KZ
bin
Негізгі бет
Қазірдің өзінде танымал
Тікелей эфир
Ұнаған бейнелер
Қайтадан қараңыз
Жазылымдар
Кіру
Тіркелу
Ең жақсы KZbin
Фильм және анимация
Автокөліктер мен көлік құралдары
Музыка
Үй жануарлары мен аңдар
Спорт
Ойындар
Комедия
Ойын-сауық
Тәжірибелік нұсқаулар және стиль
Ғылым және технология
Bhupendra - Dharmendra In Race of BJP's National President । Nirbhay Gumara Katha
21:49
Труд, здоровье, дом и газ
1:57
The IMPOSSIBLE Puzzle..
00:55
Кто круче, как думаешь?
00:44
Этот беспредельщик ПЕРЕШЁЛ ЧЕРТУ и за это был СЕРЬЁЗНО НАКАЗАН #shorts
01:41
FOREVER BUNNY
00:14
Land acquired For Vedanta To Return, When Will The Probe Of Chit Fund Over ? | Nirbhay Gumara Katha
Рет қаралды 22,739
Facebook
Twitter
Жүктеу
1
Жазылу 290 М.
Nirbhay
Күн бұрын
Пікірлер: 211
@PurnachandraBehera-if5tu
12 күн бұрын
ନବୀନ ବାବୁ ଦୁର୍ନୀତି ଗ୍ରସ୍ତ ମୁଖ୍ୟ ମନ୍ତ୍ରୀ ରେ ବିଶ୍ଵ ସ୍ତରୀୟ। ଜୟ ଜଗନ୍ନାଥ।
@bijayanandadash5344
12 күн бұрын
Really ???
@dhananjaysahoo4579
12 күн бұрын
ସବୁ ସାମ୍ବାଦିକ ମାନେ ନିର୍ଭୟ ଠୁଁ ବା ନବୀନ ଦାସ ସାର୍ ଙ୍କ ଠାରୁ ସାମ୍ବାଦିକତା ଶିଖିବା ଦରକାର।ଭଗବାନ୍ ଆପଣଙ୍କୁ ଲମ୍ବା ଆୟୁଷ ଦିଅନ୍ତୁ।
@bijayanandadash5344
12 күн бұрын
100 %
@nayakpradipta8963
12 күн бұрын
Right.
@brajakishorepadhi4022
12 күн бұрын
ନବୀନ ପଟ୍ଟନାୟକ ବନ୍ଧା ହେବା ଦରକାର ବେଦାନ୍ତ ଜମି ମାମଲାରେ।
@parsurampanda3540
12 күн бұрын
ଅନ୍ୟାୟ, ଦୁର୍ନୀତିରେ ଭରା ବିଜେଡି ଥିଲା, ସେମାନେ ଦଣ୍ଡିତ ହେବା ଉଚିତ
@satishchandrabehera7291
12 күн бұрын
ଧୀର ପାଣି ପଥର କାଟେ। ଆମ ମୋହନ ସରକାର ବିଦାୟୀ ସରକାରଙ୍କର ଗୁମର ଖୋଲୁଛନ୍ତି ଗୋଟେ ଗୋଟେ।
@subashmishra5616
12 күн бұрын
ନିର୍ଭୀକ ସତ୍ୟ ସମ୍ବାଦ ପ୍ରକାଶ ପାଇଁ ଧନ୍ୟବାଦ ଅଭିନନ୍ଦନ ଶୁଭେଚ୍ଛା ଜୟ ଜଗନ୍ନାଥ
@rabimohanty112
12 күн бұрын
ବେଦାନ୍ତ ବେଆଇନ ଜମି ଅଧିଗ୍ରହହଣ ଚାଷୀଙ୍କୁ ପ୍ରଦତ୍ତ ଅର୍ଥ ନବୀନ ଠାରୁ ଆଦାୟ କରା ଯାଉ. ଚାଷୀଙ୍କୁ କ୍ଷମା ମଗା ଯାଉ.
@udayanarayanmaharana5481
12 күн бұрын
ସାର୍ ନମସ୍କାର, ଚିଟଫଣ୍ଡ ବିଷୟ ସରକାରଙ୍କୁ ମନେ ପକେଇ ଥିବାରୁ ଜମାକାରୀଂକ ତରଫରୁ ଅଶେଷ ଧନ୍ୟବାଦ।
@santoshdakua6698
12 күн бұрын
ବିଜୁ ଜନତା ଦଳ ହେଉଛି ଠକ ଙ୍କ ସର୍ଦାର 👍
@bijayanandadash5344
12 күн бұрын
👌
@bijayanandadash5344
12 күн бұрын
👌
@bijayanandadash5344
12 күн бұрын
👌
@sankarsangochhayat1765
12 күн бұрын
ସରକାର ଏ ଦିଗରେ ତୁରନ୍ତ କାର୍ଯ୍ୟାନଷ୍ଠାନ ଗ୍ରହଣ କରିବା ଉଚିତ। ଲୋକେ ଚିଟଫଣ୍ଡ ଟଙ୍କା ଶୀଘ୍ର ଫେରି ପାଇବା ଉଚିତ। ରାଜ୍ୟପାଳ ଅବିଳମ୍ବେ ନବୀନ ପଟ୍ଟାୟକଙ୍କ ବିରୁଦ୍ଧରେ କେସ କରିବା ପାଇଁ ଅନୁମତି ଦେଲେ ଓଡ଼ିଶା ବାସୀ ବହୁତ୍ ଖୁସି ହୁଅନ୍ତେ। ଜୟ ଜଗନ୍ନାଥ।
@prakashchandraacharya119
12 күн бұрын
ଉତ୍କଳ ରତ୍ନ ପାଇବାପାଇଁ ଆପଣ ଯୋଗ୍ୟ ସାର ବହୁତ ଖୁସି ଆମେ
@dillipkumarsahu9003
12 күн бұрын
ସବୁ ସାମ୍ବାଦିକ ମାନେ ଏହିପରି ଖବର ପ୍ରକାଶ କରନ୍ତୁ ।ଧନ୍ୟବାଦ ସାର।
@durgaprasadsamantaray7084
12 күн бұрын
ଧୀର ପାଣି ପଥର କାଟେ। ଆପଣଙ୍କ ଉପସ୍ଥାପନା ସ୍ବାଗତ ଯୋଗ୍ୟ। ମୋହନ ସରକାର ନିଶ୍ଚିତ ପଦକ୍ଷେପ ଗ୍ରହଣ କରିବେ ବୋଲି ଆଶା।
@PramodakumarSahu-c5p
12 күн бұрын
ନବିନ ଦାସ ସାର୍ ନମସ୍କାର। ଆପଣ ସାମ୍ବାଦିକ ପୁରସ୍କାର ପାଇଁ ମନୋନୀତ ହୋଇଥିବାରୁ ଶୁଭେଚ୍ଛା ଜଣାଉଛି। ଅନେକ ବହୁତ ବହୁତ ଖୁସି ଲାଗିଲା। ପ୍ରଭୁ ଜଗନ୍ନାଥ ଆପଣଙ୍କ ଓ ପରିବାରର ମଙ୍ଗଳ କରନ୍ତୁ। ଅତି ନିର୍ଭୟରେ ନିର୍ଭୟ ଗୁମର କଥା ପରିବେଷଣ କରୁଥାନ୍ତୁ । ପ୍ରଭୁ ଜଗନ୍ନାଥ ଆପଣଙ୍କ ପଛରେ ଅଛନ୍ତି।
@bijayarout6485
12 күн бұрын
Many many thanks for your chitfund issue episode
@binodjena3052
12 күн бұрын
Jai sriram
@manjupravamishra8000
12 күн бұрын
ଜୟ ଶ୍ରୀ ଜଗନ୍ନାଥ 🙏🌹।
@santoshkumarajena8880
12 күн бұрын
ଧନ୍ୟବାଦ
@user-fu5zl6pz6m
12 күн бұрын
Thanks for your valuable information.
@saratmishra7100
12 күн бұрын
ଆଜ୍ଞା ନମସ୍କାର। ସୁନ୍ଦର ବିଶ୍ଳେଷଣ। ସତରେ ଦୋଷି ମାନେ କେବେ ବନ୍ଧା ହେବେ, ସାରା ଓଡିଶାରେ ବିଜେପି କୁ ଭଳ ପାଉଥିବା ଲୋକ ଅନେଇ ବସିଛନ୍ତି।
@Jagannath-oc9ht
12 күн бұрын
ଜୟ ଜୟ ଶ୍ରୀ ଜଗନ୍ନାଥ ।
@goutamkaran7863
12 күн бұрын
ବହୁତ ସୁନ୍ଦର ଉପସ୍ଥାପନା ଜୟ ଜଗନ୍ନାଥ
@subhasmitapriyadarshini2042
12 күн бұрын
ଭାଇନା ଆଜି ମୋଦୀଙ୍କ ପାଇଁ ସାଧାରଣ ଭାବେ ପଟ୍ଟନାୟକ ପରିବାର କୁ ବଦ ଦେଇ ଜଣେ ସାଧାରଣ କର୍ମିରୁ ମୁଖ୍ୟମନ୍ତ୍ରୀ ପଦ ପାଇଛନ୍ତି।ଏହା ସ୍ଵାଧୀନତା ପରେ ପ୍ରଥମ ଉଦାହରଣ। ଆପଣଙ୍କ ଚର୍ଚା ଓଡ଼ିଶା ବାସୀଙ୍କ ମନକୁ ବେଶ୍ ଛୁଇଁପାରିଛି।
@ajitkumarpanda6388
12 күн бұрын
ତୁରନ୍ତ ରାଜ୍ୟପାଳ ଅନୁମତି ଦିଅନ୍ତୁ, ପୁର୍ବ ସରକାର ର ମୁଖିଆ ନବୀନ ପଟ୍ଟନାୟକ ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାପାଇଁ,,,,,,ଜେଲ୍ କୁ ପଠାନ୍ତୁ,,,,
@pramodkumarrout7641
12 күн бұрын
ମୋହନ ସରକାର ଆସ୍ତେ ଆସ୍ତେ ଗୁରୁତ୍ୱପୂର୍ଣ୍ଣ ନିସ୍ପତି ନେବେ ।ଜନତାଙ୍କ ସରକାର। ଜନସାଧାରଣଙ୍କ ସ୍ୱାର୍ଥ କୁ ଦୃଷ୍ଟି ରେ ରଖି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ସମସ୍ତ ଙ୍କ ର ଆଶା ଓ ବିଶ୍ବାସ।
@chandipadapanda4707
12 күн бұрын
ନିର୍ଭୀକ ସମ୍ବାଦ ପରିବେଷଣ କରିବାର ସଫଳତା ନିମନ୍ତେ ପୁରସ୍କାର ପାଇଁ ବିବେଚିତ ହୋଇଥିବାରୁ ଆମେ ବହୁମାତ୍ରାରେ ଉତଫୁଲ୍ଲିତ ।ଭଗବାନ ଆପଣଙ୍କୁ ଦୀର୍ଘାୟୁ କରନ୍ତୁ ,ଏହାହିଁ ଆମର ପ୍ରାର୍ଥନା ।
@SantoshKumarBhoi-w7h
12 күн бұрын
ବିଭିନ୍ନ ଦୁର୍ନୀତି ରେ ଜଡିତ ନବିନ୍ ବନ୍ଧା ହେବେ ନା ନାହିଁ ତାହା ନରେନ୍ଦ୍ର ମୋଦି ଓ ରଘୁବର ଦାସ ଦି ଜଣଙ୍କ ଉପରେ ନିର୍ଭର କରୁଛି।
@rajanikantachoudhury2343
12 күн бұрын
ସାର 🙏. ବର୍ତମାନ ଉଚିତ ସମୟ ଆସିଛି ରାଜ୍ୟପାଳ ଖୁବ ଶୀଘ୍ର ନବୀନ ଙ୍କ ବିରୋଧରେ ଏଫ ଆଇ ଆର ଫାଇଲ କରି ଵା ପାଇଁ.
@prakashchandradash7857
12 күн бұрын
Jaya jagannath
@Pocket_Dyanamo
12 күн бұрын
ଓଡ଼ିଶାରୁ ବେଆଇନ ଭାବେ ଗୋରୁ ଗାଈ ଚାଲାଣ ହୋଇ ପଶ୍ଚିମବଙ୍ଗ, ବାଂଲାଦେଶ ଯାଉଥିବାର ଏକ episode କରି ମୋହନ ସରକାରଙ୍କ ଦୃଷ୍ଟି ଆକର୍ଷଣ କରନ୍ତୁ । କଟକ, ଭୁବନେଶ୍ଵର ଏବଂ ଭଦ୍ରକ ରୁ ସବୁଦିନ ଗୋ ଚାଳାଣ ହେଉଛି। 🙏
@LaxmikantaPradhan-h1d
12 күн бұрын
ଉତ୍କଳ ସମ୍ବାଦ ରତ୍ନ ସନ୍ମାନ ପାଇଁ ଅନେକ ଅନେକ ଅଭିନନ୍ଦନ। ମୋହନ ସରକାର ଚିଟଫଣ୍ଡ ଦୁର୍ନୀତିର ପର୍ଦାଫାସ ଅତିଶିଘ୍ର କରିବା ଆବଶ୍ଯକ।
@PratapchandraSahu-i5f
12 күн бұрын
ମୋହନ ବାବୁ ନିଜେ ବୁଝିବା ସହିତ ମୋଦିଜୀଙ୍କ ୁ ଓଡ଼ିଶା ତଥା ଓଡ଼ିଆ ଲୋକଙ୍କ ର ଭାବାବେଗ କୁ ବୁଝାଇବାକୁ ଚେ଼ଷ୍ଟା କରନ୍ତୁ। ନିର୍ବାଚନ ସମୟରେ ଦେଇଥିବା କଥାକୁ ରକ୍ଷା କରନ୍ତୁ । ଓଡ଼ିଶା ଲୋକକୁଂ ବୋକା ଭାବିବା ନିଜପାଇଁ କ୍ଷତିକାରକ ହେବ।
@MadhuSudanBiswal-i4x
12 күн бұрын
ଏପର୍ଯ୍ୟନ୍ତ ସରକାର ଯେଉଁ ମଞ୍ଚ 11ବର୍ଷ ହେଲା ଲଢ଼ୁଛି ସେମାନଂକୁ ବି ଆଲୋଚନା ପାଇଁ ବି ଡାକି ନାହାନ୍ତି ତେଣୁ ତାଙ୍କର ଆନ୍ତରିକତା ଅଛି କି ନାହିଁ ଜଣା ପଡୁନି
@subhabratamishra4465
11 күн бұрын
ନବୀନ୍ ଆଜ୍ଞା ଙ୍କୁ 'ସାମ୍ବାଦିକ୍ ରତ୍ନ' ପୁରସ୍କାର୍ରେ ଭୂଷିତ କରାଯାଉଥିବା ଖବର୍ ମୋ ହୃଦୟ କୁ ଅସୀମ ଆନନ୍ଦ ଓ ଗର୍ବ ପ୍ରଦାନ୍ କରିଛି । ଏଥି ପାଇଁ ନବୀନ୍ ଆଜ୍ଞା ଙ୍କୁ ଅନେକ୍ ଅନେକ୍ ଅଭିନନ୍ଦନ୍।
@santoshkumarsahoo8671
12 күн бұрын
ଆଞା ଦୁର୍ନୀତି ର ମୁଖିଆ ହେଉଛନ୍ତି ନବୀନ ପଟ୍ଟନାୟକ, ତାଙ୍କୁ ସମର୍ଥନ କରୁଥିବା ଅନ୍ଧ ଭକ୍ତମାନେ ଏବେବି ବହୁ ପରିମାଣରେ ଅଛନ୍ତି
@dr.purnendutripathy5263
12 күн бұрын
ଆଜ୍ଞା ଧୀର ପାଣି ପଥର କାଟେ। ଏ ସରକାର ର କାର୍ଯ୍ୟକ୍ରମ ଏଇ ନୀତି ଆପଣେଇ ପାରିଛି। ସାଧାରଣ ଜନତା ଙ୍କ ସହ ମିଶିବା ମୁଖ୍ୟମନ୍ତ୍ରୀ ଙ୍କ ଭାବମୂର୍ତ୍ତି ରେ ଔଜ୍ଜଲ୍ଯ ଆଣିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ କେବେ ମିଶୁଥିଲେ କି?
@AmiyaKumarSahoo-u3s
12 күн бұрын
ଚିଟଫଣ୍ଡ କଥା ଆଲୋଚନା କରି ଥିବାରୁ ଧନ୍ୟବାଦ ସାର ସାହାରା ଇଣ୍ଡିଆ ବିଷୟରେ ଅମିତ ସାହା କହିଥିଲେ କେହି ପଇସା ପାଉନାହାନ୍ତି ସେ ବିଷୟରେ ଆଲୋଚନା କରନ୍ତୁ ସରକାର ଙ୍କ ନଜର କୁ ଆସୁ.
@niranjanpanda8574
12 күн бұрын
ପୂର୍ବ ଦୁର୍ନୀତିଗ୍ରସ୍ତକୁ ପ୍ରଶ୍ରୟ ଦେଲେ ଓଦୁର୍ନୀତି କଲେ ଏ ସରକାର ମଧ୍ଯ ବେଶିଦିନ ତିଷ୍ଠି ରହିବ ନାହି।
@jogindrakaudi5363
12 күн бұрын
ଗୁଡ଼ ନବୀନ ଦାସ 🙏
@basantapattnaik7812
12 күн бұрын
ସାର ପ୍ରଣାମ 🙏🌹
@trilochanpatnaik6321
12 күн бұрын
ରାଜ୍ୟପାଳ ମହୋଦୟ କଣ ବିଜେଡି ଫେଭର୍ ରେ ଅଛନ୍ତି କି? ତୁରନ୍ତ ବେଆଇନ ଭାବରେ ବେଦାନ୍ତ କୁ ଦାନ କରିଥିବା ଜମି ମାମଲା ପାଇଁ କାର୍ଯ୍ୟାନୁଷ୍ଠାନ ପାଇଁ ଆଦେଶ ନ ଦେବାର କାରଣ କଣ।
@khetrabasimahakud6026
12 күн бұрын
Very beautiful information.Thanks Nabin babu.
@ranjankumarnayak8593
12 күн бұрын
Bahut sundar
@prakashkumarjena.babusan.n3760
12 күн бұрын
ଜୟ ଜଗନ୍ନାଥ ଜୟ ବିଜେପି ଜୟ ମୋହନ ସରକାର 🙏🙏🙏🙏
@KrushnaChandraDas-bm2fe
12 күн бұрын
ଏପର୍ଯ୍ୟନ୍ତ ବିଜେପି ସରକାର କଣ କରୁଛନ୍ତି
@purusottamparida1485
12 күн бұрын
ଜୟ ଜଗନ୍ନାଥ
@dillipkumarnayak1021
12 күн бұрын
ବର୍ତ୍ତମାନ ଦୃଢ଼ ପଦକ୍ଷେପ ନନେଲେ ନେଡି ଗୁଡ଼ କହୁଣୀକୁ ବହିଯିବ
@rkbehera1241
12 күн бұрын
Good news sir pranam
@rabindrapatra8223
12 күн бұрын
ସାର୍ ନମସ୍କାର ଆଜିର chit fund ଏପିସୋଡ ଟି ବହୁତ୍ ଉଚ୍ଚକୋଟୀର ହୋଇଛି। ଏହି ବେଦାନ୍ତ ଦୁର୍ନୀତି ମାମଲାରେ ସରକାର ଏବଂ ବେଦାନ୍ତ ଦୁହେଁ ଦୋଷ କରି ଅଛନ୍ତି। ଉଭୟେ ଦଣ୍ଡିତ ହବା ଦରକାର । ତେଣୁ ଆମ ଚାଷୀ ମୂଲିଆ ଭାଇ ମାନେ ଆଉ ଟଙ୍କା କାହିଁକି ଫେରସ୍ତ କରିବେ । ସେମାନେ ସେମାନଙ୍କ ଜମିରେ ନିର୍ଭୟ ରେ ଚାଷ ବାସ କରିବା ପାଇଁ ବିଜେପି ସରକାର ସହାୟତା କରିବା ଆବଶ୍ୟକ। ନିର୍ଭୟ ଗୁମର କଥା ପରିବାର କୁ ପ୍ରଭୁ ଜଗନ୍ନାଥ ସୁସ୍ଥରେ ରଖି ଥାନ୍ତୁ। ଆପଣଙ୍କ କର୍ମ ଆପଣଙ୍କୁ ସମ୍ବାଦ ରତ୍ନ ପୁରସ୍କାର ଆଣି ଦେଇଛି। ଅନ୍ୟ ସାମ୍ବାଦିକ ଭାଇମାନଙ୍କ ପାଇଁ ଆପଣ ପ୍ରେରଣା ର ଉତ୍ସ ହୁଅନ୍ତୁ। ଶିଶୁ ଦିବସର ଅନେକ ଅନେକ ଶୁଭକାମନା ଧନ୍ୟବାଦ ଜୟ ଜଗନ୍ନାଥ ହରିଓମ୍ 🌹🙏
@maheswarprusty3043
11 күн бұрын
Congratulations very good. Tapik
@prabinakumarmuduli7573
12 күн бұрын
Very nice and impartial channel. Congratulations. Nahin Babu
@santoshpurohit8540
12 күн бұрын
🙏 Namaskar... Congratulations 🎊🎉
@TrilochanMall-x6n
12 күн бұрын
Many many Thanks to you for raising chitt fund issue.
@BIPINBIHARISWAIN-hm8oe
12 күн бұрын
Thank you sir
@hemantakumar5501
12 күн бұрын
ଅନେକ ଅନେକ ଶୁଭେଚ୍ଛା ଶାର
@nayakpradipta8963
12 күн бұрын
Good Analysis.
@brajabandhusahoo6043
12 күн бұрын
ଉତ୍କଳ ରତ୍ନ ପାଇଁ ଆମେ ଗର୍ବିତ.
@ghasiramsing4216
12 күн бұрын
Thank you sir 🙏
@AnkitPanda-zj6ut
12 күн бұрын
ବିଜେପି ସରକାର ଠୁ କେତେ ପାଉଛନ୍ତି ଆଜ୍ଞ, ଦିନ ରାତି ଖାଲି ତାଙ୍କ ନାମ ଜପ କରୁଛନ୍ତି
@HarshatMishra
12 күн бұрын
ବିଜେପି ଦୁର୍ନୀତି ର ଚିଠା କଲେ ବା ସରିବନି
@sasthakumarpurohit2580
12 күн бұрын
ନିର୍ଭୟ ଗୁମର କଥା ସତ୍ୟ ଘଟଣା ଜନ।ମାନସ
@khirodhota1440
12 күн бұрын
ବିଜେପି ନବୀନର କିଛି କରି ପାରିବ ନାହିଁ l
@anjananayak3971
12 күн бұрын
Right sir
@AmitGupta-lp4cn
12 күн бұрын
ରାଜ୍ୟରେ ଏତେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ, ଆଉ ଆପଣଙ୍କର ତ ଏଠି ପୂର୍ବ ସରକାରଙ୍କ କଥା ସରୁ ନାହିଁ
@abhirammallik8940
12 күн бұрын
Thank you Sir, I congratulate for getting " Utkal Sambadik Ratna" I hope all journalists of odisha should follow your art of journalism.
@anjanabhuyan408
12 күн бұрын
Should be Strong Action immediately
@niranjannaik6376
3 күн бұрын
ଟଙ୍କା ଫେରାଇବା କଥା ଠିକ ନୁହେଁ,ଟଙ୍କା ଛାଡ କରାଯାଉ,ନଚେତ ଏକ୍ସ ମାନ୍ୟବାର ମୁଖ୍ୟମନ୍ତ୍ରୀ ଦିଆନ୍ତୁ
@SabitaKhuntia-ih5yq
12 күн бұрын
Jay Jagannath sir namaskar very nice episode 🙏🙏
@amitavsarangi1883
11 күн бұрын
Dharmendra Pradhan is support to naveen patniak and vk pandian. Bcoz only money. Next time no vote to Dharmendra Pradhan.
@ubrath
11 күн бұрын
Congratulations
@BhaktaHari-xy3lf
12 күн бұрын
100)❤❤❤right
@subhabratamishra4465
11 күн бұрын
ବେଦାନ୍ତ ଓ ଚିଟ୍ଫଣ୍ଡ୍ ର ମୁଖ୍ୟ ଆସାମୀ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ୍ ।
@gourangacharanmohanty9100
12 күн бұрын
Yes correcy sir
@BijayMishra-o8p
12 күн бұрын
ଆଜ୍ଞା ପ୍ରଣାମ 🙏 ଯେଉଁ ସମୟ ବେଦାନ୍ତ ପାଖରେ ଲୋକ ଙ୍କ ଜମି ସେମାନଙ୍କ ପାଖରେ ଥିଲେ ସେମାନେ ସେଥିରୁ ରୋଜଗାର କରିଥାନ୍ତେ ଆଉ ପଇସା ଫେରେଇବେ ସେମାନେ ହିସାବ କଲେ ଆଉ ପଇସା ପାଇବେ
@bhagabandash9527
12 күн бұрын
ଚିଟଫଣ୍ଡ ଦୁରନିତିର ପର୍ଦାଫାସ ହେବା ଉଚିତ୍।
@AlokPradhan-ef9zq
12 күн бұрын
ବର୍ତ୍ତମାନ କ୍ଷମତା ରେ ଥିବା ସରକାର ଏପର୍ଯ୍ୟନ୍ତ ଶୋଇଛନ୍ତି କଣ ପାଇଁ।
@SwaroopSharma-we1hs
12 күн бұрын
ଆଜି ନବୀନ ତ କାଲି ପାଣ୍ଡିଆନ, ରାଜ୍ୟରେ ବୋଧେ ଆଉ କିଛି ଘଟଣା ଘଟୁ ନାହିଁ
@ChinmayaSatpathi
12 күн бұрын
ବର୍ତ୍ତମାନ କ୍ଷମତାରେ ଥିବା ସରକାର କଣ ଶୋଇଛନ୍ତି କି ଏ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି କଣ ପାଇଁ।
@kedarbiswal4575
12 күн бұрын
ନବିନ ଏକା କିଛି କରୁ ନଥିଲେ। ଜମି ଅଧିଗ୍ରହଣରେ ନବୀନ ଏକା କାହିଁକି ତାଙ୍କ କ୍ୟାବିନେଟ ସଭା ଦାୟୀ ହେଵା ଉଚିତ୍।ସରକାର ଟଙ୍କା ଗଣିଵା ଉଚିତ୍ ନୁହେଁ।
@samarmohapatra-jr3ne
12 күн бұрын
ସମ୍ଭବତଃ ପୂର୍ବେ ନବୀନ ଏବଂ ମୋଦିମଧ୍ୟରେ କୌଣସି ଅଘୋଷିତ ବୁଝାମଣା ହେଇଥିଲା, ଓଡିଶାରେ ଚିଟଫଣ୍ଡ ସହିତ ଅନ୍ୟାନ୍ୟ ବଡ଼ ବଡ ଦୁର୍ନୀତି ଘଣ୍ଟଘୋଡାଇବାପାଇଁ ସନ୍ଦେହ କରାଯାଏ, ଯେଉଁଠି ଚନ୍ଦ୍ରବାବୁ ଓ ନୀତିଶ ସମର୍ଥନ ପାଇଁ ତାଙ୍କ ରାଜ୍ୟକୁ ବଡ ପ୍ୟାଜେଜ ନେଲେ, ନବୀନ ଚାହିଁଥିଲେ ଆମ ରାଜ୍ୟକୁ ମଧ୍ୟ ମୁଲଚାଲ କରି ଅର୍ଥନୀତିକ ସୁବିଧା ଆଣିପାରିଥାନ୍ତେ
@niranjannaik6376
3 күн бұрын
ଆଣିଥିଲେ ପାଣ୍ଡିଆନ ଗୋଷ୍ଟି ପାଇଥାନ୍ତେ,ଲାଭ କଅ ଣ heithanta
@gobindnarayanagrawal8774
12 күн бұрын
It is awaiting time
@yadavranjitadjuard4377
12 күн бұрын
ଉକ୍ତଳ ସାମ୍ବାଦିକ ରତ୍ନ ,ସମ୍ମାନ ପାଉଥିବା ରୁ ଆପଣଙ୍କୁ ଅନେକ ଅନେକ ଶୁଭେଚ୍ଛା, ଏପରି ଉତ୍କୃଷ୍ଟ ସାମ୍ବାଦିକତା କ୍ଷେତ୍ରରେ ନିଜର ପାରଦର୍ଶିତା ଦେଖାଇ ଚାଲୁଥାନ୍ତୁ ,ରାଧେ ରାଧେ ...
@gokulanandadas4048
12 күн бұрын
BJD party fund ru ଟଙ୍କା ଭରଣ କରାଯିବ ଉଚିତ୍ ,
@megharaybaske8373
12 күн бұрын
ବହୁତ ଗୁରୁତ୍ବପୁର୍ଣ କଥା କହୁଛନ୍ତି ଯାହାବି ହେଉ
@amitavsarangi1883
11 күн бұрын
Centre BJP members are involved many more corrupt case.
@RaghunathBadu
12 күн бұрын
2019 ନିର୍ବାଚନ ପୂର୍ବରୁ 300 କୋଟି ଟଙ୍କାର କର୍ପସ ଫଣ୍ଡ ଘୋଷଣା ହୋଇନଥିଲେ ବି ଜେ ଡି ସରକାର ଆସିନଥାନ୍ତା ' ଏହା ଏକ ନିର୍ବାଚନୀ ଚାଲ୍ ଥିଲା
@PritishrutiRout
12 күн бұрын
ଆପଣ ସାମ୍ବାଦିକ ଠାରୁ ବେଶୀ ବିଜେପି ର ଚାଟୁକାର ପରି ଲାଗୁଛନ୍ତି।
@rajshreeentertenment2105
12 күн бұрын
nabin das ❤🎉 you are great sir
@SuryakantiSahoo-qz9xb
12 күн бұрын
ଆପଣ ବିଜେପି ର ପୋଷା ଶୁଆ ବୋଲି ସମସ୍ତେ ଜାଣିଛନ୍ତି ।
@pabitranath5075
12 күн бұрын
Thik taa kahuchi ta to dehare gali jauchi naa
@rabindranathsahoo2920
12 күн бұрын
ଜମି ହରାଇଥିବା ବ୍ୟକ୍ତି ଜମି ଫେରିପାଇବା ଆବଶ୍ୟକ । କିନ୍ତୁ ଟଙ୍କା ପାଇଥିଲେ ଫେରାଇବା ଆବଶ୍ୟକ ତାହା ସର୍ବସାଧାରଣ ସମ୍ପତି।
@drpanda9462
12 күн бұрын
Immediately the CBI investigation be completed.
@krushnachandrajena7383
12 күн бұрын
Namaskar sir
@sasthakumarpurohit2580
12 күн бұрын
ନିର୍ଭୟ ଗୁମର କଥା।ସତ୍ୟ ଘଟଣା ଜନ୍ ମାନସ କୁ ଜଣାଇ।ଥିବା ରୁ ମୋର ଆଶୀର୍ବାଦ,ମୋହନ ସରକାର ପଦକ୍ଷେପ ନେବେ,ଧୀର ପାଣି ପଥର କା ଟେ,,,,,, ମୋର ବିଶ୍ୱାସ,,,,, କବି,ପଣ୍ଡିତ,,,,,
@geetanjalikarna8616
12 күн бұрын
ଜମି ନିଅ, ଟଂକା ଫେରାଅ, ଯୁକ୍ତିଯୁକ୍ତ କଥା
@PurnachandraBehera-if5tu
12 күн бұрын
ଜଗନ୍ନାଥ ଙ୍କ ଜମି ବିକ୍ରୀ କରିଛନ୍ତି ନବୀନ ପଟ୍ଟନାୟକ। ସବୁ ଟଙ୍କା BJD ଦଳ ଦଳୀୟ ଫଣ୍ଡ ରେ ରଖା ଯାଇଛି। ସବୁ ଫେରନ୍ତୁ।
@laxmidharapanda6086
12 күн бұрын
ନବୀନ ସରକାର ଅନୁଚିତ ଅନୁଗ୍ରହ କରିଛନ୍ତି ଅର୍ଥ ନବୀନବାବୁ ସିଧା ଲାଞ୍ଚନେଇ ବେଦାନ୍ତକୁ ଜମି ଦେଇଛନ୍ତି ! ତେଣୁ ସାଧାରଣ ଲୋକଙ୍କ ନେଇଥିବା ଅର୍ଥ ନବୀନ ପଟନାୟକ ରାଜକୋଷରେ ଭରଣା କରିବାକୁ ବାଧ୍ୟ !
@BijayMishra-o8p
12 күн бұрын
ଆଜ୍ଞା ଯଦି ଚିଟ୍ ଫଣ୍ଡ ଦୁର୍ନୀତି ତଦନ୍ତ କରି ଲୋକଙ୍କୁ ତାଙ୍କ ଟଙ୍କା ଫେରେଇ ଦେବେ 29 ର ଇଲେକ୍ସନ ରେ ବିଜେପି ର ବିପୁଳ ବିଜୟ ହେବ 😊
@gourisankar7593
12 күн бұрын
ଚାଷୀମାନେ ଚାଷ କରିପାରିଲେ ନାହିଁ ଶୋହଳ ବର୍ଷ ପାଇଁ,ଜବରଦସ୍ତ ଅଧିଗ୍ରହଣ କରାଗଲା, ତେଣୁ ଯେଉଁ ଅଧିକାରୀ, ମନ୍ତ୍ରୀ ଓ ମୁଖ୍ଯମନ୍ତ୍ରୀ ସେ ଟଙ୍କା କୁ ଭରଣା କରି, ଜେଲକୁ ପଠାଇ , ଏକ ନଜୀର ସୃଷ୍ଟି ହେବା ଉଚିତ ।
@Dr_gurudayalbehera
12 күн бұрын
Congratulations sir for the award 🎉
@sop828
12 күн бұрын
Vedanta Financer Of BJD
21:49
Bhupendra - Dharmendra In Race of BJP's National President । Nirbhay Gumara Katha
Nirbhay
Рет қаралды 21 М.
1:57
Труд, здоровье, дом и газ
Репортёр73
Рет қаралды 2,6 М.
00:55
The IMPOSSIBLE Puzzle..
Stokes Twins
Рет қаралды 179 МЛН
00:44
Кто круче, как думаешь?
МЯТНАЯ ФАНТА
Рет қаралды 6 МЛН
01:41
Этот беспредельщик ПЕРЕШЁЛ ЧЕРТУ и за это был СЕРЬЁЗНО НАКАЗАН #shorts
BalcevMMA_BOXING
Рет қаралды 10 МЛН
00:14
FOREVER BUNNY
Natan por Aí
Рет қаралды 30 МЛН
1:30:25
स्वामी विवेकानंद जीवनी भाग 1 | Swami Vivekananda BIOGRAPHY PART 1
Yogesh Voice
Рет қаралды 1,2 МЛН
4:36
Special Story: Former Jajpur MLA Pranab Prakash Das Responds to Attack on Himanshu Sahoo
OTV
Рет қаралды 121 М.
29:02
9 PM Prime Time Discussion | ଆରମ୍ଭରୁ ସରଗରମ ବିଧାନସଭା | PrameyaNews7
Prameya News7
Рет қаралды 234
10:24
ବୈକୁଣ୍ଠ ଧାମ ନାଁ ରେ ସାଙ୍ଘାତିକ ଅଭିଯୋଗ, "୪ବର୍ଷ ହେବ ସେ ମୋ ସ୍ତ୍ରୀର ମାଇଣ୍ଡ ୱାସ୍ କରିକି ରଖିଛନ୍ତି"
Odisha Bhaskar
Рет қаралды 23 М.
10:02
ବୈକୁଣ୍ଠଧାମ ଆଶ୍ରମରେ ପତ୍ନୀଙ୍କୁ ଖୋଜୁଛି ସ୍ବାମୀ | Odisha Reporter
Odisha Reporter
Рет қаралды 3,2 М.
5:49
BJD Leader Pranab Das Reacts to Ongoing Development Work of Maa Biraja Temple
OTV
Рет қаралды 15 М.
21:50
Congress Is The Only Hope For BJD | Nirbhay Gumara Katha
Nirbhay
Рет қаралды 33 М.
3:53
BJD is reaping what it sowed ! । No Comments
Nirbhay
Рет қаралды 13 М.
8:15
Odisha Assembly Winter Session 2024: Speaker adjourns House till 4.00 pm following ruckus
Kalinga TV
Рет қаралды 14 М.
38:38
News Desk Interview| Baba Balia answer on Controversial Issue| OdishaNews| OdishaNews| News18Odia
News18 Odia
Рет қаралды 265 М.
00:55
The IMPOSSIBLE Puzzle..
Stokes Twins
Рет қаралды 179 МЛН