ଲେଡିସ୍ ଉଦଣ୍ଡ କିର୍ତ୍ତନ ବିବାଦଥି ଚନ୍ଦନଭାଟି ର ମେନେଜର୍ ରଖଲେ ମତାମତ😡CHANDANBHATI MANAGER BULU SAHU REACTS

  Рет қаралды 33,746

SAMBALPUR MATIR KALAKAR

SAMBALPUR MATIR KALAKAR

Күн бұрын

Пікірлер: 321
@jayarambhue7362
@jayarambhue7362 11 күн бұрын
ଟଙ୍କା ଦେଲେ ଜାଣା କହିଲେ ସେ ଟା କରବ କାଏ ସେ ବୁଲୁ ମ୍ୟାନେଜର
@mahadebsahu7590
@mahadebsahu7590 15 күн бұрын
ପ୍ରେମ ଉଦଣ୍ଡ କୀର୍ତନ କର, ପ୍ରଥମରୁ କୀର୍ତନ ଫାଇନାଲ ସମୟରେ ଆମେ ସମ୍ବଲପୁରୀ ଗୀତ ଗାଇବୁନାହିଁ ବୋଲି କୁହ.
@BiswajitBhoi-j5c
@BiswajitBhoi-j5c Ай бұрын
କୀର୍ତ୍ତନ୍ ରେ ମନୋରଞ୍ଜନ ବେଳେ କାଣା ଆଏ କହତ ହୋ ? ସବ୍ଯାରାଣୀ ତ୍ରିପାଠୀ ଭଉଣୀର୍ ଠାନୁ ଉଦଣ୍ଡ କାଣା ଆଏଯେ ଶିଖ ଅଣ୍ଟାହଲା ,ଗିଜ୍ ଦେଖା କୀର୍ତ୍ତନ ଛାଡ
@SantoshKumarBhoi-w7h
@SantoshKumarBhoi-w7h Ай бұрын
ଉଦଣ୍ଡ କୀର୍ତ୍ତନ୍ ନୁହେ ବୋ ଉଦଣ୍ଡି କୀର୍ତ୍ତନ୍ ଆଏ।
@aniruddhamishra9718
@aniruddhamishra9718 Ай бұрын
ଦଣ୍ଡ ରେ ଚୁନି ବଗର୍ତି, ଅଉର ପିଙ୍କି ରାଧା ଯେନତା ଅଣ୍ଟା ହଲେଇ ନାଚୁଛନ.କୀର୍ତ୍ତନ ରେ ସୁନିତା ସାହୂ ପାର୍ଟି ହେନତା ନାଚୁଛନ.
@rajendrabanka6623
@rajendrabanka6623 Ай бұрын
100%right 🙏
@piyushkumarnaik4762
@piyushkumarnaik4762 Ай бұрын
Pura puri 100% right
@piyushkumarnaik4762
@piyushkumarnaik4762 Ай бұрын
Ee manager paisa lagi khali kirtan karuche
@kampalapodh6719
@kampalapodh6719 4 күн бұрын
@@SantoshKumarBhoi-w7h ସତ ଆଏ
@RadheRadhe-g6l7t
@RadheRadhe-g6l7t Ай бұрын
ଲେଡିସ ମାନେ ମାସକର କେଭେ ବିଠୁଆ ନାଇ ହେବାର କେନ୍ ଜେ ସବୁଦିନ କୀର୍ତ୍ତନ ନଚୁଛନ ଏଟାବି କହିବେ ପଇସାର ଲାଗି ଭଗବାନ କେ ବଦନାମ କରୁଛନ ଲେଡ଼ିସ ମାନେ
@King-k2z
@King-k2z Ай бұрын
Munush mane padpain peekari kirtan karbar chada ,
@RadheRadhe-g6l7t
@RadheRadhe-g6l7t Ай бұрын
@@King-k2z bele masika rutusraba jen mahila mane heuchhan Henthei jibe mandali k... Ki jen ledis mane kirtan karuchhan takar ta mane bandh hei jauchhe ..hen ta hoithiba
@razthanapati6458
@razthanapati6458 3 күн бұрын
ବୁଲୁ ସାହୁ ଯେନ ପ୍ରକାର ଉତ୍ତର ଦଉଛନ୍ ......ସେ ପରୋକ୍ଷ ଭାବେ କହୁଛନ୍ ଯେ ଆମେ କୀର୍ତ୍ତନ ନି କରୁ ...ଆମେ ବ୍ୟବସାୟ କରମୁ ।
@rojdash1979
@rojdash1979 12 күн бұрын
ପରିବାର ଚଲାବାର ଲାଗି କିର୍ତନ ନି କର.. ସଂସାର ନୁ ମୁକ୍ତି ପାଇବାର ଲାଗି କିର୍ତନ କର,,ଯେନ୍‌ ଟା ଗୌରାଙ୍ଗ ମହାପ୍ରଭୁ ଶିଖେଇ ଥିଲେ
@kampalapodh6719
@kampalapodh6719 4 күн бұрын
@@rojdash1979 Right
@maatorkaruna
@maatorkaruna 13 күн бұрын
ସବୁ ପଇସା କମାବାର୍ ମାଧ୍ୟମ ଇ ଟୁକେଲ କୀର୍ତ୍ତନ ଟା
@SAMBALPURMATIRKALAKAR
@SAMBALPURMATIRKALAKAR 13 күн бұрын
Right
@bijayhota5138
@bijayhota5138 Ай бұрын
Sunita sahu nu kirtan kharaf hei gala
@rohitameher84meher41
@rohitameher84meher41 Ай бұрын
ଯୁଆନ ଟୁକେଲ ମାନଙ୍କୁ ଅର୍କେଷ୍ଟା ବାଗିର ନଚାବାର ଟା କେ କୀର୍ତନ କହେମା କାଏଁ ?
@Veer-u6g
@Veer-u6g Ай бұрын
Arkista kahema
@nirojkumarsahu4874
@nirojkumarsahu4874 Ай бұрын
ଧାଙ୍ଗିରୀ ନାଚ କହେମା
@BABUNBAG-op7yi
@BABUNBAG-op7yi Ай бұрын
କୀର୍ତ୍ତନ ର କ ନି ଜାଣି ଥିବା ସୁନିତା ସାହୁ
@chaturbhujabag5095
@chaturbhujabag5095 Ай бұрын
ପଇସା ଦେଇ କରି ନେଉଛନ ନଙ୍ଗିଳି ନାଚ କର ବଏଲେ କରବ ମେନିଜର କିର୍ତ୍ତନର କ୍କଲଙ୍କ ଏ
@shibadattadash3364
@shibadattadash3364 Ай бұрын
Sat katha agnya ! Purapuri ban karbar jaruri aae
@PHSSARIAN
@PHSSARIAN Ай бұрын
Public demand କରୁଛନ୍ତି ବୋଲି କୀର୍ତ୍ତନ ର ମୌଳିକତା ନଷ୍ଟ କରା ନ ଯାଉ
@pratappadhan2649
@pratappadhan2649 Ай бұрын
ଚନ୍ଦନ ଭାଟି କୀର୍ତ୍ତନ ପାଟି ସବୁ ବର୍ବତ୍ କରୁ 6n
@amiyapanigrahi-q7t
@amiyapanigrahi-q7t Ай бұрын
ଶବ୍ୟାରାଣୀ ତ୍ରିପାଠି ବାଗିର ନିର୍ତ୍ତନ କର
@maatorkaruna
@maatorkaruna 13 күн бұрын
My favorite Kirtan party
@biswabadhei2211
@biswabadhei2211 Ай бұрын
ହଇରେ ବାବୁ ତତେ ଭଲ କୀର୍ତନ କଲେ ପଛକେ ଫିରଲା ମୀତାର୍ ଲଗୁଛେ, ଧନ୍ଦା ଚଲେଇଛ ବେପାର କରୁଛ, ଲେଡିସ କୀର୍ତନ ବନ୍ଦ କରାଯାଉ,
@rajendrabanka6623
@rajendrabanka6623 Ай бұрын
@@biswabadhei2211 right
@astikcreation3242
@astikcreation3242 Ай бұрын
ଟୁକେଲ ବି ଚାହୁଁଛେ.... ମୋତେ ଧରୁନ୍ ପଛେ କିନ୍ତୁ ପଇସା ହେଉ ବଲୁଛେ.....
@rohitabehera8888
@rohitabehera8888 Ай бұрын
ପଇସା ଯିଏ ଡିମାଣ୍ଡ କଳା ସିଏ କାଇଁ tp ଗାହକ ହୋ ମେନେଯର୍ ବାବୁ
@susantamallik2572
@susantamallik2572 Ай бұрын
Odiance ଯଦି ଲଙ୍ଗଳା ହେଇ କରି ନାଚିବା କୁ କହିଲେ kenta କର୍ତ ho ବୁଲୁ ସାହୁ । ଗୁଟେ tukel କେ5000 ।ତୁମେ ତ ହୋ ପଇସା ର ଲାଗି tukel କୁ ଗିଜ୍ ହଲେଇକରି ନାଚିବାକୁ କହୁଛ । କଳା ସଂସ୍କୃତି କେ ଖରାପ୍ କରୁଛ ।
@LokanathSahu-c2v
@LokanathSahu-c2v 23 күн бұрын
ପଇସା ଦେମୁ ଦଣ୍ଡ ବି କରବ ଗିଜ ବି ହଲାବ
@SAMBALPURMATIRKALAKAR
@SAMBALPURMATIRKALAKAR 23 күн бұрын
Paisa dele jana bele tana karbe
@Xxx-h4d
@Xxx-h4d 3 күн бұрын
Bujha Dada E Manku Bhal Se Tike Nai Ta Sat Bi Debe Paisa Dele
@biswabadhei2211
@biswabadhei2211 Ай бұрын
ସବୁନୁ ବେଶୀ ଇ ଚଣ୍ଡନଭାଟି କୀର୍ତନ କେ ଖରାବ କରୁଛେ , ପଇସା କମାବାର ଲାଗି
@kampalapodh6719
@kampalapodh6719 4 күн бұрын
ବୁଲୁ ଭାଇ କହତ ,,ମେଲୋଡି ଯେ ଡେନ୍ସର ନଚଉଛ୍ । ଡେନ୍ସର ବନ୍ଦ କଲେ ତୁମକୁ ସମ୍ମାନ ଦେବେ
@itsforu6077
@itsforu6077 Ай бұрын
ପୁରୋହିତ ଦାଦା ରାଧେ ରାଧେ 🙏🙏🙏...ପହେଲା ତ ମ୍ୟାନେଜେର ଆଜ୍ଞାଙ୍କୁ 🙏🙏 କୀର୍ତ୍ତନକରସୁ ଆଜ୍ଞାମାନେ ବୋଲି ଯଦି ତମେମାନେ କହିତ ବେଳେ କାଏଁଜେ କମିଟି ତମକୁ ଫର୍ମାଇସ କର୍ତ୍ତେ ll ତମେ ରସରକେଳି ମାଇଲା ଜଡ଼ କରବ ବେଳେ ଫରମାଇସ ତ ଦର୍ଶକ କରବେ ll କୀର୍ତ୍ତନଦଳରେ ମ୍ୟାନେଜେର ରଖବାର ମାନେ ଯାହା ଲାଗୁଛେ ଏମାନେ ତାଙ୍କର ଷ୍ଟାଫ ମାନଙ୍କୁ ପେମେଂଟ କରୁଛନ.. କୀର୍ତ୍ତନ କର କମାନୀ ନି କର ll ପୁରୋହିତ ଆଜ୍ଞା 🙏🙏 ମାତ୍ର 1 ବର୍ଷ ଲାଗି କୀର୍ତ୍ତନ ବନ୍ଦ କରିଦେଲେ ସବୁ ସୁଧୁରିଯିବେ ll ଧନ୍ୟ ମହାପ୍ରଭୁ ମହିମା ତୋହର ଅଟେ ଅନନ୍ତ ଅପାର ll ତମର ମାନଙ୍କର ଲାଗି ବୋଲି କୀର୍ତ୍ତନଟା ଅଧୋଗତି ହଉଛେ ଟିକେ ଧ୍ୟାନ ଦିଅ l ଓହୋ ଓହୋ କରି ଆଗକେ ଯାଉଛୁ କହୁଛ 🤦‍♂️🤦‍♂️ଆଉ ଉଦଣ୍ଡ କର କହୁଛନ ଭାଇ ବେଳେ ପଛକେ ଘୁଚି ଲାଗବା... ମାନବାକେ ପଡିବା ତମର ଚିନ୍ତାଧାରାକେ ll ପୁରୋହିତ ଦାଦା ଦର୍ଶକ ଭୁଲ କହିଲ ଟିକେ ପସନ୍ଦ ନି ଆସଲା ll ଯିଏ ଯେନ୍ତାଟା କର୍ଷି ଦର୍ଶକ ସେନ୍ତା ଫରମାଇସ କର୍ସନ ll ସବ୍ୟା ଭଉଣିକେ କେହି ହେନ୍ତାଟା ଫର୍ମାଇସ ନି କରନ୍ତ କାଏଁଜେ କି ସେ ଭଉଣୀ ମାଙ୍କଡ଼ ନାଚ ନି କରନ୍ତ ll ପରିବେଶକୁ ପରିବର୍ତ୍ତନ କରବା ଆଗରୁ ପଡିଶାକେ ପଡିଶାକେ କରବା ଆଗରୁ ପରିବାରକେ ଆଉ ପରିବାରକେ ସୁଧାରବା ଆଗରୁ ନିଜେକେ ସୁଧାରିବା କଥା ll....
@hemantaseth5094
@hemantaseth5094 Ай бұрын
ମହିଳା କୀର୍ତ୍ତନ ପୁରାପୁରି ବନ୍ଦ କରାଯାଉ
@SoukilalPadhan-j3i
@SoukilalPadhan-j3i 22 күн бұрын
ପୁରୋହିତ ଆଜ୍ଞା ଲେଡିସ କୀର୍ତନ କେ ତ ସୁଧାରଲେ ବହୁତ ଭଲ ହେଲା ହେଲେ କୀର୍ତନ ବାହକ ମାନେ ଲାଇନ ରେ ନାଇଁ ବାଜାବାର ତାହାକୁ ଯଦି ଲାଇନ ରେ ଅନି ପାରଲେ ବହୁତ ଭଲ ହେତା ବୋଲି ମୋର ଆଶା ଇ କମେଣ୍ଟ ରେ ଯଦି ମୋର ଭୁଲ ଥିଲେ ମାପ କରବ ପୁରୋହିତ ଅଗ୍ନ୍ୟା
@rajendrabanka6623
@rajendrabanka6623 Ай бұрын
କେବଳ ସବ୍ୟାରାଣୀ ତ୍ରିପାଠୀ ଭଉଣୀ କେ ଛାଡି ଦେଲେ ସବୁ ମହିଳା କୀର୍ତ୍ତନ ଗାୟିକା କୀର୍ତ୍ତନ ପରମ୍ପରା କେ ବର୍ବାଦ କରୁଛନ୍! ସବକୁ ବାସନ୍ଦ କରାଯାଉ!
@NandakishorSahu-we8lf
@NandakishorSahu-we8lf Ай бұрын
କେନ୍ସି କୀର୍ତ୍ତନ ପାର୍ଟି ର ଦୋଷ ଦେବା ବିଲକୁଲ ଭୁଲ କିନ୍ତୁ ସବୁ ଗାଁ ର ନାମଯଜ୍ଞ, କମିଟି ବାଲେ ସଚେତନ ହେବା ଜରୁରୀ,, ଜେନ୍ କୀର୍ତ୍ତନ ଦଳ ମାନେ ପ୍ରକୃତ କୀର୍ତ୍ତନ କରୁଛନ ତାଙ୍କୁ ନିମନ୍ତ୍ରଣ କରିବା କଥା,
@SAMBALPURMATIRKALAKAR
@SAMBALPURMATIRKALAKAR Ай бұрын
Exactly
@kampalapodh6719
@kampalapodh6719 4 күн бұрын
ଲଳିତା ସାହୁ କେ କହୁଛ ବୁଲୁ ,,ତୁମେ ଯେନ ଡେନ୍ସର ଅନୁଛ୍ ଯେ
@rupeshc5171
@rupeshc5171 Ай бұрын
ଆଜ୍ଞା ମାନେ ଯେନ ମାଇଝି କୀର୍ତନ ବନ୍ଧ କରୁ କହୁ ଛନ. ପୁରା ଭଲ କହୁ ଛନ ମାଇଝି ମାନେ ଋତୁସ୍ରାବ ଭି ତ ନାଇ ମାନବାର ମଣ୍ଡଳୀ କେ ଯାଉ ଛନ ବିଟଲ ହୋଉ ଛେ ନାହିଲେ ସୁଧରି ଯାଉନ ମାସେ ରେ 7 ଦିନ କଲ ନାଇ ରଖୁନ
@shibameher4104
@shibameher4104 16 күн бұрын
ପୁରୋହିତ ଦାଦା ହେତା କୁ କହ ଯେ ଧନକାଉଡ଼ା ର କୀର୍ତନ ଦେଖି ଯିବେ କହ ପୁରା ଆଗର କୀର୍ତ୍ତନ କେ ଦେଖି ପାରବେ
@adityabarik7859
@adityabarik7859 Ай бұрын
କୀର୍ତ୍ତନ ଧାରା ବନ୍ଧ କର ଜେନ ଗରୂ ମାନେ କରିଛ ତାକର ଲାଗି ସବୁପାର୍ଟି ଖରାପ ହେଲା
@BhubaneswarChhatria-u2m
@BhubaneswarChhatria-u2m Ай бұрын
ଆଲୋ ସଖି ଆପଣା ମହତ ଆପେ ରଖି ଛାଡ଼ ହୋ ତୁମେ ସାହୁ ବାବୁ ତୁମର ଗାହକ ଭଉଣୀ ଯା ହାତ ଗାଉଛନ ପ୍ରଭୁ ଯାନେବେ ହେ ତୁମର ବାହାକ ତ bear ପିଇକରି ଖୋଲ୍ ବଯାଉ ଛନ ହୋ ଛାଡ଼ ହୋ ସାହୁ ବାବୁ ଅରିଯିନାଲ ଉଦଣ୍ଡ କୀର୍ତ୍ତନ କର ସାହୁ ବାବୁ ଭଲ ହେବା
@Jaygurudevkirtan
@Jaygurudevkirtan Ай бұрын
ଦାଦା ଯାହା କହୁଛ ଠିକ୍ କହୁଛ ପୁରୋହିତ ଦାଦା🙏 ଜୟ ରାଧେ 🙏🙏🙏 କୀର୍ତ୍ତନ କେ କୀର୍ତ୍ତନ ମେତାର କରବାର କଥା।।।
@bimaladansana3580
@bimaladansana3580 Ай бұрын
ଜେନ ଶବ୍ଦ କେ ନେଇ କରି କୀର୍ତ୍ତନ ସୃଷ୍ଟି ହେଇଛି ସେ ନା ରେ ଯଦି କୀର୍ତନ କରିବ ଲୁକେ ଯଦି ଅପସନ୍ଦ୍ କରିବେ ବୋଲି ଜେନ ଭାବନ୍l ରଖିଛ ଇଥି ଜଣl ପଡୁଛେ ତୁମେ କେଡ଼େ ବଡ କୀର୍ତ୍ତନୁଆ ଯେ....😂😂
@bahadursahu9870
@bahadursahu9870 Ай бұрын
ଶୈବ୍ୟା ରାଣୀ ତ୍ରିପାଠୀ ଓ ଦେବକୀ ସାହୁ ପରି କୀର୍ତ୍ତନ କର l କୀର୍ତ୍ତନ କେ ରାଧା, ଦୂତୀ, ବାନ୍ ଡି ଭଲିଆ ନାଚି କରି ଅପଭ୍ରଂଶ ନାଇଁ କର। ପାପେ ଘାଣ୍ଟି ନାଇଁ ହ l ଟଙ୍କା ପାଇଁ ଅଧର୍ମ କରୁଛ l ଦିନେ ଦୀପାଞଲି ଦାସ ପରି ହେବ। ବେଲ ଥାଉ ସୁଧୁରି ଯ। ଜୟ ସୀତା ରାମ l
@Madhavsingh_12
@Madhavsingh_12 Ай бұрын
Debki pala karsi log sui padsan
@sarojjanged1767
@sarojjanged1767 Ай бұрын
Sunita Sahu k direct pachraun sir.Tahake paesa darkar ki kirtan? E manager anusare note maelen jek pare bhal balsan.dekhun e chintadhara.
@djworld563
@djworld563 Ай бұрын
ପଏସା ମରାବାର ଲାଗି ଲୋକ ଧରିକରି ଆଏସନ୍ ଚନ୍ଦନଭାଟି ବାଲେ
@rameshrout6506
@rameshrout6506 Ай бұрын
ସବୁ, ମଧୁଆ, ମାନେ, ନୋଟ, ମାରୁଛନ୍ତି,
@DukhishyamHaripal
@DukhishyamHaripal Ай бұрын
ଟଙ୍କା ନିଜର ଘରୁ ନେଇ କରି ଗାହା କ ମାନେ ଟଙ୍କା ମରେଇ ହେଉଛନ ଆର ଗୁଟେ କଥା ହରି ନାଆ ମକେ ତୁମେ ବେପାର କରୁଛ ଏବଂ ବିକି କରି ଖାଉଛ ରାମ ନାମ ଥରେ ଧରିଲେ କେତେ ପୂନ୍ୟ ହେସି ଜେ ଯେତେ ତୁକେଲେ କ୍ରୀତନ୍ୟ ପାଟି ମାନେ କାହିଁ ଜାନ ବେ
@prabincreate2798
@prabincreate2798 Ай бұрын
Paisa kamabar gute nua dhanda ladies kirtan
@SAMBALPURMATIRKALAKAR
@SAMBALPURMATIRKALAKAR Ай бұрын
Ok
@rajendrabanka6623
@rajendrabanka6623 Ай бұрын
ଅରକେଷ୍ଟା କରୁଛ ଆଉ ପବିତ୍ର ଉଦଣ୍ଡ ପ୍ରେମ କୀର୍ତନ କରୁଛୁଁ ବଳୁଛ
@memeadda6190
@memeadda6190 Ай бұрын
ମହିଳା କୀର୍ତନ ସମାଜ କୁ ଅପସଂସ୍କୃତି ଆଡ କୁ ଗତିକରୁଚି l ତମକୁ କିଏ କହୁଚି box sound ଧରିକିଆସ କହୁଚେ। ସୁନୀତା ସାହୁ ତାଳି ବଜାଇ ସେଖେଲେ ଟିକେ ଭଲ ହେତା l
@kampalapodh6719
@kampalapodh6719 4 күн бұрын
ଅଶ୍ଳୀଳ ବଏଲେଁ ଡେନ୍ସର
@sujitkumarnanda3971
@sujitkumarnanda3971 14 күн бұрын
କୀର୍ତନ କେ କୀର୍ତନ ବାଗିର କର
@SAMBALPURMATIRKALAKAR
@SAMBALPURMATIRKALAKAR 14 күн бұрын
Good
@narasinghamajhi3676
@narasinghamajhi3676 Ай бұрын
ଯିଏ ତମକେ ପଏସା ଦେଇ କରି ଘିନି ନଉଛେ ସେ ଠାନକେ ନାଇଁ ଯ ,ତମେ ପ୍ରେମ୍ କୀର୍ତ୍ତନ କର
@omdigitaldharamgarh1342
@omdigitaldharamgarh1342 Ай бұрын
ଫୁକା ଓଲାଲେ ସୋ ଆସୁଛେ ନେଇ ଥାଳି ରେ ପଇସା ଦେଲେ ଲାଜ୍ ଲାଗୁଛେ
@tinkuphotography3186
@tinkuphotography3186 Ай бұрын
ପୁରା ଅଶିକ୍ଷିତ ଲେଖେ କଥା ଲାଗୁଛେ ବୁଲୁ ସାହୁ। ବିଷୟ ବସ୍ତୁ ଥି କୀର୍ତ୍ତନ କରି ନି ପାର ଵୋ ତୁମେ
@rajendrabanka6623
@rajendrabanka6623 Ай бұрын
ପଇସା କଥା ନାଇଁ କହ ହୋ !ଯେତେ ଡିମାଣ୍ଡ କଲେ ବି ଲୋକ ଦେବେ!କୀର୍ତନ କେ କୀର୍ତନ ଭଳିଆ କର କୀର୍ତନ ପରମ୍ପରା କେ ବଞ୍ଚେଇ ରଖ
@subodhganda9064
@subodhganda9064 Ай бұрын
କୀର୍ତ୍ତନ କରୁଛବେଲେ ପିଓର୍ ଉଦଣ୍ଡ କୀର୍ତ୍ତନ କର ବେସିଦୀନ ତୁମର ଉଦଣ୍ଡି କୀର୍ତ୍ତନ ନାଇଁ ଚାଲେ। ରାଧେ ରାଧେ ଉଦଣ୍ଡ କୀର୍ତ୍ତନ ର ଦାଦା ମାନେ
@rajkumarmeher5797
@rajkumarmeher5797 Ай бұрын
ପୁଏ ସବୁ ପଇସା ନିଜେ ସବୁ ଦେଉଛ .ମତେ ଦେବକୀ ସାହୁ ଆଉ ସବ୍ୟରାଣୀ ର କୀର୍ତ୍ତନ ଭଲ ଲଗାସି
@SAMBALPURMATIRKALAKAR
@SAMBALPURMATIRKALAKAR Ай бұрын
Sat aae
@rajendrabanka6623
@rajendrabanka6623 Ай бұрын
ଉଲେନ ନିଜେ ବନେଇ କରି ନିଜର ଟା ନିଜେ ନୋଟ ମାରିହେଶ ପରେ ହୋ!
@rajeshkumarguru3707
@rajeshkumarguru3707 Ай бұрын
ଗୋଟେ ରାତି ଲାଗି 30000 ନେଉଛ ଯେ ଅପେରା କର କୀର୍ତନ କରି କାଏଁଜେ ନେଉଛ ତମେ କୀର୍ତନ କରୁଛ କୀ ଲୋକଙ୍କୁ ମନୋରଞ୍ଜନ କରି ଯାଉଛ
@learninghub1295
@learninghub1295 Ай бұрын
ଅଷ୍ଟପ୍ରହରୀ ନାମ ରେ buget ହେଲା ୧୨୦୦୦୦/- ବେଶୀ ନୁ ବେଶୀ ଅଧିକ ହେଲେ ବାକି ଯଦି ତୁମେ ଟୁକେଲ ପାର୍ଟି ଆଁଲ ବେଳେ ହେମାନେ ୬୦୦୦୦/- ନେବେ ବାକି prahar ମାନେ ଅଛେ। Extra ୩୦୦୦୦/- ଫେର ଖର୍ଚ୍ଚ ଆନ ୧୫୦୦୦୦/- ଆର୍ କର ନାମ । ହେନ୍ତା ହେଲେ ଗାଁ ମନ୍ କୁ ଆର୍ ନାମ ନେଇ ହୁଏ ନ ବନ୍ଦ୍ ହେବା ଧୀରେ ଧୀରେ ତୁମେ ବାହାରୁ ପିଲା ସବୁ ଜକର କଣ ଯେ ଘିନ ବ
@Manishbhai234
@Manishbhai234 Ай бұрын
Program ରେ ଖାଲି ଡଣ କରୁଛ କୀର୍ତ୍ତନ କରବାର ଛାଡ଼ି
@rajeshkumarguru3707
@rajeshkumarguru3707 Ай бұрын
ସୁନିତା ସାହୁ ଆଉ ଲଳିତା ସାହୁ ଏକା କୀର୍ତନ ର ନାଁ କେ ବଦନାମ କଲେ
@bijayhota5138
@bijayhota5138 Ай бұрын
Lalita sahu ra chalba se rangin kirtan karsi
@rajeshkumarguru3707
@rajeshkumarguru3707 Ай бұрын
@@bijayhota5138 ଇ କୀର୍ତନ ଅପେକ୍ଷା ନିଜର ପବ୍ଲିସିଟି କରଷି କୀର୍ତନ ରେ ହେତକୀ ନାଇଁ ହେବା କଥା ଭାଇନା
@bibekacharya9543
@bibekacharya9543 Ай бұрын
କୀର୍ତ୍ତନ କହେଲେ ଖାଲି ଉଦଣ୍ଡ ପ୍ରେମ କୀର୍ତ୍ତନ ଅଛେ l ଆଉ ଇ ଉଡ଼ଣ୍ଡ କୀର୍ତ୍ତନ କଲେ ୩୦୦୦୦/୪୦୦୦୦ ଟଙ୍କା ନାଇ ଲାଗେ ଆଉ ମାଇକ୍ ସେଟ୍ ଭି ନିଲଗେ l ଇ ଟା ଖାଲି କୀର୍ତ୍ତନ ନା କେ ପଇସା କମାବାର ଟା ହେଉଛେ l ଆଉ ଗୁରୁ ମାନେ ଯାହା ଭି କରୁଛନ ବହୁତ୍ ଭଲ କରୁଛନ୍ l ଜୟ ଶ୍ରୀ ରାଧେ 🙌🙌
@DISCORD25
@DISCORD25 Ай бұрын
ସଭେ ବଦଲେ ଆମେ ଭି ବଦଳି ମୁଁ 😢 ଇଟା କେଁ କଥା ବୋ😢 ଆମେ ବଦଳୁ ଯେ ସଭେ ବଦଳିବେ କହ ରେ ବେଡ଼ା ମେନେଜର 😮
@madanbag3358
@madanbag3358 24 күн бұрын
ପ୍ରେମ୍ କୀର୍ତ୍ତନ କର ହୁଦା ହୁଦା ନାଚି କରି ଭେସ୍ ଡିଆ ନେଇ କର
@SAMBALPURMATIRKALAKAR
@SAMBALPURMATIRKALAKAR 24 күн бұрын
Good
@AjayPradhan-ul1rz
@AjayPradhan-ul1rz Ай бұрын
ପହେଲା ତମେ ଭଲ୍ ହ ବାକି ଲୁକର୍ ଟା ଛାଡ଼ ଚନ୍ଦନ ଭାଟି ବାବୁ
@SAMBALPURMATIRKALAKAR
@SAMBALPURMATIRKALAKAR Ай бұрын
Right
@rohitkuanr7050
@rohitkuanr7050 Ай бұрын
Bhal Kirtan କୀହେ ନାଇ କାରବାର ଏହାଦେ ଭୁଲ୍ ବୁଝୁଛ ମ୍ୟାନେଜର ବାବୁ। ତମେ ଭାଲ ଆରମ୍ଭ କର ସବେ ଭଲ ପାଇବେ। ପଚ୍ କେ ନାଇଁ ଘୁଚ ଆଗକେ ଯ । ଭାଲ କୀର୍ତ୍ତନ ର ଅର୍ଥ ପଚ୍ କେ ଯିବାର ଟା ନାଇସେ ତମେ ଭୁଲ୍ କହୁଛ ମ୍ୟାନେଜର ବାବୁ।
@sushantanaik5388
@sushantanaik5388 Ай бұрын
ସୁରେ ରହ ଆଉ କୀର୍ତନ କେ କର୍ତ୍ତନ ହିସାବେ କର ମାତ୍ର 5000ଟଙ୍କା ରୁ ଅଧିକା ନେଇ ନିଅ ତୁମେ କାନା ଭାବୁଛ ସାନୁନିଗମ କି ଅଲକା ଆଦିନିକ ଯେତେ ଉଲେନ ସବୁ ମହାପୁରୁ କେଦେଇଦିଅ
@iamrajat174
@iamrajat174 Ай бұрын
ପହେଲା ବାୟକ ମାନଙ୍କର ଲେଞ୍ଜ ଛାଟ କର ପଇସା ଲାଗି ଜାହିଁ ତାହିଁ ଜିନିଷ ହଉ ଛେ
@bablusingh5449
@bablusingh5449 Ай бұрын
ଇ ଲାଲା ଲା ଲାଲା କିର୍ତ୍ତନ୍ ବାଲେ ଶୁଇବ ଯ ବୋ
@akshayapatel875
@akshayapatel875 Ай бұрын
Bhaba nathai Kritan prabhunku ninda.jay nitai Radhe radhe
@narasinghamajhi3676
@narasinghamajhi3676 Ай бұрын
ସଭେ ସମାନ୍ ଟା , ବୁଲୁ ସାହୁ ପଏସା ର ଲୁଭେ ପଡୁଛେ ,ଆରୁ ଚେନାଲ୍ ବାଲା ବି ବହୁତ୍ କହୁଥିଲେ ଆରୁ କଥା ହେଲା ବେଲେ ଚାପି ହଉଛନ୍ ,ତମକୁ ମାନକୁ କହି ଦେଉଛେଁ ସବ୍ୟାରାଣୀ ଭଉଣୀ ର କୀର୍ତ୍ତନ କାହାକେ ଖରାପ ଲାଗସି ,ମତାମତ ଦେବେ
@Nehru-meher
@Nehru-meher Ай бұрын
ମନୋରଞ୍ଜନ କରିବାର ଅଛେ ବେଳେ ଅର୍କେଷ୍ଟ୍ରା କର ଭାଇ ,କିର୍ତ୍ତନ କେ କେଁ କରି ମନୋରଞ୍ଜନ କରୁଛ?
@sumantabhue7591
@sumantabhue7591 Ай бұрын
ପୁରୁଣା କୀର୍ତନ କଲେ ଉଲେନ୍ ପଇସା ଯହ ନି ପଉ ବଳୁଛ ❤ପଇସା କମାନି ଲାଗି କୀର୍ତ୍ତନ କର୍ବ 😢
@harishankarsingh27
@harishankarsingh27 Ай бұрын
ସଭେ ବଦଲିଲେ ଆମେ ବଦଲିମୁ ବଲି କହୁଛନ ଯେ ,ପହେଲା ତମେ ଆରମ୍ଭ ତ କର । ପଏସା ଦଉଛନ ବଲି ଭୁଲ କରବ କେ ।
@lxqueen5709
@lxqueen5709 Ай бұрын
Samste guhu khaele chandanbhati kirtan party v khaebe guhu😂
@villageapoormanlife2526
@villageapoormanlife2526 12 күн бұрын
Bhai kirtan ra na change Kari dia Adhunik kirtan party na heu
@shipnaik9668
@shipnaik9668 Ай бұрын
Bhajan au sambalpuri sabu misagula gauchhan Tamar gharu dhan biki Kari delabhalia laguchhe kaie ete Rajneeti karuchha j Uleen dekhikari nai ahankaria hua
@learninghub1295
@learninghub1295 Ай бұрын
ଇମାନେ ବିଷୟ ଉପରେ କିଛି କରି ନାଇପରାନ କେତେଟା ମହିଳା ଗୁରୁ ଅଛନ୍ ହେମନେ ହିଁ କର୍ବେ
@shibadattadash3364
@shibadattadash3364 Ай бұрын
ଦର୍ଶକ ମାନେ ପଏସା ଦେଇ କରି ଡାକୁଛନ୍ ଯେ ଜାନା ବଏଲେ ସେଟା କର୍ବ କେଁ ??? ଠିକ୍ ଅଛେ ସେ ଆଏବ ଆମେ ବି ଡାକ ମୁଁ, ବାକି ରୁଗଡି ଗଦା ନେ ବଲବ ଯେହେତୁ ପଏସା ନେଇଥିବ . Ok ???
@PraveenPradhan-wc2tw
@PraveenPradhan-wc2tw Ай бұрын
सरायपाली बसना cg मे सबसे पहला पैसा फेकने का सुरु हुआ ।
@DenjarKirtanVlogs
@DenjarKirtanVlogs Ай бұрын
ପିଲା Knj ଆଁବ ଆଉ ପଇସା ଦେବା 5 ଲୋକ୍ ରେ Boithak ହଉଚ୍ଛେ ଆଉ ୩୦୦୦୦ ନଉଛ ଇଟା ଧନ୍ଦା ଲଗେଇଛ
@biswabadhei2211
@biswabadhei2211 Ай бұрын
ଓହୋ ତୁଇ କଲ ଲାଗି କୀର୍ତନ କରୁଛୁ ମାନେ ପଇସା ଲାଗି , ଭାବ କିଛି ନାଇ ନ ତୋର କୀର୍ତନ ରେ ,ଭଗବାନ ଲାଗି କୀର୍ତନ ନା କର୍ବାର୍
@Veer-u6g
@Veer-u6g Ай бұрын
Sunita sahu ra dancer mane pila manku line mari kari rakhi desan
@sadanandadash2714
@sadanandadash2714 Ай бұрын
ହେଟା ନୁହେ ସେ, ପୁରୋହିତ ବାବୁ, କିଏ ଖରାପ ହେବା ଜେ, ପାଟି ଖରାପ ନାହିଁ ହେବାର କଥା, ପଏସା ଲାଗ୍ ସବୁ ନାଟକ ଆଏ, ମୁଇ ଯଦି ଖରାପ ଲେଖି ଛେ ବେଲେ ମାପ କର୍ ବ 🙏🙏🙏🙏🙏🙏🙏
@jiteswarpradhan2964
@jiteswarpradhan2964 Ай бұрын
J basitagiri dance karabu kn
@aniruddhamishra9718
@aniruddhamishra9718 Ай бұрын
କୀର୍ତ୍ତନ ପହେଲା ବାରମାସ ନେଇ ନାଚନ ତୁମେ ତ ବାରମାସ କୀର୍ତ୍ତନ ନାଚୁଛ ବୁଲୁ ବାବୁ ଦଣ୍ଡ ପାର୍ଟୀ ର ରେଷ୍ଟ ଅଛେ କିନ୍ତୁ ତୁମ୍ଭର ନାଇନ .ଗୁରସ ଯଦି ଅତି ଉପୁଳିବା ନିଆଁ ରେ ପଡିବା ଜାନିଥ .ବହୁତ ବହୁତ ପସତାବ
@dmallik7820
@dmallik7820 6 күн бұрын
Kete Maas nach San j
@shilubadhai
@shilubadhai Ай бұрын
7:08 ରେ ଗୋଟେ ପଏଣ୍ଟ କହିଲେ ଆମର ମେନେଜର ସର୍ କି ( ଏ ପାର୍ଟି k ବନ୍ଦ କଲେ ଆମର ପାର୍ଟି ଚାଲବା) first katha tume jen dhara dhara nai kahu chaa heta e prem udand kirtan nu hi bahari chee....aau gute katha kebe bapa k tar chua mane chalbar ta nai sikhan...ho... Aau asuu cha k j kalu kal gupal pali dekmaa taa ken darsak mane tamku ete paisaa mari kari jabardasti karu chan....enta git gaibar k....j Aau purohit dada .. Tume ta jani thibaa gupal pali . sambalpur ra kentaa kirtaniya gaa ee j.... Dekmaa kentaa jabar dasti kari ki git guauu chan..j.. Tamku dakbar karan achee...ho manager sir...
@astikcreation3242
@astikcreation3242 Ай бұрын
ମାନେ ପିଲା ଉଦଣ୍ଡି ଗୁରୁ ମାନଙ୍କର ଉପରେ ତୋର ଜଣା ନାଇଁ ନ...... ମାନେ ଉଦଣ୍ଡି କୀର୍ତ୍ତନ ବାବଦ ରେ ତୋତେ କିଛି ଜଣା ନାଇଁ ନ..... ପୁରୁଷ ଜନମ ହେଇଛୁ ଠିକ ଆଏ କିନ୍ତୁ ତୁଇ ଗୁଟେ ମାହେଜି ଆଏ....... ତୋର କଥାରୁ ଜଣା ପଡଲା
@ramabarik6236
@ramabarik6236 13 күн бұрын
Chandnbhati kirtan nartaki
@aswinibanchhor8945
@aswinibanchhor8945 19 күн бұрын
ତୁମେକୀର୍ତନଯାହାକରୁଛକର ହେଲେଗିଜହଲା ମୁଡ଼ହଲାରେକର୍ଡଡେଂସକମେଣ୍ଟମରାଇସବୁ ଲେଡୀସକୀର୍ତନ ରେନେଇହେବାରକଥା
@SAMBALPURMATIRKALAKAR
@SAMBALPURMATIRKALAKAR 18 күн бұрын
Good
@bibhusanapanigrah123
@bibhusanapanigrah123 Ай бұрын
Darsak jadi sabu kapada utrei dia balbe bele utreideba kain Bhai kahata
@mahendrarout4282
@mahendrarout4282 Ай бұрын
Chandanbhati ladies kirtan ra manager naise ho ladies arkesta ra manager bala j bhalheba au b ladies party achhan hele b sunita ra party re jen nartaki 5 ta ki 6 ta achhan semane au kichhi niam niti k ni manbar k au gute katha jen bina gita re badya au dance karuchhan he jinis ta se sambalpuri arkista ra instrument bhalia lagsi au tame e party k jete b kaha dada emane ni manan manager ra attitude janapaduchhe
@dasarathapadhan5095
@dasarathapadhan5095 24 күн бұрын
Sabyarani.. No.. 1.
@GIRISHCHANDRABADHEI-q8n
@GIRISHCHANDRABADHEI-q8n Ай бұрын
ପଇସା କେ ଲିଏ କୁଛ ବି କରେଙ୍ଗ
@Dayavanta
@Dayavanta Ай бұрын
Full support dada ❤❤❤
@akashpadhan5815
@akashpadhan5815 Ай бұрын
ତମର ପାଟି ବାଳେ ନାଇ ପାର ବି ଅର୍କ୍ରେଷ୍ଟ କର
@pradeepluha531
@pradeepluha531 7 күн бұрын
Bulu bhai Kane rekad dance debar pila manku kete desa ho
@sudamapadhan8847
@sudamapadhan8847 Ай бұрын
ଭକ୍ତି ନାଁରେ ବେପାର କରୁଛନ
@SachinBariha-x2s
@SachinBariha-x2s Ай бұрын
Jen dinu Sunita sahu baharila se dinu nehela kirtan heu6e
@udhdufuudhdu2236
@udhdufuudhdu2236 Ай бұрын
ସେ ମେନେଜର ବାବୁ କଥାଟେ କହେଲେ ଯେ ଟୁକେଳ ପଟି ର କଥା କହେଲେ ପିଲାପାଟି ର ଗୁଟେ ଭିଡିଓ ଆନ
@lxqueen5709
@lxqueen5709 Ай бұрын
Kete aagk gati karlena chandanbhati kirtan party? J pachh k phirbar k time lagbaa, besi aagk palei galuna vabuchhan nijke, kirtan ra meaning kana ay ni jani thibaa Sunita sahu, pura band kari debar katha Sunita sahu kirtan party k
@abhinashbhoi5847
@abhinashbhoi5847 Ай бұрын
A babu tui kirtan kar jaha famous hebu tui 😂
@lxqueen5709
@lxqueen5709 Ай бұрын
@@abhinashbhoi5847 aame kn j karmu
@pradeepluha531
@pradeepluha531 7 күн бұрын
Purohit dada bulu bhai ke kahata takar gahak ra ujan kete achhe j
@ThabiraBariha-e9e
@ThabiraBariha-e9e Ай бұрын
Sunita sahu ra kirtan jenta hauchhe lok jenta paisa dauchhan nachbali mankar bhaliaaa hauchhe its not kirtan dada
@rajkumarmeher5797
@rajkumarmeher5797 Ай бұрын
ପହେଲା ନିଜେ ହୁଏ
@kanhubhabani2038
@kanhubhabani2038 Ай бұрын
Jenta bhi hau Che ek number hau Che Prabhu nam dhari Chala au tk chinta dhara tk badla Anta malka nachi tk nai Kara hetki kahemi au Hari nam dhari Chala.. Radhe Radhe
@Madhavsingh_12
@Madhavsingh_12 Ай бұрын
Kirtan re utubar manke mana kara jau , munush kirtan karle utubar nai jibar aau tukel karle sunghi sunghi jauchan, munush re jaha view nai jaye j tel kharcha v pare nai bahare
@satiasahu3652
@satiasahu3652 Ай бұрын
Purohit sir kiratan dhara band heu
@jiteswarpradhan2964
@jiteswarpradhan2964 Ай бұрын
Gahak ke mens hoithile v kirtan kari palau6e e ladies kirtan band kara 🙏
Triple kill😹
00:18
GG Animation
Рет қаралды 18 МЛН
Walking on LEGO Be Like... #shorts #mingweirocks
00:41
mingweirocks
Рет қаралды 5 МЛН
Osman Kalyoncu Sonu Üzücü Saddest Videos Dream Engine 275 #shorts
00:29
The Singing Challenge #joker #Harriet Quinn
00:35
佐助与鸣人
Рет қаралды 21 МЛН
SDM New Sambalpuri Comedy BJ MEDIA Present
19:38
BJ Media
Рет қаралды 721 М.
Triple kill😹
00:18
GG Animation
Рет қаралды 18 МЛН