KHOLA KATHA EP 872 SEPTEMBER 19 2024 Exclusive Interview with Actor Manoj Mishra & Mamta Nanda

  Рет қаралды 588,761

OTV

OTV

Күн бұрын

Пікірлер: 1 300
@umakantarout1938
@umakantarout1938 3 ай бұрын
ମମତାର ଏଠି ବି ଅଭିନୟ ବହୁତ ବଢ଼ିଆ ହେଇଛି ।
@biprabardehury3172
@biprabardehury3172 3 ай бұрын
ମନୋରଞ୍ଜନ ସାର୍ ଆପଣ ପ୍ରଶ୍ନ ପଚାରିବା ଶୈଳୀ କୁ ମାନିବାକୁ ପଡ଼ିବ।ବହୁତ୍ ସୁନ୍ଦର୍ ଉପସ୍ଥାପନା କରି ଥିବାରୁ
@MinaNaik-im6dw
@MinaNaik-im6dw 3 ай бұрын
Right bro
@prativamohanty2195
@prativamohanty2195 3 ай бұрын
Bahut hi vala lagila
@GayatriAnchal
@GayatriAnchal 3 ай бұрын
Right 👍👍
@jamunaranipatra5723
@jamunaranipatra5723 3 ай бұрын
Jiye Anya ra swami ku akhi pakaye siye joi v naari Hou siye kese bhala nuhe
@khantiodia1289
@khantiodia1289 3 ай бұрын
@@biprabardehury3172 answer deba loka b bahut chalak
@kilogram382
@kilogram382 3 ай бұрын
ବାଃ ବାଃ କି ଏମୋସନାଲ୍ ଏକ୍ଟିଙ୍ଗ ମମତାଙ୍କର।😢😢😢😊
@AnanyaRout-bf2ie
@AnanyaRout-bf2ie 3 ай бұрын
Hmm pura acting hin laguchi
@abhilipsaacharya2750
@abhilipsaacharya2750 3 ай бұрын
😂
@sapnapradhan9596
@sapnapradhan9596 3 ай бұрын
କାହାକୁ କାହାକୁ ଲାଗୁଚି ଆ ପାଇଁ ପ୍ରତମ ସ୍ତ୍ରି କୁ ଡି ବର୍ଷ ଦେଲା ମନଜ ମିଶ୍ର ❤❤❤
@teachervloggerjunoon5867
@teachervloggerjunoon5867 3 ай бұрын
🤚
@KingSubrat-ko1pq
@KingSubrat-ko1pq 3 ай бұрын
Mamata pain
@PratibhaNayak-e6x
@PratibhaNayak-e6x 3 ай бұрын
ହଁ ଠିକ୍ କଥା ଏଇ ମମତା ହିଁ ମନୋଜ ଙ୍କୁ ଫୁସୁରେଇଛି ବାହାହେବା ପାଇଁ।ଆଉ ମନୋଜ divos ଦେଲା ପରେ ସଙ୍ଗେ ସଙ୍ଗେ ବାହା ହୋଇ ପଡ଼ିଲା।55 ବର୍ଷର ବୁଢ଼ା କୁ ବାହା ହେଲା।ତାଙ୍କୁ କଣ ଆଉ କିଏ ମିଳିଲେ ନାହିଁ। ଛି
@YajnaseneeRout
@YajnaseneeRout 3 ай бұрын
BILKUL PARAM RAN.I te
@SidharthMishra99
@SidharthMishra99 3 ай бұрын
Bhala karichi Divorce deiki,se kataki kali kandeiki ku kie bahahaba
@nilendripatra5891
@nilendripatra5891 3 ай бұрын
ସତ କଥା ଏବେ ଜଣାପଡିଲା ନିଜ ସ୍ତ୍ରୀ କୁ ଦୂରେଇବାର କାରଣ ମମତା ମିଶ୍ର କାହିଁକି କହୁଛି ତା କାରଣ ହୋଉଛି 8ବର୍ଷ ହେଲାଣି ଏମାନଙ୍କର ଭଲ ପାଇବା ନୂଆଁ ବାନ୍ଧବୀ ମିଳିଲା ଯେତେବେଳେ ପୁରୁଣାକୁ କିଏ ପଚାରେ ଯଦି ମୋନଜ କୁ ମମତା ଏତେ ବୁଝିଥିଲେ ତ କାହିଁକି ମାନା ଙ୍କ ସହିତ ନ ମିଶାଇ ନିଜେ ମିଶିଗଲେ ଏଇଟା ତ୍ୟାଗ ନଥିଲା ନିଜ ସ୍ୱାର୍ଥ ଥିଲା
@lushijena3203
@lushijena3203 3 ай бұрын
Right
@GourangaSabut
@GourangaSabut 3 ай бұрын
Right
@JyotishreeBehera
@JyotishreeBehera 3 ай бұрын
Thik kahicha
@NityanandaSahoo-ny1ko
@NityanandaSahoo-ny1ko Ай бұрын
ତାକୁ ବାହା ହବାପାଇଁ ତାର କୋଭିଡ ସମୟରେ ଅଭିନୟ ଥିଲା. ଲୋକ ଠିକ ଜାଣିଗଲେଣି.
@KabitaBiswal-k4o
@KabitaBiswal-k4o 3 ай бұрын
ମନୋଜ ମିଶ୍ର ନାରୀ ମାଂସ ଲୋଭୀ
@madhurihembram8234
@madhurihembram8234 3 ай бұрын
So what?😂
@KabitaBiswal-k4o
@KabitaBiswal-k4o 3 ай бұрын
So he did 😅
@rashmiranjan7660
@rashmiranjan7660 3 ай бұрын
Thanks to manoranjan sir ଆରେ ମମତା ମାଡାମ୍ ତୁମ acting କୁ ମାନୀବାକୁ ପଡିବ,
@Ganesh-148
@Ganesh-148 3 ай бұрын
😂😂
@Aengellinaafrindii
@Aengellinaafrindii 3 ай бұрын
😂😂😂😂😂😂really Mamta 😂😂😂
@SwarnamayeeMalik
@SwarnamayeeMalik 3 ай бұрын
Se serial re acting karu karu real life re bi acting kariba start kala
@ashishkumarmaharana143
@ashishkumarmaharana143 3 ай бұрын
ସମସ୍ତେ କମେଣ୍ଟ ପଢୁଥାଅ ମୁଁ ଚା ବିସ୍କୁଟ ର ବେବସ୍ତା କରୁଚି 😂😂😂
@ipsitapradhan1724
@ipsitapradhan1724 3 ай бұрын
😂😂
@khantiodia1289
@khantiodia1289 3 ай бұрын
Tk jaldi 😊
@akankshyachristabel
@akankshyachristabel 3 ай бұрын
Bhai 😅😅
@Barsha319
@Barsha319 3 ай бұрын
Coffee darkar 😂
@rudranshmenon7216
@rudranshmenon7216 3 ай бұрын
Hou😂
@Santoshvlogs671
@Santoshvlogs671 3 ай бұрын
କି ଅଭିନୟ 👌
@akhilchandrabarik6440
@akhilchandrabarik6440 3 ай бұрын
Mamta Nanda you are Great. I support your courage & Knowledge Since long I support Manoj Mishra. Lord Jagannath with your Family.
@RajasmitaMohanty
@RajasmitaMohanty 3 ай бұрын
Definitely one day will come Everything will be spoiled Mamata nanda is a very very bad lady
@anitapal3897
@anitapal3897 3 ай бұрын
Mamata nanda jadi bhala jhia hoei thanta ta hela mana ku puni manoj saha misie thanta nije baha heigala
@BudhadebSahu-h5j
@BudhadebSahu-h5j 3 ай бұрын
ଅଭିନୟ କରିଥିବା ରୁ ଧନ୍ଯବାଦ
@sidhikumari9025
@sidhikumari9025 3 ай бұрын
😂😂😂😂😂 bopalo
@sanvi5540
@sanvi5540 3 ай бұрын
home science honours mamata aunty jetiki munda sethire janaka ghara bhangi pare
@pranatipadhal8941
@pranatipadhal8941 3 ай бұрын
ମମତା, ଯୋଉ ସ୍ୱାମୀ ନିଜ ସ୍ତ୍ରୀ, ଯିଏ କି ଅନେକ ସ୍ବପ୍ନ ଦେଖି, ଅଗ୍ନି କୁ ସାକ୍ଷୀ ରଖି ମନୋଜ ର ହାତ ଧରିଥିଲା, ତାକୁ ଯଦି ମନୋଜ ଧୋକା ଦେଲା, ସେମିତିକା ସ୍ୱାମୀ ପାଖେ କୋଉ ସ୍ତ୍ରୀ ରହିବ? ତମେ ଯଦି ଚେଷ୍ଟା କରି ମନୋଜ ସହ ମାନା କୁ ମିଶେଇ ଦେଇଥାନ୍ତ, ତୁମେ ମାନା ର ନିଶ୍ୱାସ ପ୍ରଶ୍ୱାସ ରେ ରହିଥାନ୍ତ, କିଏ କହିପାରିବ ମମତା ର କପାଳ ବି ମାନା ପରି ନ ହେବ ବୋଲି
@Sj_food_vlog
@Sj_food_vlog 3 ай бұрын
ଧିକ୍ ତମ ବାପା ପଣିଆ କୁ। ସତରେ ଆପଣ ୨ଜଣ ଙ୍କୁ ମୋର ଆୟୀଠୁ ସାଷ୍ଟାଂଗ ଦଣ୍ଡବତ 🙏।
@Ganesh-148
@Ganesh-148 3 ай бұрын
Danda bata Dia Nahin 😂 Bhagaban Heiji be 😅
@madhusmitanayak4764
@madhusmitanayak4764 3 ай бұрын
😂
@pradipbehera.official46
@pradipbehera.official46 3 ай бұрын
ସୁନ୍ଦର ଆକ୍ଟିଂ
@itachisensei3306
@itachisensei3306 3 ай бұрын
Tate bhai kasta hauchi nai ki?? Sala pagalaaaa
@SuchitraKar-lb8wx
@SuchitraKar-lb8wx 3 ай бұрын
ତୁମେ ଯଦି ତାଙ୍କ ପରିବାର ସଜାଡି ପାରିଥାନ୍ତ ତେବେ ମହାନ ହୋଇଥାନ୍ତ କିନ୍ତୁ ଭାଙ୍ଗି ଦେଲ l ଅସୁସ୍ଥ ବେଳେ ମନୋଜ ଙ୍କର ଘରେ ଆଉ କେହି ନଥିଲେ ବାପା ମାଆ, ଭାଇ, ଭଉଣୀ ତୁମେ ଦେଶ ସେବା କଲ କୋଉ ସ୍ୱାର୍ଥ ରେ ଆଜ୍ଞା l କିଛି ଭଲ କରିନ ଥରେ ନିଜ ହୃଦୟକୁ ଥରେ ପଚାର
@JyotishreeBehera
@JyotishreeBehera 3 ай бұрын
Right sis
@scissor9916
@scissor9916 3 ай бұрын
ଆସିଲା କୋଶଳ ମୁଖ୍ୟମନ୍ତ୍ରୀ 😂
@bharatshreenu
@bharatshreenu 3 ай бұрын
😂😂😂
@bedabyashmotivation
@bedabyashmotivation 3 ай бұрын
Jay koshal
@anandasahu472
@anandasahu472 3 ай бұрын
Jay koshal 🚩
@mksvlog-ew8kg
@mksvlog-ew8kg 3 ай бұрын
Jay koshal
@siddharthtripathy3648
@siddharthtripathy3648 3 ай бұрын
Jai koshal
@pranitabehera2000
@pranitabehera2000 3 ай бұрын
Ati sundar acting 😂😂😂😂
@dalipradhan8953
@dalipradhan8953 3 ай бұрын
ଲଜ୍ୟା ନାହଁ ମନୋଜ ମିଶ୍ର ମୁହଁରେ ଝିଅ କୁ ଦୁଃଖ ଦେଇ ସ୍ତ୍ରୀ କୁ ଦେଇ ହସୁଛି ଛିଃ ଛି
@dillipkumar4237
@dillipkumar4237 3 ай бұрын
ମଉସା ଆଉ ମାଉସୀ
@JayaramMallick-iz6ny
@JayaramMallick-iz6ny 3 ай бұрын
ଆଠ ବର୍ଷ ପୂର୍ବରୁ ତୁ ମନୋଜ କୁ ଦେଉଥିଲୁ ବୋଲି ମନୋଜ ଆଜି ତା ସ୍ତ୍ରୀ କୁ ଛାଡ଼ି ଦେଲା! ଏଇ ସବୁ acter au actres ଆମ ଓଡ଼ିଆ ଙ୍କର ସତୀତ୍ୱ ପରମ୍ପରା କୁ ନଷ୍ଟ କରୁଛନ୍ତି
@amulyadehury3060
@amulyadehury3060 3 ай бұрын
ବହୁତ ସୁନ୍ଦର ପ୍ରଶ୍ନ କହିବାର ଶୈଳୀ sir
@rajkishoresahoo-r4v
@rajkishoresahoo-r4v 3 ай бұрын
ଆରେ ମନୋଜ ମିଶ୍ର ତୁ ଗୋଟେ ମାଘିଆ ଟେ
@sunitasingh4021
@sunitasingh4021 3 ай бұрын
Tame kemitia Bhai... Kahibo ki...?
@deepamalik4871
@deepamalik4871 3 ай бұрын
ଯାହାକୁ ଯିଏ ରସିଲା ମଲ୍ଲୀ ଫୁଲ ପରି ବାସିଲା କ'ଣ ବୁଝି ପାରୁଚତ ?😂😂😂
@RakeshRout-v6q
@RakeshRout-v6q 3 ай бұрын
ମନୋଜ ମିଶ୍ର ‌କେବଳ ଗୋଟିଏ ଝିଅ ର ବାପା ଏ ଦୁନିଆରେ ଅନେକ ବାପା ଓ ଝିଅ ଅଛନ୍ତି। ତାଙ୍କର ‌ଏହା ଗୋଟିଏ ନାଟକ ।
@binapanipattnaik6403
@binapanipattnaik6403 3 ай бұрын
Rite
@tsamantaray6541
@tsamantaray6541 3 ай бұрын
Right
@Mssamantra
@Mssamantra 3 ай бұрын
ଏ ପ୍ରେମ କେତେ ଦିନି ରହୁଚି dakhiba
@SuvidhaBhubaneswar
@SuvidhaBhubaneswar 3 ай бұрын
Bhala abhinaya kala
@sukantipanda5184
@sukantipanda5184 3 ай бұрын
ସବ୍ୟସାଚୀ ଓ ମନୋଜ ମିଶ୍ର ଏମାନେ ସବୁ ଗୋଟିଏ ନାଆ ର ନାଉରି
@pankajroutaray3063
@pankajroutaray3063 3 ай бұрын
Au jane achhi Anubhav,
@reenapadhy5586
@reenapadhy5586 3 ай бұрын
Au anubhaba
@akshayakumar8712
@akshayakumar8712 3 ай бұрын
ଜୟ ଶ୍ରୀ ରାମ 🙏🙏🙏
@guduridhi5828
@guduridhi5828 3 ай бұрын
ଏତେ ସୁନ୍ଦର ଝିଅ ତୁ ବୁଡ଼ା ପାଖ କୁ କଣ ପାଁଇ ଗଲୁ ତତେ ତ ସୁନ୍ଦର ସୁନ୍ଦର ଟୋକା ମିଳି ଥାନ୍ତେ ତତେ ବୁଢ଼ା ଏତେ ଭଲ ଲାଗିଲା ତୁ ଯୋଉ କର୍ମ କଲୁ ତୋତେ ଜୀବନ ସାରା ଲୋକେ ଘୁର୍ନା କରିବେ
@urmilabehera4171
@urmilabehera4171 3 ай бұрын
ମମତାର ଏଇ ଖରାପ କର୍ମ ପାଇଁ ତାକୁ ବୁଢ଼ା ମିଳିଲା ,ସେ ଯଦି ପ୍ରକୃତରେ ଏତେ ଭଲ ହୋଇଥାନ୍ତା ସେ କେବେ ବି କାହାର ସଂସାର ଭାଙ୍ଗି ନ ଥାନ୍ତା
@ajayaswain6025
@ajayaswain6025 3 ай бұрын
ବା ବା ରେ କି ଅଭିନୟ କରୁଚ ସିରିଏ ଲେ ସିନେମାରେ ଅଭିନୟ କରି କରି ଅଭ୍ୟାସ ହେଇଗଲା ନି
@basantasahoo425
@basantasahoo425 3 ай бұрын
କିଛି ନାଇ ସୁନ୍ଦର ଲୋଭ 😅
@seemamama7145
@seemamama7145 3 ай бұрын
Sabu katha jhia na re pelidauchhanti duijana misi...😂😂😂😂😂jou mane sahamata like kara..
@tejranluv3324
@tejranluv3324 3 ай бұрын
ତୁ ବହୁତ୍ ବଡ଼ ଜ୍ଞାନୀ, ପଣ୍ଡିତ ତ ...... ସେଥିପାଇଁ ଯାହାକୁ କମ୍ ଲୋକ ବୁଝିଛନ୍ତି ତାକୁ ତୁ ବୁଝିଚୁ ..... ଝିଅ name re sympathy ପାଇବାକୁ ଚାହୁଚି ..... ତୋ ମୁହଁ ରେ ଲାଜ ନାହିଁ ପିଲା ନ ମିଳିଲା ଭଳିଆ ବୁଢ଼ା କୁ ବାହା ହେଲୁ .....😡😡😡😡😡😡😡
@rjsoy4432
@rjsoy4432 3 ай бұрын
ତମକୁ ଏବେ ଖରାପ ଲାଗୁଛି, ଜୌଦିନ୍ Sushant Singh ପରି ଆଜି ନିଜ ଲଢେଇ ରେ ହାରି ଥାନ୍ଟେ ଯଦି Status ରେ Miss କରି ଥାନ୍ତ ଏହା ହିଁ ଚାହୁଁ ଛ, ଜିଂ ଥିବା ଅବସ୍ଥା ରେ କେହିଁ ସମାନ ଦିଅନ୍ତି ନି ମଲା ପରେ ସେ ଲୋକେ ହିଁ ଝିରନ୍ତି woo ଏହା ହିଁ ମଣିଷ ପଣିଆ 😢
@beenapanipanda8362
@beenapanipanda8362 3 ай бұрын
Amiti harami bahut achanti mamata bhali ghare bhangi
@lipansahu6518
@lipansahu6518 3 ай бұрын
ଓଡିଶା ବାସି ସମସ୍ତେ ସୁଣନ୍ତୁ ମୋନଜ ମିଶ୍ର କେତେ ଚାଲାଗିରେ କଥା କହୁଚି ସୁଣନ୍ତୁ 😡😡
@prajnamohanty5197
@prajnamohanty5197 3 ай бұрын
Laja sarama nahi monaj ku
@deepakmohanty1086
@deepakmohanty1086 3 ай бұрын
Right 👍👍👍
@SamuelRaja-s8p
@SamuelRaja-s8p 3 ай бұрын
Tamar Kan pain gandi fatuchi
@Ganesh-148
@Ganesh-148 3 ай бұрын
Ahi sabu Actting Re Bhala Lagiba 😂​@@prajnamohanty5197
@cuty.artist.4
@cuty.artist.4 3 ай бұрын
Manoj Mishra ro Fake smile wala acting mast lage 😂😂😂
@bapi2988
@bapi2988 3 ай бұрын
ମମତା ଜଦି ମନୋଜ ସହିତ ରିଲେଶନରେ ନଥାନ୍ତା ତାଙ୍କର ଦିଭସ୍ ବି ହୋଇନ ଥାନ୍ତା
@KoushalJena
@KoushalJena 3 ай бұрын
Ri8
@parsurambhoi8518
@parsurambhoi8518 3 ай бұрын
Ri8
@bindusmitamantry3192
@bindusmitamantry3192 3 ай бұрын
Jadi mamata mishra villian then archita b villian
@Guddyrubi99
@Guddyrubi99 3 ай бұрын
Sabyankara child nai that to be 15 years wala 😂😂
@NandiniAlda-iz2op
@NandiniAlda-iz2op 3 ай бұрын
ମୋତେ ଏ ଦ୍ଵିତୀୟ ବିବାହ ଭଲ ଲାଗୁ ନି ଗୋଟେ ଝିଅ ଥାଉ ଥାଉ ଆଊ ଜଣ କୁ ବିବାହ କରିବା ମୋତେ ଭଲ ଲାଗେ ନି ଛି
@abinashkumarsamal2802
@abinashkumarsamal2802 3 ай бұрын
Tora gandi kn pain fatuchi aga kaha
@hemantamahakur9123
@hemantamahakur9123 3 ай бұрын
Suibu ja. Re
@watch_more_ritesh
@watch_more_ritesh 3 ай бұрын
@@hemantamahakur9123 bed tk sajeiki rokhe asuchhi suibaku
@watch_more_ritesh
@watch_more_ritesh 3 ай бұрын
@@hemantamahakur9123 bed tk sajeiki rokhe asuchhi suibaku
@watch_more_ritesh
@watch_more_ritesh 3 ай бұрын
​Bed sajeiki rokhe asuchhi suibaku​😅😅@@hemantamahakur9123
@subashrath2571
@subashrath2571 3 ай бұрын
ମମତା ନନ୍ଦ ଯଦି କହୁଛନ୍ତି ମୁ ତାଙ୍କୁ ରୋଗ ରୁ ବଂଚେଇଲି ତାଙ୍କ ମାନସିକ ଦୁଶ୍ଚିନ୍ତା ଦୂର କଲି , ଏ ସବୁ ସେ ଗୋଟେ ସାଙ୍ଗ ହିସାବରେ ବି କରିପାରି ଥାନ୍ତେ , girlfriend ହେଇ କରିବା କଣ ଜରୁରୀ ଥିଲା ?????????????????????????????????????????????????????????????????????????¿??????????????????????????????????????????????????????????????????????????????????????????????????????????
@Ganesh-148
@Ganesh-148 3 ай бұрын
Nahin Tara Agathhu Kichhi Hauthhila 😂😂.
@gudisamal5131
@gudisamal5131 3 ай бұрын
God bless you ❤❤❤❤❤
@PRIYANKADASH-ln4gv
@PRIYANKADASH-ln4gv 3 ай бұрын
Bahut sundar acting mamata nanda
@sadhudas2758
@sadhudas2758 3 ай бұрын
ସ୍ତ୍ରୀ ମାନେ ମା ଅପେକ୍ଷା ସ୍ବାମୀ କୁ ଅଧିକ ବୁଝିପାରନ୍ତି । ହା ହା
@LDLIPI
@LDLIPI 3 ай бұрын
Ethire hasibare kn achi??
@dharmabratasethi1727
@dharmabratasethi1727 3 ай бұрын
ମମତା ନନ୍ଦ ସୁନ୍ଦର ଦେଖାଯାଉଛନ୍ତି..
@jyotipravaqueen2507
@jyotipravaqueen2507 3 ай бұрын
Sundar dekha gale kn haba budha ta ku ta baha hela labha kn Sundar heiki ...jadi bhala Guna nathiba tahele saundarya Thai lava kn
@pankajroutaray3063
@pankajroutaray3063 3 ай бұрын
Tu taku to ghara ku neija
@ajitroman4787
@ajitroman4787 3 ай бұрын
Mamata Nanda ra age keta
@murmusirentertainment3885
@murmusirentertainment3885 3 ай бұрын
Mal ta
@ashokgouda1352
@ashokgouda1352 3 ай бұрын
@@ajitroman4787 35matra
@pujavlogs9937
@pujavlogs9937 3 ай бұрын
ଏ ମନୋଜ୍ ସଳI ହାରାମି ସବୁ କଥା ଟIଳି ଦଉଛି ଖାଲି ଝିଅ ନା କହି ... କଉ ଝିଅ ଚାହିଁ ବନି ତା ବାପା ତା ମା କୁ ଛାଡି ଆଉ କାହାକୁ ବାହା ହଉ 😡😡
@khushirishilifetv9208
@khushirishilifetv9208 3 ай бұрын
ସୁନ୍ଦର ଅଭିନୟ
@IRONFIST1580
@IRONFIST1580 3 ай бұрын
To baala
@sadhudas2758
@sadhudas2758 3 ай бұрын
ହୋ ଓଟିଭି ସାମ୍ବାଦିକେ, ଜଣେ ତୃତୀୟ ବିବାହ କରିଥିବା ଲୋକକୁ ଇଣ୍ଟରଭିଉ କୁ ପୁଣି ଡାକ । ଏଥିରୁ ଲୋକେ କଣ୍ ଶିଖିଲେ ?
@sanghamitradas371
@sanghamitradas371 3 ай бұрын
Thik kahila
@allentertainmentchannelsuk5166
@allentertainmentchannelsuk5166 3 ай бұрын
Manoj Mishra tama bhalia alru faltu lokar nuha se gotie actor best actor
@GuruCharanRout-lu7ch
@GuruCharanRout-lu7ch 3 ай бұрын
Duijanajaka Faltu persen.
@monalisamishra3560
@monalisamishra3560 3 ай бұрын
ମମତା ବୋହୁତ ଭଲ ନିଷ୍ପତି ନେଲେ.. ଦୁନିଆଁ ଯାହା କହୁ... ଖରାପ୍ situation ରେ କେହି ଆସିବେନି... ଖାଲି ଉପଦେଶ ଦେବେ... ଆଗକୁ ବଢ଼... ଭଗବାନ ତୁମକୁ ଆଶୀର୍ବାଦ ଦିଅନ୍ତୁ....❤❤❤❤
@SwagatikaRout-r5k
@SwagatikaRout-r5k 3 ай бұрын
Anya r ghara vangi kie kebe agaku badhini ki badhiparibni... God b kebe blessings debeni...ok
@LDLIPI
@LDLIPI 3 ай бұрын
Sata katha kehi asibeni sath dabku khali vasana dabku asibe kaha katha sunani mana kharab karani valare ruha❤
@sanvi5540
@sanvi5540 3 ай бұрын
jetebele struggle karuthila paisa nathila gharabhada lagi stree ku khande chata dei paru nathila au chua janma ta kete kasta 10 mas jie garbhare dharichi se stree janichi seta kasta nue? di din re mamata asiki gandi dhoi dela naka pochi dela mahan hei gala.. odia sanskruti ebhalia gharabhangi gudaka lagi nasta hauchi.. nija bhauni jhia sa hele kete asirbad kariba
@SwagatikaRout-r5k
@SwagatikaRout-r5k 3 ай бұрын
Actually gote married person hni bujhi parib ...au gote wife hni bujhi parib j nija jhia au wife ku chhadi jadi gote swami au kahaku mrg kare ...fir ek 15 years jhia thai ki....au kehi bujhi paribeni...nija upare padild janibe kasta ta kemit lage...n hele khali Murkha nka vali speech daba janichhanti....😏😏😏
@SwagatikaRout-r5k
@SwagatikaRout-r5k 3 ай бұрын
@@sanvi5540 it's the right answer....Didi joumane kasta bujhiparithante tahale emit blessings deinthante....emane kuade odia..
@snigdhanjalipanda8989
@snigdhanjalipanda8989 3 ай бұрын
ତମେ ଚାହିଁଥିଲେ ଆଉ କାହାକୁ ବାହାହୋଇଥାନ୍ତ ଗୋଟେ ସଂସାର ଭାଙ୍ଗି ବାହାହେବା ଭୁଲ ତମେ ଆଠବର୍ଷ ହେଲା ତାଙ୍କ ଲାଇଫରେ ପଶି ଗୋଟେ ଝିଅଠୁବୋପାକୁ ଛଡେଇବାଭୁଲ କେବେ ଭଲରେ ରହିବୁନାହିଁ
@madhurihembram8234
@madhurihembram8234 3 ай бұрын
Hou tame hele bhala re ruho😂
@Twinklepradhan12
@Twinklepradhan12 2 ай бұрын
Kaha katha no suni agaku new life Start Karantu.. god Bless you Both of you ❤
@priyankapradhan3664
@priyankapradhan3664 3 ай бұрын
God bless you both.. Khushire ruhantu.. ❤❤❤
@LipikaSwain-u4s
@LipikaSwain-u4s 3 ай бұрын
Mamata dii Vali pratek jhia haba darkar
@MarvelLoverNew
@MarvelLoverNew 3 ай бұрын
​@@LipikaSwain-u4s na emiti jhia darkar nahi kahaku. 8 years helani relation re thila ,setebele manoj married thila. Camera agare acting chalichi. Mana Mishra actor nuhe na sethipain jaha asuchi munhaku kahijauchi, seithipain se kharap au ye bhala hauchanti.
@Runisamal-i6d
@Runisamal-i6d 3 ай бұрын
ଏଇ ଭଳି ଲୋକ ମାନଙ୍କୁ ଡାକି ସମାଜକୁ କାହିଁକି କଳୁଷିତ କରୁଛନ୍ତି
@abinashkumarsamal2802
@abinashkumarsamal2802 3 ай бұрын
Tora Kain fatuchi 😂😂
@RakhiPanda-x5n
@RakhiPanda-x5n 3 ай бұрын
Tu mg ta bhala loka ta
@Runisamal-i6d
@Runisamal-i6d 3 ай бұрын
@@RakhiPanda-x5n ତୁ ବୋଧେ ସେଇ ଜାତିର ତୋତେ କଷ୍ଟ ଲାଗୁଛି
@RakhiPanda-x5n
@RakhiPanda-x5n 3 ай бұрын
@@Runisamal-i6d tu ta mg Thik ki re
@RakhiPanda-x5n
@RakhiPanda-x5n 3 ай бұрын
@@Runisamal-i6d cast katha kahu6u
@dhananjayhembram1084
@dhananjayhembram1084 3 ай бұрын
Film bala kara ta au kichi nai khali second baha ghara ❤❤❤❤
@dhrutarastrasahu4476
@dhrutarastrasahu4476 3 ай бұрын
Jay maa samalei 🙏🏿🙏🏿
@GangotreeNayak-f2v
@GangotreeNayak-f2v 3 ай бұрын
Salutes Manoranjan sir..
@MISHIKA833
@MISHIKA833 3 ай бұрын
Mamata tame vala karina chhi chhi sansara vangiba bala
@RinkyPradhan-tb2mu
@RinkyPradhan-tb2mu 3 ай бұрын
Nice acting madam 😮😮😮
@meenasethivlog6693
@meenasethivlog6693 3 ай бұрын
ବେଧେଇ ତୋଠୁ ଭଗବାନ ଛଡେଇ ନେବେ ଛି ତୋ ଜୀବନ ତୁ ସେ ମନା ଅପା ଲୁହରେ ଶାନ୍ତିରେ ନିଶ୍ୱାସ ନେଇ ପାରିବୁନି ତୁ ରାଣ୍ଡି
@AmitaSasmal-wl6sq
@AmitaSasmal-wl6sq 3 ай бұрын
Bahut acting....supeeer
@Milimishradesikitchen
@Milimishradesikitchen 3 ай бұрын
ମନୋଜ ଓ ମାନା ଙ୍କ ସମ୍ପର୍କ ଠିକ୍ ହୋଇଥାନ୍ତା ଯଦି ମମତା ମନୋଜ ଙ୍କ life ରେ ଆସି ନ ଥାନ୍ତେ
@itachisensei3306
@itachisensei3306 3 ай бұрын
Mamta asiba agaru mana monoj alaga hei sarithile. Mana ek number chandi taaa
@MarvelLoverNew
@MarvelLoverNew 3 ай бұрын
​@@itachisensei3306 kie kahila ?
@bharatisingh554
@bharatisingh554 3 ай бұрын
ସୁନ୍ଦର ଅଭି ନୟ ବଃା ରେ 😡😡😡
@sailubaral8063
@sailubaral8063 3 ай бұрын
ହିନ୍ଦୁ ଧର୍ମ ରେ ଦିତୀୟ ବିବାହ ଉଚିତ୍ ନୁହେଁ ।ଯଦି ଗୋଟେ ସ୍ବାମୀ ର ସ୍ତ୍ରୀ ମରିଯାଏ ତେବେ ବିବାହ କରିବା ଉଚିତ୍ । ଗୋଟେ ସ୍ତ୍ରୀ ଅଛି ତାଙ୍କ ର ଗୋଟେ ଛୁଆ ଅଛି ଆପଣ କେମିତି ବିବାହ କରିଦେଲେ ? ସେ ଯାହା ବି ପରିସ୍ଥିତି ହେଉ ଏ ସମାଜ କେବେ ବି ଆପଣଙ୍କୁ ଭଲ ପାଇବା ଦେବେନି !
@bijaylaxmipanda6402
@bijaylaxmipanda6402 3 ай бұрын
Really very sad 😢😢 so sweet mamata❤❤❤ bahut vala jhia tia.....🥰
@anjalidhalsamant3352
@anjalidhalsamant3352 3 ай бұрын
Mamata nka personality bahuta sunder.
@SoudaPradhan-hr4ue
@SoudaPradhan-hr4ue 3 ай бұрын
Write
@amahandishala4870
@amahandishala4870 3 ай бұрын
Ghara bhanga & odisha bhanga
@Ashishdas-xe9uu
@Ashishdas-xe9uu 3 ай бұрын
ମମତା ଦିଦି ସୁଭଦ୍ରା ଟଙ୍କା ପାଇଚ ନା ?😂😂
@rasmitalenka9449
@rasmitalenka9449 3 ай бұрын
😂😂 kuch bhi
@thenssom9282
@thenssom9282 3 ай бұрын
@@rasmitalenka9449maghiya re 😂bala kauthu kauthu katha sikhu6 bhai😂
@madhusmitanayak4764
@madhusmitanayak4764 3 ай бұрын
😂
@kumarchandanpati1992
@kumarchandanpati1992 3 ай бұрын
😂
@shasankamajhi2210
@shasankamajhi2210 3 ай бұрын
ଭାଇ ତମ ସୁଭଦ୍ରା ଙ୍କୁ ଦେଇ ଦିଅ
@drdworld182
@drdworld182 3 ай бұрын
Drama bhala lagila 👏👏👏👏👏👏👏👏
@prabhukalyansahoo4528
@prabhukalyansahoo4528 3 ай бұрын
Manoj Bhai 👍 fearless, tells people upfront & a talented actor overall.
@manojkumar-gj8ym
@manojkumar-gj8ym 3 ай бұрын
Wow ki acting re
@madhusmita910
@madhusmita910 3 ай бұрын
ଭାରି ଅଭିନୟ କରୁଛୁ ଛି ଛି
@creativepandasbp8008
@creativepandasbp8008 3 ай бұрын
Monoj mishra n Mamta Mishra stay blessed
@PuriToka91
@PuriToka91 3 ай бұрын
କାଇଁ ଗୋଟେ ଗରିବ କୁ ବାହା ହେଇକି ତାକୁ ରକ୍ଷା କରିଲୁନି
@BirGazal_Kola
@BirGazal_Kola 3 ай бұрын
କାଇଁ ଅସୁବିଧା ତୋର କଣ ହଉଛି କି.. ଖୋଜି ଦେଲୁନି ବାହା ହେଇଥାନ୍ତା..
@PuriToka91
@PuriToka91 3 ай бұрын
@@BirGazal_Kola ତୋତେ ଭାରି ପୋଡ଼ା ହଉଚି
@BirGazal_Kola
@BirGazal_Kola 3 ай бұрын
@@PuriToka91 ତୋର ତ ପୋଡା ହେଲା ବୋଲି କାମେଣ୍ଟ କଲୁ..
@bharatshreenu
@bharatshreenu 3 ай бұрын
😂😂😂
@MohapatraRajaOfficial2443
@MohapatraRajaOfficial2443 3 ай бұрын
Nice video otv news
@somanath9869
@somanath9869 3 ай бұрын
ଏଇଟା କଉ ସିରିଆଲ୍ ର ଡାଇଲଗ୍ ମାଡାମ୍
@kamalakanta7551
@kamalakanta7551 3 ай бұрын
ଏଇ ମମତା ନନ୍ଦ ପାଇଁ ମନୋଜ ମିଶ୍ର ଝିଅ ର ଜୀବନ ବର୍ବାଦ କରିଦେବ
@MY.VIEW.REVIEW
@MY.VIEW.REVIEW 3 ай бұрын
Excellent couple.❤
@SuryakantiBehera-lj5jv
@SuryakantiBehera-lj5jv 3 ай бұрын
Love you bro and didi❤❤❤
@rudrakhiroy5890
@rudrakhiroy5890 3 ай бұрын
ଏଇ କଥା kareena kapoor ବି କହିଥିଲେ ଯେ ସେ ବାହା ହେଲା ପରେ ଆଉ ଛୁଆ କରିବେନି , ଏବେ ଦୁଇ ଟା ଛୁଆର ମା 😂
@Riyanshi-Nupur20.
@Riyanshi-Nupur20. 3 ай бұрын
Right ✅
@ONLY_YOU_AND_ME
@ONLY_YOU_AND_ME 3 ай бұрын
Right...wait & watch...
@Ganesh-148
@Ganesh-148 3 ай бұрын
Right
@puspanjalijena3190
@puspanjalijena3190 3 ай бұрын
😂😂😂😂
@uff_x_sasmita
@uff_x_sasmita 3 ай бұрын
ଆଲୋ ମା ଏଇଟା ନାଗୁଣୀ ସିରିଲ୍ ନୁହଁ ତୁ ପୂଜା ପାଠ କରି ବଞ୍ଚେଇ ଦେଲୁ ତୁ 😅 ଘର ଭାଙ୍ଗି 😂
@bharatshreenu
@bharatshreenu 3 ай бұрын
😂😂😂
@tapaswinisethi1569
@tapaswinisethi1569 3 ай бұрын
😂😂😅
@sonalikadas9800
@sonalikadas9800 3 ай бұрын
Mamata mam Jay Jagannath tm distinction prefect samaste Khali Anya ku dosa dianti.a dunia jetebele Manoj sir nku para kala tm nijar kala, God bless you ❤❤❤❤
@Subham_saswat
@Subham_saswat 3 ай бұрын
Chamatkar abhinaya
@Manu-nz8gx
@Manu-nz8gx 3 ай бұрын
ଶୁଭେଚ୍ଛା ଉଭୟଙ୍କୁ ❤
@ankeetasahu1986
@ankeetasahu1986 3 ай бұрын
Nice acting
@kathabikabitabi4312
@kathabikabitabi4312 3 ай бұрын
ନିଜ ପରିବାର କୁ ଦୁଇଭାଗ କରି ଓଡିଶା ଦୁଇଭାଗ କରିବା କଥା କହୁଥିବା ନିର୍ଲୋଜ ଲୋକଟା ଛି
@ashalatapanda5463
@ashalatapanda5463 3 ай бұрын
ଯିଏ ସଫର୍ କରୁଚି, ସେ ହିଁ ଜାଣେ ଯନ୍ତ୍ରଣା କଣ।
@bijaylaxmibiswal2581
@bijaylaxmibiswal2581 3 ай бұрын
Mamta madam you are great ❤❤❤ Aapanmane khusire ruhantu..
@sudhansu2273
@sudhansu2273 3 ай бұрын
Nice speech Madam
@SavitaNath-j7y
@SavitaNath-j7y 3 ай бұрын
ମମତା ଝିଅ ପାଇଁ ଭଲ କଥା କହିଛନ୍ତି ଜଦି ଏତେ ଭଲ ଚିନ୍ତା କରୁଥିଲେ ମନୋଜ ମିଶ୍ର କୁ ତାଙ୍କ ଝିଅ ପାଇଁ ପ୍ରଥମ ସ୍ତ୍ରୀଙ୍କ ସହିତ ରହିବାକୁ ଦେଲେନି ନିଜେ ସେ ଜାଗା ମାଡିବସିଲେ କେମିତି ସେ ଝିଅ ପାଇଁ ମନୋଜ ମିଶ୍ର ପ୍ରଥମ ସ୍ତ୍ରୀଙ୍କ ସହିତ ରହିବାର ଥିଲା
@KabitaBiswal-k4o
@KabitaBiswal-k4o 3 ай бұрын
Mamta didi nku jetiki pasand karuthile odisha basi ebe setiki ghruna karuchanti
@malatilataproduction8818
@malatilataproduction8818 3 ай бұрын
ମିଶ୍ରବାବୁ କଣ କେବେ ଆତ୍ମହତ୍ୟା କରିବାକୁ ଯାଉଥିଲେ କି ମମତା ମାଡାମ ତାଙ୍କୁ ବଞ୍ଚାଇଲେ l ଛାଡ଼ପତ୍ର ପରେ ବିବାହ ନା ପରକୀୟା ପ୍ରୀତି ପାଇଁ ଛାଡ଼ପତ୍ର ହୋଇଥିଲା l ଛୁଆ ପାଇଁ ସତ ପ୍ରେମ ଅଛି ତ ମାଡାମ କଣ କେବେ ଛୁଆ ଜନ୍ମ କରିବେ ନାହିଁ କହିପାରିବେ?
@sukantipanda5184
@sukantipanda5184 3 ай бұрын
ଏ ଯୁଗର ସାବିତ୍ରୀ 🤣🤣😜😜
@dillippanda2603
@dillippanda2603 3 ай бұрын
ହୋଉ ଭଗବାନ ସମସ୍ତଙ୍କୁ ଭଲରେ ରଖଙ୍କୁ
@MainaMaina-m7i
@MainaMaina-m7i 3 ай бұрын
Mamata mad tame tike karicha ki gate jia ra papa chadei nela au tame abe kushi ta🙏
@tapannaik1563
@tapannaik1563 3 ай бұрын
Best of luck Manoj sir.
@manasjena3740
@manasjena3740 3 ай бұрын
Luv u both Manoj bhai n Mamta vauja, special thnx to vauja
@biswaranjansha2929
@biswaranjansha2929 3 ай бұрын
ମମତା ତାହେଲେ ଆଠ ବର୍ଷ ହେଲାଣି ମନୋଜ ମିଶ୍ର ଘର ଭାଙ୍ଗିଲାଣି 😡
@tapaswininayak2049
@tapaswininayak2049 3 ай бұрын
ଆରେ ମନୋଜ ମିଶ୍ର ତୁ ତୋ କହିବୁ ତୋର ଦେହ ସୁଖ ଦରକାର୍ ତୁ କାଇଁ ଅଭିନୟ କରୁଚୁ କିରେ , ଆଉ ଏ ମମତା ନନ୍ଦ ତୁ ତ ପର ସିନ୍ଦୂର କୁ ଜବର୍ ଦଖଲ କଲୁ କାଇଁ ନାଟକ କରୁଛୁ ବେଶୀ,, ଏ ଦୁଇଟା ଅସାମାଜିକ ଲୋକ ଙ୍କୁ ଦେଖିଲେ ରାଗ ଲାଗୁଛି ବିରକ୍ତି ଲାଗୁଚି
@lipansahu6518
@lipansahu6518 3 ай бұрын
ଠିକ କହିଛନ୍ତି
@lipansahu6518
@lipansahu6518 3 ай бұрын
ଚୋରଣି 8 ବର୍ଷ ହେଲା ପ୍ରେମ କରୁଥିଲା 🤦🏾‍♂️
@teachervloggerjunoon5867
@teachervloggerjunoon5867 3 ай бұрын
​@@lipansahu6518🤣🤣🤣
@itachisensei3306
@itachisensei3306 3 ай бұрын
Samaste to bhalia hystriaa nuhe naaa.... 😂😂😂
@naliniraut9411
@naliniraut9411 3 ай бұрын
ଜଣକୁ ଛାଡି ତୁମକୁ ବାହା ହେଲେ ତୁମକୁ ଛାଡି କାହିଁକି ଆଉ ଅନ୍ୟ କୁ ବାହା ନ hebe
@PritiraniPrusty
@PritiraniPrusty 3 ай бұрын
ସେ ମମତା 8 ବର୍ଷ ହେଲା ମନୋଜ ର ସବୁ କେୟାର ବୁଜୁଛି କାହିଁକି ସେ ସ୍ଵାମୀ ସ୍ତ୍ରୀ ଙ୍କୁ ବୁଝା ଇ ଏକାଠିକରି ପାରି ଲା ନି
@mottupatlu8376
@mottupatlu8376 3 ай бұрын
ଝିଅ ପାଇଁ ଏମାନେ ପୁଣି କୁଆଡ଼େ ବାହା ହୋଇଛନ୍ତି ଯେମିତି ଏମାନଙ୍କର ଆଉ କିଛି ଉଦ୍ଦେଶ୍ୟ ନଥିଲା | କାଇଁ ଏଇ ଫାଲତୁ କଥା ଶୁଣୁଚ଼ | କଣ ପାଇଁ ମେଡିକାଲରେ ତାଙ୍କ ସମ୍ପର୍କ୍ରୀୟ ନଥିଲେ ତମେ କଣପାଇଁ ଥିଲ ?
@naliniraut9411
@naliniraut9411 3 ай бұрын
ହାତ ଧରି ବଞ୍ଚାଇଲ ବୋଲି ଅନ୍ୟ ସ୍ୱାମୀ କୁ ନେଇ ଗଲ
@JyotishreeBehera
@JyotishreeBehera 3 ай бұрын
Thik kahicha
黑天使被操控了#short #angel #clown
00:40
Super Beauty team
Рет қаралды 61 МЛН
REAL or FAKE? #beatbox #tiktok
01:03
BeatboxJCOP
Рет қаралды 18 МЛН
Chain Game Strong ⛓️
00:21
Anwar Jibawi
Рет қаралды 41 МЛН
黑天使被操控了#short #angel #clown
00:40
Super Beauty team
Рет қаралды 61 МЛН