ଦିନ କୃଷ୍ଣ ଦାସଙ୍କର ଗୋଟିଏ ପଦ କୁହଇ କୁରଙ୍ଗି ନେତ୍ରୀ ଯେ ଯାହାର କର୍ମ ହୋ କରିଲେ ହୁଅଇ ଧର୍ମ। ନ କଲେ ଅଧର୍ମ ସତ କର୍ମ କରି ଧର୍ମ କୁ ପ୍ରତିଫଳିତ କରିବ ଉଚିତ୍ କର୍ମ ଭୁଲ୍ କଲେ ଅଧର୍ମ ବୋଲି କହିଛନ୍ତ Do the good deeds then everything happen good And live life happily। Otherwise no one there in the world save you Respect to everyone's Don't hurt to anyone