No video

Lady Teacher Missing Probe | Recovered Body Will Be Sent For DNA Test

  Рет қаралды 1,594,840

OTV

OTV

Күн бұрын

Lady Teacher Missing Probe | Recovered Body Will Be Sent For DNA Test
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website odishatv.in/
News In Odia: khabar.odishat...
Android App: bit.ly/OTVAndr...
iOS App: bit.ly/OTViOSApp
KZbin: goo.gl/Ehz6OP
Watch our latest news in English: bit.ly/3wTgKxc
Facebook: / otvkhabar
OTV English Facebook : / otvnews
Telegram @otvtelegram @otvkhabar
Twitter: / otvnews
Instagram: / otvnews
#OdishaTV #OTV

Пікірлер: 861
@statusjiban7930
@statusjiban7930 2 жыл бұрын
ଭାଇ ବହୁତ୍ ଭଲ ଲାଗିଲା ଏହିପରି newes କହିବାରୁ କାରଣ ବହୁତ୍ ରିପୋର୍ଟର ku ଦେଖିଛି କହିପାରନ୍ତି ନାହିଁ ଗୋଟିଏ ମିନିଟ୍ ରେ ତାଙ୍କ ନିଜ କଥା ହଜେଇ ଦିଅନ୍ତି
@berserkgmes6048
@berserkgmes6048 2 жыл бұрын
ଯୋଶୀବାବୁଂକର ଉପସ୍ଥାପନା ଉଚ୍ଚତର/ଶ୍ରେଷ୍ଠ ଏତକି ଭଲ ଲାଗସି ତାଂକର ଉପସ୍ଥାପନା ତାହା ଭାଷାରେ ପରିପ୍ରକାଶ କରିବା ସମ୍ଭବପର ନୁହେଁ ବହୁତ ଗହୀରକେ ଯାଏସନ
@pramodmodi6826
@pramodmodi6826 2 жыл бұрын
Bahut Bhala Reporting
@sunanda9818
@sunanda9818 2 жыл бұрын
Bhai amanaku fasi darkar aei case kau manankar link achhi jadi amane fasi paibe seidina tanka family ra Khusi paibe
@statusjiban7930
@statusjiban7930 2 жыл бұрын
@@sunanda9818 tu kauthi reply deuchu dekh ଭଲ ସେ
@nisha.m682
@nisha.m682 2 жыл бұрын
ଏ ପର୍ଯ୍ୟନ୍ତ ଯାହାବି ହେଇଛି ସବୁ media ପାଇଁ possible ହୋଇ ପାରିଛି ଆଗକୁ ଯଦି media ଚାହିବେ ତାହେଲେ ଯାଇ ଅସଲ ଦୋଷୀ ଧରା ପଡ଼ିବ
@narendranaik2383
@narendranaik2383 2 жыл бұрын
Actually ଠିକ୍ କଥା କହିଛ really media sir mane great 🙏🙏🙏
@biswajit7022
@biswajit7022 2 жыл бұрын
Media bala chodiba sabu Sabu hele minister ra bula kukura
@narendranaik2383
@narendranaik2383 2 жыл бұрын
@@biswajit7022 Media bala ku chhadi sabu minister ର bula kukura କହୁଚ୍ଛ ତୋ ରାଇଟ କହିଛ
@armylovers1799
@armylovers1799 2 жыл бұрын
Media wala .....jai ki gobinda sahu ku dhari thile...... media wala ....kauthi Saba achhi khoji thile
@manoranjansahoo3825
@manoranjansahoo3825 2 жыл бұрын
Yes
@narendranaik2383
@narendranaik2383 2 жыл бұрын
ଏମିତି media sir ଆମକୁ ଦରକାର 💯💯🙏🙏
@pramodmodi6826
@pramodmodi6826 2 жыл бұрын
excellent .....
@sabitadansana8387
@sabitadansana8387 2 жыл бұрын
Right katha
@digeswarraut8885
@digeswarraut8885 2 жыл бұрын
Khub sundar sir
@Onlineodishaquestion
@Onlineodishaquestion 2 жыл бұрын
Ei reporter bhi lagi gote like hou 🙏🙏🙏🙏👍👍👍 Father of repoter this person 😀😀😀😀😀
@skchandan4484
@skchandan4484 2 жыл бұрын
ମନୋରଞ୍ଜନ ବାବୁ ଜିନ୍ଦାବାଦ 🙏🙏
@NatureTour8716
@NatureTour8716 2 жыл бұрын
ଭାଇ ସିଧା କଥା ଏହି ଭ୍ରଷ୍ଟ ସରକାରରେ ଦୋଷୀ ଦଣ୍ଡ ପାଇବା କାଠିକର ପାଠ...🙏
@SKumar-rb1tz
@SKumar-rb1tz 2 жыл бұрын
Yes, it's due to free product's and fool voters.
@Manoj.1989
@Manoj.1989 2 жыл бұрын
ଯଦି ସ୍ବଚ୍ଛ ସରକାର ତାହେଲେ କ୍ରାଇମବ୍ରାଞ୍ଚ ନାଟକ ନକରି ତଦନ୍ତ CBI କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଉ। ନବୀନ ବାବୁ କ୍ରାଇମବ୍ରାଞ୍ଚ ନାଟକ ନକରିବାକୁ ଅନୁରୋଧ। ଇତି ଆପଣଙ୍କ ର ଟଙ୍କାକିଆ ଚାଉଳ ଖିଆ ଜନତା 😡😡😡😡😡😡😡😡😡😡
@rtaniprimtamnt3440
@rtaniprimtamnt3440 2 жыл бұрын
Waaah badhia line te lekhicha vai... Ek no... Ahuri odisa basinku strong hebaku heba..
@tapaskumarsahu7891
@tapaskumarsahu7891 2 жыл бұрын
thik thak
@smita8599
@smita8599 2 жыл бұрын
Yes Nabin sir plz take action
@jitendrasety2043
@jitendrasety2043 2 жыл бұрын
ଭାଇ cbi ହାତକୁ କେସ ଗଲେ ରାଜ୍ୟ ସରକାର ର ବଦନାମ ହେଇଯିବ ସେଥିପାଇଁ ସବୁ କେସ ଭଳି ଏଇ କେଶ ବି ଦବିଯିବ ଏଠାରେ ଭାବିବାର କିଛି ନାହିଁ ଟଙ୍କିକିଆ ଚାଉଳ ଜିନ୍ଦାବାଦ ସରକାର murdabad
@Manoj.1989
@Manoj.1989 2 жыл бұрын
@@jitendrasety2043 ନବୀନ ବାବୁ ବଦନାମ ରୁ ବଞ୍ଚିବା ପାଇଁ ଜାତୀୟ ଗଣମାଧ୍ୟମ (ନିଉଜ ଚ୍ୟାନେଲ)ଗୁଡିକୁ ଆମେ ଦେଉଥିବା ଟ୍ୟାକ୍ସ ଟଙ୍କା ରୁ ପ୍ରତି ମାସରେ ଲକ୍ଷ ଲକ୍ଷ ଟଙ୍କା ଦେଉଛନ୍ତି।
@bikashranjan4246
@bikashranjan4246 2 жыл бұрын
Excellent reporting by Manoranjan Bhai..
@kasturipanamajena1838
@kasturipanamajena1838 2 жыл бұрын
ଗୁରୁଃସ୍ୱାମୀ, ଓଟିଭି କୁ ଧନ୍ୟବାଦ
@kbdstar
@kbdstar 2 жыл бұрын
ଗୁରୁସ୍ୱାମୀ
@deepakmishra1311
@deepakmishra1311 2 жыл бұрын
Well-done Manrajan Joshi sir.....your reports extraordinary ...watch on in this case.....Whole Odisha watching your smart report...🙏sir you are Extraordinary senior reporter .... please go ahead....
@berserkgmes6048
@berserkgmes6048 2 жыл бұрын
ଜବରଦସ୍ତ ରିପୋର୍ଟର ଯୋଶୀବାବୁ
@lovelydeepa7378
@lovelydeepa7378 2 жыл бұрын
😎good job
@nareshjena913
@nareshjena913 2 жыл бұрын
Soumya case re ehi sabu media sete active na thila kahiki?
@dasrathbhatra2791
@dasrathbhatra2791 Жыл бұрын
@@lovelydeepa7378 we we 2s5s
@Babybaby-sp6wc
@Babybaby-sp6wc 2 жыл бұрын
otv is the best media ..... thnxx otve grate
@productproducersuresh
@productproducersuresh 2 жыл бұрын
ଯେଉଁ ଏରିଆ ରେ ଏମିତି ହେଉଛି ସେ ଏରିଆ ରେ ପୁଲିସ୍ କୁ ହାଣି ଦିଅ ଅଆଇସି କଣ ମାଇପ କୁ ଭଡା ରେ ଦେଇ ପଇସା ମାସରେ ନିଏ
@amayeekasamantasinghar5161
@amayeekasamantasinghar5161 2 жыл бұрын
Police kana kariba ethi rajanetamane Khela karuchanti.and police Tara chakara vali khatuchi aau kana kariba
@productproducersuresh
@productproducersuresh 2 жыл бұрын
ନେତା କଂ ଘରେ ସିକୁରିଟି ରୁହ, ପୁଲିସ କଣ ନେତାକଂ ପାଇଁ, ସାଧାରଣ ଲୋକଙ୍କ ପଇସା ରେ ଦରମା ନେଉଛି ଆଉ ନେତା କଂ ଚାମଚା, କାନୁନ ଆଗରେ ମାଆ ,ବାପା ,ଭାଇ ,ଭଉଣୀ କାହାକୁ ଛାଡି ହେବ ନାହିଁ, ସେ ନେତା ହୁଅନ୍ତୁ ବା ଦେଶର ରାଷ୍ଟ୍ରପତି, ସମସ୍ତ କଂ ସମାନ, ଏକଥା ପୁଲିସ୍ ବାବୁମାନେ ଭୁଲି ଗଲେଣି?
@Tapan96
@Tapan96 2 жыл бұрын
ପରୀ ଓ ସୋମ୍ୟାରଞ୍ଜନ ପରି ଏଇ ଘଟଣା ବି ଚାପି ଯିବ. କାରଣ ସରକାରୀ କଳ ର ନେତା ଓ ସରକାରୀ ବାବୁ ସମ୍ପୃକ୍ତି ଅଛନ୍ତି. ଆଗକୁ ପଞ୍ଚାୟତ ନିର୍ବାଚନ ଅଛି.
@nareshjena913
@nareshjena913 2 жыл бұрын
Right ✅
@testneilmail8975
@testneilmail8975 2 жыл бұрын
ପୁରା ସତ,ନହେଲେ ଦୋଷୀ ପୁଲିସ ହାଜତ ରୁ ଖସିଗଲା କେମିତି?
@devsnehavlog6956
@devsnehavlog6956 2 жыл бұрын
Pura puri sata katha
@batakrushnabahalia7335
@batakrushnabahalia7335 2 жыл бұрын
10000000000%right brooo
@satyabatimajhi6718
@satyabatimajhi6718 2 жыл бұрын
Thik kahicha 👍👍👍👍👍👍
@ranatourist7898
@ranatourist7898 2 жыл бұрын
ଏଇ ଘଟଣା ରେ ଯିଏ ବି ସାମିଲ ଅଛନ୍ତି ତାକୁ ଦଣ୍ଡ ଦିଆଯାଉ 🙏 । ତା ସହିତ College ରେ ପଢୁଥିବା Students କ କ୍ୟାରିଅର ଅଛି College ଟା ଖୁଲା ହେବା ପାଇଁ ମୋ ର ଅନୁରୋଧ 🙏
@rudranaik1540
@rudranaik1540 2 жыл бұрын
Thanks bhai mu Ei collgae re Admission krichhi kholi le vala hua nta
@sonalideo7706
@sonalideo7706 2 жыл бұрын
Ri8
@rudranaik1540
@rudranaik1540 2 жыл бұрын
Thanku sister
@Biranchi985
@Biranchi985 2 жыл бұрын
ଏଥିରେ ତ ସମସ୍ତେ ସଂପୃକ୍ତ ଦୋଷୀ ଦଣ୍ଡ ପାଇବ କଣ। ଦୋଷୀକୁ ତ ଜାଣିଶୁଣି ଛାଡ଼ିଦିଆଯାଇଛି, ଏଥିରେ ପୋଲିସ ପ୍ରଶାସନ , ନେତା ସମସ୍ତେ ସାମିଲ୍। କିଛି ହବନି , ଯଦି Solve ହେବ କେବଳ CBI ଦ୍ୱାରା। ସମସ୍ତେ ଆଗକୁ ଆସନ୍ତୁ CBI ଯାଞ୍ଚ୍ ପାଇଁ ଆନ୍ଦୋଳନ କର ଏବଂ ଦୋଷୀକୁ ଦଣ୍ଡ ମିଳୁ। ବିଶ୍ୱାସ ତୁଟି ଗଲାଣି ଆଇନ୍ ଉପରେ।
@rasmiranjanpradhan7649
@rasmiranjanpradhan7649 2 жыл бұрын
vai kichhi ହବନି ସରକାର ଯାହା ହାତ ରେ ଅଛି ସେ ଜିତିବା ।।
@nehakour4635
@nehakour4635 2 жыл бұрын
1st time seeing Odisha media is doing such an in-depth experience. Be strong. Many will come and will try to set your mouth off. Be transparent.
@souravjena3588
@souravjena3588 2 жыл бұрын
Right neha
@spsahoo7674
@spsahoo7674 2 жыл бұрын
ONLY O TV
@shortvibes....309
@shortvibes....309 2 жыл бұрын
Realllly yarrrr
@r3xpubgpro316
@r3xpubgpro316 2 жыл бұрын
Great work .... Such a great reporter in odisha .... Keep it up team otv ❤️
@sangramkesharibaral5433
@sangramkesharibaral5433 2 жыл бұрын
ଏବେ ଓଡିଶା କୁ ପ୍ରଭୁ ଶ୍ରୀ ଜଗନ୍ନାଥ ହିଁ ସାହା ।🙏🙏🙏🙏
@subratnial8055
@subratnial8055 2 жыл бұрын
Bhagban kichhi karibani sabu bekar Katha agya
@shrikantnayak0
@shrikantnayak0 2 жыл бұрын
Right bhai ……….
@akhupradhan1330
@akhupradhan1330 2 жыл бұрын
, f
@KHUSIRAM_NAIK
@KHUSIRAM_NAIK 2 жыл бұрын
Transfer to CBI please🙏🙏🙏🙏🙏🙏🙏🙏🙏
@shreyashreemishra6849
@shreyashreemishra6849 2 жыл бұрын
Thank you Manoranjan Joshi sir for your bold representation.Our people always owe to you.Your way of anchoring is unique that I like most and preserve in the core of my heart.
@jkartstudio2823
@jkartstudio2823 2 жыл бұрын
ମୁ ଭାବୁଛି ସରକାର ଅପରାଧୀ କୁ ଧରିବାକୁ decision ନେଉ. ଆଉ ଦଣ୍ଡ ଦବାକୁ କ୍ଷତି ହାଇଥିବା ପରିବାର ଲୋକ decision ନବା ଟା ଭଲ ହବ.. ଆଉ ସେ ଯାହା କହିବେ ସରକାର ଦଣ୍ଡ ଦବାକୁ ବାଧ୍ୟ..ଏଇଟା ହିଁ ଶେଷ ରାସ୍ତା ।.ଜୟ ଜଗନ୍ନାଥ.🙏🙏
@sribatchamallik8676
@sribatchamallik8676 2 жыл бұрын
😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂
@manojkumardas4333
@manojkumardas4333 2 жыл бұрын
Otv is a good reporter
@dreamofsky30
@dreamofsky30 2 жыл бұрын
Best reporting thank you reporter sir
@prashantaswain5148
@prashantaswain5148 2 жыл бұрын
ଏ ସବୁ ଦାୟୀ ପାଇଁ କେବଳ ନବୀନ ସରକାର ଦାୟୀ, କେତେ ରେଫ ମାର୍ଡର ହଉଚି କିଛି ବି ଆକ୍ସନ ନାହିଁନବୀନ ବାବୁ?
@succeswithsubhashreee
@succeswithsubhashreee 2 жыл бұрын
Only phasi hi darkar Mamta banarji cm heba God nku dakuchhhi jia amiti karuchhi taku phasi heijau
@kaminikantabeheralippu7721
@kaminikantabeheralippu7721 2 жыл бұрын
CBI Tadanta Kara Jau.....🙏🙏🙏
@prakashtarai896
@prakashtarai896 2 жыл бұрын
ଭାଇମାନଙ୍କୁ ମୋଅର ଗୋଟେ ଅନୁରୋଧ ଏ ଆଇନ୍ କାନୁନ ଅଲଣା କଥାବାର୍ତ୍ତା କିଛି ହବନି ଜେତେ ଗୁଡ଼ିଏ ରେପ୍ କେସ ହେଲାଣି କାହାକୁ ନିୟାଅ ମିଳିଲାଣି ଜଦି ନିଜର ତାକତ ଅଛି ସଳାମାନକୁ ସିଧା ଠିଆ ହାଣି ଦିଅ କାମସଫା
@mathematicscoachingclassan1160
@mathematicscoachingclassan1160 2 жыл бұрын
Vul kahu6anti vai semananka guptanga ku kati dei, hata goda kati dei pangu karidei chhadideba darkar...
@dharanidharmohanta7179
@dharanidharmohanta7179 2 жыл бұрын
DNA test re kukuda kahibe hon...🤣🤣🤣 Are sidha CBI ku chhada
@basantakumarjena8333
@basantakumarjena8333 2 жыл бұрын
Really manaranjan sir is reporting very clear and strong god bless you sir go ahead but I am remembering Arindam bhai 😭😭 Today
@rabindrakumarmohanty9415
@rabindrakumarmohanty9415 2 жыл бұрын
ଏଭଳି ଘଟଣା ବାରମ୍ବାର ଘଟୁଛି ଦୟାକରି ସରକାର ଏ ବିଷୟରେ ଚିନ୍ତା କରିବା ଆବଶ୍ୟକ।
@chandrasekharbehera7127
@chandrasekharbehera7127 2 жыл бұрын
ଯୋଶୀ ଭାଇ ଆଉ ହଇରାଣ କର ନାହିଁ, ଆମେ ସବୁ ଜାଣି ସାରିଲୁଣି, କିଛି ହେବ ନାହିଁ, ସବୁ ଚୋର
@manojparida1037
@manojparida1037 2 жыл бұрын
Thik kahila bhai
@pradeepsethy560
@pradeepsethy560 2 жыл бұрын
Naveen jagare mu thile aji odisha dekhithanta kana karunhanti.bekar .Naveen sabuthire tame fail router.pandian
@swarnasamal1923
@swarnasamal1923 2 жыл бұрын
@@pradeepsethy560 savu oltei pakeithtu.
@bhoibabucreations5677
@bhoibabucreations5677 2 жыл бұрын
ସିବିଆଇ କୁ ଦିଆ ଯାଉ ଏହି କେସ / କଳାହାଣ୍ଡି ପୋଲିସ ଏତେ ବେକାର କାମ କଳା କେମିତି
@narmadapalo3147
@narmadapalo3147 2 жыл бұрын
ଏମାନେ polish ନୁହଁ ଖକି ଡ୍ରେସ ପିନ୍ଧା ଗୋଟିଏ ଗୋଟିଏ ଚୋର।
@laxmantudu4910
@laxmantudu4910 2 жыл бұрын
Excellent report
@kusumkornery
@kusumkornery 2 жыл бұрын
99.9% credit going to media .Well doing . please stay with family until justice.
@susant5782
@susant5782 2 жыл бұрын
Every time is possible here in Odisha. The Govt of Odisha can't take any action about Govind Sahu. Bcz all the politicians are involved in this such case. Hay God, you can save the world😢😢😢
@rockyrunner3102
@rockyrunner3102 2 жыл бұрын
Public have to take action on culprits not by court just like Hindustani movie
@jagyandattakar3658
@jagyandattakar3658 2 жыл бұрын
@@rockyrunner3102 in future this will happen
@pramodpradhan3309
@pramodpradhan3309 2 жыл бұрын
It's true Odisha is not safe crime world
@jhunu912
@jhunu912 2 жыл бұрын
😭😭😰
@kaminikantabeheralippu7721
@kaminikantabeheralippu7721 2 жыл бұрын
CBI Tadanta Kara Jau.....🙏🙏🙏🙏
@desiboy0711
@desiboy0711 2 жыл бұрын
ପୁଲିସ ନା ବାଳ ସଳେ ଖାଲି ମାକ୍ସ ଆଉ ହେଲମେଟ୍ ଚେକ୍ କର ।
@RSGOVTJOBS
@RSGOVTJOBS 2 жыл бұрын
ଏଇ ସବୁ ଡ୍ରାମା..... ବଡ଼ ଲୋକ DFO ଭୋଡି ଖସିଯିବେ।
@chitramajhi2532
@chitramajhi2532 2 жыл бұрын
Thanks ଓଟିଭି ଚ୍ୟାନେଲ କୁ
@AamarHighschool
@AamarHighschool 2 жыл бұрын
Authentic report by the reporter...I am very happy ... nicely presented the situation....
@sameersamantaray5908
@sameersamantaray5908 2 жыл бұрын
ଏ ଜେସିବି ଡ୍ରାଇଭର ଙ୍କ ଉତ୍ପାତ ଦିନ କୁ ଦିନ ବଢ଼ି ଚାଲିଛି। ଏମାେନେ ଚାଷୀ ମାନଙ୍କ ଜମିରୁ ମାଟି ତାଡି, ଚୋର ମାନଙ୍କ ସହ ମିଶି ମାଟି ବିକ୍ରୀ କରୁଛନ୍ତି। ଆଜି ପୁଣି ଗୋଟେ ମଡର୍ କେସ୍ ରେ ଜେସିବି ଡ୍ରାଇଭର ର ସମ୍ପୂକ୍ତି ଧରାପଡିଲାଣି। ଏମାନଙ୍କ ପାଇଁ କଠୋର ଆଇନ୍ ତିଆରି କରିବା ଉଚିତ୍।
@MBNayaK143
@MBNayaK143 2 жыл бұрын
Thank you media
@priyankanayak9246
@priyankanayak9246 2 жыл бұрын
କାଠ ନାହିଁ କ'ଣ କରିବେ ଆଉ,,, ତୁରନ୍ତ ଲାଳୁଆ ମନ୍ତ୍ରୀଙ୍କୁ ଇସ୍ତଫା ଦିଆଯାଉ, ଆଉ ସେ ଗୁପ୍ତ ଘରେ ରଖୁଥିବା ଏହି ଯୁଗରେ ଗୋବିନ୍ଦ ନୁହେଁ ଵେ କଙସ କୁ ଫାସି ଦିଆଯାଉ,,,ମମିକୁ ନାୟ ମିଳୁ,,
@jhunulatabehera7177
@jhunulatabehera7177 2 жыл бұрын
Bhai super speech mind blowing
@Prasantofficialvlog
@Prasantofficialvlog 2 жыл бұрын
Joshi ଭାଇଙ୍କ reporting ବହୁତ ସୁନ୍ଦର❤️🙏
@dayasagardayasagar755
@dayasagardayasagar755 2 жыл бұрын
attention of C.B.l is necessary. Plz transfer the case immediate
@nalininaik3499
@nalininaik3499 2 жыл бұрын
ଧନ୍ୟ ବାଦ ମନୋରଜନ sir, excellent report ing regarding this matter
@raghunathmeher9733
@raghunathmeher9733 2 жыл бұрын
Thank u media team
@chitramajhi2532
@chitramajhi2532 2 жыл бұрын
ଯଦି ପ୍ରମାଣ ସ୍ପଷ୍ଟ ହେବ ତା ହେଲେ କସାଙ୍କୁ ଯେମିତି ଫାଶୀ ଦିଆଯାଇଥିଲା ସେହି ପରି କରା ଯାଉ ନୋ ହେଲେ ହାଇଦରାବାଦ ରେ ଯେମିତି ଗୁଳି କରା ଯାଇ ଥିଲା ସେମିତି କରା ଯାଉ କଳାହାଣ୍ଡି ଏସପି sir ଙ୍କୁ 🙏🙏🙏କରୁଛି
@sukantkumar9346
@sukantkumar9346 2 жыл бұрын
Excellent reporting
@kruttibasmuduli7832
@kruttibasmuduli7832 2 жыл бұрын
Good otv bhai👍
@bestsagar6371
@bestsagar6371 2 жыл бұрын
Good job sir
@Thedesi_explorer-ashu
@Thedesi_explorer-ashu 2 жыл бұрын
Media...hi sabu kicchi kari pariba.... 🙏🏻🙏🏻🙏🏻.... politics re kicchi b heipariba last ku...... report re kicchi asibani..... it's not the reel life
@rasmiranjanpradhan7649
@rasmiranjanpradhan7649 2 жыл бұрын
କିଛି ଭବାନୀ ସୁନା ଚେନ ଆଊ ପାଉଜି ଥାନା ଭିତରେ ବଦଳାଇ ଦେବା।।। ଗୋବିନ୍ଦ ଯାଇନି ତାକୁ ଛାଡି ଦେଲେ ।। ସେ ମା... ଙ୍କ ଭଉଣୀ କି ମା ହେଲେ ସେମାନେ ବୁଝିବେ।।
@this_is_Manoranjan
@this_is_Manoranjan 2 жыл бұрын
Depth Reporting. Hats Off Team OTV.
@nirmalabariha4915
@nirmalabariha4915 2 жыл бұрын
ପୋଲିସ ସାମିଲ ହେଇଛି ଗୋବିନ୍ଦ ସାହୁ ଛାଡ଼ିବାରେ ପୋଲିସ କଣ ପାଇ ଦେଖାଉନାହାନ୍ତି ମମିତା ଚେନ୍, ମୁଦି , ବ୍ରlସଲାଇଟ ରାଜନୈତିକ ହତ୍ୟାକରୀ ଙ୍କୁ ନବୀନବାବୁ ସବୁବେଳେ ସହଯ୍ୟ କରୁଥିବେ କଥାରେ ଅଛି ,କର୍ମକରିଚାଲ ଫଳକୁ ଆଶା ରଖନାହି, ମଡ଼ର କରିଚାଲ୍ ଜେଲ କୁ ଡରନାହିଁ ସରକାର ଦୋଷକୁ ଚାପି ଦେବାକୁ ପଛାଇବେ ନାହିଁ।.......... ଓଡ଼ିଶା ସରକାର ମୄଦାବାଦ No -1 ସରକାର
@mayadharbehera8788
@mayadharbehera8788 2 жыл бұрын
Odisha govt.kebebi nyay dei pariboni All politicians involved in this case So don't hope to get justice from odisha govt.
@debashishsahoo2738
@debashishsahoo2738 2 жыл бұрын
Bitter truth 😢
@gopalsena4089
@gopalsena4089 2 жыл бұрын
First you are human then any officer of odisha govt, Do that humanity which gives you proud ur a Human born
@abhishekmohanty1071
@abhishekmohanty1071 2 жыл бұрын
Tanka chakiri paleile tanku chakiri kie daba
@sushantakumarpradhan1719
@sushantakumarpradhan1719 2 жыл бұрын
Thank you all midia sir,,
@narmadapalo3147
@narmadapalo3147 2 жыл бұрын
ମେଡିଆ ନଥିଲେ ଏ ଚୋର ମନ୍ତ୍ରୀମାନେ ଦେଶଟାକୁ ଗିଳି ଦିଅନ୍ତେ
@djkishor2252
@djkishor2252 2 жыл бұрын
Emiti media sir amaku darkar🙏🙏 great monaranjan bhai
@thabiraputa7445
@thabiraputa7445 2 жыл бұрын
Thank u sir good information
@khirodkumarpanda4763
@khirodkumarpanda4763 2 жыл бұрын
What happened to so many crimes in past like Nayagarh Pari case and Gajapati Somya Ranjan Mohapatra case remain unsolved day will come this crime jumped to another SL no and remain unsolved because We have no officer like Sameer Wankhede Sir a brave feerless honest officer trending on proud of by every indian we should not have deserve for forgive for such callousness
@Kuldeeprajput969-s7c
@Kuldeeprajput969-s7c 2 жыл бұрын
This media representative is far better than kalahandi OTV news representative ingit panda,,, go ahead keep update the news
@narendranaik2383
@narendranaik2383 2 жыл бұрын
You are a great sir 🙏🙏
@sitakantagoud1210
@sitakantagoud1210 2 жыл бұрын
Transfer to CBI please
@chitramajhi2532
@chitramajhi2532 2 жыл бұрын
Thanks ରଞ୍ଜନ ଭାଇ
@narmadapalo3147
@narmadapalo3147 2 жыл бұрын
ପୋଲିଶ ଜାଣିଶୁଣି ଗୋବିନ୍ଦକୁ ଭଗେଇଛି
@tunatecnicial5550
@tunatecnicial5550 2 жыл бұрын
Tq odisha allll mediaa
@santhalivloggersupriyamarn1048
@santhalivloggersupriyamarn1048 2 жыл бұрын
Miss U Arindam Bhai😭😭😭😭
@allsambalpurisong2443
@allsambalpurisong2443 2 жыл бұрын
Thank you manoranjan sir
@arunbag6765
@arunbag6765 2 жыл бұрын
Good jobs Bhai
@tapankumarsahu2376
@tapankumarsahu2376 2 жыл бұрын
Police DGP Should resign from service, as every thing is for their Negligency
@SPsradha
@SPsradha 2 жыл бұрын
Hats up for u media sir...ur media anchoring z very good
@user-uf3so2jf7r
@user-uf3so2jf7r 2 жыл бұрын
100% ଗ୍ରହଣୀୟ.
@chitramajhi2532
@chitramajhi2532 2 жыл бұрын
Thanks ଓଟିଭି
@smilemohanty1191
@smilemohanty1191 2 жыл бұрын
Thankyou manoranja Joshi sir
@santoshkumarbhoi5774
@santoshkumarbhoi5774 2 жыл бұрын
Perfect reporting
@kalucharanlenka1111
@kalucharanlenka1111 2 жыл бұрын
Thank you o tv
@TapasKumarsahoo18
@TapasKumarsahoo18 2 жыл бұрын
କଣ କରୁଛି ଓଡ଼ିଶା ସରକାର। କେତେ ଆଉ ସହିବେ ସାଧାରଣ ନାଗରିକ ମାନେ, କେବେ ନୀପାତ୍ ହବ ଏ ଦୁଷ୍କର୍ମ। ତାଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ ନ କରି କାହିଁକି ଚୁପ୍ ରହିଛନ୍ତି। ଜବାବ ଦିଅ ଓଡ଼ିଶା ସରକାର ଜବାବ ଦିଅ।।। ସତରେ ଆମେ ଏବେ ବି ସ୍ଵାଧୀନ ପାଇନୁ 🙏🙏
@KHUSIRAM_NAIK
@KHUSIRAM_NAIK 2 жыл бұрын
Case transfer to CBI please
@dharmendrameher7051
@dharmendrameher7051 2 жыл бұрын
Mahalinga college shut down karantu
@swadhinkarmi2221
@swadhinkarmi2221 2 жыл бұрын
Excellent reporter joshi sir
@saraspradhan5330
@saraspradhan5330 2 жыл бұрын
Right ... May be filthy politician are involved in this matter. God will give justice.
@aaryanchildhoodvlog
@aaryanchildhoodvlog 2 жыл бұрын
Well done OTV. It's a heinous crime. Those who have involved in this incidents should get punished asap. Jai Jagannath 🙏🙏
@manishapassion362
@manishapassion362 2 жыл бұрын
ଜଗନ୍ନାଥ ମାଟିରେ କଣ ହେଉଚି 😓😖😔😪🙏🙏🙏 ଲାଜ ଲାଗୁନି ଛିଛିଛି
@SSS63703
@SSS63703 2 жыл бұрын
Best journalist in odisha..
@sunilkumarbisi6921
@sunilkumarbisi6921 2 жыл бұрын
Manoranjan joshi... Hat's off to u man🙏 What a great reporting.. ..what a man❤🎂🔥🔥
@jayakrishnapanda5424
@jayakrishnapanda5424 2 жыл бұрын
Police is under 5T government. Expect for justice from the 5T. Government is foolish
@rmarndi6506
@rmarndi6506 2 жыл бұрын
Media sir ur presention is very Good
@DeepakMallick-gr7zd
@DeepakMallick-gr7zd 2 жыл бұрын
ମନୋରଞ୍ଜନ ସାର୍ ଆପଣଙ୍କୁ ଧନ୍ୟବାଦ
@ranimishra1174
@ranimishra1174 2 жыл бұрын
Proud of you Manoranjan sir
@propertymafia9343
@propertymafia9343 2 жыл бұрын
Jaha hua Soumya Ranjan case uparu media ker nazar hati jibo😎😎😎 Sangram keseri santi soyi paribo😎😎
@manishabhoi1949
@manishabhoi1949 2 жыл бұрын
Excellent reporting ....
@mrdebacomedy7174
@mrdebacomedy7174 2 жыл бұрын
ଓଡିଶାର ଆଇନ୍ ଶୃଙ୍ଖଳା ପରିସ୍ଥିତି ଆଉ ଠିକ୍ ନାହିଁ , କାରଣ ନବୀନ ଜାଣିଛି ଓଡିଶା ବାସି ୧ ଟିଆ ମୁଣ୍ଡ ? ଏଠି ବଡ ବଡିଆ ରାଜ୍ ଚାଲେ ! ମହିଳା ଙ୍କୁ ଏ ସରକାର ସନ୍ମାନ ଦେବ କଣ !
@kameswarYouTubeExpress
@kameswarYouTubeExpress 2 жыл бұрын
Ok new information report
@pradeepsoortarang3200
@pradeepsoortarang3200 2 жыл бұрын
ସୌମ୍ୟ ବାବୁଙ୍କ ଭଳି ଇଏ ଭି ଆତ୍ମହତ୍ୟା କରିଛନ୍ତି, ସରକାର ପ୍ରମାଣ କରିଦେବେ।
@suryadas1087
@suryadas1087 2 жыл бұрын
Mr Manoranjan, please take care your self and family. You can't expect any protection from Police Or administration.
@pratimapedi1965
@pratimapedi1965 2 жыл бұрын
Good good media vai. Really you are honesty media vai. I salute you sir.
@laxmansahoo7151
@laxmansahoo7151 2 жыл бұрын
ଧନ୍ୟବାଦ ACF Somyaranjan କେସ ବେଳେ ଆପଣ ମାନେ ଏ କେସ ରେ ଯେପରି ହାଇଲାଇଟ କରୁଛିନ୍ତ ACF କେସ କୁ ଏପରି ହାଇଲାଇଟସ କରିପାରିଲେ ନାହିଁତ
@abinahsahoo8135
@abinahsahoo8135 2 жыл бұрын
I really appreciate this reporter and his effort.
@SkulT-bq3fi
@SkulT-bq3fi 2 жыл бұрын
This is real reporting.🔥🔥🔥🔥
Another Accused Of Mamita Murder Case Arrested | Odisha |
3:53
Kanak News
Рет қаралды 481 М.
Kids' Guide to Fire Safety: Essential Lessons #shorts
00:34
Fabiosa Animated
Рет қаралды 17 МЛН
If Barbie came to life! 💝
00:37
Meow-some! Reacts
Рет қаралды 79 МЛН
ROLLING DOWN
00:20
Natan por Aí
Рет қаралды 11 МЛН
ROKTHOK : ଫିଟୁଛି ଗୁମର
22:57
Argus News
Рет қаралды 262 М.
Mamita Meher Was Strangled To Death By Govind Sahu In Car !
11:07
Jibana Do Chhakire Ashara Alok Ep 419   29 JUNE 2024
43:29
Mamita Meher Murder Case: Police Recreates Crime Scene | Odisha |
4:29
Kids' Guide to Fire Safety: Essential Lessons #shorts
00:34
Fabiosa Animated
Рет қаралды 17 МЛН