କିଛିଦିନତଳେମନ୍ଦିରଆସିବାବେଳେଅଟୋଆଗକୁଆସିଗଲାକୁକୁର,ପଲଟିଗଲାଅଟୋ,ଭାଙ୍ଗିଗଲାଡ୍ରାଇଭରଙ୍କଅଣ୍ଟା,ଶୁଣନ୍ତୁତା'ପରେ......

  Рет қаралды 1,509

JAY JAGANNATH TV

JAY JAGANNATH TV

Күн бұрын

"ଜୟ ଜଗନ୍ନାଥ ଟିଭି ଚାନେଲ" ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସମ୍ପୂର୍ଣ୍ଣ ସମର୍ପିତ ଓଡ଼ିଶାର ଏକମାତ୍ର ଆଧ୍ୟାତ୍ମିକ ସାଟେଲାଇଟ ଚାନେଲ I ଏହି ଚ୍ୟାନେଲରେ ଘରେ ବସି ପ୍ରତ୍ୟେକ ଦିନ ଜଗନ୍ନାଥ ଧାମ ପୁରୀରୁ LIVE ଦେଖନ୍ତୁ ଶ୍ରୀମନ୍ଦିର ଦ୍ୱାରଫିଟା ନୀତି,ଶ୍ରୀପତିତପାବନଙ୍କ ମଙ୍ଗଳ ଆଳତୀ, ପତାକାଲାଗି ଦର୍ଶନ,ସନ୍ଧ୍ୟା ଆଳତୀ ,ଶ୍ରୀମନ୍ଦିର ପହୁଡ଼ ନୀତି,ଶ୍ରୀକ୍ଷେତ୍ରରୁ ଭକ୍ତଙ୍କ ଅନୁଭୂତି ଏବଂ ବର୍ଷ ତମାମ ଅନୁଷ୍ଠିତ ହେଉଥିବା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ଯାତ୍ରା ଓ ଉତ୍ସବର ସିଧାପ୍ରସାରଣ I ଏହି ଚାନେଲରେ କୌଣସି ବିଜ୍ଞାପନ ଚାଲୁନାହିଁ, ତେଣୁ ଆପଣମାନେ ଶ୍ରୀଜୀଉଙ୍କ ଦର୍ଶନ ଏବଂ ସମସ୍ତ ଲୀଳାର ନିରବିଛିନ୍ନ ସିଧାପ୍ରସାରଣ ଦେଖି ପାରିବେ I
"ଜୟ ଜଗନ୍ନାଥ ଟିଭି" ହେଉଛି ସିଦ୍ଧାର୍ଥ ଟେଲେଭିଜନ ନେଟୱର୍କର ଚତୁର୍ଥ ଚାନେଲ I ସୀତାରାମ ଅଗ୍ରୱାଲ ଓ ନମିତା ଅଗ୍ରୱାଲଙ୍କ ଶ୍ରୀଜଗନ୍ନାଥଙ୍କ ପ୍ରତି ଥିଵା ଅହେତୁକ ଭକ୍ତି ଭାବ ତଥା ଓଡ଼ିଶା ଏବଂ ଓଡିଶା ବାହାରେ ଥିବା ଜଗନ୍ନାଥ ପ୍ରେମୀ ଜନସାଧାରଣଙ୍କ ପାଇଁ ଏହି ଟେଲେଭିଜନ ଚାନେଲର ସୃଷ୍ଟି...ଆସନ୍ତୁ ଆମେ ସମସ୍ତେ ମିଶି ଜଗନ୍ନାଥ ଚେତନାକୁ ବିଶ୍ୱ ଦରବାରରେ ପ୍ରତିଷ୍ଠିତ କରିବା I
ଜୟ ଜଗନ୍ନାଥ🙏🙏🙏
Watch "JAY JAGANNATH TV" on DTH:
TATAPLAY-1799, Dish TV -1397, Airtel -615, Sun Direct-490, Videocon D2H -1397
Also available on all cable networks.
For More Info please contact - 6372804618
Also, visit our other social media pages :
Facebook: bit.ly/3kxvE7A
Instagram: bit.ly/3KEpYDF
KZbin: bit.ly/3KAQeyD
Twitter: bit.ly/38JpX3U
#bhaktankaanubhuti #jayjgannathtvlive #jayjagannathtv #namitaagrawal #sidharthtv #sitaramagrawal #patitapaban_arati #patakalagidarshan #ଜୟଜଗନ୍ନାଥଟିଭି #rathayatralive #purilive #JagannathPuriLIVE #rathayatra2022 #রথযাত্রা #পুরিজগন্নাথ #जगन्नाथ #पुरीजगन्नाथ #जगन्नाथधाम #रथयात्रा #उल्टारथ #జగన్నాథ్ #జగన్నాథపురి #ରଥଯାତ୍ରା #ଶ୍ରୀକ୍ଷେତ୍ରପୁରୀ #ପ୍ରଭୁଜଗନ୍ନାଥ #ଶ୍ରୀଜଗନ୍ନାଥ #যায়জগন্নাথ #জগন্নাথপুরি #जगन्नाथपुरी #जगन्नाथधाम #ஜேஜெகன்னாத் #jayjagannath #patitapaban_mangal_arati

Пікірлер: 22
@ramakant5826
@ramakant5826 5 күн бұрын
ଆଜିର ଭକ୍ତ ଅନୁଭୂତି କାର୍ଯ କ୍ରମ ବହୁତ ବହୁତ ବହୁତ ଭଲ ଲାଗିଲା । ସୁନ୍ଦର ଭକ୍ତି ସଂଗୀତ ନୈବେଦ୍ୟ ଖୁବ୍ ମନଛୁଆଁ। ଜଗନ୍ନାଥ ଧାମ ଏବଂ ସଂସ୍କୃତିର ରହସ୍ୟମୟ ଇତିବୃତ୍ତକୁ ଅତ୍ୟନ୍ତ ରୋଚକ ଢଁଗରେ ଉପସ୍ଥାପିତ କରିଥିବା ଶ୍ରଦ୍ଧେୟ ପଣ୍ଡିତ ଭଜରାମ ,ପଣ୍ଡିତ ପଦ୍ମନାଭ, ପଣ୍ଡିତ ରାଜେଶ କୁମାର , ପଣ୍ଡିତ ଶେଷଦେବ ମହୋଦୟଙ୍କୁ ସାଧୁବାଦ | ଅତି ହୃଦୟସ୍ପର୍ଶୀ ମଣିମା ଙ୍କ ମହିମା | ସମସ୍ତ ଷ୍ଟୁଡିଓ ଭାଇମାନେ ଏବଂ କ୍ୟାମେରା ସହଯୋଗୀ ଭାଇ ମାନଙ୍କୁ ଆମର ବହୁତ ବହୁତ ଧନ୍ୟବାଦ ଅର୍ପଣ କରୁଛୁ | ମହାପ୍ରଭୂ ଜଗନ୍ନାଥ ସମସ୍ତଙ୍କର ମଙ୍ଗଳ କରନ୍ତୁ ଜୟ ଶ୍ରୀ ଜଗନ୍ନାଥ | (ଶ୍ରୀ ରମା କାନ୍ତ ମିଶ୍ର, ବରିଷ୍ଟ ଅଧ୍ୟାପକ (ପର୍ଯ୍ୟଟନ) ଅରୁଣାଚଳ ପ୍ରଦେଶ ।
@swarnalatarout7285
@swarnalatarout7285 5 күн бұрын
ଜୟ ଶ୍ରୀ ଜଗନ୍ନାଥ 🙏🙏🙏🙏🙏🙏🙏🙏🙏🙏🙏 ଜୟ ଶ୍ରୀ ଜଗନ୍ନାଥ 🙏🙏🙏
@SuvamsrikantaBehera
@SuvamsrikantaBehera 5 күн бұрын
ଜୟ ଜଗନ୍ନାଥ ଜୟ ମା ଲକ୍ଷ୍ମୀ
@Pratapkumarmaharana2518
@Pratapkumarmaharana2518 5 күн бұрын
ଜୟ ଜୟ ଶ୍ରୀ ଲକ୍ଷ୍ମୀ ନାରାୟଣ ନମୋ ନମଃ 🙏
@pranatipradhan1139
@pranatipradhan1139 5 күн бұрын
ପଣ୍ଡିତ ରାଜେଶ୍ ମହାପାତ୍ର ମହୋଦୟ ଜି ଆଜ୍ଞା ନମସ୍କାର ମାଘ ସପ୍ତମୀ ର ଶ୍ରଦ୍ଧା ସମ୍ମାନ ଭରା ହାର୍ଦିକ ଅଭିନନ୍ଦନ 🙏🏻🌹🙏🏻🌹 ଆପଣଙ୍କ ଅନୁଭୂତି ଭକ୍ତ ମାନଙ୍କର ସହିତ ବହୁତ୍ ଭଲ ଲାଗିଲା 🙏🏻🌹🙏🏻🌹 ଧନ୍ୟବାଦ୍ 👍🏻👍🏻🙏🏻🙏🏻🚩🚩🚩...
@aparnatarai8191
@aparnatarai8191 5 күн бұрын
ମାଆ ଜୟ ଜଗନ୍ନାଥ ,❤️🙏
@pranatipradhan1139
@pranatipradhan1139 5 күн бұрын
@aparnatarai8191 ହଁ ମାଆ ଜୟ ଜଗନ୍ନାଥ 🙏🏻🧡
@aparnatarai8191
@aparnatarai8191 5 күн бұрын
@pranatipradhan1139 ଆପଣଙ୍କୁ ଯେଉଁଠି ଦେଖିଲେ ମୋତେ ବହୁତ ଭଲଲାଗେ ଶୁଭ ମାଘ ସପ୍ତମୀ ର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା । ଜୟ ଜଗନ୍ନାଥ ❤️🙏❤️
@pranatipradhan1139
@pranatipradhan1139 5 күн бұрын
@@aparnatarai8191 ଆପଣଙ୍କୁ ମଧ୍ୟ ମାଘ ସପ୍ତମୀ ର ହାର୍ଦିକ ଅଭିନନ୍ଦନ ମା ଜୟ ଜଗନ୍ନାଥ 🙏🏻🧡🙏🏻🧡🕉️
@AlakaSingh-vg6ol
@AlakaSingh-vg6ol 5 күн бұрын
Jay jay shree jagannath 🎉🎉🎉🎉🎉
@ramakant5826
@ramakant5826 5 күн бұрын
ତାରା ଯନ୍ତ୍ର ମହାଶେଷ ଶୁଭଦ୍ରା ଭୁବନେଶ୍ୱରୀ । ଶ୍ୟାମାଚକ୍ରେ ଜଗନ୍ନାଥ ସ୍ୱୟଂ ଦକ୍ଷିଣ କାଳୀକା ॥
@kalyanibhoi4246
@kalyanibhoi4246 5 күн бұрын
Jay jagannath
@ramakant5826
@ramakant5826 5 күн бұрын
ମଧ୍ୟେ ଦେବୀ ପରାତ୍ପରା ଭଗବତୀ ମା ପ୍ରକୃତି ରୂପିଣୀ । ନିର୍ଲିପ୍ତା ଗୁପ୍ତଦେହାଂ ତ୍ରିଜଗତ ଜନନୀ ସୂକ୍ଷ୍ମରୂପା ବିଚିତ୍ରା । ଦେବୀମା ନନ୍ଦକନ୍ଦା, କନକ ତନୁଧାରା ସର୍ବ ସୌଭାଗ୍ୟରୂପାଂ । ଦେହିମେ ମୁକ୍ତିଭକ୍ତି ହରିପଦଯୁଗଳଂ ଯୋଗମାୟା ସ୍ମରାମି ।।
@sumitrarana1977
@sumitrarana1977 5 күн бұрын
❤ ଜୟ ଜଗନ୍ନାଥ ❤❤❤❤❤
@aparnatarai8191
@aparnatarai8191 5 күн бұрын
ଶେଷ ଗଣେଷ ଓ ମହେଶ ,ଭଗବାନଙ୍କୁ ଜାଣି ପାରି ଲେନି ଆମେ କଣ ଜାଣିବା ମାଆ , ଆପଣଙ୍କୁ ଭାଇ କରିଦେଲେ , ପୁଣି ଜ୍ବାଇଁ ଆପଣଙ୍କର । ବହୁତ ସୁନ୍ଦର ❤️🙏❤️
@LovelyDuck-ce2vi
@LovelyDuck-ce2vi 5 күн бұрын
Jay Jagannath 🙏🙏
@aparnatarai8191
@aparnatarai8191 5 күн бұрын
❤️🌹❤️
@ramakant5826
@ramakant5826 5 күн бұрын
କୃଷ୍ଣ ହେନ ଧନ ଯେ କରେ ହେୟାନ ତା'ରେ କି ଜୀବନେ ଆଶ। ତା'ର ମରା ଭାଲୋ ବେଁଚେ କିବା ଫଲ କହେ ଦ୍ବିଜ ଚଣ୍ଡିଦାସ।।
@aparnatarai8191
@aparnatarai8191 5 күн бұрын
ଆପଣଙ୍କର ଧର୍ଯ୍ୟ ଅଛି ବୋଲି ,ଆପଣଙ୍କୁ ସବୁ ଭଲ ଲାଗୁଛି ଆଜ୍ଞା ,🙏🙏
@manishasethi9284
@manishasethi9284 5 күн бұрын
Jay Jay Shree Jagannath Jay Jay Shree Jagannath Jay Jay Shree Jagannath 🌸🌺🌼🙏🙏🙏🌸🌺🌼🙏🙏🙏🌸🌺🌼🙏🙏🙏🌸🌺🌼🚩🚩🚩🌸🌺🌼
@SleepyBulldogPuppy-lr8mh
@SleepyBulldogPuppy-lr8mh 4 күн бұрын
Jay shree jagannath🐚🐚🪔🪔 💫🌤🌞🌈💥🌖🌼☀🌏🙌⛳
UFC 310 : Рахмонов VS Мачадо Гэрри
05:00
Setanta Sports UFC
Рет қаралды 1,2 МЛН
jaga pakhare kichhi anubhuti#odia #bhakti
6:29
Trisha channel
Рет қаралды 11 М.