ ଜୋତା ମାଡ଼ ଦରକାର, ତା ହେଲେ ଛୁଆଁ ଅଛୁଆଁ ଜାତିବେଦ ଦୂର ହେବ
@mantucreations2250
@mantucreations2250 2 жыл бұрын
Right
@puranjhankar233
@puranjhankar233 2 жыл бұрын
jai shriram🙏🙏🙏🙏🙏🙏🙏🙏🙏jai shriram❤️❤️❤️❤️❤️❤️
@muzicb23
@muzicb23 2 жыл бұрын
ଆରେ ଭାଇ ଏଠି ଗୋଟେ ଦିନ help କରିବା ଆଉ ସବୁଦିନ ଭୁଲିଯିବା, ନାଁ ସେ କେମିତି ସବୁ ଦିନ ପାଇଁ ଚଳିବ ସେ ବେବସ୍ତ ବି କର, ଆଜି ସାହାଯ୍ୟ କରିବା କାଲିକି ଭୁଲିଯିବା କିଏ କୁଆଡେ ଥିବେ ଆଉ ଦେଖା ଦର୍ଶନ ନଥିବ କାହାର
@odishaeliteyt
@odishaeliteyt 2 жыл бұрын
Ei story dekhiki aakhiru luha aasi jauchi🥺 but ama CM Sir nku bahut bahut dhanya baad🙏 Satare ei dunia re bhagwan boli achanty 🙏🤗 thank you god❤️
@amulya-123-in
@amulya-123-in 2 жыл бұрын
ଆପଣଙ୍କ ସହିତ ମୁଁ ଅଛି ।ଆପଣଙ୍କୁ ନିଶ୍ଚିତ ଜଣେ ବଡ଼ଭାଇ ଭାବରେ ନିଶ୍ଚିତ ସହଯୋଗ କରିବି
@SunilKumar-ph2us
@SunilKumar-ph2us 2 жыл бұрын
Bohut bohut khushi lagila vouni Khushi re ruha 😭😭❤️
@DrDuCK-qn8jl
@DrDuCK-qn8jl 2 жыл бұрын
Thank you OTV FOR THIS NEWS😊
@sanjivstarpanda4948
@sanjivstarpanda4948 2 жыл бұрын
This is kanak news
@impossible8107
@impossible8107 2 жыл бұрын
Jeumaane ei jhia nku help karichhanti taanku bahut bahut dhanyabad 🙏🙏
@Researchpintu
@Researchpintu 2 жыл бұрын
ଜୟ 🇮🇳❗🇮🇳 ଜଗନ୍ନାଥ
@swetabhol356
@swetabhol356 2 жыл бұрын
God bless you Subhadra... 🥰
@muktikantaswain5695
@muktikantaswain5695 2 жыл бұрын
This is called balasore Power. Instantly step
@jyotinanda9931
@jyotinanda9931 2 жыл бұрын
God bless to her. Om Shanti
@steminarani5803
@steminarani5803 8 ай бұрын
ବହୁତ ବହୁତ ଧନ୍ୟବାଦ୍ ସାର୍ ନବୀନ ପଟ୍ଟନାୟକ ଜିଦା ବାଦ୍ ଆମର ହିର ଓଡ଼ିଆ ଶାର ହିରୋ ନବୀନ ବାବୁ ବହୁତ ଭଲ ❤❤❤❤🎉🎉🎉🎉🎉
@lovelymahapatra8425
@lovelymahapatra8425 2 жыл бұрын
God bless u dear....
@manaskumarmalik9829
@manaskumarmalik9829 2 жыл бұрын
God bless you 👏👏👏
@bishnumishra4355
@bishnumishra4355 2 жыл бұрын
Great job brother👍👍👍
@anandlakra8926
@anandlakra8926 2 жыл бұрын
God bless you both, ai jiho thik kohuchu jati bisaye re
@rojalinbehera1393
@rojalinbehera1393 2 жыл бұрын
I'm proud of you 👏👏👏👏👏👏👏 subhadra♥️♥️♥️♥️♥️♥️
@generaliquest4397
@generaliquest4397 2 жыл бұрын
Satare duniya re bahut bhala loka achanti...🙏🙏🙏
@rinkuacharya1028
@rinkuacharya1028 2 жыл бұрын
ସତରେ ସମାଜ ରେ ଏହି ଜାତି ,ପ୍ରଥା ଅନୁଯାୟୀ କେତେ ନିରୀହ ଜୀବନ ଦୁଃଖ କଷ୍ଟ ପାଉଛନ୍ତି ସବୁ ମଣିଷ ର ସମାନ ଅଧିକାର ରହିଛି ଜାତି ହେଉଛି ପ୍ରକୃତ ରେ ଦୁଇଟି -ମହିଳା ଓ ପୁରୁଷ ଆଉ କିଛି ନାହିଁ ସବୁ ପ୍ରହସନ
@puspalatasutar794
@puspalatasutar794 2 жыл бұрын
Please Kanak news channel mote subhadra sathire katha kareidiantu, mnu taku Mo jhia Kari rakhibi🙏
@dharmendramishra1348
@dharmendramishra1348 2 жыл бұрын
ସମସ୍ତେ ସାହାଯ୍ୟ କରୁଛନ୍ତି ଶୁଣିକି ଖୁସି ଲାଗିଲା 🤗
@ashutoshiloveyoubhaibiswal3978
@ashutoshiloveyoubhaibiswal3978 2 жыл бұрын
God Bless You Sister 🙏
@sambidsunamajhi9629
@sambidsunamajhi9629 2 жыл бұрын
ମୋର ଭଉଣୀ ନାହିଁ ଏ ଭଉଣୀ କୁ ଦେଖିଲେ ଦୁଃଖ ଲାଗେ 😢
@survivor2061
@survivor2061 2 жыл бұрын
Adopt her
@Dhameshpatamajhi-n2j
@Dhameshpatamajhi-n2j 2 жыл бұрын
#Hebiswsigana
@deepakmallick8921
@deepakmallick8921 2 жыл бұрын
God bless you sister 🙏
@sanjayakumarbehera3642
@sanjayakumarbehera3642 2 жыл бұрын
Respected CM SIR..Please help subhadra..🙏🙏🙏🙏
@MALAYA60
@MALAYA60 2 жыл бұрын
OK didi 🙏😭🙏
@subashsabar119
@subashsabar119 2 жыл бұрын
Very good sister god bless you 🙏🙏🙏🤔👏💯
@kumardeepak410
@kumardeepak410 2 жыл бұрын
😊😊😊😊😊😊😊😊😊😊thank you all subhadra sister ku help karithibaru ☺☺😊😊🥰🥰🥰🥰
@Mrdalei8079
@Mrdalei8079 2 жыл бұрын
You are great sister I'm proud of you 🙏👍
@subhadrapanda9660
@subhadrapanda9660 2 жыл бұрын
Thank you
@subhadrapanda9660
@subhadrapanda9660 2 жыл бұрын
Thank you
@mrtaj5461
@mrtaj5461 2 жыл бұрын
All the best 👍 May god bless you Subhadra sister
@bhagabatmohapatra8617
@bhagabatmohapatra8617 2 жыл бұрын
All people help for the child 🙏
@babulapatiarbabulapatiar8338
@babulapatiarbabulapatiar8338 2 жыл бұрын
ଜାତି ରହିପାରେ ରକ୍ତ ଏକା ଦୁନିଆ ରେ ସବୁ ମିଳିମିଛି ସଂସାର ଜାତିଅଜାତି ଧର୍ମ ର କଥା ମିଳିମିଛି ଚଳିବା ସମାଜର ମଙ୍ଗଳ ହୁଏ
@myyoutuber2.063
@myyoutuber2.063 2 жыл бұрын
U_ ❤️ _R CORRECT 😘_💞 SISTER 👍👍 ....!!
@bhabanimishra6108
@bhabanimishra6108 2 жыл бұрын
I salute you sister.God blessings are always with you.i salute your thoughts,i salute your brave.🙏
@kishordas4075
@kishordas4075 2 жыл бұрын
Very good 🙏🙏🙏
@ManojKumar-hr9sx
@ManojKumar-hr9sx 2 жыл бұрын
Please god bless this girl' . thanks for our cm sir.really gert person Navin pattnayak sir thank you
@santoshbehera3208
@santoshbehera3208 2 жыл бұрын
God bless her
@nayakodiatokakeonjhar
@nayakodiatokakeonjhar 2 жыл бұрын
Good bless you brother 🙏🙏🙏
@moganmosahara3780
@moganmosahara3780 2 жыл бұрын
ଦେଖନ୍ତୁ ସହହୃଦୟ ବ୍ୟକ୍ତି ବହୁତ୍ ଅଛନ୍ତି କିନ୍ତୁ ତାଙ୍କ ପାଖରେ ଖବର ପହଞ୍ଚି ପାରୁନାହିଁ। News ହେଉ କି social media ରେ ବାହାରିଲା ପରେ ସେମାନେ ଜାଣିବାକୁ ପାଉଛନ୍ତି 🙏
@tulsidaskumbhar6276
@tulsidaskumbhar6276 2 жыл бұрын
God bless you.CM sir please help the innocent girl.
@kpopkingdom1380
@kpopkingdom1380 2 жыл бұрын
God bless you.
@mallikamuduli5042
@mallikamuduli5042 2 жыл бұрын
God bless you subhadra bhagawan tumaku bahut agaku niantu future re tume bahut agaku jao
@bharatchandramallick4079
@bharatchandramallick4079 2 жыл бұрын
Irequest to the honorable chief minister Sri Naveen Patnaik please kindly help poor girl
@rintupadhan9245
@rintupadhan9245 2 жыл бұрын
God Bless you , Sister
@amankousalya2730
@amankousalya2730 2 жыл бұрын
Plz help this Innocent Girls Cm Sir 🙏
@shaswoteepanda5384
@shaswoteepanda5384 2 жыл бұрын
Great job congratulation to all active volunteers
@bhaganathgouda9423
@bhaganathgouda9423 2 жыл бұрын
JAI JAGANNATH
@soniasweet5596
@soniasweet5596 2 жыл бұрын
Maa tume au tuma jhia bhalare rahiba..Hrudayaru ashirvad karuchi..Bhalare ruha 🙏🙏❤️❤️😇🎊😇🎊
@odiaseriesmp3561
@odiaseriesmp3561 2 жыл бұрын
Believe in Your self, Anything is possible 🙏❤
@khitishkumarrout1034
@khitishkumarrout1034 2 жыл бұрын
Apana mane manabata banchichhi boli dekheile ,dhanyabad🙏🙏
@daitarisabar4905
@daitarisabar4905 2 жыл бұрын
Caste system bisayere samaste kahibee nahi kintu reservation bisaye sabe kahi bee
@RajatSarangi01
@RajatSarangi01 2 жыл бұрын
Good to see all political parties help subhadra
@chandamanichatar60
@chandamanichatar60 2 жыл бұрын
ଜୟ ଜଗନ୍ନାଥ
@raghunathmajhi6650
@raghunathmajhi6650 2 жыл бұрын
ମୋର ଏତି କି ଅନୁରୋଧ ଜେ ମୋର ଭଉଣୀ କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟ କିଛି ସାହାଯ୍ୟ କରନ୍ତୁ🙏🙏🙏🙏🙏🙏🙏
@debendraho3965
@debendraho3965 2 жыл бұрын
କନକ ନିଉଜ ଏତେ ପଛରେ ଜାଣିଲା , ପଛରେ ଜାଣିବାର କାରଣ ଟଙ୍ଗୁରୁ ଭୋଳ କୁ ଖୋଜୁଥିଲା ବୋଧେ ।
@jaysaha7499
@jaysaha7499 2 жыл бұрын
ବହୁତ ଭଲ ଭଉଣୀ 👌All the best for future 👍👍
@pradoshkumar7833
@pradoshkumar7833 2 жыл бұрын
ନବୀନ କୋଉଠୁ ପଇସା ଆଣିବ ଯେ ସାହାଯ୍ୟ କରିବ.ଗାଁ ଲୋକ ମିଶି ସାହାଯ୍ୟ କରନ୍ତୁ.
@Alok.1432
@Alok.1432 2 жыл бұрын
Nabin ra paisa nahin tamara besi paisa achhi nabin thu Sarakar nka pakjaru a jhia pkhaku call jaitjila
@pradoshkumar7833
@pradoshkumar7833 2 жыл бұрын
@@Alok.1432 ତୁ ଛୋଟ ଛୁଆ
@Alok.1432
@Alok.1432 2 жыл бұрын
@@pradoshkumar7833 bala na
@pradoshkumar7833
@pradoshkumar7833 2 жыл бұрын
@@Alok.1432 ରାଜନୀତି ରେ କଣ ସବୁ ଚାଲିଛି ଆଗ ଭଲ କି ଜାଣ.
@pradoshkumar7833
@pradoshkumar7833 2 жыл бұрын
@@Alok.1432 ତୋର ଅସୁବିଧା କଣ
@Nipanbhoi01
@Nipanbhoi01 2 жыл бұрын
Proud of my sister 👍👍👍👍 god bless you🙏🙏🙏
@golekhchandrabhal2406
@golekhchandrabhal2406 2 жыл бұрын
ପ୍ରଥମେ ମୋର ସମ୍ବାଦିକ ଭାଇ ମାନଙ୍କୁ , ଶହେ ମୁଣ୍ଡିଆ । ଆଜି ସେ ଝିଅଟି ଜାହା ପାଇଲା , ଆପଣ ମାନଙ୍କ ଲାଗି ହି ପାଇଲା ।
@ସଚେତନନାଗରିକ
@ସଚେତନନାଗରିକ 2 жыл бұрын
କଣ ବିଦେଶୀ ମଦ ପିଇ ନିଶାରେ ମତାମତ ଲେଖିଛ ସାମ୍ବାଦିକ ଭାଇ ମାନଙ୍କୁ ଶହେ ମୁଣ୍ଡିଆ କଣ ପାଇଁ ? ସମସ୍ତେ ଭଗବାନ କୁ ମୁଣ୍ଡିଆ ମାରୁଛନ୍ତି
@lisaraninayak2631
@lisaraninayak2631 2 жыл бұрын
God bless you sis❤️Jay Jagannath sabu bele bahut ashirwad re rakhantu Prabhu...
@odia_vlogger_swagatika
@odia_vlogger_swagatika 2 жыл бұрын
Cm sir please help this innocent girl🙏😔😭😢
@rojalijena6392
@rojalijena6392 2 жыл бұрын
Bohut khusi laguchi.sabu dekhikii
@gayatribhuyan7265
@gayatribhuyan7265 2 жыл бұрын
This is our indian...only based on castism...this is our sanatan dharm....we r proud to b Hinduism....
‘ସ୍ୱାମୀ ମୁହଁ ଚାହିଁବିନି’
8:39
OTV Infotainment
Рет қаралды 377 М.
So Cute 🥰 who is better?
00:15
dednahype
Рет қаралды 19 МЛН
Каха и дочка
00:28
К-Media
Рет қаралды 3,4 МЛН
СИНИЙ ИНЕЙ УЖЕ ВЫШЕЛ!❄️
01:01
DO$HIK
Рет қаралды 3,3 МЛН
Jibana Do Chhakire Ashara Alok Ep 403   17 FEB 2024
44:46
SADIK SUDAH MULAI KERJA | CURHAT ISTRINYA SUKA CAKAR DAN GIGIT SAAT BERTENGKAR
25:18
KANG DEDI MULYADI CHANNEL
Рет қаралды 232 М.
Jibana Do Chhakire Ashara Alok Ep 419   29 JUNE 2024
43:29
Balasore: Subhadra Panda's Letter to Odisha CM Naveen Patnaik
4:03
So Cute 🥰 who is better?
00:15
dednahype
Рет қаралды 19 МЛН