Рет қаралды 425
ତୁମ ପରେ ବହି ମୋର ପ୍ରଥମ ସଙ୍କଳନ , ଯେଉଥିରେ କି ପ୍ରେମର ଆନେକ ରୂପକୁ ନେଇ ଅନେକ ଗୁଡାଏ କବିତା ରହିଛି , କିଛି ପାଠକ ବହି ପଢି ସାରିବା ପରେ ମତେ କୁହନ୍ତି " ଆପଣ କଣ କେବେ ପ୍ରେମରେ ପଡ଼ିଥିଲେ କି" ! ଶୁଣି ଭାରି ଖୁସି ଲାଗେ ପାଠକ ମାନଙ୍କୁ ମୋ କବିତା ମୋ ଜୀବନର କାହାଣୀ ଭଳି ଲାଗୁଛି.. ମାନେ ମୁଁ ତାକୁ ସେଇ ଭାବନା ସେଇ ପରିଧି କୁ ଛୁଇଁ ପାରିଛି !
ଆଜି ର ଏ କବିତା " କପେ ଗରମ ଚା'..." ତୁମ ପରେ ବହିର ଗୋଟେ କବିତା.. ଶୁଣିବେ ଭଲ ଲାଗିବ ବୋଲି ଆଶା !!
#odiapoetry #kabita #snigdhatripathy #tumapare #kapegaramcha
Copyright Disclaimer: - Under section 107 of the copyright Act 1976, allowance is mad for FAIR USE for purpose such a as criticism, comment, news reporting, teaching, scholarship and research. Fair use is a use permitted by copyright statues that might otherwise be infringing. Non- Profit, educational or personal use tips the balance in favor of FAIR USE.