KZ
bin
Негізгі бет
Қазірдің өзінде танымал
Тікелей эфир
Ұнаған бейнелер
Қайтадан қараңыз
Жазылымдар
Кіру
Тіркелу
Ең жақсы KZbin
Фильм және анимация
Автокөліктер мен көлік құралдары
Музыка
Үй жануарлары мен аңдар
Спорт
Ойындар
Комедия
Ойын-сауық
Тәжірибелік нұсқаулар және стиль
Ғылым және технология
ଦୁଖୀ ମଣିଷର ଇଜ୍ଜତ କେତେ । Dukhi manisara ijata kete । Sricharan Mohanty । Odia Bhajan @rcnmedia
6:51
ରାଜା କହେ ରାଣୀ ଶୁଣଲୋ Raja kahe rani II On Stage Singer Kumar Dillip II Odia Bhakti Aradhana II
7:24
☝️☝️☝️МАЛЫШ-СИЛАЧ 14 лет притворился НОВИЧКОМ | Школьник сделал то, чего не смог качок
00:50
It works #beatbox #tiktok
00:34
Sigma Kid Mistake #funny #sigma
00:17
家庭版踩气球挑战,妈妈竟然什么也没得到#funny #宝宝 #萌娃 #comedy
01:04
ଆଖିର ଜନମ କାନ୍ଦିବା ପାଇଁ । Akhira janama kandiba pain । Adit Hota । Odia bhajan
Рет қаралды 4,252,790
Facebook
Twitter
Жүктеу
1
Жазылу 40 М.
RCN BHAKTI
Күн бұрын
Пікірлер: 1 000
@rcnbhakti
Жыл бұрын
kzbin.info/www/bejne/maW6eqiGiNODqpo ପ୍ରଥମ ଥର ପାଇଁ ଆପଣ ଆପଣଙ୍କର ପ୍ରିୟ ଗାୟକ ଆଦିତ ଅଭିନୀତ ଜଗନ୍ନାଥ ଭଜନ ଟି ଏବେ ରିଲିଜ୍ ହୋଇଯାଇଛି। ଦୟାକରି ଏହାକୁ ନିଜେ ଦେଖିବା ସହିତ ଅନ୍ୟ ମାନଙ୍କୁ ଦେଖେଇ ବାକୁ ଅନୁରୋଧ 🙏🙏🙏
@sradhanjalisatpathy4500
Жыл бұрын
Cçx
@greenbeast8499
Жыл бұрын
sir kindly provide your mobile number for a programme I want to contact you
@subhasmitadas7798
10 ай бұрын
Lll
@tanushreebehera3305
4 ай бұрын
8w
@surendridalei6321
Жыл бұрын
ବହୁତ ସୁନ୍ଦର ଲାଗୁଛି ଭାଇ ତମ ର ଏ ଗୀତ ଟା,,, ଭଗବାନଙ୍କ କୃପା ସବୁ ବେଳେ ଏମିତି ଥାଉ ତମ ସହ,,, ଭାଇ କାଲିଆ ତମ ସହ ଅଛନ୍ତି,,ମନ ଦୁଃଖ କର ନାହଁ,,, ମୋ ଆୟୁଷ ନେଇ ତମକୁ ଲମ୍ବା ଆୟୁଷ ବୃଦ୍ଧି ଦିଅନ୍ତୁ,,,ଜୟ ଜଗନ୍ନାଥ,,,
@BapunBarik-rn4vf
2 ай бұрын
😂😂 super👍👍
@saumyaranjannayak2907
Жыл бұрын
ଖୁବ୍ ସୁନ୍ଦର ଭଜନ ଟିଏ ଶୁଣିଲେ ଆଖିରେ ଲୁହ ଆସିଯାଉଛି, ଏମିତି ଲାଗୁଛି ଏ ଗିତଟିଏ ରଚନା କରାଯାଇଅଛି ଆଦିତ୍ୟ ଭାଇଙ୍କ କଣ୍ଠରେ ଗାଇବା ପାଇଁ,ଯେତେ ଶୁଣିଲେ ବି ମନ ଭରୁ ନାହିଁ,ଜୟ ଜଗନ୍ନାଥ ❤❤❤🙏🙏🙏
@arunakumarbisoi8880
2 жыл бұрын
ବହୁତ ସୁନ୍ଦର ଗୀତ ଟି (ଭାଇ କାଣ୍ଠ ବହୁତ ସୁନ୍ଦର
@Reyansh2112
Жыл бұрын
ହେ ମହାପ୍ରଭୁ 🙏😭 କି ନୀଳା ତୁମର ଦୁନିଆ କୁ ଯଦି ଆଣୁଛ ସମ୍ପୂର୍ଣ୍ଣ କରି ଆଣ । କାଇଁ ଜୀବନ ଙ୍କୁ ଆଣି ଏତେ କଷ୍ଟ ଦଉଚ 😭🙏
@deepakkumargochhayat1606
2 жыл бұрын
ଜୟ ଜଗନ୍ନାଥ 🙏🙏🙏 ବହୁତ ସୁନ୍ଦର ଭଜନ, ଭଭନ ତ ନୁହଁ ଏହା ହେଉଛି ଗୋଟିଏ ଭକ୍ତ ର ହ୍ରୂଦୟ ର ଭଗବାନଙ୍କ ଠାରେ ଜଣାଣ ।😭😭😭
@PrakashKumar-ml2px
2 жыл бұрын
😅😅😅
@prasantasamal4606
5 ай бұрын
Nyc line
@mrkrishnaentertainment1996
Жыл бұрын
ଭାଇ ଏ ଗୀତ ଶୁଣି ମୋ ଆଖିରୁ ସତରେ ଲୁହଧାର ଆସିଗଲା 😢😢😢👌👌👌
@debendraparida5631
Жыл бұрын
ଜୀବନ ରେ କେବଳ କାଳିଆ ନାମ ଦରକାର 🥰🙏🏾🌺❤😘🌹🥰
@Prasad.priyadarshini
4 ай бұрын
Yes mo kalia kala thakur
@ashishdas1625
2 жыл бұрын
ପାପ କଥା ଦେଖି ପାପି ବୋଲି ଆଖି ଦେଖୁନି କି ସୁନ୍ଦର୍ ଲେଖା
@rcnbhakti
2 жыл бұрын
Thank you so much
@asishnath9023
2 жыл бұрын
Tuma swarare ei sundara Sangita ti sunila pare kichhi samaya panyee mo akhire bi luha asigala............🙏🙏🙏🙏🙏
@rcnmedia
2 жыл бұрын
Thank you 💖
@RanjanSahoo-os6hn
Ай бұрын
😂😂
@CMASathi
9 ай бұрын
ଜୟ ଜଗନ୍ନାଥ ମହାପ୍ରଭୁ ଙ୍କର ଜୟହେଉ ଓ ତୁମର ମଙ୍ଗଳ ହେଉ
@srsoumya1284
11 ай бұрын
ତୁ ଯାହା କରୁ ପ୍ରାଣୀ ର ମଙ୍ଗଳ ପାଇଁ ରେ ଏକଥା ଏବେ ମୁଁ ବୁଝି ଗଲିଣି କାଳିଆ ରେ କାଳିଆ ରେ ❤❤❤❤ଭାଇ ମନ ପୁରା ଭକ୍ତି ଭରା ହେଇଗଲା।।। ଜଗନ୍ନାଥ ସମସ୍ତଙ୍କର ମଙ୍ଗଳ କରନ୍ତୁ। ଜୟ ଜଗନ୍ନାଥ
@tapasmallick2000
10 ай бұрын
ଅତି ସୁନ୍ଦର ଭଗବାନ ଙ୍କ ପାଖରେ ଏତିକି ଗୁହାରିକି ସେ ଆପଣଙ୍କ ଚଲା ପଥକୁ ସଦା ସର୍ବଦା ଖୁସିମୟ ରଖନ୍ତୁ 🙏🙏🙏❤️🙏❤️🙏
@srjworld9831
Жыл бұрын
ପ୍ରଭୁ ଆଖିରେ ଲୁହ ଆସିଗଲା 😭😭😭ସୁନ୍ଦର ସ୍ୱର 🙏🙏🙏
@biswajituttarkabat4402
2 жыл бұрын
ବହୁ ଭଲଭାବରେ ଆପଣ ଗୀତ ରଚନା କରିଛନ୍ତି ସେ ଥୀପାଈ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ
@anilswain1391
2 жыл бұрын
ବହୁତ ସୁନ୍ଦର ଭାବରେ ପ୍ରସାରଣ କରୁଛ
@Mr.Tripathy_07
Жыл бұрын
ଶବ୍ଦ ହିଁ ନାହିଁ ପରିପ୍ରକାଶ କରିବାକୁ, ଏତେ ସୁନ୍ଦର ଏତେ ସୁନ୍ଦର ଏତେ ସୁନ୍ଦର ।❤❤❤❤
@ashismohanty2921
7 ай бұрын
ଆଖି ଥିଲା ସବୁ ଅଛି ଭାଇ ଭଉଣୀ ମାନଙ୍କୁ ମୋର ପ୍ରଣାମ କରୁଛି
@Prasad.priyadarshini
8 ай бұрын
ବଢିଆ ଗୀତ କୋଉଠୁ ଶିଖିଲ ତମେହ ଉଚସବୁଠୁଭଲଗାୟକ❤❤❤❤❤😮😮😮😮😮
@sandhyastudio181
Жыл бұрын
ଜୟ ଜଗନ୍ନାଥ 🙏🙏🙏 ବହୁତ ସୁନ୍ଦର ଭଜନ
@ManojDas-km3gk
Жыл бұрын
ଜୟ ଶ୍ରୀ ଜଗନ୍ନାଥ 🙏🙏 ଭାଇ ତୁମକୁ ବହୁତ ବହୁତ ପ୍ରେମ ଭରା ନମସ୍କାର...!
@SurajKumar-lz7uh
Жыл бұрын
Bahut Sundar manaku chhuiba bhali bhajana🙏🙏 Jay Jagannatha
@manasmitaparida8555
2 жыл бұрын
Bahut sundar Gita gaichhanti e vai Kalia savinku valare rakhu
@SapanaGumanSingh
5 ай бұрын
ଜୟ ଜଗନ୍ନାଥ ବଢିଆ ଗାଇଲା ❤️😔❤️😔😔😔😔😔❤️❤️❤️❤️👍👍👍👍👍👏👏👏👏♥️♥️♥️🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
@chhuriavlogs2480
2 жыл бұрын
ଜୟ ଜଗନ୍ନାଥ 🙏🙏🙏 ବହୁତ ସୁନ୍ଦର ଭଜନ, ଭଭନ ତ ନୁହଁ ଏହା ହେଉଛି ଗୋଟିଏ ଭକ୍ତ ର ହ୍ରୂଦୟ ର ଭଗବାନଙ୍କ ଠାରେ ଜଣାଣ ।
@dasgopal6552
2 жыл бұрын
ଅତି ସୁନ୍ଦର ଭାବେ ଗାଇଛ ତୁମେ. ଏବଂ ହୂରଦ୍ୱୟ ସ୍ପର୍ଶୀ. ଭଗବାନେ ତୁମୋ କୁ ଶ୍ରଦ୍ଧା ସର୍ବଦା ଭଲରେ ରଖନ୍ତୁ. ଜୟ ଜଗନ୍ନାଥ 🙏🙏🙏🙏
@rcnbhakti
2 жыл бұрын
Thank you
@jpsss3925
2 жыл бұрын
It
@jpsss3925
2 жыл бұрын
In I I It I I I I In
@jpsss3925
2 жыл бұрын
I It I I I I In I I Ii I I
@jpsss3925
2 жыл бұрын
I I I It In i I Ii It I
@rajeshmohanty9325
Ай бұрын
ରୋମ ଟାଙ୍କୁରି ଉଠିଲା ରେ ଭାଇ। ଧନ୍ୟ ତୁମେ ଭାଇ ଧନ୍ୟ🙏🏻🙏🏻🙏🏻🙏🏻
@snkofficial7199
11 ай бұрын
ଜୟ ଜଗନ୍ନାଥ ବହୁତ୍ ଭଲ ଲାଗୁଛି ତମର ଗୀତ ଆହୁରି ଅମିତ୍ ଗୀତ ଗାଅ 😢😢
@babulanahak9973
26 күн бұрын
Dhanyawad Bhai tamaku bhagwan aahuri sakti diantu
@RamaChandramajhi-vy3kp
Жыл бұрын
ଭଗବାନ ତୁମ ଗୁହାରି ଶୁଣନ୍ତୁ, ସର୍ବଦା ସୁଖରେ ରଖିଥାନ୍ତୁ🌹🙏ଜୟ ଜଗନ୍ନାଥ 🙏🌹
@BikasCandy-eh5es
5 ай бұрын
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ, ବହୁତ ସୁନ୍ଦର ❤❤❤❤❤
@jyotisaivlog487
2 жыл бұрын
ବହୁତ ବଢିଆ ଭାଇ 🙏
@GitaBhutia-u7m
3 ай бұрын
Bhagaban tumaku sabubele bhalare rakhantu he mahabahu
@kunisahoo4763
9 ай бұрын
ପ୍ରକୃତ ରେ ଯାହାର ଆଖି ନାହିଁ ସିଏ ଅନ୍ଧ ନୁହେଁ ସିଏ ଅନ୍ଧ ଯାହାର ଆଖି ଥାଇ ମଧ୍ୟ ଭଲ କାମ କରେନି ସିଏ ପ୍ରକୃତ ଅନ୍ଧ
@sujitbarik4769
2 жыл бұрын
ଜୟ ଜଗନ୍ନାଥ ବହୁତ ସୁନ୍ଦର ଗୀତ ଟି (ଭାଇ କାଣ୍ଠ ବହୁତ ସୁନ୍ଦର )💐💐💐💐🙏🏽🙏🏽🙏🏽🙏🏽
@PintuPin2-lb9uv
7 ай бұрын
ଆଦି ମୁ ମୋ ନିଜକୁ ଧନ୍ୟା ମନ କରୁଛି ତୋ ଭଳିଆ ଗୋଟେ ସାଙ୍ଗ ମୋର ଅଛି ଏମିତି ମାଡ଼ି ଚାଲ
@soumyakantsatpathy8795
5 ай бұрын
@@PintuPin2-lb9uv bhai nkara jadi anya kn gita achi plz send kara
@sabyasachipala4547
4 ай бұрын
God bless u my dear. May fulfill your all dream.
@gayatridas5310
Ай бұрын
@@PintuPin2-lb9uv love you so much Bro 💫
@PriyankaNayak-u9c
25 күн бұрын
@@PintuPin2-lb9uv tq🥰😭😭👌👌👌👌
@manaschanda72
8 күн бұрын
Se tm Frnd ki?
@anisthapa568
2 жыл бұрын
bahut sundar bhai mana ra katha gita madhyam re baykta kari dela bhai 😭😭😭😭 jay jagannath krupa prabhu pila ti ku 🙏🙏🙏🙏
@rcnmedia
2 жыл бұрын
Thank you
@rashmitabagh7251
Жыл бұрын
Very nice bhai gode blease you Jay jagannath swami Nayan patha gami bhaba tume
@NarendraDethi
3 ай бұрын
ହେ ଜଗନ୍ନାଥ ଜଗତର ଦୁଃଖ ବୁଝିବେ ହେ ମହା ବାହୁ
@arabindapanda4357
Жыл бұрын
ଅତି ସୁନ୍ଦର 👌👌👌👌👌
@Ganesh.s1234
Жыл бұрын
Jya jagannath bhai bhalare ruha mu prabhu jagannath NK pakhare etiki parthana karuchi 🙏🙏🙏🙏🙏🙏
@shashankbehera3490
2 жыл бұрын
କିଛି କହିବାକୁ,ଭାଷା ନାହିଁ,ସତରେ ପ୍ରଭୁ ଏ କି ଲୀଳା ତୁମର, ପ୍ରଭୁ ଏହି କଳାକାରଙ୍କ ର ଦୀର୍ଘ ଜୀବନ କାମନା କରିବା ସଙ୍ଗେ ସଙ୍ଗେ ଉତ୍ତରୋତ୍ତର ଉନ୍ନତି କାମନା କରୁଛି।ଜୟ ଜଗନ୍ନାଥ 🙏🙏🙏
@rcnbhakti
2 жыл бұрын
Thank you ❤️
@BikashKumar-kj9wz
Жыл бұрын
Osm... He mahaprabhu ..
@SaisardaExpress
Жыл бұрын
ହ ଅ 😭😭😭😭
@anupamsasmal6502
Жыл бұрын
🫡🫡🫡🫡😢😢😢😢👏👏👏👏👏
@InnocentEyewear-eh2bi
10 ай бұрын
@@BikashKumar-kj9wz p
@biswaranjanpradhan1629
4 ай бұрын
Excellent 👌👌👌 ଜୟ ଜଗନ୍ନାଥ ପ୍ରଭୁ ଦୁଃଖ ଦୂର କର ଭଗବାନ ଏଇ ସବୁ କାହାଣୀର
@BapunkumarSahu-ek9xn
6 ай бұрын
ଜୟ ଜଗନ୍ନାଥ 🙏🙏🙏🙏 ଅତି ସୁନ୍ଦର 👌👌👌👌
@tipunakumarsenapati8323
2 жыл бұрын
ଜୟ ଜଗନ୍ନାଥ, ପ୍ରଭୁ ତୁମକୁ ସର୍ବଦା ଭଲରେ ରଖନ୍ତୁ
@umakantarout1572
Жыл бұрын
ଜୟ ଜଗନ୍ନାଥ ପ୍ରଭୁ ତୁମର ମଙ୍ଗଳ କରନ୍ତୁ
@rihansvlogs4558
Жыл бұрын
Bahut Sundar bhai bhagban tamku aahuri uparaku niontu ,,,Jai jagannath,,,
@ManasJena-q2h
7 ай бұрын
Nice Aditya bhai
@pradiptarayguru1679
Жыл бұрын
ସତରେ ପ୍ରଭୁ ଜଗନ୍ନାଥଙ୍କ ଲୀଳା କୁ ସାଧାରଣ ମଣିଷ ବୁଝିପରେନାହିଁ
@amarjeetlifestylevlog3161
Жыл бұрын
ଆପଣଙ୍କ ଆଖି ନାହିଁ ସତ ହେଲେ ଆପଣଙ୍କର କଣ୍ଠ ସାରା ଓଡ଼ିଶା କୁ ଛୁଇଁ ଯାଇଛି
@tanhansda8303
Жыл бұрын
କ'ଣ ଆଉ ଲେଖିବି,ନିଜକୁ ଭାବପ୍ରକାଶ କରିପାରୁନାହି,ଯାହାହେଉ ଭଗବାନଙ୍କର ଏ କି ନିଳା,ସତରେ ଆଦିତ୍ଯ ବାବୁ ଅନ୍ଧ ହେଲେମଧ୍ୟ ମୁ ଜାଣିପାରୁନାହି ସତରେ ଜାଣିଶୁଣି ଏ ଗୀତ ଗାଉଛନ୍ତି ନା ଏକ ଗିତୀକାର ଭାବରେ ଗାଉଛନ୍ତି,ଯାହାହେଉ ଭାଗବାନଙ୍କ ଠାରେ ମୋର ପ୍ରାର୍ଥନା ପ୍ରଭୁ ଜଗନ୍ନାଥ ତାଙ୍କୁ କୋଟି ପରମାୟୁ ଦିଅନ୍ତୁ।
@PhakirapradhanaPhakirapradhana
7 ай бұрын
Bahut sundara Bhai Jay jagannath
@A2MotivationalOdia
2 ай бұрын
ଏ ଜଗତର ନାଥ ଜଗନ୍ନାଥ ଙ୍କ ମାୟା ଅତି ଚମତ୍କାର ସେ ନିଜେ ଭକ୍ତ ଆଉ ଭଗବାନ୍ ଜୟ ଜଗନ୍ନାଥ 🙏🙏
@bibhuprasadpani2409
Жыл бұрын
ଆପଣଙ୍କ ଭଳି ଦୁଃଖୀ ଦରଦୀ ବ୍ୟକ୍ତିଙ୍କ ପାଖରେ ସଦାସର୍ବଦା ପ୍ରଭୁ ଜଗନ୍ନାଥ ରହିଥିବେ!
@jitupanigrahi1967
Жыл бұрын
ଭଗବାନ ଶ୍ରୀ ଜଗନ୍ନାଥଙ୍କର ଏଟା ଗୋଟେ ଭକ୍ତ ଓ ଶ୍ରଦ୍ଧା ନେଇ ଏକ ନୂତନ ଗୀତ। ଜୟ ଜଗନ୍ନାଥ ସ୍ଵାମୀ 🙏🙏🙏🙏🙏🙏🙏
@bhabam8053
Жыл бұрын
ଆହା ଚମତ୍କାର ଭାଇ 🙏🙏
@ranjankumardas9039
Ай бұрын
ବହୁତ ଭଲ ସ୍ୱର ଜୟ ଜଗନ୍ନାଥ
@SramikaMitra-lk2ki
Жыл бұрын
jay jaganatha nice song
@cwsibu
2 жыл бұрын
ବହୁତ ସୁନ୍ଦର ହେଇଛି
@aratabiswal6595
Жыл бұрын
ଅତି ସୁନ୍ଦର
@dayanidhidas513
5 ай бұрын
ଭାବପୂର୍ଣ୍ଣ ଭଜନ ମତେ ବହୁତ ଭଲ ଲାଗିଲା ଏମିତି କଣ୍ଠ ଶିଳ୍ପୀ ମୁ ଦେଖିନି ଜଗନ୍ନାଥ କରନ୍ତୁ ଏମିତି ଆଗକୁ ଯାଓ
@jayjagannath5654
Жыл бұрын
Jay Jagannath Swami Nayana patha gami 🙏🏾🙏🏾🙏🏾🙏🏾🙏🏾🙏🏾🙏🏾🙏🏾🙏🏾. Namaskar brother 🙏🙏🙏🙏🙏🙏🙏 salute to 👌👌👌👌👌👌👌👌🙏🏾🙏🏾🙏🏾🙏🏾🙏🏾🏡
@hemanandadharua7917
10 ай бұрын
ଏ ହୃଦୟସ୍ପର୍ଶୀ ଗୀତଟି ଶୁଣିଲା ପରେ ମୋ ପାଟିରୁ କୌଣସି ଶବ୍ଦ ଆସୁନି କିଛି କହିବା ପାଇଁ, କେବଳ ଭଗବାନଙ୍କୁ ଏତିକି ପ୍ରାର୍ଥନା କରୁଛି "ହେ ପ୍ରଭୁ, କେବେ ହେଲେ କୌଣସି ଜୀବ ପ୍ରତି ଏମିତି ଅବିଚାର କରନ୍ତୁ ନାହିଁ।", ଭଗବାନ ସର୍ବଦା ଏ ଭାଇଙ୍କୁ ଆଶୀର୍ବାଦ ପ୍ରଦାନ କରନ୍ତୁ।ଗୀତ ଶୁଣି ମୋ ଆଖିରୁ ଲୁହ ଆସିଗଲା 😭😭😭😭
@Kyagundabanegaretu409
2 жыл бұрын
ଜୟ ଜଗନ୍ନାଥ ଭାଈ ଭାଈ. ଜଗନ୍ନାଥ ତୁମକୁ ଭଲରେ ରଖନ୍ତୁ.
@RohitKumarSahu-z9q
3 ай бұрын
ବହୁତ ବଢିୟା 🙏🙏ଜୟ ଜଗନ୍ନାଥ 🙏🙏
@korapradhan8804
5 ай бұрын
ପ୍ରଭୁ ଲୀଳାମୟ କଳା ଠାକୁର ଙ୍କ କୃପା ଥିଲେ ସବୁ ସମ୍ଭବ, ଲୀଳାମୟ ଠାକୁର ଙ୍କ ବିଚିତ୍ର ଲୀଳା ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ ଜୟ ଶିବ ଶଙ୍କର
@sksahoo6780
2 жыл бұрын
ମନକୁ ଛୁଇଁଲା ଭଜନଟି l ଅନେକ ଅନେକ ଶୁଭେଚ୍ଛା l 🙏 🙏 🙏
@jaybajrangbali2448
11 ай бұрын
Jay jagannath bohut agaku niantu tamaku prabhu jay jagannath 🙏
@debendraswain3780
3 ай бұрын
Mu 6 thara sunila para puni sunibaku icha hauchi
@kaliamahapatra2770
2 жыл бұрын
Very nice song Bhai tmku jagannath sabudine bhalre rakhntu
@namasankirtanpremiprabhat8146
2 жыл бұрын
ବହୁତ୍ ସୁନ୍ଦର ଭଜନ ଅତ୍ୟନ୍ତ ହୃଦୟସ୍ପର୍ଶୀ ଜୟ ଜଗନ୍ନାଥ
@MontuMahalik
2 ай бұрын
ଜୟ, ଜଗନ୍ନାଥ, ସ୍ବାମୀ, ନୟନ, ପଥ, ଗାମୀ, ଭାବତୁମେ,କଣ,ଭାଇ, ଗିତ,ଗାଇଲେ,ଆମ,ମନ, ଖୁସି, ଧନ୍ୟବାଦ,
@kanhapadhi6417
2 жыл бұрын
Ati sundar gayichha bhaina
@alisavision410
2 жыл бұрын
ବହୁତ ସୁନ୍ଦର
@rdyubhika7802
Жыл бұрын
ମୁ ବହୁତ ଉଦାସ ମନରେ ବସିଥିଲି,ଯେତେବେଳେ ମୁ ଭାବିଲି କିଛି ସମୟ କିଛି ଗୀତ ଶୁଣିଲେ ମୋ ମନ ଭଲ ରହିବ,ଠିକ୍ ସେତେବେଳେ ଏହି ଭାଇ ର ଗୀତ ଦେଖିଲି ,ମୁ ଭାବିଲି ମୁ କାହିଁକି ମନ ଦୁଖରେ ବସିଛି,ଭାଇଙ୍କ ଗୀତ ମୋ ମନ ର ସବୁ କଷ୍ଟ ଦୂର କରିଦେଇଛି,ବହୁତ ସୁନ୍ଦର ଗୀତ ଗାଇଛ,ଭଗବାନ ତୁମ କୁ ଖୁସି ରେ ରଖୁ ।
@jadabbhue2194
5 ай бұрын
ବହୁତ ବଢିଆ ଗାଉ ଛ ଭାଇ 👌👌👌
@mrutyunjayasenapati6076
Жыл бұрын
Bahut sunder lagila .. jay Jagannath 🙏
@sidharthanayak9071
8 ай бұрын
ଜୟ ଜଗନ୍ନାଥ ଭାଇ ବହୁତ ସୁନ୍ଦର ଭଗବାନ ତୁମର ମଙ୍ଗଳ କରନ୍ତୁ 🙏🙏
@shubhasmitaparida7110
2 жыл бұрын
Bahut Sundar..akhiru luha asigala..Jay jagannath
@rcnbhakti
2 жыл бұрын
Thank you 💕
@VijaylaxmiDas-zx4bg
Ай бұрын
ବହୁତ୍ ସୁନ୍ଦର୍ କଣ୍ଠ ❤❤❤
@rajamishra9836
Жыл бұрын
ମୋର ପାଖରେ କିଛି ଶବ୍ଦ ନାହି... ଗର୍ବ.. ଓଡ଼ିଆ ପାଇଁ ମୁଁ ଅତି ଗର୍ବ କରେ...ମୁଁ ଓଡ଼ିଆ.
@santoshsahoo557
9 ай бұрын
❤❤❤ପ୍ରଭୁ ଜଗନ୍ନାଥ ତମ କଣ୍ଠ ରେ ବିରାଜମାନ କରିଛନ୍ତି
@ranjanpradhan8890
2 жыл бұрын
Awesome singing song lyk jatra party voice , beautiful i appreciate bro
@narendranaik1396
2 жыл бұрын
Loo
@narendranaik1396
2 жыл бұрын
We did it CT CT
@Mr.Tripathy_07
Жыл бұрын
ବାଃ, ବହୁତ ସୁନ୍ଦର ଓ ହୃଦୟସ୍ପର୍ଶି
@rasbiharikarna
6 ай бұрын
ଜୟ ଜଗନ୍ନାଥ ସ୍ବାମୀ ବହୁତ ବଢିଆ
@jagankumarpatra1807
4 ай бұрын
Jay Jagannath bhai bahuta sundra bhagaban tamaku sabubele bhalare rakhantu
@raghunarhkarjee947
Жыл бұрын
ପ୍ରଭୁ ଜଗନ୍ନାଥ ସବୁବେଳେ ଏମିତି ଗାଇବା ପାଇଁ ଶକ୍ତି ଦିଅନ୍ତୁ !
@kdasbabu139
5 ай бұрын
ଭାଇ ଆଇ ଲଭ ୟୁ jay jagannath ତମକୁ ସବୁ ବେଳେ କାଳିଆ ଭଲରେ ରଖନ୍ତୁ
@jayachandrapradhan2649
Жыл бұрын
ଜୟ ଜୟ ଶ୍ରୀ ଜଗନ୍ନାଥ 🙏🙏🙏
@BabiBabi-t2f
27 күн бұрын
Bahut sundar laguchi re bhai Tama Gita ta bhagban emiti Tama kanthore thantu
@SapanaGumanSingh
6 ай бұрын
ଜୟ ଜଗନ୍ନାଥ 👏🙏🙏👌👌👌❤️
@parameswaradbang5138
Жыл бұрын
ଧନ୍ୟବାଦ ବହୁତ ଭଲ ସଂଗ ଆପଣ ଏମିତି ଆଗକୁ ବଢ଼ିବାରେ ସଖ୍ୟମ ହୁଅନ୍ତୁ
@rohitpaikeray
Жыл бұрын
Waah ❤ ki sundar voice aau music baaa ati chamatkar ❤❤❤❤❤❤
@debendraparida5631
Жыл бұрын
ମୋ କାଳିଆ ର ଅପୂର୍ବ ନୀଳା ❤🥰🙏🏾😍
@AbhimanyuNayak-pv6hv
6 ай бұрын
Jay jaganath 🙏🏿
@pratapchandrapradhan1148
18 күн бұрын
ସୁନ୍ଦର ଗାଉଛ ଜୟ ଜଗନ୍ନାଥ ❤
@jogeshmohanty6775
2 жыл бұрын
ATI Sundar
@sankarpradhan7772
2 ай бұрын
Jay shree jagannath swamy ki Jay ❤
@basuaa3708
2 жыл бұрын
ଜୟ ଜଗନ୍ନାଥ ଜୟ ମା ଶାରଳା ଜୟ ହୋ ବହୁତ୍ ବହୁତ୍ ସୁନ୍ଦର ଭାବ ପୂର୍ଣ୍ଣ ବହୁତ୍ ବଢିଆ
@sujitpaikaray9576
2 ай бұрын
Prabhu Tama ku akhi 2 ta deinahanti kintu prabhu Tama ku bahut sundar kantha deichanti au mora prabhu nka pakhare atiki guhari Tama akhi puni thare pheri aasu au tume a duniya ku dekhi para jay jagannath 🙏🏻🙏🏻🙏🏻🙏🏻
6:51
ଦୁଖୀ ମଣିଷର ଇଜ୍ଜତ କେତେ । Dukhi manisara ijata kete । Sricharan Mohanty । Odia Bhajan @rcnmedia
RCN BHAKTI
Рет қаралды 1,7 МЛН
7:24
ରାଜା କହେ ରାଣୀ ଶୁଣଲୋ Raja kahe rani II On Stage Singer Kumar Dillip II Odia Bhakti Aradhana II
Odia Bhakti Aradhana
Рет қаралды 3,7 МЛН
00:50
☝️☝️☝️МАЛЫШ-СИЛАЧ 14 лет притворился НОВИЧКОМ | Школьник сделал то, чего не смог качок
Nikita Zdradovskiy
Рет қаралды 7 МЛН
00:34
It works #beatbox #tiktok
BeatboxJCOP
Рет қаралды 41 МЛН
00:17
Sigma Kid Mistake #funny #sigma
CRAZY GREAPA
Рет қаралды 30 МЛН
01:04
家庭版踩气球挑战,妈妈竟然什么也没得到#funny #宝宝 #萌娃 #comedy
搞笑爸爸带俩娃
Рет қаралды 10 МЛН
5:51
Mananiya Jagannath || UmaKanta Das || NagarjunaBesa Part -2 || Rabi Kumar /superhit
Survibration
Рет қаралды 9 МЛН
12:15
Bhari de saburi Kalasha Lo Maa ଭରି ଦେ ସବୁରି କଳସ ଲୋ ମା l #viral Bhajan Song
Googly & Kahnei Creation
Рет қаралды 1,5 МЛН
9:12
ତୋ ଆଗରେ କିଛି ଧୂପ || ଭାବର ଭଜନ||ସୌଭେନ୍ଦ୍ରି ଜେନା ||ଭଜନ ଭାବାମ୍ବୃତ କଟକ(9938957256)||
soubhendri jena
Рет қаралды 239 М.
9:13
Kalia Thakura Mo Kalia Thakura // କାଳିଆ ଠାକୁର // Singer: Sankar dan
BSTV ODISHA LIVE (BSTV LIVE)
Рет қаралды 6 МЛН
10:03
ଦୁଃଖ ଦେଇ ଗଲା@pilamanekhusitaamebikhusi ||Odia Songs||#bsodishacreation#dukhadeigaladaradibandhu
PILAMANE KHUSI TA AME BI KHUSI
Рет қаралды 6 МЛН
5:17
Akhira Janama Kandiba Paain - Odia Emotional Bhajan | Salini Samal | ଆଖିର ଜନମ କନ୍ଦିବା ପାଇଁ | BHAKTI
Bhakti Kantha
Рет қаралды 1,2 МЛН
7:33
kete dukhha dabu dere kalia/କେତେ ଦୁଃଖ ଦବୁ ଦେରେ କାଳିଆ/ଭଜନ ସନ୍ଧ୍ୟା/ରାଜ୍ କିଶୋର/Odia Natya Sansad//ମାନସ
Odia Natya Sansad (vlog)
Рет қаралды 1,8 МЛН
5:45
Sindura Nauchhi Radha || Live Stage Program Bhajan || Live Singing By Saurav Nayak
Live Music Masti
Рет қаралды 1,8 МЛН
29:26
The Beautiful Bhajans of Jagannath | Jagannath Bhajan
Odisha Devotional
Рет қаралды 595 М.
7:36
Michha Maya Ra Sansara / Dipuni /Odia Bhajan /Bayamana Michhe / Sangeet Sandhya / Live Bhajan
SANGEET SANDHYA
Рет қаралды 10 МЛН
00:50
☝️☝️☝️МАЛЫШ-СИЛАЧ 14 лет притворился НОВИЧКОМ | Школьник сделал то, чего не смог качок
Nikita Zdradovskiy
Рет қаралды 7 МЛН