କଂସ ଆର୍ କୃଷ୍ଣ ସମ୍ପର୍କଥି ବାପ୍ ପୁଓ😮କାଁକରି ଏନ୍ତା ବଏଲେ ବରଗଡ ବିଶ୍ବପ୍ରସିଦ୍ଧ କଂସ ଭୁବନେଶ୍ବର ପଧାନ?EXCLUSIVE

  Рет қаралды 47,472

SAMBALPUR MATIR KALAKAR

SAMBALPUR MATIR KALAKAR

Күн бұрын

Пікірлер: 67
@jogeswaricreation479
@jogeswaricreation479 16 күн бұрын
Prakrutare aapana Jane maha gyani Bhubaneswar aagyan
@SAMBALPURMATIRKALAKAR
@SAMBALPURMATIRKALAKAR 16 күн бұрын
Jay kala
@ramachandrapanipani7424
@ramachandrapanipani7424 24 күн бұрын
ଭୁବନେଶ୍ୱର ପଧାନ ବରଗଡ଼ ଧନୁ ଯାତ୍ରାରେ କଂସ ହୋଇ କହିଲେ କଂସ ଜଣେ ମହାନାୟକ । ଶିବ ଆଉ ନାରାୟଣଙ୍କ ଦର୍ଶନ କରି ସେ ପ୍ରାଣତ୍ୟାଗ କରିଛନ୍ତି । ଚମତ୍କାର ବିବୃତ୍ତି ।
@ramachandrapanipani7424
@ramachandrapanipani7424 24 күн бұрын
ବହୁତ ସୁନ୍ଦର ସାକ୍ଷାତ୍କାର । ଅନେକ ଅଜଣା ତଥ୍ୟ ଉଦ୍ଘାଟିତ ।
@ramachandrapanipani7424
@ramachandrapanipani7424 24 күн бұрын
କୃଷ୍ଣଙ୍କର ୮ ସଂଖ୍ୟାର ରହସ୍ୟ ଉଦ୍ଘାଟନ କଲେ କଂସ ମହାରାଜ ଭୁବନେଶ୍ୱର ପଧାନ। ତାଙ୍କୁ ଆମର ହାର୍ଦ୍ଦିକ କୃତଜ୍ଞତା।
@ramachandrapanipani7424
@ramachandrapanipani7424 24 күн бұрын
ତ୍ରେତୟା ଯୁଗରେ ଶ୍ରୀ ରାମଙ୍କ କପାଳ ଝାଳରୁ ଜାତ କର୍କଶପିଙ୍ଗଳ ଶିବ ପାର୍ବତୀଙ୍କ ବରରେ ଦ୍ଵାପର ଯୁଗରେ କଂସ ହୋଇ ଥିବାରୁ ସେ କୃଷ୍ନଙ୍କ ପୁତ୍ର ବୋଲି ପ୍ରମାଣ କରି କହିଲେ ଏ ଯୁଗର କଂସ ରାଜା ବରଗଡ଼ ଧନୁ ଯାତ୍ରାର ଅଭିନେତା ଭୁବନେଶ୍ୱର ପଧାନ । ଏକ ଅଶୁଣା କଥା ।
@DukhishyamHaripal
@DukhishyamHaripal Ай бұрын
ବହୁତୁ ଭଲ କଥା ଟେ ଭୁବନେଶ୍ୱର ପ ଧାନ ପ୍ରକୁତ ପୁରାଣ ଲେଖା ଅଛେ କଂସ ର ବାପା କୃଷ୍ଣ ସତ କଥା ଵୀନ୍ଧୁ ସାଗର ବଲି ଗୁଟେ ପୁରାଣ ରେ ଲେଖା ଅଛେ ଫକିର ମହନ ସେନା ପତି ଲେଖି ଛନ
@jjvlogs6278
@jjvlogs6278 24 күн бұрын
କେନ୍ ଆଡେ ଗଲେ ଇହାଦେ ସେ କୋଶଳ ସେନା । ଖାଲି ହୃଷିକେଶ ଭୋଇ କଂସ ବନଲା ବେଳେ, ସମ୍ବଲପୁରୀ ଭାଷା ଦିକ୍ସି କେଁ ।। ଆଉ ବିରୋଧ ସେହି କେଁ । ଆଜି ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ର ପହେଲା ଦିନ୍ ଥୂଲା,ହେଳେ କଂସ ମହାରାଜ ତ ଗୁଟେ ବି ଡାଇଲଗ ସମ୍ବଲପୁରୀ ଥୁଁ ନାଇଁ କ‌ହିଲେ।। Waah!!
@GirishChandrabhue-n4q
@GirishChandrabhue-n4q 20 күн бұрын
Bhubaneswar sir gute talented artist an❤🙏🙏🙏🙏
@SAMBALPURMATIRKALAKAR
@SAMBALPURMATIRKALAKAR 17 күн бұрын
ସତ୍ ଆଏ
@pradipmishra5627
@pradipmishra5627 Ай бұрын
ପୁରୋହିତ ଆଜ୍ଞା ଯୁଧିଷ୍ଟିର ମହାରାଜ ଙ୍କ ଆଉ ଗୁଟେ ବଲି ବୁହେନ୍ ତାଲଶ୍ରିଗିଦା ଗାଁ ରେ ବଞ୍ଚିଛନ ,,, ତାଙ୍କର ଆଉ ଯୁଧିଷ୍ଟିର ମହାରାଜ କର ଛୁଆ ବେଳର କଥା ଟିକେ ସୁଟ କର୍ଲେ ଭଲ ହେତl
@ramachandrapanipani7424
@ramachandrapanipani7424 24 күн бұрын
ଭୁବନେଶ୍ୱର ପଧାନ ଧନ୍ୟ ମାନବ ଜୀଵନ, କଂସ ସେ ମହାରାଜନ । (୧) ବରଗଡ଼ ଧନୁ ଯାତ୍ରା ବିଶ୍ୱରେ ପ୍ରସିଦ୍ଧ ପରା ! ଉତ୍କଳର ପରମ୍ପରା ଯାତ୍ରା ସଂସ୍କୃତି ନିଆରା । -- ରାମଚନ୍ଦ୍ର ପାଣି ଶ୍ରୀଅରବିନ୍ଦ ଆଶ୍ରମ, ପଣ୍ଡିଚେରୀ
@sakarsansarafsankar9235
@sakarsansarafsankar9235 Ай бұрын
ଯେତେ ହେଲେ ଗୁଟେ ସମ୍ବଲପୁରୀ କଂସ ମହାରାଜା ସୁଶୀଲ କୁମାର ମେହେର କିନ୍ତୁ କୃଷ୍ଣ କେତେ ସମୟରେ ଜନ୍ମ ହୋଇଥିଲେ ଓ କୃଷ୍ଣ ଆଶିର୍ବାଦ କେଉଁ ମାନେ ପାଇଥେଲେ ସେଟା ଟିକେ ପଚାରିେବ ଜାଣିବା
@keshabasahu6260
@keshabasahu6260 Ай бұрын
ଜୟ କୁଶଳ.. ମା ରା ଜ. ଧନ୍ୟବାଦ 🙏🙏🙏ଜୁହାର... ମି ଡ଼ି ଆ... 🙏🙏..
@SAMBALPURMATIRKALAKAR
@SAMBALPURMATIRKALAKAR Ай бұрын
Jay jay koshal
@dolamanipodh5426
@dolamanipodh5426 Ай бұрын
କେତେ ବେଳେ ଦାଦା ବଲୁଛ କେତେ ବେଳେ ଆଜ୍ଞା ବଲୁଛ ଟିକେ ଭଲନାଇ ଲାଗବାର
@SAMBALPURMATIRKALAKAR
@SAMBALPURMATIRKALAKAR Ай бұрын
Thik acche dhyan rakhma e jinis..jay koshal
@SimranKumbhar-me6qz
@SimranKumbhar-me6qz Ай бұрын
Bahut dhanyabad , koshali speech ra lagi, meetha lagla, kahebar trick b bahut badhia, super duper ,best, wonderful, beautiful and all
@SAMBALPURMATIRKALAKAR
@SAMBALPURMATIRKALAKAR Ай бұрын
Jay koshaĺ
@MallikBalibahak
@MallikBalibahak Ай бұрын
ବହୁତ ସୁନ୍ଦର 👌👌
@SAMBALPURMATIRKALAKAR
@SAMBALPURMATIRKALAKAR Ай бұрын
Jay ho
@rajeshsahu5125
@rajeshsahu5125 Ай бұрын
Maharaj ... Khali .. interview re sambalpuri kahele kana heba .. raj darbar re 11 din kachha sambalpuri kaha .. tar pare bhal lagba Jay maa Samleiswari 🚩🙏🙏🙏 .. Jay koshal 🚩
@SanjitKumarGardia
@SanjitKumarGardia Ай бұрын
Bahut val mana sikhya deu6n kansa sir
@SAMBALPURMATIRKALAKAR
@SAMBALPURMATIRKALAKAR Ай бұрын
Jay kala
@bidesitandia
@bidesitandia Ай бұрын
Verry verry good.jay kosal❤❤🙏🙏🙏
@SAMBALPURMATIRKALAKAR
@SAMBALPURMATIRKALAKAR Ай бұрын
ଜେ କଲା ଜେ କୋଶଲ୍
@amitjena6214
@amitjena6214 18 күн бұрын
@@SAMBALPURMATIRKALAKAR Koshal 😂😂😂
@DhaneswarNaik-x6e
@DhaneswarNaik-x6e Ай бұрын
ଧନୁ ଯାତ୍ରା କୋଶଲି ଭାଷା ଥି ପୁରା ଭାବେ ହଉ ଟିକେ ବି ଇ ନାଇଁ ବିଗଡୁ
@SAMBALPURMATIRKALAKAR
@SAMBALPURMATIRKALAKAR Ай бұрын
Jay koshal
@pandababu4224
@pandababu4224 Ай бұрын
ସମ୍ବଲପୁରୀ ଭାଷା ଆଉ ସମ୍ବଲପୁରୀ script ରେ ହଉ ଓଡ଼ିଆ script ବନ୍ଦ କର ଭଲ ହବ
@SAMBALPURMATIRKALAKAR
@SAMBALPURMATIRKALAKAR Ай бұрын
Jay koshal
@pandababu4224
@pandababu4224 Ай бұрын
@SAMBALPURMATIRKALAKAR 😂😂😂😂😂
@prasantbehera8186
@prasantbehera8186 Ай бұрын
ଇରେ ଭକୁଆ ଓଡ଼ିଆ ବିନା ସମ୍ବଲପୁରୀ ନାଇ ହୁଏ
@pandababu4224
@pandababu4224 Ай бұрын
@@prasantbehera8186 ହେଟା ତ କହୁଛେଇଁ
@PurnanandaBhoi
@PurnanandaBhoi Ай бұрын
ସାର୍ ଶାସ୍ତ୍ର ବିଷୟ ରେ ଆପଣଙ୍କୁକିଛି ଜଣା ନାଇନ। ନାଟ୍ୟଶାସ୍ତ୍ର ହିସାବ ରେ ଅଭିନୟ କରୁନ୍।
@balaramnaik96
@balaramnaik96 Ай бұрын
No 1 raja
@SAMBALPURMATIRKALAKAR
@SAMBALPURMATIRKALAKAR Ай бұрын
Jay kala
@0creatorsuman
@0creatorsuman Ай бұрын
All ready king Bhubaneswar padhan ❤
@SAMBALPURMATIRKALAKAR
@SAMBALPURMATIRKALAKAR Ай бұрын
Jay kala
@birensandh9239
@birensandh9239 Ай бұрын
ନମସ୍କାର ଭୁବନେଶ୍ୱର ପ୍ରଧାନ ଆଜ୍ଞାଙ୍କୁ ତାଙ୍କର ସବୁ କଥା ବାର୍ତ୍ତା ସୁନ୍ସି ମତେ ବହୁତ୍ ଭଲ ଲାଗିସି ବହୁତ୍ କଥା ବୁଝିବାର କେ ମିଳିସି
@nareshpradhan4070
@nareshpradhan4070 Ай бұрын
Bhubaneswar Pradhan ki jay 🙏🙏🙏🙏
@SAMBALPURMATIRKALAKAR
@SAMBALPURMATIRKALAKAR Ай бұрын
Jay
@santoshkumarkandher6816
@santoshkumarkandher6816 Ай бұрын
Bbsr prdn no 1
@SAMBALPURMATIRKALAKAR
@SAMBALPURMATIRKALAKAR Ай бұрын
Jay kala
@SunartanSa
@SunartanSa Ай бұрын
Oksir
@SAMBALPURMATIRKALAKAR
@SAMBALPURMATIRKALAKAR Ай бұрын
Tqq
@himansu_1101x
@himansu_1101x Ай бұрын
Jay kosal , Bhuneshwar kansa maharaj ki jay , jay Sri Krishna, jay maa samali
@GobindSa-m4f
@GobindSa-m4f Ай бұрын
E vdo K skip Kari dekhi Ni parli, fura vdo dekhli tamar first time.😊
@SAMBALPURMATIRKALAKAR
@SAMBALPURMATIRKALAKAR Ай бұрын
Tqq so much.. jay kala
@PurnachandraBhue-s7u
@PurnachandraBhue-s7u Ай бұрын
ଇଟା ତ ଡାଇଲଗ ନାଇସେ କଥାନି ଆ ଏ ହୋ ମହାରାଜ
@dhananjayanag912
@dhananjayanag912 Ай бұрын
Mui ଆଗରୁ ଜାଣିଥିଲି ଭୁବନେଶ୍ୱର ପ୍ରଧାନ sir କଂସ ହେବେ ବୋଲି
@SAMBALPURMATIRKALAKAR
@SAMBALPURMATIRKALAKAR Ай бұрын
Jay kala
@sakarsansarafsankar9235
@sakarsansarafsankar9235 Ай бұрын
ନାମକୁ ମାତ୍ର ଚୟନ କରାଯାଇଥିଲା କିନ୍ତୁ କମିଟି ଆଗରୁ ଭାବିଥିଲେ ଭୁବନକେ
@Babubhaipatra
@Babubhaipatra Ай бұрын
Bhubaneswar pradhan bi bhal kalakara , tahar sange sushil meher angya bi bhal thile ,
@pintumeher9903
@pintumeher9903 Ай бұрын
Au jen mane mane b maharaj nkar na re kharap comment karuchha sate jadi tumar adhika tallent achhe ta dekhei Kari kuha j bhal lagba. Au ahankare male kana heba
@beastcrazygamer5139
@beastcrazygamer5139 26 күн бұрын
ଅବଧି,ବାଘେଲି ଆର୍ ଛତିଶଗଡ଼ି languages କେ କୋସ୍ଲି language balsan ଆର୍ ତମେ ଇନେ sambalpuri ke କୋସ୍ଲି ବଲି ଦଉଛ 😂history padha ହୋ utuber ଆଜ୍ଞା😂😂😂
@pintumeher9903
@pintumeher9903 Ай бұрын
Jete b kansa maharaj achhan bhubaneswar Pradhan sir nkar tale Maa samalei tanku au tankar kala k chhatar chaya tale ghodei ki rakhi thaun au tanku bht bad lamba ayusha deun ita mor maa samalei nkar pakhe prarthana
@sambalpurimobile3737
@sambalpurimobile3737 Ай бұрын
Bhubanespar padhan kenta kahesa ho bhai
@diptibhuedipti8517
@diptibhuedipti8517 Ай бұрын
Albombanaleketelagsi
@tikeswarsahu2571
@tikeswarsahu2571 Ай бұрын
Kintu hete ramanchak nai lagbar comedi henta laguchhe
@SAMBALPURMATIRKALAKAR
@SAMBALPURMATIRKALAKAR Ай бұрын
ବୋଧେ କମେଡି ଦେଖବାର୍ ତୁମର୍ ଜହ ପସନ୍ଦ
@karanbarik2570
@karanbarik2570 Ай бұрын
Tume Khali intraview kara da nai hele channel DAWN hau6e,kuhala khadu k nai add Kara please
@rajeshsahu5125
@rajeshsahu5125 Ай бұрын
Kulia khedu interview Kari nai Janbar ...
@KirtiMahana
@KirtiMahana Ай бұрын
ଭୁବନେଶ୍ୱର ପଧାନ ଏକ ନମ୍ବର ଲାଗି କଂସ ହେଲେ ଆମେ ଜାଣି ଥିଲୁ ଭୁବନେଶ୍ୱର ପଧାନ କଂସ ହେବେ
@SAMBALPURMATIRKALAKAR
@SAMBALPURMATIRKALAKAR Ай бұрын
Jay kala
@sakarsansarafsankar9235
@sakarsansarafsankar9235 Ай бұрын
କଂସ କେଉଁ ଦିନ ଜନ୍ମ ହୋଇ ଥିଲେ ଆର ତିଥି କନଥିଲା ଓ ସମୟ କଣ ଥିଲା କିନ୍ତୁ ସବୁ କଥା କଥା ସବୁ ଭଲ ଶିକ୍ଷା ଗ୍ରହଣ କଲି ସ୍ବାଗତ୍ ଯୋଗ୍ୟ
@ramachandrapanipani7424
@ramachandrapanipani7424 24 күн бұрын
ଭୁବନେଶ୍ୱର ପଧାନ ବରଗଡ଼ ଧନୁ ଯାତ୍ରାରେ କଂସ ହୋଇ କହିଲେ କଂସ ଜଣେ ମହାନାୟକ । ଶିବ ଆଉ ନାରାୟଣଙ୍କ ଦର୍ଶନ କରି ସେ ପ୍ରାଣତ୍ୟାଗ କରିଛନ୍ତି । ଚମତ୍କାର ବିବୃତ୍ତି ।
Air Sigma Girl #sigma
0:32
Jin and Hattie
Рет қаралды 45 МЛН
How to have fun with a child 🤣 Food wrap frame! #shorts
0:21
BadaBOOM!
Рет қаралды 17 МЛН