Koti Bramhanda Sundari By Kabi Samarat Upendra Bhanja | 11th Chhanda | କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ

  Рет қаралды 2,320

Vir Kalinga

Vir Kalinga

Күн бұрын

କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ରୀତିଯୁଗର ଅନନ୍ୟ କାବ୍ୟ "କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ" ସରଳ ଆଲୋଚନା ଶୁଣନ୍ତୁ।
•••••••••••••••••••••••••••••••••••••••••••••••••••••••••••••••••••••••••••••••••••••••••••••••••••••••••••••••••••
କାବ୍ୟ ଓ କବିମାନଙ୍କୁ ପିଢ଼ି ପିଢ଼ି ଧରି ବଞ୍ଚେଇରଖିବା ପାଇଁ ଆମର ଏ ସ୍ବତନ୍ତ୍ର କାର୍ଯ୍ୟକ୍ରମ "ଓଡ଼ିଆ କାବ୍ୟ ଓ କବି"।
ଦର୍ଶକବନ୍ଧୁ, ଯଦି ଆମର ଏହି ଛୋଟ ପ୍ରୟାସଟି ଆପଣଙ୍କର ହୃଦୟର ଗଭିରତ୍ତମ ସ୍ଥାନକୁ ସ୍ପର୍ଶ କରିପାରିଛି ତାହାଲେ ଆପଣ ଆମର ଏହି ଭିଡିଓ ଟି କୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଓ ମତାମତ ବାକ୍ସରେ ଆପଣଙ୍କର ମତାମତ ଆମକୁ ଜଣାନ୍ତୁ।ଆଉ ଯଦି ଆପଣ ଆମ ଚ୍ୟାନେଲ ପାଇଁ ନୂଆ ତାହାଲେ ଆପଣ ଆମର ଏଇ ଚ୍ୟାନେଲକୁ subscribe କରି ଆମର ଏକ ନୂତନ ସଦସ୍ୟ ହୋଇଯାଆନ୍ତୁ।
||ଧନ୍ୟବାଦ||
•••••••••••••••••••••••••••••••••••••••••••••••••••••••••••••••••••••••••••••••••••••••••••••••••••••••••••••••••••
To preserve the poetry and poets from generation to generation, we have this special program "Odia Kabya O Kabi".
Dear viewers, If this small effort of ours has touched your heart then please like our video, share it and let us know your feedback in the comment box and if you are new to our channel then please subscribe.
||Thank you||
•••••••••••••••••••••••••••••••••••••••••••••••••••••••••••••••••••••••••••••••••••••••••••••••••••••••••••••••••••
ଉପସ୍ଥାପନା- ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମହାପାତ୍ର
କ୍ୟାମେରା- ରୋହନ ମହାପାତ୍ର
ଏଡିଟିଙ୍ଗ- ରୋହନ ମହାପାତ୍ର
ସହଯୋଗ- ବୀର କଳିଙ୍ଗ ପରିବାର
ଆମକୁ ଯୋଗାଯୋଗ କରନ୍ତୁ- ୮୯୮୪୦୧୨୬୦୮
ଆମ ଓ୍ବେବସାଇଟ: virkalinga.in/
ଆମେ ଟେଲିଗ୍ରାମରେ ମଧ୍ୟ ଉପଲବ୍ଧ ଅଛୁ- t.me/Vir_Kaling 👈 କ୍ଲିକ୍ କରନ୍ତୁ।
ଆମକୁ ଇନଷ୍ଟାଗ୍ରାମ ରେ ଫଲୋ କରି,ଆମ ସହ ସିଧାସଳଖ କଥାବାର୍ତ୍ତା ହୁଅନ୍ତୁ- ... 👈 କ୍ଲିକ୍ କରନ୍ତୁ।
ଆମ ଫେସବୁକ ପେଜକୁ ଲାଇକ କରନ୍ତୁ ଓ ଆମ ସହ ଯୋଡିହୋଇ ରୁହନ୍ତୁ- / virkalinga 👈 କ୍ଲିକ୍ କରନ୍ତୁ।
ଆମେ ଟୁଇଟରରେ ମଧ୍ୟ ଉପଲବ୍ଧ ଅଛୁ, ଆପଣ ଆମକୁ ଟୁଇଟରରେ ଫଲୋ କରି ଆମ ସହ ଯୋଗାଯୋଗରେ ରହିପାରିବେ- Ka... 👈 କ୍ଲିକ୍ କରନ୍ତୁ।
ଆମକୁ ମେଲ୍ କରନ୍ତୁ- virkalinga@gmail.com
ଓଡିଶାର ଐତିହ୍ୟ, ପରମ୍ପରା, ଇତିହାସ, ସଂସ୍କୃତି,ଲୋକକଳା ଏବଂ ଲୋକନୃତ୍ୟ ବିଷୟରେ ଜାଣିବା ପାଇଁ ଆମର ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ ଓ ଆମ ସହ ଯୋଡିହୋଇ ରୁହନ୍ତୁ।
ସୌଜନ୍ୟ- ବୀର କଳିଙ୍ଗ
••••••••••••••••••••••••••••••••••••••••••••••••••••••••••••••••••••••••••
#kotibramhandasundari #kabi_samarat #upendrabhanja #kabi_samrat_upandra_bhanja #11chhanda #virkalinga #literature #sahitya #odiapoet #odiasahitya #odiakabya #ssbexam #important #odiakabyakabita #odiakabi #chhanda #famouspersonalities #famouskabi #Riti_juga #kabi_samrat #Upendra_bhanja #birabara #youtubecontent #newvideo #youtubevideos #viral #କବି_ସମ୍ରାଟ #ଶ୍ରେଷ୍ଠ_କବି #ଉପେନ୍ଦ୍ର_ଭଞ୍ଜ #ରୀତି_ଯୁଗ #କାବ୍ୟ #ରୀତି_ଯୁଗୀୟ_କବି #ବୀରବର #ଓଡିଆ_କାବ୍ୟ #ଓଡିଆ_କବିତା #ଭଞ୍ଜ#କବି_ସମ୍ରାଟ#ଉପେନ୍ଦ୍ର_ଭଞ୍ଜ

Пікірлер: 12
@mithunbadia-15Y
@mithunbadia-15Y 7 ай бұрын
🙏💐 ମୋର ବିନମ୍ର ଅନୁରୋଧ ଏହି କ୍ରମରେ ଏକାଦଶ ଛାନ୍ଦର ଅବଶିଷ୍ଟାଂଶ ଏବଂ ୨୫ ଛାନ୍ଦର ସମ୍ପୂର୍ଣ୍ଣ ଆଲୋଚନା କରିବାକୁ।
@Adarshabinash
@Adarshabinash 11 ай бұрын
ଯାହା ହଉ ଏବେବି ଆମ ଓଡ଼ିଆ ଲୋକ ଅଛନ୍ତି ଯେଉଁମାନେ ଓଡ଼ିଆ ଭାଷା ଓ ସାହିତ୍ୟ କୁ ଜୀବିତ ରଖିଛନ୍ତି। ନହେଲେ ଆଜି କାଲି ର wanna be non odias ମାନଙ୍କଠାରୁ କିଛି ଆଶା ରଖିବା ଆମ ମୂର୍ଖାମୀ ହବ।
@ହାପି-ଖ1ହ
@ହାପି-ଖ1ହ 7 ай бұрын
ସାର୍ ପ୍ରଣାମ, ସାର୍ ଅତି ସୁନ୍ଦର ଆଲୋଚନା। ଜୀବନରେ ସ୍ମରଣୀୟ ଆପଣ ମୋ ପାଇଁ ଆମ ଜାତି ପାଇଁ। ସାର୍ ଗୋଟେ ଅନୁରୋଧ katibramhanda sundari ra ଏକାଦଶ ଛାନ୍ଦର 21 ଛାନ୍ଦ ଠାରୁ ଆଉ ଆଲୋଚନା କରନ୍ତୁ। ପୁଣି ସାର୍ ୨୫ ଛାନ୍ଦର ଆଲୋଚନା ଜରୁରୀ ଆବଶ୍ୟକ ଆମ ପାଇଁ ସାର୍
@ହାପି-ଖ1ହ
@ହାପି-ଖ1ହ 7 ай бұрын
୨୫ ଛାନ୍ଦର ଆଲୋଚନା କରନ୍ତୁ ସାର୍ ଅନୁରୋଧ ଆପଣଙ୍କୁ। ଆପଣ ଈଶ୍ୱର ହୋଇ ରହିବେ ଆମ ପାଇଁ। ପୂଜ୍ଯ ଗୁରୁ ପ୍ରଣାମ ସାର୍
@mamatamaharana1784
@mamatamaharana1784 Ай бұрын
Binamra pranam professor sir 🙏❤️ , jathaartho re vyakhya Karu chhanti bhanja sahitya nku .
@SoumyaSekhar-u1h
@SoumyaSekhar-u1h 3 ай бұрын
ସାର୍ ଦୟାକରି କୋଟିବ୍ରହ୍ମାଣ୍ଡ ସୁନ୍ଦରୀର ୨୫ ଛାନ୍ଦ ଆଲୋଚନା କରନ୍ତୁ
@tukunaful
@tukunaful 11 ай бұрын
ଅତି ସୁନ୍ଦର ସାର୍
@abhisoumya6176
@abhisoumya6176 6 ай бұрын
Mora ବିନମ୍ର ଅନୁରୋଧ ଏକାଦଶ ଛାନ୍ଦ ର ଅବଶିଷ୍ଟ ଆଲୋଚନା କରନ୍ତୁ
@abhisoumya6176
@abhisoumya6176 6 ай бұрын
ଶେଷ ଗୁଡିକ ଆଲୋଚନା କରନ୍ତୁ 11
@Myhome-e9e
@Myhome-e9e 6 ай бұрын
🙏
@harikishorbag9493
@harikishorbag9493 11 күн бұрын
ସାର ଟିକିଏ ଭଲକରି ରସବୋଧକ‌ଆବୃର୍ତ୍ତିକରନୁ
@srustipradhan7237
@srustipradhan7237 10 ай бұрын
Tq sir
КОГДА К БАТЕ ПРИШЕЛ ДРУГ😂#shorts
00:59
BATEK_OFFICIAL
Рет қаралды 7 МЛН
Wait… Maxim, did you just eat 8 BURGERS?!🍔😳| Free Fire Official
00:13
Garena Free Fire Global
Рет қаралды 9 МЛН
Trapped by the Machine, Saved by Kind Strangers! #shorts
00:21
Fabiosa Best Lifehacks
Рет қаралды 34 МЛН
osho talks
39:44
Osho journey
Рет қаралды 1,2 МЛН
КОГДА К БАТЕ ПРИШЕЛ ДРУГ😂#shorts
00:59
BATEK_OFFICIAL
Рет қаралды 7 МЛН