Рет қаралды 14,953
#kumbha #mahakumbh2025 #kumbhmela #kumbhmela2025 #kumbmela #dharmarakshak #dharmorakhyak #odisha #odia #haramahadev #sadhu #hindu #sanatan
କୁମ୍ଭ ମେଳା କଣ ଓ କାହିଁକି ହୁଏ?
କୁମ୍ଭ ମେଳା କେତେ ପ୍ରକାର?
ଅର୍ଦ୍ଧ କୁମ୍ଭ ମେଳା କାହାକୁ କୁହାଯାଏ ?
ପୂର୍ଣ୍ଣ କୁମ୍ଭ ମେଳା କାହାକୁ କୁହାଯାଏ ?
ମହା କୁମ୍ଭ ମେଳା କାହାକୁ କୁହାଯାଏ ?
କୁମ୍ଭ ମେଳାର ସମୟ ବା ତାରିଖ କେମିତି ନିର୍ଣ୍ଣୟ କରାଯାଇ ଥାଏ ?
କୁମ୍ଭ ମେଳାର ସ୍ଥାନ କେମିତି ନିରୂପଣ କରାଯାଏ ?
କୁମ୍ଭରେ ବୁଡ଼ ପକାଇବା ପରମ୍ପରା କାହିଁକି ରହିଛି ?
କୁମ୍ଭ ମେଳାରେ ହଟାତ୍ ଏତେ ନାଗା ସାଧୁ କେଉଁଠୁ ଆସନ୍ତି।
ନାଗା ସାଧୁଙ୍କୁ ନେଇ ଅନେକ ରୋଚକ ତଥ୍ୟ ସାମ୍ନାକୁ ଆସେ ତେବେ ନାଗା ସାଧୁଙ୍କ ବିଷୟରେ କିଛି ତଥ୍ୟ ପ୍ରଦାନ କରିବା ପାଇଁ ଅନୁରୋଧ କରୁଛୁ।
କୁମ୍ଭ ସରିଲା ପରେ ନାଗା ସାଧୁ ମାନେ କୁଆଡେ ପଳାନ୍ତି ?
କୁମ୍ଭ ମେଳାରେ ଅନେକ ବିଦେଶୀ ଲୋକ ମାନେ ଆସି ସନାତନ ଧର୍ମ ଗ୍ରହଣ କରୁଛନ୍ତି , ଏହା ଦେବ ଭୂମି ଭାରତ ପାଇଁ କେଉଁ ପ୍ରକାର ସଙ୍କେତ?
ଆଜିର ସମାଜ ସାଧୁ ସନ୍ଥଙ୍କୁ ନ ଚିହ୍ନି ପାରି ଭଣ୍ଡ ମାନଙ୍କ ଶରଣ ନେଉଛନ୍ତି ତେଣୁ ପ୍ରକୃତ ସାଧୁଙ୍କୁ ଚିହ୍ନିବାର ସଙ୍କେତ ବତାନ୍ତୁ।