Katha Sarita (Kumbhara Pila) || କୁମ୍ଭାର ପିଲା (କଥା ସରିତା) II Odia Play II Moral Story

  Рет қаралды 2,598,242

DD ODIA

DD ODIA

Күн бұрын

Kumbhara Pila କୁମ୍ଭାର ପିଲା (କଥା ସରିତା)
Odia story ପୁରୁଣା ଓଡ଼ିଆ ଧାରାବାହିକ ||
#kathasarita

Пікірлер: 339
@BornForHelp
@BornForHelp Жыл бұрын
ଭାଇ ଓ ଭଉଣୀ ମାନେ କି ସୁନ୍ଦର ଥିଲା ସେ ପିଲା ଦିନ ତାହାର କଥା କହିଲେ ନ ସରେ । ସେଦିନର Blackend White TV ର ଖୁସି ଆଜିର LCD TV Wifi Connection ରେ ବି ନାହିଁ । ସମସ୍ତେ ୩ ଟା ହେଲେ ଟିଭି ଆଗରେ ବସିଯାନ୍ତି ପରିବାର ସହିତ । ବହୁତ ମନେ ପଡ଼ୁଚି ସେ ପିଲାଦିନ କଥା ।
@akshaypardhan9611
@akshaypardhan9611 4 ай бұрын
Right 💯💯💯
@ଓଡିଆପ୍ରତିକ୍ରିୟାଭିଡିଓ
@ଓଡିଆପ୍ରତିକ୍ରିୟାଭିଡିଓ 3 ай бұрын
Sata katha 😢😢😢
@ଓଡିଆପ୍ରତିକ୍ରିୟାଭିଡିଓ
@ଓଡିଆପ୍ରତିକ୍ରିୟାଭିଡିଓ 3 ай бұрын
Sata katha
@subashnayak4611
@subashnayak4611 Жыл бұрын
ଯାହା ହଉ ଭାଈ ପୁରୁଣା ଓଡ଼ିଆ seriel ତୁମରି ପାଈଁ ବଞ୍ଚି ରହିଛି। ମୋତେ ବୋହୁତ ଭଲ ଲାଗେ ଏଇ ଭଳି seriel। କଥା ସରିତା ର ପ୍ରଥମ tune ଟା ପୁରୁଣା ଅତୀତ କୁ ମନେ ପକେଇ ଦିଏ ❤❤😌😌
@anilkumarbhoikumarbhoi7256
@anilkumarbhoikumarbhoi7256 Жыл бұрын
😢😢 ହେ ସମୟ ମୋ ପିଲା ଦିନ ମୋତେ ଫେରେଇ ଦିଅ 🙏🏻
@sksantoshvlogs2797
@sksantoshvlogs2797 Жыл бұрын
ଆପଣଙ୍କୁ ଧନ୍ୟବାଦ ପୁରୁଣା ସୃତି ମନେ ପକେଇ ଥିବାରୁ 🙏🙏
@prasantkubehera6666
@prasantkubehera6666 Жыл бұрын
ମନେ ପଡ଼ିଗଲା ସେ ପିଲା ଦିନ କଥା black and white tv ଆଉ କଥା ସରିତା ସେ ଯୋଉ ମଜା ଆଉ କଣ ଫେରିବ କି
@sashibhushan4617
@sashibhushan4617 Жыл бұрын
ହେ ଭଗବାନ୍ ମୋର ଏତିକି ପ୍ରାର୍ଥନା କି ମତେ ମୋ ପିଲା ଦିନ ଫେରେଇ ଦିଅ
@VillageMastiAllVideo6947
@VillageMastiAllVideo6947 Жыл бұрын
ମୋର ବି ବହୁତ ଇଛା ହେଉଛି
@manasranjan7703
@manasranjan7703 Жыл бұрын
Tate bhagban 2month baby kari diantu
@desi_tokaa
@desi_tokaa Жыл бұрын
ଆରେ ଭାଇ ତମକୁ ପୁଣି ପାଠ ପଢ଼ିବାକୁ ପଡ଼ିବ ସାର୍ ଙ୍କ ଛାଟ ସବୁ ଖାଇଇବାକୁ ହବ ବୋର୍ଡ ପରୀକ୍ଷା ଦେବାକୁ ପଡ଼ିବ 😀😀😀😀😀😀😀😀😀😀
@sashibhushan4617
@sashibhushan4617 Жыл бұрын
@@manasranjan7703 😜😜
@sashibhushan4617
@sashibhushan4617 Жыл бұрын
@@desi_tokaa ହଁ ହେଲେ ହବ ମାଡ଼ ସିନା ଖାଇବି ହେଲେ ପିଲା ଦିନ ବଦମାସ୍ ତ ପାଇବି ଭାଇ
@pradipkumarsahoo2112
@pradipkumarsahoo2112 Жыл бұрын
ଛୋଟବେ ସ୍କୁଲରୁ 4 ଟା ବେଳେ ଆସିଲା ବେଳକୁ କାହାଣୀଟି ଅଧା ହୋଇଯାଇଥାଏ ସେତେବେଳେ ଓ କି ଦୁଃଖ 😢😀😀😀🤭🤭
@jeebanbarik-hc1iz
@jeebanbarik-hc1iz 8 ай бұрын
Satare bhai ki dukha thila se dina
@riteshmohanty5493
@riteshmohanty5493 4 ай бұрын
Hn pa ...kuade gala se dina
@Shubhasmita12
@Shubhasmita12 Жыл бұрын
ବହୁତ୍ ବଢିଆ ଗପ ❤️
@sidhantapradhan7957
@sidhantapradhan7957 Жыл бұрын
ପିଲା ଦିନର କଥା ସବୁ ମନେ ପଡିଗଲା 😊😊😊. ଅତି ସୁନ୍ଦର ଲାଗିଲା ପୁଣି ଏ ଗପ ସୁଣିକି ❤❤❤
@odialifestyleinodisha4649
@odialifestyleinodisha4649 Жыл бұрын
ଛୋଟ ବେଳେ ଆମ ଘରେ ଟିଭି ନ ଥିଲା 😭ପଡିଶା ଘରେ କେତେ କଷ୍ଟରେ ଟିକେ ଟିଭି ଲଗାଉଥିଲେ 😭ଆମେ ଦେଖିବୁ ବୋଲି 😍କିନ୍ତୁ ଏବେ ଟିଭି ଅଛି ହେଲେ ଦେଖିବାକୁ ଆଉ ଇଚ୍ଛା ନାହିଁ 😭😭ଏବେ ଆଉ ସେମିତିକା ସେରିଆଲ ଗପ ଫିଲ୍ମ କାହିଁ 🤔🤔
@odiajhiagita6175
@odiajhiagita6175 Жыл бұрын
ସତ କହୁନ mobile ହେଇଗଲା ଦିନଠୁ tv ଆଉ କେହି ପଚାରୁ ନାହାନ୍ତି
@bbnayak2981
@bbnayak2981 Жыл бұрын
@@odiajhiagita6175 😄😄
@s2s717
@s2s717 Жыл бұрын
ମନ କଥା କହି ଦେଲ ଦିଦି❤.....
@bhagabatamahanta1461
@bhagabatamahanta1461 Жыл бұрын
Good story in odisha
@somanathbehera880
@somanathbehera880 Жыл бұрын
Right
@pallavi-creation
@pallavi-creation Жыл бұрын
ମୋ ପିଲା ଦିନ କଥା ମନେ ପଡିଗଲା😭😭😭😭
@mahayogi811
@mahayogi811 Жыл бұрын
ଆଃ କି ମସ୍ତ୍ ଦିନ ଥିଲା ଟିଭି ରେ network ପାଉ ନ ଥିବ ଟିକିଏ anntena ହଲେଇ ଦେଇ ଆସିବି ଟିକେ ଚାଲିବ ପୁଣି ଝିଲ୍ ଝିଲ ପୁଣି ହଲେଇ ଆସିଲେ ପୁଣି ଚାଲିବ ପୁଣି ଏମିତି ଦିନ ଫେରି ଆସନ୍ତା କି
@kishansahoo8529
@kishansahoo8529 Жыл бұрын
ପିଲାବେଳେ TV ଦେଖିବା ପାଇଁ କେତେ ମାଡ଼ ଖାଇଛି ସେକଥା ମନେ ପଡିଲେ ବହୁତ ଖୁସି ଲାଗୁଛି। ସତରେ ସେ ଜମାନା କଣ ଥିଲା
@sonalisasmitasahoo5425
@sonalisasmitasahoo5425 7 ай бұрын
Mu bi 😢
@RSsonalicreation
@RSsonalicreation 4 ай бұрын
sata
@mklovestatus2611
@mklovestatus2611 8 ай бұрын
ମୋ ପିଲା ଦିନ ର ସବୁ ସ୍ମୃତି ଏହି କଥା ସରିଥା ଦେଖିଲା ବେଳକୁ ବହୁତ ମନେ ପଡୁଛି। Miss u my child life 😢😢😢
@dushmantsahoo9914
@dushmantsahoo9914 Жыл бұрын
କେତେ ଭଲ ଥିଲା ମୋ ପିଲାଦିନ | ଯେମିତି ଘଣ୍ଟା ରେ 3 ବାଜୁ ଥିଲା ମୁ ଘର ଲୋକ ଙ୍କ ସହ ବସିକି କଥା ସରିତା ଦେଖୁଥିଲି ଆଉ ଥରେ ମୋ ପିଲାଦିନ ଫେରି ଆସନ୍ତା କି ❤️🥰
@sambhumeher6995
@sambhumeher6995 Жыл бұрын
Mu bi bhai 3 bajile
@ranjitamishra7623
@ranjitamishra7623 Жыл бұрын
Mun bi miss you pila Dina 😭😭😭😭
@biswajeetrout3819
@biswajeetrout3819 Жыл бұрын
Bhai eei serial kou year re telecast hauthila? Kahiparibe ki
@subhadrabhoi4837
@subhadrabhoi4837 Жыл бұрын
Mu bi
@byasadevbagh7226
@byasadevbagh7226 Жыл бұрын
I thing 2006/ 2007 re
@deptimayeesahoo9039
@deptimayeesahoo9039 Жыл бұрын
ଦୟାକରି ଚତୁର ବିନୋଦର ସବୁ ଏପିସୋଡକୁ ଅପଲୋଡ କରନ୍ତୁ...
@swagatbindu2470
@swagatbindu2470 Жыл бұрын
👍
@manaskumarsenapati1025
@manaskumarsenapati1025 Жыл бұрын
ପିଲାଦିନ ସୁନ୍ଦର ଥିଲା
@PratimaBehera-z3t
@PratimaBehera-z3t 3 ай бұрын
2024 ରେ କିଏ କିଏ ଦେଖୁଛ 🥰👌👌👌
@indradyumnajena7690
@indradyumnajena7690 23 күн бұрын
ମୋ ଭଳି ବେକାରୀ
@Silentgirlmamata1999
@Silentgirlmamata1999 Жыл бұрын
Childhood memory ❤️ ❤️ miss u sehi pila Dina ra time 😔
@dushmantsahoo9914
@dushmantsahoo9914 Жыл бұрын
ଏ ଭିଡ଼ିଓ ଦେଖିଲା ପରେ ମୋର ସେ ପିଲାଦିନ କଥା ମନେ ପଡି ଗଲା 🥰🤩🥰
@antaryamimoharanavlog
@antaryamimoharanavlog Жыл бұрын
ଆଉ ଗୋଟିଏ ନୁଆ ଗପ upload କରନ୍ତୁ, ଏ ଗପ ବହୁତ କୌତିକ ଲାଗିଲା 🥰🥰
@Mrperfect12348
@Mrperfect12348 Жыл бұрын
ପିଲା ବେଳ ର କଥା ମନେ ପଡ଼ିଲା ବାସ୍ତବ ରେ । ସେଦିନ ର ଖୁସି ଥିଲା ଅଲଗା ପ୍ରକାରର ଆଜି ଏଇ ଇଣ୍ଟରନେଟ୍ ଦୁନିଆ ରେ ସେ ଖୁସି ନାହିଁ ଆଉ
@prasantacreations
@prasantacreations Жыл бұрын
ଅତି ସୁନ୍ଦର କାହାଣୀ।
@DeepakIndianprank
@DeepakIndianprank Жыл бұрын
Very nice ଗପ
@sibasiba7588
@sibasiba7588 Жыл бұрын
ମୁଁ ପିଲା ଦିନେ ଏଇ ଗପ ଶୁଣି ଶୁଣି ସୋଇ ପଡ଼ୁଥିଲି ସତରେ ସେ ଦିନ ଭଳି ଏବେ ଆଉ ସେ ସମୟ ନାହିଁ
@SKSATAPATHHYBUTTERFLY
@SKSATAPATHHYBUTTERFLY 9 ай бұрын
ବହୁତ ଦିନ ପରେ ଦେଖିଲି ବହୁତ ଖୁସି ଲାଗିଲା... I love ଆଇ ମା କାହାଣୀ 🌹🌹❤️❤️❤️👍💘
@JatindrakumarRana-qs4si
@JatindrakumarRana-qs4si Ай бұрын
Vari nice stories kumbara histori
@ankitmohanty8190
@ankitmohanty8190 Жыл бұрын
My favourite katha sarita.thanks for upload this video.
@mailtosamir
@mailtosamir Жыл бұрын
ଓଡ଼ିଆ ପ୍ରତି ଧ୍ୟାନ ଦିଅନ୍ତୁ, ଡିଡି ଓଡ଼ିଆର କତୃପକ୍ଷ... କୁମ୍ଵାର ନୁହେଁ ସେଇଟା "କୁମ୍ଭାର"
@saipriya8279
@saipriya8279 Жыл бұрын
@laxmidehuri7601
@laxmidehuri7601 Жыл бұрын
ମୋର ଅତି ପ୍ରିୟ ଗପ ddodia ରେ 🥰🥰😘😘
@Abinash_Nayak
@Abinash_Nayak Жыл бұрын
Wow 😊😊
@SandhyraniDanga
@SandhyraniDanga Жыл бұрын
ସେପିଲାଦିନକିଏଭୁଲିବ, ସେକଳାଧଳାଟିଭିକୁ।ମା,ଙ୍କଗାଳି।
@nareshchouhan5862
@nareshchouhan5862 Жыл бұрын
👌👌👌👌
@entertainmentbysunali6863
@entertainmentbysunali6863 Жыл бұрын
ଛୋଟ ବେଳ କଥା ବହୁତ୍ ମନେ ପଡୁଛି😢😢
@maachandimata.nuagaon3583
@maachandimata.nuagaon3583 Жыл бұрын
ବହୁତ୍ ସୁନ୍ଦର
@odiajhiagita6175
@odiajhiagita6175 Жыл бұрын
ମୁଁ ପାଞ୍ଚ ବର୍ଷ ହେଇଥାଏ ମୋର just ଟିକେ ଟିକେ ମନେ ପଡୁଛି love u ପିଲା ବେଳ
@sunilranjan2518
@sunilranjan2518 Жыл бұрын
Tor bl mane achi mgh 🤬
@payalpradhan5977
@payalpradhan5977 Жыл бұрын
Wow❤
@Aseel_odisha
@Aseel_odisha Жыл бұрын
Old is gold ❤❤ Hajigala sabu puruna dina😢😢😢
@rutupravapal9173
@rutupravapal9173 Жыл бұрын
Mate mo pila Dina jetebele mane pade mun Katha Sarita dekhe se Kan Dina thila 😥🥰🥰🥰🥰🥰🥰🥰🥰
@susilakandagari2246
@susilakandagari2246 2 ай бұрын
Thank you so much very nice 😍 story video ❤
@newshorts3166
@newshorts3166 Жыл бұрын
Bahuta dina pare dekhu bahuta khusi lagila: thanx to dd odia
@jayashreesahoo1764
@jayashreesahoo1764 Жыл бұрын
Jay jagannath jay pitamata ati sundar
@sweta_lifestyle
@sweta_lifestyle Жыл бұрын
Mo jeje maa katha mane padigala😭😭😭😭😭❤
@kulamani...kumbhar
@kulamani...kumbhar Жыл бұрын
Mor bi tama katha mane padigala re beauty
@SSeducation44
@SSeducation44 Жыл бұрын
❤❤❤❤
@BickyJena-o6v
@BickyJena-o6v 5 ай бұрын
ପିଲାବେଳେ ଟିଭି ଦେଖିବାକୁ ଇଚ୍ଛା ହେଉଥିଲା ଏବେ ଆଉ ଇଚ୍ଛା ଲାଗୁନି ଟିଭି ଦେଖିବାକୁ
@meenu_933
@meenu_933 Жыл бұрын
Rakhi apa voice...🥰🥰
@sanjibkumarodiavlog3359
@sanjibkumarodiavlog3359 Жыл бұрын
ଧନ୍ୟବାଦ ଏହି ଭିଡ଼ିଓ upload କରିଥିବାରୁ
@SrijayaJena-du5nc
@SrijayaJena-du5nc Жыл бұрын
Really khatasarita mo pila Dina katha mane padeee❤️❤️❤️❤️❤️
@swadhinkumar2479
@swadhinkumar2479 Жыл бұрын
Wow
@jugglingmastee1894
@jugglingmastee1894 Жыл бұрын
best chanel in india.. ❤❤
@amlansatapathy2251
@amlansatapathy2251 Жыл бұрын
🤘
@sagardas4098
@sagardas4098 Жыл бұрын
My best serial and top one seriel of odisha
@jitendradancer5871
@jitendradancer5871 Жыл бұрын
Nice6😊
@BikasMalik-eg4hs
@BikasMalik-eg4hs 7 ай бұрын
ସତରେ ଆଗେ ଯେତେବେଳେ ଧଳା କଳା ଟିଭି ଥିଲା କେତେ ମଜା ଲାଗୁଥିଲା ଏବେ ଘରେ ଟିଭି ଥାଇ ବି ମଜା ଲାଗୁନି ସବୁ youtube chanel ଦେଖିଲେ ସତେ ଆଗଭଳି ନାହିଁ ଯୁଗ ଦିନକୁ ଦିନ ଚେଁଚ ହେଉଛି ଗପ ଟି ସତ ହେଲା ପରି ଲାଗିଲା ଗୋଟେ ଗରିବ ପୁଅ ରାଜା ହେଲା ଆଗେ ସେତେବେଳେ ହେଉଥିଲା ଗରିବ ପୁଅ ଧନୀ ଝିଅକୁ ବାହା ହେଉଥିଲା ଆଉ ଗରିବ ଝିଅ ଧନୀ ପୁଅ ବାହା ହେଉଥିଲା ଧନ ସୁନ୍ଦର ଦେଖୁ ନଥିଲେ ଖାଲି ଦେଖୁ ଥିଲେ ହୂରଦ୍ୱୟ ଆଉ ମନ ଏମିତି ବାହା ହେଉଥିଲେ ଆଉ ଏବେ କାର ଝିଅ ଯେଉ ପୁଅ ସୁନ୍ଦର ଆଉ ପଇସା ଵାଲା ତାକୁ ହିଁ ଭଲ ପାଉଛନ୍ତି ଗରିବ ପୁଅକୁ କେହି ପଚାରୁନାହାନ୍ତି କିନ୍ତୁ ସେ ଝିଅ ବୁଝି ପାରେନା ଧନ କେବେବି ରହେନା ଆଜି ଅଛି କାଲି ଭିକାରି ଆଜି ସୁନ୍ଦର ଅଛି କାଲି ଅଶୁନ୍ଦର ହେଇଯିବ ସେମିତି କରନି ଭାଇ ଭଉଣୀ ମାନେ ଧନ ସୁନ୍ଦର ଚେହେରା ରହିବ ନାହିଁ ତୁମେ ଯଦି କାହାକୁ ଭଲ ପାଉଛ ଗୋଟେ ହୂରଦ୍ୱୟ ପରି ପୁଅ ଟିଏ କୁ ଭଲ ପା ଏ ଯେମିତି ତୁମକୁ ସାରା ଜୀବନ ଖୁସିରେ ରଖିବ ଆଉ ଭଲ ମଧ୍ୟ୍ୟ ପାଉଥିବ ତା ରୂପ ସିନା ଅଶୁନ୍ଦର କିନ୍ତୁ ତା ମନ ସୁନ୍ଦର ତା ହୂରଦ୍ୱୟ ସୁନ୍ଦର ଯେମିତି ତା ନିଜ ଜୀବନ ଠାରୁ ତୁମକୁ ଭଲ ପାଉଥିବ ତା ଠାରୁ ସୁନ୍ଦର କିଏ ଅଛି ଜୟ ମା ସର୍ବ ମଙ୍ଗଳା🌺🙏
@PritiJena-io3mu
@PritiJena-io3mu Жыл бұрын
Bahut sundar ❤
@souravmishra6365
@souravmishra6365 Жыл бұрын
ThanQ DD Odia!!! You really brought our childhood memory back
@chumansahu8960
@chumansahu8960 Жыл бұрын
Super Kathani ❤❤❤❤❤❤❤❤
@mrperfect-1587
@mrperfect-1587 Жыл бұрын
E story ku jete thara dekhile bi nua laguchi
@mkmanasi2326
@mkmanasi2326 Жыл бұрын
Bahut sunder
@ranjitabehera3860
@ranjitabehera3860 Жыл бұрын
E story bahut bhala lage mu pila bele dekhithili
@SumantSumant-yo8bf
@SumantSumant-yo8bf Жыл бұрын
Super story
@DayanidhiSahoo-xf7tw
@DayanidhiSahoo-xf7tw Жыл бұрын
Manepadigale ବହୁତ୍ ଦୁଃଖ ଲାଗେ
@royalpapu1781
@royalpapu1781 Жыл бұрын
♥️🥰❤️♥️
@samarmajhi5189
@samarmajhi5189 Жыл бұрын
Beautiful Story
@swagatikasahu8776
@swagatikasahu8776 Жыл бұрын
Ati sundar story 💐
@sudarshanmandal5250
@sudarshanmandal5250 Жыл бұрын
ସତରେ ପିଲା ଦିନର କଥା ମନେ ପଡ଼ିଯାଏ ମିସ୍ ୟୁ
@sumanmohanty7376
@sumanmohanty7376 Жыл бұрын
Bahut sundar❤
@purnaxchandra
@purnaxchandra Жыл бұрын
Thank u bro for uploading
@anupama860
@anupama860 Жыл бұрын
Very interesting story I like it 👌
@AjitKumar-xo8ul
@AjitKumar-xo8ul Жыл бұрын
Nice story
@tikinasahootikena197
@tikinasahootikena197 Жыл бұрын
ସେପିଲା ଦିନ କଥା ମନେ ପଡୁଚି
@ranjitmastiofficial2079
@ranjitmastiofficial2079 Жыл бұрын
Old is gold ଛୋଟ ସମୟରେ ଦେଖୁ ଥିଲୁ
@sunilsethi4472
@sunilsethi4472 10 ай бұрын
Old memories Mane padile Kanda laguchhi😅😅😅
@suryamanisenapatiprachi2991
@suryamanisenapatiprachi2991 Жыл бұрын
My favourite katha sarita
@MaasamaleiMaasamalei
@MaasamaleiMaasamalei Жыл бұрын
ମତେ ଭାରି ପସନ୍ଦ ଲାଗିଲା ଜେଜେମା
@rajumohapatra3221
@rajumohapatra3221 Жыл бұрын
Sata katha mam
@tankadharyadav5477
@tankadharyadav5477 Жыл бұрын
Miss you the children moment
@dipibhoi9984
@dipibhoi9984 Жыл бұрын
Childhood memories sabu Mane padigala🤩🤩🤩
@arusmrutipandab7122
@arusmrutipandab7122 Жыл бұрын
Bahut Mane paduchi chota bela ra katha
@meghabahansamal7697
@meghabahansamal7697 Жыл бұрын
Tq bhau❤
@mumud123
@mumud123 11 ай бұрын
Pila dina bahutu bhala thila miss you 😭😭😭😭😭
@youtubeganesh8510
@youtubeganesh8510 Жыл бұрын
This channel is so imotion for my child hood
@PrakashJani-wc3vk
@PrakashJani-wc3vk 10 ай бұрын
Very very nice 👍👍👍👍❤❤❤❤❤
@priyadarshinimahapatra2406
@priyadarshinimahapatra2406 Жыл бұрын
Miss my childhood memories 😘🥺
@djfitness8192
@djfitness8192 Жыл бұрын
It's make our childhood osm
@abhipsaswain2697
@abhipsaswain2697 Жыл бұрын
Plz.. auu thare.eii.. Katha Sarita ku start karantu😊
@-Jena_jena
@-Jena_jena Жыл бұрын
Mana katha tiea kahile🙏
@sangyasenirout4119
@sangyasenirout4119 Жыл бұрын
ପିଲାଦିନର କଥା ମନେପଡ଼ିଲା ।କଥା ସରିତା ର ସବୁ ଗପ ମୁ ଦେଖେ।
@astiknarayanmoharana6574
@astiknarayanmoharana6574 Жыл бұрын
ପିଲାବେଳେ ସଦାବେଳେ ଏ ସେରିଆଲ୍ ଦେଖେ 🥺
@jitendraswain7661
@jitendraswain7661 Жыл бұрын
Childhood memories 😢
@TutunaBiswal
@TutunaBiswal 4 ай бұрын
Se piladina katha .au mo premika ..❤❤
@prajnaparamitamohanty9257
@prajnaparamitamohanty9257 Жыл бұрын
Old is gold 💞💞💞
@rojalindas9821
@rojalindas9821 Жыл бұрын
Miss you my childhood memories
@indiandeshbhakt4065
@indiandeshbhakt4065 Жыл бұрын
Nostalgic
@santoshpanigrahi5614
@santoshpanigrahi5614 Жыл бұрын
Got emotional after reminding those days
@tapankumarz4615
@tapankumarz4615 Жыл бұрын
Kuade gala se dina au ki feriba se dina😢❤
@chumansahu8960
@chumansahu8960 6 ай бұрын
Super 👌👌👌👌👌👌👌👌👌👌👌👌👌👌👌👌👌👌👌
@manassahoo8252
@manassahoo8252 Жыл бұрын
❤❤❤
@mr.usp..3mviews.6hourago..75
@mr.usp..3mviews.6hourago..75 Жыл бұрын
ପିଲାଦିନ ମନେପଡ଼ିଗଲା 🙂
@rihanapermin91
@rihanapermin91 Жыл бұрын
aa re piladina😭😭😭
budha sankhari
0:35
Nanda Sir Creativity
Рет қаралды 11 М.
How Strong is Tin Foil? 💪
00:26
Preston
Рет қаралды 142 МЛН
Inside Out 2: ENVY & DISGUST STOLE JOY's DRINKS!!
00:32
AnythingAlexia
Рет қаралды 14 МЛН
Shree Jagannath | Odia Devotional Series Ep 72 | Tarang TV
20:49