କିଛି ଖରାପ୍ ଲୋକ ଙ୍କୁ ରୋକ୍ ଠୋକ୍ ଜବାବ୍😡🤫||

  Рет қаралды 152,302

ManasMadhu vlogs

ManasMadhu vlogs

Күн бұрын

Пікірлер: 2 300
@Shree_109
@Shree_109 12 сағат бұрын
ଅମଣିଷ ଲୋକ ହିଁ ସହି ପାରନ୍ତିନି ଖୁସିର ପରିବାରକୁ😅କିଏ ମୋ କଥାରେ ଏକମତ ଲାଇକ୍ କର👍❤
@rakeshsahu7688
@rakeshsahu7688 11 сағат бұрын
True
@ARESH.SIPRA-DAS
@ARESH.SIPRA-DAS 10 сағат бұрын
Satare bhauni amanisa sahiparantini
@sarmistatarini4324
@sarmistatarini4324 10 сағат бұрын
Hmmm
@SagarikaMohanty124
@SagarikaMohanty124 10 сағат бұрын
Hn Manas bhai or madhu didi mu tama thu bada hebi ki sana hebi mu jani hele mu aji kahuchi mu ete busy re thaibi Sabubele tuma video dekhe hele kebe massage deipareni kn karibi sethipani mu ଦୁଃଖିତ family is so beautiful ❤️❤️ happy family kahara najara na lagu bhagawan nk pakhare 🙏🙏
@pratimaacharya4205
@pratimaacharya4205 10 сағат бұрын
Right 👍
@OdiaGKExpress900
@OdiaGKExpress900 11 сағат бұрын
ବୋଉ ପୁରା ଭଲକି ଜବାବ ଦେଇଛନ୍ତି ଅଶିକ୍ଷିତ ମାନଙ୍କୁ 😊😊❤❤❤
@sumitrasamal870
@sumitrasamal870 6 сағат бұрын
Deba darkar.snake manaku khira dei posile semane chota maranti.😊😊😊
@KuniBadatya-c4r
@KuniBadatya-c4r 9 сағат бұрын
କଣ୍ଟେଇ ଭାଉଜଙ୍କ ବହୁତ ସୁନ୍ଦର କଥାଟି ଶୁଣି ବହୁତ ଭଲ ଲାଗିଲା ମହାପ୍ରଭୁ ଆପଣଙ୍କ ପରିବାର କୁ ସଦାସର୍ବଦା ଘଣ୍ଟ ଘଡାଇ ରଖିଥାନ୍ତୁ ଜୟ ଜୟ ଶ୍ରୀ ଜଗନ୍ନାଥ 🙏🙏🙏🙏🙏
@lijadas1910
@lijadas1910 Сағат бұрын
Outstanding family 👌👌 bhagwan sabu bele amiti khusire rokhontu 🙏🙏
@archanarath-90
@archanarath-90 6 сағат бұрын
So sweet family, emiti bonding Tama family re sabudina rahu,au madhu ku dekhile khushi lage,au ama nua Bhauja rani bi ate Sundar.....
@jyotirmayeemohapatra4531
@jyotirmayeemohapatra4531 2 сағат бұрын
ତୁମେ ସୋସିଆଲ ମିଡ଼ିଆ ରେ ତୁମର activities ସମସ୍ତଙ୍କୁ ଦେଖିବା ପାଇଁ ଛାଡୁଚ ତୁମ ଘରେ ପସି କେହି ତୁମ personal life re interference କରୁ ନାହାଁନ୍ତି। ତୁମ vlogs ଦେଖି କାହାକୁ କଣ reaction ହବ ତା ମାନେ ତୁମେ ଏଭଳି ଭାଷା କହିବା କେତେ ଦୂର ଠିକ୍।
@sambitrout4325
@sambitrout4325 21 минут бұрын
💯 2💯 thik tume ahiiki ete interfere karucha tume tuma life re kn perfect person. Are😡😡😡😡😡
@rinkysahoo5126
@rinkysahoo5126 8 сағат бұрын
God bless u Bhai didi and bou 🙏❤
@Storywithparijata
@Storywithparijata 10 сағат бұрын
ଭାଉଜ ସତରେ ଏତେ ସୁନ୍ଦର କେମିତି ହେଲେ, ଆମ କୁ ବି ପ୍ରଭୁ tk ନଜର ଦିଅ 😂 ଭାଉଜ କୋଉ job karanti❤❤😊
@SilaDas-h9v
@SilaDas-h9v 8 сағат бұрын
Happy family ❤❤❤❤❤Love You Maa ❤️ ❤❤❤ i like you Bhauja and didi
@PriyatamaBehera-t9x
@PriyatamaBehera-t9x 8 сағат бұрын
ମାଉସୀ ଭାଇ and all family ପ୍ରଣାମ 🙏 ଆଜି ଆପଣମାନଙ୍କର Q&A blog ଦେଖିକି ବହୁତ୍ ଭଲ ଲାଗିଲା କିଛି ଲୋକଙ୍କୁ ଠିକ୍ ଜବାବ୍ ଦେଇଛନ୍ତି 🙏😃 ସତ କହିବାକୁ ଗଲେ ମୋ ମନ ଯେତେବେଳେ ଭଲ ନଥାଏ ମୁଁ ଆପଣଙ୍କ Blog ଦେଖେ ଆଉ ଦୁଃଖ କଷ୍ଟ ଭୁଲି ଯାଏ 🥹ଆପଣ ମାନେ ବହୁତ୍ ବହୁତ୍ ଭଲ 🥰🥰love you so much and God bless you 🙏🙏
@jyotsnaranimuduli9350
@jyotsnaranimuduli9350 11 сағат бұрын
ମାଉସୀଙ୍କ କଥାସବୁ ପୁରା ରୋକ୍ ଠୋକ୍ ଓ ମନ ଛୁଆଁ👌👌. ଏହିଭଳି ମା ଓ ଶାଶୁ ସମସ୍ତଙ୍କୁ ମିଳନ୍ତୁ 🙏
@itishreemohapatra4503
@itishreemohapatra4503 9 сағат бұрын
Right 👍
@GopalRanjanMohanty-tq2mc
@GopalRanjanMohanty-tq2mc 6 сағат бұрын
Right
@sumitrasamal870
@sumitrasamal870 6 сағат бұрын
Right 👍😊😊
@BabyRaul-mz1rm
@BabyRaul-mz1rm Сағат бұрын
Love u
@odiavloggersomali3609
@odiavloggersomali3609 12 сағат бұрын
ମନ ଖୋଲିକି ଯିଏ କଥା କୁହେ ସେ ସବୁବେଳେ ସମସ୍ତଙ୍କର ପ୍ରିୟ ହୁଏ ଆଜ୍ଞା 🙏🙏ତାଙ୍କ ଫାମିଲି ରେ ନିଜ ଆଉ ପର ର କିଛି concept ହିଁ ନାହିଁ 😊ଯେତେବେଳେ ସେ ତାଙ୍କ ବୋହୁ କୁ ନିଜ ଝିଅ ଭାବୁଛନ୍ତି ତାହେଲେ ମଧୁ ଦିଦି ଙ୍କୁ ଯେମିତି ଗାଳି କରୁଛନ୍ତି ସେମିତି କହିବେ ନା ଏଇଟା ଟା simple କଥା 😊😊
@kajalgouda3755
@kajalgouda3755 11 сағат бұрын
Sata
@smile_siyu
@smile_siyu 9 сағат бұрын
Sata katha te kahila❤
@Snehasankar902
@Snehasankar902 8 сағат бұрын
Aji ra episode badhia lagila khas kari madhu didi nkara jou khola katha personally mote bahut badhia lagila ❤
@PuspalataBhol-f1z
@PuspalataBhol-f1z 9 минут бұрын
Bhagyare thile emiti pariwara milanti , love you Maa ❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤
@krushnaaswain8358
@krushnaaswain8358 6 сағат бұрын
ମାଆ ସେ ବାହାର ଲୋକଙ୍କ କଥା ଜମାରୁ ଶୁଣନ୍ତୁନି , ତୁମ ମାନଙ୍କ ଆଜି ଯୋଉ ଲୁହ ବାହାରିଲା ,ଯୋଉମାନେ ତୁମଙ୍କୁ ଖରାପ୍ କଥା କହୁଛନ୍ତି ସେମାନେ କେବେ ବି ଭଲରେ ରହିବେନି ଜୟ ଜଗନ୍ନାଥ 🙏
@preetiprajna-ke2yh
@preetiprajna-ke2yh 9 сағат бұрын
ଯିଏ ଯାହା କହୁଛନ୍ତି କୁହନ୍ତୁ କେହି କାହା ପ୍ରକୃତି ଚଡ଼ିବେନି ସେମାନେ କହିବେ ତାଙ୍କ କଥା ignore karantuu ଆଉ ଆପଣ ସବୁ ହସ ଖୁସି ରେ ମଜା ମସ୍ତି ରେ ରୁହନ୍ତୁ 😊😊 ଆଉ ନୂଆ ଭାଉଜ ବି ପୁରା ବିନ୍ଦାସ ରେ ରୁହନ୍ତୁ😊😊❤❤
@DipaDehuri-s5n
@DipaDehuri-s5n 8 сағат бұрын
ଅମଣିଷ ଲୋକ ହ୰ ସହି ପାରନ୍ତିନି ଖୁସିର ପରିବାରକୁ ମାଊସୀ କାହାକଥା ଶୁନନି ମାଊସୀ ତୁମେ ବହୁତ ଭଲ 🙏🙏🙏
@manishapriyadarshani0844
@manishapriyadarshani0844 10 сағат бұрын
Apana social media re achanti... Lokankara.. good comments ku b accept Kara and bad comments ku b accept Kara....emiti video.. karibara na thila... Apananku... good comments ku dekhiki motivate hue and bad comments.. dekhiki. Jadi improve karibaku achi kara nahele ignore Kara.... ... (sabubele khusi re ruha..😊😊)
@sipramohanty7957
@sipramohanty7957 3 сағат бұрын
Adhika subscribers hei gala na sethilagi 😂 bad comment r reply asila...
@Sagarikadas-b7m
@Sagarikadas-b7m 37 секунд бұрын
Happy family, love you dide
@suzz178
@suzz178 3 сағат бұрын
Lovely family 🥰❤️❤️ ham satha satha hai family ❤❤
@saratkumar6755
@saratkumar6755 10 сағат бұрын
ଦିଦି ଭଲ କଥା କହି ଲ ମଧୁ ଦିଦି ତମେ ବୋହୁତ ଭଲ i love you to ❤️🙏❤
@Shree_109
@Shree_109 12 сағат бұрын
ମମି ତମେ ବ୍ଯସ୍ତ ହୁଅନି କୁକୁର ପ୍ରକୃତି ଭୁକିବା ସେମାନେ ଭୁକି ହୁଅନ୍ତୁ😊ମତେ ତମ ଭିଡ଼ିଓ ବହୁତ ଭଲଲାଗେ ସବୁବେଳେ ଭଲରେ ରୁହ god bless you❤
@AditiAnindita-xx4vj
@AditiAnindita-xx4vj 12 сағат бұрын
Mummy so beautiful voice
@GitaraniPradhan-e3c
@GitaraniPradhan-e3c 3 сағат бұрын
ହଁ
@subhrasmitamohanty-yk9nx
@subhrasmitamohanty-yk9nx 10 сағат бұрын
Negetive comment ku ignore karantu samaste janichanti kouta thik Jani suni irsaa re emiti lekhuchanti beutiful family Lord Jagannath bless your all family members
@akashmallick6781
@akashmallick6781 Сағат бұрын
Soooooo Beautiful Family👪👪❤❤❤❤❤❤Jagannath bless you all🙏❤☺ just Ignore the negative comments👍
@Sabitri768
@Sabitri768 5 сағат бұрын
Bahut sundar family ❤❤❤❤❤bhauja bahut lucky amitia ka family paichhanti❤❤
@renubalamishra6997
@renubalamishra6997 11 сағат бұрын
ଝିଅ କେମିତି ବାପା ମାଆ ପାଖକୁ ଆସିବେନି ମାନସ ଠିକ୍ କହିଲ କାହିଁକି ଏମାନେ ଏତେ antry କରନ୍ତି ଭଲ ଉଣୀ love you ସୁନ୍ଦର ପରିବାର ମତେ ଭଲଲାଗେ ମୁଁ ସବୁବେଳେ ଦେଖେ ❤❤
@SusamanayakSi
@SusamanayakSi 12 сағат бұрын
🙏 ଦିଦି. ଦିନ ଅଛି ମାନେ ରାତି ଆସିବ. ଯେମିତି ସୁଖ, ଦୁଃଖ /ହସ, କାନ୍ଦ ଓ ଅନ୍ଧାର, ଆଲୋକ. ତେଣୁ ନିଜର ବଡ ପଣିଆରେ ସେମାନଙ୍କୁ କ୍ଷମା କରିଦିଅନ୍ତୁ. ଆପଣଙ୍କ ପରିବାର ଲକ୍ଷେରେ ଗୋଟିଏ. ମୁଁ ଯେତେବେଳେ ଦେଖେ ମୋ ଆଖିରୁ ଖୁସିରେ ଲୁହ ଆସିଯାଏ. ଠାକୁରଙ୍କ କୃପାରୁ ଏମିତି ହସଖୁସି ସବୁବେଳେ ଲାଗିରହୁ.❤❤❤❤❤❤🥰🎉🎉🎉🎉🎉🎉ମୋର ବହୁତ ଇଛା ଟିକେ ଦେଖା କରିବାକୁ. ଦୟାକରି କହିବେ କେମିତି ଯିବି. 😊
@SangitaMamuni-x5y
@SangitaMamuni-x5y 12 сағат бұрын
ଏତିକି କହିବି, ମାଉସୀଙ୍କ ଭଳି ହୃଦୟବାନ ମଣିଷ ଟିଏ ଆଜିକାଲି ସମୟ ରେ ମିଳିବା ବହୁତ କଷ୍ଟ । ❤
@pragya8857
@pragya8857 21 минут бұрын
Aapnakra family no 1 . Don't listen and bother anyone gossips.keep maintain this spirit continuously ❤❤❤❤❤we are watching your blog and will watch in future 🎉🎉
@Subhamsahoo17
@Subhamsahoo17 3 сағат бұрын
Jagatsingpur ଲୋକ always ଦୀଲଦାର ଲୋକ ✅✅✅✅....
@Pinkysamal4195
@Pinkysamal4195 10 сағат бұрын
ଆପଣ ଙ୍କର ପରିବାର ବହୁତ୍ ହିଁ ଭଲ ଲାଗନ୍ତି... ଖାସ୍ କରି ମା ❤❤❤... ମା ତାଙ୍କ ଛୁଆ ମାନ ଙ୍କୁ ଭଲ ସଂସ୍କାର ଦେଇ ବଡ କରିଛନ୍ତି ❤❤❤ଏବ୍ଂ ବୋହୂ କି ମଧ୍ୟ ସେଇ ପରି ସଂସ୍କାର ଦେବେ... ଯେମିତି ଆଗକୁ ତାଙ୍କ ବୋହୁ କେଉଁଠି ହାର୍ ମାନିବ ନାହିଁ ଏବ୍ଂ ଏମିତି ଆଗକୁ ବଢ଼ି ଚାଲ
@roulrasmi4227
@roulrasmi4227 12 сағат бұрын
ଆପଣ ମାନଙ୍କୁ ମୁ ବହୁତ୍ ଭଲ ପାଏ।ବ୍ୟସ୍ତ ରହୁଥିବାରୁ କମେଣ୍ଟ ଦେଇ ପାରେନି କିନ୍ତୁ ଆଜି ମୁ କମଣ୍ଟ ନା ଦେଇ ରହିପାରୁନି ସଦାବେଳେ ଖରାପ ଲୋକ ଙ୍କର ଖରାପ ଭାବନା ତେଣୁ କାହା କଥା ଶୁଣ ନ୍ତୁନି ।love your family keep it up.madhu nku dekhile mote bahut khushi lage😊😊🥰🥰🥰luv u madhu.
@Prasanta-cs7gb
@Prasanta-cs7gb 11 сағат бұрын
@PranatiSenapati-f3w
@PranatiSenapati-f3w 11 сағат бұрын
Right maa
@itishreekiduniya3860
@itishreekiduniya3860 10 сағат бұрын
Bapa gharaku asile khusi lage❤❤ kichi kharap vaba ni kaha katha ku❤️❤️
@pintusahoo-informative
@pintusahoo-informative 8 сағат бұрын
ସୁଭାଷିନୀ ପାତ୍ର....ର commet re ସେମିତି କିଛି ନଥିଲା....ସେ ଯାହା ଦେଖିଲା ସେ କହିଛି....ସମସ୍ତକୁ ଭଲ କହୁଚି ମାଉସୀ କୁ chadiki.....but ମାଉସୀ b ବହୁତ୍ ଭଲ.....ମାନସ ଭାଇ family ku ଏତିକି କହିବି..... ତାଙ୍କ କଥା କୁ clarify କରିଦିଅ.. ବାସ୍....ବେଶୀ aggresive ହୁଅନି ତା ଉପରେ
@lisupink935
@lisupink935 2 сағат бұрын
Apana nku dekhile gote positive vibes ase bcoz ama family b ayi bhali ❤️❤️
@pradyumnaparija8623
@pradyumnaparija8623 10 сағат бұрын
Bada bohu ra kete responsibility se katha kehi bujhantini..apana maa se jhia ( bohu) ku sabu sikhantu...❤❤❤
@puspanjali6544
@puspanjali6544 6 сағат бұрын
ଦୁନିଆରେ ଯଦି ସବୁଠୁ ଭଲ ପରିବାର ଅଛି ସେ ହେଉଛି ଆପଣଙ୍କ ପରିବାର Love you maa🙏
@bhagyashreepradhan2630
@bhagyashreepradhan2630 2 сағат бұрын
Satare bahutu bhala paribara❤❤❤❤❤❤🙏🙏🙏🙏🙏🙏
@bhagyashreepradhan2630
@bhagyashreepradhan2630 2 сағат бұрын
I love you maa ❤❤😊
@bhagyashreepradhan2630
@bhagyashreepradhan2630 2 сағат бұрын
Madhu didi bahutu bhala
@SabitaPalei-y7c
@SabitaPalei-y7c 11 сағат бұрын
Sethi pain mun jetebele b vedio dekhe sange sange like kare , great family ❤
@sumannahak2006
@sumannahak2006 19 минут бұрын
Bhai year all family God bless you Jay rudra Kali 🙏
@rajashreebarik5153
@rajashreebarik5153 7 сағат бұрын
Jay Jagannath 🙏 lots of love from rourkela...bhai,di,and amara beloved aunty,apanku dher sara good wishes.. one thing i want to say,,kaha katha re react karantuni...apana social media re achanti...ta different typ ra loka different typ ra tanka opinion debe...so just ignore them...apana jemti video baneiki entertainment karuthile,,agaku jari rakhantu...kie kn kahila,dhyana na dei video upre dhyan diantu ..asbu ta emti lagi rahiba..mana dukha karantuni...agaku badhichala.. good luck guys ❤🎉🎊
@user-soumya.soumya
@user-soumya.soumya 9 сағат бұрын
ଆପଣ ଙ୍କ ପରିବାର ର ପ୍ରତ୍ୟେକ ମେମ୍ବର ବହୁତ୍ ଭଲ ଲାଗନ୍ତି ମତେ ମା ଭାଇ ମଧୁ ଦିଦି ନୂଆ ଭାଉଜ love you ❤🎉🎉🎉🎉😊😊😊
@diptirekhamohanta3040
@diptirekhamohanta3040 11 сағат бұрын
ମଧୁ ଦିଦି ତମେ ବହୁତ ଭଲ ଆଉ ତମ family ବି ବହୁତ ଭଲ ଆଉ ମୋତେ ସବୁଠୁ ଭଲ ଲାଗନ୍ତି ତୋମୋ ମା ❤❤❤
@r.nmusic1446
@r.nmusic1446 12 сағат бұрын
ମାଆ ବହୁତ ଭଲ ଝିଅକୁ ବି ଝିଅ ଭାବିଛନ୍ତି ଆଉ ବହୁ କୁ ବି କଣ୍ଢେଇ ଭାଉଜ କଉ ଜନ୍ମରେ ବୋଧେ ପୂଣ୍ୟ କାମ କରିଥିଲ ଏମିତି ଶାଶୁ ମିଳିଲା ତୁମକୁ l God bless you all family member 🙏
@pritibapunbehera5679
@pritibapunbehera5679 3 сағат бұрын
I luv ur family mo sasu ghare family jemiti thik semiti apanka family madhu didi luv u❤
@nilendridas6825
@nilendridas6825 4 сағат бұрын
Sata ate sundar family tamara sabubele Jagannath tama paribar ku amiti khusi re rakhantu❤
@soyamsibayaodiayoutuber
@soyamsibayaodiayoutuber 11 сағат бұрын
Maa sabu bele Sundar family ku neiki agaku chala ❤❤kukura mankar katha sunani love you maa 🙏🙏
@pravatisahoo-xl6tl
@pravatisahoo-xl6tl 10 сағат бұрын
Didi mu di sabubele vedio dekhe bahut vala family ❤👍
@bandanabhoi9186
@bandanabhoi9186 10 сағат бұрын
Kehi personal hau nahanti Bhai jahaku jouta bhala laguni seita semane kahuchanti sabu loka nka thinking same nuha social media re rahile bhala kharap suniba pai padiba chidi chidi habare kan achhi
@Raj288325
@Raj288325 9 сағат бұрын
Right
@CutyySubhu
@CutyySubhu 10 сағат бұрын
ଯେଉଁ ମାନଙ୍କୁ ଭିଡିଓ ଭଲ ଲାଗୁନି ଦେଖ ନାହିଁ, କିନ୍ତୁ ଖରାପ comment କଣ ପାଇଁ ଦଉଛ ରେ.....😢😢😢
@laddlynayak385
@laddlynayak385 9 сағат бұрын
True 👍
@Hira6355
@Hira6355 8 сағат бұрын
Right 👍👍
@PujaraniMallick-n1i
@PujaraniMallick-n1i 8 сағат бұрын
Beautiful bonding God bless you
@subhalaxmistudio8745
@subhalaxmistudio8745 8 сағат бұрын
God bless you ❤
@CutyySubhu
@CutyySubhu 8 сағат бұрын
ଗୋଟେ ମାଆ ର ସମ୍ପୂର୍ଣ୍ଣ ଅଧିକାର ଅଛି ଭଲ ପାଇବ, ରାଗିବ, ଆଉ ଶିଖେଇବ,,,ସେ ଶାଶୂ ହୁଅନ୍ତୁ କି ନିଜ ମାଆ 🙏🙏🙏❤️❤️❤️Love U All My Gelhi Mother.....
@tunagmvlogs
@tunagmvlogs 10 сағат бұрын
Question ନ ସରୁଣୁ ମିଶିକି counter attack 😮😅😅 ଟିକେ ତ wait କରନ୍ତୁ 🤪ଲୋକେ କହିବେ କୁହନ୍ତୁ ଦେହକୁ ଜମା ନିଅନ୍ତୁନି ଦେହ ପାଇଁ କ୍ଷତିକାରକ 😄 ଆଉ Third person କହୁନାହାନ୍ତି କି ସେମାନେ ହିଁ ଆପଣଙ୍କ ଦର୍ଶକ
@sunandapratihari7861
@sunandapratihari7861 6 сағат бұрын
😊
@suravikavita
@suravikavita 7 сағат бұрын
ଲୋକମାନେ ଘର ଭାଙ୍ଗିବାରେ ମାହିର୍...କିନ୍ତୁ ଗଢିବା ପାଇଁ ନୁହେଁ.. ତେଣୁ ଲୋକଙ୍କ କଥା ନ ଶୁଣିବା ଭଲ...😞😞😞😞😞
@GopalRanjanMohanty-tq2mc
@GopalRanjanMohanty-tq2mc 6 сағат бұрын
Right 🎉
@sini-creation
@sini-creation 27 минут бұрын
କାହାରି କଥା ଶୁଣି ମନ ଦୁଃଖ କରନି please maa love you ❤❤
@ChinmayeeSwain-q6p
@ChinmayeeSwain-q6p Сағат бұрын
Right.. Bou Thik jabab Deichnty... Amitika bad lokanka nku.. Tama family best family❤😊
@nilendripatra5891
@nilendripatra5891 6 сағат бұрын
ଲୋକ ଭଲ କମେଣ୍ଟ ଦେବେ ଖରାପ ବି ଦେବେ ତାକୁ ନେଇକି ଏତେ ବ୍ୟସ୍ତ ହେବା ଠିକ୍ ନୁହଁ ଆପଣ ମାନେ ଆପଣଙ୍କ କାମ କରନ୍ତୁ କାହାକଥାକୁ ନେଇ ତାଙ୍କୁ ଖରାପ କଥା କୁହନ୍ତୁନି ଆପଣ ଜଣେ ମାଆ ଆପଣ ପିଲାମାନଙ୍କ ସହିତ ମିଶି ଏମିତି କୁହନ୍ତୁନି ନଚେତ୍ ଆପଣ ଆଉ ଯୋଉ ମାନେ ଖରାପ କାମେଣ୍ଟ କରୁଛନ୍ତି ଦି ଜଣଙ୍କ ଭିତରେ ପାର୍ଥକ କଣ ରହିଲା ଭୋଲ ମନୋଭାବ ନେଇ ଆଗକୁ ଚାଲନ୍ତୁ
@Subasinikabi
@Subasinikabi 12 сағат бұрын
ଲୋକ ମାନ ଙ୍କ କଥା କାଇଁ ଶୁଣୁଚ ମଧୁ ଦିଦି ମାନସ ଭାଇ ସେଗୁଡ଼ା ସବୁ ହିସିକା ଲୋକ ସହି ପାରୁ ନାହାନ୍ତି ତମ ପରି ବାର କୁ ଦେଖି ❤️ ତାଙ୍କ କଥା ଶୁଣ ନି ❤️
@banibani3400
@banibani3400 10 сағат бұрын
କାଇଁ ତମେ ସେ ବେକରିଆ ଲୋକଙ୍କ କଥା ଶୁଣୁଚ🎉🎉🎉🎉 ମା, ଭାଈ,ଦେଇ, ତମେ ଆମର ବହୁତ ସୁନ୍ଦର ପରିବାରର ଟେ ଗଢ଼ିଛ କାଇଁ ଶୁଣୁଚ ଆଗେଇ ଚାଲ❤❤❤
@PuspalataDas-e6i
@PuspalataDas-e6i 2 сағат бұрын
Mausi so sweet ete sunder answers dele bohuta bhala lagila thike kahichanti❤❤
@Barijalaxmiswain
@Barijalaxmiswain 7 сағат бұрын
ମହାପ୍ରଭୁ ଜଗନ୍ନାଥଙ୍କ କୃପା ଆପଣଙ୍କ ପରିବାର ଉପରେ ସର୍ବଦା ରହୁଥାଉ।। Mind blowing vlogs . very interesting and wonderful. I always enjoy your every vlogs. Love u so much dear madhu n sweet କଣ୍ଢେଇ।❤❤
@mitanjalibehera9404
@mitanjalibehera9404 11 сағат бұрын
ମମି ଆପଣ ଅପଣ ଙ୍କ ଜାଗାରେ ଠିକ୍ ଅଛନ୍ତି❤ କାହା କଥା ଶୁଣନ୍ତୁ ନି କାରଣ ଭଲ ପରିବାର କେହି ବି ଦେଖି ପରନ୍ତିନି ଯିଏ ଖରାପ ସିଏ ସେମିତି ଲେଖିବେ ଆପଣ ମନ କଷ୍ଟ କରନ୍ତୁନି🥺ଆପଣଙ୍କ ଆଖିରେ ଲୁହ ଦେଖି ଭଲ ଲାଗୁନି love you mamy❤❤❤❤❤❤❤
@bandanabhoi9186
@bandanabhoi9186 10 сағат бұрын
Social media bandhu gali aau tali sabu miliba jemiti tali ku khushi re Blessings bhabiki accept karuchanti semiti cool heiki bi gali ku accept karantu manisa Mane bhul hue hei pare kichi ta bhul rahi jau thiba jouthi pai kehi kichi kahi dauchanti Sabu ku accept karantu agaku madi chalantu God bless you
@Barijalaxmiswain
@Barijalaxmiswain 8 сағат бұрын
ତେଣୁ ଏଥିରେ ଦୁଃଖ ନକରି ଖୁସି ହେବା କଥା। ଜଣେ ଭଲ କଳାକାର ପାଇଁ ଗାଳି ଆଉ ତାଳି ଦୁଇଟା ଯାକ ସମାନ। ପ୍ରଥମେ ଆପଣ ଜଣେ ଭଲ କଳାକାର। ମୁଁ ଆଗରୁ ବି ଆପଣଙ୍କୁ ବହୁତ ପସନ୍ଦ କରେ। ମୁଁ stage show ରେ ବି ଦେଖିଛି। I like you too apa।
@DipaRani-wp6jy
@DipaRani-wp6jy 6 сағат бұрын
God bless you happy family 🙏🙏🙏🙏🙏🙏
@AjayDeepaOdiaVlogs99
@AjayDeepaOdiaVlogs99 3 сағат бұрын
Bahut sundar paribaratiea maushi. Bahut bhala comedy duara hadauchhanti dedicated to all family members ❤
@QUTEGIRLDEBANSI
@QUTEGIRLDEBANSI 12 сағат бұрын
ମଧୁ, ମୁଁ ରାଗିଛି, ଆମେ ଯେତେ ଭଲ ପାଇଲେ ବି, ଆମ ନାଁ ବି ଟିକେ ଧରୁନ, ହଉ ହେଲା, ତଥାପି ମାଆ ବାବା ସାନ ଭାଇ ମଧୁ ଭଉଣୀ ତମେ ସମସ୍ତେ ଭଲ ରେ ଥାଅ
@BijayiniPanda-os6ks
@BijayiniPanda-os6ks 12 сағат бұрын
ଦିଦି ଖରାପ ଭାବନ୍ତୁନି ସେମାନେ ଖରାପ କହିଛନ୍ତି ହେଲେ ତମେତ ଭଲ ନା ସେଥିପାଇଁ ସେ ତମକୁ ଭଲ ପାଆନ୍ତି ନାଁ ଧରିବାରେ କଣ ଅଛି 🙏
@BishnupriyaSahoo-z3q
@BishnupriyaSahoo-z3q 12 сағат бұрын
ଲୋକ ତ ବହୁତ କିଛି କହିବେ ,ସେ ସବୁ ନ ଭାବି ଆଗକୁ ବଢିଚାଲ
@pushpapattanaik6194
@pushpapattanaik6194 11 сағат бұрын
Kahiba lok bahut kichhi kahibe semanku ignore kar
@rajajena2896
@rajajena2896 9 сағат бұрын
Hau abe se faltu katha chha mo, bau nku 🙏, abe se budhi jeje ma gale kuade. Miss karuchi mu jeje maa nku, sebi tk natuni bahu ku dekhibe plz tNku ana next episode re
@kunalkunal2427
@kunalkunal2427 11 сағат бұрын
କଣ୍ଢେଇ ଭାଉଜ ଚାକିରି କରିଛନ୍ତି ମୁଁ ତାଙ୍କ ଭେଡିଓ ରେ ଦେଖିଥିଲି ମା ମଧୁ ଦିଦି ବହୁତ୍ ଭଲ ମନ ଖରାପ କର ନାହିଁ❤❤❤❤❤❤
@bibhutijena7910
@bibhutijena7910 6 сағат бұрын
Kou service karichanti
@singerkrishnaofficial6535
@singerkrishnaofficial6535 12 сағат бұрын
ମୋ ଉର୍ବଶୀ ସୁନ୍ଦରୀ ମାଉସୀ ଜମା ରାଗନି 😂😂 ମଧୁ ଭଳିଆ ଝିଅ ଆଉ ଭଉଣୀ ଭାଗ୍ୟ ରେ ଥିଲେ ମିଳେ❤❤❤❤
@ShibaniNayak-z3d
@ShibaniNayak-z3d 6 сағат бұрын
Joy jaganath 🙏🙏 tmr pura family khusire ruho aau bholore ruho tmr sabu video mote aau no maa ku bohut bholo lage tmr kou episode miss korunu ame bas atiki kohibi
@TikinaRout-u4j
@TikinaRout-u4j 5 сағат бұрын
Bou bapa au all family very very beautiful❤❤❤❤❤❤❤
@kalpanpradhan5074
@kalpanpradhan5074 8 сағат бұрын
Maa 🙏 bhai au bhauni au nuaa bhauja bahutu bhala apana semanka katha re jama bi kandani ame sabubele video dekhuchhu bina skip re bahutu sara maja masti ame bi dukhare thile video dekhiki bahutu khushi heijauchhu semiti agaku jaantu sabubele sukha re rahithantu sara paribar
@DebasmitaSahu-h2g
@DebasmitaSahu-h2g 8 сағат бұрын
Apnku video mu sabu din wait Kari thaya bohut bhal lage apnku family lovely ,& sweet family
@priyanka4969
@priyanka4969 4 сағат бұрын
Manasmadhu vlog dekhile bahut khusi lage❤️❤️ nua bohu bahut sundar ❤❤ Bou pranam🙏🙏
@cutyjyoti8961
@cutyjyoti8961 3 сағат бұрын
Bou di bhai bhauja baba au jiju au kuni Jhia 😘 sabu family mora fvt❤
@Sonalispeaks
@Sonalispeaks 2 сағат бұрын
ଘରଭଙ୍ଗା ଲୋକ ବହୁତ ଥାଆନ୍ତି ମାଉସୀ , ତାଙ୍କ କଥା ଆଉ ଶୁଣିବା କି !! ସେସବୁ କୁ ନେଇ seriousହେବେନି କେବେ ବି । ଏତିକି ଭଲ ପାଇଥିବା ଶାଶୂଘର ଟିଏ ଭାଗ୍ୟରେ ଥିଲେ ମିଳେ ... ମୁଁ ଆଗରୁ ବି କହିଛି । ଆଉ ଝିଅ ର ବାପଘର ଆସିବାକୁ ନେଇ ଯେଉଁ ମାନେ ପ୍ରଶ୍ନ କରିଛନ୍ତି ସେମାନେ ବୋଧେ ବାପଘର ସୁଖ ଆଉ ଦାୟିତ୍ୱ ବିଷୟ ରେ ଜାଣି ନାହାନ୍ତି 😂 , ମୁଁ ଗୋଟେ ଝିଅ ..ମୁଁ ଦୂର ଜାଗାରେ ଚାକିରୀ କରେ ଆଉ ସବୁ ଛୁଟି ,ଏମିତିକି ଦୁଇ ଦିନିଆ ଛୁଟି ରେ ବି ମୋ ମା ବାପା ଙ୍କ ପାଖକୁ ଦଉଡ଼େ 😊.. ବାପଘର ଝିଅର ବି ,ଏଇଟା ବହୁତ ଲୋକ ବୁଝିପାରନ୍ତି ନାହିଁ ବୋଧେ 😅
@Sipun-panda1998
@Sipun-panda1998 6 сағат бұрын
Happy family jagannath khusi re rakhantu
@monalisha2247
@monalisha2247 6 сағат бұрын
Pranam maa 🙏 So sweet family ❤ god bless you👌
@subhashreedhal4181
@subhashreedhal4181 5 сағат бұрын
Nice family ❤❤❤ love you bou ❤
@DebasmitaRout-z6y
@DebasmitaRout-z6y 6 сағат бұрын
So sweet family ❤ Cute bhabhi ❤❤
@RasmitaPradhan-hn9og
@RasmitaPradhan-hn9og 6 сағат бұрын
Actually your family so beautiful and your mother too good
@jayantimoharana5770
@jayantimoharana5770 8 сағат бұрын
Nice family don't worry be happy
@bikia.t.m1688
@bikia.t.m1688 5 сағат бұрын
Didi, I really like all your videos.
@DasDas-ez1zv
@DasDas-ez1zv 20 минут бұрын
kandhei bhaujank voice pura cute ❤
@akshyakumarrout6637
@akshyakumarrout6637 2 сағат бұрын
Garam pani ra Kan kaha ghara podichi na podiba ❤❤❤❤❤❤❤. HAPPY FAMILY' ❤❤❤❤❤❤❤. GOD BLESS YOU
@raghunathprusty3899
@raghunathprusty3899 8 сағат бұрын
Bahut vala family ❤❤❤my favourite love you all
@JayshreeNayak-l7n
@JayshreeNayak-l7n 7 сағат бұрын
Apannka family ku mu bahut bhala pay , bhagaban apanku sabubele amiti khusire rakhantu .
@mayureshbag4243
@mayureshbag4243 2 сағат бұрын
Maa bhai didi 🙏apanka vdo mu sabu dekhen bhala lage mu kalahandi bhawanipatna ru jia jaha kau tame vdo kara 👍
@Rasmita138
@Rasmita138 3 сағат бұрын
Beutiful family di and bro❤
@chinmayeebehera9327
@chinmayeebehera9327 7 сағат бұрын
Maa bahut bhala, apanaka paribara bahutkhola mote bahut pasand, ame bhai bhauni bi emiti, Happy family. Jai Jagannath ❤❤
@Cutesunita143
@Cutesunita143 6 сағат бұрын
ମାଆ ଅପଙ୍କ ପ୍ରଶ୍ନ ର ଉତ୍ତର ବହୁତ୍ ଭଲ ଲାଗିଲା ❤ତୁମ ପରିବାକୁ କୁ କାହାର ନଜର ନ ଲାଗୁ🎉😂
@hemantamandal9296
@hemantamandal9296 Сағат бұрын
Jai agranath, good job mausi/bhai/sister.❤
@spnayak1590
@spnayak1590 2 сағат бұрын
Tuma family bahutu vala 👌dekhibaku vala lage sabu ta kandhi didi auu pura sundari te tanka song vala lage maa bi bahutu vala
@DhrubaBehera-e9s
@DhrubaBehera-e9s 4 сағат бұрын
Lovely family ❤❤❤❤❤🥰🥰🥰🥰🥰🥰🥰
@sanghamitradas5931
@sanghamitradas5931 8 сағат бұрын
Au gote Katha apana mane jade ete broad minded ta hele bad comment suniki kahiki emite react karuchanti kn khali social media re tali sunibe gali sunibeni au jade apanku esabu kharap laguchi ta hele vlog ra family matters kahiki view pain dekhau chanti au kichhi content nahi khali mausi nka bhasana au kali talent achhi jade au kichhi different contents anuna lokanku jaha dekheiba sea seia dekhiba au ta upare comment debe agaru bhala comment dauthile ebe kahiki kharap comment' dele
@rozalinadas4170
@rozalinadas4170 8 сағат бұрын
Bilkul kaha Katha re ete tension niani .Your family members are so good and very kind hearted.So stay blessed always and be happy ❤
@ManojManu-ej6zc
@ManojManu-ej6zc 3 сағат бұрын
Manas madhu channel ra sabu vdo bahut vala lage .au nija family typ ra lage .kichi faltu loka sahi paru nahanti ,A family ra all mbr r so good .Pravu Jagannath bless u all.love you All
@monalishapadhi4883
@monalishapadhi4883 Сағат бұрын
Urbashi mam don't cry plz...u r always my favourite
@madhusmitanayak805
@madhusmitanayak805 2 сағат бұрын
ଓ ହୋ ଆପଣ କଣ ପାଇଁ ଅମଣିଷ ଙ୍କ କଥା ରେ କାନ୍ଦୁଛନ୍ତି ତାଙ୍କ ମୁହଁ ଅଛି କହିବେ ମୁ ବି ମଧୁ ଦିଦି ଆଉ ମାନସ ଭାଇ ଙ୍କୁ ବହୁତ୍ ଆଗରୁ ଦେଖିଚି ବହୁତ୍ ଖୁସି ଲାଗେ । ଆଉ ବାକି ରହିଲା ଦିଦି ଙ୍କ ଘର କୁ ଆସିବ କଥା ଝିଅ ଟିଏ ବାହା ହେଇ ସରିଲା ପରେ ଦୁଇ ଟି କୁଳ ପାଇଁ ହିତା ତୋ ଦିଦି ଆପଣ ନିଜ ଘର କୁ ଆସିବା ଛାଡିବିନି ସେ ବାପା ମା ଜାଣିଛନ୍ତି ନିଜ ଛୁଆ ଙ୍କ ଠୁ ଦୂର ରେ ରହିବ କେତେ କଷ୍ଟ । ଆଉ ଭାଉଜ ଙ୍କ ସହ ଜଉ reels କରୁଛନ୍ତି ସତ ରେ ଭାଗ୍ୟ ରେ ଥିଲେ ଏମିତି ଭାଉଜ,ନଣନ୍ଦ,ଦିଅର ମିଳନ୍ତି 😊 love you all❤ ବହୁତ୍ କିଛି ଲେଖି ଦେଲି ଆପଣ ପଡ଼ିବେ ନିଶ୍ଚୟ 🥺🥺
@sagarkumarray1092
@sagarkumarray1092 7 сағат бұрын
ବୋଉ ନମସ୍କାର, ମୁଁ ଆପଣଙ୍କ ଭିଡିଓ ସବୁବେଳେ ଦେଖୁଚି। କିନ୍ତୁ କେବେବି coment ଦିଏନି ଆଜି ଫାଷ୍ଟ୍ ଟାଇମ୍ ମୁଁ କମେଣ୍ଟ କରିବାକୁ ବାଧ୍ୟ ହେଲି । ହଜାରେ ଲୋକ ହଜାର କଥା କହିବେ ତା ମାନେ ନୁହେଁ ଯେ ଆମେ ହଜାରେ ଟା କଥା ମାନି ଚାଲିବା।ଯୋଉ ମାନେ ଘର ଭଙ୍ଗା ଲୋକ ସେମାନେ ଘର ଭଙ୍ଗା coment କରିବେ। ଭଲ ଲୋକ ହେଇଥିଲେ ଭଲ coment ଦେଇଥାନ୍ତେ। ଆପଣ ଅଜି ସେମାନଙ୍କୁ ଉଚିତ୍ ଜବାବ୍ ଦେଇଛନ୍ତି। ସେମାନେ ଆପଣଙ୍କ ଫାମିଲି କୁ ଦେଖି ସହି ପାରୁନାହାନ୍ତି। Madhu Didi love u....mu Andhra Pradesh re rahuchi.. ଆଉ ସବୁବେଳେ ମୁଁ ଆପଣଙ୍କ video ଦେଖୁଚି।। Jay Jagannath,jay Sai Ram ❤❤❤
@KishoreKumar-hx5sb
@KishoreKumar-hx5sb 7 сағат бұрын
Cute family... Jay sree ram
@ritarout4245
@ritarout4245 7 сағат бұрын
Boulove you God bless you my sweet Bou❤❤❤❤❤❤
黑天使被操控了#short #angel #clown
00:40
Super Beauty team
Рет қаралды 61 МЛН