ଖରାଟିଆ ଭେଣ୍ଡି ଚାଷ Top 5 hybrid ଭେଣ୍ଡି କିସମ ଅମଳ 10-12MT

  Рет қаралды 56,872

KRUSHI SAMPADA

KRUSHI SAMPADA

Күн бұрын

Пікірлер: 64
@ramchandrapradhan2352
@ramchandrapradhan2352 2 жыл бұрын
No1radhika
@DurgamadhabaPanigrahy
@DurgamadhabaPanigrahy 28 күн бұрын
Sir 🙏
@AyushBikash-e8b
@AyushBikash-e8b 25 күн бұрын
Sir namskar Sir Nadia gachharu fal jhadipauchi kn kale fal jhadiba bande hab
@krushisampada
@krushisampada 25 күн бұрын
ନଡ଼ିଆ ଗଛ ରେ ଭଲ ଫଳ ଆସିବା ପାଇଁ ପ୍ରତି ବର୍ଷ ଗଛ ରେ ଜୈବିକ ସାର, ଅଣୁସାର ଓ Hormone ପ୍ରୟୋଗ କରନ୍ତୁ। ସେଥିପାଇଁ 6ବର୍ଷ ରୁ ଉର୍ଦ୍ଧ୍ବ ଗଛ ମୂଳରୁ 3ft ଛାଡ଼ି 1ft ଓସାର ଓ 6ଇଞ୍ଚ ଗଭୀର ନାଳ କରନ୍ତୁ।ଗଛ ପ୍ରତି 2ଝୁଡ଼ି ଗୋବର ଖତହ ଓ 1kg ନିମ୍ବପଡିଆ ପ୍ରୟୋଗ କରନ୍ତୁ। ଗଛ ପ୍ରତି DAP 600gm Urea 400gm ଓ Potash 1kg କୁ 2ଭାଗ କରି June -July ରେ ଥରେ ଓ September -october ରେ ଥରେ ପ୍ରୟୋଗ କରନ୍ତୁ।Boron ଅଣୁସାର ଗଛ ପ୍ରତି 200gm ହିସାବରେ ବର୍ତ୍ତମାନ ପ୍ରୟୋଗ କରନ୍ତୁ ।3ବର୍ଷରେ ଥରେ ପ୍ରୟୋଗ କରନ୍ତୁ। ମାଟିର ବତର ଦେଖି ନିୟମିତ ଜଳସେଚନ କରନ୍ତୁ। ଫୁଲ ଆସିବା ସମୟ ରେ Hormone Planofix କୁ 4lit ପାଣିରେ 1ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।15ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ। ବର୍ତମାନ NPK 0:52:34 lit ପ୍ରତି 5gm ସହିତ Boron 20% lit ପ୍ରତି 1gm ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ। Hormone planofix କୁ 4ଲିଟର ପାଣିରେ 1ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।15ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।ସାର ଓ ଖତ ଦେଇ ଜଳସେଚନ କରିବା ପରେ Hormone ସ୍ପ୍ରେ କରନ୍ତୁ।
@nilanchalasahu120
@nilanchalasahu120 12 күн бұрын
ସାର୍ ନମସ୍କାର ଭେଣ୍ଡି ଚାଷରେ କେଉ କେଉସାରଦିଯାଏ କେତେଦିନରେ
@krushisampada
@krushisampada 12 күн бұрын
ମୂଳ ସାର ହିସାବରେ ଏକର ପ୍ରତି 35kg DAP ଓ 27kg Potash ପ୍ରୟୋଗ କରନ୍ତୁ। ଏହାର 20-22 ଦିନରେ ଏକର ପ୍ରତି 25kg urea ଓ 30-35 ଦିନରେ 25kg urea ଓ 10kg potash ପ୍ରୟୋଗ କରନ୍ତୁ
@tapankumardas4649
@tapankumardas4649 11 ай бұрын
Tapan Kumar Das sir amruta chara kouthu milib
@sumitrasahoo4815
@sumitrasahoo4815 Жыл бұрын
Good advice
@dayanidhijena7110
@dayanidhijena7110 10 ай бұрын
Sir dhana chasa visayare..kichhi...bhala bihana visayare...vidio ti aanantu...
@soumyaranjanjena3059
@soumyaranjanjena3059 2 жыл бұрын
Good video Sir👍👍👍
@bidwanswain5637
@bidwanswain5637 2 жыл бұрын
Sir kobi gachare chota belu phula asichi.gacha bada kariba pain kn pakeiba
@rajeshkumarnayak2889
@rajeshkumarnayak2889 Ай бұрын
Bhandi moji padisarichi basha re gacha maruchi medisini kn daba
@krushisampada
@krushisampada Ай бұрын
Thiophenate methyl 70%wp ଲିଟର ପ୍ରତି 2gm ବା Amistar ଲିଟର ପ୍ରତି 1ml ହିସାବରେ ସ୍ପ୍ରେ କରନ୍ତୁ।3ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।ଜମିରୁ ପାଣି କାଟି ଦିଅନ୍ତୁ
@amvidyalaya9908
@amvidyalaya9908 2 жыл бұрын
Sir jhudang Chas bisyre kuhntu
@sanjayabehera8575
@sanjayabehera8575 2 жыл бұрын
Good
@ranjansahoo1768
@ranjansahoo1768 Ай бұрын
ସାହୁ ଆଜ୍ଞା ନମସ୍କାର ସାର୍ ଭେଣ୍ଡି କଷି ଝଡ଼ୁଛି କଣ୍ କରାଯିବ
@krushisampada
@krushisampada Ай бұрын
NPK 0:52:34 ଲିଟର ପ୍ରତି 5gm ସହିତ Boron 20% ଲିଟର ପ୍ରତି 1gm ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।2ଦିନ ପରେ Hormone Fantac plus drum ପ୍ରତି 10-12ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।15ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।ମାଟିର ବତର ଦେଖି ନିୟମିତ ଜଳସେଚନ କରନ୍ତୁ
@sukantabarman3478
@sukantabarman3478 2 жыл бұрын
Sir whitefly kaliye best insecticide ka video dijiye
@krushisampada
@krushisampada 2 жыл бұрын
Sure , very soon i will prepare video।
@litunnayak4198
@litunnayak4198 2 жыл бұрын
Sir kalara latara patra haladia dekhajauchhi kan medicine debaku padiba?
@DurgamadhabaPanigrahy
@DurgamadhabaPanigrahy 28 күн бұрын
Sir january masa re kiki chasa kariba
@krushisampada
@krushisampada 28 күн бұрын
ଭେଣ୍ଡି, କାକୁଡି,କଲରା,ଜହ୍ନି, ପୋଇ,ଟମାଟୋ, ବାଇଗଣ
@saratdalai9265
@saratdalai9265 14 күн бұрын
Sir🙏ଫେବୃଆରୀ ମାସରେ କଣ କଣ ଚାଷ କରିହେବ
@sahoogopa36gmail.comgopandhusa
@sahoogopa36gmail.comgopandhusa 2 жыл бұрын
ସାର୍ ଵାଇଗଣ ଗଛର ଡାଳ ମରିଯାଉଛି ଦୟାକରି ପ୍ରତିକାର ଜଣାଇବେ
@classyff2969
@classyff2969 Жыл бұрын
Morab seia hauchi
@debaprasaddash6667
@debaprasaddash6667 2 жыл бұрын
Kindly suggest me Which is best farming in rainy season for kelu mati
@giridharidandasena4034
@giridharidandasena4034 2 жыл бұрын
October re vendi Chas heba ki sir please help me
@sukantabarman3478
@sukantabarman3478 2 жыл бұрын
🙏🙏
@kushamajhi3787
@kushamajhi3787 11 ай бұрын
ଚାଷ କଲେ କ୍ଷତି ହି କ୍ଷତି କେବେ ଲଭାନହି
@anilbiswal269
@anilbiswal269 2 жыл бұрын
Sir mu apananka program sabubele dekhe,khub bhala Lage ,kintu apananka mobile number dele mu bahut upakruta hoi paranti
@Mahajanagro99
@Mahajanagro99 2 жыл бұрын
What manure to give for cultivation of vendi in this October
@akadasiamalik6206
@akadasiamalik6206 10 ай бұрын
ସାର ଏପ୍ରିଲ ମାସରେ ଲଗାଇଲେ ହେବ କି ନାହିଁ ?
@krushisampada
@krushisampada 10 ай бұрын
Late ହୋଇଯିବ
@SatyamsaiPatel
@SatyamsaiPatel Жыл бұрын
Radhika is best
@krushisampada
@krushisampada Жыл бұрын
Thank you
@susantasahoo7489
@susantasahoo7489 2 жыл бұрын
Sir bhendi gachhare patra haladia tipa heithila mu kasubi 30ml+saizox 15ml +saimox 30g pakai thili aaji ku 7days helani patra haladia O jhadi jauchhi kana pakaibi
@l.2.vlogs........150
@l.2.vlogs........150 Жыл бұрын
Antracol
@pratyushkumar110
@pratyushkumar110 2 жыл бұрын
Sir full fala jhadijauchi kana medicine pakaiba
@krushisampada
@krushisampada 2 жыл бұрын
ଫୁଲ ଫଳ ନଝଡ଼ିବା ପାଇଁ NPK 0:52:34 lit ପ୍ରତି 3gm ସହିତ Borax 10.5% lit ପ୍ରତି 2gm ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।ଏହାର 3ଦିନ ପରେ Hormone Fantac plus lit ପ୍ରତି 0.5ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।15ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।
@pratyushkumar110
@pratyushkumar110 2 жыл бұрын
Thanks you sir
@odishaframer
@odishaframer 2 жыл бұрын
Nice sir
@IswarMajhi-ut3rq
@IswarMajhi-ut3rq Жыл бұрын
ଭେଣ୍ଡି ଚାଷ ରେ ସାର ପ୍ରୟୋଗ କେମିତି କରିବୁ ସାର କୁହନ୍ତୁ
@SulochanaSutar-d9n
@SulochanaSutar-d9n Ай бұрын
🎉😅
@basudevsatnami5690
@basudevsatnami5690 2 жыл бұрын
Kaha milega radhika seeds
@kamalalochansahoo8016
@kamalalochansahoo8016 Жыл бұрын
ଭେଣ୍ଡି ଫସଲ କେତେଦିନ ର ଫସଲ ମଞି ଲଗାଇ ବା ଠାରୁ ଫଳ ସରିବା ଯାଏ କେତେଦିନ ଲାଗିଥାଏ
@biswajitmoharana3467
@biswajitmoharana3467 Жыл бұрын
4 masa
@rajunayak9561
@rajunayak9561 Жыл бұрын
Sir ehi bihana kauthi miliba sir tike contact detail deithile bhala heithanta
@s.n.creation3040
@s.n.creation3040 2 жыл бұрын
ପିଆଜ ର ବିହନ ଦୋଷ ଯୋଗୁ ସଲିତା ଭଲି ହେଉଛି ତାର କିଛି ଉପଚାର ଅଛିକି? ଯଦି ହଁ ତା ହେଲେ ଦୟାକରି ତାର ପ୍ରତିକାର ଟିକେ ବତାନ୍ତୁ ।
@sanjitjena2381
@sanjitjena2381 2 жыл бұрын
Sir mora radhika bhendi lagei thili .kintu gaccha bad nahi
@litunnayak4198
@litunnayak4198 2 жыл бұрын
Npk19.19.19 mariki dekhantu
@krushisampada
@krushisampada 2 жыл бұрын
ଭେଣ୍ଡି ଫସଲରେ ଜୈବିକ ଖତ ବା ଜୈବିକ ସାର BIOZYME ବା SAGARIKA ବା AGRI HUMIC GRANULE ଏକର ପ୍ରତି 12kg ପ୍ରାୟୋଗ କରନ୍ତୁ ।NPK 19:19:19 lit ପ୍ରତି 3gm ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।ଏହାର 3ଦିନ ପରେ Hormone Fantac plus lit ପ୍ରତି 0.5ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।
@lokesjhankarlokeshjhankar584
@lokesjhankarlokeshjhankar584 2 жыл бұрын
ଟମାଟୋ ରେ ଝାଉଁ ଲା ରୋଗ ଲଗୁଛେ
@Roko12345
@Roko12345 2 жыл бұрын
Sir I want Reeta seed where it is available
@amitmohanty8649
@amitmohanty8649 2 жыл бұрын
Pls suggest Sw 017 Of Us Agriseeds
@krushisampada
@krushisampada 2 жыл бұрын
ଏହି କିସମ ଭେଣ୍ଡି କଳା ରଙ୍ଗର ହୋଇଥାଏ।ଲଗାଇବାର 42-45ଦିନରେ ପ୍ରଥମ ଅମଳ ଆସିଥାଏ।ପତ୍ରମୋଚା ଓ ସାହେବି ରୋଗ ପ୍ରତି ସହଣୀ ଶକ୍ତି ରହିଛି।
@bhubaneswarnaik5569
@bhubaneswarnaik5569 2 жыл бұрын
We
@binialpha6607
@binialpha6607 2 жыл бұрын
ଖରାଟିଆ ବିନ୍ ଛୁଇଁ ଚାଲି ବିଷୟ ରେ ସାର କହିବେ
@sisirnayakbulu9575
@sisirnayakbulu9575 2 жыл бұрын
Sisir kumar Nayak , lanka haladia kou madisine
@santimohanty1187
@santimohanty1187 2 жыл бұрын
ସାର ନମ୍ବର ଟିକେ ଦିଅନ୍ତୁ
@bharatparida4280
@bharatparida4280 2 жыл бұрын
Radhika seeds virus resistance variety nuhanta
@ranglalrout4648
@ranglalrout4648 2 жыл бұрын
Lau falare lal lal daga heuchhi , kan karibi ? Pl. answer ,it is urgent .
@chitadas6679
@chitadas6679 Ай бұрын
Radhika Abe Lagai habaki.
@krushisampada
@krushisampada Ай бұрын
ହଁ
Cheerleader Transformation That Left Everyone Speechless! #shorts
00:27
Fabiosa Best Lifehacks
Рет қаралды 16 МЛН
She made herself an ear of corn from his marmalade candies🌽🌽🌽
00:38
Valja & Maxim Family
Рет қаралды 18 МЛН
My scorpion was taken away from me 😢
00:55
TyphoonFast 5
Рет қаралды 2,7 МЛН
Cheerleader Transformation That Left Everyone Speechless! #shorts
00:27
Fabiosa Best Lifehacks
Рет қаралды 16 МЛН