‘ଖାଲି କଣ ୮୦ ବର୍ଷିଆ ଭୋଟ ଦେଇଥିଲେ ? ଆମେ ବି ଭୋଟ ଦେଇଥିଲୁ, ଆମକୁ କାହିଁକି ବର୍ଦ୍ଧିତ ଭତ୍ତା ମିଳିବନାହିଁ?’

  Рет қаралды 321,754

Nandighosha TV

Nandighosha TV

Күн бұрын

#bolangir #allowance #protest #NandighoshaTV
‘ଖାଲି କଣ ୮୦ ବର୍ଷିଆ ଭୋଟ ଦେଇଥିଲେ ? ଆମେ ବି ଭୋଟ ଦେଇଥିଲୁ, ଆମକୁ କାହିଁକି ବର୍ଦ୍ଧିତ ଭତ୍ତା ମିଳିବନାହିଁ?’
Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile.
Visit Our Website: nandighoshatv.com/
Watch Live: nandighoshatv.c...
KZbin: / nandighoshatv
Facebook: / nandighoshatv
Twitter: / nandighoshatv
Instagram: / nandighoshatv
Nandighosha TV Is Available On Following DTH Channels
* DishTV Channel No: 1367
* Airtel Digital TV Channel No: 611
* TATASky Channel No: 1779
* Hathw@y Channel No: 731
* NXT Digital Channel No: 16
* SITI Channel No: 17 & 458
* GTPL Channel No: 719
* SUN Direct Channel No: 667
* Asianet Channel No: 219

Пікірлер: 366
@antaryamimishra449
@antaryamimishra449 26 күн бұрын
ଆଗରୁ ଜାଣିଛ ମୋଦୀ ଆମକୁ ଭୋକୁଆ କରି ପ୍ରଧାନ ମନ୍ତ୍ରୀ ହୋଇଛି
@SureshKumar-ui1un
@SureshKumar-ui1un 26 күн бұрын
ଆରେ ମହନ ମାଝି ତୁ କଣ ଜାଣିପାରୁନୁ ଆମର ଲାଗି ଦୁଇ ଆଜି ମୂଖ୍ୟ ମନ୍ତ୍ରୀ ହେଇଛ ଯଉ କଥା କହିଥିଲ ସେଇଟା କର ନ ହେଲେ ଓଡ଼ିଶା ବାସୀ ତତେ ଛାଡିବେନି
@prakshbehera2229
@prakshbehera2229 26 күн бұрын
😂😂😂😂😂🤬🤬🤬🤬
@Jotrimay
@Jotrimay 25 күн бұрын
👍👍👍👍👍😭😭😭😭🙏
@Rupali426.
@Rupali426. 21 күн бұрын
@@SureshKumar-ui1un chhudi debu maa giha
@girija9561
@girija9561 26 күн бұрын
ସରକାରି ଚାକିରିଆଙ୍କୁ ମାସିକ ୯୦୦୦୦ ଦରମା ଦେଲା ବେଳେ ସରକାର ର କିଛି ଅସୁବିଧା ହଉନି ହେଲେ ୬୦ ବର୍ଷ ଅସହାୟ ଗରିବ ବୃଦ୍ଧା ମାନଙ୍କୁ ମାସିକ ୩୦୦୦ ଭତ୍ତା ଦେବା ପାଇଁ କଷ୍ଟ ହେଇଛି .ୟେ ସରକାର ର କେମିତିକା ନ୍ୟାୟ. ଧିକ ତମ ସରକାର ଧିକ ତ ମଣିଷ ପଣିଆ.
@kkgyanbhandar2857
@kkgyanbhandar2857 26 күн бұрын
Aar gute Katha, sarkar e jen gute gute chakria k 60000 nu 1 lakh tak dauchhe, tar jaga ne 20000 / 30000 lekha di Kari 4/5 Jan bekari pila manke chakiri nai debar???
@BackbencherMedium
@BackbencherMedium 25 күн бұрын
​@@kkgyanbhandar2857bhai chakiri kare janibu Sunday bi chuti nai aou eimiti khara barsa re chakiri Kariba ta bi sahaj katha nuhe ta nije jadi 30000 re Bina chuti re chakiri karibu na ta jani paribu
@tarunswain1637
@tarunswain1637 17 күн бұрын
@@girija9561 thiki katha kahichanti bhai
@dhanabantatandi1759
@dhanabantatandi1759 25 күн бұрын
ନବୀନ ବାବୁ ❤❤❤❤ଜିନ୍ଦାବାଦ ❤❤❤❤
@murmuthakur7573
@murmuthakur7573 26 күн бұрын
ଓଡ଼ିଶା କୁ 5 ବର୍ଷ ଭିତରେ ଖଳ କରି ଛାଡ଼ିଦେବେ ଯାହା ଜଣl ପଡୁଚି ଭୋଟ ଆଗରୁ ତ ବୟସ କଥା କହିଲେ ନାହିଁ l ଡବଲ ଇଞ୍ଜିନ ମାନେ ସବୁଜିନିଶ ଡବଲ ରେଟ୍ ରେ ଆମେ ପାଇବା l ଓଡ଼ିଶା ଲୋକ ମାନଙ୍କୁ ଭକୁଆ ବନେଇ ଭୋଟ ନେଲେ l ଚାଷୀର କଥା ଜମା ବୁଝୁ ନାହାନ୍ତି 😢😢😢😢
@hrusikeshmallik3221
@hrusikeshmallik3221 26 күн бұрын
ଏ ଅଯୋଗ୍ୟ ବିଜେପି ସରକାର ଓଡ଼ିଶାରୁ ତୁରନ୍ତ ଇସ୍ତଫା ଦେଇଦେବା ଆବଶ୍ୟକ ଅଛି
@godgift4711
@godgift4711 25 күн бұрын
Heba kotha
@sakarsansarafsankar9235
@sakarsansarafsankar9235 21 күн бұрын
ବଡି ସତ୍ କଥା କହିଲେ 😂😂🙏🙏🙏
@Someshkumar013
@Someshkumar013 20 күн бұрын
ସରପଞ୍ଚ ଭୋଟରେ ସବୁ ଶପଥ ନିଅ ଓଡ଼ିଶାରୁ ବିଜେପି ସରକାର ମୂଳପୋଛ କରିବା
@adaityakumarsahu8061
@adaityakumarsahu8061 26 күн бұрын
ବୁଢ଼ା ବୁଢ଼ୀ ଙ୍କୁ ଠକିବା ମହାପରଧ
@godgift4711
@godgift4711 25 күн бұрын
Hm pora bjp baycut
@SamareshPanda-ls7lf
@SamareshPanda-ls7lf 26 күн бұрын
❤❤ ଜୟ ଜଗନ୍ନାଥ ❤❤ ସମସ୍ତ ଓଡ଼ିଶା ବାସିଙ୍କୁ ମୋର୍ ବିନମ୍ର ଅନୁରୋଧ ଆଉଥରେ ଭୋଟ୍ ହେଉ ସମସ୍ତେ ଯଦି ମୋ କଥାରେ ଏକମତ ତାହେଲେ ମତେ ଲାଇକ୍ କରନ୍ତୁ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ❤❤
@prakshbehera2229
@prakshbehera2229 26 күн бұрын
Tu kn mundi
@SamareshPanda-ls7lf
@SamareshPanda-ls7lf 26 күн бұрын
@@prakshbehera2229 ତୁ ମୁଣ୍ଡି ହେଲେ ମୁଁ ତତେ ପ୍ରଥମ ସପୋର୍ଟ କରିବି ଓକେ
@SamareshPanda-ls7lf
@SamareshPanda-ls7lf 25 күн бұрын
@@prakshbehera2229 TU mundi Ho mu Tate prathame seaport debi ok
@suresh123.
@suresh123. 20 күн бұрын
ହବା ଦରକାର
@SamareshPanda-ls7lf
@SamareshPanda-ls7lf 20 күн бұрын
@@prakshbehera2229 Tu mundi haunu
@sasanksekharaswain9208
@sasanksekharaswain9208 26 күн бұрын
3000 , ଦିଅ ନହେଲେ ବୁଢ଼ା ବୁଢ଼ୀ ଛାଡ଼ିବେନି ,
@user-hy5up3ui8g
@user-hy5up3ui8g 26 күн бұрын
3000 napaile kangres ku pala mularu 500 pauthila adhika patha padhile bhala chakiri Kariba adhika darama paiba murkha hele magana khaiba prathama bekari hatu ta pare mausi ku bhata dar ka ra he ba nahi bhata naba ta bekari badhiba
@Viralvideos55238
@Viralvideos55238 25 күн бұрын
​@@user-hy5up3ui8gtu bjp kukura ta bodhe
@jayjagannatha6857
@jayjagannatha6857 18 күн бұрын
​@@user-hy5up3ui8g 3000 hajar re bekari badhiba😂😂😂😂😂budha budhi nahele patha padhi chakiri karithante ??
@tkpcreation1318
@tkpcreation1318 16 күн бұрын
​@@user-hy5up3ui8g congress time re 500 ta 5000 saha saman thila sabu jinisa ra rate bi kam thila
@sarojbarik8401
@sarojbarik8401 26 күн бұрын
Jago Jago ODISHA
@rasmiranjanbehera7396
@rasmiranjanbehera7396 26 күн бұрын
BJP down down
@bravosingh4153
@bravosingh4153 26 күн бұрын
ଏହି ସରକାର ୫ ବର୍ଷ ରହିବ
@prasantapattanaik862
@prasantapattanaik862 26 күн бұрын
ଯଦି ୮୦ ବର୍ଷ ରେ ୩୦୦୦/- ଟଂକା ପାଇବେ,ତେବେ କେବଳ ୮୦ ବର୍ଷିଆ ସବୁ ନିର୍ବାଚନ ଲଢୁନ୍। କାହା କରି ୮୦ ରୁ କମ୍ ପୁଏ ଲଢୁଛନ୍?
@Rupali426.
@Rupali426. 26 күн бұрын
Nahin kete deuthhila be mg
@antaryamimishra449
@antaryamimishra449 25 күн бұрын
@@Rupali426. ଆଲଗା ରାଜ୍ୟର ସରକାର ମାନେ 500 ଦେଉଛନ ନବୀନ ପଟ୍ଟନାୟକ 1000 କରିଥିଲେ ନାତ ଦେଇପାର ମୁହେଁ ଫୁଟାନି କେଁ ଦେଉଥିଲ ଭୋଟ ଶମୀୟା ଥି
@user-xx8du5op4t
@user-xx8du5op4t 21 күн бұрын
To biara Bala etiki dauthila
@sriram6670
@sriram6670 26 күн бұрын
ମୁ ଜାଣିଛି ମୁଖ୍ୟମନ୍ତ୍ରୀ ସବୁ ଭିଡିଓ ଦେଖୁଚନ୍ତି ମାତ୍ର ଚୁପ୍ କେମିତି ଅଛନ୍ତି କାହା ହାତର କାଠ କଣ୍ଢେଇ ହେବା ଅପେକ୍ଷା ମୁଖ୍ୟମନ୍ତ୍ରୀ ପଦ ରୁ ହଟି ଯାଆନ୍ତୁ ଆପଣ ନିଜ ଓଡ଼ିଶାବାସୀ ଙ୍କ କଣ ଦୁଃଖ ଦେଖା ଯାଉନି ଟିକିଏ ଚିନ୍ତା କରନ୍ତୁ ନିଜେ ଆପଣ ମୁଖ୍ୟମନ୍ତ୍ରୀ ଓଡ଼ିଶା ରେ କଣ ଦରକାର କଣ କଣ କରିବାର ଅଛି ନିଜେ କରନ୍ତୁ କାହାର ଓର୍ଡର କୁ ଜଗନ୍ତୁ ନାହିଁ 🙏
@ramachandrarana2900
@ramachandrarana2900 25 күн бұрын
Jay bjd
@SHIVSHANKAR-lq6mt
@SHIVSHANKAR-lq6mt 25 күн бұрын
😅😅😅😅😅 ଫୁଲ କୁ ଦେଇଥିଲୁ। ଏପ୍ରିଲ୍ ଫୁଲ୍ କରିଦେଲେ।😂😂 କୌଣସି ବିଧାୟକ ଙ୍କୁ ରାସ୍ତାରେ ଚଳାଇ ଦିଅନି। ଠକ ସରକାର।
@SapanSankar
@SapanSankar 25 күн бұрын
ମୋରୋ ଅନୁରୋଧ ଆଉଥରେ ଭୋଟ କରନ୍ତୁ
@malayapradhan8400
@malayapradhan8400 23 күн бұрын
ତମକୁ BJP କୋଉଠୁ ଦେବ। ଯଦି ଦେବ,ତମ ଆଳୁ, ପିଆଜ, ତେଲ ଦୁଇ ଗୁଣ ପଇସା କରି ହିଁ ଦେବ
@daitarimaharana1984
@daitarimaharana1984 25 күн бұрын
Good service nandighose tv
@hiranyasahoo3548
@hiranyasahoo3548 25 күн бұрын
କହିଲେ ପ୍ରତି ମହିଳାଙ୍କୁ 1000ଟଙ୍କା ମିଳିବ କୁଆଡେ ଗଲା 1000ଟଙ୍କା
@Reenabehera0
@Reenabehera0 26 күн бұрын
Maa apana nku koti koti pranam maa jaha kahile thik kahile Jay jagannath 🙏🏻
@mohanrao7732
@mohanrao7732 24 күн бұрын
Naveen is tha best CM in odisha
@dibakarrohidas6090
@dibakarrohidas6090 26 күн бұрын
You are Write .....
@BEHERABABULIFESTYLE
@BEHERABABULIFESTYLE 25 күн бұрын
ମିଛୁଆ ସରକାର ଭୋଟ୍ ନେବେ ବୋଲି କହିଲେ ୩୦୦୦ ଭତ୍ତା ଦେବୁ ଏବେ କହୁଛନ୍ତି କେବଳ ୮୦ ବର୍ଷ କୁ ଦେବୁ ବୋଲି ସମସ୍ତଙ୍କୁ ସମାନ ଭତ୍ତା ମିଳିବା ଦରକାର 😢😢
@AlokMishra-w3e
@AlokMishra-w3e 17 күн бұрын
୫୦% ରୁ ୭୮% ଥିବା ଭିନ୍ନକ୍ଷମ ମାନେ ନିଜର ଅଙ୍ଗ ପ୍ରତ୍ୟଙ୍ଗ ହରାଇ ଛନ୍ତି ଏବଂ ପରିବାରରେ ବୋଝ ହେଇ ରହିଛନ୍ତି ଏମାନଙ୍କୁ ପ୍ରତାରଣା କରି ବର୍ଦ୍ଧିତ ଭତା ରୁ ବଞ୍ଚିତ କରିଛି BJP ସରକାର। ଜୟ ଜଗନ୍ନାଥ 😢😢😢😢😢😢😢😢😢😢😢😢😢😢😢😢😢😢😢😢
@babipadhan245
@babipadhan245 24 күн бұрын
U are write ....
@zahiruddin1502
@zahiruddin1502 26 күн бұрын
Good job sir
@HappyNayak-dx5qm
@HappyNayak-dx5qm 26 күн бұрын
Naveen babu jindabad
@user-ef2rv1to8x
@user-ef2rv1to8x 26 күн бұрын
ଭୋଟ ଦେଇଛ ଏବେ ନାମ ନିଅ😂😂😂😂😂😂
@KunaSethi-t7g
@KunaSethi-t7g 26 күн бұрын
BJP tautar sarakar
@GourishankarMajhi-do8zo
@GourishankarMajhi-do8zo 8 сағат бұрын
ମୁଁ ସତ କହୁଥିଲି ଦିନେନା ଦିନେ ଆମ ଓଡ଼ିଶା କୁ ଲୁଟି ନେଇ ଯିବ ନରେନ୍ଦ୍ର ମୋଦି
@d.jayadevdora9063
@d.jayadevdora9063 26 күн бұрын
Debar nathila kahuthila kain😂😅😅
@umapatra1958
@umapatra1958 23 күн бұрын
Super cute maa super ❤❤🇧🇴👌🏾👍🏽
@JAGABANDHUGOUDA-xv8nw
@JAGABANDHUGOUDA-xv8nw 22 күн бұрын
ମହନ ବାବୁ ଜିନ୍ଦାବାଦ
@diptiranjanpradhan9433
@diptiranjanpradhan9433 25 күн бұрын
ଭୋଟ ନବା ପାଇଁ କେତେ ମିଛ ସବୁ କହିଲ ହେ... ଧର୍ମ ସହିଲେ ହେଲା
@pranatibarik1626
@pranatibarik1626 26 күн бұрын
BJP sarkaar , micha sarakar
@ArjuncharanMaharana-mt8qm
@ArjuncharanMaharana-mt8qm 7 күн бұрын
ଆମ ନବୀନ ବାବୁ ବଞିଛନତୀ ତମେ ମାନେ କାହିଁକି ବି ଜେ ପି ବାଲା ଙ୍କୁ ଭୋଟ ଦେଲ, ଆରେ ନବୀନ ବାବୁ ତାଙ୍କ ଭଲପାଇବା ତମ ମାନଙ୍କ ପାଇଁ ସଦା ସର୍ବଦା ରହିଥିବା, ଆଗାମୀ ଦିନରେ ନବୀନ ନବୀନ ନବୀନ,,
@dibyalochanpatel7802
@dibyalochanpatel7802 20 күн бұрын
God bless you Jay Jagannath ❤
@sukantihudar6288
@sukantihudar6288 18 күн бұрын
You are right sir
@stylishnirakar2977
@stylishnirakar2977 15 күн бұрын
ଛାଡ଼ ହୋ 100 ୟୁନିଟ କଣ ଦବ ଏ bjd ସରକାର.... BJP ଆସିଲେ 300 ୟୁନିଟ ହବ...
@bidyadharbiswal3321
@bidyadharbiswal3321 16 күн бұрын
ଜୟ ଜଗନ୍ନାଥ ଜୟ ନବୀନ
@SanatanchattarChattar
@SanatanchattarChattar 22 күн бұрын
ସମସ୍ତ ଭତା ହିତାଧିକାରୀଙ୍କୁ ଅନୁରୋଧ କରୁଛି ସାରା ଓଡ଼ିଶାରେ ଝୂର୍ ଧାର ଆନ୍ଦୋଳନ କରାଯାଉ ।
@sashisabar3093
@sashisabar3093 26 күн бұрын
ଏହା ଜଣା ପଡୁଛି ଜେ ଆନ୍ଦୋଳନ କାରୀ BJD କେ ଭୋଟ ଦେଇଛନ 24ବର୍ଷ ସରକାର ଓଡ଼ିଶା କେ ଗରିବ କରିଦେଲା
@KrupasindhuPadhan-it7sp
@KrupasindhuPadhan-it7sp 26 күн бұрын
ଯଦି ବିଜେପି ଅସତ କଥା ନି କହେଲେଁ ସାରା ଓଡିଶା ରେ ୧୩ ଟା ଭୋଟ ନି ପାଏ ବିଜେପି
@Soubhagya-1414
@Soubhagya-1414 25 күн бұрын
ଦେଇଥିବା ପ୍ରତିଶ୍ରୁତି ପାଳନ କର ନ ହେଲେ ମହନ ମାଝୀ ଇସ୍ତଫା ଦିଅ ତମେ ରାଜ୍ୟ ଚଳାଇବାକୁ ଯୋଗ୍ୟ ନୁହେଁ। ବିଜେପି ମୁରୁଦାବାଦ୍।
@pravakarpradhan1571
@pravakarpradhan1571 25 күн бұрын
ମିଛୁଆ ବିଜେପି
@manasmajhi7448
@manasmajhi7448 24 күн бұрын
Very good maa
@Subham_Creation1234
@Subham_Creation1234 23 күн бұрын
Jay Jagannath 🙏❤️
@DebrajMeher-su1hi
@DebrajMeher-su1hi 25 күн бұрын
Jay Naveen Sarkar
@jibardhandehury2865
@jibardhandehury2865 20 күн бұрын
ନନ୍ଦିଘୋଷ ଟିଭି ଆହୁରି ଲୋକ ଆଣି ବିଜେପି ବିରୋଧ ରେ କହିଲେ ବି ତୁଇ ବିଜପିର ବାଳ ବଙ୍କା କରି ପାରିବୁ ନାହିଁ ତୋର ନବୀନ ବୁଆ 23 ବର୍ଷ ଯାକେ 500ଦେଉଥିଲା ଭୋଟ ଆଗରୁ 1000କଲା ବିଜେପି 2ମାସ ରେ ବିଜେଡି ନୁ ହଜାରେ ଗୁଣ ଅଧିକା କଲା ନ
@kailashsahu7099
@kailashsahu7099 26 күн бұрын
ବିଜେଡି କୁ ସପନ ଦେଖୁଥା
@meherhendloom3088
@meherhendloom3088 26 күн бұрын
ବିଜେପି 2029ରେ ବାଣ୍ଡକୁ ବସି ହଳେଇବ
@gurucharanbagh2672
@gurucharanbagh2672 17 күн бұрын
Gooood
@ranjanlakra5960
@ranjanlakra5960 16 күн бұрын
Jai ho mausi maa
@brahmendramallik6712
@brahmendramallik6712 25 күн бұрын
right sir
@jollyrouts.s.r633
@jollyrouts.s.r633 17 күн бұрын
Waaaaaaa😂😂😂 ki jawab 😂😂😂 superb......thik katha
@user-ng6fl5vw6s
@user-ng6fl5vw6s 25 күн бұрын
Right
@AlokBhoi-j8j
@AlokBhoi-j8j 26 күн бұрын
Mohan majhi tamaku laja laguni comments padha tike laja madiba
@Rupali426.
@Rupali426. 26 күн бұрын
Tote laja laguni bjd kete deuthhila be mg
@BrundabanPujari-k2h
@BrundabanPujari-k2h 25 күн бұрын
​@@Rupali426.କିଏ ମାଗୁନଥିଲେ ବିଜେପି କହିଥିଲା 3500 ଦେବି ଏଥିରେ କାହାଭୁଲ
@hrushikeshmohanta2146
@hrushikeshmohanta2146 20 күн бұрын
​@@BrundabanPujari-k2hକାହିଁକି ଭୋଟ ଦେଉଥିଲ???
@srishasahu2019
@srishasahu2019 6 күн бұрын
ଭାଇ ଭଉଣୀମାନଙ୍କୁ ମୋର ଅନରୋଧ କି BJD କୁ vote ତ ଦେଲନି ଏବେ କଣ ଫାଟୁଛି କି
@SanatanNayak-hi5ut
@SanatanNayak-hi5ut 25 күн бұрын
ବହୁତ ବଢିଆ ପ୍ରଶ୍ନ 80 ବର୍ଷ ଲୋକ ଭୋଟ ଦେଲେ ଅନ୍ୟାନ ଭୋଟ ଫେରେଇ ଦିୟ l
@jayantanayak5293
@jayantanayak5293 25 күн бұрын
ବିଜେପି ସରକାର ବଡ଼ ଭୁଲ୍ କରୁଛନ୍ତି ବିଧବା ମାନଙ୍କୁ 3500ଦେବାଉଚିତୀ
@PrakashKanhar-jc6yh
@PrakashKanhar-jc6yh 25 күн бұрын
ଡବଲ ଇଂଜିନ ଡବଲ ମିଛ
@sameerjena931
@sameerjena931 21 күн бұрын
thank you for telicast
@santoshkandi1398
@santoshkandi1398 25 күн бұрын
Good 👍
@arunakumarkata6903
@arunakumarkata6903 25 күн бұрын
ଡବଲ ଇଞ୍ଜିନ ଡବଲ ପରିସାନ
@FaijulIslam-my3je
@FaijulIslam-my3je 18 күн бұрын
Jago Jago odisha
@Sumant386
@Sumant386 26 күн бұрын
Otv kanak tv soichanti modi pakhare
@sushantamallik8732
@sushantamallik8732 9 күн бұрын
Sighra bhata dia
@prakashbehera3159
@prakashbehera3159 25 күн бұрын
ଲାଗୁଚି ବିଜେପି ଆଉ ବେସିଦିନ ନୁହେଁ
@prasantapattanaik862
@prasantapattanaik862 26 күн бұрын
ଏଛେନ୍ ବିଜେପି ଯାହା କରୁଛେ,ଭୋଟ ବେଲେ କହିଥିଲା କାଏଁ?
@anjalinayak7984
@anjalinayak7984 8 күн бұрын
Naveen Babu is best CM ❤❤
@jagannathdash9385
@jagannathdash9385 25 күн бұрын
Nabin pattanik zindabad BJD zindabad BJP hae hae
@SibamunduyaGm
@SibamunduyaGm 19 күн бұрын
Good we really moted
@bharatpodh6554
@bharatpodh6554 20 күн бұрын
ବିଜେଡି ୨୫ ବର୍ଷ ହେଲା ସବୁ ଲୁଟି ଖାଇଗଲା ୧ବରଷ ନୁହେଁ କେତେ ଦାଦା ଗିରି
@suryanshucrazyindia
@suryanshucrazyindia 4 күн бұрын
ବିଜେଡି ଦି ନ୍ଦା ବଦ୍
@lingarajsahoo9173
@lingarajsahoo9173 25 күн бұрын
Sarakar samastanku diantu bhata 3000
@manasmajhi7448
@manasmajhi7448 24 күн бұрын
B j d i love my india
@BiswabhusanNayak-ov5cn
@BiswabhusanNayak-ov5cn 20 күн бұрын
ବହୁତ୍ ଚାଲାଖ ଭାବୁଚି ନିଜକୁ ନିଜେ ସରକାର,,, କହୁଚି ଗୋଟେ କରୁଚି ଗୋଟେ,,ଲୋକ ମାନଙ୍କ ପାଇଁ ସରକାର ହେଲ କିନ୍ତୁ ସେଇ ଲୋକ ଙ୍କୁ ଠକୁଚ
@SarjanPadhan-be9tk
@SarjanPadhan-be9tk 25 күн бұрын
Good charmen mem
@abinashtarai6067
@abinashtarai6067 18 күн бұрын
Jai Naveen Sir 💙
@JagabandhuGhadai-z1d
@JagabandhuGhadai-z1d 18 күн бұрын
୩୦୦୦ହଜାର ନହେଲା ଯାଏଁ ପୋଡ଼ା ଜଳା କରାଯାଉ
@manishapattanayak2152
@manishapattanayak2152 26 күн бұрын
👍👍👍
@ramachandrarana2900
@ramachandrarana2900 25 күн бұрын
Mohan sir please go back, jay naveen sarkar
@BijaySahoo-r9i
@BijaySahoo-r9i 22 күн бұрын
Jay BJD Jay nabin
@user-fg2ge9sq6l
@user-fg2ge9sq6l 16 күн бұрын
Navin Sarkar jindabad
@umapatra1958
@umapatra1958 23 күн бұрын
Very good super❤❤🇧🇴 sir super cute💋💋🌹👍
@bisusahoo-uv8ky
@bisusahoo-uv8ky 11 күн бұрын
Ok
@user-bj6zo8gb1g
@user-bj6zo8gb1g 25 күн бұрын
Andolan jari rahu
@SIDHUKELA
@SIDHUKELA 14 күн бұрын
ଧକାଧକା,ଦେଲେ
@MithunNaik-ju3tb
@MithunNaik-ju3tb 26 күн бұрын
ବିଜେଡି କୁ ଦେଲେ ମରିଗଲେବି ଆଉ ଅଧିକ ଭତ୍ତା ମିଳିବନି...
@kishorrana390
@kishorrana390 18 күн бұрын
Very good budi ma
@user-re4eq6mi1y
@user-re4eq6mi1y 19 күн бұрын
Rupees Rupees darkar. Dharana Kara mananahi. Odisha ku kangal kala.
@kirttanbiharijena689
@kirttanbiharijena689 22 күн бұрын
ଗାଲୁଆ ସରକାର ଗାଲୁଆ ନେତାଙ୍କ ଭାଷଣ, ଗାଲୁଆ
@jhunumandal6864
@jhunumandal6864 22 күн бұрын
jay Nabin babu🎉
@tankapodh6626
@tankapodh6626 25 күн бұрын
Jai bjd
@PatarBoipaiBoipai-db5tj
@PatarBoipaiBoipai-db5tj 16 күн бұрын
ଠିକ କୋଇଛ ମାଉସୀ
@sudarsanpani2771
@sudarsanpani2771 22 күн бұрын
Jai Naveen
@UmeshSahu-wc4ff
@UmeshSahu-wc4ff 25 күн бұрын
Thik kahuchha aai
@pabitrabehera6520
@pabitrabehera6520 22 күн бұрын
Nabin.babu.jinda.bad
@sudhirchandradalai
@sudhirchandradalai 25 күн бұрын
We demand monthly pension rs. 3500.
@PurandharSagria-wy1dt
@PurandharSagria-wy1dt 25 күн бұрын
ବିଜେଡି କଂଗ୍ରେସ ବିଜେପି ସବୁ ନିଜର ସ୍ବାର୍ଥ ଲାଗି ଠକି କରି ଭୋଟ୍ ମାଗସନ ଜନତା କେ କେତେ ଦିନ୍ ଠକ୍ ବ ତମକେ ବି ଭଗବାନ ଦେଖୁଛେ ନା ତମେ ଆମର୍ ବାରି ଚାସ କାମ କଲେ ଜାନତ ନେତାମନେ ଜୁହାର ବଢିମା ଜୁହାର ବାପା ବଳବ ଜିତୁଗଲେ ଆମର୍ ଜୁହାର ବି ନାଇ ଦେଖ ନା ସବୁ ନେତା ମନେକେ ଚପଲ ମାଲା ଦରକାର ହେନ୍ତା କରବାର କଥା ଆମେ ଭୋଟ୍ ର ମାନ୍
@harishhembram1991
@harishhembram1991 18 күн бұрын
କଣ 80 ପରେ ପଇସା ଗଣି ପାରି ବେ ତ ବୁଡା ବୁଡିମାନେ ସରକାର ନା କଣ
@juanapradhan8725
@juanapradhan8725 21 күн бұрын
ତାର ମା କୁ ଦେଉ ସେ ମହନ ଚରଣ ମାଝି ତା ମାର ବୟସ ୮୦ ବର୍ଷ ହେଇଥିବ
Players vs Corner Flags 🤯
00:28
LE FOOT EN VIDÉO
Рет қаралды 18 МЛН
Apple peeling hack @scottsreality
00:37
_vector_
Рет қаралды 125 МЛН
Dad gives best memory keeper
01:00
Justin Flom
Рет қаралды 24 МЛН