KHOLA KATHA EP 850 APRIL 18 2024, Exclusive Interview with BJP Leader Bhartruhari Mahtab

  Рет қаралды 21,609

OTV

OTV

Күн бұрын

Пікірлер: 105
@rajeshsir108
@rajeshsir108 6 ай бұрын
ବହୁତ୍ ଖରାପ ଲାଗୁଛି ଯେଉଁ ମାନେ ଭର୍ତୁହରି sir ଙ୍କ agnest ରେ comment କରୁଛନ୍ତି ସେମାନେ ମଣିସତ୍ଵ ବିହୀନ ପୁରୁଷ।
@banty6350
@banty6350 6 ай бұрын
ଆବେ ସେଇଟା ଟାଉତର ଟା ରେ ୬ ଥର ସାଂସଦ ହେଇଚି କଟକ ରୁ କିଛି କରିନି
@sushilsamal3789
@sushilsamal3789 6 ай бұрын
ଓଡ଼ିଶାବାସୀଙ୍କର ଆତ୍ମଚିନ୍ତନର ବେଳ ଆସିଛି
@bimalagrawal9314
@bimalagrawal9314 6 ай бұрын
ଠିକ୍ କଥା । ଓଡ଼ିଆ ଅସ୍ମିତା ଆଜି ବନ୍ଦୀ ଗୁଜୁରାଟି କ୍ଷମତା ନିକଟରେ। ଶ୍ରାଜଗନ୍ନାଥନ୍କ ସ୍ଥାନରେ ଶ୍ରୀରାମ ର ଅତିକ୍ରମଣ । ଭାଜପାକୁ ଗାନ୍ଧୀବାଦୀ ଦଳ କହି ସେ ନିଜର କପଟତାର ପରିଚୟ ଦେଇଛନ୍ତି। ବୁଢା ବୟସରେ ବିଚାର ବନ୍ଧା ପକେଇ ବ୍ୟକ୍ତିତ୍ବକୁ ବାମନ କରିଛନ୍ତି ଏହି ବ୍ୟକ୍ତି। ଗଣତନ୍ତ୍ର ଯଦି ଗଣମତର ପ୍ରତିଫଳନ ତେବେ ନିର୍ବାଚନ ପରେ ଛଅ ଥରର ସଂସଦନ୍କର ପତିଆରା ପ୍ରମାଣ ମିଳିଯିବ। ପୁଅ ପ୍ରସନ୍ଗ ଆଲୋଚନାକୁ ଆଣି ଭର୍ତୃହରି ଦଳବଦଳର ତାନ୍କର ଅସଲ ଉଦ୍ଦେଶ୍ୟ ପଦାକୁ ଆଣିଛନ୍ତି।
@MrSachidananda1
@MrSachidananda1 6 ай бұрын
It will be difficult for him to win this time. I believe his surrounding MLAS are from BJD and that may be a typical scenario for him.
@ritadalei9484
@ritadalei9484 6 ай бұрын
ଯଦି ପ୍ରଶ୍ନ ପଚାରୁଛନ୍ତି, ତେବେ ଉତ୍ତର ଶୁଣିବାକୁ ଓ ଆମକୁ ଉତ୍ତର ଜାଣିବା ପାଇଁ ଅପେକ୍ଷା କରନ୍ତୁ । ପ୍ରଶ୍ନ ପଚାରନ୍ତୁ ଓ ଧୈର୍ଯ୍ୟ ଧରି ଶୁଣନ୍ତୁ । ଆପଣ ବଡ଼ ଅସ୍ଥିର
@dipakroul4336
@dipakroul4336 6 ай бұрын
ବିଜେଡି ଦୟା ରେ ସାଂସଦ ହେଇଥିଲେ ଏ ଥର ଅମାନତ ହରେଇବ
@sushilsamal3789
@sushilsamal3789 6 ай бұрын
ଭତ୍ରୁହରି ବାବୁ ଜଣେ ସ୍ଵାଭିମାନୀ ନେତା, ତାଙ୍କର ଆଚରଣ ଏବଂ ଉଚ୍ଚାରଣ ଦ୍ଵାରା ଅନ୍ୟମାନେ ପ୍ରଭାବିତ ହୋଇଥାନ୍ତି , ଜଣେ ଭଦ୍ର ଲୋକ, ଜଣେ ଗତିଶୀଳ ନେତା, ଆଶା କରୁଛୁ ଭବିଷ୍ୟତରେ ଓଡ଼ିଶାର ମଙ୍ଗୁଆଳ ହୋଇ ଓଡ଼ିଶାକୁ ଆଗକୁ ନେଇଯିବେ l
@banty6350
@banty6350 6 ай бұрын
ଆବେ ସେ ବିଜେଡି ରୁ ତଦା ଖାଇ ମିଶିଛି ୧୯୯୮ ରୁ ଜିତୁଛି କିଛି କରିନି ସେ କଟକ ରେ ଖାଲି ଭୋଟ ବେଳେ ଆସେ
@satyabirsahoo8341
@satyabirsahoo8341 6 ай бұрын
​@@banty6350kete Tankaa Neichuu Kii re... Sabu Comment Re Aasiki Taanka Against re Kahuchu 😂😂
@prakashparida8333
@prakashparida8333 6 ай бұрын
Great person
@santoshpanda8767
@santoshpanda8767 6 ай бұрын
He should be projected as next CM of Odisha. Matured, experienced, patient and state loving politician.
@banty6350
@banty6350 6 ай бұрын
ଆବେ ସେ ଟାଉତର ଟା ରେ ବିଜେଡି ରେ ଥାଇ ୬ ଥର ସାଂସଦ ହେଇଚି କିଛି କରିନି ତାକୁ ଲୋକ ଜାଣନ୍ତି ବି ନାହିଁ ଖାଲି ଭୋଟ ବେଳେ ବୁଲେ ଆସି
@pritimohanty7186
@pritimohanty7186 4 ай бұрын
He is a turncoat.He left BJD to continue in power.
@bikashchandrakhatuakhatuab7630
@bikashchandrakhatuakhatuab7630 6 ай бұрын
ଓଡ଼ିଆ ଅସ୍ମିତା ପାଇଁ ବହୁତ କାନ୍ଦିଲ। ଆଉ କେତେ ଥର ସାଂସଦ ହୋଇ ଥିଲେ, ଓଡ଼ିଶା ପାଇଁ କିଛି କରିଥାନ୍ତ ? କଥା ସରୁ କିନ୍ତୁ......
@rudraprasad55
@rudraprasad55 3 ай бұрын
The person lacks gratitude; opportunistic;ditched the mentor,who raised him from the dust.
@jagatmishra3797
@jagatmishra3797 6 ай бұрын
He just work like an employee of BJD
@debasishrath1854
@debasishrath1854 6 ай бұрын
ସୁବିଧାବାଦୀ ନେତା ମାନେ ହେଲେ ତଥାଗତ ସତପଥୀ ମହତାବ .
@NewTon009
@NewTon009 6 ай бұрын
Ticket no milile odisha ବନ୍ଦୀ 😂😂
@sksahoo10
@sksahoo10 6 ай бұрын
BJD ର କ୍ଷୟ ଆରମ୍ଭ ଆଉ ଏକ ନମୁନା ଶ୍ରୀ ମାନ୍ ମହତାବ ସାର୍ l 🙏 🙏 ବନ୍ଦେ ଉତ୍କଳ ଜନନୀ 🙏
@SUBRATSAHU-d5e
@SUBRATSAHU-d5e 6 ай бұрын
A great leader of Odisha 🙏
@Gameworld123-z1k
@Gameworld123-z1k 6 ай бұрын
Next CM🙏🙏🙏 Jay Jagannath 🙏🙏🙏🙏🚩🚩🚩
@banty6350
@banty6350 6 ай бұрын
ତୋ ଘୋଡ଼ା ଡିମ୍ବ ଜାଣିଚୁ ତା ବିଷୟ ରେ ୬ ଥର ସାଂସଦ ବିଜେଡି ରୁ ଯାଇଚି ତାଡି ଦେଇଛି କଟକ ରେ ସବୁ
@Gameworld123-z1k
@Gameworld123-z1k 6 ай бұрын
@@banty6350 Thu Bala ta Janichu BJD party hi kharap Thila Naveen Patnaik Odisha ku luti tha Bhai Bhauja ku kotipati kala jou party ra Supremo Chora se party re kichi Bhala MP MLA katha sune Kia jou Mane Swabhimani MP MLA semane BJD chadi dele Au Swabhimani party BJP re join kale Jay Jagannath🙏🚩🚩🚩Jay Shree Ram 🙏🚩🚩🚩
@banty6350
@banty6350 6 ай бұрын
@@Gameworld123-z1k ଆରେ ସେ ଏତେ ବର୍ଷ ରହିଲା କିଛି କଟକ ରେ କରିନି ପୁଣି ତାକୁ ଭୋଟ ଦବୁ ପାଗଳ ନା କଣ
@Gameworld123-z1k
@Gameworld123-z1k 6 ай бұрын
@@banty6350 Cuttack Jadi Dekhina Cuttack tk buli Asha Jani pariba Cuttack kte development haichi BJP Sarkar Bhartuhari Mahatab ku support Kari thibaru Aji Cuttack sabuthu devlope
@banty6350
@banty6350 6 ай бұрын
@@Gameworld123-z1k ଡିମ୍ବ ଟା ହେଇଚି ଯାଇଛ ରେଭେନ୍ସା କଲେଜ କେତେଟା lecture ଅଛନ୍ତି pratical ପାଇଁ ଜିନିଷ ଅଛି ଚୌଦ୍ଵାର କାଗଜ କଳ କଣ ହେଲା, ବାରଙ୍ଗ କାଚ କାରଖାନା କଣ ହେଲା କଣ ଶିଳ୍ପ ହେଇଚି କେତେ ଟା ଶୀତଳ ଭଣ୍ଡାର କରିଛନ୍ତି କହିଲେ ସରିବନି
@JasH-avoice
@JasH-avoice 6 ай бұрын
🫡👏🏻👏🏻👏🏻this is real political words . Mind-blowing
@spandancreations4333
@spandancreations4333 6 ай бұрын
କଟକ କାହିଁକି ସାରା ଓଡ଼ିଶାର ନେତା
@ranjayarout4523
@ranjayarout4523 6 ай бұрын
Jay Shree Ram Jay Shree Ram Jay Shree Ram Jay Shree Ram
@dhamirona8662
@dhamirona8662 6 ай бұрын
ସତକଥା କହିଲେ ସାର୍ 😢
@durgacharanmallick805
@durgacharanmallick805 6 ай бұрын
Ticket diani
@biswanathbiswal6016
@biswanathbiswal6016 6 ай бұрын
ସିମୁଳିଆ କଥା କୁହନ୍ତୁ,
@durgamahali5585
@durgamahali5585 6 ай бұрын
Agaru kuade jaithile amane
@binapanisamal8771
@binapanisamal8771 6 ай бұрын
Mahatab good man
@prafullakumarmahanta6024
@prafullakumarmahanta6024 6 ай бұрын
Good Decision mahatab sir
@KedarJena-ki9el
@KedarJena-ki9el 6 ай бұрын
Only bjp and elegible candidate
@banty6350
@banty6350 6 ай бұрын
ଆବେ ସେ ୬ ଥର ଗଲାଣି କିଛି କରିପାରିଲେନି ଆଉ କେତେ ଦେଲେ କରିବ ସେ
@happymishra7676
@happymishra7676 6 ай бұрын
Otb khali bjp neta ku dakiba pi badhya hauchi
@pradeepmallick2956
@pradeepmallick2956 6 ай бұрын
ସାରେ କେତେ ଦିନ ଆପଣ ଅଞ୍ଚଳ ପାଇଁ ଦିଅନ୍ତି
@amarendrapuhan8747
@amarendrapuhan8747 6 ай бұрын
ବଢିଆ question ଟି ଆପଣ ପଚାରିଛନ୍ତି. ଏଥର ଜଣାପଡିବ ମହତାବ ଜି ଙ୍କର କେତେ ଓଉକାତ. କେବଳ କେନ୍ଦ୍ରରେ ମନ୍ତ୍ରୀ ହେବା ଚକରରେ
@CkdashCkdash
@CkdashCkdash 6 ай бұрын
Mahatab zindabad
@santoshkumarsasmal5975
@santoshkumarsasmal5975 6 ай бұрын
Eita badmas loka
@smohanty3507
@smohanty3507 6 ай бұрын
anchor ra jou acting 😂😂😂😂seita haucchi OTV ra speciality
@anantasethy4864
@anantasethy4864 6 ай бұрын
Educated person in odisha
@banty6350
@banty6350 6 ай бұрын
ଆବେ ସେଇଟା ପକା ଟାଉଟର ଟା ରେ କିଛି କରିନି କଟକ ରେ ୬ ଥର ସାଂସଦ ହେଇଚି ଭୋଟ ବେଳେ ଆସେ ଖାଲି
@sop828
@sop828 6 ай бұрын
Right Man At Right Place 👍 ✌️
@raghunathjena3361
@raghunathjena3361 6 ай бұрын
Actually, It is a beautiful and accurate analysis.
@ranjayarout4523
@ranjayarout4523 6 ай бұрын
Jay jagannath ok thanks
@simiyon_simi
@simiyon_simi 6 ай бұрын
ବହୁତ୍ ଭଲ ଗପ କହୁଛନ୍ତି 😅😅
@dillipkumarswain524
@dillipkumarswain524 6 ай бұрын
Very very correct
@DebanandaBehera-v8h
@DebanandaBehera-v8h 6 ай бұрын
ବହୁତ ଭଦ୍ର ଲୋକ ଓ ସାଂସଦ ଉପରେ କାର୍ଡ ଦେଖିଲେ ଭାର୍ତୁହରୀ ମହତାବ ଙ୍କ କାର୍ଯ୍ୟକଳାପ ଏକ ନମ୍ବର ଆଉ ସ୍ଵାଭିମାନ ସିନିଅର ନେତା ଆଉ ଉଚିତ ନେତା ଯିଏ ମୁଣ୍ଡ ନୁଆଁଇବେ ନାହିଁ ଏଥର first time ମୁଁ ଆଉ ମୋର ସମସ୍ତ ପରିବାର ସାଂସଦ ଭୋଟ ବିଜେପି
@banty6350
@banty6350 6 ай бұрын
ଆବେ ସେ ଏଠୁ ୬ ଥର ଗଲାଣି ସାଂସଦ ବାଳ ଟା କରିଚି ଆଗରୁ ବିଜେଡି ରେ ଥିଲା ଟିକେଟ ମିଳିବନି ବୋଲି ଚାଲି ଆଇଲା ଏଟି ଯାହା ଶିଳ୍ପ ଥିଲା ସବୁ ଖାଇ ଦେଲା। ଭୋଟ ବେଳେ ଖାଲି ଚାଲିଆସେ
@santanukumardehury888
@santanukumardehury888 6 ай бұрын
Badhia katha,,,,,,atmachinta kariba katha sabu odia mane.
@gopalkrishnapattnaik5313
@gopalkrishnapattnaik5313 6 ай бұрын
MHATAB JI IS VERY GOOD PERSON. BUT WHY CHARGSHEET IS FRAMED AGAINST YOU?? WHY CASE IS IN COURT??? KINDLY CLARIFY.
@bikashsahoo7965
@bikashsahoo7965 6 ай бұрын
Cuttack needs Mahatab sir
@banty6350
@banty6350 6 ай бұрын
ଆବେ ସେ ଏବେ ବି ଏଇଟି ସାଂସଦ ଅଛି ସେ ୧୯୯୮ ରୁ ଜିତିଛି ସୁବିଧାବାଦୀ କିଛି କରିନି ସେ
@dr.satyakantapradhan4546
@dr.satyakantapradhan4546 6 ай бұрын
Bahut bada katha tie kahile Balaram rupe.
@samirjena1092
@samirjena1092 6 ай бұрын
Bhaina aapananka katha badhia, but kama 0000
@samirjena1092
@samirjena1092 6 ай бұрын
Nabin Pattanaik nka pain aapana ate bata aasichhanti. Ata bhuli jantu nahi.
@samirjena1092
@samirjena1092 6 ай бұрын
Aapana kebebi loka nka pakhare pahachi chhanti ki ?
@samirjena1092
@samirjena1092 6 ай бұрын
Aapana sadharana loka nku chihni chhanti ta ?
@samirjena1092
@samirjena1092 6 ай бұрын
Thare nijaku nije pacha rantu
@samirjena1092
@samirjena1092 6 ай бұрын
Apana ate bata asichhanti Kebala MLA o CM nka dayaru. Karana loka mane aapana nku kebala election rally re dekhanti . Anya samasta samayare aapana Total Ubhan......
@globalgkbyspmohanty7248
@globalgkbyspmohanty7248 6 ай бұрын
Wrong ticket given by bjp to him in Cuttack loksabha
@laxmidharmohapatra7824
@laxmidharmohapatra7824 6 ай бұрын
Jay bhartuhari
@adsucessforallcontent8387
@adsucessforallcontent8387 6 ай бұрын
Bjp will win.
@rajeshbeuraofficial2667
@rajeshbeuraofficial2667 6 ай бұрын
, Dr,,f57yzU
@babluofficial7595
@babluofficial7595 6 ай бұрын
Hariba ta thaya
@mahaprasad7151
@mahaprasad7151 6 ай бұрын
Great person ❤️
@dharmendrakumarsamal7030
@dharmendrakumarsamal7030 6 ай бұрын
Bhartuhari matab jadi M P hebe ta hele Cuttack ku bhala bhabare represent karibe kintu opposite BJD MP candidate kahibare sujoga paineni Se HR thila bele kete thara cuttack re Campus drive karichanti? Kete jana odia nku job deichanti
@banty6350
@banty6350 6 ай бұрын
ବିଜେପି ବିଜେଡ଼ି ଲୋକସଭା ରେ ଏକ ଗୋଟେ ମେଣ୍ଟ ଚଲେଇଛନ୍ତି ବିଜେଡି କେବେ ବି ବିଜେପି କୁ କେନ୍ଦ୍ର ରେ ବିରୋଧ କରେନି କଟକ ରେ ଯିଏ ବିଜେଡ଼ିରେ ଥିଲା ଏଇନା ବିଜେପି ରେ କିଛି କରି ନାହାନ୍ତି
@byomakeshmishra4287
@byomakeshmishra4287 6 ай бұрын
Our people r much more capable why other state people will rule us.
@ManoranjaDas
@ManoranjaDas 6 ай бұрын
😮
@pratapnayak1513
@pratapnayak1513 6 ай бұрын
Interview perfect ❤
@giri-mobile
@giri-mobile 6 ай бұрын
ଚୋର
@santanubrahma743
@santanubrahma743 6 ай бұрын
Se Janata party ru candidate heithile. Setebele Nabin babu politics ku asi nathile.
@banty6350
@banty6350 6 ай бұрын
ଆବେ ସେ ୧୯୯୮ ରୁ ଜିତୁଛି କଟକ ରୁ କିଛି କରିନି ବିଜେଡି ରୁ ତଡା ଖାଇ ଯାଇଚି ବିଜେପି କୁ ସୁବିଧାବାଦୀ ନେତା ସେ
@banty6350
@banty6350 6 ай бұрын
୧୯୯୮ ରୁ ସେ ଜିତୁଛି କିଛି କରିନି କେବେ ବି ଆସେନି କଟକ କୁ
@akashpradhan4160
@akashpradhan4160 6 ай бұрын
Educated man.
@banty6350
@banty6350 6 ай бұрын
ଘୋଡ଼ା ଡିମ୍ବ ୬ ଥର ଯାଇଚି କିଛି କରିନି ହେଲା ଦେଖିବାକୁ ବି ଆସେନି କେବେ ଭୋଟ ବେଳେ ଆସିଚି
@soumyaranjansahoo67
@soumyaranjansahoo67 6 ай бұрын
Anubhav bhai nku Ana
@pkraut1550
@pkraut1550 6 ай бұрын
ଆପଣ ବା ଥିଲେ
@Princeharry-uo3mj
@Princeharry-uo3mj 6 ай бұрын
Swarthpar neta
@littoncool
@littoncool 6 ай бұрын
Aau naveen kan army wala ? Tamil ku dei soichi
@sks111s
@sks111s 6 ай бұрын
Jay shree ram
@banty6350
@banty6350 6 ай бұрын
ଆବେ ଯିଏ କଟକ ଲୋକ ସିଏ ଜାଣିଚି ମହତାବ କଣ ହେଲା ୬ ଥର ଯାଇଚି କେବେ ହେଲେ ଆସେନି କଟକ କୁ ଖାଲି ଭୋଟ ବେଳେ ଆସୁଚି
@rahulk934
@rahulk934 6 ай бұрын
Why the people and ruler of odisha is emphasizing one family Biju and nabin ....there are many other able ruler ..plz mention their names
@biswanathbiswal6016
@biswanathbiswal6016 6 ай бұрын
ଗାନ୍ଧୀ ହତ୍ୟାକାରୀ କୁ ଭାଜପା କାହିଁକି ମୁରଦାବାଦ କରୁନାହାନ୍ତି?
@kameswarbarik6891
@kameswarbarik6891 6 ай бұрын
A Loka MP Only Nija Paen Not For CTC... Amane Sabu Gote Gote Bhadua CTC Paen Kichi Kariparileni
@banty6350
@banty6350 6 ай бұрын
ଶଳା ଟାଉଟର ଟା ଖାଲି ଭୋଟ ବେଳେ ଆସେ ୬ ଥର ଗଲାଣି ବାଳ ଟା କରିଚି
@barnabapani5105
@barnabapani5105 6 ай бұрын
ଭର୍ତୁହରି, ବାବୁ ଦୀର୍ଘ ଦିନ ରସଗୋଲା ଖାଇଲେ ପରେ ମିଠା ପିତା ଲାଗିଲା, party ଛାଡ଼ିଲେ, କିଏ କହିବ ଆଗାମୀ ଦିନରେ,BJP, ର ରଙ୍ଗ ବେରଙ୍ଗ ହେଲେ ପୁଣି ନୁଆ ରଙ୍ଗ ବୋଳି ହେବେ
@rakeshpradhan3350
@rakeshpradhan3350 6 ай бұрын
Are tma vali murkha kehi nahanty,,,,Ketedin munda poti sahi thante.....Chali asile bhala kale.....
@subratnayak79
@subratnayak79 6 ай бұрын
ସବୁ ଠାରୁ ବେଲଜ୍ୟ ନେତା
@rakeshsahooofficial2402
@rakeshsahooofficial2402 6 ай бұрын
Brilliant manoj babu.. great jaurnalist ❤❤❤❤
@r.ngoutamdebadutta2142
@r.ngoutamdebadutta2142 6 ай бұрын
Educated man
@avayakumarbarik2882
@avayakumarbarik2882 6 ай бұрын
Jay shreeRam 🙏🏽❤️🙏🏽
@SofunnyAnimalsss
@SofunnyAnimalsss 6 ай бұрын
କେବେ ଲୋକ ଙ୍କ ପାଖକୁ ଆସିଛ ଗପ ପବଳ
@JYOTIRANJANDAS-bi6ls
@JYOTIRANJANDAS-bi6ls 6 ай бұрын
Great person
😜 #aminkavitaminka #aminokka #аминкавитаминка
00:14
Аминка Витаминка
Рет қаралды 2,3 МЛН
2 MAGIC SECRETS @denismagicshow @roman_magic
00:32
MasomkaMagic
Рет қаралды 19 МЛН
НАШЛА ДЕНЬГИ🙀@VERONIKAborsch
00:38
МишАня
Рет қаралды 3,3 МЛН
😜 #aminkavitaminka #aminokka #аминкавитаминка
00:14
Аминка Витаминка
Рет қаралды 2,3 МЛН