ଲୀଳାମୟ ପୁରୁଷ କେଶବ ଠାକୁର ? Leelamaya Purusha Keshav Thakura ?

  Рет қаралды 17,194

JAGRAT INDIA LIVE

JAGRAT INDIA LIVE

Күн бұрын

ଲୀଳାମୟ ପୁରୁଷ କେଶବ ଠାକୁର ? Leelamaya Purusha Keshav Thakura ?
Please Subscribe My KZbin Channel "Ek Hindustani Prakash" And Like, Share, Comment My Video And Press The Bell 🔔 Icon । Jai Jagannath Jai Achyutanand ।
ଆପଣମାନେ ଯଦି ଆମର {ଉନ୍ନତି} ଚାରିଟେବୁଲ ଟ୍ରଷ୍ଟ କୁ ଖୋଲା ହୃଦୟରେ ସାହାଯ୍ୟ କରିବା ପାଇଁ ଚାହୁଁଛନ୍ତି ତାହେଲେ ଆମର ଫୋନ୍ ପେ ନଂ - 6370530988 ରେ ସହଯୋଗ କରିପାରିବେ । ଆମର ଲକ୍ଷ୍ୟ ଗରିବ, ଅନାଥ ଛୁଆ, ଅସହାୟ, ବେସାହାରା, ବାର୍ଦ୍ଧକ୍ୟ ଲୋକ, ଗଛ ବୃକ୍ଷ ରୋପଣ ଏବଂ ବୁଲା ପଶୁମାନଙ୍କ ସେବା କରିବା ଆଉ ସେମାନଙ୍କ ରକ୍ଷଣାବେକ୍ଷଣ କରିବା । ଜୟ ହିନ୍ଦ୍ । ଭାରତ ମାତା କି ଜୟ ।
ଦୟାକରି ଅନାବଶ୍ୟକ ସ୍ଥଳେ କୌଣସି ପ୍ରକାର କଲ୍ କରନ୍ତୁ ନାହିଁ ।
#achyutanand #malika #guptamalika #kaliyugamalika #malikarahasyakaliyuga #sandeepmaheswari #hadidasmalika #babaartatrana #ekhindustaniprakash #khandagirikumbhamela #odiamalikabachana #srilaprabhupada #bhabisyamalika #malikabachana #malikabichara #malikabachanatodayvideo #achyutanandamalikainhindi #viralodishamalika #odiamalikabachana #arakhitadasmalika #bhimabhoimalika #endofkaliyug #purijagannathtemple #viralvideo #viralmalika #bhabisyabani #jaiphulamalika #jayakishoriji #anirudhacharyajimaharaj #devkinandanjimaharaj #devotionalvideo #motivationalvideo #balajisarkar #bababalia #swamipragyananandji #keshavthakura #chitralekhaji #carryminati #chanchalnath #rambhadracharyajimaharaj #amoghliladas #gaurgopaldas #guptamalika #bhagabatgita #prabachana #prathanatv #nilachaldham #nidhivan #saurabhjoshi #sadgururiteshwarjimaharaj #srisriravishankarji #kripalujimaharaj #ayodhyarammandir #dwarka #rambanlandslide #otvnews #odishabhaskar #nandighoshatv #argusnews #kalingatv #kanaknews #manojdey #election2024

Пікірлер: 75
@Sumita-340
@Sumita-340 11 күн бұрын
Guruswami saranam 🙏🙏🙏🙏🙏🙏🙏🙏🙏🙏
@lilibagh6059
@lilibagh6059 Ай бұрын
ଜୟଶ୍ରୀ ଜଗନ୍ନାଥଙ୍କୁ କୋଟି ପ୍ରଣାମ୍🌻🙏🌻👍😊
@kedarbehera4459
@kedarbehera4459 5 ай бұрын
Guruswami Bhai ati sundar omm kesabaya namha ❤❤❤❤❤❤❤
@dasarathadash8065
@dasarathadash8065 5 ай бұрын
Jay jagannath
@BholashankarDash
@BholashankarDash Ай бұрын
Bahut sundar bhai ❤ Baba bar bar kahani prabhhu knu.
@rushimalatritharushikulyap7607
@rushimalatritharushikulyap7607 5 ай бұрын
❤ ଜୟ ଜଗନ୍ନାଥ ପ୍ରକାଶ ଭାଈ ❤
@biranchimahanta614
@biranchimahanta614 5 ай бұрын
Jai jagannath
@subratmohapatra8537
@subratmohapatra8537 5 ай бұрын
Guruswami Saranam 🙏
@manojkumarsahu7013
@manojkumarsahu7013 5 ай бұрын
Jaya sri jagannath 🙏🙏🙏🙏,
@sknayak2743
@sknayak2743 Ай бұрын
ଠାକୁର (କେଶବ ବାବାଙ୍କ) ମହିମା ଅପାର, ଯେଉଁ ଭାଇ/ ଭଉଣୀ ଧାରା ଗ୍ରହଣ କରି ନିଷ୍ଠା ସହକାରେ ପୂଜାର୍ଚ୍ଚନା ଧ୍ୟାନ ଓ ସାଷ୍ଟାଂଗ ପ୍ରଣାମ କରିଥାନ୍ତି, ଠାକୁରଙ୍କର ସମସ୍ତ ଲିଳା ଅନୁଭବ କରନ୍ତି ,
@UpendraNaik-et6lt
@UpendraNaik-et6lt 4 ай бұрын
Hori❤bol
@sukantamalik4139
@sukantamalik4139 4 ай бұрын
ଜୟ ଚରମନାଥଆୟ ନମଃ ନମଃ ❤ଜୟ
@NIRASHAPATRA-v3v
@NIRASHAPATRA-v3v 5 ай бұрын
ପ୍ରଭୁଙ୍କ ଲୀଳା ଅଚିନ୍ତାନିୟ,ଅକଳ୍ପନୀୟ, ଅବିଶ୍ଵସନୀୟ ।ଯିଏ ଧାରା ନେଇ ତାଙ୍କ ପ୍ରଦର୍ଶିତ ମାର୍ଗରେ ନିଷ୍ଠାର ସହ କାର୍ଯ୍ୟ କରି ଚାଲିଛି ସେ ଠିକ ଜାଣିଛି ଯେ ସାଧାରଣ ଦୀନ ହୀନ ହରିଜନ ଘରେ ଜନ୍ମ ହୋଇଥିବା କେଶବ ବାବା ନା ଠାକୁର ନା ପରଂବ୍ରହ୍ମ ?ସେ ଯୋଉ ମନ୍ଦିର କରି ବାପମାଙ୍କ ସମସ୍ତଙ୍କ ଠାରୁ ଉର୍ଦ୍ଧରେ ବୋଲି ସମାଜକୁ ଶିକ୍ଷା ଦେଇଛନ୍ତି ,ସେଇଭଳି ଆଶ୍ରମରେ ତାଙ୍କ ଦ୍ୱାରା କରାଯାଇଥିବା ପ୍ରତି କାର୍ଯ୍ୟ ଭାରତ କଣ ବିଶ୍ୱରେ ବି ଶ୍ରେଷ୍ଠ କହିଲେ ଭୁଲ ହେବ ନାହିଁ ।ଏହା ହିଁ ଅଲୌକିକତା ।ସେ ସ୍ତୁଳରୁ ସୂକ୍ଷ୍ମ କୁ ପରିବର୍ତନ ହେଲା ପରେ ମଧ୍ୟ ଆଶ୍ରମରେ ସମସ୍ତ କାର୍ଯ୍ୟ ନିଷ୍ଠାର ସହ ତାଙ୍କ ସୂକ୍ଷ୍ମ ନିର୍ଦ୍ଦେଶ ରେ ଚାଲିଛି ।ଏଣୁ ଯେତେ କୁସମାଲୋଚନା କଲେ ମଧ୍ୟ ତାଙ୍କ ଭକ୍ତମାନଙ୍କୁ କିଛି ଫରକ ପଡିନି କିମ୍ବା ପଡିବ ନାହିଁ।ଠାକୁରଙ୍କ ଇଚ୍ଛା ପୂର୍ଣ ହେଉ ।ଜୟ ଶ୍ରୀ ଗୁରୁସ୍ୱାମୀ❤❤❤
@RaghabaMahanty-xr5it
@RaghabaMahanty-xr5it 5 ай бұрын
❤️🙏🙏🙏❤️
@bhesajkumarbhoj
@bhesajkumarbhoj 4 ай бұрын
ଗୁରୁ ସ୍ବାମୀ ଭାଇ👍
@MotivationOdisha-f5b
@MotivationOdisha-f5b 3 ай бұрын
Jay Shree Guru Swami Bhai
@basudebabhoi4882
@basudebabhoi4882 5 ай бұрын
ଓଁ କେଶବ ନାରାୟଣ ନମଃ,,,,,
@kedarbehera4459
@kedarbehera4459 5 ай бұрын
Mo prabhunka jay heu sia ama pai sabu kichi❤❤❤❤❤❤❤
@deviprasadpatra8512
@deviprasadpatra8512 5 ай бұрын
କେଶବ ବାବା ନୁହେଁ ଭାଇ କେଶବ ଠାକୁର କହିବାକୁ ଅନୁରୋଧ। 🪶ଜୟ ଚରମନାଥ ଗୁରୁସ୍ବାମୀ 🙏🏾🛕🛕🚩🚩
@jaumaninaik3457
@jaumaninaik3457 5 ай бұрын
Jay.ģuru.swami.pranam❤
@ajayakumar3997
@ajayakumar3997 5 ай бұрын
ଗୁରୁ ସ୍ବାମୀ ଚରଣେ ଶରଣ ଓଁ
@khusirajalaxmidiptiexpress5041
@khusirajalaxmidiptiexpress5041 5 ай бұрын
🙌 ଜୟ ଜଗନ୍ନାଥ 🙏
@dr.khitishkumarpathi3602
@dr.khitishkumarpathi3602 5 ай бұрын
Jay shree Guru Swami
@srcreative6285
@srcreative6285 5 ай бұрын
Guruswami 🌹🌺🌹❤️🙏🙏🙏
@shyamshyamanujdas8628
@shyamshyamanujdas8628 4 ай бұрын
Jay shree guruswami 🙏 saranam
@jagankumarjena6465
@jagankumarjena6465 5 ай бұрын
ଗୁରୁଃସ୍ୱାମୀ 🙏
@swayampravaswain1020
@swayampravaswain1020 5 ай бұрын
Guruswami 🌹🙏
@rabatipadhan1557
@rabatipadhan1557 4 ай бұрын
Jay sri guru Swami🙏🙏🙏
@odiateccsk5592
@odiateccsk5592 5 ай бұрын
Jay guruswami
@prasantakumardas6998
@prasantakumardas6998 5 ай бұрын
ଅଜି ସେ ନାହାନ୍ତି ବୋଲି ଏତେ କଥା କହୁଛ ଥିଲା ବେଳେ କେବେ ଏଏତେ ଯାତ୍ରା କରିଥିଲ
@khageswarjena8780
@khageswarjena8780 3 ай бұрын
Bhai guruswami 🙏🙏.
@manojkumarsahoo2823
@manojkumarsahoo2823 4 ай бұрын
Guruswami pravu and sabu guru bhai
@bishnupriyaacharya1927
@bishnupriyaacharya1927 5 ай бұрын
🙏🙏🙏🙏🙏❤❤❤
@pramodanahak6682
@pramodanahak6682 Ай бұрын
Jayguru swami😂🙏🙏
@kailashojha8502
@kailashojha8502 5 ай бұрын
Jay keshav thakur
@nandinibarik6381
@nandinibarik6381 5 ай бұрын
Guru swami
@rajivdas5518
@rajivdas5518 5 ай бұрын
Jay sri charamanath❤❤
@BholashankarDash
@BholashankarDash Ай бұрын
Jjjjjj guruswami ❤❤❤❤❤
@dr.khitishkumarpathi3602
@dr.khitishkumarpathi3602 5 ай бұрын
Bhai malikare Saha Saha Pramana Achutananda 600 Barsha purbaru lekhichhanti.He is Paramabramha.l am from Balasore
@radhikasakhi2380
@radhikasakhi2380 5 ай бұрын
ଠିକ୍ କହିଲ ଭାଇ ଠାକୁର ଙ୍କ ଲୀଳା ସ୍ଵୟଂ ବ୍ରହ୍ମା ମହେଶ୍ୱର ଙ୍କୁ ଅଗୋଚର ସେଠି ଆମେ ସାଧାରଣ ମଣିଷ କଣ ବୁଝିବା ଜୟ ଶ୍ରୀ କେଶବ ସୁନ୍ଦର , ଗୁରୁସ୍ଵାମୀ 🙏
@SANJAYARTS
@SANJAYARTS 2 ай бұрын
କ୍ଷମା କରିବେ ଭାଇ ସେ ବାବା ନୁହନ୍ତି,
@dibyalochanpradhan7421
@dibyalochanpradhan7421 5 ай бұрын
ନିରାକାର ପୁରୁଷ ଙ୍କ ଚାଳ ଅଛି ନା ଚୁଲ୍ଲୀ ଅଛି 🙏🙏🙏
@MotivationOdisha-f5b
@MotivationOdisha-f5b 3 ай бұрын
ଭାଇ ଆପଣ ଯଦି ଗୋଟାଏ ଛୋଟ ପଥରକୁ ଦେବତା ଭାବେ ପୂଜାର୍ଚ୍ଚନା କରିବେ ସେ ବି ଆପଣଙ୍କ ଡାକ ଶୁଣିବ କାରଣ ଆପଣ ଭକ୍ତିର ସହିତ ସେହି ପଥରକୁ ଦେବତା ମାନି ପୂଜା କରିଛନ୍ତି ସେଥି ପାଇଁ ପ୍ରହଲ୍ଲାଦ କୁ ତାଙ୍କ ବାପା ପଚାରିଥିଲେ ତୋ ହରି କେଉଁ ଠାରେ ଅଛି ପ୍ରହଲ୍ଲାଦ କହିଥିଲେ ସବୁଠାରେ ସର୍ବବିଦ୍ୟମାନ ମୋ ହରି ଠାକୁରଙ୍କୁ ସେଥିପାଇଁ ସମୁଦ୍ର ସହିତ ତୁଳନା କରାଯାଏ 🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻 ଓଃ କେଶବାୟ ନମୋଃ ନମୋଃ 🙏🏻 🙏🏻 🙏🏻 🙏🏻🙏🏻🙏🏻🙏🏻🙏🏻
@NIRASHAPATRA-v3v
@NIRASHAPATRA-v3v 5 ай бұрын
Hindustani prakash chanel କୁ ବହୁତ ଧନ୍ୟବାଦ ,ଯିଏ କି ଆଶ୍ରମ ଆସି ପ୍ରଭୁଙ୍କ ବିଷୟରେ ଲୋକମାନଙ୍କ ଅବଗତି ନିମନ୍ତେ ପ୍ରୟାସ ଜାରି ରଖିଛନ୍ତି।ଆପଣ ବ୍ରଜବାସୀଙ୍କ ଅନୁଭୁତିଗୁଡିକ episode କରି ଛାଡି ବାକୁ ଅନୁରୋଧ ।ଏହାଦ୍ୱାରା ଆପଣ ନିଜେ ଜାଣିପାରିବେ ଯାହାଙ୍କ ପାଇଁ ପରିଶ୍ରମ କରି ଛନ୍ତି ,ସେ କିଏ?ଆପଣ ସେ ମାଟି ମାଡି ଧନ୍ୟ ହୋଇଛନ୍ତି
@SurprisedBackpacker-sd6lg
@SurprisedBackpacker-sd6lg 5 ай бұрын
Guruswami
@slayeropbolte2978
@slayeropbolte2978 5 ай бұрын
prakas babu sabu ta dekhile mandira area.abe apana apank sasya ra samadhana ra rasta paile.ashakare janeibe.
@PuspanjaliBarala
@PuspanjaliBarala 5 ай бұрын
Please baba kuhani srutikarta
@dayasagardayasagar755
@dayasagardayasagar755 5 ай бұрын
ସୃଷ୍ଟି କର୍ତ୍ତା କିଏ ଜାଣିଚ ତ୍ ....?? ଏ ଲୋକ କାହାକୁ ସୃଷ୍ଟି କରିଚି କୁହ ..??
@PuspanjaliBarala
@PuspanjaliBarala 5 ай бұрын
@@dayasagardayasagar755 apana bujhiparibeni ki mu bujheiparibini
@dayasagardayasagar755
@dayasagardayasagar755 4 ай бұрын
​​@@PuspanjaliBarala ତମେ କଣ ଜାଣିଚ ଯେ ପବ୍ଲିକକୁ ସାମ୍ନା କରିବ ...?? ତମେ ସେହି ଅନ୍ଧ ବିଶ୍ବାସରେ ବାଉଳି ଏ ଲୋକ ବିଷୟରେ କିଛି ସତ୍ୟତା ନାହିଁ. ୟାକୁ ନେଇ ତମେ ଫୁଲେଇ ହେଲେ ବି ଲୋକେ ଗ୍ରହଣ କରୁ ନାହାଁନ୍ତି କାହିଁକି କୁହ ..??
@TapanKumar-po2fr
@TapanKumar-po2fr 4 ай бұрын
Loka nuhe tame grahana karuna janicha jadi kn kuha najaniki gapucha
@dayasagardayasagar755
@dayasagardayasagar755 4 ай бұрын
​​@@PuspanjaliBarala କାଇଁ .... ଡର ଲାଗୁଚି କି.. ଏ ଲୋକ ପ୍ରଭୂ ବୋଲି ଯଥାର୍ଥ ଉତ୍ତର ନାହିଁ . ମୁଁ ଜାଣିଚି , ତମପାଖରେ କିଛି ବି ପ୍ରମାଣ ନାହି .
@slayeropbolte2978
@slayeropbolte2978 5 ай бұрын
a mandira pain paisa kouthu asila.se katha kahileni.kesab baba adha kam chadi chaligale..jadi se kslki kemiti sampadan kzribe sr katha kehi kshunzhanti.
@jitunayak8084
@jitunayak8084 5 ай бұрын
ଯାହା ହେଉ... ପ୍ରକାଶ ଭାଇ ଆପଣଙ୍କୁ ଧନ୍ୟବାଦ ଦେବି... ଆପଣଙ୍କ ସୌଭାଗ୍ୟ ଆପଣ ସେଥିପାଇଁ ଏବେ ପହଂଚିପାରିଲେ... ଏବେ ତ ସୋସିଆଲ media ଯୁଗ... ବହୁତ ଲୋକ ଜାଣି ପାରିବେ... କିନ୍ତୁ ଥରେ ଚିନ୍ତା କରନ୍ତୁ... ଏଇ କେତେ ବର୍ଷ ହେବ ସୋସିଆଲ media active ହେଇଛି କିନ୍ତୁ ଯେଉଁମାନେ ବହୁତ ଆଗରୁ ତାଙ୍କ ସହ ଲୀଳା ରେ ସାମିଲ ହେଇଛନ୍ତି... ବିନା କୌଣସି ପ୍ରଚାର ପ୍ରସାର ରେ.. ଏହା ହେଉଛି ତାଙ୍କ ଇଚ୍ଛା.... ସେ ଥିଲେ ନିଜେ ଅଲୌକିକ ର ଗନ୍ତାଘର... କିନ୍ତୁ ସେ ଅଲୌକିକ ରେ ଏଠାକୁ କାହାକୁ ଆଣିନଥିଲେ. ପାରମୁହୂର୍ତ୍ତ ରେ ତାଙ୍କ ଦର୍ଶନ ଲାଭ ପରେ ଧୀରେ ଧୀରେ... ତାଙ୍କ ଅଲୌକିକ କୁ ଅନୁଭବ କରିଥିଲେ... ଏହା ହେଉଛି ଏଠାରେ ବିଚିତ୍ର ଲୀଳା.... ଏଠାକୁ ଜଣେ କୋଟିପତି ଭକ୍ତ ଆସିଲା ପରେ... ତାର ସାମାଜିକ ସ୍ତର ର ଧନ ପ୍ରାଚୁର୍ଯ୍ୟ କମିଛି କିନ୍ତୁ ଆଧ୍ୟାତ୍ମିକ ଧନ ର ଅଭିବୃଦ୍ଧି ଘଟିଛି. ଆହୁରି ଜଣେ ଗରିବ ଭକ୍ତ ର ଧନ ପ୍ରାଚୁର୍ଯ୍ୟ ବଢିଛି. ତେଣୁ ଏଠାରେ ଭକ୍ତ ଙ୍କ ଭାବ ଅନୁସାରେ ଲାଭ... ମୋର ଗୋଟିଏ ଛୋଟିଆ ଅନୁରୋଧ ଆପଣଙ୍କୁ.... ଆପଣ ବାବା ଶବ୍ଦ ବାର ବାର ପ୍ରକାଶ ନ କରି ଠାକୁର ଶବ୍ଦ ବ୍ୟବହାର କଲେ ଭଲ ହୁଅନ୍ତା....... ଆପଣ ଯଦି ଆସିଛନ୍ତି... ତାହେଲେ ତାଙ୍କ ବିଷୟରେ ଅତୀବ ଗୁପ୍ତ ରହସ୍ୟ ତଥ୍ୟ ବହୁତ ପ୍ରାମାଣିକ ଅଛି... ତାପରେ ଜାଣିପାରିବେ ସେ କିଏ 🙏🏿..... 🙏🏿 ଗୁରୁଃସ୍ୱାମୀ 🙏🏿
@thinkersclubodisha
@thinkersclubodisha 3 ай бұрын
Friends publisher ପ୍ରକାଶିତ ସତ୍ୟର ସନ୍ଧାନ ପୁସ୍ତକରେ କେଶବ ଠାକୁର ଙ୍କ ସାକ୍ଷାତକାର ପ୍ରକାଶିତ.....barada das
@sujitsahu9194
@sujitsahu9194 5 ай бұрын
Keshaba baba nuha bhai Keshaba thakura,,, apn janiparunahanti
@dayasagardayasagar755
@dayasagardayasagar755 5 ай бұрын
ଦ୍ଵାରରେ ସିଂହ ରଖିଦେଲେ କଣ ସେ ଦ୍ଵାରକୁ ସିଂହଦ୍ଵାର କୁହାଯିବ କି ..?? ହାତୀ ଉପରେ ପଙ୍ଗୁ ବସିପଡିଲେ ତାକୁ କଣ ଗଜପତି କହିବା କି ...?? ଟିକିଏ ଅକଲ ରଖ ହୋ ... **** ଶାସ୍ତ୍ର ଅଧ୍ୟୟନ ଓ ଅଧ୍ୟାପନା କର କର୍ମକାଣ୍ଡ ପୂଜାପଦ୍ଧତି ଇତ୍ୟାଦି ଜାଣ ତେବେ କାହାକୁ କଣ କୁହାଯାଏ. ତମେ ଜାଣିପାରିବ. ସବୁଜଳ ଗଙ୍ଗାଜଳ ହୁଏନି କି ସବୁପତ୍ର ତୁଳସୀ ହୁଅନ୍ତି ନାହିଁ . ରାମ କୃଷ୍ଣଙ୍କ ସହ ଏ ଲୋକକୁ ତୁଳନା କରନାହିଁ .. ତମେ ମହାପାପରେ ଭାଗିହବ.
@mptmagic3520
@mptmagic3520 5 ай бұрын
Prvunkara Sabu upload video apana dekhuchanti🙏 jia nindakarnti semanebi tankari santana aama pravu bahut valapanti semanaku🙏 Charama nathankara Jay heu🙏
@dayasagardayasagar755
@dayasagardayasagar755 5 ай бұрын
​@@mptmagic3520 ଯାହା ସତ୍ୟ ତାହା ମୁଁ କହେ .. **** ଜଳ ଓ ଗଙ୍ଗାଜଳ ଭିତରେ କିଛି ଫରକ୍ ଜାଣିଚ ତ୍ ..?? ତମେ କିଛି ବି ଜାଣି ନ ... ଶାସ୍ତ୍ର ଅଧ୍ୟୟନ କର .. ପଣ୍ଡିତ ବିଦ୍ୱାନଙ୍କ ଶରଣକୁ ଯାଇ ସତ୍ୟ କଣ ଜାଣିବାକୁ try କର . **** ଶାସ୍ତ୍ର କହନ୍ତି ... "ଯୁକ୍ତି ଦୃବଳ ହେଲେ , ଆବେଗ ବଳବତ୍ତର ହୁଏ "
@dayasagardayasagar755
@dayasagardayasagar755 5 ай бұрын
​@@mptmagic3520 ଦେହ ଓ ଦେହି ଭିତରେ କିଛି ଜାଣିବାକୁ Try କର ... ତମେ ସେହି ଗାଁ ପୋଖରୀକି "ମହୋଦଧି" ଭାବିଦେଇଚ କି ...?? ତମ ଭାବନା ଜାଗ୍ରତ କର ତମେ ଅନ୍ଧାର ଭିତରେ ଅଛ .
@NIRASHAPATRA-v3v
@NIRASHAPATRA-v3v 5 ай бұрын
​@@mptmagic3520❤❤❤
@jitunayak8084
@jitunayak8084 5 ай бұрын
ଶାସ୍ତ୍ର କୁ ଆଧାର ତଥା ସନାତନ ଧର୍ମ କୁ ଆଧାର କରି ବହୁତ ପ୍ରମାଣ ରହିଛି... କିଛି ନ ଜାଣି ଅନ୍ୟକୁ ତାଛଲ୍ୟ ନ କରି ନିଜେ ତାଙ୍କ ବିଷୟରେ research କଲେ ପୁଣି ତାଙ୍କ କୃପା ହେଲେ ତାଙ୍କୁ ତୁମେ ସଠିକ ଜାଣିପାରିବ.... ଅତୀବ ଗୁପ୍ତ ଥିଲେ ସେ............ କିଛି ନ ଜାଣି ଆପଣ ଯଦି ତାଛଲ୍ୟ କଲେ ଆପଣକୁ ବି ଦୋଷ ଲାଗିବ Current କୁ କେହି ଯଦି ଅଜାଣତ ରେ ବି ହାତ ମାରିଲେ ତାହା ଯେପରି ଛାଡିବନି... ନ ଜାଣି ଅଯଥାରେ ଦୋଷାରାପ କରିବା ଦ୍ୱାରା.. ତାହାର ଫଳ ମଧ୍ୟ ଭୋଗ କରିବାକୁ ପଡିବ 🙏🏿
@anupamavlog643
@anupamavlog643 5 ай бұрын
Tame baba kahinki kahucha
@binodkumarnath9160
@binodkumarnath9160 4 ай бұрын
Jay sri Thakur.
@ganeswarpatra8884
@ganeswarpatra8884 5 ай бұрын
Guruswami
@KBK505
@KBK505 5 ай бұрын
Guruswami
Thakura Kashaba chandra=3
59:15
Asish digital ratnagiri Benu
Рет қаралды 208 М.
РОДИТЕЛИ НА ШКОЛЬНОМ ПРАЗДНИКЕ
01:00
SIDELNIKOVVV
Рет қаралды 3,8 МЛН
规则,在门里生存,出来~死亡
00:33
落魄的王子
Рет қаралды 31 МЛН
Good teacher wows kids with practical examples #shorts
00:32
I migliori trucchetti di Fabiosa
Рет қаралды 12 МЛН
How I Turned a Lolipop Into A New One 🤯🍭
00:19
Wian
Рет қаралды 10 МЛН
BARIPADA KESHABA THAKUR BANI
1:05:11
KESHABA SARANAM
Рет қаралды 112 М.
Anubhuti Re Sri Keshaba Thakura....🙏🙏🙏//Rama Baba//@SNSPIRITUALLIVE
23:57
РОДИТЕЛИ НА ШКОЛЬНОМ ПРАЗДНИКЕ
01:00
SIDELNIKOVVV
Рет қаралды 3,8 МЛН