Kandhamal Daungia Chadheya & Chadheyani Danda Nacha 🙏

  Рет қаралды 47,553

Sunesh Sahu

Sunesh Sahu

Күн бұрын

ଚଢ଼େୟା ନାଚ Daungia Chadheya & Chadheyani Danda Nacha
ଦଣ୍ଡନାଚ ଓଡ଼ିଶାର ଏକ ପ୍ରାଚୀନ ଓ ପାରମ୍ପରିକ ନାଚ ।ଏହା ଫୁଲବାଣୀ ଜିଲ୍ଲାର ଏକ ଲୋକ ପର୍ବ ।ଏହା ଗ୍ରାମାଂଚଳରେ ଏହା କାମନା ଦଣ୍ଡ ଭାବେ ପରିଚିତ।ଏହି ନୃତ୍ୟ ଧର୍ମୀୟ ଧାରଣା ଏବଂ ଈଶ୍ବର ବିଶ୍ବାସ ଉପରେ ପ୍ରତିଷ୍ଠିତ ।ଏହି ପର୍ବରେ ମିଶିଥିବା ଭକ୍ତଙ୍କୁ ଦଣ୍ଡୁଆ ବା ଭୁଣ୍ତା କୁହାଯାଏ। ଭକ୍ତମାନେ ବହୁ କଷ୍ଟ କରି ଶରୀରକୁ ଦଣ୍ଡ ଦେଉଥ‌ିବାରୁ ଏହାକୁ ଦଣ୍ଡନାଚ କୁହାଯାଏ।ଦଣ୍ଡନାଚରେ ମିଶିବା ଦ୍ବାରା ମା କାଳିଙ୍କ କୃପାରୁ ପାପ ଓ ଦୁଃଖ ଦୂର ହୋଇ ମାନବ ଶାନ୍ତି ଓ ଧାନ ପ୍ରାପ୍ତି ହୁଏ ବୋଲି ବିଶ୍ବାସକରି ଓଡ଼ିଶା ବାସୀ ଏହି ପର୍ବ ପାଳନ କରନ୍ତି ଭିଡ଼ିଓ ଟି ଭଲ ଲାଗିଲେ ଲାଇକ୍ କରନ୍ତୁ, ସେୟାର କରନ୍ତୁ, ଚ୍ୟାନେଲ ଟିକୁ ସବକ୍ରାଇବ କରନ୍ତୁନମସ୍କାର🙏

Пікірлер
Koinjhar danda nacha...2023
19:46
Kandhamal New Danda Nacha Videos
Рет қаралды 66 М.
Don't underestimate anyone
00:47
奇軒Tricking
Рет қаралды 29 МЛН
What type of pedestrian are you?😄 #tiktok #elsarca
00:28
Elsa Arca
Рет қаралды 42 МЛН
pokharibandha dando jattar comedy __2024_😜😜
21:11
Padman 🆈🆃
Рет қаралды 37 М.
kandhamal danda nacha chadeira bhai babadangia jimanipanga
8:51
Kaniska kanhar plb
Рет қаралды 17 М.