ମାଆ ଛେଉଣ୍ଡ ଦୁଇଶିଶୁ ପଖାଳ ପାଇଁ ବାର ଦୁଆର ବୁଲୁଛନ୍ତି, ଅଇଁଠା ଟିକେ ରୋଗୀଣା ବାପାପାଇଁ ବୋହୁଛନ୍ତି

  Рет қаралды 1,020,233

KNews Odisha

KNews Odisha

2 жыл бұрын

ଆମକୁ Subcribe କରିବା ପାଇଁ ଏବଂ ୱେବସାଇଟ ଓ ସୋସିଆଲ ମିଡିଆରେ ଫଲୋ କରିବା ପାଇଁ ନିମ୍ନଲିଖିତ ଲିଙ୍କ ଉପରେ କ୍ଲିକ କରନ୍ତୁ
Subscribe: kzbin.infon...
Facebook: / knewsodisha
Twitter: / knewsodia
Instagram: / knewsodisha
Mobile App: play.google.com/store/apps/de...
Website: www.knewsodisha.com
#knews #knewsodisha #odisha #odishanews #ajirakhabar #ajiranews

Пікірлер: 2 300
@KNewsOdisha
@KNewsOdisha Жыл бұрын
ନାମ-ସୁଦର୍ଶନ ସ୍ଵାଇଁ
@AnupKumar-hk8mu
@AnupKumar-hk8mu Жыл бұрын
ମିଡ଼ିଆ ଭାଇ ଙ୍କୁ ଅନୁରୋଧ ଆଙ୍କୁ ସାହାଯ୍ୟ ଟିକେ କରନ୍ତୁ ଆପଣଙ୍କ ମଙ୍ଗଳ ହେବ
@babitadas2170
@babitadas2170 Жыл бұрын
ବାଃ ବାଃ, ପ୍ରକୃତ ମିଡ଼ିଆ ବଲା , ସମାଜ ପାଇଁ ଏଇପରି ଚାନେଲ ହିଁ ଉପଯୋଗୀ , ଆଗକୁ ଏଇପରି ଖବର ଜାରି ରହୁ ।ନମସ୍କାର
@vedamatagayatri958
@vedamatagayatri958 Жыл бұрын
ଭଗବାନ ଏହି ଦୁଇ ଜଣଙ୍କୁ ଏତେ ଶକ୍ତି ଓ ସଦ୍ବୁଦ୍ଧି ଦିଅନ୍ତୁ, ଯେପରି ଏମାନେ ପିତାଙ୍କର ସେବା କରିବା ସହ ଭଲ ମଣିଷଟିଏ ହୋଇ ପାରିବେ। ଜୟ ଜଗନ୍ନାଥ।
@brajabandhubarik2727
@brajabandhubarik2727 Жыл бұрын
ଗାଁ ଭାଇ ଭଉଣୀ ମାନଙ୍କୁ ମୋର ଅନୁରୋଧ ସମସ୍ତେ ମିଶି ସରପଞ୍ଚ ଓ ବିଧାୟକ କୁ ଦେଖାହୋଇ ଏ ପିଲାର ଦୁଃଖ ଜଣାନ୍ତୁ,,ଦେଖିବେ ସବୁ ଠିକ୍ ହୋଇଯିବ,,ଜୟ ଜଗନ୍ନାଥ
@samikshyamahapatra7120
@samikshyamahapatra7120 Жыл бұрын
ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ରାଜା ସାହୁଙ୍କୁ ଅନୁରୋଧ ସହଯୋଗର ହାତ ବଢ଼ାନ୍ତୁ ଯାହାର ଫଳରେ ପିଲା ଦୁଇଟିର ଭବିଷ୍ୟତ ଉଜ୍ୱଳ ହୋଇପାରିବ।
@manojraj.....7435
@manojraj.....7435 Жыл бұрын
ଓଡ଼ିଶାରେ next CM ରୁଦ୍ର ମହାରଥୀ ରୁଦ୍ର ସାର୍ please pillaku tike aponohi sahajya koriparibe
@pratapbehera4140
@pratapbehera4140 Жыл бұрын
ବହୁତ ଧନ୍ୟବାଦ news ଭାଇଙ୍କୁ , ଏପରି ଅବସ୍ଥା ଗୁଡିକୁ ସରକାରଙ୍କ ସମୁଖକୁ ଆଣନ୍ତୁ, ଓଡ଼ିଶାର ବି ଏଭଳୀ ପରିସ୍ଥିତିରେ ଲୋକ ଅଛନ୍ତି ମାଳମାଳଯୋଜନା କାହାପାଇଁ ହୋଇଛି
@hdcreation6443
@hdcreation6443 Жыл бұрын
ଭଗବାନ ସେଇ ପିଲାମାନଙ୍କୁ ଆଶୀର୍ବାଦ କରନ୍ତୁ....ଭଲ ମଣିଷ ହୁଅନ୍ତୁ...
@gyatribehera7387
@gyatribehera7387 Жыл бұрын
ଏହି ଏରିଆର ବିଧାୟକ ଙ୍କୁ ଏତିକି ଅନୁରୋଧ କରୁଛି ଏହି ପରିବାରକୁ ସହୋଯୋଗର ହାତ ବଢାନ୍ତୁ।ଏବଂ ଖୋଦ୍ଦା ଜିଲ୍ଲାପାଳଙ୍କୁ ବି ନିବେଦନ କରୁଛି ଏଥି ନିମନ୍ତେ କିଛି ପଦକ୍ଷେପ ନିଅନ୍ତୁ। 🙏😭😭😭😭😭😭😭😭😭😭😭😭😭😭😭🙏।
@jeetgaming6827
@jeetgaming6827 Жыл бұрын
ସତରେ ବହୁତ୍ କଷ୍ଟ,, କୋଉଠି biriyani ଅଳ୍ପ ଖାଈ ଫୋପଡ଼ା ଯାଉଚି, ତ କୋଉଠି ମୁଠାଏ ଭାତ ମିଳିବା କଷ୍ଟ ହେଇ ଯାଉଛି,,,, କଣ ଚାଲିଛି ୟେ ଦୁନିଆ ରେ
@rohanbehera9554
@rohanbehera9554 Жыл бұрын
ଭଗବାନ ଏ ପିଲାକୁ ଏମିତି ଶକ୍ତି ଦିଅନ୍ତୁ ତା ବାପା ଭାଇ ଙ୍କ ସବୁ ବିପଦରୁ ରକ୍ଷା କରୁ
@sunilsahoo980
@sunilsahoo980 Жыл бұрын
ସମସ୍ତଙ୍କର କିଛି କିଛି ସାହାଯ୍ଯ ଓ ସହଯୋଗରେ ସେମାନଙ୍କ ଦୁଖଦ ପରିସ୍ଥିତି ଦୂର ହୋଇପାରିବ 🙏ଜୟ ଜଗନ୍ନାଥ 🙏
@sanatanagochhayat2774
@sanatanagochhayat2774 Жыл бұрын
ଧନ୍ୟବାଦ ନିୟୂଜ ଭାଇ ଓ ଭଉଣୀ ମାନଙ୍କୁ ଏମିତି ଖବର ଆଗକୁ ଆଣନ୍ତୁ।
@pratimapradhan8481
@pratimapradhan8481 Жыл бұрын
ଅଶେଷ ଧନ୍ୟବାଦ ଦୁର୍ଗା ପ୍ରସାଦ ଦାସ ଙ୍କୁ. ସାମ୍ବାଦିକ ହେବ ତ ଏମିତି. ଆଜି ପେଟକୁ ଦୁଇମୁଠା ଖାଇବା ସହ ଭବିଷ୍ୟତ ନିର୍ଦ୍ଧାରଣରେ ସହାୟକ ହୋଇ ପାରିଛନ୍ତି. ପୁଣିଥରେ ହୃଦୟରୁ ଅଶେଷ ଧନ୍ୟବାଦ 🙏
@santoshkumarpattanayak5267
@santoshkumarpattanayak5267 Жыл бұрын
ହେ ଭଗବାନ ଏହି ମାନଙ୍କୁ କୋଉ ରୂପରେ ବି ସାହାଯ୍ୟ କରନ୍ତୁ
@chinmayasahu3164
@chinmayasahu3164 Жыл бұрын
ଶଳା mla,mp ମାନଙ୍କୁ ଦେଖା ଯାଉନି ସେଇ ଗାଁ ରେ ଗୋଟିଏ ନିରୀହ ଗରିବ ଆଦିବାସୀ ଲୋକମାନଙ୍କର ଦୁଃଖ ଶଳା ଖାଲି କକହୁଛନ୍ତି ଦରମା ବଢ଼ୋ!!! ଲାଜ ଲାଗୁନି ଶଳା କୁଇ!!!
@kiransheetal4432
@kiransheetal4432 Жыл бұрын
ଭଗବାନ ଏ ଦୁଇ ଭାଇ ମାନଙ୍କୁ ଭୋଲୋ ରେ ରଖନ୍ତୁ, please God help this brothers'🙏🙏🙏🙏🙏🙏
@pramoddhala1848
@pramoddhala1848 Жыл бұрын
ବହୁତ୍ କଷ୍ଟ ଲାଗୁଚି ଆଖିରୁ ଲୁହ ଆସିଗଲା he ଭଗବାନ୍ ଏଇ ପରିବାର କୁ ସାହାଯ୍ୟ କରନ୍ତୁ 🙏🙏🙏😭😭
@RabinarayanTarini
@RabinarayanTarini Жыл бұрын
ଯେତେବେଳେ ମହାପୁରୁଷ ମାନେ ସେ ଗାଁକୁ ଆଉ ସେ ସାହିକୁ ଆସିଥିବେ VOTE ପର୍ଚୀ ବାଣ୍ଟିବାକୁ ତାଙ୍କୁ ଟିକେ ସରମ laginathiba?
No empty
00:35
Mamasoboliha
Рет қаралды 4,2 МЛН
Fast and Furious: New Zealand 🚗
00:29
How Ridiculous
Рет қаралды 26 МЛН
Smart Sigma Kid #funny #sigma #comedy
00:26
CRAZY GREAPA
Рет қаралды 21 МЛН
Ahe nila saila || Barnali Hota || bhakta salabega || jagannath Bhajan ||
8:04
Bibhuti Swain Galatainment
Рет қаралды 260 М.
No empty
00:35
Mamasoboliha
Рет қаралды 4,2 МЛН