kurula bharata lila ମୋତେ କାମ ଅର୍ଥ ନିର୍ବାଣ ଦରକାର ନାହିଁ ତାପରେ କଣଅଛିକୁହ

  Рет қаралды 70,509

ST NATAK

ST NATAK

Күн бұрын

Пікірлер: 25
@ashutoshguru2631
@ashutoshguru2631 2 ай бұрын
ସତ୍ୟ ବନ୍ଧୁ, ଭକ୍ତି ହିଁ ଶ୍ରେଷ୍ଠ 🙏🌹ହରେ କୃଷ୍ଣ 🌹🙏
@ashutoshguru2631
@ashutoshguru2631 2 ай бұрын
🙏🌹ହରେ କୃଷ୍ଣ 🌹🙏 ଭକ୍ତ =ଭକ୍ତି =ଭଗବାନ, ଅହଂ ଭକ୍ତ ପରାଧୀନ, ମୋତେ କେହିଁ ଅବତାର କରି ପାରିବେ ନାହିଁ, ନା ଜ୍ଞାନୀ, ନା ତପି, ନା ବୈରାଗୀ 🙏🌹ଜୟ ଶ୍ରୀ ରାଧେମଧବ 🌹🙏
@srikantapanda1969
@srikantapanda1969 4 ай бұрын
ଅତ୍ୟନ୍ତ ସୁନ୍ଦର ଭାବରେ ବୁଝାଇ ଦେଲେ ଦର୍ଶକ ମହାଶୟ । ଆପଣଙ୍କ ନାମ କହିପାରିବେ କି ?
@ashutoshguru2631
@ashutoshguru2631 2 ай бұрын
ପ୍ରଭୁ, କିନ୍ତୁ ସେକଥା ନୁହେଁ ଯେକୌଣସି ଶୁଭ କାମ କରିବା ପାଇଁ ବାମ ନାଡି ଆବଶ୍ୟକ ଓ କୌଣସି ସାହାସିକତା କାମ ପାଇଁ ଡାହାଣ ନାଡି ବା ଅଗ୍ନି ତତ୍ତ୍ୱ ଆବଶ୍ୟକ, ବାମ ନାଡି ଚନ୍ଦ୍ରମା ନାଡି
@sushantbehera8772
@sushantbehera8772 2 ай бұрын
ଦ୍ଵାରି ମହାଶୟ ଯେତିକି ଜାଣିଛନ୍ତି ସେତିକି ତାଙ୍କ ଗ୍ୟାନ ସେ କହିଲେ କିନ୍ତୁ ମଝିରେ ଏ ଲୋକଟି କହିବାର ଉଚିତ୍ ନ ଥିଲା ।
@aparichit_12
@aparichit_12 2 ай бұрын
ଅଳ୍ପ ଜ୍ଞାନ ଭୟଙ୍କରୀ..ଏ ବାବୁ ଯଦି ସବୁ ଜାଣିଛନ୍ତି..ସେମାନଂକୁ କାହିଁକି ନିମନ୍ତ୍ରଣ କରାଯାଇଛି।
@syko310
@syko310 2 ай бұрын
ଅଳ୍ପ ବିଦ୍ୟା ଭୟଙ୍କରୀ , ସେମିତି ଲୋକ ହିଁ ସମାଜ ଭିତରେ ଜଣେ ଶିକ୍ଷକ ଙ୍କୁ ପ୍ରଶ୍ନ କରନ୍ତି, ସେମାନଙ୍କ ଜ୍ଞାନ ସେତିକି ରେ ସୀମିତ ଥାଏ
@HrudanadaDipa
@HrudanadaDipa 4 ай бұрын
Babutasundararebujheileapaña dhanyabad
@narattam62
@narattam62 3 ай бұрын
ମୁଁ ଜନ୍ମ ଜନ୍ମ ଦାସ କରି ରଖି ଥାଉ ମହାପ୍ରଭୁ ବୋଲି କହୁନ
@sanjayakumar2172
@sanjayakumar2172 4 ай бұрын
ଏବେ କଳା ସଂସ୍କୃତି ବଞ୍ଚାଇ ରଖିବାକୁ ହେଲେ ପୁରା ହୋମ ୱାର୍କ କରିବାକୁ ପଡ଼ିବ ନଚେତ୍ ଏମିତି ବହୁତ୍ ଜ୍ଞାନୀ ଗୁରୁ ଅଛନ୍ତି ସମୟ ସମୟ ରେ ସାମ୍ନା କରି ପାରିବେ ତ
@KrupaRana-sr2rm
@KrupaRana-sr2rm 2 ай бұрын
Super singer name and address
@ସାଧନା-ଞ5ଷ
@ସାଧନା-ଞ5ଷ 4 ай бұрын
Waooo very nice
@aparichit_12
@aparichit_12 2 ай бұрын
ଗୋଟେ କଳାକାର ଆଗରେ ନିଜକୁ ଆତ୍ମ ବଢ଼ିମା ଦେଖାଇବା ଠିକ୍ ନୂହେଁ
@ashutoshguru2631
@ashutoshguru2631 2 ай бұрын
କୌଣସି ଆତ୍ମା ବଡ଼ିମା ନୁହେଁ, ଯେଉଁ ବ୍ୟକ୍ତି କହୁଛନ୍ତି, ସମାଜ ରେ ପ୍ରଭାବ ପଡିବ, ମିଥ୍ୟା କୁ ନେଇ ବା ଅନ୍ଧକାର କୁ ନେଇ ସେଥିରୁ ବଞ୍ଚିବା ଆବଶ୍ୟକ, ବିଶେଷକରି ଯୁବ ପିଢ଼ି ଙ୍କୁ
@raghunathdash4064
@raghunathdash4064 4 ай бұрын
Sundar pasana
@sanyasipadhi1256
@sanyasipadhi1256 4 ай бұрын
Super
@raghunathdash4064
@raghunathdash4064 4 ай бұрын
Dasiya
@ashutoshguru2631
@ashutoshguru2631 2 ай бұрын
ମିଛ କଥା କୁହନି
@kirankumarkiran5233
@kirankumarkiran5233 4 ай бұрын
Sabash boda sansasar ma karma Boda hai Jay hanuman
@LOKANATAK
@LOKANATAK 4 ай бұрын
ଦୁଆରୀ ଆଉ ରାମାୟଣ ନାଟ ମାଷ୍ଟର ମାନେ ଏଥର ହୋମୱର୍କ କରି ଆସନ୍ତୁ, ପୁରାଣ ପଢନ୍ତୁ ନହେଲେ ଏ ବାପା ଭଳି ଅନେକ ଲୋକ ଗାଁ ଗହଳ ରେ ଜ୍ଞାନ ବର୍ଦ୍ଧକ ପ୍ରଶ୍ନ ପଚାରିବେ, ତଥା କଥିତ ଢେଗ ପ୍ରଶ୍ନ ର ଉତ୍ତର ଢ଼ାବା ମାରିଦେବା ସହଜ..
@JatindraNaik-wd2mp
@JatindraNaik-wd2mp 4 ай бұрын
good,pranr
@travishankar2508
@travishankar2508 4 ай бұрын
Bihana namaskar
@AnupanNayak-mb6se
@AnupanNayak-mb6se 3 ай бұрын
Ajoloka. Pacarile. Asamupesa. Karibitame. Ketegayni. Amekahibu. Amarbhanjar. Prasantamu. Kathaheba"ameketejana.bhagabata.muchanhuci
@lovely_Suja_Entertainment
@lovely_Suja_Entertainment 4 ай бұрын
Sleep, nidra
@ashutoshguru2631
@ashutoshguru2631 2 ай бұрын
ମିଛ କଥା କୁହନି
Cool Parenting Gadget Against Mosquitos! 🦟👶 #gen
00:21
TheSoul Music Family
Рет қаралды 26 МЛН
Хасанның өзі эфирге шықты! “Қылмыстық топқа қатысым жоқ” дейді. Талғарда не болды? Халық сене ме?
09:25
Демократиялы Қазақстан / Демократический Казахстан
Рет қаралды 329 М.
Don't look down on anyone#devil  #lilith  #funny  #shorts
00:12
Devil Lilith
Рет қаралды 46 МЛН
Officer Rabbit is so bad. He made Luffy deaf. #funny #supersiblings #comedy
00:18
Funny superhero siblings
Рет қаралды 19 МЛН
Cool Parenting Gadget Against Mosquitos! 🦟👶 #gen
00:21
TheSoul Music Family
Рет қаралды 26 МЛН