କୁଲି ସମ୍ପ୍ରଦାୟଙ୍କୁ ଆଦିବାସୀ ଜାତିଗତ ପ୍ରମାଣ ଦେଉଥିବାର ପ୍ରତିବାଦ ରେ ବଲାଙ୍ଗୀର ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ।

  Рет қаралды 169,066

MOR SAMIYA

MOR SAMIYA

Күн бұрын

Пікірлер: 577
@BabuliMajhi-binjha
@BabuliMajhi-binjha 27 күн бұрын
ଆମେ ସମସ୍ତେ ଲଢବା ଦିଦି ଆମେ ସବୁ ସାଥୀରେ ଅଛୁଁ ଜୟ ଆଦିବାସୀ 💪💪💪
@Majhiofficial1431
@Majhiofficial1431 Ай бұрын
ଜୟ ଆଦିବାସୀ ଜୟ ଜଗନ୍ନାଥ ❤from Kalahandi
@shreetam716
@shreetam716 Ай бұрын
ଆଦୀବାସୀ ଭାଇମାନେ ସହଯୋଗ କର ଲଢେଇ ଜୋରଦାର ହେବ
@Jaymasamaleswri
@Jaymasamaleswri Ай бұрын
😂😂😂😂😂😂
@ias.16
@ias.16 Ай бұрын
@@shreetam716 ଚୂହିବ ମାଘିଏ
@Meherdeepa252
@Meherdeepa252 Ай бұрын
​@@ias.16😁😁😁😁
@KailashNaik-c3z
@KailashNaik-c3z 28 күн бұрын
ମାଡି ଚାଲ ,ଜୟ ଆଦିବାସୀ 🏹🏹🏹🙏ମୟୂରଭଞ୍ଜ ଜିଲ୍ଲା ରୁ
@mHansda369
@mHansda369 28 күн бұрын
ବହୁତ ଭଲ ଜଗୋ ଜଗୋ ସମସ୍ତ ଆଦିବାସୀ ଭାଇ ଭଉଣୀ, ନିଜ ଅଧିକାର ସାବ୍ୟସ୍ତ କରନ୍ତୁ । ଜୟ ଭୀମ ଜୟ ସମ୍ବିଧାନ 🙏
@srirammeher9998
@srirammeher9998 Ай бұрын
ନିବେଶ ସାର କେ ଦିଲ ସେ ଜୁହାର 🙏 ମୋର ସମୀୟା ଜିନ୍ଦାବାଦ ମାଡି ଲାଲୁନ 🙏
@bidesibariha8144
@bidesibariha8144 Ай бұрын
ମୋର ତରଫରୁ ମୋର ସମୀୟା ନିବେଶ ଦାଦା କେ ଧନ୍ୟବାଦ ଦାଦା
@GameChanger-j8e
@GameChanger-j8e Ай бұрын
Bhai sene nijar faida achhe a Jen rasta kam karu thikadar bridge Karu thikadar sange video kale sina gan pathba e B.D.E tahasil dar sange kichhin naina
@Ananta-UG
@Ananta-UG Ай бұрын
ଆଦିବାସୀ ଜିନ୍ଦାବାଦ🔥🔥🔥🙏🙏🙏🙏
@Dalai143
@Dalai143 Ай бұрын
ଆଦିବାସୀମାନେ ଏକତ୍ରିତ ହୁଅ ଯଦି ଅନ୍ୟ ଜାତିକୁ ନୂଆକରି ଆଦିବାସୀ ମାନ୍ୟତା ଦିଆଯାଉଛି ତାହେଲେ ଜୋରଦାର ବିରୋଧ ପ୍ରଦର୍ଶନୀ କର.
@badalmeher3392
@badalmeher3392 29 күн бұрын
ସୁପ୍ରିକୋର୍ଟଙ୍କ ଆଦେଶ ରେ କୁଲି ମାନଙ୍କୁ certificate ଦିଆ ହେଉ ଛେ ସୁପ୍ରିମ କୋର୍ଟ ସଙ୍ଗେ ଲାଗ
@jaga918
@jaga918 29 күн бұрын
ବିଂଝାଲ ମାନେ ତ ରାଜା ଥିଲେ, ବିଜୟ ସିଂହ ବରିହା, ପଦମପୁର ରାଜା , ବିଂଝାଲ ମାନଙ୍କୁ ଆଦିବାସୀ ନୁ ଅଲଗା ଯାଉ l
@XxtremeVibes
@XxtremeVibes 28 күн бұрын
lol...adbasi re kana raja na thile ??😂
@Kishorgond750
@Kishorgond750 22 күн бұрын
ଆରେ ମହାପଣ୍ଡିତ ଏଠାରେ ଆଦିବାସୀ ହିଁ ରାଜା ଥିଲା ok ଏଟା ଆଦିବାସୀ ର ମାଏଟ୍ ଗୋଁଣ୍ଡ ଆଦିବାସୀ ର 52 ଗଡ଼ ବିଷୟ ରେ ଟିକେ ପତା କର ok. ଓ ଆଦିବାସୀ ଧନିଗରିବ ଦେଖି ଆଦିବାସୀ ନ ଥାଏ ok ଆଦିବାସୀ ହେଉଛେଁ ଏହି ମାଟି ର ମୂଳ ନିବାସୀ ସେଥିପାଇଁ ତ ଆଦିବାସୀ
@XxtremeVibes
@XxtremeVibes 22 күн бұрын
@Kishorgond750 Mula nibasi mane ?? Kie tamaku kahila je mul nibasi ?? Bharat ke sare log mula nibasi eithikara. Adbasi bas jangal re rahuthule au jangala jinisa khai ki banchuthile.Tike buddhi kharcha kar re bhai.
@Kishorgond750
@Kishorgond750 22 күн бұрын
@XxtremeVibes ଭଲ କରି ଇତିହାସ ଦେଖି hadappa mohenjo daro history ପଢ Gondwana land ବିଷୟ ରେ ପାଠ ପଢ ok ଆମର ଗୋଁଣ୍ଡ 52 ର ର ରାଜା ଥିନୁ ok ପତା କର ଏ ଦେଶର ମୂଳ ନାମ Gondwana Land ଆଏଁ ପତା କର ok
@Kishorgond750
@Kishorgond750 22 күн бұрын
@XxtremeVibes ତୁମକେ କିଛି ଜଣା ନାଇଁ ନ ଭଲ କରି ପତା କର history ଦେଖି ପଢ଼ hadappa mohenjo dar DNA test ବି ଇତିହାସ ଦେଖି o ଜଙ୍ଗଲ କଥା କହୁଛ ନାଁ ଆରେ ଗୋଁଣ୍ଡ ମନେ 52 ଗଡ଼ ର ରାଜା ଥୀନୁ ok ଆମର ଗଡ଼ ଏବେବି ଅଛେ ଓ ଏ ଦେଶ ର ମୂଳ ନାମ Gondwana land ଆଏଁ 💯🏹 ପତା କର
@rohitchhatria5041
@rohitchhatria5041 Ай бұрын
ବଲାଙ୍ଗିର ଜିଲ୍ଲା ରେ ସବୁ ଆଦିବାସୀ ମାନେ ରାମ ସୀତା କେ ମନୁଛନ ପୂଜା କରୁଛନ, ଆରୂ ଇ ଭାଇ କହୁଛନ୍ ଯେ ଆଦିବାସୀ ମନେ ରାମ ସୀତା କେ ନାଇ ମାନନ୍ ବୋଲି
@SanjibMahar
@SanjibMahar Ай бұрын
👍bro
@ias.16
@ias.16 Ай бұрын
😂😂😂.
@Kishorgond750
@Kishorgond750 Ай бұрын
ଭାରତୀୟ ସମ୍ବିଧାନ ଅନୁସାରେ ଅଧିକାର ଅଛି ତୁମ ଇଛା ଅନୁସାରେ ତୁମେ କାହାକେ ବି ପୂଜା କରିପାର ok ସେଥିଲାଗି ଯିଏ ମାନୁଛେ ତାର ନିଜସ୍ବ କଥା ସେଟା ଆମର ସମାଜ ନିତି ନୁହେଁ ସେଟା ଆମର ଆଦିବାସୀ ର ସାମାଜିକ ସଂସ୍କୃତି ପରମ୍ପରା ରେ କେବେହେଲେ ହିନ୍ଦୁ ଦେବୀ ଦେବତା ଙ୍କୁ ପୂଜା କରନ୍ତି ନାଇଁ ଆଦିବାସୀ ମନେ ତୁମର ସମସ୍ତ ଧର୍ମ ଠୁଁ ଭିନ୍ନ ଆଏଁ 💯 1871 ରେ ଇଂରେଜ ସରକାରର ପ୍ରଥମ ଧାର୍ମିକ ଜନଗଣନା କରିଥିଲେ ସେହି ଆଦିବାସୀ ଙ୍କୁ ଅଲଗା ରଖାଯାଇଥିଲା ok ତାପରେ ଭାରତର ସ୍ବାଧୀନତା ପରେ 1931 ର ଜନଗଣନା ରେ ଆଦିବାସୀ ଙ୍କୁ ହିନ୍ଦୁ କରିଦିଆଗଲା। ‌ହେଲେ ଆମର ସମାଜକ ସଂସ୍କୃତି ପରମ୍ପରା ରୀତିନୀତି ତାକେ ବଦଲେଇ ପାରିଲେ କେଁ ନାଇଁ
@rajputrabi6212
@rajputrabi6212 Ай бұрын
He bahut Hindu manku birod karsi he pila 😠
@Xyz1998-si7mu
@Xyz1998-si7mu Ай бұрын
@@rohitchhatria5041 kahele ki sabhe ga au jungle re rahi Rahi christian k convert hauchan au jisu jisu hauchan
@sandhyaranidehury9460
@sandhyaranidehury9460 16 күн бұрын
ଠିକ୍ କରିଛନ୍ତି ଆମେ ଆଦିବାସୀ ❤❤ ଜୟ ଭୀମ ରାଓ ଆମ୍ବେଦକର 🙏
@AbhisirikaAbhisirika
@AbhisirikaAbhisirika 25 күн бұрын
Very good I Support it Jai Adibasi❤❤💯💯💯
@narottambhoi5218
@narottambhoi5218 27 күн бұрын
❤❤❤ aadivasi jhukega nahi ❤❤❤
@Jaymasamaleswri
@Jaymasamaleswri Ай бұрын
ହେତେ ସର୍ଷ। ହେଇଛୁ ମେହେଜି ବିଧାନସଭାକୁ ଯା
@vickymidia
@vickymidia Ай бұрын
Tar Ma Ejagre thile kana kaheu Amebhi Kalahandi ken Jaganar na ka
@alokbudek7787
@alokbudek7787 Ай бұрын
ବିଧାନସଭା କେ ଜିବେ ଦେଖେବେ ଆଜ୍ଞା
@Jaymasamaleswri
@Jaymasamaleswri Ай бұрын
Chuhibu
@smvlogs-i5o
@smvlogs-i5o Ай бұрын
Kana bhabuchhu re
@SAROJSAHU-w2h
@SAROJSAHU-w2h Ай бұрын
😅
@vijaymeher5030
@vijaymeher5030 Ай бұрын
Collector order ne deii re Maa.. Supreme court order deichhe..sidha kaha tamku Hankar laguchhe bali...
@ias.16
@ias.16 Ай бұрын
@@vijaymeher5030 ବିଂଝାଂଲ ମାନେ ପୁରା ମାଘିଏ କୁଳି ମାନଂକୁ ହଁକାର କରୁଛନ. ବିଞ୍ଜାଲ ମାନଂକୁ ଗିହ..
@ritikbariha3740
@ritikbariha3740 29 күн бұрын
Hankar kana tame kana aadivasi ae bhel
@ias.16
@ias.16 29 күн бұрын
@ritikbariha3740 ନାଇ ତୁଇ ଏକଲା ଆଦିବାସୀ ଆଉ ରେ ରୁମ 😅
@ritikbariha3740
@ritikbariha3740 29 күн бұрын
@@ias.16 bhulia mankar gihala ta ena aadibasi chudei hauchhe
@vijaymeher5030
@vijaymeher5030 29 күн бұрын
@@ritikbariha3740 Supreme court order deichhe re .. Dam achhe bele henke Jaiki change kara.. .. Collector nu kana Uchki hauchhaa
@raajbag2573
@raajbag2573 Ай бұрын
ଆଦିବାସି ମାନଂକର ହକ୍ ଛିନା ଜଉଛେ
@BharatBhua
@BharatBhua Ай бұрын
ଜୟ ଆଦିବାସୀ🙏🏻🏹🏹🏹🏹❤️❤️❤️❤️
@dibyameher1693
@dibyameher1693 Ай бұрын
Jen SC, ST mane Cristian dhrama neu6an tahaku pahela sc st catagory ru bahar kar 🙏
@Bgmi_player787
@Bgmi_player787 Ай бұрын
Jay aadiwasi ❤from Kalahandi ❤
@aarzoo4168
@aarzoo4168 29 күн бұрын
Astra,Shastra Pradarsan bandh Kariba uchit. Legal Action hebaa katha.
@ManiramMundari-r8x
@ManiramMundari-r8x 29 күн бұрын
Aadivasi ek ho from rourkela with you
@Ananta-UG
@Ananta-UG Ай бұрын
ମୋର ସମୀୟା ଜିନ୍ଦାବାଦ🙏🙏🙏
@GameChanger-j8e
@GameChanger-j8e Ай бұрын
Dekh Bhai mui morning samiya kichhi naii lage but etar bhalia Bihar ra Manish Kashyap b thila last re tar hal jhol hee gala 😂😂😂
@purnamahakur2225
@purnamahakur2225 Ай бұрын
Tume thare ha daa dekhma​@@GameChanger-j8e
@Jaymasamaleswri
@Jaymasamaleswri Ай бұрын
Jay koshal ❤❤❤mor samiya dada ke ଅଶେଷ ଅଶେଷ ଧନ୍ୟବାଦ ❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤
@manoranjannag3253
@manoranjannag3253 Ай бұрын
Bahut badhia katha kahuchhan madam
@BinodDharus
@BinodDharus Ай бұрын
Nibesh dada juhar
@SadanMajhi-lr5pd
@SadanMajhi-lr5pd 22 күн бұрын
Right for fight to get justice, Tribals Culture and Tradition is defferent from other community,
@sunandameher9900
@sunandameher9900 Ай бұрын
'ଆଦିବାସୀ କଲ୍ୟାଣ ସଙ୍ଘ', ନାଁ ଟା ଯେତେ ସୁନ୍ଦର କାମ ଟା ସେତେ ନିର୍ଲଜ l ଇଟା ଫାଷ୍ଟ ଟାଇମ ନାଇସେ... ପନ୍ଦର ବର୍ଷ ପୂର୍ବେ ବି ଇ ଭୁଲ କାମ କରି ସାରିଛେ l ଯେତେବେଳେ ନିରଞ୍ଜନ ବିଶି ଇମାନର ଲିଡର ଥିଲା, କୁଳି ସମାଜ ବିରୁଦ୍ଧରେ ଯାଇକରି ହାଇ କୋର୍ଟ ତଥା ସୁପ୍ରିମ କୋର୍ଟ ରୁ ଧୂଳି ଚାଟି କରି ଆସିଚେ l 'ରଶି ଜଳି ଗଲା କିନ୍ତୁ ବଳ ଟା ନାଇଁ ଯିବାର 'l ଠିକ ଅଛେ, ଯାହା ଜାଣିଛ କର କିନ୍ତୁ ଏତକି ମନେ ରଖ ତୁମର ଟାଙ୍ଗି ତରୱାଲ ନୁ କଲମ ର ତାକତ ବେଶୀ l ଯାହାର ଦମ ରେ କଲେକଟର ଆଦେଶ ଦେଇଛନ ତହସିଲଦାର କେ ସାର୍ଟିଫିକେଟ ଦେବାର ଲାଗି l
@KunaBhoi-o5w
@KunaBhoi-o5w Ай бұрын
ଜୟ ଆଦିବାସୀ 🙏
@ashokjani4602
@ashokjani4602 25 күн бұрын
Jay Adivasi 🙏🙏🙏❤❤❤
@MinateeDharua
@MinateeDharua Ай бұрын
Jay gandawana ⚔️⚔️⚔️⚔️ Jay seba
@shekharkumarbhoi1817
@shekharkumarbhoi1817 Ай бұрын
Jay Adivasi 🏹⚔️
@pitambarmajhi6939
@pitambarmajhi6939 Ай бұрын
Mo samiya jindabad
@ranjuktaBhoi-z2w
@ranjuktaBhoi-z2w Ай бұрын
Mor nanike bahut danybad❤adibasi Jaa ho
@GxkfVgfxc
@GxkfVgfxc Ай бұрын
Jay adibasi kosal heu tamar sabubele khusitha a aadibasi
@keshabadharua8603
@keshabadharua8603 Ай бұрын
ଜୟ ଆଦିବାସୀ
@Surinsurin336
@Surinsurin336 Ай бұрын
ଜୟ ଜହାର ଜୟ ବିର୍ସା... ଜୟ ଆଦିବାସୀ 🏹🏹🏹🏹🏹🏹
@BishwanathSethiBishwa
@BishwanathSethiBishwa Ай бұрын
ବହୁତ ଧନ୍ଯବାଦ ନିବେଶ ଆଜ୍ଞା ।
@Shiva..4816
@Shiva..4816 Ай бұрын
Lagi rah....Jay Johar 🙏🙏
@MrNomad-i3n
@MrNomad-i3n Ай бұрын
Proud to be Adivasi ❤
@XxtremeVibes
@XxtremeVibes 28 күн бұрын
Bhai jangle re raha naije...adbasinkar jaisa.Kyun morden ban raha he ??
@SushantDalei-h1o
@SushantDalei-h1o Ай бұрын
Bahut badhiya morning adibasi Bhai
@SM-kw6zy
@SM-kw6zy Ай бұрын
JAY kuli 🚩
@comedynews4639
@comedynews4639 Ай бұрын
ଜୟ ଆଦିବାସୀ ଜୟ ମା ଜାଡେନ❤❤❤
@rinkugadtya2455
@rinkugadtya2455 Ай бұрын
Jay Adivasi 💪💪💪💪🙏🙏🙏
@rabindrabhoi3478
@rabindrabhoi3478 Ай бұрын
ମାଡ଼ିଚାଲ ଜୟ ଆଦିବାସୀ 🙏🏹🏹🏹🏹
@ritishsoreng4261
@ritishsoreng4261 Ай бұрын
Bahut bhala padakhep neichon Aadivasi bhai bohen mane. ❤❤❤❤❤
@BuduKhora-o1q
@BuduKhora-o1q Ай бұрын
ସମ୍ବିଧାନ ଅଧିକାର ସମସ୍ତ ଅଛି
@jemadeisanta9627
@jemadeisanta9627 Ай бұрын
Jay Aibasi from Nabarangpur
@shekharchandrabanua7376
@shekharchandrabanua7376 28 күн бұрын
ଜୟ ଆଦିବାସୀ ❤ ମାଡ଼ି ଚାଲ
@rasmancomedy3852
@rasmancomedy3852 Ай бұрын
Jye 😂namaste 🙏 🎉🎉🎉🎉
@DiptibantaMallik
@DiptibantaMallik 22 күн бұрын
Jay adibasi,jay odisha ❤❤❤❤❤❤
@Ananta-UG
@Ananta-UG Ай бұрын
ମୋର ସମୀୟା ରିପୋର୍ଟର ସାର ଦୟାକରି ଆମର କାଶିପୁର ଅଞ୍ଚଳ କୁ ଟିକେ ଆସନ୍ତୁ। ତିଜିମାଳୀ ଖଣି ଖନନ କରିବା ପାଇଁ ମୈତ୍ରୀ କମ୍ପାନୀ ବହୁତ ଅନ୍ୟାୟ ଅତ୍ୟାଚାର କରୁଛି। ଆମ ଅଞ୍ଚଳ ର ସବୁ ରିପୋର୍ଟରମାନେ ପଇସା ପାଇଁ ବିକି ହେଇଯାଇଛନ। ଆମର ସୁଖ ଦୁଃଖ କୁ କିଏ ବି ପ୍ରସାରଣ କରିବା ରିପୋର୍ଟର କିଏ ନାହାନ୍ତି। ଦୟାକରି ଆପଣ ଆମ ଅଞ୍ଚଳକୁ ଆସିଲେ ହୁଏତ ଆମର ହକ ଆମେ ପାଇ ପାରିବୁ।
@sbss278
@sbss278 Ай бұрын
A anti ja ghare chuaa khelabu😂😂😂😂
@Jaymasamaleswri
@Jaymasamaleswri Ай бұрын
ନିବେଶ ଦାଦା🙏🥰💪💪💪💪💪💪💪💪💪💪💪💪💪💪💪💪💪🎇🎇🙏
@BijayalaxmiTripathy-j1u
@BijayalaxmiTripathy-j1u Ай бұрын
ନିବେଶ ଭାଇ ବହୁତ ଧନ୍ୟବାଦ
@XxtremeVibes
@XxtremeVibes 28 күн бұрын
Hein brahmain kaein support karuchu bo ??
@ias.16
@ias.16 Ай бұрын
ଯଦି ବିଂଝାଲ ମନକୁ certhificate ଦିଅ ଯିବା ବେଳେ ଗଣ ଆନ୍ଦୋଳନ ହେବା
@ias.16
@ias.16 Ай бұрын
@Adivasi_queen_mili Adivashi nae se..
@ias.16
@ias.16 Ай бұрын
@@Adivasi_queen_mili sat kaha ta, adhivasi mane ta jungle re rahesan. Emankar leader mane ta boot, jacket pindhi kina ashichan😅
@ias.16
@ias.16 Ай бұрын
@@Adivasi_queen_mili Dost, Tame bhi adivashi ke. Hetir lagi emanke support karucha😅
@surjitsinghbariha637
@surjitsinghbariha637 Ай бұрын
Ken na au re rum tar address de ta tar ... Binjhal Mane st ae ki general ae j janbu....
@ias.16
@ias.16 Ай бұрын
ମଘୀୟା surjit​@@surjitsinghbariha637
@SurendraMirdha-qo6tr
@SurendraMirdha-qo6tr Ай бұрын
ଜୟ ଜହାର ଜୟ ଆଦିବାସୀ
@GxkfVgfxc
@GxkfVgfxc Ай бұрын
Thanks u mor dada mane bhal karu6
@SM_storeOfficials
@SM_storeOfficials 16 күн бұрын
Very nice mam
@MahendraHIKAKA-z1q
@MahendraHIKAKA-z1q Ай бұрын
ଜୟ ଆଦିବାସୀ ଜୟ ମୂଳ ନିବାସୀ
@XxtremeVibes
@XxtremeVibes 28 күн бұрын
Abe mula nibasi nuhan kaha mula jangal basi..
@Bijay750
@Bijay750 Ай бұрын
Jay Adibasi 🏹🏹
@subratmahara8279
@subratmahara8279 Ай бұрын
କିଏ କହେଲା କୁଲି ମାନେ ଆଦିବାସୀ ନାଇଁ ସେ ବଳି କିଏ ଗୁଟେ କହିଦେଲେ ଆମେ କାଣା ଅଣ ଆଦିବାସୀ ହେଇଜିମୂ କେଁ ଆମର ପାଖେ ସୁପ୍ରିମ କୋର୍ଟ ର ଅର୍ଡର ଅଛେ ଆମେ କୁଲି ମାନେ ଆଦିବାସୀ ଆଉ ବଳି
@utkalodishatodaynews977
@utkalodishatodaynews977 Ай бұрын
KULI MANE ADIBASI NUHANTI KANKI SEMANE HAUCHHANTI ANA ADIBASI
@ManojkumarmajhiManojkumarm-y9f
@ManojkumarmajhiManojkumarm-y9f Ай бұрын
Tame mane aadivasi bali kana prove ache
@sakarsansarafsankar9235
@sakarsansarafsankar9235 Ай бұрын
ଆଦିବାସି ନୁହେଁ କୁଳି AC
@ritikmahara44
@ritikmahara44 Ай бұрын
​@@ManojkumarmajhiManojkumarm-y9fst tribe ra list dekh re Padha pudhi kari6u bele chucha bekar k radu6u j 62 Scheduled Tribes Bagata, Baiga, Banjara, Bathudi, Bhottada, Bhuinya, Bhumia, Bhumij. Bhunjia, Binjhal, Binjhia, Birhor, Bonda Poraja, Chenchu, Dal, Desua Bhumij, Dharua, Didayi, Gadaba, Gandia, Ghara, Gond, Ho, Holva, Jatapu, Juang. Kandha, Kandha Gauda, Kawar, Kharia, Kharwar, Kisan, Kol, Kolah, Kolha, Koli, Malhar, Kondadora, Kora, Korua, Kotia, Koya, Kulis, Lodha, Madia, Mahali, Mankidi, Mankirdia, Matya, Mirdhas, Munda, Mundari, Omanatya, Oraon, Parenga, Paroja, Pentia, Rajuar, Santal, Saora, Shabar Lodha, Sounti, Tharua
@hemsagarmeher7583
@hemsagarmeher7583 Ай бұрын
​@@utkalodishatodaynews977କୁଲି ସାର୍ଟିଫିକେଟ ନାଇଁ ମିଳବାର, କୁଲିସ ମିଲୁଛେ ଯେନଟା କି ଆଦିବାସୀ ଲିଷ୍ଟ ରେ 42 ନମ୍ବର ରେ ଅଛେ ! ଯେନ ସାର୍ଟିଫିକେଟ ଲାଗି ଇ କଥା ବାହାରିଛେ, ସେ ଦେଓଗାଁ ରା ସାର୍ଟିଫିକେଟ ପଠାଉଛେ ଯେ ଦେଖି ନେଉନ, ଇମାନେ କହୁଛନ୍ କୁଲି ସାର୍ଟିଫିକେଟ ଦିଆହେଇଛେ, but kulis ଦିଆହେଇଛେ !
@ManitaBhatra-wr6wo
@ManitaBhatra-wr6wo Ай бұрын
Very good 👍👍👍 Jay nabrangpur
@Adivasi_queen_mili
@Adivasi_queen_mili Ай бұрын
jay sewa jay adivasi ⚔️🏹💪🏻🌳
@santoshkumarkandher6816
@santoshkumarkandher6816 Ай бұрын
Adibasi manku Dr. B R Ambedkar jen adhikar deeichhan ,kebe hele adivasi mane Ambedkar nku nai manbar,jagar lagi adhikar milu chhe tahaku vuli jauchhan
@purusottammajhi4966
@purusottammajhi4966 Ай бұрын
Mui ta Mansi bhai
@JayAdibasiNursery
@JayAdibasiNursery Ай бұрын
ତୁଇ ମୋର୍ ବାଣ୍ଡ୍ ଜାଣିଛୁ। ଜୟପାଲ ମୁଣ୍ଡା ଆଦିବାସୀ ସମାଜ ଲାଗି ଆନ। ଆମ୍ବଦେକର କେ ମାନୁଶୁ ବାକି ଦଳିତ ଲାଗି ଆଂବେଦକର ଉଠାଇ ଥିଲେ।
@lipun1531
@lipun1531 Ай бұрын
British Mane adhikar deicha br Ambedkar nai semane pare dele SC ST ku
@XxtremeVibes
@XxtremeVibes 28 күн бұрын
Hobo adbasi sabu ta jangle rahile aar tankar hisab re thile.... Independence hela pare adbasi ke path padhi kari chakiri kar bar lagi reservation dia jaiche. Aur tike morden look manka jaisa banchawar lag.
@paramanandahuika2287
@paramanandahuika2287 Ай бұрын
ଜୟ ଆଦିବାସୀ, ରାୟଗଡ଼ା ଠାରୁ
@SeemaHaripal-h1n
@SeemaHaripal-h1n Ай бұрын
Kuli mane bilkul adibasi naise
@ballabjhankar7938
@ballabjhankar7938 Ай бұрын
Kuli aadibasi bilkul adibasi nai se
@ballabjhankar7938
@ballabjhankar7938 Ай бұрын
Collector ke kheda
@Rockey9083
@Rockey9083 Ай бұрын
Kuli Mane sabhe tor maa k giheichhan
@uttammeher-hm3cp
@uttammeher-hm3cp Ай бұрын
Tui kahidele kana ame adivasi nai hau kain? Pat padhichu baele st list ke dekh
@Prembhoi907
@Prembhoi907 Ай бұрын
E mane pat nai padba chuchha ban na khali gunlei hauchhan
@Parmanandabariha-n2o
@Parmanandabariha-n2o Ай бұрын
ଜୟ ଆଦିବାସୀ ଜୟ କୋଶଲ ଜୟ ମା ବିନ୍ଧ୍ୟବାସିନୀ
@sbss278
@sbss278 Ай бұрын
Jai kuli❤❤❤❤❤
@srikantarauta8200
@srikantarauta8200 28 күн бұрын
ଆଦିବାସୀ ର ହକ ପାଇଁ ସବୁଲୋକ ସପଟକର ଜୟ ମା ସମ୍ବଲଇ
@MrNomad-i3n
@MrNomad-i3n Ай бұрын
Proud to be a Adivasi ❤
@NabeenKumruka
@NabeenKumruka Ай бұрын
ଜୟ ଜୁହାର ଜୟ ଆଦିବାସୀ
@BhagabanSeth-op8ik
@BhagabanSeth-op8ik Ай бұрын
ଜୟ ଆଦିବାସୀ ଜୟ ଜଙ୍ଗଲ
@TankadharBhatra-fz7jb
@TankadharBhatra-fz7jb Ай бұрын
Jai adivasi jai juhar.
@AjitGhatwer
@AjitGhatwer 6 күн бұрын
Jay bheem jay johar Thanks ❤❤😂🎉🎉😢
@Keyboard-11
@Keyboard-11 Ай бұрын
ଜୟ ଆଦିବାସୀ ❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤
@anataKalet
@anataKalet Ай бұрын
ଆଦିବାସୀ ଏକତା ଜିନ୍ଦାବାଦ 👍
@spallhere8808
@spallhere8808 29 күн бұрын
ବେକାର ଆନ୍ଦୋଳନ କରି ଲାଭ ନାଇଁ ନ କେନ୍ତା କରି ସମାଧାନ୍ ହେବା ଭାବ jay koshal ❤
@pkdas7353
@pkdas7353 16 күн бұрын
Jago bhai Jago,
@SAGUN2906
@SAGUN2906 21 күн бұрын
Kuli mankar certificate radh kara jau.JAI ADIVASI FROM MAYURBHANJ
@Sanjaya-t6d
@Sanjaya-t6d 27 күн бұрын
👌👌🚩🚩🙏🙏👏👏
@Surya_092
@Surya_092 13 күн бұрын
Jay shree ram 🚩
@Ratanofficially
@Ratanofficially Ай бұрын
Right 100
@AjayakumarBanchhor
@AjayakumarBanchhor Ай бұрын
ଆଦି ବାସୀ କୁ ସବୁ ଶାହା ଜି ଅ ସର୍ କାର୍ ଦେବେ ବେଳେ ଆମ୍ କୁ ନା ଇ ନ କା ଏ ସମସ୍ତ କର ସମାନ୍ ଅ ଧି କା ର୍ ଅ ଛି ❤❤❤❤❤❤
@Jaymasamaleswri
@Jaymasamaleswri Ай бұрын
ମୋର samiya ସମସ୍ତ ସାଥୀ ଛୋଟ ନୁ ବଡ ଲୋକର ସାଥୀ ❤❤❤❤❤❤❤❤❤❤❤❤💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐
@BansidharRana-vc1qd
@BansidharRana-vc1qd Ай бұрын
ମୁଇଁ ଯଦି ଖଣ୍ଡା ଧରବାର ଅଧିକାର ପାଇତି ସାବଆଦିବାସୀ କେ ସବକ ଶିଖି କରି ଦେଖାତି
@Social_-Reformer
@Social_-Reformer Ай бұрын
Jaga kahi de nije ame jimu
@SAGUN2906
@SAGUN2906 21 күн бұрын
@bansidharrana dom achi to dhari kari dekha from mayurbhanj
@sohankumarswain9360
@sohankumarswain9360 27 күн бұрын
Collector is doing his duty and he is legally correct because kuli are in the ST list of odisha
@PurnaBudek
@PurnaBudek Ай бұрын
ନିବେଶ ଦାଦା ବହୁତ ବହୁତ ଧନୀୟ ବାତ
@DadhibhueDadhibhue
@DadhibhueDadhibhue Ай бұрын
Jay Advashi ❤Jay Kosal
@AbinashXplorer
@AbinashXplorer Ай бұрын
Jay adivashi ....nijar hak lagi madi chala .......nei ladhba ble ..nei hue....Jai constitution.jai ambedkar...Jay johar
@dasjagandas6532
@dasjagandas6532 Ай бұрын
Bahut sundar 😊
@JhansiBhoi-i4n
@JhansiBhoi-i4n Ай бұрын
Jay jaden
@kishorkhadia-c1j
@kishorkhadia-c1j Ай бұрын
Jay adivasi ✊✊
@BijuBhai100-k1k
@BijuBhai100-k1k Ай бұрын
ନିବେଶ ଦାଦା ଧନ୍ୟବାଦ ମାଡି ଚାଲ 🙏🙏🙏
@jiturajbhoi9256
@jiturajbhoi9256 Ай бұрын
Jay adibasi 🚩🚩
@vickymidia
@vickymidia Ай бұрын
Jay ma manekeswari Achu Didi Jay Kalahandi Adiwasi
@satyabanbhoi_official
@satyabanbhoi_official Ай бұрын
ଜୟ ଆଦିବାସୀ ⚔️🏹🗡️
@rameshchnaik2586
@rameshchnaik2586 28 күн бұрын
ଜୟ ଆଦିବାସୀ ସଂଘ
@BabuliMajhi-binjha
@BabuliMajhi-binjha 27 күн бұрын
👍👍👍👍
@devbhoi4746
@devbhoi4746 Ай бұрын
👌👌👌👌👌👌👍👍👍👍👍👍
Try this prank with your friends 😂 @karina-kola
00:18
Andrey Grechka
Рет қаралды 9 МЛН
How Strong Is Tape?
00:24
Stokes Twins
Рет қаралды 96 МЛН
Мясо вегана? 🧐 @Whatthefshow
01:01
История одного вокалиста
Рет қаралды 7 МЛН
Une nouvelle voiture pour Noël 🥹
00:28
Nicocapone
Рет қаралды 9 МЛН
Try this prank with your friends 😂 @karina-kola
00:18
Andrey Grechka
Рет қаралды 9 МЛН