Kui Christian song//Dai gadata diana//kingofkings//ଡ଼ଇ ଗାଡାତା ଦିଆନା//studio version//sabat//julia

  Рет қаралды 16,934

KING OF KINGS PALACE PRODUCTION

KING OF KINGS PALACE PRODUCTION

Күн бұрын

ସର୍ବ ପ୍ରଥମେ ଈଶ୍ୱରଙ୍କ ଗୌରବ ପ୍ରଶଂସା ହେଉ,ତାହାଙ୍କର ଧନ୍ୟବାଦ୍ ଦେବା ସହ ଆପଣ ମାନଙ୍କୁ ମଧୁମୟ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ Praise the Lord 🙏 ନମସ୍କାର। ଆପଣ ମାନଙ୍କ ଭଲ ପାଇବା ଓ ପ୍ରେରଣା ର ଫଳ ସ୍ୱରୁପେ "ପ୍ରଭୁ ହେ" ଗୀତର ସଫଳତା ପରେ ପୁଣି ଗୋଟିଏ ନୂତନ ହୃଦୟ ସ୍ପର୍ଶି ଏକ କୁଇ ଗୀତ ଆପଣ ମାନଙ୍କୁ ଭେଟି ଦେବା ପାଇଁ ଚାହେଁ। ଏହି ଗୀତର ସାରା ମର୍ମ ହେଉଛି ପାପରୁ ନିସ୍ତାର ବା ତ୍ରାହି ପାଇଲା ପରେ ନିଜର ଖୁସି ଓ କାର୍ଯ୍ୟର ଆରମ୍ଭତାକୁ ଖୁସିରେ ପ୍ରଶଂସାର ଗୀତ ମାଧ୍ୟମରେ ପ୍ରକାଶ କରି ମଣିଷର ପରିବର୍ତ୍ତନ କିପରି ହେଉଛି ତାହାର ବର୍ଣ୍ଣନା କୁଇ ଭାଷାରେ ଆପଣ ମାନଙ୍କୁ ଜଣେଇ
ଈଶ୍ୱରଙ୍କ ପ୍ରଶଂସା କରିବା ପାଇଁ ଚେଷ୍ଟା କରିଛି । ଆଶା କରୁଛୁ
ଆପଣ ମାନଙ୍କ ହୃଦୟକୁ ନିଶ୍ଚୟ ଛୁଇଁବ।
*# Song Credits *#
Song:Dai gadata diana//ଡ଼ଇ ଗାଡ଼ାତା ଦିଆନା
Singer:Sabat Pradhan
Lyrics and compose: Brother Julia Pradhan
Producers: Brother Manant Pradhan
Music arrangement:Subham Samal Bapi
Dubbing Mixing and mastering:Mr Bikash
Ghumra studio Madanpur Kalahandi
Banner:King of kings palace production
Special thanks to My brothers and sisters
Mrs Mili, Brother Jashobant and Gautam
*********************************************
ଡ଼ଇ ଗାଡାତା ଦିଆନା ମାବ୍ଗୀ ମାସେ ଆନୁ
ଜ୍ଡିବା ସେଲୁ ପାହେରି ଗ୍ଦୁମୁନା ପାନମ୍ବି ସିଡାତେନୁ...
ଅ ଯୀଶୁ ରାଜେନିତି ଏହପା ଗାଟାତି.....
ଜେଡା ନଆତି ଆବା ନାଙ୍ଗି ଏହତାତି
ନାଙ୍ଗି ଜ୍ଡିପତାତି .....
୧ : ମୂଲା ପେନୁ ମ୍ରିଏନିତି ସୁପାଡ଼ି ଗାଟାତି
ନାଇ ପାପ ସେଲୁ ଇନୁ ପୂର୍ତ୍ତିତା ଗାଡ଼ି ଆତି
ଇନୁ ନେ ପାହେରିତି ନାଙ୍ଗି ଏହପା ବାତି
ତିରି ରାକା ବକ୍ସାନାଇ ଏହପା ଗ ସିଆତି
ଆବା ନିନ୍ଦା ମେଲା କାଜୁ ଇନୁ କହତାତି
ଆନୁ ମୁପି ସିଡାତେନୁ ଇନୁ ନେ ଆହତାତି....
ଇ ଡଇ ଗାଡ଼ା ଡ଼ାଇ ନାଙ୍ଗି ଜ୍ଡିପ୍ତାତି
ନାଙ୍ଗି ଏହତାତି ..........
୨ : ନିନ୍ଦା ମେଲା ପାଞ୍ଜାନାଇ ପୂନି ଜୀଉ ପାଞ୍ଜାମାଇ
ନିନ୍ଦା ମେଲା ଆହାନାଇ ନି ପାହେରି ତାକାମାଇ
ନି କାତା ବେସାନାଇ ନି ଜେଡା ତସାନାଇ
ନାଇ ମୁନି ତେସେ ଆବା ନି ପାଦା ସାକି ସିଇ
ମେଲା ଗିଆତି ଆବା ଜେଡା ନଆତି
ଆନୁ ମୁପି ସିଡାତେନୁ ଇନୁନେ ଆହତାତି....
ଇ ଡ଼ଇ ଗାଡ଼ା ଡ଼ାଇ ନାଙ୍ଗି ଜ୍ଡିପ୍ତାତି
ନାଙ୍ଗି ଏହତାତି........
#kingofkingspalaceproduction
#kuichristiansog
#humansagarchristiansongs
#amitpanichristiansongs
#asimapandachristiansong
#sashanksekharchristiansong
#jaganmohannagchristiansong
#NewChristiansong
#newkuiChristiansong
#Kingofkingspalaceproductionsongs
#kkpp
#KKPP
#Juliapradhan
#Prabhuhe
#Newodiachristmassongsandvideos
#abmusicchristiansong
#Amitbadanayakchristiansongs
#newchristiansongs
#amitpanichristiansongs
#humansagarchristiansongs
#sabatpradhanchristiansongs
#gospelmusicworshipsongs
*******************************
#* ANTI -PIRACY WARNING*#
This content is copyright to KING OF KINGS PALACE PRODUCTION,Any unauthorised re-production,re-distribution
or re-upload is strictly prohibited for this material. copyright strick wil be given without any warning as well as legal action
wil be taken against those who violate this
copyright material presented
*****************************
*********THANKS FOR WATCHING*****
PRAISE THE LORD
******************

Пікірлер: 203
Don’t Choose The Wrong Box 😱
00:41
Topper Guild
Рет қаралды 62 МЛН
Cheerleader Transformation That Left Everyone Speechless! #shorts
00:27
Fabiosa Best Lifehacks
Рет қаралды 16 МЛН
Tuna 🍣 ​⁠@patrickzeinali ​⁠@ChefRush
00:48
albert_cancook
Рет қаралды 148 МЛН
She made herself an ear of corn from his marmalade candies🌽🌽🌽
00:38
Valja & Maxim Family
Рет қаралды 18 МЛН
Don’t Choose The Wrong Box 😱
00:41
Topper Guild
Рет қаралды 62 МЛН