`ଲାଞ୍ଚ ମାଗୁଥିଲେ, CBIରେ ଧରାଇଲି’ || CBI Raids CGST Office in Berhampur || Odisha Reporter

  Рет қаралды 81,418

Odisha Reporter

Odisha Reporter

Күн бұрын

ବ୍ରହ୍ମପୁର ସିଜିଏସ୍‌ଟି ଅଫିସରେ ସିବିଆଇର ଚଢ଼ାଉ । ଅନନ୍ତନଗର ସ୍ଥିତ ସିଜିଏସ୍‌ଟି ଅଫିସରେ ସିବିଆଇର ରେଡ୍ । ଲାଞ୍ଚ କାରବାର ଅଭିଯୋଗ ନେଇ ୧୫ ଜଣିଆ ଟିମ୍‌ର ଚଢ଼ାଉ ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
KZbin: bit.ly/OdishaRe...
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Od...
Instagram: / odishareporter_official
#OdishaReporter #gst #raid #cbi #berhampur #odisha #news #odishareporter

Пікірлер: 238
@bijayapppradhan4563
@bijayapppradhan4563 3 ай бұрын
ବହୁତ ବଢିଆ ହେଲା। ଯେତେ ପାଇଲେ ବି ପେଲେଇପୁଅ ମାନେ ବିକଳିଆ। ଦରମା ମୋଟା ପାଉଛ। ଆଉ କଣ ପାଇଁ ଲୋଭ।
@bhagwannayak8611
@bhagwannayak8611 3 ай бұрын
ଟଙ୍କାରେ ଶୋଉଛନ୍ତି ଟଙ୍କା ଗିଳା ରାକ୍ଷସ ମାନେ।
@santosh34556
@santosh34556 3 ай бұрын
Jete besi poisa sete besi lobho karano emane ghasso khaanti bhato nuhe.
@dinabandhunayak9371
@dinabandhunayak9371 3 ай бұрын
Thanks Bhai ଆପଣ ଅନ୍ୟାୟ ଅତ୍ୟାଚାର ବିରୋଧରେ ଲଢ଼ୁଛନ୍ତି
@zedendude2669
@zedendude2669 2 ай бұрын
ସାହସିକ ପଦକ୍ଷେପ ପାଇଁ ଭାଇ ଙ୍କୁ ବହୁତ୍ ବହୁତ ଧନ୍ୟବାଦ
@saratkumargajendra1001
@saratkumargajendra1001 3 ай бұрын
ଆପଣମାନେ ସମସ୍ତେ ସଚେତନ ହୁଅନ୍ତୁ, ଯେ କେହି ଲାଞ୍ଚ ମାଗୁଛି ତାକୁ CBI କିମ୍ବା ଭିଜିଲାସନ୍ସ ରେ ଧରାନ୍ତୁ. କେବଳ ସରକାର ଦୁର୍ନୀତି ମୁକ୍ତ କରିପାରିବେନାହିଁ, ଆମକୁ କିଛି କରିବାକୁ ହେବ, ଜୟ ଜଗନ୍ନାଥ
@santosh34556
@santosh34556 3 ай бұрын
Sarakari Babu to lancho maguthile. Enu sarakari cbi Babu dhoridele.
@soum_pray
@soum_pray 2 ай бұрын
CBI tanka chinha thiba boli dharichi nahale common loka katha semane chopa sunibe
@itsbikram24
@itsbikram24 3 ай бұрын
ଅର୍ରେଷ୍ଟ କରାଯାଉ ଏହି ଭଳି ଅଫିସର୍ ଙ୍କ ପାଇଁ ଦେଶ ର ଅବସ୍ଥା ଏଇଆ। ଲାଞ୍ଚ ଦୁର୍ନିତୀ କୁ ବନ୍ଦ କରାଗଲେ ଦେଶର ବହୁ ସମସ୍ୟା ସମାଧାନ ହୋଇଯିବ ।
@mohammedfiroj9333
@mohammedfiroj9333 3 ай бұрын
Very good dear brother and. ...god bless you and your family members. .. Thanks dear CBI TEAM. ..... .
@subashchandradas1638
@subashchandradas1638 3 ай бұрын
ଖୁବ୍ ଭଲ କରିଛନ୍ତି , ଆପଣଙ୍କ ପରି ବ୍ୟକ୍ତି ଭ୍ରଷ୍ଟାଚାର କୁ ଲୋପ କରିବାରେ ସମସ୍ତଙ୍କୁ ପ୍ରେରଣା ଦେବ।
@samaruhernna4118
@samaruhernna4118 3 ай бұрын
Thank you bhai ମୋ ତରଫରୁ CBI sir ମାନଙ୍କୁ ବହୁତ ବହୁତ ଧନ୍ଯବାଦ ଜୟ ଜଗନ୍ନାଥ ❤❤❤
@shubhashisrout6936
@shubhashisrout6936 2 ай бұрын
ବହୁତ୍ ବହୁତ୍ ଧନ୍ୟବାଦ୍ ଭାଇ ତମକୁ
@CloudNineOdia
@CloudNineOdia 2 ай бұрын
Keep it up Bro
@bhartruharinayak3594
@bhartruharinayak3594 3 ай бұрын
ବହୁତ ବଢ଼ିଆ
@KonarkExplorers
@KonarkExplorers 3 ай бұрын
ମାଡିଚାଲ… ବହୁତ ବଢିଆ
@RakeshDas-ip3rs
@RakeshDas-ip3rs 3 ай бұрын
Great man.... Everyone should be like this man. Good 👍 stop corruption....
@SSingh114
@SSingh114 3 ай бұрын
Sir Rourkela GST office ରେ ବି ବହୁ ଦୁର୍ନତୀ ଚାଲିଚି ...ଷ୍ଟିଙ୍ଗ ଅପରେସନ କରାଯାଉ
@santoshpanigrahi2221
@santoshpanigrahi2221 3 ай бұрын
KZbin re sete focus koribeni...apono rourkela cbi office ku call koriki jonantu
@AkLion-s4q
@AkLion-s4q 2 ай бұрын
​@@santoshpanigrahi2221tate bi gandi marajau😂
@Arnov389
@Arnov389 3 ай бұрын
ସରକାର ଅନୁରୋଧ ଯେ ଯିଏ ବି ସରକାରୀ କର୍ମଚାରୀ ଲାଞ୍ଚ ନେବାବେଳେ ଧରା ପଡୁଛନ୍ତି, ସେମାନଙ୍କୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦରକାର ଏବଂ ସମ୍ପୂର୍ଣ୍ଣ ଚାକିରି କ୍ଷେତ୍ରରେ ନିଲମ୍ବିତ କରାଯାଉ, ଏବଂ ତା'ର ୧୦୦ ଗୁଣା ଜୋରିମାନା ଆକାରରେ ଟଙ୍କା ଆଦାୟ କରାଯାଉ 👍 ତେବେ ଯାଇ କର୍ମଚାରୀ ମାନେ ଲାଞ୍ଚ ନେବା ବନ୍ଦ କରିବେ🤑
@tusarkantasahu1064
@tusarkantasahu1064 3 ай бұрын
ଏବଂ ତାଙ୍କ ଜାଗାରେ 2 ଜଣ ଶିକ୍ଷିତ ବେକାରି ଓଡ଼ିଆ ଯୁବକ ଙ୍କୁ ସେଇ ଦରମା କୁ ଅଧା ଅଧା କରି ନିଯୁକ୍ତି ଦିଅନ୍ତୁ.. ଅତି କମ୍ ରେ 2 ଟି ପରିବାର ଲୋକେ ବଞ୍ଚିଯିବେ ଜୟ ଶ୍ରୀରାମ ❤
@iloveodisha6003
@iloveodisha6003 3 ай бұрын
ନିଲମ୍ବନ ନୁହେଁ ଚାକିରିରୁ ବହିଷ୍କାର କରାଯାଉ,10 ବର୍ଷ ଜେଲ ଦଣ୍ଡ ଦିଆଯାଉ
@priyabratamishra6374
@priyabratamishra6374 3 ай бұрын
Sabu thik jte talented pila recruited hele b semane kahin ki Paisa nauchanti ,se bisaya re tadanta Kara jau , systemku asiba purba ru gote katha asiba pare semane kahin ki change hei jauchanti, kana circumstance rahuchi j sema na nka mentality re paribartan hei jauchi , kte requirement rahuchi gote happy family chaleibaku , kana satare aji ra time re semane underpaid rahuchanti ki se bisaya re Sarkar tadanta karu
@mohammedfiroj9333
@mohammedfiroj9333 3 ай бұрын
@@Arnov389 needed tale bani punishment. ...
@partha4514
@partha4514 3 ай бұрын
​@@tusarkantasahu1064bhai kichi din pare dekhiba sei 2 ta bekar pila jahaku job milithiba se...lancha nauthiba
@akashmurmu_official
@akashmurmu_official 2 ай бұрын
ହଁ ବହୁତ ବଡ଼ କାମ କରିଦେଲ 🙏
@kalpatarudash2770
@kalpatarudash2770 3 ай бұрын
Lot of thanks brother.
@SatyaranjanSutar_1977
@SatyaranjanSutar_1977 3 ай бұрын
ବୋହୁତ ବଢ଼ିଆ ପଦକ୍ଷେପ ନେଇଛ ଭାଇ । ସେଥିପାଇଁ ଧନ୍ୟବାଦ 👍
@bankirastar7623
@bankirastar7623 3 ай бұрын
Very good job
@ganeshprsadbarik9073
@ganeshprsadbarik9073 3 ай бұрын
Very good bhai
@prasantaparida1686
@prasantaparida1686 3 ай бұрын
Khub Sundar 👆👆
@ganpatieducation7571
@ganpatieducation7571 3 ай бұрын
Sadhubad tumaku sir
@pramodmallik
@pramodmallik 3 ай бұрын
Well done . Bravo. Everybody should have this courage to combat corruption
@tusarkantasahu1064
@tusarkantasahu1064 3 ай бұрын
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ମାଝି, ଓଡିଶା ସରକାର. ମହାଶୟ, ସାମ୍ପ୍ରତିକ ପରିସ୍ଥିତିରେ ଆମ ଦେଶର ଆଇନ୍ ରେ ଏପରି ଗଳା ବାଟ ରହିଛି ଯେ ପ୍ରକୃତ ଅପରାଧୀ ସହଜରେ ଖସି ଯାଉଛି ତେଣୁ ଆମ ରାଜ୍ଯରେ ମଧ୍ଯ ଅପରାଧ, ଦୁର୍ନୀତି, ଭ୍ରଷ୍ଟାଚାର, ଶୋଷଣ ବଢି ଚାଲିଛି.. ମୋ ମତରେ ଏଥିପାଇଁ ଅପରାଧୀ ଯେତିକି ଦାୟୀ ତା ଠୁ ବେଶି ଦାୟୀ ଯେଉଁମାନେ ତାକୁ ପ୍ରତ୍ୟକ୍ଷ ଭାବେ ହେଉ କିମ୍ବା ପରୋକ୍ଷ ଭାବେ ହେଉ ସପଟ କରୁଛନ୍ତି. ବିଶେଷ କରି ମୁଁ ସରକାରି ଚାକିରିଆ ଙ୍କ କଥା କହୁଛି. ଥରେ କୌଣସି ପ୍ରକାରେ ଚାକିରି ରେ ଭର୍ତ୍ତି ହୋଇଗଲେ, ଯେତେ ଦୁର୍ନୀତି ରେ ବୁଡି ରହିଲେ ମଧ୍ଯ ଆମ ବ୍ୟବସ୍ଥା ଏତେ ଜଟିଳ ଓ ଲମ୍ବା ଯେ ସେମାନେ ଖସି ଯାଉଛନ୍ତି. କେସ ଫଇସଲା ପରେ /20 ବର୍ଷ ପରେ ଡିଗ୍ରୀ ପାଇ, ଘରେ ବସି ବିନା କାମ ରେ ପୁରା ଦରମା ଏକକାଳୀନ ପାଉଛନ୍ତି ଯାହାକି ଆହୁରି ଆଶିର୍ବାଦ ସ୍ଵରୂପ ହେଉଛି. ଆମ ରାଜ୍ଯରେ ଅନେକ ଶିକ୍ଷିତ, ସଂସ୍କାରୀ, ଯୋଗ୍ୟ, ବେକାରି ଓଡ଼ିଆ ଯୁବକ କାମ ନ ପାଇ ବସିଛନ୍ତି. Opsc, ssc, sssc ଆଦିରେ ଲାଞ୍ଚ ଅଭାବରୁ ସରକାରି ଚାକିରି ଖଣ୍ଡେ ପାଇ ପାରୁ ନାହାନ୍ତି. ଏପଟେ ସରକାର ଗୋଟେ ଗୋଟେ ଚାକିରିଆ ଙ୍କୁ 30/40 ହଜାର ଦରମା ଦେଉଥିବା ବେଳେ ଅଧିକାଂଶ ଦୁର୍ନୀତି ରେ ଲିପ୍ତ. ମୋ ମତରେ ଯେଉଁ ମାନଙ୍କ ବିରୁଦ୍ଧରେ କିଛି ଠୋସ ଅଭିଯୋଗ ଆସୁଛି ତାଙ୍କୁ ଚାକିରୀରୁ ବହିସ୍କାର କରି ସେଇ ଜାଗାରେ ସେଇ ଦରମାରେ 2 ଜଣ ଶିକ୍ଷିତ, ମେଧାବୀ, ଯୋଗ୍ୟ ଓଡିଆ ବେକାରି ଙ୍କୁ ନିଯୁକ୍ତି ଦେଲେ ଅତିକମରେ 2 ଟି ପରିବାର ବଞ୍ଚିଯିବେ. ସେହିପରି ଗୋଟିଏ ଶିକ୍ଷକ ଙ୍କୁ 40 ହଜାର ଦରମା ନଦେଇ ସେଇ ଦରମା କୁ ଦୁଇ ଭାଗ କରି ଓଡିଶାର ଦୁଇ ଜଣ ଶିକ୍ଷିତ ବ୍ୟକ୍ତି ଙ୍କୁ (20 ହାଜର ଲେଖା ) ଦେଲେ କେବଳ ଯେ 2 ଟି ପରିବାର ବଞ୍ଚିଯିବ ତା ନୂହେଁ ଷ୍ଟାଫ୍ ବଢିଲେ କ୍ଲାସ ମଧ୍ଯ ବଢ଼ିଯିବ. ଚାକିରି ର ସ୍ୱାଦ କେବଳ ସେହିମାନେ କାହିଁକି ପାଇବେ ବରଂ ସବୁ ପରିବାର ରୁ ପାଆନ୍ତୁ. ଭଲ ଲୋକୋ ପାଆନ୍ତୁ. ଯେଉଁଠି ଗୋଟିଏ ଦରମାରେ 3 ଜଣ ଯୁବକ 8x3=24 ଘଣ୍ଟା କାମ କରିବା କୁ ରାଜି., କାହିଁକି ଏତେ ହେଭି ଦରମାରେ 1 ଜଣ ଙ୍କୁ ନିଯୁକ୍ତି ଦିଆଯିବ ଏବଂ ସେହିମାନେ ହିଁ ଦୁର୍ନୀତି ରେ ଲିପ୍ତ... ଆଶା କରେ ଆପଣ ଏହାର ସୁ ବିଚାର କରିବେ..... 🙏 ଜୟ ଶ୍ରୀରାମ
@ranjitdas1741
@ranjitdas1741 3 ай бұрын
ଧନ୍ୟବାଦ
@sanatanpradhan9320
@sanatanpradhan9320 3 ай бұрын
Bahut bhala hoichhi
@abhijitmandal958
@abhijitmandal958 3 ай бұрын
Thanks CBI and Vigilance team to provide services in Odisha. ଦୟାକରି Malkangiri ରେ ଧ୍ୟାନ ଦିଅନ୍ତୁ ସବୁ ବଦମାସ୍ ସରକାରୀ କର୍ମଚରୀମାନେ ଏଠି ଦୁର୍ନୀତି କରି ହରିଲୁଟ ଚଲେଇଛନ୍ତି। ଓଡ଼ିଶାବାସୀ ଆମକୁ ଏ ଦୁର୍ନିତି ରୁ ରକ୍ଷା କର ।
@basantapanda6646
@basantapanda6646 3 ай бұрын
Thanks bhai
@nirmalyaprasadanayak6371
@nirmalyaprasadanayak6371 3 ай бұрын
Thank you brother for alerting everyone ❤❤❤
@shibaprasadnath827
@shibaprasadnath827 3 ай бұрын
Thanks a lot bhaiya ji for urs great job to teach lesson to the corrupt officers 👌👌
@Bapujipro
@Bapujipro 3 ай бұрын
Very good work Waa very appreciative work Lanchua office ଉପରେ ଦୃଢ କାର୍ଯାନୁଷ୍ଠାନ ନେବା ଦରକାର ତାହେଲେ ବାବୁ ମାନକ ମନରେ ଡର ରହିବ
@debanahak5281
@debanahak5281 3 ай бұрын
ଧନ୍ୟବାଦ ଆଜ୍ଞା 🙏🏻💐
@SoraojKumar
@SoraojKumar 3 ай бұрын
Thanks for your personality❤
@chaturbhujamahakuda3301
@chaturbhujamahakuda3301 3 ай бұрын
Bahut badhia
@amareshamohanty69
@amareshamohanty69 3 ай бұрын
CBI help line no diantu. Je kounasi loka complaint kari pariba.
@Mahakaleswarujjaini
@Mahakaleswarujjaini 3 ай бұрын
Cbi office ku jaiki help maga bbsr re acchi
@pradippradhan4388
@pradippradhan4388 3 ай бұрын
Well come
@bhaskarmisra9169
@bhaskarmisra9169 3 ай бұрын
Very Very Good Work 👍
@BiswajitPradhan-qx1vk
@BiswajitPradhan-qx1vk 3 ай бұрын
କେବଳ ଏଇ ଅଫିସ୍ ନୁହଁ, ଓଡ଼ିଶା ର ସବୁ ସରକାରୀ ଅଫିସ ରେ ସବୁ ଲାଞ୍ଚୁଆ ଅଧିକାରୀ ଅଛନ୍ତି।
@DhrubacharanSwain-n7d
@DhrubacharanSwain-n7d 3 ай бұрын
Right brother
@SAROJSAHU-w2h
@SAROJSAHU-w2h 2 ай бұрын
Salute to you sir..🙏🙏
@litansahoo6864
@litansahoo6864 3 ай бұрын
Thanks bhai good job
@dambrunayak4827
@dambrunayak4827 3 ай бұрын
Thanks Bhai...
@bismayakhilar3526
@bismayakhilar3526 3 ай бұрын
Bahut sundar kama bhai
@manoranjsahoo9197
@manoranjsahoo9197 3 ай бұрын
Ekk dam perfect decision app ki bahi Full cbi 🎉tim🎉ko thank🎉🎉you
@AmiyaKumarHotta
@AmiyaKumarHotta 2 ай бұрын
Brother done a great job. Brother God bless you. You are the future of our state. An honest young man 🎉
@ashokpatnaik6978
@ashokpatnaik6978 2 ай бұрын
Good job. Kudos to you.
@Jkl-pooja
@Jkl-pooja 3 ай бұрын
Welldone brother
@manojpanda3013
@manojpanda3013 3 ай бұрын
Well done
@bhabanishankarparhi6349
@bhabanishankarparhi6349 3 ай бұрын
ଆଗକୁ ଲଢେ଼ଇ ଜାରି ରଖିବ 🫵🏻
@asutoshbiswal7173
@asutoshbiswal7173 3 ай бұрын
Thank Bhai
@anjanpriya427
@anjanpriya427 3 ай бұрын
Great
@Socialawrenes
@Socialawrenes 3 ай бұрын
ବେଷ୍ଟ କଲେ ଭାଇ
@SanjitKumar-if9ih
@SanjitKumar-if9ih 3 ай бұрын
Thank you so much bhai
@shivametc1745
@shivametc1745 2 ай бұрын
I am also faced this situation at Income tax office bbsr😅...
@pradeeppatra2655
@pradeeppatra2655 3 ай бұрын
ଶଳେ ମୋଟା ଅଙ୍କର ଦରମା ପାଉଛ ଆହୁରି ଲୋଭ ।
@aranyadiscodance
@aranyadiscodance 3 ай бұрын
❤thank s bhai very good ନମସ୍ତେ ନମସ୍ତେ
@krushnamohanprusty2728
@krushnamohanprusty2728 3 ай бұрын
ଉଚିତ ଶିକ୍ଷା ଦେଇଛନ୍ତି ! ଧନ୍ୟବାଦ।
@KhadusuddinAIback-jp4ym
@KhadusuddinAIback-jp4ym 3 ай бұрын
ସବାସ ଭାଇ ଦେଶ ରେ ଦୁର୍ନୀତି ବିରୁଦ୍ଧରେ ଲଢେଇ ରେ ତୁମେ ବୀର। ଦୁର୍ନୀତି ବିରୁଦ୍ଧରେ ଜୋରଦାର ଲଢେଇ ହଉ 🙏
@riyazkumar360
@riyazkumar360 3 ай бұрын
Thank you bhai
@shaikhmohammadmustakim5051
@shaikhmohammadmustakim5051 2 ай бұрын
Very good...
@sikanartstudio
@sikanartstudio 3 ай бұрын
Thank you bhai ....
@ardhendusinger
@ardhendusinger 3 ай бұрын
ବହୁତ ବଢିଆ କରିଛ
@surathamirdhacomedyvideos7522
@surathamirdhacomedyvideos7522 3 ай бұрын
Bahut bhala bhai
@prasadonride
@prasadonride 2 ай бұрын
great job Man
@ghanashyamswain2222
@ghanashyamswain2222 3 ай бұрын
Too nice. Thanks
@PrasantKumarPradhan-gs2ko
@PrasantKumarPradhan-gs2ko 3 ай бұрын
Good idea
@beinghumanforplanet9900
@beinghumanforplanet9900 3 ай бұрын
Solute Bhai
@ShivsankarNayak-r1e
@ShivsankarNayak-r1e 3 ай бұрын
Great job brother........god always help you.
@aswinikumarpratihari8898
@aswinikumarpratihari8898 3 ай бұрын
Great
@cocrohit2700
@cocrohit2700 3 ай бұрын
Very good👍
@sukantapatra7478
@sukantapatra7478 3 ай бұрын
Very good
@tekmarkyt8586
@tekmarkyt8586 3 ай бұрын
Bhalo karecho bhai
@Odishatechnical677
@Odishatechnical677 3 ай бұрын
Very good Bhai
@debanandajena
@debanandajena 3 ай бұрын
Superb....bravery...
@Futuredescriber
@Futuredescriber 2 ай бұрын
Puri District Headquarter Hospital clerk Lingaraj Mohanty upare raid kara heu . Most corrupted clerk
@saratkumarpanda7007
@saratkumarpanda7007 3 ай бұрын
ଆମ ଦେଶର ଦୁର୍ଭାଗ୍ୟ ଯେତେ ବଡ଼ ଅଧିକାରୀ ସେତେ ବଡ଼ ଦୁର୍ନୀତି ଗସ୍ତ। ବ୍ୟବସ୍ଥା ବଦଳିବା ଦରକାର୍
@jyotiranjansahoo4217
@jyotiranjansahoo4217 3 ай бұрын
One side story bodhe 😂 Hele bhala step 👍
@brahmanandasatapathy5505
@brahmanandasatapathy5505 3 ай бұрын
Salute you You r a Brave heart person 😊
@rohitameher84meher41
@rohitameher84meher41 3 ай бұрын
ଯୁବ ପିଢ଼ି ଚାହିଁଲେ ସମସ୍ତ ଚୋର ଅଫିସର କୁ ଚେଞ୍ଜ କରିପାରିବେ 👍👍👍👍👍
@jKM355
@jKM355 3 ай бұрын
Very gud
@sarojmohapatra5563
@sarojmohapatra5563 3 ай бұрын
Should arrest
@rameshchandraroutray7307
@rameshchandraroutray7307 3 ай бұрын
Thanks ,CBI
@Omkar-YT
@Omkar-YT 3 ай бұрын
Good
@jantarammeher4304
@jantarammeher4304 3 ай бұрын
Good 👍
@luckytheracer9511
@luckytheracer9511 3 ай бұрын
Great 👍
@anjanpriya427
@anjanpriya427 3 ай бұрын
Great brother
@AmitBikram7
@AmitBikram7 3 ай бұрын
Very nice
@Laxminarayan-Youtube
@Laxminarayan-Youtube 3 ай бұрын
Nice. Step
@ricky4680
@ricky4680 2 ай бұрын
Ladies and gentlemen.....this guy is alpha
@ajit382
@ajit382 3 ай бұрын
Excellent
@sunilelectronics5391
@sunilelectronics5391 3 ай бұрын
Good work bro...
@AnkeetaAgroFarm
@AnkeetaAgroFarm 3 ай бұрын
Good work 👍
@scientificpanda4089
@scientificpanda4089 3 ай бұрын
Thank you, Bhai 👏 se loka aau kete lokanku litithanta.
@chiranjibimahapatra708
@chiranjibimahapatra708 2 ай бұрын
Good 😊
@hearthackstatus143
@hearthackstatus143 3 ай бұрын
Nice cbi proud of you really you are very helpful thankyou cbi❤❤❤
@Bapun5
@Bapun5 3 ай бұрын
Wel done bro superb 👍👍
@abhijitmandal958
@abhijitmandal958 3 ай бұрын
Malkangiri becomes a hub of punished Officers, most of the corrupted officers want to stay here because its a tribat area no one aware of their rights. So Odisha kindly focus on Malkangiri District.
@radheshyamkechhu5134
@radheshyamkechhu5134 3 ай бұрын
Bht badhia hela
@kalicharanpanda4079
@kalicharanpanda4079 3 ай бұрын
Very good.... ❤
@DRTRILOCHANBEHERA
@DRTRILOCHANBEHERA 3 ай бұрын
Keep it up
Cool Parenting Gadget Against Mosquitos! 🦟👶
00:21
TheSoul Music Family
Рет қаралды 22 МЛН
How to whistle ?? 😱😱
00:31
Tibo InShape
Рет қаралды 13 МЛН
Flipping Robot vs Heavier And Heavier Objects
00:34
Mark Rober
Рет қаралды 58 МЛН
NASA’s Search for Aliens | The Voyager Missions | Dhruv Rathee
26:15
Cool Parenting Gadget Against Mosquitos! 🦟👶
00:21
TheSoul Music Family
Рет қаралды 22 МЛН