Bijoy Mohapatra Reaction On Opening Of Puri Srimandir Ratna Bhandar

  Рет қаралды 85,160

Kanak News

Kanak News

20 күн бұрын

Watch Bijoy Mohapatra's reaction to the highly anticipated opening of the Puri Srimandir Ratna Bhandar. Hear his thoughts and insights on this significant event, which holds immense spiritual and cultural importance for devotees and the people of Odisha.
Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Get latest updates on news, politics, sports, business, current affairs, entertainment, technology, health updates from Kanak News.
Join us on WhatsApp to get latest updates : whatsapp.com/channel/0029Va9q...
For the latest Odisha News Follow us:
Website :- kanaknews.com/
Instagram :- / kanaknewsofficial
LinkedIn :- / kanak-news
Facebook :- / kanaknews
App Kanak :- play.google.com/store/apps/de...
Twitter :- / kanak_news
Telegram :- t.me/kanaknewsofficial
WhatsApp: whatsapp.com/channel/0029Va9q...
#KanakNews #BijoyMohapatra #PuriSrimandir #RatnaBhandar #OdishaCulture #SpiritualSignificance #TempleTreasures #DevoteeReactions #HolyEvent #IndianHeritage #LordJagannath #OdishaNews #IndiaNews

Пікірлер: 160
@subhasishmallick6183
@subhasishmallick6183 18 күн бұрын
ବିଜୟ ବାବୁଙ୍କୁ ବିଜେଡି ଦଳରୁ ବହିଷ୍କାର କରିବା ଠିକ କି ଭୁଲ ଏକଥା ବିଜୟ ବାବୁ କେବେ ସ୍ପଷ୍ଟୀକରଣ ଦେଉନାହାନ୍ତି l ଭାରି ଚତୁର ଲୋକ ଏ ବିଜୟ ବାବୁ!
@susantanayak9728
@susantanayak9728 16 күн бұрын
@@subhasishmallick6183ସ୍ପଷ୍ଟୀକରଣ ଦେବା ର କୌଣସି ଆବଶ୍ୟକତା ନାହିଁ,,, ବିଜେଡି ଠିକ କରିଥିଲା... ଯାହା ଏବେ ଆମେ ଜାଣିପାରୁଛୁ... ଜୀବନରେ ତ ବିଧାନ ସଭା କୁ ପଶିପାରିଲେନି ଆଉ ରାଜନୀତି କରିକି କିଛି ଲାଭ ନାହିଁ....
@manasranjandas3264
@manasranjandas3264 16 күн бұрын
Talent leader in odish eligible for cm
@withhappy112
@withhappy112 18 күн бұрын
ଜଗତେ କେବଳ ଜନେ ହସିବେ
@dillipkumarnayak6285
@dillipkumarnayak6285 18 күн бұрын
25 ବର୍ଷ ମଧ୍ୟରେ କାହିଁକି ଖୋଲା ହେଲା ନହିଁ।
@haripadapramanik6233
@haripadapramanik6233 18 күн бұрын
Mai nuha ki gai nuha this gentleman 😅
@jyotirmayjena1869
@jyotirmayjena1869 18 күн бұрын
ଏ ଲୋକଟା ପାଖକୁ ମିଡିଆବାଲା କାହିଁକି ଯାଉଛ । ତୁମମାନଙ୍କୁ ଟିକିଏ ବି ଲାଜ ନାହିଁ ।
@gurukrupa4151
@gurukrupa4151 18 күн бұрын
Tu kou gaee ra gobara ki
@subhasishmallick6183
@subhasishmallick6183 18 күн бұрын
ଏ ଲୋକ ଭାରି ଚତୁର l ବେଶୀ ଚତୁର ରୁ ବିଜେଡି ରୁ 24 ବର୍ଷ ହେଲା ତଡା ଖାଇ ଚୂପ ବସିଛି l
@abhimanyusarangi3304
@abhimanyusarangi3304 18 күн бұрын
ବର୍ତ୍ତମାନ କମିଟି ଭିତରେ ବହୁତ ଜ୍ଞାନୀ ଗୁଣୀ ଲୋକ ଅଛନ୍ତି। ସେମାନେ ବୁଦ୍ଧି ଖଟେଇ ନିର୍ଦ୍ଧାରଣ କରନ୍ତୁ।
@bansidharpanda9054
@bansidharpanda9054 18 күн бұрын
ବିଜୟ ବାବୁ ଆପଣ କାହିଁକି ଏତେ ଆତୁର ? ଆପଣଙ୍କ ଦୀର୍ଘ ଅନୁଭୂତି ରହିଛି ,ନିଜର ଅନୁଭୂତିରୁ କିଛି ଦିଅନ୍ତୁ ,ଆପଣ ଙ୍କ ବିବୃତି ରେ ରାଜନୀତି ଥିବା ଭଳି ପରିଲକ୍ଷିତ ହେଉଛି ।
@prabinkumarnayak5324
@prabinkumarnayak5324 18 күн бұрын
Nabin Pattnaik should appointed Bijay Mohapatra as his own advisior, most experienced leaders and old Janata Dal leader( santrupta Mishra is not experienced politician)
@prabinaswain4224
@prabinaswain4224 18 күн бұрын
Right
@hrudaykumar3283
@hrudaykumar3283 18 күн бұрын
1982 ru 14.07.1985 bhitare 2 thara open karagala & update hoithila..pare apana 2000yr paryanta little biju thile. kahinki update deleni......& Kahinki kholileni....
@deepakkumarmallick3714
@deepakkumarmallick3714 18 күн бұрын
Mohapatra bite definitely help to the govt
@user-ku7mq6ql9m
@user-ku7mq6ql9m 18 күн бұрын
Right
@pashuramvasai2008
@pashuramvasai2008 18 күн бұрын
Bijay sir jaldi bjd ku asantu
@manishapattanayak2152
@manishapattanayak2152 16 күн бұрын
You Are Absolutely Right Said Sir 🙏🏻
@amiyaranjan353
@amiyaranjan353 18 күн бұрын
Nija ku swabhimani kahuthiba alajya Bijoy Mohaptra..Putra moha re andha
@SMILAN_143
@SMILAN_143 18 күн бұрын
Yes yes sir
@shashikantabehera7172
@shashikantabehera7172 18 күн бұрын
pua bjd re achita bopa khali kana kana
@jullysamal6626
@jullysamal6626 15 күн бұрын
ବିଜୟ ବାବୁ ଜିନ୍ଦାବାଦ BJD ku ଆସି bjd ku strong କରାନ୍ତୁ sir plz
@sanjayabehera5625
@sanjayabehera5625 18 күн бұрын
This person is shameless😊😊😊, he has lost his dignity / respect in front of odisha general public.
@sashikantasdey7850
@sashikantasdey7850 18 күн бұрын
ତୁମେ ସରକାର ଥିଲା ବେଳେ କାହିଁକି ଖୋଲିଲ ନାହିଁ, ଏହିଭଳି ଉପଦେଶ ହାସ୍ୟାସ୍ପଦ
@kabirsingh5555
@kabirsingh5555 18 күн бұрын
Kia sarakar re thila bhalase dekha kou party re join karinahanti bijay babu
@user-sj6vw5kw7h
@user-sj6vw5kw7h 18 күн бұрын
Jay jaganath sir ❤❤❤❤❤❤❤
@dharmanandamallick4637
@dharmanandamallick4637 9 күн бұрын
Status report will be published after inventoried
@ranjannayak7751
@ranjannayak7751 10 күн бұрын
ଲୋଭି ଲୋକ
@jullysamal6626
@jullysamal6626 15 күн бұрын
Bjd ku ଆସନ୍ତୁ sir please,bijay ବାବୁ
@golakbiharimalikgolak654
@golakbiharimalikgolak654 14 күн бұрын
Aau kn Bala achhi j Bijoy babu setha ku Jai sunu pampudi khaibe.
@ashokrout3910
@ashokrout3910 18 күн бұрын
Sir BJD Ku Tike Strong Karantu, Please come to bjd, You are fir for BJD
@SanjayaNayak-dn6mu
@SanjayaNayak-dn6mu 12 күн бұрын
👍
@sarojkumarbehera6697
@sarojkumarbehera6697 17 күн бұрын
🙏🏼🙏🏼🙏🏼🙏🏼🙏🏼🙏🏼
@kabirsingh5555
@kabirsingh5555 18 күн бұрын
Good question bijay sir advocate general nka appointment pain 👌👌
@himansupadhy9389
@himansupadhy9389 16 күн бұрын
ଗସ୍ତିଷ ପଶୟତ ଭି କଲା ଧନ ର ନିୟନ୍ତ୍ରଣ କରିବା ର କେନ୍ଦ୍ର କମିଟି ରେ ଥାଇ ଭି କିପରି ଓଡିଶା ରେ ଏତେ କୋଟି କୋଟି ଟଙ୍କା ଏ ବିଜେଡି ଦଳର ନେତା ଓ କର୍ମୀ ତଥା ପାଣ୍ଡିଆନ ଲୁଟିବାରେ ରେକର୍ଡ ଭାଙ୍ଗିଲେ. ଏନ୍ନ, ମୋହନ ସରକାର ଏ ପୁରୁଣା କମିଟି କୁ ଭାଙ୍ଗି ଜଷ୍ଟିସ ବିଶ୍ୱନାଥ ରଥ ଙ୍କୁ ଚୟନ କାରି ଅତି ସୁନ୍ଦର ପଦକ୍ଷେପ ନେଇଛନ୍ତି. ସେ ଜଣେ ଦକ୍ଷ ଓ ନିର୍ଭିକ ନିରପେକ୍ଷ ବିଚାରପତି. ତାଙ୍କର ସୁନାମ ଅନେକ ଅଛି.
@pramodkumarrout7641
@pramodkumarrout7641 18 күн бұрын
Mr Bijoy Babu Ex-Minister ,Odisha knows better than Ex--Chief minister,Odisha.
@qxztr
@qxztr 18 күн бұрын
Right thinking
@debanandswain9777
@debanandswain9777 18 күн бұрын
ଏଇଟା ଗୋଟେ ବଦ୍ଧ ପାଗଳ
@pitambarpradhan6348
@pitambarpradhan6348 18 күн бұрын
Sir Sarakar nije kichhi janinahanti se kana karibe
@sanjayapadhy8843
@sanjayapadhy8843 18 күн бұрын
ସାର ଜାହାକହୁଛତି ପୂରା ଠିକ୍ ଆଗକୁ ଭଲ ହବ
@bijayparida8085
@bijayparida8085 18 күн бұрын
ଅପାରଗତା ଦୁର୍ବଳ ନେତୃତ୍ୱ ସରକାର
@chandraDahita
@chandraDahita 18 күн бұрын
ହଇ ରେ ମା ଗୀହା କେନ୍ ସୁଇ ଥିଲୁ ଏତକି ଦିନ।bjd ସରକାର ବେଳେ କେନ୍ ଶୁଇ ଥିଲୁ। ମାଗିହା ଦେଖେଇ ହଉଛେ
@debendra9812
@debendra9812 18 күн бұрын
Vijaya babu jane swavimani neta .janata,bjd,ogp,ncp,bjp,bjd ,ehipari 5ta dala parivartan karithiba byakti mantabya deba kete bhala odisha basi bichara kariba .
@kuanrtudu9960
@kuanrtudu9960 18 күн бұрын
ଏ ବ୍ୟକ୍ତି କାହିଁକି ରତ୍ନଭଣ୍ଡାର ବିଷୟରେ କହୁଛି , ତାର ଲାଜ ସରମ ନାହିଁ ।
@susantanayak9728
@susantanayak9728 17 күн бұрын
ଦୋମୁହାଁ ଲୋକ ଟି
@anshucool4
@anshucool4 16 күн бұрын
Au ତୁ ମଘିୟ ତୋ ବାପା ମା ଠିକ୍ ନାହିଁ। ଶାଳ ବେଦ୍ଧ ଚୁଆ
@humanity431
@humanity431 16 күн бұрын
Ta bapara nahi ta bapa ta bou Kati daichi panikire
@tushardash1507
@tushardash1507 18 күн бұрын
Correct
@pratapjena1991
@pratapjena1991 18 күн бұрын
Old is gold Bijay sir jindabad
@basantasahu3719
@basantasahu3719 17 күн бұрын
ନବୀନ ବାବୁ ବିଜୟଙ୍କୁ ଦଳରୁ ବହିଷ୍କାରକରି ଥିଲେ ତାହା ଠିକ ଥିଲା. ନବୀନ ବାବୁଙ୍କୁ ଆ ଣି ନିଜେ ଭୁଲ କରି ଥିଲେ
@ajitnayak4342
@ajitnayak4342 18 күн бұрын
True leader Bijya babu🎉🎉
@susantanayak9728
@susantanayak9728 17 күн бұрын
ବିଜେପି ରେ ରହି ବିଜେଡି ର କାମ କରୁଥିଲେ,,,, ଯେତେବେଳେ ବିଜେପି ବହିଷ୍କାର କଲା,,,, ସେ କହିଲେ ମୁଁ କଣ ବିଜେପି ରେ ଥିଲି ଯେ,, ଏବେ ମୋତେ ବହିଷ୍କାର କଲେ.... ଏଇଟା ଗୋଟେ ହାସ୍ୟାସ୍ପଦ କଥା.... ତେଣୁ ଏଭଳି ନେତା କୁ ବିଶ୍ୱାସ କରିବା ଭୁଲ,,, ସେଥିପାଇଁ ବୋଧ ହୁଏ ବିଜେଡି ଆଗରୁ ଜାଣିଥିଲା , ଯୋଉଥି ପାଇଁ ଦଳରୁ ବାହାର କରିଦେଇଥିଲା..... ଏବେ ଆମେ ମାନେ ଜାଣିଲୁ ଯେ ଇଏ କାହାର ନୁହନ୍ତି...
@user-kt9nv9fd5j
@user-kt9nv9fd5j 18 күн бұрын
In 1990 Bijoy Babu was minister in Biju govt. why he did not open Ratna Bhandar during his ministry?
@manavdas10k13
@manavdas10k13 18 күн бұрын
Bijay Pattnaik a veteran politician has lost face value after handed over his son to BJD for his political will ..... To the same party who spoiled his career ...... Now giving so much of gyan in media ..... Not acceptable in any form ....
@priyaranjanpattanaik1133
@priyaranjanpattanaik1133 18 күн бұрын
He is great leader..
@bbiswal9812
@bbiswal9812 18 күн бұрын
ଇଏ ଗୋଟିଏ ଭଙ୍ଗୁରା ଲୋକ, ସବୁଭଲକାମରେ କେଁ ପୁରାଇବା ଏମାନଙ୍କ ଅଭ୍ୟାସ, କାମ ହେଇଯାଉ ଚୁପ୍ ହୋଇ ରୁହ
@ramanayak3052
@ramanayak3052 18 күн бұрын
Rty
@chittaranjanpradhan1991
@chittaranjanpradhan1991 18 күн бұрын
Tu kn karuthilu biju nka time re?? Tautar ta pura ,khali power darkar aei choro ku
@souravparida9036
@souravparida9036 18 күн бұрын
Great Leader
@MrSwarajdas
@MrSwarajdas 16 күн бұрын
ବିଜୟ ବାବୁ ଜଣେ ପୁରୁଖା ନେତା ତାଙ୍କୁ ବହୁତ କଥା ଜଣା ସେ ଯାହା କହୁଛନ୍ତି ତାକୁ ମାନିବାକୁ ପଡିବ
@DambarudharBiswal-fd7et
@DambarudharBiswal-fd7et 13 күн бұрын
Surrendered to pandian
@ranajitjena4668
@ranajitjena4668 18 күн бұрын
ବିଜୟ ମହାପାତ୍ର ଜଣେ ପୁରୁଣା ଏବଂ ବୟସ୍କ ଅଭିଜ୍ଞତା ଥିବା ନେତାଙ୍କୁ ଆମେ ଆମର ମତାମତରେ ଭାଷା ଖରାପ କରି ଲେଖିଲେ ସେ ଦେଖୁନାହାନ୍ତି କିନ୍ତୁ ଯେଉଁମାନେ ଅଶ୍ଳୀଳ ମନ୍ତବ୍ୟ ଦେଉଛନ୍ତି ତାଙ୍କ ପରିବାରର ଚରିତ୍ର କିପରି ଅନ୍ୟ ମାନଙ୍କୁ ଜଣାଉଛନ୍ତି
@tanmayananda1960
@tanmayananda1960 18 күн бұрын
Right he isa great politician of odisha
@raghumaninayak9593
@raghumaninayak9593 18 күн бұрын
ବରିଷ୍ଠ ରାଜନେତା ହିସାବରେ ତାଙ୍କୁ ସମ୍ମାନ ଦେବା କଥା କିନ୍ତୁ ଅନେକ ୟୁଜାରଙ୍କ ବିଭ୍ରାନ୍ତିକର ଟିକା tipani ଦେବା ଭଲ ନୁହେଁ ଏହା ମୋ ବ୍ୟକ୍ତି ମତ ଯଦି କାହାରି ମନକୁ ଆଘାତ ଦିଏ କ୍ଷମା କରିବେ ଜୟ ଜଗନ୍ନାଥ ସ୍ଵାମୀ...🙏🙏🙏🚩🕉️🇮🇳
@santoshpani987
@santoshpani987 18 күн бұрын
Ok.sir
@nagendrapattnaik2860
@nagendrapattnaik2860 18 күн бұрын
Before addressing senior citizen in filthy language we should analyse our character
@nagendrapattnaik2860
@nagendrapattnaik2860 18 күн бұрын
Filthy language is not appreciable in a civilized society
@Samar-papun
@Samar-papun 18 күн бұрын
Magia ତୋର ଇଯତ ଅଛିନା ତୁ କହୁଛୁ
@AjayakumarGochhi
@AjayakumarGochhi 18 күн бұрын
😂😂😂
@aratisahu4207
@aratisahu4207 18 күн бұрын
Mu sunicchi anek dina tale Ratna bhandar ra anek rupa coins ku currency notes re convert kara jaicchi
@bishnucharnrana3282
@bishnucharnrana3282 17 күн бұрын
ବିଜୟ ବାବୁ ! ବର୍ତ୍ତମାନ ପରିସ୍ଥିତିରେ ଆପଣ ନୀରବ ରହିବା ଶ୍ରେୟସ୍କର କାରଣ ଲୋକେ ଆପଣଙ୍କୁ ଭୁଲିଗଲେଣି । ନୂଆ ସରକାର ରତ୍ନ ଭଣ୍ଡାର କିପରି ପରିଚାଳନା କରୁଛନ୍ତି ଆଗେ ଲକ୍ଷ୍ୟ କରନ୍ତୁ,ତାପରେ କହିଲେ ଠିକ୍ ହେବ ।
@madhusudanparida4161
@madhusudanparida4161 18 күн бұрын
Nice clarification by senior most leader Bijay Mohapatra sir.🙏
@jagabandhurout3641
@jagabandhurout3641 18 күн бұрын
Kichi nahn..sabu khai deichanti mandir comite aau govt and Puri panda
@biswanathbehera7960
@biswanathbehera7960 18 күн бұрын
ବିଜୟ ବାବୁ ଆପଣ ଅନେକ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଆଲୋକପାତ କରିଛନ୍ତି। କନ୍ତୁ ପୂର୍ବରୁ ଯେଉଁ କମିଟି ଗଠନ କରାଯାଇ ଥିଲା ତାକୁ ଭଙ୍ଗ କରି ବା କଥା କୁ ବର୍ତ୍ତମାନ ସରକାର ଭାଙ୍ଗି ଠିକ୍ କରିଛନ୍ତି ।କଥା କଣ କି କମିଟି କୁ ସେ ସରକାର କାମରେ ନିୟୋଜିତ କଲେନି କାହିଁକି।
@bhabanisankarnayak3537
@bhabanisankarnayak3537 18 күн бұрын
ନ ଜାଣି ବେଶୀ ଗପ କରନ୍ତୁ ନାହିଁ ।
@manasranjandas3264
@manasranjandas3264 16 күн бұрын
ଆଇଡିଆଲ ନେତା
@phalgunibhuyan3881
@phalgunibhuyan3881 18 күн бұрын
Valueless leader BJP came to power, he has no face
@user-bb3br2wv4c
@user-bb3br2wv4c 17 күн бұрын
ସବୁ ହେବ ଚିନ୍ତା କର ନାହିଁ କାହିଁକି ଖୋଲା ଯାଇନଥିଲା କୁହନ୍ତୁ
@durgamohanty1390
@durgamohanty1390 15 күн бұрын
Your advice is not required Right decission will be taken by the.comittee.
@baikunthabehera7048
@baikunthabehera7048 18 күн бұрын
କିଛି ଡୁପ୍ଲିକେଟ ରତ୍ନ କୁ ରଖି,ଅରଜିନାଲ ରତ୍ନ କୁ ହଡ଼ପ କରାଯାଇଛି
@user-ku5on9pv6m
@user-ku5on9pv6m 18 күн бұрын
Good 👍
@user-eu7js1hh7g
@user-eu7js1hh7g 18 күн бұрын
ମନ୍ଦିର ଭିତରେ ରହୁ ବାହାରକୁ ଗରେ ଚୋରି କରିନେବେ କାହାକୁ ଭରସା ନାହିଁ
@user-wh4kq1qk8o
@user-wh4kq1qk8o 18 күн бұрын
ବିଜୟ ମହାପାତ୍ର ବାବୁ, ବୟସ ଅଧିକ ହେତୁ ରାଜନୀତି ରୁ ନିବୃତ ହେବା ଭଲ, ଆଉ ଦାମ ରାଉତ୍ ଭଳି ପରିବାର ବାଦ ନାଁ କୁ ଅସ୍ମିତା ତୁମେ ବି କଲ, କିଏ ଶୁଣେ ତୁମ କଥା? ଆମେ ପୁରୁଣା ଲୋକ ବୋଲି ତୁମ ପ୍ରତି ସମବେଦନା ଅଛି, ଆଉ ତୁଣ୍ଡ ଖୋଲନି
@padmalayasarangi3907
@padmalayasarangi3907 18 күн бұрын
Yankara sabubele domunha katha
@chandraDahita
@chandraDahita 18 күн бұрын
ଖାଲି ଅଲଗା ଲୋକ କୁ ସମାଲୋଚନା କଲେ ଠିକ୍ ନାଇ ହୁଏ।ତୁମର ମାନ ଙ୍କର ଆଖିରେ ଭଲ କିଛି ନି ଦିଶବା ।ଖାଲି ଲୋକ ଙ୍କୁ ଖରାପ କଥା କହିବା ଟା ଜାଣିଛି।
@kabirsingh5555
@kabirsingh5555 18 күн бұрын
Opposition bina country ra develop nahin ok bhala se democracy ku dekha
@chandraDahita
@chandraDahita 18 күн бұрын
@@kabirsingh5555 ହଁ ଠିକ୍ କଥା ଯେ ଭାଇ ଏ ବିଜୟ ମହାପାତ୍ର ଆଗରୁ BJP ରେ ଥିଲା।କିନ୍ତୁ ତାକୁ ଏବେ ଆଉ କେହି ପଚାରୁ ନାହାନ୍ତି।ତେଣୁ ଏ କଣ କରେ news ରେ ରହିବ ପାଇଁ ମଝିରେ ମଝିରେ ଏମିତି ନାଟକ ବାଜି କରେ
@jitendrakumarnayak2083
@jitendrakumarnayak2083 18 күн бұрын
Bjd bijaya Mohapatra nku pheri anu
@bikashkumarsingh9087
@bikashkumarsingh9087 18 күн бұрын
Best politician
@debanshmishra3589
@debanshmishra3589 18 күн бұрын
Pua jitila pare Magiha tike gora disuchhi
@PradeepKumarBehera-or9ee
@PradeepKumarBehera-or9ee 18 күн бұрын
Sar namaskar
@rameshchandradas946
@rameshchandradas946 18 күн бұрын
Hi is no more in public domen
@aiswatnayaklkg-b6556
@aiswatnayaklkg-b6556 18 күн бұрын
Jagataranath jaganath samastakara thakurka sampatira hisaba re birodhi basibadarkar nahele gafalati heba
@trinathsahoo4543
@trinathsahoo4543 18 күн бұрын
Ghor bipada madu assuchi...dharma nahi kebal loka dekha bhakti...sansar re daya Dana dharma ra abhab ghatich ... bhagwan puri chhadi chhatia asiba ku sanket dele ❤
@bhabagrahidas2385
@bhabagrahidas2385 16 күн бұрын
ଆପଣ ଏ ଥର ମୁଖ୍ୟମନ୍ତ୍ରୀ ହୋଇଥାନ୍ତେ ବେଳ ଖରାପ ଦଳରେ ନାହାନ୍ତି Bjp ରୁ stand କରି ନାହାନ୍ତି
@1984sib
@1984sib 13 күн бұрын
ଏ ବାବୁ କିଏ? ଇଏ କଣ ଗୋଟେ ମତାମତ ଦେବେ?
@NirakarBiswal-zg4tn
@NirakarBiswal-zg4tn 18 күн бұрын
ଏଇଟା ଟାଉଟର ଟା ।
@tarunapattanaik1779
@tarunapattanaik1779 15 күн бұрын
ତତେ କିଏ ପଚାରୁଛି
@diptiranjanmohanty4344
@diptiranjanmohanty4344 18 күн бұрын
ପୂର୍ବରୁ ଯାହା କହିଥିଲେ ଟିକେ କୁହନ୍ତୁ । ସେତେବେଳେ ରାଜ୍ୟସରକାର ଙ୍କୁ ଦୋଷ ଦେଇଥିଲେ ବର୍ତ୍ତମାନ ଆଉ ପୂର୍ବ ସରକାରଙ୍କ ଉପରେ କିଛି ଟିପ୍ପଣୀ ଦେଇ ପାରିବେନି । ସେତେବେଳେ ଶଙ୍କରାଚାର୍ଯ୍ୟଙ୍କ ସହ ସ୍ବର ମିଳାଇଥିଲେ ।
@srikarachanpur1470
@srikarachanpur1470 17 күн бұрын
Rihht
@user-hr4qq9xh4b
@user-hr4qq9xh4b 18 күн бұрын
Alajuka neta
@KedarJena-ki9el
@KedarJena-ki9el 18 күн бұрын
2nd ସୁର,valuless,power lover
@kirankumarsahu8824
@kirankumarsahu8824 18 күн бұрын
ଏ କୁଳ ନାହିଁ କି ସେ କୁଳ ନାହିଁ 😂
@Ramesh-ee1sf
@Ramesh-ee1sf 18 күн бұрын
2 nabea pada rakhiba katha.
@user-ud1lp4oh5t
@user-ud1lp4oh5t 18 күн бұрын
ତୁମେ କିଏ ଅଯୋଗ୍ୟ ଲୋକ
@user-rt7ic2xi5b
@user-rt7ic2xi5b 18 күн бұрын
Dagalbajia Chorata
@narayandas369
@narayandas369 18 күн бұрын
Bijaya Mahapatra ତୁମେ kaun ଦଳର
@pramodrath6299
@pramodrath6299 18 күн бұрын
Nabin pakhare sarana pasila sabu gala
@anandachandrasahoo7377
@anandachandrasahoo7377 18 күн бұрын
Bijay Mohapatra has lost his credibility earlier
@aksahoo346
@aksahoo346 18 күн бұрын
Se atedina kan karuthile
@ajayaprusty8725
@ajayaprusty8725 18 күн бұрын
ସରକାର କୁ ଦୋଷ ଦେଇ ନିଜ ପତିଆରା ଦେଖାଇବା 🥰
@deviprasadmishra6563
@deviprasadmishra6563 17 күн бұрын
ଭାଡୁଆ ବିଜୟ, ମୁଲ୍ୟହୀନ ମତ ଦେଇ ଶସ୍ତା ରାଜନୀତି କରୁଛନ୍ତି ବିଜୟ ବାବୁ। ମରାମତି ପାଇଁ 5t ସରକାର କୁ କହିଥିଲାକି ଯେ😅
@umeshnayak9265
@umeshnayak9265 18 күн бұрын
Parichalana kamiti ea babadare Twarita padekhapa niantu
@user-gj7fv5tq2q
@user-gj7fv5tq2q 18 күн бұрын
Bala loka ta ku ,Bala channel.
@tusharkantaghose3745
@tusharkantaghose3745 9 күн бұрын
Nije bana
@tanmayananda1960
@tanmayananda1960 18 күн бұрын
Bijaya mohapatra bjd ra lead neantu
@ramakrushnadalai2497
@ramakrushnadalai2497 18 күн бұрын
କାଡୁଆ , ଚେପ ଢ଼ୋକିଲା ଲଜ୍ୟା
@user-ej4zx3nl6i
@user-ej4zx3nl6i 15 күн бұрын
To maipa bia
@n.niranjansampad8690
@n.niranjansampad8690 16 күн бұрын
Are ଇଏ କଣ କହିବ ଇଏ ବା bjd loka
New model rc bird unboxing and testing
00:10
Ruhul Shorts
Рет қаралды 25 МЛН
Who has won ?? 😀 #shortvideo #lizzyisaeva
00:24
Lizzy Isaeva
Рет қаралды 65 МЛН
Nastya and SeanDoesMagic
00:16
Nastya
Рет қаралды 26 МЛН
A clash of kindness and indifference #shorts
00:17
Fabiosa Best Lifehacks
Рет қаралды 123 МЛН
Sri Jagannath and Kalapahad
7:08
Argus News
Рет қаралды 785 М.
New model rc bird unboxing and testing
00:10
Ruhul Shorts
Рет қаралды 25 МЛН