Vigilance Raid at Subhash Chandra Panda's House Uncovers Huge Amount of Cash and Gold

  Рет қаралды 295,839

Kanak News

Kanak News

Күн бұрын

Пікірлер: 256
@Vinood900
@Vinood900 2 ай бұрын
ଲାଞ୍ଚ ଦେଇ ଚାକିରୀ କର, ତାପରେ ଦେଢ଼ ଶହ ଗୁଣା ଲାଞ୍ଚ ନିଅ। ସର୍ବ ସାଧାରଣ ପଇସା ଲୁଟି ଚାଲ।ଛି ଛି ରେ ଓଡ଼ିଶା।
@LaxmanParmanik-f7o
@LaxmanParmanik-f7o 2 ай бұрын
P❤😊❤😊❤😊😊😊😊😊😊❤❤❤❤❤😊❤😊😊❤❤❤❤😊😊😊😊❤aqqq❤😊😊qqqaq❤😊ql😊❤😊❤❤qQ❤QalqqalqqqlqQ0❤😊q😊q❤❤pq❤q
@LaxmanParmanik-f7o
@LaxmanParmanik-f7o 2 ай бұрын
P❤😊❤😊❤😊😊😊😊😊😊❤❤❤❤❤😊❤😊😊❤❤❤❤😊😊😊😊❤aqqq❤😊😊qqqaq❤😊ql😊❤😊❤❤qQ❤QalqqalqqqlqQ0❤😊q😊q❤❤pq❤q
@PrahaladNayak-lf8bb
@PrahaladNayak-lf8bb 2 ай бұрын
Lanch neiki nije dhani hele kn garib ku bantile dhani hebo
@priyadamishra2639
@priyadamishra2639 2 ай бұрын
ବିଶ୍ଵ ସ୍ତରୀୟ ସ୍ଵଚ୍ଛ ବିଜେଡି ସରକାରଙ୍କର ସ୍ଵଚ୍ଛତାର ଗୋଟିଏ ନମୁନା
@JogeswarMajhi-lt7hj
@JogeswarMajhi-lt7hj 2 ай бұрын
ଓଡ଼ିଶା 50 % ଅର୍ଥ ଦୁର୍ନୀତି ଗ୍ରସ୍ତ ଅଫିସର ପାଖ ରେ ଖୁନ୍ଦି ହେଇ ରହିଛି,,ଏମିତି ରେ ଓଡ଼ିଶା ଆଗକୁ କଣ କରିବ,,
@tariniprasadmohanty1136
@tariniprasadmohanty1136 2 ай бұрын
ଭିଜିଲାନ୍ସ ଟିମ କୁ ଧନ୍ୟବାଦ. ଏମିତି ନୂଆ ନୂଆ ରତ୍ନ ଭଣ୍ଡାର କୁ ଆବିଷ୍କାର କରନ୍ତୁ.
@golmal420-l2v
@golmal420-l2v 2 ай бұрын
କାହିଁ ଗଲରେ ବିଜେଡିର ଗେହ୍ଲା ପୁଅଝିଅମାନେ
@s4sp_lyrics
@s4sp_lyrics 2 ай бұрын
Ebe dekha jibani semanku bhai 😂
@devdas2530
@devdas2530 2 ай бұрын
Ebe aau kia b comment karibeni😂😂
@prasantkudas3438
@prasantkudas3438 2 ай бұрын
ଦୁର୍ନୀତି ନବୀନା ସମୟର ସ୍ବଚ୍ଛ ଶାସନର ନମୁନା
@DRx_legend_7
@DRx_legend_7 2 ай бұрын
Abe govt office re Bina lancha re kama houchi ??
@Aruhisingdancestar
@Aruhisingdancestar 2 ай бұрын
ନିଶ୍ଚୟ ବନ୍ଧୁ Right
@M-ek8pr
@M-ek8pr 2 ай бұрын
​? ଚିହ୍ନ ନଦେଇ ସିଧାସଳଖ ଅଭିଯୋଗ କରନ୍ତୁ।
@amrjitbiswal7243
@amrjitbiswal7243 2 ай бұрын
ଏହିପରି ବହୁତ ଅଫିସର ଓଡିଶା ରେ ଅଛନ୍ତି ସମସ୍ତଙ୍କୁ ଧରିବାର ଅଛି
@SatrughanNayak-qf1rt
@SatrughanNayak-qf1rt 2 ай бұрын
ପୁର୍ବତନ ଶାସନରେ କାଳରେ ସମସ୍ତେ ଗଚ୍ଛିତ ରଖିଛନ୍ତି ଏବେକା ସରକାର୍ ଚାହିଁଲେ ସବୁ ବାହାରିବ,
@JAYANTABAG-v2w
@JAYANTABAG-v2w 2 ай бұрын
Great job mohan Majhi Sarkar 🙏
@sureshdas7831
@sureshdas7831 2 ай бұрын
ସରକାରୀ ଧନ,ବ୍ରାହ୍ମଣ ଧନ ଜଳନ୍ତ ଅନଳ ସମ 🙏
@BAD_HERO14
@BAD_HERO14 2 ай бұрын
Thank you kanak news
@lokanathbehera8577
@lokanathbehera8577 2 ай бұрын
ଏମିତି ଯଦି ୧୦୦,୨୦୦ ଖଣ୍ଡ ଲାଞ୍ଚୁଆ ପାଖରୁ ରେଡ୍ କରି ଓଡ଼ିଶା ସରକାର ଟଙ୍କା ବାହାର କରିଦେବେ ତାହେଲେ ଗରିବ ଓଡ଼ିଶା ବାସୀ ଙ୍କୁ ଆଉ ଅଧିକ ଦର ବୃଦ୍ଧି ଜିନିଷ ଖାଇବାକୁ ପଡ଼ିବନି ସବୁ tax କମି ଯିବ 😂 😂😂
@jksworld1246
@jksworld1246 2 ай бұрын
ନିଜେ ବ୍ରାହ୍ମଣ ହୋଇ ଦେଶକୁ କେଉଁ ଭଳି ଭାବରେ ଲୁଟୁଛନ୍ତି।ଆଉ ଏଇମାନେ ହିଁ ଆରକ୍ଷଣ କୁ ବିରୋଧ କରନ୍ତି।😂😂😂
@puspanjalipradhan3336
@puspanjalipradhan3336 2 ай бұрын
Thank you modi ji। Mohan sir
@sayazahemad4461
@sayazahemad4461 2 ай бұрын
Electoral bond 60% BJP pakhare
@soumyaranjan2560
@soumyaranjan2560 2 ай бұрын
​@@sayazahemad4461 jali na😂
@TukuNaik-hj6cf
@TukuNaik-hj6cf 2 ай бұрын
Electoral bond kuch knowledge hai na eisa sunke boldia Rahul Gandhi ish prasang sangsad andar awaj uthaya hai uska jabab milega kuch malum nehi eisa boldeta😂😂😂😂😂​@@sayazahemad4461
@tapasswain3231
@tapasswain3231 2 ай бұрын
​@@sayazahemad4461electoral bond re samaste neichanti Regional party National party BJP adhika nela bcoz Party power re achi problem kn hela?
@Bharati-gm9ol
@Bharati-gm9ol 2 ай бұрын
Kehi thik nuhan.
@lalitmohanjena3497
@lalitmohanjena3497 2 ай бұрын
Bjd ra karnama
@rajeshmohapatra3694
@rajeshmohapatra3694 2 ай бұрын
ସବୁ ନେତେ ଓ ସରକାରୀ ଅଫିସର ଘରେ ରେଡ ହେବା ଉଚିତ୍
@chittaranjanojha9439
@chittaranjanojha9439 2 ай бұрын
ଇଏ ସବୁ bjd ସମୟରେ ହେଇଛି ଯଦି ଏମାନେ ଏତେ ଖୋଳ କରିଛନ୍ତି ତାହେଲେ bjd ଵାଲା କେତେ ଖୋଳ କରିଥିବେ
@sukantpatnaik3187
@sukantpatnaik3187 2 ай бұрын
କୋରାପୁଟ ଜିଲ୍ଲାର ବାବୁ ମାନଙ୍କୁ କେବେ ଭିଜ୍ ଲାନ୍ସ ରେଟ୍ କରିବ ????
@narayanbej9835
@narayanbej9835 2 ай бұрын
ବିଜେଡ଼ିର ଗୁଣଗାନ କରୁଥିବା ଲୋକେ ଟିକେ କହିବେକି
@hindustaniser709
@hindustaniser709 2 ай бұрын
News ରିପୋର୍ଟର ଭାଇ ପୁରା action ମୁଡ ରେ 🤣
@KushaRaut-eg1yr
@KushaRaut-eg1yr 2 ай бұрын
😂😂😂ସବୁ ଲାଞ୍ଚ ପଇସା ବିଜେଡି ସରକାର ର କାରନାମା😂😂😂
@bibekanandaray4591
@bibekanandaray4591 2 ай бұрын
୯୯% ୧୦ ବଷ ରୁ ଅଧିକ ବା pramotion ନେଇ ଯେତେ ଅଧିକାରୀ ଯାହାକୁ ହାତ ମାରିବ ତାହାଠାରୁ ଅଧିକ ବାହାରିବ। ବିଶେଷ କରି construction department ର JE, Asst Engineer, Executive Engineer ବା Superintendent Engineer, and Chief Engineer ଇତ୍ୟାଦି ଓ ଯେତେ civil work department, Electrical engineering, PHD, IDCO Engineering department ଯାହା କୁ ଯେତେ ଆୟ ବହିର୍ଭୁତ ବାହାରିବ।
@jayadebsethi9251
@jayadebsethi9251 2 ай бұрын
Bahut sundar thanks 🙏 bhagaban tume Saha bharosa tumari Echha re sansara chalu thau Prabhu jay Jagannath, ❤❤❤❤❤❤❤❤
@sheetalsubhadarshini4449
@sheetalsubhadarshini4449 2 ай бұрын
ଯେଉଁ ମାନେ ମୋହନ ମାଝୀ ଙ୍କୁ ପସନ୍ଦ କରୁନାହାଁନ୍ତି ନବୀନ ବାବୁ ଙ୍କୁ ଭଲ ପାଉଛନ୍ତି ଏଇ ଭିଡ଼ିଓ ଆପଣ ଆପଣଙ୍କ ପାଇଁ
@gitanjaliSethi-j3g
@gitanjaliSethi-j3g 2 ай бұрын
Very good 👍👍👍😊
@NilamaniDas-q1g
@NilamaniDas-q1g 2 ай бұрын
Very good kanak news
@gajendranathjena356
@gajendranathjena356 2 ай бұрын
ସୁବାସ ପଣ୍ଡା ଦାମୀ ସୁନାହାର ଗହଣା ପୁଳାପୁଳାଟଙ୍କା ଭିଜିଲାନ୍ସ ଚଢ଼ାଉ ବେଳେ ଧରାପଡିବା ଦେଖି ଆଖି ଟେରା ବାବୁସୁବାସ ପଣ୍ଡା କୁଟିପତି ଦୁର୍ନୀତି ଅଭିଯୋଗ ପାହାଡ .❤😮
@BijaykumarSahoo-mx5tc
@BijaykumarSahoo-mx5tc 2 ай бұрын
ଯେଉଁମାନେ ଏଭଳି ଟଙ୍କା ରଖିଛନ୍ତି ତୁରନ୍ତ ମତେ ଯୋଗାଯୋଗ କରନ୍ତୁ ସୁରକ୍ଷିତ ରୁହନ୍ତୁ ଅଯଥାରେ ନିଜ ଜୀବନକୁ ବାଜି ଲଗାଇ କମାଇଥିବା ଟଙ୍କା ସହିତ ନିଜର ସମ୍ମାନ ନଷ୍ଟ ନକରିବା ଆବଶ୍ୟକ ଇଜ୍ଜତ ମହତ ହରାଇ ପାଇଲ କ'ଣ ଯୋଗାଯୋଗ କଲେ ଭଲ ଧନ୍ୟବାଦ
@rajendrarout9713
@rajendrarout9713 2 ай бұрын
😀😇
@BijaykumarSahoo-mx5tc
@BijaykumarSahoo-mx5tc 2 ай бұрын
@rajendrarout9713 କ'ଣ ବନ୍ଧୁ ଟଙ୍କା ଅଛିକି ଯଦି ନାହିଁ ଯେଉଁମାନେ ରଖିଛନ୍ତି ତୁରନ୍ତ ତାଙ୍କୁ ପଚାରି ବୁଝି ବେ ମତେ ଯୋଗାଯୋଗ କଲେ ଭଲ ହୁଅନ୍ତା ସେମାନଙ୍କୁ ଆପଣଙ୍କୁ ମତେ ମୋଟା ମୋଟି ମିଳିତ ଉପକୃତ ଧନ୍ୟବାଦ ମୁଁ ଜଣେ ଗବେଷକ
@tapasswain3231
@tapasswain3231 2 ай бұрын
​@@BijaykumarSahoo-mx5tcKou gabeshak
@jenapitagaon
@jenapitagaon 2 ай бұрын
​@@BijaykumarSahoo-mx5tcapananka village panchayats ru joga-joga start karantu..(sarpanch,Grs,vlw,Gs,js...etc)
@BijaykumarSahoo-mx5tc
@BijaykumarSahoo-mx5tc 2 ай бұрын
@jenapitagaon ଭାଇ ଯାହାକୁ ଦରକାର ସେ ଆସିବ ଭଲ ଆତ୍ମହତ୍ୟା କରିବା ଅପେକ୍ଷା ବିଧବା ବିକଳାଙ୍ଗ ବାଞ୍ଜ ବନ୍ଧ୍ୟା ହେବା ଅପେକ୍ଷା ଭଲରେ ବଞ୍ଚିବା ପାଇଁ ଚେଷ୍ଟା କଲେ ସୁରକ୍ଷିତ ରହିଲେ କ୍ଷତି କ'ଣ ଧନ୍ୟବାଦ
@dillipkumarkumar1959
@dillipkumarkumar1959 2 ай бұрын
Thank you kanak news ❤❤❤❤
@bibekanandaray4591
@bibekanandaray4591 2 ай бұрын
ସମସ୍ତ ସମସ୍ତ Rural work department, PWD , Irrigation department , Drainage department and Black ଅଧିକାରୀ BDO ,JE,Asst. Engineer , IDCO Engineering department ଯାହାକୁ‌ ହାତ ମାରିବ ୫ କୋଟି ରୁ ଅଧିକ ଆୟ ବହିର୍ଭୁତ ସମ୍ପତ୍ତି ବାହାରିବ।
@kumargauravmohapatra7694
@kumargauravmohapatra7694 2 ай бұрын
5 coti minimum 50 coti
@RUKMINIMISHRA-bf1fd
@RUKMINIMISHRA-bf1fd 2 ай бұрын
Beautiful information very nice thanks from RUKMINI PRODUCTION Bijaya kumar Mishra Gitikar Puri 🎉🎉🎉🎉
@gajendranathjena356
@gajendranathjena356 2 ай бұрын
ବିଜେଡି ର ବିଚିତ୍ର ପ୍ରକାରର କର୍ମଚାରୀ ଓ ନବୀନ ପଟ୍ଟନାୟକ ଶଙ୍ଖ ସରକାର ପାଞ୍ଚଟାଙ୍ଗିଆ 5 T ସରକାର ପାଣ୍ଡିଆନ ସରକାର ଙ୍କ କମାଲ😮ଓଡିଶାର ଦେଖି ଯାଅ😂❤🎉😢😮🎉😊
@dallydhala4796
@dallydhala4796 2 ай бұрын
ନେତା ମାନଙ୍କ ଘରେ ବି ରେଡ୍ ହେଉ
@ମୋକବିତାmypoetry
@ମୋକବିତାmypoetry 2 ай бұрын
ଯେହେତୁ ସେ ବ୍ରାହ୍ମଣ ତାର ବୁଦ୍ଧି ବେଶି 😂
@MrGaurishankarbehera
@MrGaurishankarbehera 2 ай бұрын
Number one reporting...👌👌👍
@aarzoo4168
@aarzoo4168 2 ай бұрын
SC,ST Officers Crore pati heithile madhya vigilance raid hauni. Only General Caste ra Officers manaku Target kara jau chhi.
@lokanathnaik8165
@lokanathnaik8165 2 ай бұрын
😂
@prasankumarkanhor9479
@prasankumarkanhor9479 2 ай бұрын
Sabu ta brahmun Karan gilele.....
@blcreationbs1020
@blcreationbs1020 2 ай бұрын
ୟେ ଯୋଉ ପଇସା ସୁନା ରେଡ୍ ହେଲା ମୋହନ ମାଛି ନା ଗୋଧି ଆକାଉଣ୍ଟ ରେ ରହିବ ଏବେ 😂
@ajayasethy9572
@ajayasethy9572 2 ай бұрын
Cuttack ଜିଲ୍ଲା ରେ ବହୁତ୍ ଅଛନ୍ତି । ଟିକେ ଆଡେ ବି ନଜର ବୁଲେଇବେ
@shiv_shakti_melody
@shiv_shakti_melody 2 ай бұрын
ବିଜେଡି ଶାସନ କାଳରେ ପ୍ରଶାସନିକ ଭାବରେ ଚାଲି ଥିଲା ଏଇଟା କଣ ବଡ଼ କଥା
@MisGita-fg1oj
@MisGita-fg1oj 2 ай бұрын
Grate mohan sir Jai odisha Jai jagannath 🙏❤❤🎉🎉🎉
@MadanMalick-n9e
@MadanMalick-n9e 2 ай бұрын
Thinku.mohan.sir.
@prabhatpradhan4395
@prabhatpradhan4395 2 ай бұрын
Salute to vigelence team
@dishomkumblu2453
@dishomkumblu2453 2 ай бұрын
Asi Gopal sir Amar Rahe 🔥🔥🔥
@ChandanJena-v3b
@ChandanJena-v3b 2 ай бұрын
Thank you vijilanse
@sanjaysethy333
@sanjaysethy333 2 ай бұрын
Thankyou kanaknak news
@Sikhya555
@Sikhya555 2 ай бұрын
Great Job... vigilance Dept.....
@deepakpaul4171
@deepakpaul4171 2 ай бұрын
ଭାଇ ମାନେ ସରକାରୀ ଚାକିରିଆ ମାନେ ଏଭଳି ଘର କରିବେ ନାହିଁ ତ ଆଉ କିଏ କରିବ
@punam-yp2xc
@punam-yp2xc 2 ай бұрын
Good
@binapanisahoo8796
@binapanisahoo8796 2 ай бұрын
Thanks
@ashokkumarbadamali
@ashokkumarbadamali 2 ай бұрын
5T ର ସ୍ଵଚ୍ଛତା.... ଆପଣ ମାନେ ଖୁସୀ ତ
@SuratMajhi-i6k
@SuratMajhi-i6k 2 ай бұрын
ଏପଇସାସବୁସୁବଦରାଜୋଯନାରେଦିଆଯାଉ
@BijayPanda-y4y
@BijayPanda-y4y 2 ай бұрын
Good. Kanak news
@marketodiatoka2336
@marketodiatoka2336 2 ай бұрын
Congratulations 🎉🎉🎉
@AiriPatra
@AiriPatra 2 ай бұрын
Bhalo
@suvendukumardash1976
@suvendukumardash1976 2 ай бұрын
Thanks Vigilance
@biswanathpatra6627
@biswanathpatra6627 2 ай бұрын
Thnk you naveen babu
@aarzoo4168
@aarzoo4168 2 ай бұрын
Jadi Black Money achhi Immediately VRS niantu. MLA,MP nka ghare 1000 Cr. Property achhi kichhi hauni
@manju450
@manju450 2 ай бұрын
TRUE
@Sivam-w3n
@Sivam-w3n 2 ай бұрын
Strict action should be taken against corrupt officers. At least 10 years of imprisonment should be sentenced.
@KushaRaut-eg1yr
@KushaRaut-eg1yr 2 ай бұрын
ଗଞ୍ଜେଇ ପଇସା ଖଣି ପଇସା ସବୁ ଲାଞ୍ଚ 😂😂😂😂😂😂
@manaromaswain9328
@manaromaswain9328 2 ай бұрын
ଏତ ତ କିଛି ନୁହେଁ , ସାର୍ ଙ୍କ ର ବହୁତ୍ ଅଛି , ବାବୁଙ୍କର ଉଭା ଯେତେ ପୋତା ସେତେ
@gabinnaik5985
@gabinnaik5985 2 ай бұрын
Odisa is a state of gold 🎉
@bijayakumarrout.routbijayk6963
@bijayakumarrout.routbijayk6963 2 ай бұрын
Correct
@smarajitpardhan4938
@smarajitpardhan4938 2 ай бұрын
Deogarh district no 3
@MNMP2024
@MNMP2024 2 ай бұрын
ଶିକ୍ଷା ବିଭାଗର ବୁଢା ଶେଉଳ ମାନଙ୍କୁ କେବେ ବାଜିବ ଛାଟ?!!
@ledtvripair7685
@ledtvripair7685 2 ай бұрын
ଗୋ ଚାଲାଣ ର ଟଙ୍କା ଥାଇପାରେ
@LaibanKalar-x6x
@LaibanKalar-x6x 2 ай бұрын
ଲାଞ୍ଚ ଖାଇ ଖାଇ ପେଟେ ହେଇଥିଲା ଶୋଳା ନାମ ନେ କିନ୍ତୁ ଏବେ ଅନ୍ଦାର ଘରେ ଛକି ପେଶୁ ଗରିବ ର ଟଙ୍କା ଲୁଟି ଥିଲା
@quoteoftheday2357
@quoteoftheday2357 2 ай бұрын
24 barsa ra Biswastariya Nabin Sasana ra kalaki abatar ku Udharibe Mohanji😂
@rajbirpattanaik7415
@rajbirpattanaik7415 Ай бұрын
କେଉଁ ଵିଦ୍ୟା 🎉
@TrueIndian66
@TrueIndian66 2 ай бұрын
LV prasad ଭଲ ଆଖି ଡାକ୍ତର ରଖିଛି
@chittaranjanbarik122
@chittaranjanbarik122 2 ай бұрын
ଷ୍ଟୁଡିଓ ମାଡାମ ଡିସଟଭ କରନ୍ତୁ ନାହିଁ ତାଙ୍କୁ କହିବାକୁ ଦିଅନ୍ତୁ
@surajkhan3757
@surajkhan3757 2 ай бұрын
ସଂସ୍ଥା ଲାଞ୍ଚୁଆ
@aarzoo4168
@aarzoo4168 2 ай бұрын
Durniti ra chera Uparu Mantri ru Labour paryanta Lambichhi. Class one, Class Two Officers mane 5 years ru urdha heba gote station re Maadi basichhanti Tranfer hauni. Minister manku 5 to 10 Lakh bati deikari Majaa karuchhanti. Specially Education department re.
@PrafullakumarJena-p8d
@PrafullakumarJena-p8d 2 ай бұрын
Mate kichi dea hai 😅😅😅😅I am so sad mo pakhare money nahi lone kariki achi bahut tension laguchi
@sumitranjanpatra119
@sumitranjanpatra119 2 ай бұрын
❤❤❤❤
@bipinbiharidas8952
@bipinbiharidas8952 2 ай бұрын
Only Pc
@BishnucharanSwain-i7r
@BishnucharanSwain-i7r 2 ай бұрын
Madam,jananka gharuete uparaofficeranka Ghar keteheba anumamakarantu
@rajeshmohapatra3694
@rajeshmohapatra3694 2 ай бұрын
Omg 😱
@sureshdas7831
@sureshdas7831 2 ай бұрын
ବୋଧେ କଉ କଟକିଆ,ଲାଞ୍ଚ ଦେଈ ଫଶାଇ ଦେଈ ଛି 🙏
@jaydalai8934
@jaydalai8934 Ай бұрын
Greatest man chura rakhyakartahei bi bhakhyanakartabi heigale dhanya tuma jiban
@rizwanmadani9293
@rizwanmadani9293 2 ай бұрын
କଣ କରାଯାଇପାରେ?
@ledtvripair7685
@ledtvripair7685 2 ай бұрын
ବିଜେଡିର .............
@arupanandadas1891
@arupanandadas1891 2 ай бұрын
Jay Hon'ble chief minister
@creativestudies1885
@creativestudies1885 2 ай бұрын
Mayurbhanja ra health au education dept ku red karajao
@royalindustries8034
@royalindustries8034 2 ай бұрын
❤❤❤❤❤❤
@mihirranjansamantaray6828
@mihirranjansamantaray6828 2 ай бұрын
BJP Government sabu emiti bahara kara kahaku chadani
@LalatJuliVlog
@LalatJuliVlog 2 ай бұрын
Midea 1st kete baharichi kuha bida bida tanka......
@mr.Lalitnarayan1989
@mr.Lalitnarayan1989 2 ай бұрын
😂 govt ku puni milila kharcha
@Radhu1971
@Radhu1971 2 ай бұрын
Always government give facility to government Employees, because due to low salary,so all assets are gifted by people.
@niharikab5202
@niharikab5202 2 ай бұрын
You mean that Govt employees are getting low salary?????? Now it's not they are getting high salary with all benefits and pension.....still they are doing black money....... govt should fire these employees....no investigation..
@AnnapurnaJena-h5d
@AnnapurnaJena-h5d 2 ай бұрын
Govt .. employees nuhan govt ..officer Mane ...
@biki8757
@biki8757 2 ай бұрын
Emanaka pain gold rate badhuchi.
@anilmaharana4409
@anilmaharana4409 2 ай бұрын
Gota gota kari sabu babu ku check hau
@bijayakumarrout.routbijayk6963
@bijayakumarrout.routbijayk6963 2 ай бұрын
😢😢😢
@SudamBariha-ck7ic
@SudamBariha-ck7ic 2 ай бұрын
Jay jaganath Jay Pancha Sakha Malika satya satya kaliyoug Seasha samaja aasi gala ni 2025,2026,2027,2028 End mane Rakhi tha 🙏🙏🙏🇮🇳
@newsandcomedychannel9158
@newsandcomedychannel9158 2 ай бұрын
Corruption
@PrithviRaj12306
@PrithviRaj12306 2 ай бұрын
salary re only ghara te kari heba.... ediki mahal nuhe...magiha ku mara
@amreshsahoo4113
@amreshsahoo4113 2 ай бұрын
B J D 👎
@hrusikeshpanda7020
@hrusikeshpanda7020 2 ай бұрын
Modi govt SWACHATA anila.
@lokanathpatra704
@lokanathpatra704 2 ай бұрын
Agar Navin Babu ko pata chalega to aapka party Rahi nahin rahega
@RamRath-l8v
@RamRath-l8v 2 ай бұрын
Bank
@sikanartstudio
@sikanartstudio 2 ай бұрын
Tame news wala tike bhalase kuha .... Ati ranjita karuchha ....
@bharatasahoo699
@bharatasahoo699 2 ай бұрын
All police officer are crore pati.only panda not all odisha staff same position
SLIDE #shortssprintbrasil
0:31
Natan por Aí
Рет қаралды 49 МЛН
Air Sigma Girl #sigma
0:32
Jin and Hattie
Рет қаралды 45 МЛН
The Lost World: Living Room Edition
0:46
Daniel LaBelle
Рет қаралды 27 МЛН
Какой я клей? | CLEX #shorts
0:59
CLEX
Рет қаралды 1,9 МЛН
ସ୍ତ୍ରୀଙ୍କୁ ନେଇ ଗାଡ଼ି ଚୋରି
6:43
Hijacked Car Driver Briefs About The Full Incident
9:37
Kanak News
Рет қаралды 5 МЛН
SLIDE #shortssprintbrasil
0:31
Natan por Aí
Рет қаралды 49 МЛН